Former BSF Jawan Suffering From Unknown Disease Urges For Help
ฝัง
- เผยแพร่เมื่อ 7 ก.พ. 2025
- Former BSF Jawan Suffering From Unknown Disease Urges For Help
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: khabar.odishat...
Android App: bit.ly/OTVAndr...
iOS App: bit.ly/OTViOSApp
TH-cam: goo.gl/Ehz6OP
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ସରକାର ଅଣ ଦେଖା କରୁଛନ୍ତି ଜଣେ ବିର ଯବାନ କୁ ତାଙ୍କୁ ସରକାର ତରଫରୁ ସାହାର୍ଯ୍ଯ ଦରକାର
Hnn broo
Otv କୁ ଧନ୍ୟବାଦ ଏ news ଆମକୁ ଦେଖେଇ ଛନ୍ତି🙏ମୁଁ ସବୁ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରୁଛି , ତାଙ୍କୁ ଦୟାକରି କିଛି ସାହାଯ୍ୟ କରନ୍ତୁ🙏😭😭😭😭jai hind 🇮🇳😔
Sir mu apanaka sahita katha habaku chahuchhi plese !
❤❤❤
ସାହାଯ୍ୟ ସହ ଆନ୍ଦୋଳନ ର ସୋର ଉଠା ଯାଉ
ଯୟ ଜବାନ
Bhai tara kichi phone pay number Achhi jadi dia
@@monalishasamal6946 sorry, mo Pakhare kichhi contact nahni,.kebala mu eatiki janichi se paschima Odisha re tanka ghara Balangir,.mu Bhadrak ru kahuchi..mu kichhhi help kariparuni boli mu dukhita
ସେ ବାବୁଙ୍କୁ ଅନୁରୋଧ ସେ ରୁଗଗ୍ରସ୍ତ ଯବାନଙ୍କୁ ଟିକେ ସାହାଯ୍ଯ କରନ୍ତୁ ସେ କିଭଳି ନାୟ ପାଇବେ.
ଆଓ ମିଡିଆ କୁ ବହୁତ୍ ବହୁତ୍ ଧନ୍ୟବାଦ ଦେବି କାରଣ ସେ ଅଛନ୍ତି ବୋଲି ବହୁତ୍ ଲୋକ ନାୟ ପାଉଛନ୍ତି.
Han sata katha
Ehi bhali media nka pai sata baharaku asuchi💓❤🙏🙏🙏🙏💞💕
Dhania bad midia bhae atakana karu chhan armi jaban manku mor jaban bhaeku ati jaldi gamment sahajia milu jeki bodar juguchhan jarlagi ame aramse rahu chhu tahake ate dukha pherbi gamment janijini bi ajana ati jaldi mor maati maar jaban puaku sahajia milu🙏🙏🙏🙏🙏
❤👏❤please help this jaban👏👏👏👏👏🇮🇳😓
6yy6
Se ama bharat 🇮🇳 desa pain ladhuthile sarkar tanka care naba katha. Tankara sabu subidha asubidha re sarkaar pura nistara saha tanku sahajoga kariba katha hele a ta kali juga sarkaar aakhiku dusibani. I love ❤you jaban.
ହେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରୁ ମୋର ଏତିକି ପ୍ରାର୍ଥନା ବୀର ଜୱାନ ଙ୍କ ଆଖିରେ ଲୁହ ସୁଖୁ ନାହିଁ ପ୍ଲିଜ୍ ବୀର ଜୱାନଙ୍କୁ ଭଲ କରିଦିଅନ୍ତୁ ହେ ସରକାର
Jaggarnath ta manisha gadha pratima taku kan dakucha uparwala prabhunku daka se tanku nischaya bhala karibe
ଧନ୍ୟବାଦ.ଭାରତ ରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆପଣଙ୍କ ଶାସନ ଭିତରେ ଏମିତି ଘଟଣା ନ ହେବାକଥା ଭାରି ଦୁଃଖ ର ବିଷୟ ଏହି ଯବାନଙ୍କୁ ଏମିତି ସମମାନ ମିଳିବକି
ହେ ଭାରତ ମା ତୋ ବୀର ପୁତ୍ରର ଏ ଦୁଃଖକୁ ତୁ ହିଁ ଦୁର କର😢😢😢😢
Odisha re Bahut gandi mara Mg achanti kechi hebani Bhai
@@Manager480 ❤️
ଆମ ଦେଶର ଚାଷୀ ଆଉ ଯବାନ ମାନଙ୍କ ପାଇଁ ଏତେ ଅନ୍ୟୟ କାହିଁକି ।।।।।।
ଆମେ ଉତ୍ତର ଆଶା କରୁ ।।।।।।।
ଜୟ ଯବାନ ଜୟ କିଶାନ
ଜୟ ହିନ୍ଦ୍
ହେ ଭାରତ ମା ତୋ ବୀର ପୁତ୍ର ଆଜି ଏ ଦୁଃଖ ଯନ୍ତ୍ରଣା ରେ ଛଟପଟ ହଉଛି ତାକୁ ସାହା ହ ମା 🇮🇳🇮🇳🇮🇳🙏🙏
Bharat mata ki jay.mode babu daya karantu
ବହୁତ ଦୁଃଖ ଲାଗୁଛି ଏ ଭଳି ପରିସ୍ଥିତି ଦେଖି ।ଭଗବାନ ଏଭଳି ଦୁଃଖ ଶତୃକୁ ବି ନଦେଉ ।
I am praying for God to save this indian army🙏🙏
I am praying for God to save this Indian army 🙏🙏🙏👍
ବହୁତ୍ ଦୁଃଖ ଲାଗୁଛି ଏ ସବୁ ଦେଖି , ସରକାରଙ୍କୁ ବିନମ୍ର ଅନୁରୋଧ ତୁରନ୍ତ ପୂର୍ଣ୍ଣ ସହଯୋଗ କରିବା ସହିତ ପରିବାର ର ଜଣକୁ ଚାକିରୀ ଦିଅନ୍ତୁ plz 🙏
ଆମ ଦେଶର ଚାଷୀ ଆଉ ଜବାନ ମାନେ କାହିଁକି ଏତେ ଅଭହେଳିତ ହେ ସରକାର
Sarkar ra kaan naina .jay hind
Modi babu kuade gale
ସ୍ବାର୍ଥ ପର ଦେଶ ଇଏ
ଏଠି କେବଳ ରାଜନିତୀ ଆଉ Election bele 500 ଟଙ୍କା ଦରକାର୍
😢😢
ଜୟ ଜବାନ 💕💓❤
ତଥାପି ଆମ ବିଜେଡି ସରକାର ଜିନ୍ଦାବାଦ..........🌹🌹🌹🌹🌹🌹
କାହିଁ ନବୀନ ବାବୁ ନାହାନ୍ତି କି..... ମୋଦି ବାବୁଙ୍କୁ ଖୋଜା ପଡିଲା.....
ସରକାର ନିଦରୁ ଉଠ ଯବାନ କଥା ଟିକେ ଚିନ୍ତା କର ଏହି ଯବାନ ହେଉଛନ୍ତି ଆମ ଓଡିଶାର ଗର୍ବ ଏବଂ ଗୌରବ ଏମିତି ଅବହେଲା କରିବା ସରକାରର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ?
ବହୁତ୍ ଖୁସିର୍ କଥା..... .ଚାଲ ସମସ୍ତେ ଦେଶ ପାଇଁ ଜୀବନ୍ ଦେମା.......ଶଳେ ଯୁଗ କଣ ହେଲାଣି.....ଯବାନ୍ ହେବାକୁ ଯାଉଛନ୍ତି......ଆରେ ଶଳେ ନିଜ ଜନ୍ମ କଲା ମାକୁ ସୁରଖ୍ୟା ଦିଅ...
ଭଗବାନ କୁ ଏତିକି ପ୍ରାର୍ଥନା କରୁଛି, ଏ ଯବାନର ସ୍ୱାସ୍ଥ୍ୟ ଭଲ ହେଇଯାଉ ଆଉ ତାଙ୍କୁ ସରକାର ତରଫରୁ କିଛି ସାହାଯ୍ୟ ମିଳୁ 🙏🙏🙏
ହେ ପ୍ରଭୁ କାଳିଆ ଠାକୁର। 😭।
ତୁ ମୋ ଜୀବନ ନେଇଯା ହେଲେ ତାଙ୍କୁ ଭଲ କରିଦିଅ 🥺
He bhagwan mo jibana neiki tumku diantu
Apana bahut vala Jagannath apananku valare rakahantu 🙏
🙏🙏🙏
Sarkar kana karu chi
Gote bahapia tu. Ei katha manaru bhab. Comment re kain lekhuchu.
ସରକାର ଏହି ଯବାନ କୁ ସାହାଯ୍ୟ କରିବା ଦରକାର
Odisha na central
SOLDIER IS NOT FOR STATE OR COUNTRY BUT FOR NATION.
@@santosh34556l p
Right
ବହୁତ ଦୁଃଖ ଲାଗୁଚି ପ୍ରଥମେ otv କୁ ହୃଦୟରୁ ଧନ୍ୟବାଦ plz ସରକାର ସାହାଯ୍ୟ କରନ୍ତୁ 😔
ହେଁ ଜଗନ୍ନାଥ ତୁମେ ମୋ ଜୀବନ ନେଇ ଯା ହେଲେ ତାଙ୍କୁ ଭଲ କରିଦିଅ ଜବାନ ମାନେ ଅଛନ୍ତି ବୋଲି ଆମେ ଭଲ ରେ ଅଛୁ 😭
Great Brave soilder There is no word to Salute him😭😭😭😭😭Even in Parasalis He tries to move His Hand to indicate Salute to our country India
Amit houa tahala kahi BSF or armi ra kahijuga dabanshi 🇮🇳🇮🇳🇮🇳👮
ସରକାର ଙ୍କୁ ଅନୁରୋଧ ଏଇ ଯବାନ ଭାଇ ଙ୍କୁ ଟି କେ ଦୃଷ୍ଟି ଦିଅନ୍ତୁ 🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏🙏
👍👍👍🙏🙏🙏 bhai aaponoko comment jodi bodhi be otv news wala tahele please help kori diyontu pl otv news
Thik kahichha bhai
କିଏ ସାହାଯ୍ୟ କରୁ କୁ ନ କରୁ ଦୟାକରି ତାଙ୍କ bank account details send କରନ୍ତୁ ମୁଁ ମୋ ସାମର୍ଥ୍ୟ ରେ ଯାହା ବି ହେବ ସେତିକି ସାହାଯ୍ୟ କରିବି 🙏🙏🙏 ଜୟ ଯବାନ ଜୟ କିଶାନ୍। ଦେଶର ସୀମା ରେ ଯବାନ ଏବଂ ଦେଶ ଭିତରେ ଚାଷୀ ମାନଙ୍କ ପାଇଁ ଆମେ ଆଜି ଦୁଇ ଓଳା ଖାଇବାକୁ ପାଉଛେ ଆଉ ଶାନ୍ତି ରେ ରାତିରେ ନିରାପଦ ରେ ସୋଇ ପାରିଛନ୍ତି କେବଳ ଏଇ ଯବାନ ଙ୍କ ପାଇଁ 🙏🙏
👍👍👍
Jay Hind 🇮🇳🙏🇮🇳
U r real hero bro
Tq for ur help bhai and ur good thinking
Vi nice
😭😭😭😭ସରକାର କୁ ମୁ ଅନୁରୋଧ କରୁଛି କିଛି ସହାୟ କରାଜାଉ😓😓😓😢😢😢
ସରକାର ସୋଇଛନ୍ତି
ହେ ଭାରତବାସୀ ଯବାନଙ୍କୁ ପ୍ରଥମେ ଟିକେ ସାହାଯ୍ୟ କରନ୍ତୁ ଆମର ଜିବନ ଯବାନ୍
Thank you otv, pls continue this, jeparjyanta tanka milini
ଦୁଃଖର ବିଷୟ ଜଣେ ଯବାନ ଏତେବଡ ସମସ୍ୟା ଭୋଗୁଛନ୍ତି, ଅର୍ଥାତ ପ୍ରଶାସନର କୌଣସି ନିଘା ନାହିଁ, ଏଇ ମିଡ଼ିଆ ଭାଇ ମାନଙ୍କ ସହଯୋଗରେ ଜଣେ ଯବାନ ଏବଂ ତାଙ୍କ ପରିବାରର ଆର୍ଥିକ ସହାୟତା ଯୋଗାଇଦେବାକୁ ସହାୟକ ହେଉ,ଜୟ ଯବାନ।
ମୋ ସରକାର କୁ ଅନୁରୋଧ ଦୟାକରି ଇ ଯବାନ ର ସାହାଯ୍ୟ କରାଯାଉ 🙏
ହେ ଭଗବାନ୍ ଯବାନଙ୍କୁ ଜଲଦୀ ଭଲ କରିଦିଅ 🙏🙏🙏
OTV କୁ ଧନ୍ୟବାଦ ହେ ପ୍ରଭୁ ତାଙ୍କୁ ଭଲ କରିଦିଅନ୍ତୁ ଦୟାକରି ସରକାର ଏମିତି ସୈନିକମାନଙ୍କ ପ୍ରତି ଟିକେ ଧ୍ୟାନ ଦିଆନ୍ତୁ
ସରକାର ହିଁ ଯବାନ ଙ୍କୁ ସବୁ ପ୍ରକାରର ସହଯୋଗ କରିବେ । ଜୟ ଯବାନ ଜୟ କିଶନ । ଜୟ ହିନ୍ଦ୍ ।
ଅଭଦ୍ର ସରକାରକୁ ଏ ଦୁଃଖ କଣ ଦେଖାଯାଉ ନାହିଁ । ସାହାଯ୍ୟ କର a ଦୁଃଖୀ ଲୋକଙ୍କୁ ଦୟା କର ।
Right bhai
Tu ta ete vadra nije jaiki sahajya karunu khali cmnt kariba pain asuchha tu kn manisa nuje kete janamunsahajya karichhu loka nku
Right bhai sarkar ethi chora
Right bhai
@@satyajitswain6021 Bhai kain Ete Tekucha Taku Sarkar ta Nija kartyab kariba Uchhit ........
ସରକାର ଙ୍କୁ ମୋର ଏତିକି ଅନୁରୋଧ ଦୟାକରି ସାର୍ ଙ୍କୁ ସାହାଯ୍ୟ କରନ୍ତୁ ଦେଶ ର ଯବାନ ମାନଙ୍କ ପାଇଁ ଏତେ ଅଭହେଳା କାହିକି
A soldier never loose anything easily.. that's why he is fighting alone to his obstacles..but for whom he was fighting, bleeding and sweating she is non other than Bharat Mata 🇮🇳 plz have a look on all such casualties..a soldier bhai can only understand the pain of other soldier bhai🙏🙏🇮🇳
I pray to God for his speedy recovery 🙏🙏
All rights and facilities as given to a retired Jawan should be provided to him at the earliest
Bahut bahut dhanyabad otv ku,loka nka drustigochara ku ye bhali jinish anithibaru
ସରକାର ଙ୍କ ଆଖିକୁ ଏ ସବୁ ଦେଖାଯିବନି
ଯୋଉ ମାନଙ୍କ ପାଇଁ ସରକାର ବଞ୍ଚି ଥାନ୍ତି ସେମାନଙ୍କୁ ଭୁଲି ଯାଇଛନ୍ତି
IPL ରେ କୋଟି କୋଟି income ହେଉଛି..
ତାଙ୍କ ପାଇଁ ପୋଲିସ Force ମୁତୟନ ହେଉଛି |
ହେଲେ ଦେଶ ର ଯବାନ ଏବେ ଅବହେଳିତ |
କି ଦେଶ ଇଏ |ସବୁ Franchise cricket ku କୋଟି କୋଟି ଦେଉଛି |ହେଲେ ଦେଶ ର ବୀର ଯବାନ ପାଇଁ କେହି
ନାହିଁ |❤😭😭😭😭😭😭😭😭😭
Sabu magia sarakara Khali Kia Kouthi Bada Bada kokaku diajau6i
Khauti sarkar
Right
Jie ama country au start pai km kruchhanti jaban Mane tanka byabasta kariba darkar
Mo b ....ipl
ସ୍ବାର୍ଥ ପର ଦେଶ ଇଏ
ଏଠି କେବଳ ରାଜନିତୀ ଆଉ Election bele 500 ଟଙ୍କା ଦରକାର୍
😢😢
ଜୟ ଜବାନ 💕💓❤
ଭାଗ୍ୟ ମୋର ଭଲ
ମୋର ଶାରୀରିକ ଗଠନ ଟିକେ ଭଲ ନାହି
ନ ହେଲେ ଏ ସ୍ବାର୍ଥ ପର ଦେଶ ପାଇଁ ଜୀବନ ଦେବାକୁ ପଡିଥାନ୍ତା
Till I respect My Nation
Jay Hind 🙏❤💓
Thanks otv🙏🙏to inform it
ଏ କାଳିଆ ଠାକୁର ଯବାନ ସାର୍ ସାହାଯ୍ୟ କର
ଆଖିରୁ ଲୁହ ଅଟକି ପାରିଲିନି 😥😫😭😭
ସରକାର୍ ତୁମେ ଯଦି ମଣିଷ ହେଇଥିବ ନା ତାହା ହେଲେ ଚୁପ୍ ରୁହନି😭😭
ଆମର ଅନୁରୋଧ ଓଡ଼ିଶା ସରକାର ଏ ବୀର ଜବାନ କୁ ନ୍ୟାୟ ଦରକାର ମିଡ଼ିଆ ସାର୍ କୁ ଧନ୍ୟବାଦ
ମା' ଭାରତୀ ତୁମ ଗେହ୍ଲା ଦୁଲାରା ର ଦାୟିତ୍ଵ ତୁମକୁ ଲାଗିଲା ମା🙏
ମୋର ଅଶେଷ ଅଶେଷ ଅନୁରୋଧ OTV ଚେନେଲ କୁ 🙏🙏🙏🙏🙏 ସେ ଯବାନ କୁ ଉଚିତ୍ ନ୍ୟାୟ ପାଇବା ପାଇଁ ସାହାଯ୍ୟ କରନ୍ତୁ 🙏🙏🙏🙏
ଭାରତୀୟ ଯବାନ ମାନଙ୍କୁ କେବେ କିଛି ମିଳିନି କିନ୍ତୁ ଆମ ଦେଶର ସୁରକ୍ଷା ପାଇଁ ସବୁ ବେଳେ ଆଗେଇଆସିତାନ୍ତି ଏମିତିକା ଯବାନ ଆଜି ନିଜ ଗୁଜୁରାଣ ମେଣ୍ଟାଇବା ପାଇ ମଧ୍ୟ ଅସହାୟ ଏଇ ଯାଇଛନ୍ତି ମୁ ଭାରତ ସରକାର ଙ୍କୁ ଏତିକି ଅନୁରୋଧ କି ଯବାନ ମାନଙ୍କୁ ସମ୍ମାନ ଦିଆ ଯାଉ ଆଉ ତାଙ୍କୁ ମେଡିକାଲ ସେବା ଦିଆଯାଉ ଓ ପେନସନ ଦିଆ ଜଉ ଜୟ ହିନ୍ଦ୍
Politician nka ghara dekha au tanka ghara dekha😭😭😭😭jay jawan 👍👍👍👍I love Indian Army ❤️❤️❤️❤️❤️kichii help kara sakar
This the truth , this what a soldier get after years of service why govt isn't helping . Literally shameful
କଣ କମେଣ୍ଟ ଦେବୀ ଜାଣି ପାରୁନି ମୁଁ ପୁରା ବିମୁଗ୍ଧ 😔😔
Vdo ku ଦେଖିଲେ ତ କାନ୍ଦ ଲାଗୁଚି cmt କଣ ଦବା 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
😭😭😭😭
Mu bhi kichi kahiparu nahi...
Kn pain dia heini
Sata re Moro luha asigala😭😭😭😭
ଗୋଟେ ଯବାନର ଏମିତି କଷ୍ଟ ଦେଖିବାଟା ସତରେ ସହ୍ୟକରିବାଟା କଷ୍ଟକର 😭😭😭😭😭
Thanks a lot of OTv I proud to your serve..... Jawan ku help korajahu
.. Jai hind..
ଯିଏ 60 ଲକ୍ଷ୍ୟ 80 ଲକ୍ଷ୍ୟ ପାଉଛି ତାଙ୍କୁ 5 ଲକ୍ଷ୍ୟ କମେଇ ଏହି ମାନଙ୍କୁ ଦେଲେ କଣ ହେବ ଏମିତି ଛାଡ଼ିବା ସବୁଠୁ ଦୁଃଖ ର ବିଷୟ
I salute sir 🙋♀️🙋♀️
I too
@@amartechzandgaming swwwwss
Jai jaban Jai kisan
Kuade gale modi
I salute sir jai hind
ସରକାର ଙ୍କୁ ଏତିକି ଅନୁରୋଧ ତାଙ୍କୁ ଭଲ କରିଦିଆଯାଉ ।। plzzz plzzz ତାଙ୍କ ପାଇଁ ଆମେ ସୁରକ୍ଷିତ ଥିଲେ ହେଲେ ଆଜି ସେ ଅସୁରକ୍ଷିତ ତାଙ୍କୁ ଭଲ କରିଦିଆଯାଉ plz।।। ଆଖିରେ ଲୁହ ଆସିଯାଉଛି ଦେଖିଲେ ।।ପ୍ରଭୁ ତାଙ୍କୁ ଭଲ କରିଦିଅ ।।।😫😫😫😫😫😫😫
ତମେ ସିନା ଦୁଃଖ ଶୁଣି କାନ୍ଦୁଛ. ହେଲେ ଏ ନିର୍ଦୟ ସରକାର ର ନିଦ ଭାଙ୍ଗୁନି.
ଦୀର୍ଘବର୍ଷ ଧରି ସିମାସୁରକ୍ଷା ବାହିନୀରେ ରହି ଦେଶକୁ ଶତ୍ରୁ କବଲରୁ ସୁରକ୍ଷା ପ୍ରଦାନ କରିଆସୁଥିଲେ ଆଜି ସେ ରୋଗଗ୍ରସ୍ତ ହୋଇ ଅପଙ୍ଗ ହେବାରୁ ତାଙ୍କୁ ଏତେ ଅବହେଳା ମୋର ପ୍ରସାଶନ ଏବଂ ସିମାସୁରକ୍ଷା ବାହିନୀଙ୍କୁ ହାତ ଯୋଡ଼ି 🙏 ବିନମ୍ର ଅନୁରୋଧ ଜବାନ ଙ୍କୁ ସାହାଯ୍ଯ କରାଯାଉ ।
Plz ଭଗବାନ ଏ ଭାଇ କୁ ସହାୟତା କରନ୍ତୁ 🙏🙏
ଭଗବାନ କରନ୍ତୁ ତାଙ୍କର ସବୁ ଆଶା ପୂରଣ ହେଉ🙏
🙏ସରକାର ଏଥି ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ😥
Salute to the jawans🇮🇳
ହଁ ସରକାର ଏହି ଯବାନ ଙ୍କୁ ସହାୟକ ହୁଅନ୍ତୁ
ଏମାନେ କିଛି ସାହାଯ୍ୟ ପାଇ ନାହାନ୍ତି 😌ପୁଣି ଦେଶର ଜବାନ ହେଇ 😒ଆଉ ସାଧାରଣ ଲୋକଙ୍କ ଅବସ୍ଥା ଯାହା ଥିବ 🤨 ଆମ ରାଜ୍ୟର ସରକାର ମହାନ 🙏
❤️ଆଜିକା ଯୁଗରେ ସରକାର ଚାଷି ଓ ଜବାନ ଙ୍କୁ ନିଜର ପାଦ ଧୂଳି ବୋଲି ଭାବୁଛି ସେଭାବିବା କଥା ଯବାନ ନଥିଲେ କୋଉ ସରକାର ରହିବ ନିଜ ଘରେ ସୋଇବା ପାଇଁ Army,Bsf and Crpf Jawan ଦରକାର 🔥
Salute sir dil se salute sir satre dekhile kanda laguchi jawan hei bi ebe tanku kehe pacharunahanti
ଆମେ ଜେତେ କହିଲେ ସବୁ କିଛି କମ୍ ହେବ। ସରକାରୀ ସାହାଯ୍ୟ ଅନିଵାଯ୍ୟ। କେହି ସାହାଯ୍ୟ କରେଇ ଦେଲେ ଭଲ ହେବ।
ଯିଏ ଆମ ପାଇଁ ନିଜ ଜୀବନ ଙ୍କୁ ବାଜି ଲଗାଉ ଥାଆନ୍ତି ସେମାନଙ୍କୁ government କିଛି ସାହାଯ୍ୟ କରୁ 🙏🙏🙏🙏
ସରକାର ପୁରା ଅବହେଳା କରୁଛନ୍ତି ଏହା ଯବାନ ପ୍ରତି ଅନାୟ ହେଉଛି ଏହା ସରକାର ଭଲ କାମ କରୁନାହାନ୍ତି ମୁ କହୁଛି
ହେ ସରକାର୍ ଜବାବ୍ ଦିଅ
ଚାଷୀ ଓ ଯବାନ କିପରି ଅଛନ୍ତି l
Heartly salute to veer jawan, govt should look after the matter seriously. Jai hind ki sena.
Wow otv emiti news chaduchi we proud of otv Odisha 👍
Jai Jawan.. Jawanମାନେ ଆମ ଦେଶର ସୁରକ୍ଷା କବଚ,ସେ କବଚ ପ୍ରତି ଏମିତି ଅନ୍ୟାୟ ହେଉଛି,ତାହେଲେ ସାଧାରଣ ଲୋକ କୁ କିଏ ପଚାରେ, ଆଉ ସରକାରଙ୍କୁ AK47ରେ shoot କର ନକ୍ସଲ କୁ ନୁହେଁ , I love jawan,ଜୟ ଯବାନ,ଜୟ କିଶାନ,ଜୟ ଭାରତମାତା
Thankyou O TV channels
ଏକ ଦୁଃଖର ବିଷୟ ଏପରି ଅବହେଳିତ ଏକ ବୀର ଯବାନ ର ଦୁଃଖର କାହାଣୀ କୋଉଠି ତ୍ରୁଟି ରହିଛି ତାହା ତୁରନ୍ତ ଓଡ଼ିଆ ସରକାର ଆଉ ଭାରତ ସରକାର ଏ ବୀର ଯବାନ ର ଅସୁବିଧା ସମୟରେ ତାଙ୍କର ଜଉ ହକ ଅଛି ତାହା ତୁରନ୍ତ ପ୍ରଦାନ କରିବାକୁ ଅନୁରୋଧ କରୁଛି
I love you Sir.. 💚💚💚
You are a great soldier of Indian.
You are real Bahubali of India.
Please Hai Jagannath Swami Cure his decease.
Hai Maa Samalei Maa Please protect his life from decease.
🙏🙏💚🙏🙏
😭😭😭😭😭😭love you sir❤...I really crying for your situation...bhart mata ki jay...
government plz help him...ooo god plz help them...god bless you sir
ଏ ଯବାନ ଙ୍କୁ ସରକାର ପୁରା ସହଯୋଗ କରିବା ଉଚିତ ନ ହେଲେ ଅନ୍ୟ ଜବାନ ମାନଙ୍କରମନ ବଳ ଭାଙ୍ଗିଯିବ ଜିଲ୍ଲାପାଳ ମାନେ ସହଯୋଗ କରିବା ଉଚିତ ଯେପରି ଅସୁବିଧା ଦୂର ହେବ
SIR apko bahut bahut dhanya bad..
Jay jawan Jay kisan
I salute sir
ଖାଲି ଭାରତ ମାଆ କଥା କହିବ ନା ତାଙ୍କୁ ଭଲ କରିବ ପୁଅ ସିନା ରହିଲେ ମାଆ ରହିବ ପୁଅ ଜଦି ମରିଜିବ ମାଆ କେମିତି ରହିବ ତୁମେମାନେ ଖାଲି କହୁଛନା ତାକୁ ଭଲକରିବ ମିଡିଆ ବାଲା
ସରକାର ଙ୍କ ପାଖରେ ମୋର ଏତିକି ଅନୁରୋଧ କି ଏ ଯବାନ ଙ୍କୁ ଆର୍ଥୀକ ସାହାଯ୍ୟ ଯୋଗାଇଦିଆଯାଉ 🙏🙏🙏🙏. ଦିନେ ଯେ ଦେଶପାଇଁ ଲଢୁଥିଲା ଆଜି ସେ ଅବହେଳିତ ଏହି କଥା ଭାବିକି ବଡ ଦୁଃଖ ଲାଗୁଚି 😭😭😭. ରାଜନେତା ସରକାରୀ ଚାକିରିଆ ମାନେ ପଇସା ଖାଇଯାଉଛନ୍ତି ମାତ୍ର ଦୁଃଖୀ ଓ ଗରିବ ଲୋକ ଭୋକରେ ରହୁଛନ୍ତି 🙏🙏🙏🙏.
ଆମ ଦେଶର ଯବାନ ଆମ ଭଗବାନ ସରକାର ଙ୍କୁ ଅନୁରୋଧ କରୁଛି please help କରନ୍ତୁ
God bless to this Army and Thanks
to repoter 💕💕💕❤🇳🇪
ଦୟାକରି ସରକାର କୁଂ ମୋର ଅନୁରୋଧ ତାଙ୍କ ପରିବାର କୁ କିଛି ସହଯୋଗ ଦିଆଯାଉ 🙏🙏🙏 ।
Thanks to Otv I salute your work,shame on Odisha govt,Heart touching video l salute you sir 🙏😭
😭😭😭 jay Jawan Jai Kisan, Hey prabhu ! kahin ate kasta dauchha, Maa samalei pakhe mor guhari aaye ki Aamar Jawan jaldi bhal hei jaun 🙏🙏🙏🙏🙏
Jai maa Samalei🙏🙏🙏
Really you are great sir😔😔😔
ସରକାର ଟିକେ ସାହାଯ୍ୟ କର ,।। ସେମାନଙ୍କ ପାଇଁ ଆମେ ଶାନ୍ତିରେ ଘରେ ରହୁଛେ ।। ଆଉ ତାଙ୍କର ଅସୁବିଧା ରେ କଣ ଆମ ସରକାର କିଛି ବି ସାହାଯ୍ୟ କରିବନି ,, please help him....
The man with a real spirit.salute you sir
I request to government please do something for this shouldier. We are proud to be an Indian. If government will help this gentleman other shoulders may keep trust on government. I salute OTV👏👏👏👏👏🌻🌻🌻🌻🌻🌻🥀🥀
ଇଏ ମୋର ଦେଶର ଯବାନ😭.... କେନ୍ଦ୍ର ସରକାର "😡 ଓ ରାଜ୍ୟ ସରକାର..😡 ସବୁ ନେତା ମନ୍ତ୍ରୀ ମାନେ ଘରେ ଆରମ ରେ ଶୋଇପଡ😡😡😡 ... ଦେଶ ପାଇଁ ବଳିଦାନ ଦେଇଥିବା ଯବାନମାନେ ଆଜି ନିଜକୁ ଧନ୍ୟମନେ କରୁଛନ୍ତି..... 🙏🙏🙏🙏🙏🙏
ଆରେ ଭାଇ ଆମ ସରକାର ଯବାନ ଙ୍କ ପାଇଁ କାହିଁକି ପଇସା ସାରିବେ? ଆଗକୁ ଇଲେକ୍ସନ ଆସୁଛି. ସେଇ ପଇସାରେ ଲୋକଙ୍କୁ ମଦ ମାଂସ ଦେଇ ଭୋଟ କିଣା ହବ.
@@kalandidas125 Hn bekariaa government
I pray Lord Jagannath with my heart to cure retired BSF soldier.Government should provide all necessary help to him immediately.
ଦେଶର ଜାଗ୍ରତ ପ୍ରହରୀଙ୍କୁ ଯଦି ଏପରି ଅଣଦେଖା ପ୍ରଶାସନ କରେ ତେବେ ସାଧାରଣ ଲୋକଙ୍କର ଅବସ୍ଥା ସମ୍ବନ୍ଧରେ ପ୍ରଶାସନ କେତେ ଜାଗ୍ରତ ତାହା ଏଥିରୁ ଅନୁମେୟ । ଜିଲ୍ଲା ପ୍ରଶାସନ ଓ କେନ୍ଦ୍ର ସରକାରଙ୍କ ଗୃହ ବିଭାଗକୁ ନିବେଦନ ଯବାନଙ୍କ ଏ ଦୁର୍ଦିନ ପରିସ୍ଥିତିରେ ତୁରନ୍ତ ସହାୟତା ପ୍ରଦାନ କରାଯାଉ ।
Sala 35k views
Sethire puni 67 dislike
ଧନ୍ୟ ରେ ତମେ ଆତ୍ମଦ୍ରୋହୀ
ତମ କୁ ଶତ ଶତ ପ୍ରଣାମ
Ethire b dislike karucha😠😠😠
Dislike wala deshdrohi hai
ମୋ comments delete କରିଦେଲା ଓଟିଭି
Chutiya lokanku kichi matlab nahi anya ra dukharu swarthapara dunia bhai kan kahiba kahaku
କହିବାକୁ ପଡିବନି କଉମାନେ dislike ଦେଇଥିବେ ଏହି ପୋଷ୍ଟକୁ।
ଆଉ ଏ ହଉଚି ଆମ ଦେଶର ବାସ୍ତବଚିତ୍ର ଯଉଠି real ହିରୋ ମାନଙ୍କୁ ଏମିତି ସମ୍ମାନ ମିଳେ।
Otv Reporter👏💪💪
OMG..... Heart touching .....
Jie dina thila desara surakha karuthila tara asubidha time re govt kn soichi....
Thanks otv 👍
Thanks otv emiti news dekhei thibaru Au prasasan pakhare bhi Ae topic ku display kara
ବିଜେପି ସରକାର ଟିକେ ଦେଖନ୍ତୁ...😭
Really I proud of you sir ❤️
I am salute mare jawan bhai😓😓😓
ଭଗବାନ୍ ତାଙ୍କର ପରିବାର କୁ ଖୁସି ରଖନ୍ତୁ
Great 👍🇮🇳Indian🇮🇳 🙏🙏🙏Jay hind Jay jagannath 🙏🙏🙏🙏🥰🥰🥰🥰