ନିର୍ବୁଦ୍ଧି ଓ ସୁବୁଦ୍ଧି କନ୍ୟା DRAMA | ସେତେବେଳେ ସ୍ୱର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ଭଳି ହେବ | NUA SAHI CHURCH

แชร์
ฝัง
  • เผยแพร่เมื่อ 10 ก.พ. 2025
  • ସେତେବେଳେ ସ୍ୱର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ଭଳି ହେବ; ସେମାନେ ଆପଣା ଆପଣା ପ୍ରଦୀପ ନେଇ ବରଙ୍କ ସହିତ ଭେଟିବାକୁ ବାହାରିଲେ । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ନିର୍ବୁଦ୍ଧି ଓ ପାଞ୍ଚ ଜଣ ସୁବୁଦ୍ଧି ଥିଲେ । ନିର୍ବୁଦ୍ଧିମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ, ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ । ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ । କିନ୍ତୁ ଅର୍ଦ୍ଧରାତ୍ରରେ 'ଏହି ଦେଖ, ବର, ତାହାଙ୍କ ସାଙ୍ଗରେ ସାକ୍ଷାତ୍ କରିବାକୁ ବାହାର', ଏପରି କୋଳାହଳ ହେଲା । ସେତେବେଳେ ସେହି କନ୍ୟାସମସ୍ତେ ଉଠି ଆପଣା ପ୍ରଦୀପ ସଜାଡ଼ିଲେ । କିନ୍ତୁ ନିର୍ବୁଦ୍ଧିମାନେ ସୁବୁଦ୍ଧିମାନଙ୍କୁ କହିଲେ, ତୁମ ତେଲରୁ ଆମକୁ ଟିକେ ଦିଅ, କାରଣ ଆମ ଦୀପସବୁ ଲିଭିଯାଉଅଛି । ମାତ୍ର ସୁବୁଦ୍ଧିମାନେ ଉତ୍ତର ଦେଲେ, ନାହିଁ, ନାହିଁ, ତୁମ ଆମ ପାଇଁ ତ ଅଣ୍ଟିବ ନାହିଁ, ବରଂ ଦୋକାନୀମାନଙ୍କ ପାଖକୁ ଯାଇ ଆପଣା ଆପଣା ନିମନ୍ତେ କିଣି ଆଣ । କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ 'ବର' ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା । ଏହାପରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟାଇଦିଅନ୍ତୁ । କିନ୍ତୁ ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ । ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ ।
    ‭‭ମାଥିଉ‬ ‭25‬:‭1‬-‭13‬
    At
    NUA SAHI CHURCH
    LAKSHMIPUR
    KORAPUT
    ODISHA
    MATTHEW 25:1-13
    #odiachristian #odiachristianmessage #odiachristianvideo #odiachristianmessages #odiachristiansong #odiachristianstatus #odiachristianmusicvideo #odiachristianworshipsong #odisha #odishatv #odishanews #odishatourism #koraput #motivation #endtimes #endtimemassege ##revelation #christisenough #christistheanswer #christianmotivation #christian #christianity #christianmusic #christianfaith #christianliving #trending #trendingvideo #christianmessages #christianvideos #christianmotivationalvideo #matthew #matthew25 #odishalatestnews #youtube #biblestudy #biblemessage #bible #churchofchrist #churchservice #churchonline #church #churches #churchfamily #christmas #newyear #newyear2025 #gospelmessage #gospelmusic #viral

ความคิดเห็น • 5

  • @usharaniminiyaka1301
    @usharaniminiyaka1301 27 วันที่ผ่านมา +2

    Praise God.. 🙏

  • @praduttaminiyaka571
    @praduttaminiyaka571 27 วันที่ผ่านมา +2

    Praise the Lord 🙏

  • @Jasmine-ib5fp
    @Jasmine-ib5fp 27 วันที่ผ่านมา +1

    Sach a Very Good script ...God bless u nd praise the lord....🙏

    • @Leenkn_Parker
      @Leenkn_Parker  27 วันที่ผ่านมา

      Praise the Lord
      Thank you so much ❤

  • @Unlikeprabhat
    @Unlikeprabhat 26 วันที่ผ่านมา +1

    Wowww