ଗାଈ ପାଇଁ ଷଣ୍ଢ କାହିଁକି ଓ କେମିତି ପାଇବେ ? What is the role of Bull in a dairy farm ?
ฝัง
- เผยแพร่เมื่อ 8 ก.พ. 2025
- In this video we talked about dairy farm. It has been discussed what role a bull plays in a cow farm. It has also been discussed how much it costs to keep a bull in the farm and what is its food like. If you want to keep a bull in your farm, then watch this video for more information about where to buy it.
ଏହି ଭିଡିଓରେ ଆମେ ଗୋପାଳନ ବାବଦରେ କଥା ହୋଇଥିଲୁ | ଗୋପାଳନରେ ଷଣ୍ଢ କେଉଁ ଭୂମିକା ଗ୍ରହଣ କରେ ତାହା ଉପରେ ଆଲୋଚନା କରାଯାଇଛି । ଫାର୍ମରେ ଷଣ୍ଢ ରଖିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଏବଂ ଏହାର ଖାଦ୍ୟ କ’ଣ ତାହା ଉପରେ ମଧ୍ୟ ଆଲୋଚନା କରାଯାଇଛି । ଯଦି ଆପଣ ନିଜ ଫାର୍ମରେ ଏକ ଷଣ୍ଢ ରଖିବାକୁ ଚାହୁଁଛନ୍ତି, ତେବେ ଏହାକୁ କେଉଁଠାରୁ କିଣିବେ ସେ ସମ୍ବନ୍ଧରେ ଅଧିକ ସୂଚନା ପାଇଁ ଏହି ଭିଡ଼ିଓ ଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ |
#efarmingodisha #dairyfarm #odishafarming #youtube
-----------------------------------------------------------------------------
-----------------------------------------------------------------------------
👉 E-farming AgroKart 👈
🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴
WhatsApp- 🪀8895875885, 8260661290
👉 Official TH-cam Channel :- / @efarmingagrokart
👉 Location:- maps.app.goo.g...
-----------------------------------------------------------------------------
-----------------------------------------------------------------------------
👉 E-Farming Odisha 👈
ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ ।
WhatsApp- 🪀 8596888646 (Official Use Only)
.......... ଧନ୍ୟବାଦ ..........
gata 2 yrs hela e-farming channel madhyama re mu krusi ebam pasu-palana bisaya re anek katha re abagata heichi. Anek dhanyabad mo priya Bhai mane. Keep up your good work.
ଅଶେଷ ଅଶେଷ ଧନ୍ୟବାଦ୍
ଜୟ ଗୋମାତା 🕉️🙏🚩🚩🚩🚩🚩
ଆପଣ ଷଣ୍ଢ କୁ Auction ନ କରି ମାନ୍ୟତା ପ୍ରାପ୍ତ ଗୋଶାଳା କୁ ଦାନ କରନ୍ତୁ। ଗୋମାତା ସୁରକ୍ଷା କରନ୍ତୁ। ରାତି ଅଧ ରେ ବାଟ ରୁ ଦେଶୀ ଷଣ୍ଢ କୁ ରାକ୍ଷସ ଜାତି ମାରି ଖାଇବା ପାଇଁ ଉଠେଇ ନେଉଛନ୍ତି।
ସୁନ୍ଦର ମତାମତ ପାଇଁ ଧନ୍ୟବାଦ...
@@EfarmingOdisha୧୦ ଟି ଗାଈ ପାଇଁ କେତେ ଏକ ର ଜମି ରେ ଘାସ ଚାଷ କରିବା ଉଚିତ୍ ହେବ। ଯାହା ୧ବର୍ଷ ଯୋଗେଇ ହେଇ ପାରିବ। Please reply
୧୦ ଟି ଜର୍ସି ଗାଈ ପାଇଁ??
Jersindh ra video bhi cover karantu
JerSindhi ର କ୍ଷୀର ଦେବା capacity କେତେ in daily basis
JerSindhi ରେ Red Sindhi ର ଗୁଣ କେତେ Percent ଆସୁଛି
Samaste kuha milk rate ete Kam kn pain amo desi gae cow omfed diya jauchi rate hela 32 tanka
ସାହିୱାଲ ଗାଈ ଉପରେ ଭିଡ଼ିଓ ଆଣନ୍ତୁ, ଓଡିଶାରେ କେଉଁଠି ମିଳିବ ଦାମ୍ କେତେ
Mo pakhare gote HF bull achhi , taku bikibar achhi