Jagatpur : କ୍ଷୀର କିଣିବା ବେଳେ ସାବଧାନ ରୁହନ୍ତୁ | Raids At Milk Dairy In Jagatpur | Odia News

แชร์
ฝัง
  • เผยแพร่เมื่อ 11 พ.ย. 2024

ความคิดเห็น • 22

  • @bimbadharjena1572
    @bimbadharjena1572 หลายเดือนก่อน +4

    ଏଭଳି ଲୋକକୁ ସନ୍ତ୍ରାସବାଦୀ କୁହାଯିବ ଏକ ପ୍ରକାର ଦେଶବିରୋଧି କାର୍ଯ୍ୟ କରୁଥିବା ହେତୁ ତାକୁ ଫାଶୀରେ ଝୁଲାଯାଉ ଯାହାଫଳରେ ଆଉ କେହି ଏଭଳି କାର୍ଯ୍ୟ କରିବାପାଇଁ ୧୦୦ ଥର ଭାବିବେ।

  • @rabiswain146
    @rabiswain146 หลายเดือนก่อน +4

    ଖୀର କୃଷକ ଠାରୁ କିଣିବା ବେଳେ ଲିଟର ପ୍ରତି 3ରୁ 4 ଟଙ୍କାର ଠକେଇ ଖୀର ମାନ ନିର୍ଦ୍ଧାରଣ ମେସିନ ସେଟିଙ୍ଗ କରାଯାଇ ଲୁଟ ହେଉଛି ।ନାମୀ ଦାମୀ କଂପାନୀ ଖୀର ବି ଏହି ପ୍ରକାର। ଆନ୍ଦ୍ରା ପାଉଡର ଖୀର ଓଡିଶାର ବଜାରରେ ଅବାଧ ବିକ୍ରୀ ଚାଲିଛି ।

  • @nrusinghcharanpalei8938
    @nrusinghcharanpalei8938 หลายเดือนก่อน +2

    Thank you news 18 odia .

  • @jatadharibehera3067
    @jatadharibehera3067 หลายเดือนก่อน

    ସରକାର ସବୁ ବ୍ରାଣ୍ଡ ର କ୍ଷୀର, ଦହି, ପାନିର୍ ଆଉ ଅନ୍ୟ ସବୁ ଲାବ ରେ ପରୀକ୍ଷା କରିବା କଥା । ଅନ୍ୟ କଥାଟି ହେଲା ଯମ ନ ଜାଣି କାହାର ବି ମୃତ୍ୟୁ ହୁଏ ନାହିଁ । ସବୁ ଅପ ମିଶ୍ରଣର ପଛରେ କାହାର ନା କାହାର ହାତ ନିଶ୍ଚୟ ଥିବ ।

  • @MSahoo-su2th
    @MSahoo-su2th หลายเดือนก่อน

    ଲୋକମାନଙ୍କୁ ଠକୁ ଥିବାରୁ ଏମାନଙ୍କୁ ଦଣ୍ଡିତ କରାଯାଉ।

  • @RanjankumarGhadai-x3t
    @RanjankumarGhadai-x3t หลายเดือนก่อน

    Nice news

  • @pradeepkumarsanty6996
    @pradeepkumarsanty6996 หลายเดือนก่อน +1

    There should be no compromise in health matter.

  • @kalpatarunayak9638
    @kalpatarunayak9638 หลายเดือนก่อน +1

    Arrest karajau

  • @rabindrasahoo2018
    @rabindrasahoo2018 หลายเดือนก่อน

    ଲୋକଙ୍କ ଜିବନ ସହିତ ଖେଳ ଖେଳିଥିବା ଏହି ଲୋକକୁ ଏପରି ଦଣ୍ଡରେ ଦଣ୍ଡିତ କରାଯାଉ ଯେପରି ଅନ୍ୟ କୌଣସି ଲୋକ ଖାଦ୍ୟ ଅପମିଶ୍ରଣ କରିବାକୁ ସ୍ୱପ୍ନରେ ବି ଚିନ୍ତା କରିବନି
    ଆଉ ପୋଲିସ ଯଦି ଲାଞ୍ଚ ନେଇ ଦଣ୍ଡ କୋହଳ କରେ ତେବେ ଦିନ ଆସିବ ସେହି ପୋଲିସ ବାବୁଙ୍କର ନିଜ ଲୋକ ଏହି ଅପମିଶ୍ରଣ ଖାଦ୍ୟ ଖାଇ ଅସୁବିଧାରେ ପଡିପାରନ୍ତି ।

  • @DiscoveryVlogsbbsr
    @DiscoveryVlogsbbsr หลายเดือนก่อน

    Cuttack jagatpur re pragati milk company

  • @arabindamohanty835
    @arabindamohanty835 หลายเดือนก่อน

    😅😅😅😅😅
    Bhai chara ra Sahara India pariwar Cuttack 😅
    Ary Bhai. Muslim ku
    Vote. Deyecha. Namaneya. 👍👌👍

  • @jogendravlog7587
    @jogendravlog7587 หลายเดือนก่อน +1

    kou naam re khira aasu thila confirm please 🙏

  • @arunkumarpradhan6553
    @arunkumarpradhan6553 หลายเดือนก่อน

    Kada niyam lagu karajau, apamisran Kari nku

  • @SanjulataKar
    @SanjulataKar หลายเดือนก่อน

    Se packet gote dinare chhindi jauthila

  • @ganeshdash9556
    @ganeshdash9556 หลายเดือนก่อน

    🛌🛌🛌

  • @sumantkumarchihnara17
    @sumantkumarchihnara17 หลายเดือนก่อน

    Sabu branded khira madhyan seia

  • @binapanisamal8771
    @binapanisamal8771 หลายเดือนก่อน

    Malikaku se khira piaidia

  • @RajashreeMohanty-c3l
    @RajashreeMohanty-c3l หลายเดือนก่อน

    Mageya ku hana

  • @ChandanPradhan-k7f
    @ChandanPradhan-k7f หลายเดือนก่อน

    Vol hechi