ମା ମଙ୍ଗଳା ଠାକୁରାଣୀଙ୍କ ଆଜିର ବଲ୍ଲଭ ପୂଜା ଆଳତୀ 🙏 ଦର୍ଶନ 🙏🌺🔱🚩25/09/24🙏🔱🚩.
ฝัง
- เผยแพร่เมื่อ 9 ก.พ. 2025
- ପ୍ରାଣାସି ବିଶ୍ୱମଖିଳଂ ସତତଂ ପ୍ରଭାବୈଃ ସ୍ୱୈସ୍ତେଜସା ଚ ସକଳଂ ପ୍ରକଟୀକରୋପି।
ଅସ୍ତୈବ ଦେବୀ ଚରସା କିଳ କଳ୍ପକାଳେ କୋ ବେଦ ଦେବୀ ଚରିତଂ ତବ ବୈଭବସ୍ୟ ।।🌺🌺🌺
କାକଟପୁର ମା ମଙ୍ଗଳା ପୀଠେ ମୂଳାଷ୍ଟମୀ ତଥା ଶାରଦୀୟ ଦୁର୍ଗୋତ୍ସବ ର ଆୟମାରମ୍ଭ ।।
ଅଦ୍ୟ ମୂଳାଷ୍ଟମୀ ପ୍ରମାଣ ଯଥାଂ- ଯଦାଷ୍ଟମୀଂ ତ୍ୱଂ ସଂପ୍ରାପ୍ୟ ଅସ୍ତଂ ଯାତି ଦିଵାକରଃ ତତ୍ର କୁର୍ଯାତ୍ ନ କୁର୍ଯାତ୍ ଅପରେହନି।"
ଅଷ୍ଟମ୍ୟାଂ ବୋଧନଂ କୃତ୍ବା ପକ୍ଷଂ ସମ୍ପୂଜ୍ୟ ମାନବଃ । ଅଶ୍ବମେଧଂ ଫଳଂ ଲବ୍ଧ୍ବା ଦଶମ୍ୟାଂ ଚ ବିସର୍ଜୟେତ୍ ।।
"କୁହାଯାଇଛି କି ଅଷ୍ଟମୀରେ ବୋଧନ (ଉତ୍ଥାପନ) ପୂର୍ବକ ଯେଉଁ ମାନବ ଏକ ପକ୍ଷ ପର୍ଯ୍ୟନ୍ତ ଦେବୀଙ୍କର ପୂଜାର୍ଚ୍ଚନା କରି ଦଶହରା ରେ ବିସର୍ଜନ କରିଥାଏ ସିଏ ଅଶ୍ବମେଧ ଯଜ୍ଞ ସମାନ ଫଳ ପ୍ରାପ୍ତି କରିଥାଏ ।" ।।
ମଙ୍ଗଳ ଆଳତୀ ବଢିବା ପରେ ପୂଜାପଣ୍ଡା ଠାକୁରାଣୀ ଙ୍କର ମାଜଣା ଓ ବେଶ ବଢାଇଥାନ୍ତି । ଅଖଣ୍ଡ ଦୀପ ପ୍ରଜ୍ବଳିତ କରାଯାଏ। ଏହି ଅଖଣ୍ଡ ଦୀପ ମହାଷ୍ଟମୀ ଯାଏଁ ନିରବଚ୍ଛିନ୍ନ ଭାବେ ଜଳିଥାଏ। ଅଖଣ୍ଡ ଦୀପ ଜଳିବା ପରେ ମନ୍ଦିର ପୁରୋହିତ ଷୋଡଶ ଉପଚାର ପୂଜାପଣ୍ଡାଙ୍କୁ ସଙ୍କଳ୍ପ କରାଇଥାନ୍ତି। ସଙ୍କଳ୍ପ ପରେ ସୂର୍ଯ୍ୟପୂଜା ଓ ସିଂହପୂଜା ନୀତି ବଢିଥାଏ। ପରେ ଷୋଡଶପୂଜା ପୂଜାପଣ୍ଡା ବରୁଣ ପୂଜା କରିଥାନ୍ତି। ବରୁଣ ପୂଜା ପରେ ମା' ଙ୍କର ବଲ୍ଲଭ ଆଦି ତିନି ଧୂପ ଓ ପାଞ୍ଚ ଅବକାଶ ନୀତି ସମାପନ କରାଯାଏ। ସମସ୍ତ ଧୂପ ଷୋଡଶ ଉପଚାରରେ ପୂଜା କରାଯାଏ। ସଂଧ୍ୟା ଆଳତ
ମା "... ଲୋ.. ☘️🌺🙏🙏
Jay maa mangala ♥️
Maa
Jay maa mangala ♥️