Father’s Day | Inmates of old age home narrate their story

แชร์
ฝัง
  • เผยแพร่เมื่อ 25 พ.ย. 2024

ความคิดเห็น • 157

  • @krishnanaik2453
    @krishnanaik2453 ปีที่แล้ว +37

    ବାପା ମା'ଙ୍କୁ କେବେ ହତାଦର କରନ୍ତୁ ନାହିଁ ଏହା ସମସ୍ତଙ୍କୁ ମୋର ବିନମ୍ର ଅନୁରୋଧ। ଯାହା ଲାଗି ଆମେ ଜନ୍ମ ହୋଇ ଦୁନିଆ ଦେଖିଛୁ ସେମାନେ ଆମ ପାଇଁ ଭଗବାନ।

  • @banitapidikabanitapidika4147
    @banitapidikabanitapidika4147 ปีที่แล้ว +17

    ସେ ଦରିଦ୍ର ପୁଅ ମାନେ କଣ ଦିନେ ବୃଦ୍ଧା ହେବେନି କଣ ସବୁବେଳେ ସେହି ବଳ ରହିଯିବ ତାଙ୍କର ହେଲେ ଦିନେ ସମୟ ଆସିବ ସେମାନେ ବି ଠିକ ସେମିତି କଷ୍ଟ ଭୋଗିବେ ଭଗବାନ ଏତେ ନିଷ୍ଠୁର ନୁହନ୍ତି ସେମାନେ ଦିନେ ସେହି ଫଳ କୁ ପାଇବେ ଜୟ ଜଗନ୍ନାଥ

  • @gobardhanmohapatra5681
    @gobardhanmohapatra5681 ปีที่แล้ว +1

    ଏମାନଙ୍କର ସେବା କରିବାପାଇଁ ମୋତେ ସୁଯୋଗ ମିଳିଲେ ମୁଁ ବହୁତ ଖୁସି ହୁଅନ୍ତି ଏହି ଜରାଶ୍ରମ କେଉଁଠି ଦୟାକରି ମୋତେ ଜଣାଇବେ କି ଧନ୍ୟରେ କଳିଯୁଗର ପୁତ୍ରମନେ

  • @Parinita_panda
    @Parinita_panda ปีที่แล้ว +7

    ସମସ୍ତଙ୍କ ସମୟ ଦିନେ ଆସିବ।। ଆଜିକା କଳା ବାଳ ଦିନେ ଧଳା ହୋଇ କହିବା ଆରେ ଧନ,
    ତଳ ବରଡା ଖସୁଛି
    ଉପର ବରଡ଼ା ହସୁଛି
    ମଝି ବରଡ଼ା କହୁଛି - ତୋ ବେଳକାଳ ଆସୁଛି ।
    ଯେଉଁମାନେ ଭଗବାନ ତୁଲ୍ୟ ତାଙ୍କୁ ଛାଡି ସେ ମନ୍ଦିର ରେ ପ୍ରଦୀପ ପ୍ରଜ୍ଜୋଳନ ରେ କଣ ଅବା ଫାଇଦା।
    🌸🌸ଧନ ସମୟ କ୍ଷଣକ୍ଷଣ କେ ଆନ🌸🌸

  • @mosunajhiarinku1517
    @mosunajhiarinku1517 ปีที่แล้ว +6

    ହେ ଭଗବାନ ଏମିତି କଷ୍ଟ କାହାରିକୁ ଦିଅନ୍ତୁ ନାହିଁ😢😢😢

  • @bhagabanrana4898
    @bhagabanrana4898 ปีที่แล้ว

    ଏହି ବାପା ମାନଙ୍କ ଅଭିଶାପରେ ତାଙ୍କ ପୁତ୍ର ମାନଙ୍କର ପରିବାର ଛାରଖାର ହୋଇ ଯାଉ 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @kalia6974
    @kalia6974 ปีที่แล้ว

    ଅତ୍ୟନ୍ତ ପୁତ୍ର ପ୍ରେମର ଫଳ । ବର୍ଣ୍ଣାଶ୍ରମ ଧର୍ମ ଆମେ ଭୁଲିଲେ। ଦୁଃଖ ହିଁ ଭଗବାନ ସମାଧାନ କରିପାରିବେ। ତାଙ୍କୁ ଡାକିବାକୁ ପଡ଼ିବ ।

  • @jaganathmallik424
    @jaganathmallik424 ปีที่แล้ว

    ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
    ହେ ପ୍ରଭୁ ଜଗତର କଲ୍ୟାଣ କର
    ଗୁରୁ ସ୍ବାମୀ 🙏🙏🙏

  • @prasantapattanaik862
    @prasantapattanaik862 ปีที่แล้ว +8

    ପୁଅ ବୋହୁ ଭାବନ୍ତି ବାପା ମା ବୋଝ କିଏ ସେବା କରିଵ ବରଂ ଶାଶୁ ଶ୍ୱଶୁର କୁ ସେବା କରିବେ ସମାଜ ବହୁତ ଖରାପ ଦିଗକୁ ଗତି କରୁଛି

  • @sashmitasethy6278
    @sashmitasethy6278 ปีที่แล้ว +3

    Bapa maa heuchhanti jibanta Bhagwan ❤

  • @padmalayaprusty4526
    @padmalayaprusty4526 ปีที่แล้ว +2

    ଏହି ବାପାମାଆ ନିଜ ସମ୍ପତ୍ତିରୁ ଦାୟିତ୍ଵ ହୀନ ସନ୍ତାନ ଙ୍କ ବଞ୍ଚିତ କରି ସେ ସମ୍ପତ୍ତିକୁ ସରକାର ଙ୍କ ବୟସ୍କ କଲ୍ୟାଣ ନିମନ୍ତେ ଦାନ କରିବା ଓ ତାଙ୍କ ଉଦ୍ଦିଷ୍ଟ ରେ ବ୍ୟବହାର କରିବାକୁ ପଦକ୍ଷେପ ଗ୍ରହଣ କରାଯାଉ ।

  • @susantakumarmishra707
    @susantakumarmishra707 ปีที่แล้ว

    ହେ ଭାଗବାନ କଣ ହେଇଗଲା ଦୁନିଆ ହୋ ହନୁମାନ ଜି 🙏🙏🙏

  • @RanjitRanjit-ph7fc
    @RanjitRanjit-ph7fc ปีที่แล้ว

    ହେ ଭଗବାନ 😂କଳିଜୁଗରନୀଳାପୁଅଥାଇବିପୁଅନାହି୰

  • @ishwardishri7473
    @ishwardishri7473 ปีที่แล้ว

    Almighty God is looking everything. Time will come. They will get their reward who are giving this type of behaviour towards their old parents at the old age.

  • @suchitrakhuntia7866
    @suchitrakhuntia7866 ปีที่แล้ว

    ଆଜି କାଲି ନିତୀ, ନିୟମ, ସତ୍ୟ, ଅହିଂସା, କର୍ମ ବିଷୟରେ ପରିବାର ଓ ସମାଜରେ ଶିକ୍ଷା ଦିଆ ଯାଉନି। କର୍ମ ର ଫଳ ଭୋଗିବାକୁ ପଡିବ ଧନମାନେ ଯାଣୁନାହାତି। ଧନଜୀବନ କ୍ଷଣସ୍ଥାୟୀ କେହି ଭଵୁନାହାତି।

  • @srinathmaikap1321
    @srinathmaikap1321 ปีที่แล้ว +3

    ଏମିତି ହତଭାଗ୍ୟ ବାପା କୋଳରେ କୁଳାଙ୍ଗାର ପୁଅ ଝିଅଙ୍କୁ ଜନ୍ମ ନଦିଅନ୍ତୁ ପ୍ରଭୁ ❤ ଜୟଜଗନ୍ନାଥ 😂

  • @bhupeshjena5057
    @bhupeshjena5057 ปีที่แล้ว +9

    Jai Sri Jagannath 🚩
    Western country and Indian country it's our state of mind .
    🏡There are moments the room fills up with great joy and magic if each page turns .📇
    Ohhhh ! what's going on in the world ...One story touches another .
    A familier character , we all walks holding hand with one another over the bridge from one story in to another.
    Very difficult to understand WHO IS SWEET AND WHO IS BITTER .This is life 🎶❤plz give a SMILE 🙏

  • @bhibutipanda3442
    @bhibutipanda3442 ปีที่แล้ว +2

    Jay jagganath. May God bless this old father

  • @maminabehera7767
    @maminabehera7767 ปีที่แล้ว

    Jou pua jhia bohu emiti karuchhanti semane b dine bapa maa hebe ... Bhagwan achhanti tama mananka bichar sethi heba....

  • @kabitamalik3797
    @kabitamalik3797 ปีที่แล้ว

    Dhrama sahi bani re emti santan manku tma bela kala aasuchi.. aau sabu sei kalia dekhuchi. Madhav tu hi bichar karibu. Jai Jagannath 🙏

  • @chakradharapati4080
    @chakradharapati4080 ปีที่แล้ว +2

    ଧନ୍ୟ ତୁମେ ପୁଅ ତୁମକୁ କେଉଁ ଶବ୍ଦ ରେ କହିବି କିଛି ଭାଵିପାରୁ ନାହିଁ,,,, ବାପା ମା କଣ ଚିନ୍ତା କରିଥିଲେ ପୁଅକୁ ମଣିଷ କରିଲା ପରେ ପିଲା ମାନେ କଣ ପାଇଁ ଏମିତି କରନ୍ତି କିଛି ଵୁଝି ହେଉ ନାହିଁ,,,,,

  • @pinkytandi3024
    @pinkytandi3024 ปีที่แล้ว

    Missyou.maa paa😢😢😢😢😢❤❤

  • @dulahansda1070
    @dulahansda1070 ปีที่แล้ว

    Iloveyou papa

  • @rajeshmallick7570
    @rajeshmallick7570 ปีที่แล้ว +1

    Jay bapa

  • @educationchannel481
    @educationchannel481 ปีที่แล้ว

    ଧାନ୍ୟ ଏ ଦୁନିଆଁ ।

  • @AnitabhoiAni
    @AnitabhoiAni ปีที่แล้ว +1

    I love ବାପା ମାଁ

  • @himanshusahukar4134
    @himanshusahukar4134 ปีที่แล้ว

    Very. Good. Pua

  • @LaxmanMendili-mv4zl
    @LaxmanMendili-mv4zl ปีที่แล้ว +1

    ବର୍ତ୍ତମାନ କଳିଯୁଗର ପିଲାଙ୍କ କଥା ଶୁଣ _ନାରୀ ହୋଇ ଲେ ଦୁଷ୍ଟମତୀ -ସ୍ଵାମୀର ଜ୍ଞାନ ଗଲା ହଜି / ନାରୀ ମାୟାରେ ସ୍ଵାମୀ ପଡି - ବାପାକୁ ଘରୁ ଦେଲା ତଡି/ବାପା ଆଖିରୁ ଲୁହଧାର -ପୁତ୍ରକୁ ନ ଲାଗେ କାତର/ଏପରି ନିଷ୍ଠୁର ସନ୍ତାନ-କାହାକୁ ନମିଳୁ ମୋହାନ / କିପରି ହୋଇଲା ସଂସାର - ଦେଖ ତୁ ଆହେ ଚକ୍ରଧର🙏

  • @ashutoshparida2145
    @ashutoshparida2145 ปีที่แล้ว

    100%right

  • @babulupanda8849
    @babulupanda8849 ปีที่แล้ว

    ବାପାଂକୁ ଯେଭଳି ଅବସ୍ଥାରେ ରଖୁଛନ୍ତି ,ତାଂକର ଅବସ୍ଥା ବାପାଂକଠୁ ବଲିଯିବ ।

  • @bijaykumardas8194
    @bijaykumardas8194 ปีที่แล้ว

    Aare nirlaja pua ,bapa maa tamaku duniaju anichhanti stri kathare padi jou Kanda karuchha Kali tumar tanka tharu dayaniya paristiti haba.Bapa maa jibanta bhagaban .

  • @prakashkumardasdas6969
    @prakashkumardasdas6969 ปีที่แล้ว

    Dhanyawad sir 🙏🙏🙏🙏

  • @mamalinkey5992
    @mamalinkey5992 ปีที่แล้ว +6

    PrabhuJagannath aapan manoku bhala ra rakhantu 🙏🙏🙏

  • @mscl9512
    @mscl9512 ปีที่แล้ว +1

    Am
    Samjary
    Basu
    Dhani
    Lok.ra
    Bapa.maa
    Bahary.rahuchhanti
    Saly.beautifull.wife.ku.dhari
    Muaja.karuchhanti
    Kinty
    Goty.sat
    Katha.gariba.pua.ra.bapa.maa.kaby
    Bahary.rahibyni

  • @ghanashyamdas1547
    @ghanashyamdas1547 ปีที่แล้ว

    Thanks to son.

  • @santilatapradhan8025
    @santilatapradhan8025 ปีที่แล้ว +1

    ଜୟ ଜଗନ୍ନାଥ 🙏😭😭😭

  • @kshyamanidhimahakur3521
    @kshyamanidhimahakur3521 ปีที่แล้ว

    Jay jay jagannath he

  • @prakashbhuyan8948
    @prakashbhuyan8948 ปีที่แล้ว +10

    ସେ ପୁଅ ମାନଙ୍କୁ ଅ।ର୍ରେଷ୍ଟ କରି ଫାଶୀ ଦିଅ

    • @jitendraroul9010
      @jitendraroul9010 หลายเดือนก่อน

      100% Right 👍👍👍👍👍👍 I am with you 😭😭😭

    • @jitendraroul9010
      @jitendraroul9010 หลายเดือนก่อน

      100% Right 👍👍👍👍👍👍 I am with you 😭😭😭

  • @khushisatapathy4678
    @khushisatapathy4678 ปีที่แล้ว

    Bapa pada ta bada punnyara pada aagya kintu Kala karma ra phalo bhogibaku paduchi boli ete sundar pada ku papa ra aakhya diontuni dayakari. Joy bholanatha

  • @surendraprusty3624
    @surendraprusty3624 4 วันที่ผ่านมา

    Jay jagannatha

  • @Manini14
    @Manini14 ปีที่แล้ว

    Please bapa maa ku amiti karani please maa laxmi help kara

  • @manishadas9671
    @manishadas9671 ปีที่แล้ว

    samastnku pranam...kete kasta kariki bapa maa pila mananku bada karanti.hele pilamane kichi bujhu nahanti.

  • @jenajena626
    @jenajena626 ปีที่แล้ว

    He jaganath

  • @rajibkumar6644
    @rajibkumar6644 ปีที่แล้ว

    Jay Jagannath 🌹🙏🙏🙏

  • @Twins_Lifestyle
    @Twins_Lifestyle ปีที่แล้ว

    ଏ ସବୁ କାହିଁକି... 😭

  • @maheswarbehera4785
    @maheswarbehera4785 ปีที่แล้ว

    Jagannath swami hi saha ❤❤❤

  • @narayanadash552
    @narayanadash552 ปีที่แล้ว +2

    ଏମାନଙ୍କ, ପୁଅ, ମାନଙ୍କୁ, ଧରି, ଜେଲ, ରେ, ଭରିବା, କଥା, ସରକାର, ଙ୍କୁ, କୁହ, କଣ, କରୁଛନ୍ତି, ଚାକିରିରୁ,, ବିଦା, kara

  • @laxmankumarbehera7943
    @laxmankumarbehera7943 ปีที่แล้ว

    This is go of life

  • @rahithm7562
    @rahithm7562 ปีที่แล้ว

    ମୋଊଷା ରୋ ଜାଗା ବାଡି ସରକାର କୁ 😢😢 ନିଲାମ କରାଯାଊംംംംംଏ ସବୁ ଟଙ୍କା ବାଲା ଲକ ଆଞାംംംംംംംଗରୀବ ଲୋକ କେବେ ଜୋରା ଆସରମ ରେ ଜିବେ ନିംംംം

  • @phalgunigainta1731
    @phalgunigainta1731 ปีที่แล้ว

    God bless

  • @dusmantajena2803
    @dusmantajena2803 ปีที่แล้ว

    ଏମାନଙ୍କୁ ଦେଖିଲେ ଖରାପ ଲାଗୁଛି, କିନ୍ତୁ ଟିକେ ଚିନ୍ତା କର, ଏମାନେ ବି ଓଡ଼ିଶା, ତାଙ୍କ ବାପା ମା କୁ ଛଡିକି, କିଏ Delhi and କିଏ ଭୁବନେଶ୍ବର ଆସି ଯାଇଥିଲେ. Plz ଏବେଠୁ ସାଜାଗ ହୁଅ. ମଣିଷ ସମାଜ.

  • @Sankar2022
    @Sankar2022 ปีที่แล้ว +1

    ଯେତେ ପାଢ଼ ସେତେ ନାଟ ପୁଅ ଝିଅ job କଲେ କଣ ହବ ଏମିତି ହୁଏ

  • @ratanbhue8232
    @ratanbhue8232 ปีที่แล้ว

    This is life. Jai shree Ram

  • @laxmimanihembram7541
    @laxmimanihembram7541 ปีที่แล้ว

    Bapa maa ku dukha dele nije v dukha paiba

  • @subhamishra6193
    @subhamishra6193 ปีที่แล้ว +3

    ଲାଜରେ ମରିଯିବା କଥା ସେ ଛୁଆ ମାନେ ଏଇ ଭିଡିଓଟି ଦେଖିବା ପରେ ଯିଏ ନିଜ ବାବା ମାଆଙ୍କୁ ଏମିତି ହତାଦର କରୁଛନ୍ତି , କେବେ ବି ଖୁସି ରହିବେନି ସେ ଛୁଆ ଯିଏ ନିଜ ବାବା ମା ଙ୍କୁ ଏମିତି ଟାଇମ ରେ ଏକା ଛାଡି ଦେଉଛନ୍ତି। ଯିଏ ଜନ୍ମ ଦେଇଛନ୍ତି ତାଙ୍କୁ କେମିତି ଏତେ କଷ୍ଟ ଦେଇ ପାରୁଛ ।

  • @sabitavillagestylecooking
    @sabitavillagestylecooking ปีที่แล้ว

    Kebe bi bapa maa nka aakhire luha debani plz karana ame bi dine maa bapa heba kete kasta laguchi gote pila ku palibaku tike durei gale pila bapa maa nku kete kasta hauchi kintu sei pila bada heba pare bapa maa nku neiki brudhsrama re khhadiki palei aasuchanti

  • @Chagala43
    @Chagala43 ปีที่แล้ว

    G mara. Sabu khali bhala bohut khojiba. Job karuthiba bohut kariba. G tume mareibani ta aau kie mareiba

  • @heramaramarama9377
    @heramaramarama9377 ปีที่แล้ว

    Right 👍🏻

  • @jagannathkillaka4139
    @jagannathkillaka4139 ปีที่แล้ว

    ଏ କିଯୁଗ ପୁଅ ବାପାକୁ ପଚାରିନାହାନ୍ତି ଏ ଥିରୁ ଜାଣିବା କଥା ଯାହା ପଇସା ଥିଲେ ଏମିତି ଜୋରା ଶ୍ରମ କୁ ପଇସାଦେଲେ ଭଲ ହୋବ

  • @shantidevi7848
    @shantidevi7848 ปีที่แล้ว

    So sad banja heba bhal 😭😭😭😭😭😭😭😭😭😭😭😭

  • @subhashininayak4672
    @subhashininayak4672 ปีที่แล้ว

    A bhula kehi kara nahi Karan baba maa heuchanti god

  • @nilunilu4700
    @nilunilu4700 ปีที่แล้ว

    he bhagaban

  • @etiszone2383
    @etiszone2383 ปีที่แล้ว

    Ghar Ghar ki kahani. Somewhere children abandon parents and somewhere parents & siblings abandoned someone for property. Now a days only property matters for every one. This is bitter truth.

  • @NimaiCharanpanda-n4h
    @NimaiCharanpanda-n4h ปีที่แล้ว +1

    ସହର ରେ ଘର କରି ରହିଥିଲେ ସହରୀ ଢାଞ୍ଚାରେ ପଡି ପିତା ମାତାଙ୍କୁ ଘରୁ ବିତାଡିତ କରୁଛନ୍ତି

  • @kuninath9253
    @kuninath9253 ปีที่แล้ว +1

    Sata re esabu dekhile bahut kharap laguchhi ,duniyan kana emiti,

  • @JyotiDas-p9z
    @JyotiDas-p9z ปีที่แล้ว

    ସାର୍ ଫୋନ୍‌ନମ୍ବର୍‌‌ ଟା ଦେବେ କି

  • @swastikanayak5847
    @swastikanayak5847 ปีที่แล้ว

  • @jayaprakashamoharana7275
    @jayaprakashamoharana7275 ปีที่แล้ว

    🙏🙏😭😭

  • @rasmitapradhan615
    @rasmitapradhan615 ปีที่แล้ว

    Chhi semiti pua jhianku..sata dhik sei pilanku..😢😢😢😢

  • @pradeepnayak3091
    @pradeepnayak3091 ปีที่แล้ว

    Real

  • @LaxmipriyaBaliarsingh-b5s
    @LaxmipriyaBaliarsingh-b5s ปีที่แล้ว

    Please inform name of this place

  • @manasinayak9887
    @manasinayak9887 ปีที่แล้ว

    Dina asiba bahut patheiba pua bahu mane

  • @manishadas9671
    @manishadas9671 ปีที่แล้ว

    aei asrama kouthi achi

  • @lizakanhar3626
    @lizakanhar3626 ปีที่แล้ว

    Jay jarnath

  • @k.kamaleswarighatal7347
    @k.kamaleswarighatal7347 ปีที่แล้ว

    🙏🏿🙏🏿🙏🏿

  • @bulbulmohanty100
    @bulbulmohanty100 ปีที่แล้ว +1

    🥺🥺🥺🥺🥺🥺🥺🥺uprwala achi samiti heba sa kukuranka saha 😢

  • @bisuswain7623
    @bisuswain7623 ปีที่แล้ว

    OTv plz se pua bahunkara gote gote photo dele hueta semanku laza tike laganta

  • @rasmitavlogmani
    @rasmitavlogmani ปีที่แล้ว

    Kn maa bapa nkara hrudaya boli kichi nahi kn pain emiti hauchi 😔

  • @manmohanpradhan5079
    @manmohanpradhan5079 ปีที่แล้ว

    Otv reporter kindly send adress of this place

  • @minatimohanty5162
    @minatimohanty5162 ปีที่แล้ว

    Address ta kana

  • @asimkumarjena4827
    @asimkumarjena4827 ปีที่แล้ว

    Amiti pila mananku janmo daba agaru mari daba darkar

  • @chandankumar-uo4co
    @chandankumar-uo4co ปีที่แล้ว

    Dekhila ta pua mane kete dukha re tuma bapa sabu achhanti bisa khaeki maruna chhi chhi

  • @sankarprasadrath7866
    @sankarprasadrath7866 ปีที่แล้ว

    One shyam ranjan panda SSE Track maintenance of East coast railway Bhubaneswar has also didn't keep his mother with him. The mother died at Berhampur with out getting medical help after falling unconscious for 4 hours.

  • @suryanarayan7917
    @suryanarayan7917 ปีที่แล้ว

    Luha padi jibare luha padijiba

  • @RamaranjanKanhar
    @RamaranjanKanhar ปีที่แล้ว

    Amana nka pua jadi master tebe pilanku kana patha padhauthibe e rakshyasha mane....

  • @SwapneswaraNanda-zt7sb
    @SwapneswaraNanda-zt7sb ปีที่แล้ว

    Sata dhik se pua mananku chhi ei bayas re emiti kama

  • @gaganbiharinayak2991
    @gaganbiharinayak2991 ปีที่แล้ว

    Desh Drohi beiman Jaraj bohu mane ghaitaku Joutukare aanila bhali jabab sasu sasuranku nali aakhi dekhau chanti ,Mahiya ghaita chakara hei rahichanti.

  • @maheswarsingh7391
    @maheswarsingh7391 ปีที่แล้ว

    Dosha khali pua ra nuha Bahu ra b. Kanhiki naa ghara ra sabu kichi bahu upare depend kare.. bahu jadi tk vala heba thale vala huanta

  • @General.people
    @General.people ปีที่แล้ว

    Kharap bhabhibeni amane jaatebele pua boisara hoithile amanakka Bappa maankara Jaatna naithileto mu bhabuchi nainahenti Jodinaithibe tahele yaha bahut kosto dayako.

  • @MansoorKhan-sx6wg
    @MansoorKhan-sx6wg ปีที่แล้ว

    ତୁମ ଏବେ ଚିକିରୀ କରୁଛ, ବୋଲି ତୁମକୁ ମାଆ, ବାପା ର କଷ୍ଟ ହୁଏ ନାହିଁ? ଦୟା କରି ଏମିତି କରନି, ତୁମର ବି ଦିନ ଆସିବ ସେତେବଳକୁ କଣ କରିବ?,😭😭😭

  • @JyotiKumari-om6pg
    @JyotiKumari-om6pg ปีที่แล้ว

    😭😭😭😭😭😭

  • @KunaBhua-rj1bm
    @KunaBhua-rj1bm ปีที่แล้ว

    Jia jemiti karma Kariba semiti fall paeba jia b hey bhala karma kale saja aeta

  • @justenjoy1206
    @justenjoy1206 ปีที่แล้ว +1

    Se puaa ra news tk aana aetaa dekheile heba ki

  • @shobhaKhadiratna
    @shobhaKhadiratna ปีที่แล้ว

    Amiti puajhiya chhi

  • @trilochannaik9257
    @trilochannaik9257 ปีที่แล้ว

    😭😭😭😭😭😭😭

  • @deepakkumarbarik-qd1kf
    @deepakkumarbarik-qd1kf ปีที่แล้ว

    0:12 .

  • @hemalata5452
    @hemalata5452 ปีที่แล้ว

    😢😢😢😢😢

  • @ManasmitaNayak-cr4or
    @ManasmitaNayak-cr4or ปีที่แล้ว

    😢😮😢

  • @Jagannathswami21
    @Jagannathswami21 ปีที่แล้ว

    Chhi chhi ki juga hela .dhanya he pua mane .tmku manibaku padiba .jou bapa maa tmku manisha kale tme tanku bhala upahar deicha .

  • @srigoutamvloging6427
    @srigoutamvloging6427 ปีที่แล้ว

    Ama bhalia gariba nku bapa heba bhool.sneha chada ame adhika kana deiparibu .kintu swartha para samaja re ki santana Jane bapa ra bhumika kana thila .bapa bartaman eka bada bojha.