ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଦୈବୀ ଶକ୍ତି ଥିବା ମଣିଷ ଜଣେ ସ୍ବର୍ଗତ ପ୍ରଧାନ ଆଜ୍ଞା।ସରସ୍ଵତୀ ଙ୍କ କଣ୍ଠେ ବସିବା ବିନା ଏମିତି ଗାଇବା ଅସମ୍ଭବ।ଧନ୍ୟ ଧନ୍ୟ ଧନ୍ୟ ଆପଣ ତ୍ରିନାଥ ଆଜ୍ଞା ।ଆପଣ ଙ୍କ ର କେତେ ପ୍ରଶଂସା କଲେ ବି କମ୍।ମୋର ଦୁର୍ଭାଗ୍ୟ ମୁଁ ଆପଣ ଙ୍କ ନାଟକ ପରିବେଷଣ ଦେଖିପାରିଲିନି।କିନ୍ତୁ ଗୋକୁଳାନନ୍ଦ ଆଜ୍ଞା ଙ୍କ ଗାଇବା ଶୁଣିଲେ ଆପଣ ମନେ ପଡ଼ନ୍ତି।😊😊😊😊❤❤❤❤
Pura thik ❤
@@sandeepkumarsahu1116ଧନ୍ୟବାଦ୍ ❤
❤❤❤😊😊😊
Very nice
🙏🙏ଜୟ ଶ୍ରୀ ହରୀ 🙏😊❤❤❤
ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ପୁଣ୍ୟ ମାଟି ଉତ୍କଳ ପ୍ରଦେଶ ର । ଗଞ୍ଜାମ ଜିଲ୍ଲା ଠାରେ ଅବସ୍ଥିତ ।ମୁଣ୍ଡପୋତା ଗ୍ରାମ ରେ ଜନ୍ମ ଲାଭ କରିଥିବା ମହାନ୍ ପୁରୁଷ ଗୁରୁ ଶ୍ରୀ ତ୍ରିନାଥ ପ୍ରଧାନ ( କାମ୍ପ ) ଅତି ଉଚ୍ଚ କୋଟି ର କଳାକାର ଥିଲେ ।ତାଙ୍କ ସମୟ ରେ ସେ ଅତି ସୁନ୍ଦର ଅଭିନୟ କରି ଲୋକ ଙ୍କ ହୃଦୟ ରେ ସ୍ଥାନ ରଖି ଯାଇଛନ୍ତି ।ତାଙ୍କ ଅମର ଆତ୍ମା କୁ ବୈକୁଣ୍ଠ ରେ ସ୍ଥାନ ମିଳୁ ଏତିକି ମୋର ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା 🙏🙏🙏
Best.king.ganjam.gauraba
Bhai trinath pradhan kn video post kara
ଦୈବୀ ଶକ୍ତି ଥିବା ମଣିଷ ଜଣେ ସ୍ବର୍ଗତ ପ୍ରଧାନ ଆଜ୍ଞା।
ସରସ୍ଵତୀ ଙ୍କ କଣ୍ଠେ ବସିବା ବିନା ଏମିତି ଗାଇବା ଅସମ୍ଭବ।
ଧନ୍ୟ ଧନ୍ୟ ଧନ୍ୟ ଆପଣ ତ୍ରିନାଥ ଆଜ୍ଞା ।
ଆପଣ ଙ୍କ ର କେତେ ପ୍ରଶଂସା କଲେ ବି କମ୍।
ମୋର ଦୁର୍ଭାଗ୍ୟ ମୁଁ ଆପଣ ଙ୍କ ନାଟକ ପରିବେଷଣ ଦେଖିପାରିଲିନି।
କିନ୍ତୁ ଗୋକୁଳାନନ୍ଦ ଆଜ୍ଞା ଙ୍କ ଗାଇବା ଶୁଣିଲେ ଆପଣ ମନେ ପଡ଼ନ୍ତି।
😊😊😊😊❤❤❤❤
Pura thik ❤
@@sandeepkumarsahu1116
ଧନ୍ୟବାଦ୍ ❤
❤❤❤😊😊😊
Very nice
🙏🙏ଜୟ ଶ୍ରୀ ହରୀ 🙏😊❤❤❤
ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ପୁଣ୍ୟ ମାଟି ଉତ୍କଳ ପ୍ରଦେଶ ର । ଗଞ୍ଜାମ ଜିଲ୍ଲା ଠାରେ ଅବସ୍ଥିତ ।
ମୁଣ୍ଡପୋତା ଗ୍ରାମ ରେ ଜନ୍ମ ଲାଭ କରିଥିବା ମହାନ୍ ପୁରୁଷ ଗୁରୁ ଶ୍ରୀ ତ୍ରିନାଥ ପ୍ରଧାନ ( କାମ୍ପ ) ଅତି ଉଚ୍ଚ କୋଟି ର କଳାକାର ଥିଲେ ।
ତାଙ୍କ ସମୟ ରେ ସେ ଅତି ସୁନ୍ଦର ଅଭିନୟ କରି ଲୋକ ଙ୍କ ହୃଦୟ ରେ ସ୍ଥାନ ରଖି ଯାଇଛନ୍ତି ।
ତାଙ୍କ ଅମର ଆତ୍ମା କୁ ବୈକୁଣ୍ଠ ରେ ସ୍ଥାନ ମିଳୁ ଏତିକି ମୋର ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା
🙏🙏🙏
Best.king.ganjam.gauraba
Bhai trinath pradhan kn video post kara