ପ୍ରେମିକା ପଛେ ନଫେରୁ ହେଲେ ମତେ ମୋ ଛୁଆ ଦରକାର

แชร์
ฝัง
  • เผยแพร่เมื่อ 21 ส.ค. 2024
  • #PratidinTv #PratidinNews #OdishaNews #LatestNews #LatestUpdate
    Like Our Facebook Page: / pratidintvodisha
    Subscribe To Our TH-cam Channel: / @pratidintvodisha

ความคิดเห็น • 348

  • @Trueloveyouth
    @Trueloveyouth 2 ปีที่แล้ว +87

    ସତରେ ତୁମେ ଅତ୍ୟନ୍ତ ଭଲ ପିଲା
    ତମକୁ ଧୋକା ଦେଇଥିବା ସେ ବେଧକୁ ଦଣ୍ଡ ମିଳୁ ନିଶ୍ଚୟ ତୁମ ଝିଅ ତୁମକୁ ମିଳୁ

  • @shydollpriti8691
    @shydollpriti8691 2 ปีที่แล้ว +50

    ହେ ଭଗବାନ ଏମିତି ସ୍ବାମିଙ୍କୁ ଛାଡି କେମିତି ଯାଉଛି ସିଏ,

    • @kumkumdas9619
      @kumkumdas9619 2 ปีที่แล้ว +5

      ସ୍ଵାମୀ ନୁହଁ, ସ୍ଵାମୀ ହେଇଥିଲେ ପୁଲିସ case ନେଇଥାଆନ୍ତେ

    • @abdeshpanda
      @abdeshpanda หลายเดือนก่อน

      ଘୋର କଳି କାଳ l ଆଜି କାଲି ଝିଅ ମାନେ ବହୁତ ଚାଲାକ ହେଇଗଲେଣି, ନିଜର ଶାରୀରିକ ସୁଖ ହିଁ ତାଙ୍କ ପାଇଁ ମୁଖ୍ୟ, ଯଦି ସ୍ୱାମୀ ଧନୀ ଓ ତାର ସ୍ତ୍ରୀ ର ସବୁ ଆବଶ୍ୟକତା ପୂରଣ କରିପାରୁଛି, ତେବେ ତାକୁ ସମ୍ମାନ ଦେବେ ଓ ତାହା ସହ ରହିବେ l ନହେଲେ କଉ ବୟ ଫ୍ରେଣ୍ଡ ପର ପୁରୁଷ ସହ ଚାଲିଯିବେ l

  • @shivadash
    @shivadash 2 ปีที่แล้ว +70

    A genuine person.. Still want his wife back. Wow... Great👏👏👏 buddy.. So generous so generous..

  • @pravashkumarsahoo5900
    @pravashkumarsahoo5900 2 ปีที่แล้ว +71

    Boy is so polite. His behaviour is very cool till now. His patience is so praiseworthy. Salute..... Pua sabu prakara ra compromise karibaku hele jhia ta jidire atala. Ei hauchi ama sasana byabasta.

    • @geeta6372
      @geeta6372 2 ปีที่แล้ว +1

      Ei hauchhi ama samaja ra bastabyata

  • @satyamebajayate6423
    @satyamebajayate6423 2 ปีที่แล้ว +107

    ଓଡିଶା ରେ ଘୋଡ଼ାଗେହି ଝିଅ/ମାଇକିନା ଙ୍କ ସଂଖ୍ୟା ବଡ଼ିଗଲାଣି

  • @himanshusahoo9443
    @himanshusahoo9443 2 ปีที่แล้ว +61

    Really geniune man, your thoughts is really admirable

  • @competativeheros4163
    @competativeheros4163 2 ปีที่แล้ว +48

    This type of news are trending in our society. It shows our development. Thanks ....

  • @rupalisahoo1097
    @rupalisahoo1097 2 ปีที่แล้ว +24

    Great personality with genuine behaviour 🙏🙏🙏

  • @girija9561
    @girija9561 2 ปีที่แล้ว +50

    Plz justice for this brother

  • @jio.6793
    @jio.6793 2 ปีที่แล้ว +27

    ଭାଇ ଆପଣ ଧର୍ଯ୍ୟ ରଖନ୍ତୁ ଆପଣଙ୍କୁ ତାଠାରୁ ଯଥେଷ୍ଟ ଅଧିକ ଭଲ ସ୍ତ୍ରୀ ମିଳିବ । ସେ ଯଦି ଆପଣଙ୍କ ସହିତ କୋୖଣସି ସମ୍ପର୍କ ରଖିବାକୁ ଚାହୁଁନାହାନ୍ତି ଆପଣ ତାଙ୍କଠୁ ଦୁରେଇ ରହିବା ଆବଶ୍ୟକ କାରଣ ବେଧ ଟୋକି ମାନଙ୍କୁ ବୁଝେଇବା ଏବଂ ତାଙ୍କ ସହ ଲାଗିବା ମୂର୍ଖାମୀର ପରିଚୟ ସେମାନଙ୍କୁ ଆପଣ କ'ଣ ସ୍ବୟଂ ଭଗବାନ ମଧ୍ୟ ଚିନ୍ନିପାରିବେନି ତେଣୁ ଧଯ୍ୟର ସହ ରହିବାକୁ ହେବ ।ବେଧ ପ୍ରକୃତିର ଝିଅ ମାନଂକ ସହ ଲଢ଼ି ନିଜେ ଅପଦସ୍ତ ହେଇଯିବେ 🙏🙏🙏🙏

    • @chitrasenasamal1116
      @chitrasenasamal1116 2 ปีที่แล้ว

      2jana jaka bedha marriage naheiki pilaa both are culprits

  • @ashish87k
    @ashish87k 2 ปีที่แล้ว +42

    ପିଲାକୁ ଦେଖିଲା ପରେ ଆଉ ତା କଥା ଶୁଣିଲା ପରେ ଜଣା ପଡୁଛି ଯେ, ପିଲା, ସରଳ ।। ଝିଅ ର ଫଟ ରୁ ଜଣା ପଡୁଛି ଯେ, ଆଉ ସେ ପିଲା ଖୋଜୁଛି ...! ଧନ୍ୟ ହେ .. ପୋଲିସ ଝିଅକୁ ଉଚିତ ଶାସ୍ତି ଦେବା ଦରକାର

  • @swapnilhembram
    @swapnilhembram 2 ปีที่แล้ว +77

    ପୁଅ ମାନକଂ ପାଇଁ ଆଇନ୍ ନାହିଁ

    • @binodchandrnayak907
      @binodchandrnayak907 2 ปีที่แล้ว

      Right bhai,
      Planning for right No low

    • @rajasheecraft
      @rajasheecraft 2 ปีที่แล้ว

      th-cam.com/video/iCztAMV9v7s/w-d-xo.html

  • @rameshnayak9521
    @rameshnayak9521 2 ปีที่แล้ว +6

    ଯଦି ଝିଅର କ'ଣ ହେଇଯାଇଥାନ୍ତା ଆଗ ପୁଅକୁ ଧର କ'ଣ କ'ଣ ଚାଲିଛି ବେ ସଙ୍ଗେ ସଙ୍ଗେ ଝିଅ ମାନଂଙ୍କୁ ନ୍ୟାୟ ମିଳିଯାଇଛି ପୁଅକୁ କାହିଁକି ନୁହେଁ

  • @kshirodsathua4342
    @kshirodsathua4342 2 ปีที่แล้ว +46

    Bhai your voice is genuine...

  • @kumkumdas9619
    @kumkumdas9619 2 ปีที่แล้ว +11

    ସମାଜରେ ନୀତି ନିୟମ ବହୁ ଚିନ୍ତା କରିକି କରା ହେଇଛି, ତାକୁ ନମାନି ବିଶୃଙ୍ଖଳିତ ଜୀବନ ବଞ୍ଚିଲେ ଏମିତି ଅସୁବିଧା ସବୁ ହେବ , ବାହା ନହେଇ ବିବାହ ର ସମସ୍ତ ଅଧିକାର ମିଳିବନି କିମ୍ବା କର୍ତ୍ତବ୍ୟ ମଧ୍ୟ ବାଧ୍ୟ କରା ହେଇ ପାରିବନି,
    ପୁଲିସ କୋଉ ground ରେ କେସ ନେବ ? ଝିଅ ପୁଅ ନିଜ ଇଚ୍ଛା ରେ ରହିଲେ, ନିଜ ଇଚ୍ଛାରେ ପିଲା ଜନ୍ମ କଲେ ଆଉ ନିଜ ଇଚ୍ଛାରେ ଛାଡ଼ିକି ଗଲେ। ସାଂସାରିକ , ସାମ୍ବିଧାନିକ, କୌଣସି ନିୟମ ଲାଗୁ ହେଇ ପାରିବନି

  • @umeshbhoi2088
    @umeshbhoi2088 2 ปีที่แล้ว +2

    ଭାଇ ମାନେ ଯଦି ଏ ଜାଗାରେ ଝିଅ ହେଇଥାନ୍ତା ତାହେଲେ କଣ ନାହିଁ କଣ ହେଇ ସାରନ୍ତାଣି ଆଉ କେତେ ଧରମ ଭାଇ ଆଉ କେତେ ଧରମ ଭଉଣୀ କେତେ ମତବ୍ୟ ଦେଇ ସାରା ତେଣି

  • @binodchandrnayak907
    @binodchandrnayak907 2 ปีที่แล้ว +21

    Justice for you Odisha all police department

  • @bharatsahoo4956
    @bharatsahoo4956 ปีที่แล้ว +1

    ପୁଅ କୁ ନ୍ୟାୟ ମିଳିବନି ଭାଇ ଆମେ ସବୁ ହତାଶ 🙏🙏🙏🙏

  • @Sher_Of_Hindustan
    @Sher_Of_Hindustan 2 ปีที่แล้ว +3

    Good decision bro... Really we proud of you...👍👍👍... Don't worry bro...God must help you and your child...

  • @swarupmohanty3655
    @swarupmohanty3655 2 ปีที่แล้ว +32

    ଗୋରୀ ଝିଅ କୁ କାଇଁ ଭଲ ପାଉଥିଲୁ... 😂😂

    • @suryamanipatra3487
      @suryamanipatra3487 2 ปีที่แล้ว +12

      ଅଜୀବ ଲୋକ ଟେ ବୋ ତୁଇ, କାଲି ଝିଅ ବି ଖେଳ କରନ୍ତି !ଗୋରୀ ହଉ କାଲି ହଉ ସବୁ character ଉପରେ ରହିଲା

    • @princesspinky3860
      @princesspinky3860 2 ปีที่แล้ว +2

      @@suryamanipatra3487 right

    • @swarupmohanty3655
      @swarupmohanty3655 2 ปีที่แล้ว

      @@princesspinky3860 ତୁମେ ଭି ଗୋରୀ ଅଛ 😂😂

    • @melisha4236
      @melisha4236 2 ปีที่แล้ว

      @Crusaders 🤣🤣🤣

  • @cutekajal4068
    @cutekajal4068 2 ปีที่แล้ว +33

    ଯେତେ ଗୋରୀ ସେତେ ଷ୍ଟୋରୀ ଗୋରୀ ଗୋଟେ ଝିଅ ଭୁଲ କରିଲେ ସମସ୍ତ ଝିଅ ମାନଂକୁ ଶୁଣିବାକୁ ପଡୁଛି ଜଣେ ପଣସ ଖାଇକି ଅଠା ସବୁ ଝିଅ ଝିଅ ମାନଙ୍କୁ ବଳୁଛନ୍ତି ଦୟା କରି ସେମାନଂକୁ କୁହନ୍ତୁ ଅନ୍ୟ ଝିଅ ମାନଂକୁ କୁହନ୍ତୁନି 🙏🏻🙏🏻🙏🏻🙏🏻🙏🏻

    • @Suryasahoo-rf5iv
      @Suryasahoo-rf5iv 2 ปีที่แล้ว +1

      Kan badhuchhi ki.......

    • @Suryasahoo-rf5iv
      @Suryasahoo-rf5iv 2 ปีที่แล้ว +2

      Sabu jhia same....

    • @ganeshpati22
      @ganeshpati22 2 ปีที่แล้ว +4

      @@Suryasahoo-rf5iv nosence to sister ko bhi kaha .....sabu jhia same nuhe avoide your nerrow mindset

    • @suvalagnasahu7977
      @suvalagnasahu7977 2 ปีที่แล้ว +3

      @@Suryasahoo-rf5iv to maa upare bi doubt karuchu tahale.... Emti pua tu...

    • @ganeshselma6399
      @ganeshselma6399 2 ปีที่แล้ว

      Tame thik kahuchha je hele aaji jadi gote pua se jhia pari karithile bartaman se pila kauthi thantaa jail vitare, hele jhia Mane jaha kale bi bhala nai ki ?

  • @rmcreation2103
    @rmcreation2103 2 ปีที่แล้ว +9

    ଭାଇ ସିଙ୍ଗଲ୍ ରହିବ ସବୁଠୁ ଭଲ

  • @helpinghandsforanimals6007
    @helpinghandsforanimals6007 2 ปีที่แล้ว +1

    ହଁ ରେ ଭାଇ ତୋ କଥା କେହି ଶୁଣିବେ ନାହିଁ।
    ହେଲେ ଭଗବାନ ତ ଅଛନ୍ତି ସେ ନାରୀ ର ଅବସ୍ଥା କଣ୍ ହେବ ସମସ୍ତେ ଦେଖିବେ।

  • @sinur2193
    @sinur2193 ปีที่แล้ว +1

    God always be with u bro and fullfill all ur desire.i will pray for you

  • @LetsHelpOne
    @LetsHelpOne 2 ปีที่แล้ว +30

    Aji kali kehi kahari nuha

  • @meghnaanu5559
    @meghnaanu5559 2 ปีที่แล้ว +9

    Justice for men 😔 and trust

  • @janmenjaya6760
    @janmenjaya6760 2 ปีที่แล้ว +5

    ଭାଇ ଭୁବନେଶ୍ୱର କନ କୋଉଠି ଭି ନେବେ ନି ତୋମୋ FIR. This is the default of being a man

  • @dipti_N
    @dipti_N 2 ปีที่แล้ว +23

    Vai tume kete bhala lo...amiti pua ku chhadiki tume kmiti jaiparila...amiti swami ku dhoka kn pai dela

    • @captainamerica6749
      @captainamerica6749 2 ปีที่แล้ว +1

      Jia Manan kan prauti tike kharap ta Sethi pain

    • @bisaksahoo9688
      @bisaksahoo9688 2 ปีที่แล้ว

      Hy dipti

    • @Sun_Dil
      @Sun_Dil 2 ปีที่แล้ว +1

      Tame heijauna se pua ra wife jadi ete dard hauchi

    • @sangeetaguru5456
      @sangeetaguru5456 2 ปีที่แล้ว

      @@captainamerica6749 Sabu jhia saman nuhanti bro kichi faltu jhia ka Pai samasta blem hauchanti

    • @captainamerica6749
      @captainamerica6749 2 ปีที่แล้ว

      @@sangeetaguru5456 kahi paribani tanka pain sabu athi kukura hei jibe

  • @binodchandrnayak907
    @binodchandrnayak907 2 ปีที่แล้ว +12

    Odisha police department not working, duty time mein 💤😴,

  • @pradoshkumar7833
    @pradoshkumar7833 2 ปีที่แล้ว +2

    ଏବେ ଖାଲି ଲଭ ସେକ୍ସ ଧୋକା ଚାଲିଛି

  • @SomSonu210
    @SomSonu210 2 ปีที่แล้ว

    Really this boy is very simple & polite please give his rights.

  • @abdeshpanda
    @abdeshpanda หลายเดือนก่อน

    ଘୋର କଳି କାଳ l ଆଜି କାଲି ଝିଅ ମାନେ ବହୁତ ଚାଲାକ ହେଇଗଲେଣି, ନିଜର ଶାରୀରିକ ସୁଖ ହିଁ ତାଙ୍କ ପାଇଁ ମୁଖ୍ୟ, ଯଦି ସ୍ୱାମୀ ପାଖରେ ଧନ ଅଛି ଓ ତାର ସ୍ତ୍ରୀ ର ସବୁ ଆବଶ୍ୟକତା ପୂରଣ କରିପାରୁଛି, ତେବେ ତାକୁ ସମ୍ମାନ ଦେବେ ଓ ତାହା ସହ ରହିବେ l ନହେଲେ କଉ ବୟ ଫ୍ରେଣ୍ଡ ପର ପୁରୁଷ ସହ ଚାଲିଯିବେ l

  • @chandrashekharjena5953
    @chandrashekharjena5953 2 ปีที่แล้ว

    ସବୁ ସମାଜସେବୀ କୁଆଡେ ଗଲେ ଯଦି ୟା ଜାଗାରେ କେହି ଝିଅ ହେଇ ଥାଆନ୍ତା ତାହେଲେ ସବୁ ଆସି ତାର ଘର ଆଗରେ

  • @Trueloveyouth
    @Trueloveyouth 2 ปีที่แล้ว +2

    ଯେମତି ମାର ଅଛି ବାପାର ବି ଅଧିକାର ଅଛି
    କଣ ପୁରୁଷ ମାନେ ମଣିଷ ନୁହନ୍ତି
    ନ୍ୟାର ମିଳୁ ଏ ପିଲାକୁ

    • @chitrasenasamal1116
      @chitrasenasamal1116 2 ปีที่แล้ว

      bapa kie? marriage heichhi ki? kou adhikar re baapa kahuchha? sex kariki samaja ku kalankita karuchha sesare media...first be in discipline

  • @gunjandash2049
    @gunjandash2049 2 ปีที่แล้ว +13

    Ghor kalikala asigala mahaprabhu 🙏

  • @pravakarnaik1999
    @pravakarnaik1999 2 ปีที่แล้ว

    Great Prasoon sadha sidha loka bedhe manaka sangare kemiti laguchhanti

  • @Scorpion_poo
    @Scorpion_poo 2 ปีที่แล้ว +1

    U r really a gd man yarr

  • @sradhanjalimallick2782
    @sradhanjalimallick2782 2 ปีที่แล้ว +1

    So honest

  • @snehalsnitik
    @snehalsnitik 2 ปีที่แล้ว +5

    Please justice⚖ to him

  • @Sovakar_jani
    @Sovakar_jani 2 ปีที่แล้ว +4

    Crack UPSC

  • @sadstatus905
    @sadstatus905 2 ปีที่แล้ว

    ଭୁବନେଶ୍ୱର ରେ ମାଗିହା ପୋଲିସ ସବୁ ଅଛନ୍ତି

  • @manasbehera7044
    @manasbehera7044 2 ปีที่แล้ว

    Salute bhai tamaku 🙏🙏

  • @biswanathlohar2598
    @biswanathlohar2598 2 ปีที่แล้ว +1

    ଭାଇ ଆପଣଙ୍କୁ ଗୋଟେ କଥା କହୁଛି ଏଯୁଗ ବଦଳୀଗଲା କାହିଁକି ନା ପିଲାଯଦି ଝିଅ ଙ୍କୁ ଧକା ଦିଏ ସାଗେସାଗ୍ ଆକ୍ସନ ନିୟନ୍ତି ଆଓ ଝିଅ ଯଦି ପିଲାକୁ ଧକା ଦିଏ କ'ଣ ପାଇଁ ଆକ୍ସନ ନେଉନାହାନ୍ତି 😂😂😂 କ'ଣ ପିଲା ହେଲୁ କୁକୁର ନା କ'ଣ FIR ନେଉନାହାନ୍ତି

  • @user-cy6jv3vo4i
    @user-cy6jv3vo4i 2 ปีที่แล้ว

    ସବୁ ତ କଟକ ଭୁବନେଶ୍ୱର ଆଉ😠😠😠😠😠

  • @ashissethy3936
    @ashissethy3936 2 ปีที่แล้ว +2

    #court ku jaaa, lawyer saha contact kara

  • @litulitulitulitu7863
    @litulitulitulitu7863 2 ปีที่แล้ว

    You are Right

  • @binodraaz7197
    @binodraaz7197 2 ปีที่แล้ว +1

    Bhai tomoku dhonyabad sei jhio ta tomoku chahuni

  • @hindusenpurty721
    @hindusenpurty721 2 ปีที่แล้ว +1

    True person 👍👍👍

  • @Angelswarna1422
    @Angelswarna1422 2 ปีที่แล้ว

    Bro great work god always be with u best thanks bro

  • @er.abhisekblogs6891
    @er.abhisekblogs6891 2 ปีที่แล้ว

    Jay jagannath

  • @rajeshgochhayat7218
    @rajeshgochhayat7218 2 ปีที่แล้ว

    This man is very good

  • @amanishabarla359
    @amanishabarla359 2 ปีที่แล้ว

    Bhai apana bahut bhala je ete sabu katha bujhi paru chhanti.....🙏🙏

  • @bhagyashreerout6550
    @bhagyashreerout6550 2 ปีที่แล้ว +1

    Bhai odia jhia yete ultra modern heleni😁😁😁😁

  • @pradeepkumardas9429
    @pradeepkumardas9429 2 ปีที่แล้ว

    Last advertisement was epic... High level...

  • @moviemasti7632
    @moviemasti7632 2 ปีที่แล้ว

    I know him personally he is a good person...

  • @blackgrey9474
    @blackgrey9474 2 ปีที่แล้ว

    Jhia thik thile pua kharap au pua thik thile jhia kharap. Bhala pua ku bhala jhia miliba bohut difficult 🙏 Btw sei jhia ta ei pura ra double age dekha jauchi

  • @mrojalin810
    @mrojalin810 2 ปีที่แล้ว +4

    pua mana nka pain bi purusa kamisan rahiba katha.

  • @bossdon601
    @bossdon601 2 ปีที่แล้ว

    Jay Jagannath ❤️🙏
    Jay Navin ji ❤️🙏.Jay bjd .
    Naya miliba 🙏👍🏻.Jay babi bhai

  • @biswajitsahani3396
    @biswajitsahani3396 2 ปีที่แล้ว

    right

  • @tukunadas1518
    @tukunadas1518 2 ปีที่แล้ว

    ଓଡ଼ିଶାରେ ପୋଲିସ ମାନେ ସବୁ ମାଘିଆ

  • @prasannakuguiya4227
    @prasannakuguiya4227 2 ปีที่แล้ว +1

    Pls help this person

  • @bidhukanta.parida5633
    @bidhukanta.parida5633 ปีที่แล้ว

    Stop injustice with male person.

  • @gopinathsamal3930
    @gopinathsamal3930 2 ปีที่แล้ว +1

    ନ ଫେରୁ, ବହୁତ enjoy କରିଛୁ

  • @jitendradas7222
    @jitendradas7222 2 ปีที่แล้ว

    Administrative officer should take action of fir

  • @chandanpal7989
    @chandanpal7989 2 ปีที่แล้ว

    ଦିନ ଥିଲା ପୁଅ ଭୂଲ୍ କରୁଥିଲା ଏବେ ଝିଅ

  • @videoswithbiren
    @videoswithbiren 2 ปีที่แล้ว +2

    Ama bhali eligible batchelor hni ae case solve kariparibu sethipain sabu district re gote gote love case station khola sethire ama bhali pila nku rakha

  • @lipunoobgamer1495
    @lipunoobgamer1495 2 ปีที่แล้ว

    Perfect pila ta

  • @Sandeep_5432
    @Sandeep_5432 2 ปีที่แล้ว +7

    Khira khaiba bayasa re chhua janama Kari deichhi 🤣

  • @hey_gobi8489
    @hey_gobi8489 2 ปีที่แล้ว

    Justice for Brother

  • @krupasindhubehera184
    @krupasindhubehera184 2 ปีที่แล้ว

    Justice for brother

  • @seetheyou
    @seetheyou 2 ปีที่แล้ว

    Take this to social media.. tag in police and ministers

  • @sorojinidei3168
    @sorojinidei3168 2 ปีที่แล้ว

    I remember Bijaysharma sir....

  • @sscdiwani3629
    @sscdiwani3629 2 ปีที่แล้ว +9

    New current affairs miligala next exam pain 😂😂😂

  • @bikramdey9006
    @bikramdey9006 2 ปีที่แล้ว

    Jay Jagannath 🙏🙏🙏

  • @thanasundarlaria9077
    @thanasundarlaria9077 2 ปีที่แล้ว

    Police should file the complaint

  • @rajasahoo2505
    @rajasahoo2505 2 ปีที่แล้ว +1

    Actually media wala news chhadiki samastanka personal life re kahara kn chhalichhi..emanankara bhari tengouchhi ...suni suni e media wala halouchhanti bodhe....seithipain khali aei news...

  • @divyapati3291
    @divyapati3291 2 ปีที่แล้ว

    Too painful

  • @munabhaillb8843
    @munabhaillb8843 2 ปีที่แล้ว

    Court ase affairs de ... Judicial magistrate knu

  • @haramahapatra4048
    @haramahapatra4048 2 ปีที่แล้ว

    You can go to court.

  • @BinodDora
    @BinodDora ปีที่แล้ว

    Jay jagarnath bhai bhagaban thik karibe

  • @bharattech7279
    @bharattech7279 2 ปีที่แล้ว +1

    Bhai, sehi kalankini jhia ta ku accept karani , kintu se chhuaa taku rakha, aau Anya jhia ku Baha hua

  • @bhikaribalofficial
    @bhikaribalofficial 2 ปีที่แล้ว

    Tame jhia ku neiparibani,jadi pua heithanta tahale se chhua Tamara heithanta. Se puni keteta situation ku dekhi,

  • @rostboy3060
    @rostboy3060 2 ปีที่แล้ว +1

    Bhala pila ta hele bedhei jhio ta

  • @lipikilife5141
    @lipikilife5141 2 ปีที่แล้ว

    Ete believe thila dn leav in badalare baha heithile vala heithanta

  • @ashokmallik1913
    @ashokmallik1913 2 ปีที่แล้ว

    Right bro Apan bahut bhala se jhia kharap....

  • @b.b6021
    @b.b6021 2 ปีที่แล้ว

    Justice him

  • @Nirmal_20
    @Nirmal_20 2 ปีที่แล้ว

    Hau jaha hela ea chalchitra name deidia "Hau Hau Heigala na Karu Karu Karideli"🥳

  • @Rajababu-gk6kp
    @Rajababu-gk6kp 2 ปีที่แล้ว

    ଗୋରୀ ଝିଅ ବହୁତ ଡେନଜର୍

  • @pranatisamantaray144
    @pranatisamantaray144 2 ปีที่แล้ว +2

    Kou Thana re pua nku naya miluni. Thana kebal jhia nka Dosha godeiba paine heichi

  • @binods4848
    @binods4848 2 ปีที่แล้ว

    I really felt bad n sad for the boy, he seems quite humble towards life. A father becomes a helpless person if wife turns out to be an ashole e with illogical thinking n act.

  • @danishthemusiclover3971
    @danishthemusiclover3971 2 ปีที่แล้ว

    Please help this person😥😥😥😥🙏🙏🙏🙏🙏

  • @pabitraanayak9294
    @pabitraanayak9294 2 ปีที่แล้ว +6

    Bhai, apana jou partner select Karile, wrong kale... Because apana nka tulanare se bahut hi sundar dekhibaku, taku obviously better milithiba. Sethipai pai se apana nka hata chhadidela. Sethipai pura life time ra decision nela bele 100 thara bhabi niantu.

    • @narendora4625
      @narendora4625 2 ปีที่แล้ว

      photo re dekhichanti ...REAL re dekhichanti k sundar na asundar...j.
      se Love karuthila na prostitute thila

    • @pabitraanayak9294
      @pabitraanayak9294 2 ปีที่แล้ว

      @@narendora4625 photo au real bhitare difference thiba but kam... Fir v nija level dekhiba thik... Karana pare problem hebar chance bahut kam thae. Se jhia ete sundar au au bhala background ra boli sina taku au kie milila... jadi se bhai taki choose na kari normal jhia te choose karithante se kebe emiti karinathanta. Au jou pua taku accept karibaku jauchji se b ta sabubjani accept karuchi. Kn pai ??? Se pua mind ku kn asuni j ea prostitute ki kn ?? Au apana jou love katha kahuchanti Ajikali pure love achhi ki??

  • @rameshkuamr6155
    @rameshkuamr6155 2 ปีที่แล้ว

    Shabash .

  • @saswatmohapatra6475
    @saswatmohapatra6475 2 ปีที่แล้ว

    Bro to dukha mu bujhi paruchiii....

  • @pabitrakumarpradhan4431
    @pabitrakumarpradhan4431 ปีที่แล้ว

    Fir jadi police register karuni court re 1cc case file kara

  • @BSvlogs89
    @BSvlogs89 2 ปีที่แล้ว +1

    Aji ka date purush bohut problem re rahuchanti....

  • @nilupadhi6136
    @nilupadhi6136 2 ปีที่แล้ว +1

    Hello

  • @aradhanadas7211
    @aradhanadas7211 2 ปีที่แล้ว

    Chhadia taku au se chhuaku au gote baha hua khusire ruha

  • @jayadevsahu6484
    @jayadevsahu6484 2 ปีที่แล้ว

    COURT re jaiki direct FIR deidia

  • @sangeetaprusty2044
    @sangeetaprusty2044 2 ปีที่แล้ว

    Shame on u all police ..