A Man Must Earn To Give Maintenance To Wife And Kids Even By Physical Labour Pronounce Supreme Court

แชร์
ฝัง
  • เผยแพร่เมื่อ 16 ก.ย. 2024
  • A Man Must Earn To Give Maintenance To Wife And Kids Even By Physical Labour Pronounce Supreme Court
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- www.instagram....
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    #KanakNews #SupremeCourt #India

ความคิดเห็น • 537

  • @kailashstatus7137
    @kailashstatus7137 ปีที่แล้ว +141

    ଯଦି ପୁରୁଷ ଆତ୍ମହତ୍ୟା କରେ କି ମରିଯାଏ.. କିଏ ଦବ, ସ୍ତ୍ରୀ ଯେତେବେଳେ ପର ପୁରୁଷ ସହ ପଳେଇ ଯାଉଛି ସ୍ୱାମୀ କୁ କଣ ମିଳୁଛି ନା ତା ସ୍ତ୍ରୀ କୁ ପୋଷିବ, ଆଉ ସେ ପର ପୁରୁଷ କୁ ପୋଷିବ,ବିବାହ ବିଛେଦ ପରେ ଯଦି ଭରଣ ପୋଷଣ ନବ ତା ହେଲେ ସେ ଶୋଇବ ଆଉ କାହା ପାଖରେ, ବ୍ରିଟିଶ ଶାସନ ଭାରତ ରେ ଠିକ ଥିଲା, ଭାରତ ର ଆଇନ କାନୁନ ବହୁତ ତଳକୁ ଖସି ଗଲାଣି, ପୁରୁଷ ସମାଜ ବାହା ନ ହୋଇ ପଇସା ପକେଇ ସେଇ ଖୁସି ପାଇ ନିଜ ଜୀବନକୁ enjoy କର,

    • @J.K845
      @J.K845 ปีที่แล้ว

      Right

    • @rrr2979
      @rrr2979 ปีที่แล้ว +1

      You are right bro.

    • @sandeepmohapatra8659
      @sandeepmohapatra8659 ปีที่แล้ว +3

      Vai baha na hele life long bahut bhala special for purusa manaka paain. No marriage no tension only satisfaction.

    • @rrr2979
      @rrr2979 ปีที่แล้ว +1

      @@sandeepmohapatra8659 you are right bro.

    • @rajanipandatechvlogs3879
      @rajanipandatechvlogs3879 ปีที่แล้ว +2

      Right

  • @rrr2979
    @rrr2979 ปีที่แล้ว +111

    ପୁଅ ମାନେ single ରୁହ, ପଇସା income କର ଖୁସିରେ ରୁହ।

    • @acharyaone7500
      @acharyaone7500 ปีที่แล้ว

      Ryt

    • @pabitranath5075
      @pabitranath5075 ปีที่แล้ว +1

      Auu naga nagi kmt haba j 😂😂😂🤣🤣 single rahile

    • @debasishmohapatra3355
      @debasishmohapatra3355 ปีที่แล้ว +2

      Pua bapa ku bada hele posuchhi ki ?

    • @rrr2979
      @rrr2979 ปีที่แล้ว +1

      @@debasishmohapatra3355 mu ମୋ Bapa କଂ ର ସେବା କରିବା ପାଇଁ ସବୁ ବେଳେ ready. ତାଙ୍କର ସେବା କଲେ ମୋତେ ଖୁସି ମିଳିବ।

    • @rrr2979
      @rrr2979 ปีที่แล้ว +1

      @@debasishmohapatra3355 ପୋଷିବା word ଗୋଟିଏ ଖରାପ word. ମୁଁ ମୋ ସେବା କରିବି।

  • @abhayabhuyan2987
    @abhayabhuyan2987 ปีที่แล้ว +37

    ସ୍ତ୍ରୀ ବାହାରେ ଖେଳ କରିବ, ସ୍ୱାମୀ ଛାଡ ପତ୍ର ଦେବା ପରେ ମଧ୍ୟ ସ୍ତ୍ରୀ କୁ ପୋଷିବ, bias decision,

    • @himanshupradhan7039
      @himanshupradhan7039 ปีที่แล้ว

      Kn au kariba

    • @budhuramhembramofficial.9139
      @budhuramhembramofficial.9139 ปีที่แล้ว +1

      Ehara punarbichar haba darkar jane stree anya saha dhamaka kariba tara kharcha au jane purusa daba eita thik nuhan samasta purusa ehara birodh kariba darkar puni kahila para kriya priti papa nuhen ye bi chalega. Ethi pain aneka bhai mane mentality pressure rahuchhanty.
      Ehara birodh haba darkar.

  • @Shyamsundar-c6p
    @Shyamsundar-c6p ปีที่แล้ว +84

    ଆମେ ସେମାନଙ୍କୁ ପରିଶ୍ରମ କରି ଖାଇବାକୁ ଦେବୁ,,,,, କିନ୍ତୁ ସେମାନେ ଅଲଗା ଆଡେ ଗିହାଁ ଖାଇବେ। ସ୍ବାମୀ ଥାଇ ସ୍ତ୍ରୀ ମାନେ ଯୋ ପଦାରେ ଗିହାଁ ଖାଉଛନ୍ତି,,,, କାହିଁ ଏ ବିଷୟ ରେ ତ କେବେ supreme Court ତଦନ୍ତ କରୁନି। କେବଳ ପୁରୁଷ ମାନଂକୁ ଦେଖାଯାଉଛି।

    • @tarunpatra4947
      @tarunpatra4947 ปีที่แล้ว +1

      Tumor ଦୂର୍ବଳିଆ ହେଇ ଥିବ

    • @deepakjena3904
      @deepakjena3904 ปีที่แล้ว +2

      Thik kahichh banda bhai

    • @Shyamsundar-c6p
      @Shyamsundar-c6p ปีที่แล้ว

      @@tarunpatra4947 ଆରେ ମାଦରଚୋତ୍ ମାଗିଆ ତତେ ଏତେ କାହିଁକି ବାଧୁଛି ବା,,,,,,,, ପ୍ରୁଥିବୀରେ 100% ରୁ 90% ବିବାହିତ ନାରିମାନେ ନିଜ ସ୍ବାମୀ ଥାଇ ପର ପୁରୁଷ ସହିତ ଗିହାଁ ଖାଉଛନ୍ତି। ଦେଖିକି ତମର ବି କିଏ ହାତ ମାରିବେ।

    • @ambarishswain3233
      @ambarishswain3233 ปีที่แล้ว +1

      Banda Babu jahakahile thik

    • @rashmidas5311
      @rashmidas5311 ปีที่แล้ว +1

      ଏ ଭଳି ନା କଣ ଅଭଦ୍ର 😡

  • @prithvirajnaik6100
    @prithvirajnaik6100 ปีที่แล้ว +24

    ତା ଛଡା, ଯେତେ ବେଳେ ଗୋଟେ divorce କେସ ହଉଛି, ସବୁ ବେଳେ କଣ ପୁରୁଷ ଭୁଲ୍??? ଯୋଉ case ରେ ମହିଳା ଭୁଲ୍। ତାଙ୍କ ପାଇଁ ଏ ବିଚାର କେତେ ଦୁର ଠିକ୍???

  • @abhayabhuyan2987
    @abhayabhuyan2987 ปีที่แล้ว +14

    ନାରୀ ପୁରୁଷ ସମାନ ହେଲେ କେମିତି , ସ୍ତ୍ରୀ ମଧ୍ୟ ଶାରୀରିକ ପରିଶ୍ରମ କରିବା ଦରକାର, SC ପାଗଳ ହେଇଗଲାକି, ଗୋଟେ ପଟେ କହୁଛି extra marital legal, unmarried abortion legal gay lesbian marriage legal ଆଉ moral lession ଦେଲେ society କୁ ଏବେ ସ୍ତ୍ରୀ କୁ ପୋଷିବା ଧର୍ମ , ହାଏ ହାଏ ରେ ଭାରତ ବର୍ଷ

  • @dbdas9171
    @dbdas9171 ปีที่แล้ว +99

    ଦିନ ଆସିବ କୋର୍ଟଙ୍କ ବିରୋଧରେ ଲୋକେ ରାଜ ରାସ୍ତାକୁ ଓଲ୍ଲାଇବେ

  • @chintu_creations_2003
    @chintu_creations_2003 ปีที่แล้ว +50

    ଏକୁଟିଆ ରହିବି ନିଜେ ରୋଜଗାର କରିବି ନିଜେ ଖାଇବି ଆଉ ମରିବାକୁ ସମୟ ଆସିଲେ ନିଜେ ନିଆଁ ରେ ପୋଡି ହୋଇ ମରିବି । ଏହି ନିୟମ ପାଳନ କରିବା ସବୁ single boy enjoy it 👍

    • @rrr2979
      @rrr2979 ปีที่แล้ว +2

      I am single bro

  • @misssasmita7739
    @misssasmita7739 ปีที่แล้ว +18

    ଅବୁଝା ରାଜାକୁ ପାଳ ବିଣ୍ଡା ମନ୍ତ୍ରୀ
    ଭଳି ରାୟ ଦିଆ ହୋଉଛି ଏବେ ସବୁ।

  • @advocatesandipanmishra4889
    @advocatesandipanmishra4889 ปีที่แล้ว +84

    Me as a lawyer I would like to say that Supreme Court should have made this thing applicable to women also.

  • @bikashswain5716
    @bikashswain5716 ปีที่แล้ว +46

    ସୁପ୍ରିମୋ କୋର୍ଟ ଘରେ ସବୁ ପୁରୁଷ କାମ କରିବେ ଆଉ ଓଡ଼ିଶା ବାହାରକୁ ଯିବେ ନାହିଁ

  • @debigoudrdb8809
    @debigoudrdb8809 ปีที่แล้ว +14

    କିଛି ଦିନ ଅପେକ୍ଷା କର ପୃଥିବୀ ଓଲଟା ପାଲଟା ହେଇ ଯିବ .ନା ଥିବ ରାଧା. ନା ବାଜିବ ବଇଁଶୀ.ସବୁ ହରିବୋଲ .

  • @prithvirajnaik6100
    @prithvirajnaik6100 ปีที่แล้ว +31

    ସେ ଯୋଉ lady ଜଣଙ୍କ କହୁଛନ୍ତି "ସେ ବାହା ହେଇଛି ନା" ବାହାଘର ଟା କଣ ମନକୁ ମନ ହେଇଗଲା ଉଭୟଙ୍କ ମତ କୁ ନେଇ ହେଇଥିଲା ???
    ଯଦି ପାଠପଢା, ଚାକିରି ଆଦି କ୍ଷେତ୍ର ରେ ସମାନ ଯୋଗ୍ୟତା ଥାଇ ମଧ୍ୟ ମହିଳା ମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ତାହେଲେ ଘର ଚଳେଇ ବା ଟା ଖାଲି ପୁରୁଷର ଦାୟିତ୍ଵ କାହିଁକୀ????????? 😡😡 Gender equality ମାନେ kn ଏଇଆ????????

  • @friendsvision9612
    @friendsvision9612 ปีที่แล้ว +48

    ପ୍ରଥମେ କାମ ଦିଅ ତା ପରେ court କଥା କହିବ

  • @mayadharpadhan1686
    @mayadharpadhan1686 ปีที่แล้ว +5

    ହଁ ଏଇଟା ତ ଭଲ କଥା କିନ୍ତୁ , ସ୍ବାମୀ ପରିଶ୍ରମ କରି ସ୍ତ୍ରୀକୁ ପୋଷିବ ଆଉ ସ୍ତ୍ରୀ ଆଉ କୁଆଡେ ** ଦେଖେଇବ । ୟା ବିଷୟରେ ତ କିଛି କହିଲେନି

  • @rrr2979
    @rrr2979 ปีที่แล้ว +36

    Single life is best life.

  • @chandrasekharnayaka9658
    @chandrasekharnayaka9658 ปีที่แล้ว +66

    ବଢ଼ିଆ ରାୟ ଦେଇ ଛନ୍ତି କୋର୍ଟ ।ପିଲା ଛୁଆ କରେଇ ଦେଇ ସ୍ତ୍ରୀ ଙ୍କୁ ଛାଡ଼ି ଦେଉଥିବା ପୁରୁଷ ମାନଙ୍କ ପାଇଁ ଭଲ ପରିବର୍ତ୍ତନର ବାର୍ତ୍ତା ।

    • @rrr2979
      @rrr2979 ปีที่แล้ว

      ତୁମେ party koro bhai. Tumo pain good news.

    • @2139dj
      @2139dj ปีที่แล้ว

      Ya purba ru kichhi aayin nathila ki??
      jouthi husband ku nija aaya ra adha dabaku pade!

    • @chandrasekharnayaka9658
      @chandrasekharnayaka9658 ปีที่แล้ว +1

      @@2139dj ଆଇନ୍ ବହି ଟା ହଜି ଯାଇଥିଲା ବୋଧେ ।

    • @kumar-mi7rl
      @kumar-mi7rl ปีที่แล้ว

      kana ta bhala laagila, munda re kichi achi naa khali gobara.

    • @kumar-mi7rl
      @kumar-mi7rl ปีที่แล้ว +2

      @@2139dj crpc125 maintenance law is already there, but if husband dont have any job, then lets SC provides him a job, whats this non-sense labour kaama kariba, ...., this will have a negative impact, simply wife will leave husband and stay with another guy and demand maintenance.

  • @ranjanpradhan6104
    @ranjanpradhan6104 ปีที่แล้ว +9

    ଆମ ଓଡ଼ିଶା ରେ କିନ୍ତୁ ଓଲଟା ନିଜକୁ ପୋଷିବାର ଓକାତ ନାହିଁ କିନ୍ତୁ ବାହା ହେଇକି ଛୁଆ କରି ଚାଲୁଛନ୍ତି କାରଣ ମାଗଣାରେ ଚାଉଳ ମିଳୁଛି

    • @kumar-mi7rl
      @kumar-mi7rl ปีที่แล้ว +1

      hahaha......bjd ta jojana upare jojana kari deichi....husband maintenance kana deba darkar, wife ku se jojana ru free re khaibaku milijiba.

  • @tapankumardas8427
    @tapankumardas8427 ปีที่แล้ว +2

    ନାରୀ ନିଜ ଦୈହିକ ସୁଖ ପାଇଁ ପର ପୁରୁଷ ସହ ପ୍ରିତୀ କରେ ନିଜ ସ୍ବାମୀ ଓ ପରିବାରକୁ ପର କରି ଦିଏ। ତେବେ ପୁରୁଷ (ସ୍ବାମୀ) କୁ ଯଥା ଶୀଘ୍ର ନ୍ଯାୟ ମିଳେନାହିଁ।ତେବେ ଉକ୍ତ ନ୍ଯାୟ ଭ୍ରମ ହୋଇ ପାରେ ନ୍ୟାୟାଳୟର। ବିଚାରପତି ଜଣେ ଅଲାଜୁକ ଅଟେ କି ?

  • @laxmidharswain4028
    @laxmidharswain4028 ปีที่แล้ว +6

    ଏଗୁଟା ଯଦି ପବିତ୍ର କାମ, ତାହେଲେ ନିଜ ଇଛା ରେ ଏକାଧିକ ପୁରୁଷ ସହିତ ସମ୍ପର୍କ ରଖିବା ନିଷ୍ପତ୍ତି ଟା କଣ

  • @jirimiyamajhi9933
    @jirimiyamajhi9933 ปีที่แล้ว +3

    ସ୍ତ୍ରୀ ଯଦି ସ୍ୱାମୀ ଆଉ ପିଲା ଛୁଆକୁ ଛାଡିଦେଲେ ସ୍ତ୍ରୀ କଣ ସ୍ୱାମୀର କ୍ଷତି ପୂରଣ କରିବେ

  • @buluparida3799
    @buluparida3799 ปีที่แล้ว +41

    ଯଦି ପିଲା ଛାଡି ମାଆ ପଳେଇବ ସେଇଟା କଣହେବ

    • @pradoshkumar7833
      @pradoshkumar7833 ปีที่แล้ว +1

      ମା ଯାଇପାରିବ କାରଣ ସୁପ୍ରିମ କୋର୍ଟ କହିଛି. ନିଜ ଇଚ୍ଛା ରେ ଛାଡପତ୍ର ବି ନେଇପାରିବେ ଆଉ ପୁରୁଷ କିଛି କହିପାରିବନି. ସ୍ୱାମୀ ଅନ୍ୟ ଝିଅ ସହ ଶାରୀରିକ ସମ୍ପର୍କ ରଖିଲେ ଜେଲ ହବ. ଯଦି ସ୍ତ୍ରୀ ଅନ୍ୟ ପୁରୁଷ ସହ ସମ୍ପର୍କ ରଖେ ଚଳିବ.

  • @pabitraswain1399
    @pabitraswain1399 ปีที่แล้ว +2

    ମୋ ପୁଅ ଏବେ ଛୋଟ ଅଛି ମୁଁ ଭାବୁଛି ସେ ବଡ ହେଲେ ତାକୁ ବାହା କରିବିନି କି ସେ ଏତେ କିଳା ନବନି ତାକୁ କହିବି ଟଙ୍କା ରୋଜଗାର କର ଟଙ୍କା ପକେଇ ଖୁଶି କର ଆଉ ଲାଇଫ୍ କୁ ଏନ୍ ଜୟ କର ଆଉ ଯଦି ମୋ କଥା ନମାନି ବାହା ହବୁଧନରେ 100 💯ରେ କିଳା ନବୁ

  • @rrr2979
    @rrr2979 ปีที่แล้ว +11

    ପୁଅ ମାନେ ମୂଲିଆ, ଚାକର ହେବା ପାଇଁ ready ହେଇଯାଅ।

  • @tophanjena1293
    @tophanjena1293 ปีที่แล้ว +43

    Nic ... this is called gender equality in our country 🤣

  • @Shyamsundar-c6p
    @Shyamsundar-c6p ปีที่แล้ว +1

    ପୁଅ ଝିଅକୁ ଛାଡିଲେ ଭରଣ ପୋଷଣ ଦେବା କଥା କହୁଛ,,,,, ଯଦି ଝିଅ ପୁଅକୁ ଛାଡି ଅଲଗା ଟୋକା ପାଖକୁ ପଳେଇଲେ ପୁଅକୁ କିଏ ଭରଣ ପୋଷଣ ଦେବ। supreme Court କୁ ମୁଁ ଅନୁରୋଧ କରୁଛି ଭାବି ଚିନ୍ତି କରନ୍ତୁ।

  • @rrr2979
    @rrr2979 ปีที่แล้ว +10

    Bangkok , Thailand,Goa ଯିବା ପାଇଁ ପଡିବ ଯାହା ଜଣାଗଲାଣି।

  • @allinone7756
    @allinone7756 ปีที่แล้ว +5

    Supreme Court କୁ କୁହ employment ଉପରେ କିଛି କୁହନ୍ତୁ.

  • @Shyamsundar-c6p
    @Shyamsundar-c6p ปีที่แล้ว +33

    ଏତେ ଗପୁଚ,,,, ,,,, ଯେତେବେଳେ ଗୋଟିଏ ସ୍ତ୍ରୀ ନିଜର husband ଥାଇ ଅଲଗା ଟୋକାମାନଂକ ସହିତ ଗିହାଁ ଖାଉଛନ୍ତି। ଏଇଟା supreme Court ଦେଖାଯାଉନି,,,,, କେବଳ ପୁରୁଷ ମାନଂକୁ ଦେଖାଯାଉଛି। ଆଜି ପର୍ୟ୍ଯନ୍ତ ସେହି ନାରୀମାନଙ୍କୁ supreme Court କିଛି action ନେଇପାରୁନି।

  • @bichismitalifestyles7768
    @bichismitalifestyles7768 ปีที่แล้ว +16

    Han Swami parishrama kariba au stree mobile dhari Tike tok kariba.both wife and husband should equaly liable for each other.Yes it is btr for those ladies who are helpless and doing their duty for family but not getting anything.

  • @rajanikantapanda8625
    @rajanikantapanda8625 ปีที่แล้ว +10

    The SC of IND is not respecting the law of the land. Rather following westernisation more than the British rulers.

  • @SarojKumar-zv6ex
    @SarojKumar-zv6ex ปีที่แล้ว +1

    ହଉ ସ୍ତ୍ରୀ ଯାହା ଇଚ୍ଛା ତାହା କରିବ ଆଉ ସ୍ୱାମୀ ସେଥିପାଇଁ ଦୋଷୀ ହେବ। ଏବଂ ସାରା ଜୀବନ ସ୍ତ୍ରୀ ର ଦାଇତ୍ୱ ତୁଲେଇବ। 👌👌Wah... ଆଜିଠାରୁ ସ୍ତ୍ରୀ ମାନଙ୍କୁ ସମ୍ପୂର୍ଣ ସ୍ୱାଧୀନ ମିଳିଗଲା... ପୁରୁଷଙ୍କ କଥା କିଏ ଚିନ୍ତା କରୁଛି। 🙏

    • @pradoshkumar7833
      @pradoshkumar7833 ปีที่แล้ว

      ସ୍ୱାମୀ ର ଇଚ୍ଛା ବୋଲି ଆଉ କିଛି ରହିବନି. ଆଉ 10 ବର୍ଷ ଯାଉ ଦେଖିବ.

    • @himanshupradhan7039
      @himanshupradhan7039 ปีที่แล้ว

      Mu chinta karuchi...... Purusa nko kotha chalo sabu purusa jati lopo painiba...... Jhio.. Bahunku tanko nija bapa vai sesare baha hebe nohele baigana purei hei banchibe a

  • @prithvirajnaik6100
    @prithvirajnaik6100 ปีที่แล้ว +8

    ଗୋଟେ କଥା ମନେ ରଖିନ୍ତୁ ବିଚାର ପତି ମହାଶୟ, ଏଇ ଯୋଉ _____ ବିଚାର ଗୋଡା କରୁନକି..... ଗଞ୍ଜଡିଆ ଙ୍କ ଭଳିଆ,,, ଏଇଟା ତମରି ଉପରେ ଭାରି ପଡିବ ଯେ..... ।

  • @Shkr_Bab
    @Shkr_Bab ปีที่แล้ว +36

    SC is not lesser than a cinema hero. Why SC is not compelling government to provide a good job to every citizen of India??.

    • @Shkr_Bab
      @Shkr_Bab ปีที่แล้ว +2

      @@kumar-mi7rl It is now time to eradicate this SC from Holy land India

    • @mrsahoo143
      @mrsahoo143 ปีที่แล้ว

      Ri8

    • @Roshan-pl8cj
      @Roshan-pl8cj ปีที่แล้ว

      Private job koun karega?

    • @lenexbro3587
      @lenexbro3587 ปีที่แล้ว

      The current Unemployment crisis in our country is very poisonous to our society. BJD and NDA both are useless Government in this case. Many well educated and well trained youths are commenting Suicide due to this.

    • @jhasketankarali36
      @jhasketankarali36 ปีที่แล้ว

      Right

  • @MrBimal143
    @MrBimal143 ปีที่แล้ว +5

    Jail ku palao but jeun stree mane false case karila pare puni mental harassment pain maintenance claim karuchhanti semananku kebe kichhi dia nahi

  • @ranjitbhattray
    @ranjitbhattray ปีที่แล้ว +11

    wife ra duty kan? seta supreme Court kan pai kohuni? Thadki judicial system

  • @APV.07
    @APV.07 ปีที่แล้ว +2

    Supreme court should rethink on this decission or include women in this list too .

  • @NEETaspirant-ir8sw
    @NEETaspirant-ir8sw ปีที่แล้ว +18

    Why always a husband should earn money for wife and children?? Wife should earn money for husband
    and children.

  • @suma_007
    @suma_007 ปีที่แล้ว +1

    Supreme court ra ବର୍ତ୍ତମାନ ଆଗ ପଛ କିଛି କାମ ଦେଉନି ସଳାର ଆଉ କିଛି ଦିନପରେ ଚୋରି କର murder କର ରେପ୍ କର ଏ ସବୁ ପାଇଁ permission ବି ଦେବ। ଯେ ଦୋଷୀ ତାକୁ ଦଣ୍ଡ ଦିଅ ସମସ୍ତ ପାଇଁ କ'ଣ ପାଇଁ

  • @subhrajitsai7481
    @subhrajitsai7481 ปีที่แล้ว +2

    ମଳୟ ନନ୍ଦ ର supremecourt order ବି telecast କର. Rehabilitatiion assistance scheme re 1990Rule ଅନୁସାରେ ପାଇଛି.ଦୀର୍ଘ 12 years ପରେ.

  • @pratapsahoo4587
    @pratapsahoo4587 ปีที่แล้ว +3

    ଆଇନି ଜେଉଁ ନିଷିପତି ନେଉଛି ପୁରୁଷ ପାଇଁ ଠିକ୍ ନୁହେଁ ପୁରୁଷ କୁ ଅଧିକାର ଜେତି ଦିଆ ଜାଇଛି ନାରୀଙ୍କୁ ସେତିକି ଅଧିକାର ଦିଆଜାଛି କଣ ପାଇଁ ଗେଟେ ପୁଅ କୁ ବାହବ ଆଉ ଜଣକ ସାତିରେ ମରେଇବ ଏଇଟା କଣ ଠିକ୍ ଝିଅ ତ 500 କମଉଛି ଗେଟିଏ ପୁଅ ର ମଜୁରି 350 କମଉଛି ଗମେଟ ଆଖିରେ ମଢାହେଇଛି

    • @himanshupradhan7039
      @himanshupradhan7039 ปีที่แล้ว

      Kohi kichhi lavo nahinre vai ..... Ame baaa purusa au jie nispati neichi se baaa mahapurusa

  • @chitrasenasamal1116
    @chitrasenasamal1116 ปีที่แล้ว +4

    stri ku kebala adhikar millychhi
    swami ku kebala kartabya milluchhi

  • @greenarrow7699
    @greenarrow7699 ปีที่แล้ว +3

    A mangia supreme Court.

  • @debasishmohapatra3355
    @debasishmohapatra3355 ปีที่แล้ว +2

    Na Angya. Right to equity kuade gala agnya eithi ? Kichhi debara nahin agnya ..Khali nele kemiti heba hai .. ??

  • @Rajendra2024
    @Rajendra2024 ปีที่แล้ว +5

    Ehi Raya purusha manaka prati anyaya heuchii....😭😭😭😭😭😭

  • @2139dj
    @2139dj ปีที่แล้ว +2

    Why it's always on husband?
    He must earn...he must help in household... then what's the necessity of wife in a family?

  • @nababehera8569
    @nababehera8569 ปีที่แล้ว +7

    Supreme court Swami manakau khali problem dauchanti,stree mane au pila mane mis use karuchanti.wife mane ebe anya kou purusha sahita maza karichanti

  • @Broo401
    @Broo401 ปีที่แล้ว +2

    SC court husband ର ଦାୟିତ୍ଵ nauni, monthly ପଇସା ଦେଉନି, ଲାଜ ନାହିଁ SC କୁ

  • @dillipmurmu8103
    @dillipmurmu8103 ปีที่แล้ว +3

    ସେ ଯଦି ଅନ୍ୟ ପୁରୁଷ ସହ ସମ୍ପର୍କ ରଖନ୍ତି ତାର
    କଣ ଦଣ୍ଡ ରହିଛି..........?

  • @pupundas4763
    @pupundas4763 ปีที่แล้ว +3

    Don’t make it generalised. If wife is service holder. The law shouldn’t be applied. Also if a man is earning nothing or less and wife has a better job.then Wife should give maintenance fee.

  • @rishikesh4340
    @rishikesh4340 ปีที่แล้ว +1

    ନାରୀ ଓ ପୁରୁଷ ଯଦି ସମାନ କହୁଛ ତ ସମାନ ଆଇନ୍ ଦୁଁହିକ ପାଇଁ ଲାଗୁ ହେବାକଥା , ଯଦି ସ୍ତ୍ରୀ ସ୍ବାମୀ କୁ ଆଉ ଛୁଆ କୁ ଛାଡ଼ି ଦେଇ ପର ପୁରୁଷ ରେ ଯାଉଛି ତ ସ୍ତ୍ରୀ phisical labour କରି ସ୍ବାମୀଙ୍କୁ ଆଉ ଛୁଆଙ୍କୁ ଭରଣ ପୋଷଣ ଦେବ କି ନାହିଁ ?
    ଏମିତି ଯଦି ସମ୍ପୂର୍ଣ୍ଣ ପୁରୁଷ କୁ ପୁରା ଚପେଇ ଦିଆଯିବ ତେବେ ଆଗାମୀ ଦିନରେ ବହୁତ୍ ପିଲା ବିବାହ କରିବାକୁ ଡରି ଅବିବାହିତ ରହିବେ ଆଉ ପଇସା ଖର୍ଚ୍ଚ କରି ଯୌନସୁଖ ପାଇବେ ।

  • @basudevmishra3814
    @basudevmishra3814 ปีที่แล้ว

    ଏହା ଏକ ଏକତରଫା ଆଲୋଚନା ଏବଂ ସୂଚନା ଯାହା ସାଧାରଣ ଜନତାଙ୍କ ଚିନ୍ତାଧାରାକୁ ଟଳମଳ କରୁଛି ଏବଂ କରିବ। ତେଣୁ ବିଶେଷ ଅନୁରୋଧ ଏହି ପ୍ରକାର court verdict ସବୁକୁ ସାଧାରଣରେ ଏ ପ୍ରକାର ପ୍ରଚାର ନ କରାଯାଉ।

  • @human8454
    @human8454 ปีที่แล้ว +7

    Why men should pay wife after divorce

  • @abhayabhuyan2987
    @abhayabhuyan2987 ปีที่แล้ว +6

    ଆଗକୁ SC ଦେଶକୁ ତଳି ତାଳନ୍ତ କରିଦେବ

  • @rrr2979
    @rrr2979 ปีที่แล้ว +2

    କାହିଁକି stree ଗୋଡହାତ ନାହିଁ କାମ କରିବାକୁ।

  • @krushnachandrasahoo6488
    @krushnachandrasahoo6488 ปีที่แล้ว +1

    wife also responssible to care husbnd and home

  • @meradil2338
    @meradil2338 ปีที่แล้ว +16

    Flutu justice.

  • @yasikajena7222
    @yasikajena7222 ปีที่แล้ว +2

    Kai suprim cort bekari samasya crime ta hateiparuni jhagada kn pai hauchi kehi bujhunahanti khali order upare order

  • @mkumar1112
    @mkumar1112 ปีที่แล้ว +1

    Thik J semiti swami katha maniba b badhya

  • @abhijitkarna9990
    @abhijitkarna9990 ปีที่แล้ว +6

    Why this media asking a lady? Why they are not asking to a man?

  • @patitakumarchoudhury9855
    @patitakumarchoudhury9855 ปีที่แล้ว +1

    ପରିବାର, ସମ୍ପର୍କ କଣ କୋର୍ଟ ଜାଣିନି. ଘରେ ଭାଙ୍ଗିବା କୋର୍ଟ ଜାଣିଛି. 🙏

  • @chandraprakashgiri552
    @chandraprakashgiri552 ปีที่แล้ว +2

    Single life the best life 😀🤗enjoy eny moment ,no tension

  • @abbrotherscollection7371
    @abbrotherscollection7371 ปีที่แล้ว

    Madam correct answer 👍

  • @deepakjena3904
    @deepakjena3904 ปีที่แล้ว +2

    Tahele ladies cota bahar karidia only job gent's nku milu

  • @suchismitaashe804
    @suchismitaashe804 ปีที่แล้ว

    ସବୁ କ୍ଷେତ୍ରରେ ladies ଫାଷ୍ଟ କୁହାଯାଉଛି ଏଠି କାହିଁକି ଆଜି କାଲି ଆଉ ନାରୀ ଦୁର୍ବଳ ନୁହେଁ ସବୁ କ୍ଷେତ୍ରରେ ପୁରୁଷ ଅପେକ୍ଷା ଆଗରେ ଏ ନିଅମ change ହେବା ଦରକାର

  • @kushrahomastraho735
    @kushrahomastraho735 ปีที่แล้ว +3

    Purusa nka dukha nakahile na sare

  • @prabhanjanpanda3117
    @prabhanjanpanda3117 ปีที่แล้ว +2

    Ta mane stree swami pakharu paisa naba au ku swamiku sukha daba

  • @prabhanjanpanda3117
    @prabhanjanpanda3117 ปีที่แล้ว +2

    Stree against re kn kichhi nahi

  • @MrBimal143
    @MrBimal143 ปีที่แล้ว +2

    Han a sabu law jogu jhia mane puo mananku khali re hairana kari maintenance claim karuchhanti,,, puo kan khali tara michhua wife pain income karibaku job kariba na kan,, dina ku dina puo against re hard rule baharuchi

  • @jkassociates4085
    @jkassociates4085 ปีที่แล้ว +1

    Bada case kintu supreme court handle kari paruni

  • @ashwanikumardeo4711
    @ashwanikumardeo4711 ปีที่แล้ว +4

    pagal suprem court.

  • @laxmikantabehera4171
    @laxmikantabehera4171 ปีที่แล้ว +1

    oh my god

  • @itexport1346
    @itexport1346 ปีที่แล้ว +1

    Jodi ei kshetra jhio divorce dela puo ku setebele kon jhio bharan pasan debo ki ?

  • @MrBimal143
    @MrBimal143 ปีที่แล้ว +2

    Emiti law baharuni kan pain jeun law re jhia false case karithile se olota paisa deba,, na emiti hebani kan pain na sabu law jhia mananka pain,,

  • @subhashree7471
    @subhashree7471 ปีที่แล้ว

    Right

  • @pritikantamohanty5582
    @pritikantamohanty5582 ปีที่แล้ว +2

    Jo 16000 rupaye Mahina dega vah Apne biwi bacche ko sath mein kyon nahin rakhega agar biwi dusre aadami ke sath settlement hai to Bhala kyon dega pahla Pati kyon dega usko 🇮🇳

  • @tapandhamudia320
    @tapandhamudia320 ปีที่แล้ว +2

    Government ku kuha monthly 20000 thousand job daba, pare family posibu, baala news

  • @Rohan-kn2il
    @Rohan-kn2il ปีที่แล้ว +1

    "Equality in good times gender role in crisis ."
    Truth is bitter and facts don't care about feelings. So call me a misogynist but you can't change the truth.

  • @satrughanbehera4410
    @satrughanbehera4410 ปีที่แล้ว +4

    Bala court sala mahila jadi aujana nka saha gala heri taku ka in posiba be English medium judge magiha jaka chuka pila jaka

  • @nancykumarpatel3342
    @nancykumarpatel3342 ปีที่แล้ว +5

    ସେଥିପାଇଁ ନବୀନ ବୁଢା ଅଣ୍ଡା ଟେକି ଏକୁଟିଆ ଅଛି

  • @sumitprusty7497
    @sumitprusty7497 ปีที่แล้ว +1

    Why Supreme court always intervene only Hindus families.

  • @satyazeetvideo9460
    @satyazeetvideo9460 ปีที่แล้ว

    Good decision

  • @b.kishorkumar1356
    @b.kishorkumar1356 ปีที่แล้ว

    it's doesn't not about "ଧର୍ମ" । It's about for " justice"... according to me... don't be justified only partiality manner... both should be applicable....

  • @prabhanjanpanda3117
    @prabhanjanpanda3117 ปีที่แล้ว +2

    Stree bi ta kama karipariba

  • @kiranjit4u
    @kiranjit4u ปีที่แล้ว +5

    Supreme court mental hei galani aji kali vala vala rai delani🤣🤣🤣

  • @jitupanda1192
    @jitupanda1192 ปีที่แล้ว

    ଭାରି ଭଲ କଥା କହୁଛନ୍ତି ମାଡାମ ସୁପ୍ରିସ୍ କୋର୍ଟ ଘରେ ଆସି ଦେକ୍ଷୁଛନ୍ତି ତ୍ସ୍କୀ କଣ କରୁଛି ସାସୁ ଘରେ ଲଯ୍ୟ ନାହିଁ ସେ ସୁପ୍ରିମ୍ କୋର୍ଟ କୁ

  • @SC-yh4el
    @SC-yh4el ปีที่แล้ว +4

    Worst court in world- SC of India

    • @rrr2979
      @rrr2979 ปีที่แล้ว

      Yes

  • @rajaniseth9453
    @rajaniseth9453 ปีที่แล้ว +2

    ମିଡିଆ ଭାଇ କୋର୍ଟ କୁ ପଚାରିବ ଯେ ମାହାଝି ପର ପୁରୁଷ ସହିତ ପଳାଇ ଥିଲେ ମଧ୍ଯ ତା ମୁନୁଷ ତାର ଭରଣ ପୋଷଣ ଦେବ ଧନ୍ୟବାଦ କୋର୍ଟ କୁ

    • @rrr2979
      @rrr2979 ปีที่แล้ว

      Maa ତୁମର party koribara time ଆସିଯାଇଛି। ତୁମେ ବିନା ପରିଶ୍ରମ ରେ free re ଖାଇବ

    • @Shyamsundar-c6p
      @Shyamsundar-c6p ปีที่แล้ว

      ଭାଉଜ ତମକୁ ନମସ୍କାର କରୁଛି,,,,,,, ସଠିକ କମେଣ୍ଟ କରିଥିବାରୁ 🙏🙏🙏🙏🙏🙏

  • @arjunkumarsethy6563
    @arjunkumarsethy6563 ปีที่แล้ว

    ହାଏ ହାଏ। ହାଏ। ହାଏ ହାଏ ହାଏ ବାଏ ବାଏ। ବାଏ ବାଏ। ବାଏ ବାଏ

  • @kalisinghkaali3262
    @kalisinghkaali3262 ปีที่แล้ว +1

    Au jodi sitre chadidiye sitre ki poisa deboki madam

  • @guruswamiworld
    @guruswamiworld ปีที่แล้ว +1

    Guruswami pranam
    Physical labour payment per day-₹500 how to pay -₹16000.00

    • @SidharthMishra99
      @SidharthMishra99 ปีที่แล้ว

      Good Point
      Esabu upare bi Manyabar adalat re bichara haba uchit

  • @manturana124
    @manturana124 ปีที่แล้ว

    ସୁପ୍ରିମକୋର୍ଟ ଭୁଲ୍ ନିଷ୍ପତ୍ତି ନେଇଛନ୍ତି ପରେ ଭଲଭାବେ ନାମ ନେବେ।

  • @lyrabeautifullife4022
    @lyrabeautifullife4022 ปีที่แล้ว +2

    Why it’s not a good law everyone equal responsibility then only girl wil study and do job independent otherwise they wil marry 18 age it’s not a good law

  • @SR01995
    @SR01995 ปีที่แล้ว +2

    SC re incapable loka basile eya haba

  • @gopalprasadhrao309
    @gopalprasadhrao309 ปีที่แล้ว +2

    Bala sarkar jhia alaga ghaita kale bi swami deba Tu bahut kahuchu Tu debu ta government deba purusa mane debeni jie hinjda swami sei deba

  • @raghunathmishra9241
    @raghunathmishra9241 ปีที่แล้ว +1

    Then what is the duty of a wife or a female. Wife or female will choose another with free access. Only male person are accused here.

  • @sanyashisingh627
    @sanyashisingh627 ปีที่แล้ว

    Bhala j. Sabu loka manangku chakiri dia

  • @SouravKumar-xd7yg
    @SouravKumar-xd7yg ปีที่แล้ว +2

    Duhe misiki pusiba katha bandara court 🤗🤗🤗

  • @suvendranayak9642
    @suvendranayak9642 ปีที่แล้ว +1

    I thought suprime court only charge the responsibility on male , but female has no responsibility about family culture. Only male person can take responsibility, because he married a woman. If man married a woman, a woman also married a man ,so why only male person is liable. I am personally request to hon'ble suprime court kindly look into the matter.

  • @paramanandakalu9381
    @paramanandakalu9381 ปีที่แล้ว +2

    Kichhe dabara nahi