@@SAMBALPURMATIRKALAKARdada ranjita dungi maa burla ra interview anba aaru aamar ritu aau (deepa nag )tale sabu but caste system lagi taku kehi important nyy dian deepa super se uper kirtan k kirtan kale heba disko nachle nyy hue ar Jane sabya tripathi best best best❤❤❤
ଦାଦା ଏବେ ଚାରିଆଡେ ଖାଲି ଇତିଶ୍ରୀ 👌👌👌❤️❤️❤️
ଜୟ କଳା ବହୁତ୍ ବଢିଆ ❤ରାଧେ ରାଧେ
Bahut badhia dada tamar chanel madhyam ru jane kalakar ra jibani babod re jani heuche aru kalakar manku lok lochan ke ani heuche EXCELLENT JOB
Purohit dada rangin kirtan gahak satupalir sahadeva guru ra interview te heu dine bahut miss karuchhu daa Love from sone pur❤
Very nice song and very nice voice.. sister..
Bahut dhanyawad ae
Very nice 👌
Tqqq❤️
ବହୁତ ବଢିଆ
Tqqq🚩❤️
Itishree kara kirtan jagatar No 1 voice takar interview te neba
Viral singer itishree kara interview heba ke da,taki chu love from chhattisgarh ❤️
Rupali best singer
Purohit.. Dada. Sabyarani. Kirtan.. Party.. No. 1.🎉🎉.
Ok
@@SAMBALPURMATIRKALAKARdada ranjita dungi maa burla ra interview anba aaru aamar ritu aau (deepa nag )tale sabu but caste system lagi taku kehi important nyy dian deepa super se uper kirtan k kirtan kale heba disko nachle nyy hue ar Jane sabya tripathi best best best❤❤❤
Good❤❤
Tq
Very nice
ରୂପାଲି ପାଣ୍ଡେ କେ ଭଲ ଗୀତ ଲେଖିକରି ଦେଲେ ବହୁତ ଆଗକେ ଯାଇ ପରତା
ଜୟ କୋଶଲ ଦାଦା ରୁପାଲୀ ପାଣ୍ଡେ କୋଶଲ ଗୀତ ଟେ ଗାଉନ
Ledis kirtan jetki achhan sabyarani tripathi is the best .baki sabu dand karuchhan.
Au he dand ke save pasand karuchhan
Mor hisabe autike practice darkar...pls interview with itisri Kara...
Ok
Nikita Sahu sister interview questions
Daa old is god
Dada namaskar🙏🙏🙏🙏🙏
Bhale tha
Nice vdo dada
Tqq❤️
Itishree kara Interview nia
Paesa ra lagi log kichi b kariparuchan purohit dada🙏🏼🙏🏼🙏🏼runing pati te budi gale b chalba🙏🏼🙏🏼🙏🏼daal me kuch kala he
Hn pare
Mote b kirtan Gita gaibaku bahut bahut icha please dada mo sahajya tk kara please 😢🙏
Jay koshal dada
Jay koshal
Etishree kar ra interview te nia dada ..
Sunita sahu sister interview questions
ପୁରୋହିତ ଆଗ୍ୟା ଜୁହାର ମୁଇ ଗପି ନାଥ ହରି ପାଳ ଅସୁର ଗଡ଼ ମୋରୋ ଘର ମୁଇ ଗୁଟେ କଲା କାର ଦଣ୍ଡ ର ମୁଇ କୃଷ୍ଣ ବାହା ସି ଆପଣ ଙ୍କୁ ମୋର ଜୁହାର ତୁମେ ଯଦି ମତେ ଟିକେ ସାହା ହେଲେ ମୋର ମନ ଭିତିରେ ଏବଂ ମା ସାରଳା ଏବଂ ମା ସମଲେଇ ଯାହା ତାଙ୍କର ଦୟା ରୁ ଇ ଅଷ୍ଟା ଦଶ ପୁରାଣ ଏବଂ ଚାରି ବେଦ ଚାରି ଗ୍ରଥ ଗୌରାଙ୍ଗ ପ୍ରଭୂ ସନ୍ୟାସ କାହିଁକି ହେଲେ ଏବଂ କେଉଁ କେଉଁ ମନେ ନ୍ତାକୁ ଓ ଡି ସା କୁ ଆଣିଲେ ଏବଂ କେଉଁ ନଦି ପଡି ଥିଲା କେଉଁ କ ଇ ବର୍ତ୍ତ ଗୌରାଙ୍ଗ ପ୍ରଭୂ ଙ୍କର ପାଦ ଧୁଇଲା ଏବଂ କେଉଁ ଡ଼ ଙ୍ଗାରେ ତାକୁ ପରି କଲା ପୁରୋହିତ ଆଗ୍ୟା ଯଦି ଭୁଲୁ ଭାଲ କହିଛେ କ୍ଷ୍ୟମା ଦେବେ ମୁଇ ତୁମର ସବୁ ଭିଡିଓ ଦେଖିଶି ଜ ଏ କୁଶଳ
Dada amar harijan cast ra kirtan gahak sarju dada tk daka
🤣 ଅନ୍ତିମ ଅବଶୋଷ 🤣
🪶NKB,BGR
ଓଃ....କି... ଅସହ୍ୟ!!
ତୁମ ସମବେଦନାର ତାତ୍ସଲ୍ୟ!
ତୁମ ମୁଖା ଭିତରର ନଗ୍ନ ଚିତ୍ର!!
ତୁମ ପୁତିଗନ୍ଧମୟ ରାଜନୀତି !!
ମୋ ଖଣ୍ଡିତ, ବ୍ୟବଚ୍ଛେଦ ଶବ ଉପରେ।।
ଲାଗୁଛି ତୁମେ ସବୁ ମିଳିମିଶି
ମୋ ବଳକା ସତୀତ୍ଵକୁ
ଧର୍ଷଣ କରୁଛ !!
ମୋ ଅବଶିଷ୍ଟ ମାନ ମହତ୍ତ୍ଵକୁ
ରାଜ ରାସ୍ତାରେ ନିଲାମ କରୁଛ!!
ମୋ ପିତାମାତାଙ୍କ ଆବେଗ,
ଦୁଃଖ, ଯନ୍ତ୍ରଣାକୁ ଭାଗବାଣ୍ଟି
ବିକ୍ରି କରୁଛ ତୁମ ଚତୁରତାର
ବିଶା ବାଡ଼ି ରେ!!
ତୁମେ ତ ସୀତାକୁ ହରଣ କଲ,
ତା ସତୀତ୍ୱର ପରୀକ୍ଷା ନେଲ,
ପାଞ୍ଚାଳୀକୁ ପାଞ୍ଚ ଭାଗ କରି ଭୋଗ କଲ,
ତୁମ ପୁରୁଷ ପଣିଆର ପଶାପାଲିରେ ତାକୁ
ପଣ୍ୟ ଦ୍ରବ୍ଯ ପରି ବନ୍ଧା ପକେଇଲ,
ବିବସ୍ତ୍ରା କଲ ତୁମ ସାମନ୍ତୀୟ ସଭାରେ,
କିଛି ହସିଲ,ତାଳି ମାରିଲ,
ଆଉ କିଛି ଲଜ୍ଜାହୀନ ହୋଇ ନୀରବରେ ଦେଖୁଥିଲ!
ତା' ଋତୁସ୍ରାବୀ ଯୈାବନ, ବସ୍ତ୍ର ହୀନ ଶରୀର !!
ନୁହେଁ କି??
ତୁମେ ଅନ୍ଧ ବୋଲି
ଗାନ୍ଧାରୀକୁ ତୁମ ମୁଡ୍ରେ ଅନ୍ଧୁଣୀ କଲ,
ଅହଲ୍ୟାକୁ ପଥର କଲ,
ତୁଳସୀକୁ ଅସତୀ କଲ,
କୁନ୍ତୀକୁ କୁମାରୀ ମାତା ବନେଇଲ,
ଦେବକୀକୁ ବିମାତାର ପରିଚୟ ଦେଲ,
ରାଧାକୁ ତୁମ ମିଜାଜ୍ରେ ଦୋଚାରୁଣୀ କଲ,
ମୀରାକୁ ବିଷ ପିଆଇଲ,
ନୁହେଁ କି ??
ଏବେ ବି ତ ନିର୍ଭୟା,ବେବିନା,
ଗୀତା,ମୀତା କି ବବିତା ମାନେ
ଛଟ ପଟ ତୁମ ପୈାରୁଷତ୍ୱର ଜ୍ୱଳାରେ,
କାମନାର ଯନ୍ତ୍ରଣାରେ,
ମୁଁ ବା ଛାର୍ କେତେ??
ଏବେ ବି ତ ଛବିରାଣୀ
ଲୁହ ଢାଳେ,
ତୁମ କଲା କର୍ମର ହିସାବ ମାଗେ!!
ତୁମ ଦାମ୍ଭିକ ପଣିଆର
ଲୁଚକାଳି ଦେଖି ଅଥୟ ହୁଏ!!
ନୁହେଁ କି??
ତୁମେ ରାମ ହୁଅ କି ରାବଣ !
କର୍ଣ୍ଣ ହୁଅ କି ଅର୍ଜୁନ!
କୃଷ୍ଣ ହୁଅ କି କଂସ!
ଦେବତା ହୁଅ କି ମଣିଷ !
କିଛି ଫରକ୍ ପଡ଼େନା!
କିଛି ଭିନ୍ନତା ନଥାଏ
ତୁମ ପୈାରୁଷରେ,
ଭିନ୍ନତା ନଥାଏ ତୁମ ମାନସିକତାରେ,
ଭିନ୍ନତା ନଥାଏ ତୁମ ପ୍ରେମରେ
ପ୍ରତାରଣାରେ,
ଛଳନାରେ, ପ୍ରବଞ୍ଚନାରେ।।
ନୁହେଁ କି ??
ଏମିତି ତ ପ୍ରଲମ୍ବିଛି
ନାରୀ ମାଂସର ବେପାର
ଦିଲ୍ଲୀରୁ ପଲ୍ଲୀ ,
ଘୁରି ବୁଲୁଛି କାମୁକତାର ଆଖି
ୟୁପିରୁ ବିହାର ,
ବିଚରଣ କରୁଛି ତୁମ ହାତର ପଞ୍ଝା
ଗୁଜୁରାତରୁ ଗୋଆ,
କାଶ୍ମୀର୍ରୁ କନ୍ୟାକୁମାରୀ,
ପଞ୍ଜାବରୁ ପଶ୍ଚିମବଙ୍ଗ,
ଡ୍ୟାନ୍ସ୍ ବାର୍ରୁ ଡାକ୍ତରଖାନା,
ରୂପଶାଳାରୁ ରାଜରାସ୍ତା,
ମନ୍ଦିରରୁ ମଦୀରାଳୟ,
ତୁମ ଇଚ୍ଛାରେ ସବୁ ପାଲଟୁଛି ବେଶ୍ୟାଳୟ,
ନୁହେଁ କି ??
ତୁମେ ଭିଡ଼ି ପାର ବେଣୀ
ଟାଣି ପାର କାନୀ,
କ୍ଷତାକ୍ତ କରି ପାର ଓଠ,
ରକ୍ତାକ୍ତ କରିପାର ଯୋନୀ !
ପୁନଶ୍ଚ ଧରି ହାତରେ ପ୍ଲାକାର୍ଡ
ନ୍ୟାୟ ମାଗ, ଚିତ୍କାର କର,
ଇସ୍ତଫା ଦିଅ ହେ ସରକାର,
କରୁଛ ତୁମେ,
ଧରୁଛ ତୁମେ,
ଭୋଗୁଛି ମୁଁ
ମୋ'ର ଶରୀରର ଅବଶେଷ,
ଏଇତ ତୁମ ଅଭୟାର ଅନ୍ତିମ ଅବଶୋଷ।।
ନୁହେଁ କି ??
J ki barahgoda sarju dada mor guru
Jay koshal. Sabyarani tripathi bhauni ra interview te kara radhe radhe
Ok chesta karma radhe radhe
Dada sunita sahu sister ra interview niaa jau , kirtan hisabe queen an
Sathe kn
Bargadia Mithun video kn j ni asbar sethir ubtate debe ,sir.
Kirtan lagi padha band 😱😱
Itishree kara bhal kirtan karuchha bo dada
Lalita sahu ra gute interview nia
Ghanashyam luha guru nkar sakhyat kar te karun
Biswamitra bahak k dekhabe tike
Je prem udanda karu thiba taha ke anma
Etishree kara khel karuche eta market tar ache ho
Ohhh
tumar git ra tal katisi sister
Accha....
E b ta kirtan ke barbad karuche , dada tume ta againsts re acha au fer itakar interview nei jaucha
Aaghrar video ita bhai...ehade j bi bhesdami aslila karba taha k target karma ne chadu
@@SAMBALPURMATIRKALAKAR e b ta se bhitar ai dada , e taku dekhle ta mor rag jali jaisi dada , kirtan k jen barbad karuchan ,
Purohitdada.pandy.bale.goud.ke.bihahebarachhe.tumetk.midiaterhisabe.kahun
Heta mor kam nuhe se
Mobile number tike dia bhai
Sunita sahu sister interview questions