Baya Gita Part-10 ବାୟା ଗୀତା

แชร์
ฝัง
  • เผยแพร่เมื่อ 7 ก.พ. 2025
  • Baya Gita Part-10 ବାୟା ଗୀତା
    ମୁଁ ଶିବୁନୁ ଆପଣମାନଙ୍କୁ ମୋର ନମସ୍କାର ପରମ କରୁଣୀକ ଶ୍ରୀ ଶ୍ରୀ ଗୁରୁଦେବଙ୍କ ଅପାର କରୁଣାରୁ ମୁଁ ଆଜି ବାୟା ଗୀତାର ଗୃଡ଼ରହସ୍ୟ ଆପଣଙ୍କ ଆଗରେ ବଖାଣୁଛି ଅସାକରେ ଆପଣମାନେ ଏହାକୁ ସାଦରେ ଗ୍ରହଣ କରିବେ ଏବଂ ମୋତେ ଭଲପାଇବା ଦେବେ, ଜୟ ଜଗନ୍ନାଥ।
    Enjoy this spiritual Srimad Baya Gita (odia) and subscribe this channel#odiayoutubersibun, share this video yours freands and family
    For business query
    Sibunrath.10@gmail.com
    Other social network
    Fb-www.facebook.c...
    #bayagita
    #anuchints
    #srimadbhagabatgita
    #bayagita
    #jitudash
    #odiayoutubersibun
    #ବାୟା ଗୀତା
    #bayagita

ความคิดเห็น • 77

  • @KailashKumar-s1o
    @KailashKumar-s1o 10 วันที่ผ่านมา

    Jai jagannath Swami 😊

  • @sabitasundara7944
    @sabitasundara7944 ปีที่แล้ว

    Bahuta,sundara,heichi

  • @Dillip-j1w
    @Dillip-j1w ปีที่แล้ว

    Jay jagnnath🙏🙏🙏

  • @SanjayaBeheraBehera-jz8ii
    @SanjayaBeheraBehera-jz8ii 8 หลายเดือนก่อน

    ମୋଜିବନର ଅମୁଲ୍ୟ ବଚନ ଶୁଣି ମୁଁ ଆହୁରି ଅଧିକ ଜାଣିବାକୁ ଆଗ୍ରହୀ ଏପରିକି ତାଙ୍କ ଜନ୍ମ ଗ୍ରହଣ କରିଥିବା ଆଶ୍ରମ ଗୁଡ଼ିକ କେତୋଟି ଜାଗାରେ ଅଛି🎉🎉🎉🎉🎉🎉🎉🎉🎉🎉

  • @niranjanpal7215
    @niranjanpal7215 ปีที่แล้ว

    Jay shree Krishna 🙏🙏🙏💕💕🙏🙏🙏🌄🌄

  • @starmaker4268
    @starmaker4268 ปีที่แล้ว

    Jai Swami Nayana pathha gami bhaba tume

  • @santoshmahakud6572
    @santoshmahakud6572 ปีที่แล้ว +1

    ଜୟ. ଜଗନ୍ନାଥ.

  • @Sradhanjali_3582_
    @Sradhanjali_3582_ 11 หลายเดือนก่อน

    Apanamananku koti dhanyabad dele kama padiba sradhanjali

  • @AshokSingh-sn9bl
    @AshokSingh-sn9bl ปีที่แล้ว +1

    Gitasahiya,,koti,pranama,Ashok,singh,nayagarh

  • @rangacharansahuranga4960
    @rangacharansahuranga4960 ปีที่แล้ว +2

    Radhe Krishna

  • @mahendraswai135
    @mahendraswai135 ปีที่แล้ว +12

    Jay Jagannath swami 🙏🙏 bahut sundar Gyan

  • @kishor95nayak80
    @kishor95nayak80 ปีที่แล้ว +1

    Thanks you sibun

  • @lalitanayak3200
    @lalitanayak3200 ปีที่แล้ว +2

    Bahuta santi laguchi atmaku

  • @livevideo9524
    @livevideo9524 ปีที่แล้ว +1

    Mu pura odisha ku kahuchi samatye suna

  • @jaykrushnabehera850
    @jaykrushnabehera850 ปีที่แล้ว +2

    ସୁପର ହିଟ୍ ଗିତ ସୁଣତୁ ଓଡ଼ିଆ କଥାଚିତ୍ର ଜଗତରେ

  • @namitabehera4801
    @namitabehera4801 ปีที่แล้ว +2

    ANGYA AAPANA SAKHYATA THHAKURA AAPANANKA PADA TALE KOTI KOTI PRANAM JAYA JAGANNATHA ❤❤❤❤❤❤

    • @odiayoutubersibun
      @odiayoutubersibun  ปีที่แล้ว +1

      ଆପଣଙ୍କୁ ମଧ୍ୟ ଭୁମିଷ୍ଠ ପ୍ରଣାମ

  • @BijayKumarSundara-js9xy
    @BijayKumarSundara-js9xy ปีที่แล้ว

    Jay,Baya,baba

  • @jkkj6288
    @jkkj6288 4 หลายเดือนก่อน

    ଶ୍ରୀ ଗୁରୁ ମହିମା ଅଲେଖ ❤

  • @nimaincharanpradhan3474
    @nimaincharanpradhan3474 ปีที่แล้ว +2

    Very. Good. Keep. It. Up

  • @dibyakar9456
    @dibyakar9456 ปีที่แล้ว +4

    ମନକୁ ବହୁତ ଶିକ୍ଷା ଆଉ ଶାନ୍ତି ମିଳୁଚି
    ଧନ୍ୟବାଦ

  • @sushantkumarpani8590
    @sushantkumarpani8590 ปีที่แล้ว +2

    Jay jagannath. Atma santi lagichhi

  • @biswabhusanrath2814
    @biswabhusanrath2814 ปีที่แล้ว +6

    ନିଷ୍କାମ ଭକ୍ତି ଓ ମୁକ୍ତିର ଉତ୍ତମ ପଥ ପ୍ରଦର୍ଶକ ମହାନ ଆଧ୍ୟାତ୍ମିକ ଶାସ୍ତ୍ର ବାୟା ଗୀତାର ଅତି ସୁନ୍ଦର ଏବଂ ମନଛୁଆଁ ସଂଗୀତମୟ ପରିବେଷଣ ଶୁଣି ଆତ୍ମତୃପ୍ତ ହେଲି । ଏଣୁ,ଏଥିସହ ସଂପୃକ୍ତ ସମସ୍ତ କଳାକାରଙ୍କୁ ମୋର ଅଶେଷ ଆନ୍ତରିକ ଧନ୍ୟବାଦ ।
    ଜୟ ବାୟା ପାଗଳା ବାବା । 🙏🙏🙏
    ଜୟ ଜଗନ୍ନାଥ । 🙏🙏🙏🙏🏽
    ହିନ୍ଦୁଧର୍ମର ପରମ ଶାସ୍ତ୍ର ଶ୍ରୀମଦ ଭାଗବତ ମହାପୁରାଣର ଦଶମ ଓ ଏକାଦଶ ସ୍କନ୍ଧ ମିଶିକରି ଥିବା ଦ୍ଵାରିକା ଲୀଳା ଭାଗଟିର ଅତ୍ୟନ୍ତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ସଂଗୀତମୟୂ ପରିବେଷଣ ଶୁଣି ଆଖିରୁ ଆନନ୍ଦାଶୁ ଝରିଆସିଲା । ଏପରି ଦିବ୍ୟ ଆଧ୍ୟାତ୍ମିକ ସଂଗୀତ ମୁଁ ଆଗରୁ କେବେ କେଉଁଠି ଶୁଣି ନ ଥିଲି । ଏହାକୁ ପ୍ରାୟ ଅଧିକାଂଶ ବେଳେ ଶୁଣି ମୁଁ ଆତ୍ମତୃପ୍ତି ଲାଭ କରୁଛି । ଭାଗବତର ଏହି ଭାଗର ଅବିକଳ ସ୍ଵର ଓ ସଂଗୀତ ପରି ସମଗ୍ର ଭାଗବତର ସମସ୍ତ ଅଧ୍ୟାୟକୁ ଧାରାବାହିକ ଭାବରେ ପରିବେଷଣ କରାଗଲେ, ଏହାଦ୍ୱାରା ଅସଂଖ୍ଯ ଭକ୍ତ ଓ ଭଗବତ୍ ପ୍ରେମୀ ବ୍ୟକ୍ତି ନିଶ୍ଚିତଭାବେ ଉପକୃତ ତଥା ଆହ୍ଲାଦିତ ହୋଇପାରନ୍ତେ । ଦଶମ ଓ ଏକାଦଶ ସ୍କନ୍ଧ ଦ୍ଵାରିକା ଲୀଳା ଭାଗରେ ଗାଇଥିବା ଗାୟିକା ମହାଶୟା ନିଶ୍ଚିତ ଭାବରେ ଜଣେ ଦିବ୍ୟାତ୍ମା । ସେ ପୂର୍ବ ଜନ୍ମରେ ଭଗବାନ୍ ଶ୍ରୀକୃଷ୍ଣଙ୍କର ଜଣେ ଅନ୍ତରଙ୍ଗ ତଥା ପରମ ଭକ୍ତ ଥିବାର ମୁଁ ଅନୁଭବ ବା ଅନୁମାନ କରିପାରୁଛି । କାରଣ, ଏହା ତାଙ୍କ ସୁମଧୁର ତଥା ସୁଲଳିତ କଣ୍ଠସ୍ୱରରୁ ସ୍ପଷ୍ଟଭାବେ ଅନୁମେୟ । ସୁଲଳିତ କଣ୍ଠସ୍ଵର ସହ ସମଧୁର ସଂଗୀତର ସମାହାର ଭାଗବତକୁ ଅଧିକ ରସମୟ ବା ଅମୃତମୟ କରିପାରିଛି । ତେଣୁ, ଗାୟିକା ମହାଶୟାଙ୍କ ସମେତ ସମଗ୍ର ମ୍ୟୁଜିକ୍ ପାର୍ଟିକୁ ଦର୍ଶନ କରିବା ପାଇଁ ମୁଁ ପ୍ରବଳ ଆଗ୍ରହୀ । ତେଣୁ, ଭାଗବତ ପାଠ ବେଳେ ଭିଡ଼ିଓରେ ମ୍ୟୁଜିକ୍‌ ପାର୍ଟିର ଦୃଶ୍ୟ ଅଳ୍ପ ସମୟ ପାଇଁ ପ୍ରସାର କରାଗଲେ ମୁଁ ନିଶ୍ଚୟ ଧନ୍ୟ ହେବି । ଆଶା, ମୋର ଅନୁରୋଧ ବିଚାରକୁ ନେବେ । ଓଡ଼ିଆ ୟୂଟୁବ୍ ସିବୁନ ପରିବାରର ସୁଦୀର୍ଘ ଜୀବନ ଏବଂ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।
    ଜୟ ଜଗନ୍ନାଥ । 🙏🙏🙏🙏

    • @odiayoutubersibun
      @odiayoutubersibun  ปีที่แล้ว +2

      ମୋହାଭାଗ ନିଶ୍ଚୟ ଆପଣଙ୍କୁ ଅନନ୍ତକୋଟି ଭୁମିଷ୍ଠ ପ୍ରଣାମ ଆପଣଙ୍କ ମତାମତ ଆମପାଇଁ ଗୁରୁତ୍ୱ ପୂର୍ଣ ମୁଁ ନିଶ୍ଚୟ ଚେଷ୍ଟା କରିବି ଆପଣଙ୍କ ଆଜ୍ଞା ପାଳନ କରିବା ପାଇଁ

    • @biswabhusanrath2814
      @biswabhusanrath2814 ปีที่แล้ว

      @@odiayoutubersibun
      Dhanyabad.
      Jay Jagannath.🙏

  • @arunkumarsahoo7585
    @arunkumarsahoo7585 ปีที่แล้ว

    Omm sri paramatma ya namah

  • @dibyalochansahoo9301
    @dibyalochansahoo9301 ปีที่แล้ว +3

    Ekadash adhaya chhadantu

  • @swadhindharua1665
    @swadhindharua1665 ปีที่แล้ว +2

    Part chalu rakhibe very nice 👍

  • @ramakantasahoo8089
    @ramakantasahoo8089 ปีที่แล้ว +1

    Thank you

  • @gamer60909
    @gamer60909 5 หลายเดือนก่อน

    Jay baba baya pagala. Jay Jagannath

  • @adikandasahu3171
    @adikandasahu3171 ปีที่แล้ว +2

    Jay Sri Ram

  • @amitansumanroul9494
    @amitansumanroul9494 ปีที่แล้ว +1

    14.Volume Realized. ManyThanksForYou..Shortly Realized 15Vol.GodBlessYou

  • @sarathipadhan9003
    @sarathipadhan9003 ปีที่แล้ว +3

    Good very good bhai

  • @rameshchandranayak5637
    @rameshchandranayak5637 ปีที่แล้ว +2

    super

  • @tapaswinisahu9826
    @tapaswinisahu9826 ปีที่แล้ว +1

    Hari om Ahi adyaya ku bujhei gotia video karantu

  • @masumpakhira58
    @masumpakhira58 ปีที่แล้ว +1

    Very beautiful.song

  • @bhagabatrout7863
    @bhagabatrout7863 ปีที่แล้ว +1

    So best bhajan song

  • @papunayak7855
    @papunayak7855 ปีที่แล้ว +1

    Hare Krishna Hare Krishna Krishna Krishna Hare Hare Hare ram Hare ram ram ram Hare Hare 🙏🙏🙏🙏

  • @bikramsahu5126
    @bikramsahu5126 ปีที่แล้ว +1

    Sir namaskar

  • @laxmidharadas8361
    @laxmidharadas8361 ปีที่แล้ว +1

    Vv

  • @ajaysamal1195
    @ajaysamal1195 ปีที่แล้ว +1

    ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏

  • @sarojpradhan1072
    @sarojpradhan1072 ปีที่แล้ว +1

    ଜୟ ହୋ

  • @rajaramsahu6104
    @rajaramsahu6104 ปีที่แล้ว +1

    ଏହି ଗୀତା ସମ୍ପୂର୍ଣ୍ଣ ହେଲା ପରେ ଯଦି ସମ୍ଭବ, ଅବଧୂତ ଗୀତା, ଛତିଶ ଗୁପ୍ତ ଗୀତା, ସ୍ତୁତି ଚିନ୍ତାମଣି ବହି ରେ ଆହୁରି ଅନନ୍ତ ଗଭୀର ଜ୍ଞାନ ଭରି ରହିଛି, ୟା ପରେ ପରେ ଚେଷ୍ଟା କଲେ ଭଲ ହୁଅନ୍ତା ଜୟ ଗୁରୁ;,,,;***>

    • @odiayoutubersibun
      @odiayoutubersibun  ปีที่แล้ว

      ଏ ବହି ସବୁ କୋଉଠି ମିଳିବ

    • @rajaramsahu6104
      @rajaramsahu6104 ปีที่แล้ว

      ଜୟ ଗୁରୁ, ଏ ବହି ସବୁ ମୁଁ ଝାରସୁଗୁଡ଼ା ବସ ଷ୍ଟାଣ୍ଡ ରେ ତଳେ ବସାଯାଇଥିବା ଗୋଟେ ବହି ଦୋକାନରେ ମୁଁ order ଦେବାରୁ ସେ ମୋ ପାଇଁ ମଗାଇ ଦେଇଥିଲେ, ବହୁ ବର୍ଷ ପୂର୍ବରୁ, ମୋର ତାଙ୍କ ସଙ୍ଗେ ଆଉ contact ନାହିଁ, ଏ ସବୁ ବ୍ରହ୍ମପୁର side ରୁ ବୋଧହୁଏ ମିଳି ପରେ, ନଚେତ୍ ବଡ ବହି ଦୋକାନରେ order ଦେଇକି ଦେଖିବେ, ମୁଁ ଖାଲି Bayagita କୁ pdf file କରିଛି, ବାକି ସବୁ ବହି ମୋ ପାଖରେ ଅଛି, କେମିତି କଣ କଲେ ଆପଣ ପାଖକୁ ଯାଇପାରେ ମୋର mbl ideas ନାହିଁ, ଖାଲି whatsapp କରି ଆସିଛି, ;;;; ଜୟ ଗୁରୁ।

  • @AshokSingh-sn9bl
    @AshokSingh-sn9bl ปีที่แล้ว

    Ashok😊

  • @sartukpradhan9776
    @sartukpradhan9776 ปีที่แล้ว +1

    Om nama bhagabate basudebaya

  • @balabantaparida855
    @balabantaparida855 ปีที่แล้ว +3

    Om shanti Jay🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏 baya pagala namaskar Panama thanks🌹🙏🌹🙏🌹🙏

  • @sbahal9340
    @sbahal9340 ปีที่แล้ว +2

    🙏🏼

  • @rajaramsahu6104
    @rajaramsahu6104 ปีที่แล้ว +2

    ଏ ବାୟା ଗୀତା ର ଗୀତ କୁ ମୋ ଅନୁରୋଧକୁ ରକ୍ଷା କରି ଅଗ୍ରସର ହେଉଥିବା ରୁ ବାରମ୍ବାର ବାରମ୍ବାର ଧନ୍ୟବାଦ ନ ଦେଇ ରହିପାରୁ ନାହିଁ, ଆପଣଙ୍କୁ ଗୁରୁଙ୍କ କୃପାରୁ କୋଟି ପରମାୟୁ ଦେଇ ସଂସାରର ଶ୍ରେଷ୍ଠ ଜ୍ଞାନୀ ଗାୟକ ରୂପରେ ପରିଣତ କରନ୍ତୁ, ଗୁରୁଙ୍କ ଚରଣରେ କୋଟି କୋଟି ପ୍ରଣାମ ସହ ଅନୁରୋଧ ଭିକ୍ଷା କରେ,ଜୟ ବାୟା ପାଗଳା ଗୁରୁ ଦେବାୟ ନମଃ ଶରଣମ୍ (RAJA)

  • @tapaswinisahu9826
    @tapaswinisahu9826 ปีที่แล้ว +1

    Nayana kamale radha krusna charitr murati kia kia

  • @krushnapatra6312
    @krushnapatra6312 ปีที่แล้ว +4

    Super 👌👌👌👌👌👌🙏🙏🙏🙏🙏🙏🙏jay radha krushna 🙏🙏🙏🙏💐💐💐🌺🌺

  • @bibhutibhusansahu9393
    @bibhutibhusansahu9393 ปีที่แล้ว +8

    ଆତ୍ମା କୁ ବହୁତ ଶାନ୍ତି ମିଳୁଛି ଶୁଣିକି 🙏🙏🙏

  • @bhagabatkathapratapnanda6308
    @bhagabatkathapratapnanda6308 ปีที่แล้ว +2

    ଜୟ ବାୟା ବାବା ❤️🙏

  • @RahulHero-m7v
    @RahulHero-m7v ปีที่แล้ว

    Mu kipariapanak parihari pariki ,rasta dekantu

  • @adityaranarana3996
    @adityaranarana3996 ปีที่แล้ว

    Gitasunikibahutushantimiluchi

  • @RabichandraPradhan-nv3np
    @RabichandraPradhan-nv3np ปีที่แล้ว

    Radi.çzza

  • @BinodiniMeher-kj2ei
    @BinodiniMeher-kj2ei 7 หลายเดือนก่อน

    Jay baba 👃👃

  • @mohanpollai9195
    @mohanpollai9195 ปีที่แล้ว +4

    Omshreeguru

  • @bipinbiharikhamari1925
    @bipinbiharikhamari1925 ปีที่แล้ว +14

    🙏ବାୟା ଗୀତ ଅନେକ ଜ୍ଞାନଲୋକ ପ୍ରଦାନ ସହ ପ୍ରଭୁଙ୍କୁ ସ୍ମରଣ କରିବାରେ ସାହାଯ୍ୟ କରୁଛି ଆଗକୁ ଏହା ଚାଲୁ ରଖିବାକୁ ଅନୁରୋଧ 🌹🙏🙏

  • @purnachandrabhoi-qd1hc
    @purnachandrabhoi-qd1hc ปีที่แล้ว +4

    Mind-blowing song

  • @maragola6741
    @maragola6741 ปีที่แล้ว +6

    ବହୁତ ଆତ୍ମାକୁ ଶୁକମିଳୁଛି ଆଜ୍ଞା 🙏🙏🙏🙏

  • @ashishmahakhud3617
    @ashishmahakhud3617 ปีที่แล้ว +1

    Mind blowing song