Kala Phita | କଳା ଫିତା | Satyajeet Pradhan | JN Padma | Nilu Babu | New Odia Dance Song

แชร์
ฝัง
  • เผยแพร่เมื่อ 15 ก.ย. 2024
  • Get ready to groove to the latest Odia dance hit 'Kala Phita' featuring the voice of the charismatic Satyajeet Pradhan.
    To listen to the latest Odia songs subscribe now 👉🏻 ‪@saregamaodiaofficial‬
    Audio Credits:
    Song- Kala phita
    Singer- Satyajeet Pradhan
    Music Director- JN Padma
    Lyricist- Nilu Babu
    Mixing & Mastering Milan Dash
    Starring: Smrutirekha Rana, R.Ranjan
    Publicity Design : Blank Canvas RGF
    Video Credits:
    👉🏻Director- Smruti R
    👉🏻Creative Team- Rahul Ray & Manini Nanda
    👉🏻DOP- Dhiren Sahu
    👉🏻Choreographer- Firoz sir
    👉🏻Editor- Manas Kumar Sahoo
    👉🏻DI- Digital Dreams
    👉🏻Colorist- Mahesh
    👉🏻Production Manager-Nitesh Kumar Prusty
    👉🏻Art- Nabaghan Dalei (Pandiya)
    👉🏻Publicity Design- Blank Canvas
    👉🏻Producer- Sheikh Nadeem
    Lyrics:
    ରଫ୍ ଖାତା(କଳା ଫିତା)
    Music JN Padma
    Lyrics Nilu Babu
    ତମେ ଏମିତି ଗାରେଇ ଦେଲ ଯେତେ ରବର ଘସି ଲେ ଲିଭୁନି
    ତମେ ଏମିତି କସି ଦେଲା
    ତମ ଅଙ୍କ ଟା ବୁଝା ତ ପଡୁନି
    ଆଲୋ reels ବାଲି style ମାରି ଯାଉଛ ଚାଲି
    ଆମକୁ ଦେଖି ମୁହଁକୁ ତମେ ମୋଡୁଛ ଖାଲି
    ହଁ ହସି ପଦେ କାଇଁ ତମେ କହୁନ କଥା ....
    ଯୋଉ ଝିଅର ପାଦ ରେ କଳା ଫିତା
    ମୋ ଦିଲ୍ କୁ ଭାବୁଚି ରଫ୍ ଖାତା...
    (1)
    ଅ ଠାରୁ ଲ ଆମେ ପଢିଛୁ
    ତମେ A B C D ପଢିଛ
    ମୋ ମୋବାଇଲ୍ ରାଣ ବେବୀ କହୁଚି ଆମେ ଭଲ ପାଉଛ..
    ତମ ପାଇଁ ବାଇକ ତ କିଣିଛୁ
    କେବେ ବସିବ ଚାହିଁଛୁ
    ତମେ କହିଲେ ହେଇଯିବ ଆମେ
    ଛୁ ମନ୍ତର ଛୁ
    ଆଲୋ ସୁନାକୁ ସୁନା ଡାର୍ଲିଙ୍ଗ ମୋର ସୁନାକୁ ସୁନା
    ହଁ ତମରି ପାଇଁ କିଣି ଆଣିବୁ ହଳଦୀଗିନା
    ତମ ଚାହାଣି ଟା ହାଣି ଦେଲା ଚାରୁଲତା
    ଯୋଉ ଝିଅର ପାଦ ରେ କଳା ଫିତା
    ମୋ ଦିଲ୍ କୁ ଭାବୁଚି ରଫ୍ ଖାତା...
    (2)
    ତମ ପୁଚୁକା ପୁଚୁକା ଗାଲା ଦେଖିକି
    ମନ ଗଲାରେ ଅଟକି
    ଏ single ଟୋକା ଟା କହୁଚି ତମ ଦିଲ୍ ଦବକି..
    ତମେ ଭାବିବନି ଅଆମକୁ ସ୍ପ୍ଲେଣ୍ଡର
    ହଁ ଆମେ ତ ଲଭର
    ଥରେ ସୁଯୋଗ ଦେଇକି ଦେଖତ
    ଭଲ ରଖିବୁ ଖବର..
    ଆଲୋ ଗୁଲୁଗୁଲିଆ ସୁଲୁସୁଲିଆ
    ମୋରି ଜାନୁ
    ଶହେ କୁ କଣ୍ଟା ଲଗିଗଲାଣି
    ଦେଖିଲା ଦିନୁ
    ବୋଧେ ଦୁର୍ଘଟଣା ଘଟିଯିବ
    ହେଲାଣି ଚିନ୍ତା...
    ଯୋଉ ଝିଅର ପାଦ ରେ କଳା ଫିତା
    ମୋ ଦିଲ୍ କୁ ଭାବୁଚି ରଫ୍ ଖାତା...
    #kalaphita
    #satyajitpradhan
    #saregamaodia
    #odiasong
    #odiamusic
    #newodiasong
    #odiasongs
    #newodiadancesongs
    Learn to sing in Sur with AI Powered Personal Music Teacher- Padhanisa by Saregama. Download Padhanisa App now; sarega.ma/padh...
    Aawaz Aapki, Gaane Hamare, Ab Sunegi Duniya Saari
    Make your own cover on this song and we’ll launch it on our Openstage TH-cam Channel.
    Send it on content@saregama.com
    To buy Saregama Carvaan, visit www.saregama.c...
    To buy virus free original tracks, visit www.saregama.c...
    Label:: Saregama India Ltd, A RPSG Group Company
    To buy the original and virus free track, visit www.saregama.com
    Follow us on:
    TH-cam: / saregamaodia
    Facebook: / saregama
    Instagram: / saregama_odia
    X: / saregamaglobal

ความคิดเห็น • 391