ମା କୋଳରେ ଥିଲେ ଯମ ନେଇ ପାରିବ ନାହିଁ || ଶ୍ରୀମଦ୍ ଭାଗବତ ପରାୟଣ ଓ ପ୍ରବଚନ || ପ୍ରବକ୍ତା ସତ୍ୟାନନ୍ଦ ଦାସ
ฝัง
- เผยแพร่เมื่อ 8 เม.ย. 2022
- ମା କୋଳରେ ଥିଲେ ଯମ ନେଇ ପାରିବ ନାହିଁ || ଶ୍ରୀମଦ୍ ଭାଗବତ ପରାୟଣ ଓ ପ୍ରବଚନ || ପ୍ରବକ୍ତା ସତ୍ୟାନନ୍ଦ ଦାସ
ପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ତଥା ଆମ ଓଡ଼ିଆ ମାନଙ୍କର ପୂଜ୍ୟ ଦେବତା I କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ I ଯେପରି ବଡ ତାଙ୍କ ହୃଦୟ ସେହିପରି, ବଡ ତାଙ୍କ ଦେଉଳ, ବଡ ତାଙ୍କ ସଂସ୍କୃତି, ବଡ ତାଙ୍କ ଏଇତିହ, ଓ ବଡ ତାଙ୍କ ପରମ୍ପରା I ସେଇ ବଡ ଠାକୁର, କାଳିଆ ଠାକୁର, ଚକାନୟନ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଅନୁଗ୍ରହରେ, ଆମେ ଭେଟି ଦେଉଛୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଇଁ "WC BHAKTI " ପ୍ରଥମ ଅଧାତ୍ମିକ ୟୁ ଟ୍ୟୁବ ଚାନେଲ । ଯେଉଁଥିରେ ଆପଣ ମାନେ ପାଇପାରିବେ ବୁଡ଼ି ଯାଉଥିବା କଳା ଓ ଲୋକ ସଂକୃତି ର ପୁନଃ ଉଦ୍ଧାର ପାଇଁ କିଭଳି ଭାବରେ ପୁଣିଥରେ ଲୋକଙ୍କ ମଧ୍ୟରେ ଉଜିବିତ ରହିବ ଓ ପୁନଃ ଉଦ୍ଧାର ହେଇପାରିବ ଏଥି ପାଇଁ ଆମର ଏ ପ୍ରୟାସ ଜାରି ରହିଛି I। ତେବେ ଆମ ଚାନେଲ " WC BHAKTI" କୁ ସବସକ୍ରIଇବ କରନ୍ତୁ ଓ ବେଲ ବଟନକୁ ପ୍ରେସ କରନ୍ତୁ ଯାହାଦ୍ୱାରା ଆପଣ ପାଇପାରିବେ ସମସ୍ତ ଭିଡିଓ ସହଜରେ । ଧନ୍ୟବାଦ
✽ Prabakta- Satyananda Das
✽ Arranger - SHREE SHREE UTTARESWARA MAHADEV , PODARUAA , BALIKUDA , JAGATSINGHPUR
✽ Concept , Screen Play - Manas
✽ Dop - Abhaya , Prasanjit
✽ Edited By: WC BHAKTI
other social links
Instagram - / wcbhakti
Facebook - / wcbhakti
TH-cam - / @wcbhakti
#wcbhakti #ସତ୍ୟାନନ୍ଦଦାସ #ଶ୍ରୀମଦ୍ଭାଗବତପାରାୟଣ #ପ୍ରବଚନ #jagannathstory #anubhutirejagannath #anubhutireshreejagannath #ମାକୋଳରେଥିଲେଯମନେଇପାରିବନାହିଁ
Hara krishan
Jay Jaganath 🙏🙏
Satare bhojana jemeti khaiba semeti mana haba satwik rosei hin pata puri thai jay jagananatha swami nayan patha gami bhaba tume Jay shree ram baba apana bahut bhal bhujeala
Jay sri Jagannath jay guru 🙏🏻🙏🏻☘️🌺☘️🌺☘️🌺☘️🌺☘️🌺☘️🌺🙏🏻🙏🏻
Jai jagannath
Jay shree jagannath
Jay Jagannath guruji
Hare Krishna......🙏🙏🍊
Jay Sri Ram
JAY JAGANNATH SWaMI NAYANA PATHAGAMI VABA TUME .
Pranama
Jay SriRam 🙏🙏🙏
Jay guru Jay maa 🙏🙏
Jay sita ram, Jay gurudev🙏🙏🙏
🙏🙏🌹ପ୍ରଣାମ
Jay Jagantha 🙏
Jay jagannath mahaprabhu 💩💩💩🙏🙏🙏
Jay shree gurudev 🙏🙏🙏
WC Bhakti Chanel ku anek anek dhanyabad...... Jay jagannath swami nayan patha gami 🙏🙏🙏🙏
thank you so much Jay jagannath
Daya Kari parabarti episode upload karibaku anurodha... 🙏🙏🙏🙏