ଅଡୁଆରେ ଫସିବେ ମୋହନ ମାଝୀ ! mohan majhi | shankar mada | khati

แชร์
ฝัง
  • เผยแพร่เมื่อ 26 ก.ย. 2024
  • ଅଡୁଆରେ ଫସିବେ ମୋହନ ମାଝୀ ! mohan majhi | shankar mada | khati
    #bjd #odisha #mohanmajhi #bjp #laxmibus #naveenpatnaik #vkpandian #shankaromsharan #shankarmada #odianews

ความคิดเห็น • 1.2K

  • @rameswar3765
    @rameswar3765 3 หลายเดือนก่อน +50

    ବିଜଦ କରୁ ଥିଲା ବିଜେପି କରିବ
    ସାଧାରଣ ଲୋକଙ୍କ ଲାଭ ନାହିଁ କି କ୍ଷତି ନାହିଁ।
    କର୍ଣ୍ଣ ମଲେ ପାଞ୍ଚ, ଅର୍ଜୁନ ମଲେ ପାଞ୍ଚ।
    ଆମେ ଚକୁଳି ଖିଆ ଲୋକ,ବିନ୍ଧ କାହିଁ ଗଣିବା ।
    କଟକ ଚିନ୍ତା ବାଇମୁଣ୍ଡି କି ,ଆମେ କି ଛାର ।
    ସମସ୍ତେ ଲୁଟି ଖାଇବେ କାହାକୁ କହିବା ।
    ଘଇତା ଅଯୋଗ୍ୟ ପଣେ
    ମାଇପ ଶୋଇଛି ଚାକୁଣ୍ଡା ବଣେ ।

  • @chittaranjanabeshra6887
    @chittaranjanabeshra6887 3 หลายเดือนก่อน +56

    ଭାଇ ଇର୍ଷା ହେଉଥିବ
    କିନ୍ତୁ ଠିକ୍ କୋହିଲେ
    ହେଲେ ସମୟ ଆସିଲେ ଆଦିବାସି ଜାଣି ପାରିବେ

    • @liliptamohanty8405
      @liliptamohanty8405 3 หลายเดือนก่อน +3

      Dekhiki Adani ku allow karani jungle naba paine

  • @simantinijena959
    @simantinijena959 3 หลายเดือนก่อน +55

    ଆଗରୁ ମଧ୍ୟ୍ୟ... ହେମାନନ୍ଦ ବିଶ୍ୱାଳ ଓ ଗିରିଧର ଗମାଙ୍ଗ ମଧ୍ୟ୍ୟ ଥିଲେ ସମାନ ଜାତିରୁ 🙏🏻

  • @କଳ୍କୀ
    @କଳ୍କୀ 3 หลายเดือนก่อน +153

    TV ଚାଲିବ ଓଡ଼ିଶାରେ
    ରିମୋଟ ରହିବ ଦିଲ୍ଲୀ ରେ

    • @sundargarhsng9463
      @sundargarhsng9463 3 หลายเดือนก่อน +8

      Naked truth.....

    • @biswaranjanparida5679
      @biswaranjanparida5679 3 หลายเดือนก่อน +10

      Bjd government tv chaluthila odisha re but remote thila tamilnadu re 😂😂

    • @buddheswarmunda
      @buddheswarmunda 3 หลายเดือนก่อน +4

      ଜ୍ଵଳ ଜ୍ଵଳ ଦେଖା ଯାଉଛି

    • @bidyadharhembram9837
      @bidyadharhembram9837 3 หลายเดือนก่อน +5

      Tu nije nije CM heunu bhai

    • @uniqueofficialjeetu9030
      @uniqueofficialjeetu9030 3 หลายเดือนก่อน +1

      Ek dom right bhai pore bujhibe
      Khub sighro asibo se somoyo❤❤❤❤

  • @Sawnkartick
    @Sawnkartick 3 หลายเดือนก่อน +116

    ବାସ୍ତବ ମତ ରଖିବାରେ କୌଣସି ଅସୁବିଧା ନାହିଁ । ସ୍ଵାଧୀନ ଭାବେ ନିରପେକ୍ଷ ମତ ରଖି ଚାଲ ।

  • @jwbiswa7211
    @jwbiswa7211 3 หลายเดือนก่อน +132

    ଆରେ ଭାଈ ଘରେ ନ ପଶୁଣୁ ଚାଳ ବାଜିଲାଣି
    ଟିକେ ତ ଅପେକ୍ଷା କର ନୂଆ ସରକାର
    ଆସିଲା କଣ କରୁଚି ନ କରୁଚି ଦେଖିବା
    ନଈ ନ ଦେଖଣୁ ନଙ୍ଗଳl କାଇଁ ହଉଚ

    • @prafullamishra5697
      @prafullamishra5697 3 หลายเดือนก่อน +4

      Kouthi chala bajila ?

    • @callwarking
      @callwarking 3 หลายเดือนก่อน

      pagol ta🤦sala.

    • @MuralidharMulia
      @MuralidharMulia 3 หลายเดือนก่อน +5

      ଆରେ ଭାଇ ଏ କଥା ଗୁରା ନିରୋଳା ସତ।ହେଲେ ଏ କଥା କଣ ଆଦିବାସୀ ନେତା ବୁଜିବେ।ସେ ବା ଆର୍ ଏସ ଏସ ର।

    • @PramilaDas-bp6hg
      @PramilaDas-bp6hg 3 หลายเดือนก่อน

      A NM​@@prafullamishra5697

    • @KariaMajhi-x2w
      @KariaMajhi-x2w 3 หลายเดือนก่อน +3

      Bhai apana kan adibasi mannkara khusiku dekhi sahiparu nahanti

  • @simantinijena959
    @simantinijena959 3 หลายเดือนก่อน +81

    ରାଷ୍ଟ୍ରପତି ଛିଡା ହୋଇଥିବା ବେଳେ... ପ୍ରଧାନମନ୍ତ୍ରୀ ମୋଦି ବସିଥିବା ଫୋଟୋ ଚିତ୍ର..viral ହୋଇଥିଲା... #ସନମାନ ଆଦିବାସୀ 🙏🏻

    • @monaranjnjena1669
      @monaranjnjena1669 3 หลายเดือนก่อน +9

      ତୁ କିଏ ତର ବାପା କୁ କହିବୁ ଭଲ ଡାକ୍ତର ଦେଖି ଆଖି ଅପରେସନ କରୀବ

    • @Movie12282
      @Movie12282 หลายเดือนก่อน

      Are bhai look miss haethiba
      Congress karta aadivasi president kariche
      BJP ta 2 janaku kariche

  • @ashokbarik1750
    @ashokbarik1750 3 หลายเดือนก่อน +18

    ବିରୋଧ କରିବା ପାଇଁ ମନା ନାହିଁ ରେ ସଙ୍କରା କିନ୍ତୁ ପ୍ରଥମେ ଠିକ୍ ସେ ସମ୍ମାନ ଦେବା ଶିଖ

  • @attitudetapan8211
    @attitudetapan8211 3 หลายเดือนก่อน +34

    ଆଦିବାସୀ ଲୋକ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ହେବା କଥା ଜାଣି ଈର୍ଷା ଲାଗୁଛି କି ନା ସହି ହେଉନି । ଏ ଯାଏ ତ ଆରମ୍ଭ କିଛି ହେଇନି ଆଗକୁ କଣ ହେଉଛି ଦେଖିସାର ତା ପରେ କହିବ।

    • @eswarmarndicreations8719
      @eswarmarndicreations8719 3 หลายเดือนก่อน +1

      Bhai BJP ra chronology ku bujhibaku podiba

    • @MuralidharMulia
      @MuralidharMulia 3 หลายเดือนก่อน

      ଆଗକୁ କିଛି ହେବନି।ଜଳ ଜମି ଜଙ୍ଗଲ ଖଣି ଖାଦାନ ପାହାଡ ପର୍ବତ ଆଦିକୁ ଆଦାନୀ ଅମ୍ବାନୀ କୁ ଦେବା ପାଇଁ ମୋଦୀ ସରକାର।ସମସ୍ତ ଆଇନ୍ କରିଛନ୍ତି। ଏ ସବୁକୁ ଓଡ଼ିଶାର ଆଦିବାସୀ ମୁଖ୍ୟ ମନ୍ତ୍ରୀ ହଟାଇ ପାରିବେ କୁ?।ଏହି ପ୍ରଶ୍ନର ଉତ୍ତର ଭିତରେ ଲୁଚି ରହିଛି ଓଡ଼ିଶା ସରକାର ର ଭବିଷ୍ୟତ।ଆମେ ନିଶ୍ଚିତ ଏ ସବୁ ପ୍ରଶ୍ନ ର କିଛି ଉତ୍ତର ବିଜେପି ପାଖରେ ନାହି।

    • @BIJAYPRATUSHAMAJHI
      @BIJAYPRATUSHAMAJHI 3 หลายเดือนก่อน +1

      Murko

    • @MatiMurmu-gn7xi
      @MatiMurmu-gn7xi 3 หลายเดือนก่อน

      Right

    • @anandamohakuda4943
      @anandamohakuda4943 3 หลายเดือนก่อน

      Kichi b habani

  • @BrahmacharanDash
    @BrahmacharanDash 3 หลายเดือนก่อน +8

    ଆରେବାବୁ କଥାକହିବା ଆଉକାମକରଵା ଭିତରେ ଅଲଗା କେମେରା ଆଗରେ ବକର ବକର ନହୋଇ ଫିଲକୁ ବହାରିପଡ

  • @ODISHABHAI-eq8jq
    @ODISHABHAI-eq8jq 3 หลายเดือนก่อน +67

    ଖଣି ଲୁହା ପଥର ଖଣି କୁ ଲୁଟିବା ପାଇଁ, ମୋହନ ମାଝି ଙ୍କୁ ମୋଦି ମୁଖ୍ୟମନ୍ତ୍ରୀ କରିଛି

    • @uniqueofficialjeetu9030
      @uniqueofficialjeetu9030 3 หลายเดือนก่อน +2

      Ek dom right bhai

    • @sudambehera7994
      @sudambehera7994 3 หลายเดือนก่อน

      Tama ku bodhe modi kahithila😂

    • @suryakantamohanta5974
      @suryakantamohanta5974 3 หลายเดือนก่อน +2

      100% right

    • @monaranjnjena1669
      @monaranjnjena1669 3 หลายเดือนก่อน

      ତୁ ସଳାଟି କିଏ ତୁ ଭଟ ଦେଇଚୁନା

    • @jaymuduli4583
      @jaymuduli4583 3 หลายเดือนก่อน +1

      ଆଗରୁ କିଏ ଲୁଟୁ ଥିଲା

  • @padminibankara8222
    @padminibankara8222 3 หลายเดือนก่อน +18

    ସତ ଭାଇ ଆପଣ ଠିକ୍ ବୁଝି ହନ୍ତି ବିଜେପି ଜାଗା ଦେଖି ହାତ maruchi ଯଦି ଆଦିବାସୀ ସତର୍କ a ହୁଅନ୍ତୁ ତେବେ ଯାହା ହେବ ପରେ janijibe

  • @Santaligoldmusic7596
    @Santaligoldmusic7596 3 หลายเดือนก่อน +65

    ସତ କଥା କହି ଛନ୍ତି ଭାଇ ...!

  • @nandabhoi3226
    @nandabhoi3226 3 หลายเดือนก่อน +34

    ଏକଦମ ସତ କଥା କହୁଛନ୍ତି ଭାଇ

  • @jasminehansdah8012
    @jasminehansdah8012 3 หลายเดือนก่อน +8

    ଆଦିବାସି
    ମୁଖ୍ୟ ମନ୍ତ୍ରୀ ହେଲେ ଏତେ ବଥାଇ
    ବା ରକା ରଣ
    କଣ😊

  • @naranginaik3849
    @naranginaik3849 3 หลายเดือนก่อน +19

    ତୁ ଆଦିବାସୀ ଶାସନ ଗାଦିରେ ଦେଖି ଜଳୁଛୁ. ଭାରତ କୁ ସ୍ୱାଧିନ ଆଣି ବାକୁ ଆଦିବାସୀ ବୀର ପୁରୁଷ କଣ କରିଥିଲେ ଜାଣିଛ ତ!ଆକ୍ଷେପ କରି ଆଦିବାସୀ ଆଦିବାସୀ କଣ କହୁଛୁ.

  • @hrudanandadas782
    @hrudanandadas782 3 หลายเดือนก่อน +61

    ଏହାକୁ ମୁଖ୍ୟମନ୍ତ୍ରୀ କରିବାର ଥିଲା

    • @topoisahu7935
      @topoisahu7935 3 หลายเดือนก่อน

    • @guptapujari2587
      @guptapujari2587 3 หลายเดือนก่อน

    • @pranabmohanta
      @pranabmohanta 3 หลายเดือนก่อน

      😂😂

    • @jaga-miralifestyle2227
      @jaga-miralifestyle2227 3 หลายเดือนก่อน

      😂😂😂😂

    • @rojalinegajendra8398
      @rojalinegajendra8398 3 หลายเดือนก่อน

      Kayi tume kn bjp chamcha ki badhuchi...😂😂😂are tume seyi murkha ku murkha heiki rahigala 😂😂odisha basi...20ta mp sit deiki kn kala silent rahila nitish& Naidu tuma tharu km site deiki sabu dimand kariki bhala ministry nele...tume odisha bjp leader mane kn ta anila be

  • @tribikrambehera3945
    @tribikrambehera3945 3 หลายเดือนก่อน +28

    ଆରେ ଜ୍ଞାନୀ ବାବା ତୁମେ କେମିତି ଜାଣିଲ ଯେ ଅଡୁଆରେ ଫସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ତୁ ଯେଉଁ ବିଜେପି ବିରୁଦ୍ଧରେ ଅପପ୍ରଚାର କରୁଛୁ ଆଗକୁ ତୋ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯାନୁଷ୍ଠାନ ହେଉ ବୋଲି ଆମେ ସମସ୍ତେ ସରକାର ପାଖରେ ନିବେଦନ କରୁଛୁ ।
    " ଜୟ ପ୍ରଭୁ ଶ୍ରୀ ମରୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମ "

    • @satyaswarupnayak4381
      @satyaswarupnayak4381 3 หลายเดือนก่อน

      Aau Rama nahanti
      Ajodhya re kukura pari hariba pare aau Rama nahanti ebe jagannath nka Naa bikri karuchhi modi 🤣🤣🤣🤣

    • @suryanandasoren6659
      @suryanandasoren6659 3 หลายเดือนก่อน +5

      ତାହା ତ ଦେଖ। ଯାଉଛି, ତୁମେ ଧମକ ଦେଇ କଥା ଲୁଚାଇବ କି ? ଆଦିବାସୀଙ୍କୁ ବୁକ।😮 ବନାଇବ।ର୍ ଏହା ଏକ ପ୍ରୟାସ ।

    • @durbashasahani4154
      @durbashasahani4154 3 หลายเดือนก่อน +1

      କିଛି ଭୁଲ କହୁଛନ୍ତି କି ସାର...

    • @cricketunbelievable5262
      @cricketunbelievable5262 3 หลายเดือนก่อน +1

      Tu kn chhodi hau chhu modi jadi aadivasi loka ku ete bhala pauchhi kana pai ram mandir Innaguration re invite kaleni modi

    • @sarojkumarpradhan1917
      @sarojkumarpradhan1917 3 หลายเดือนก่อน

      Original dialog

  • @nabinkumarbagarty1186
    @nabinkumarbagarty1186 3 หลายเดือนก่อน +19

    Salute to your speech 🙏

  • @LokanathPadhi-t8d
    @LokanathPadhi-t8d 3 หลายเดือนก่อน +28

    ତୁ ସଂକରା ଏତେ ପାଠ ପଢାନି , କିଏ କ'ଣ ତାହା ସମସ୍ତେ ଜାଣନ୍ତି । ତୁ ଛାତ୍ରଛାତ୍ରୀ ଙ୍କୁ ପଢ଼ାଇବା ଲୋକ , ପାଠପଢା ଉପରେ ଧ୍ୟାନ ଦେ

  • @sudammarndi123
    @sudammarndi123 3 หลายเดือนก่อน +45

    ସତ କଥା ଭାଇ କୁରାଢି ବେଣ୍ଟ ଗଛ କାଟିବାକୁ କାଠହିଁ ସାହାରା ଦିଏ ସେହିପରି ସମସ୍ତେ ଆଦିବାସୀ ମାନେ ୫ ବର୍ଷ ଭୋଗିବେ ଏଥିରେ ଆଉ ନିସ୍ତାର ନାହିଁ🤔🤔🤔😢😢😢😢😢😢💆💆💆💆

    • @Deshbhakt-hx9du
      @Deshbhakt-hx9du 3 หลายเดือนก่อน

      Jai johar❤😂🎉

    • @alivetour-t6j
      @alivetour-t6j 3 หลายเดือนก่อน +1

    • @Deshbhakt-hx9du
      @Deshbhakt-hx9du 3 หลายเดือนก่อน

      @@alivetour-t6j Jeda juhari

    • @santalientertainment903
      @santalientertainment903 3 หลายเดือนก่อน +1

      ଏବେ ଆଦିବାସୀ ମାନେ ପାକିସ୍ତାନ ଚାଲି ଯିବେ।

    • @Deshbhakt-hx9du
      @Deshbhakt-hx9du 3 หลายเดือนก่อน +1

      @@santalientertainment903 ପାକିସ୍ତାନ ଯିବେନି। ସଂଘୀ ମୁହଁ ରେ ମୁତିବେ । M.P. treatment

  • @rabindrabindhani9103
    @rabindrabindhani9103 3 หลายเดือนก่อน +10

    ଏ କଥା ସତ୍ ବିଗତ 25ବର୍ଷ ଭିତରେ ଆପଣ କେଉଁଠି ଥିଲେ ?

  • @Shiba546
    @Shiba546 3 หลายเดือนก่อน +36

    Sir apana jaha kahuchhanti all right 100%

  • @kamalakantamalik8911
    @kamalakantamalik8911 3 หลายเดือนก่อน +2

    ସାଧାରଣ ତଥ୍ୟ ସଂଗ୍ରହ କରି ମି, ଥିବା,ଖବର,ଟିକିଏ,ଭାଇ ଙ୍କ,ଉପସ୍ତା,ପନାଠିକ

  • @arjungamango8543
    @arjungamango8543 3 หลายเดือนก่อน +39

    100% କହିଲେ sir

  • @raajdhaniengineeringcolleg9103
    @raajdhaniengineeringcolleg9103 3 หลายเดือนก่อน

    GOOD EPISODE, THANKS KEEP IT UP.

  • @BibunaBibhuti
    @BibunaBibhuti 3 หลายเดือนก่อน +16

    Thanks your indicate

  • @dr.pradeeptarai3422
    @dr.pradeeptarai3422 3 หลายเดือนก่อน +7

    ଆଦିବାସୀ ମାନଙ୍କ ର ଜମି ଅଧିଗ୍ରହଣ ପାଇଁ ପୂର୍ବତନ ନବୀନ ସରକାର ଜବରଦସ୍ତ ଅନୁମତି ପାଇଁ କାର୍ଯ୍ୟ କରିଛନ୍ତି। ଜେ ଏସ ଡ ବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟ ପାଇଁ କୁଜଙ୍ଗ ଗଡ଼, ନୂଆଗାଁ, ଢ଼ିଙ୍କିଆ କଥା କହୁନା ।ମୋଦୀ ସରକାର ଆସି ଏଠାରେ ଅତ୍ୟାଚାର କରୁଥିଲେ

  • @ODISHABHAI-eq8jq
    @ODISHABHAI-eq8jq 3 หลายเดือนก่อน +16

    Right 👍🏾 ମା ଡ

  • @tapanmarndi2787
    @tapanmarndi2787 3 หลายเดือนก่อน +12

    ତମକୁ CM କରିବାର ଥିଲା। ତମେ ହେଲନି ବୁଲି ଇର୍ଷା କରୁଛ। କାହିକିଁ ନା ତମର ଓଡ଼ିଶା ପ୍ରତି ବହୁତ ଜ୍ଞାନ।

    • @lmcreation7284
      @lmcreation7284 3 หลายเดือนก่อน

      Right ଦେହରେ ଯାଉନାହିଁ

    • @tapanmarndi2787
      @tapanmarndi2787 3 หลายเดือนก่อน +2

      ଏତେ ଚିନ୍ତା ଥିଲା ଯଦି BJP BJP କାହିକିଁ ହଉ ଥିଲ। ଓଡ଼ିଆ ଲୋକ ତ ଅଧିକା Naveen ସରକାର ଙ୍କୁ ଘୃଣା କଲେ। 24ବର୍ଷ ଶାସନ ଭଲ ଲାଗିଲାନି ସରକାର ବଦଳେଇ ବାକୁ ବହୁତ୍ ଇଚ୍ଛା। ଏବେ କଣ ହଉଅଛି। ନିଜକୁ ନିଜେ ଘୃଣା କରୁନ ଅଲଗା ଜାତି କି ଅଲଗା ଲୋକଙ୍କଉପରେ କୃଦ୍ଧ କରୁଛ କାହିଁକି। ସମସ୍ତଙ୍କୁ ମହଙ୍ଗା ପଡ଼ିବ।

    • @RupasBehera
      @RupasBehera 3 หลายเดือนก่อน

      ଆବେ ଗାଣ୍ଡି ମରା ସଙ୍କରା ଭାଷା ତ ଠିକ୍ ସେ ଜାଣିନୁ କଥା କହୁଛୁ କଣଵେ

    • @RupasBehera
      @RupasBehera 3 หลายเดือนก่อน

      ତତେ ମାଡ଼ ଦରକାର ହେଲାଣି ଵୋଧେ

    • @tapanmarndi2787
      @tapanmarndi2787 3 หลายเดือนก่อน

      @@RupasBehera ତତେ କଣ ଦରକାର କହୁନ ସେଇୟା କହିବା ଏବଂ ସେୟା କରିବା।bjd ନେତା ଭଳି ଗୁଣ୍ଡା କଥା କହୁଛ।

  • @pratapkumarbehera5298
    @pratapkumarbehera5298 3 หลายเดือนก่อน +10

    Excellent suggestions for odisha

  • @mamatakumari3338
    @mamatakumari3338 3 หลายเดือนก่อน +4

    ଭାଇ ଠିକ୍ କହିଛ ଆମ ଆଦିବାସୀ ନିରିହ ଆଉ ସରଳ ସେଥି ପାଇଁ ତ ଆମ ଆଦିବାସୀ ଙ୍କ କାନ୍ଦ ଉପରେ ବନ୍ଧୁକ ରଖି ମଦି ସରକାର ଗୁଳି ଚଲାଇବା ବହୁତ ଭଲ ଭାବରେ ଜାଣିଛି କାରଣ ଆମ ରାଷ୍ଟ୍ର ପତି ଜଣେ ଭାରତୀୟ ମହାମାରୀ କିନ୍ତୁ ମଦି ସରକାର ର ଭୁଲ କୁ ସେ ବାହାର କୁ ଆଣିପାରୁନାହାନ୍ତି କାରଣ ଆମ ଆଦିବାସୀ ବହୁତ ନିରିହ ଆଉ ସରଳ ଜୟ ଜଗନ୍ନାଥ ପ୍ରଭୁ ତୁମ୍ଭମାନଙ୍କ ଲାଗିଲା ଆମ ଓଡ଼ିଶା

  • @SurajParida-ct9wp
    @SurajParida-ct9wp 3 หลายเดือนก่อน +29

    Bhai next congress ku jemit helebi aniba

    • @SantoshMallick-v2z
      @SantoshMallick-v2z 3 หลายเดือนก่อน

      Chaal bhaag

    • @SarojMajhi-g6y
      @SarojMajhi-g6y 3 หลายเดือนก่อน

      Tume. କଂଗ୍ରେସ ରୁମୁଖ୍ୟମନ୍ତ୍ରୀ ହୁଅ ଆମେ ଖୁସି

    • @markandasahu8360
      @markandasahu8360 2 หลายเดือนก่อน

      sankarbabubahutbahakaakathakhuntiapekhyakarantudekhibeapankulajjyalagunahi

  • @BijayaMarandi
    @BijayaMarandi 3 หลายเดือนก่อน +1

    ଭାଇ ଆଦିବାସୀ ମାନେ କେବଳ ପଦବୀରେ ରହିବେ କିନ୍ତୁ ନାମକୁ ମାତ୍ର , ଅର୍ଥାତ୍ କାମ ନାହିଁ, କାହିଁକି ନା ରିମଡ ଧରିବା ଲୋକ ଅଲଗା।😊

  • @gourisankarpanda2243
    @gourisankarpanda2243 3 หลายเดือนก่อน +7

    Good explanation Sankar Babu. Jai Jagannath.

  • @pritammohapatra5109
    @pritammohapatra5109 3 หลายเดือนก่อน +29

    ହଇରେ ଶଙ୍କରା ତୁ ଜେମିତି ସବୁ ଜାଣୁଛୁ, ତମେ ଶାଳା କେତେ ଜଣ ପପୁ ପାଇଁ congress ପଛୁଆ ହେଇଛି ଆଉ ଉଧେଇ ବନି. ସବୁ ଚୋର congress ରେ

    • @sundargarhsng9463
      @sundargarhsng9463 3 หลายเดือนก่อน +1

      My dear friend, at the time of India's freedom, it was the only party, that is Congress .....

    • @akhilkumarray3930
      @akhilkumarray3930 3 หลายเดือนก่อน +4

      Congress is the only one true politician's race to development of people 👍

    • @biswaranjanbiswal7415
      @biswaranjanbiswal7415 3 หลายเดือนก่อน

      Na na sankara ku raman Magsaysay award deba katha.but aparyanta dia jai nahi kn pai...vai mane Rahul Gandhi ku akatha janei daba.,
      Pila ta bahut hard work karuchhi..ate desha vakti aji ta pakharu sunili...ma rann a pila thila kaothi...

    • @lalita_soren
      @lalita_soren 3 หลายเดือนก่อน

      Han, e Congress hin ATM, jewellery Shop ,mandira chori karuchhi. Tore ghare bi chori kariba,kundhei ki dhari tha.
      India re jete chori loot sei Congress karuchhi. Baki sabu toh mahan santha guda tume sabu nonsense. E Congress hin nakli foods, medicine produce kari lootuchhi,dhoka dhadi hin se kare,vichara time mane kete innocent! Loot heuchha Congress dwara,hele police re FIR dei tanku fasi dei deuna?

    • @ghanashyammurmu3705
      @ghanashyammurmu3705 3 หลายเดือนก่อน

      O my lovely bro ...past is always past not future ok....

  • @akshayapanda5404
    @akshayapanda5404 3 หลายเดือนก่อน +4

    Excellent analysis with presentation 🙏❤👍

  • @saibamarandi2269
    @saibamarandi2269 3 หลายเดือนก่อน

    Your episode is highly appreciated

  • @Anewworldvlogs
    @Anewworldvlogs 3 หลายเดือนก่อน +17

    Abe sabu post sc st nebe general/OBC pile dadana jibe😢😢😢😢

    • @usert-cb3ms92
      @usert-cb3ms92 3 หลายเดือนก่อน +2

      Hn general pila au patha padhi labha nahin 😢

    • @banamalinayak9917
      @banamalinayak9917 3 หลายเดือนก่อน +10

      Achha bhai. Gote kathaa kahibaki. Tme nije test kara.. Tme odisar jou block heu ki tahasili heu ki collector office baa jou office jao.. Sethi. Sc st kete loka chakiri karichhanti au general loka keteta chakiri karuchhanti.. Tme paijiba ans ok.. Sc st khali naaa ku matra sabu post general obc neuchhanti helaa .

    • @banamalinayak9917
      @banamalinayak9917 3 หลายเดือนก่อน +1

      ​@@usert-cb3ms92bhai etiki manerakha. Bharatare sc st 70%

    • @Anewworldvlogs
      @Anewworldvlogs 3 หลายเดือนก่อน +2

      @@banamalinayak9917 jaithili bhai tahasil sabu sc st quota re paichhanti dekhili 😭

    • @banamalinayak9917
      @banamalinayak9917 3 หลายเดือนก่อน +1

      @@Anewworldvlogs sateki ketejan paichhanti.. Au general loka kete jana job paichhanti

  • @SanatanchattarChattar
    @SanatanchattarChattar 3 หลายเดือนก่อน +2

    Total ଆମେ ଆଦିବାସୀ ଖୁସି ନୁହଁ । ଆଦିବାସୀ ମାନଙ୍କ କାମ ଠିକ୍ ଭାବରେ କରିପାରିଲେ ଆମେ ଖୁସି ହେବୁ । ମୋଦୀ ହେଉଛି ଆଦିବାସୀ ବିରୋଧୀ ବୁଲି ଆମେ ଜାଣି ସାରିଛୁ। ଆଗାମୀ ଦିନରେ ଦେଖ bjp ହାରିବା ପାଇଁ ଏଇ ଆଦିବାସୀ ମୁଖ୍ୟ ସୃତ୍ର ପଲଟିବେ ।

  • @parsuramsahoo7509
    @parsuramsahoo7509 3 หลายเดือนก่อน +26

    ଜଙ୍ଗଲ ସଫା କରିବା ପାଇଁ ଜଙ୍ଗଲର କିଛିବସ୍ତୁର ସାହାରା ନେବାକୁ ପଡ଼ି ଥାଏ

    • @uniqueofficialjeetu9030
      @uniqueofficialjeetu9030 3 หลายเดือนก่อน +2

      Taha soto kohile

    • @monaranjnjena1669
      @monaranjnjena1669 3 หลายเดือนก่อน +2

      ସିଏ ଜାହାକୁ ମୁଖ୍ୟମନ୍ତ୍ରୀ କଲା ତ ବାପାର କଣ ଗଲା ଆରେ ସସୁର ପୁଅ

    • @parsuramsahoo7509
      @parsuramsahoo7509 3 หลายเดือนก่อน +1

      @@monaranjnjena1669 aere ସଲା ପୁଅର ମାମୁଁ ତୁ ମୁଖ୍ୟ ମନ୍ତ୍ରିହେଲୁନି ସବୁ ଛିଣ୍ଡେଇ ପକେଇ ଥାଆନ୍ତୁ ଧନ୍ୟବାଦ୍

    • @prafullamishra5697
      @prafullamishra5697 3 หลายเดือนก่อน +1

      Absolutely right

    • @ShraddhanjaliPanda-n2h
      @ShraddhanjaliPanda-n2h 3 หลายเดือนก่อน

      Gu6 ​@@prafullamishra5697

  • @durgaprasadbeshra9394
    @durgaprasadbeshra9394 3 หลายเดือนก่อน

    Thank you very very good

  • @jagannathbaba4035
    @jagannathbaba4035 3 หลายเดือนก่อน +2

    1000000% ଠିକ୍ ଆମ ଓଡ଼ିଶା ପିଲା ଯେମିତି ଆଉ ଦାଦନ ନ ଯାଆନ୍ତୁ ,, ଯଦି ଦାଦନ ଯିବେ ତେବେ ପରିବର୍ତ୍ତନ ବୋଲି ଗୋଟେ ଶବ୍ଦ ନାହିଁ

  • @hariharamishra3997
    @hariharamishra3997 3 หลายเดือนก่อน +6

    ଏ ଶଳା ତୁ ପରା ମୋଦିଙ୍କୁ ସମାଲୋଚନା କରୁଥୁଲୁ ଏ ବେ ପୁଣି ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଙ୍କୁ କଟୁ ସମାଲୋଚନା କରୁଛୁ ନବୀନ ଙ୍କ ଲେଟିନ ସଫା କରିବୁ ଅପେକ୍ଷା କର ଆଗକୁ କଣ ହେଉଛି

  • @TrJADUNATHMURMUOFFICIAL
    @TrJADUNATHMURMUOFFICIAL 3 หลายเดือนก่อน +2

    Bjp sorkar adivasi ro kichhi koriparibeni......jodi kichi bi kori dele adivasi ekjut hei kn koribe somoy hin jobab debo...jay adivasi jay mulnivasi 🙏🙏🙏🙏

  • @tapanmarndi2787
    @tapanmarndi2787 3 หลายเดือนก่อน +3

    ଦାଦନ ପାଇଁ ତ ବହୁତ କବିତା ଏବଂ ନେତା ମନ୍ତ୍ରୀ ପାଇଁ ଜଉ କବିତା ଲେଖି ଥିଲ। ସେଥି ପାଇଁ ତ ସରକାର ବଦଳା ଗଲା। ଓଡ଼ିଶାରେ ଖଣି ଯେତିକି ବନ୍ଦ ଥିଲା ତାହା ଚାଲୁ ହେଲେ ଦାଦନ ଯିବାକୁ କମିବ। ଦାଦନ ପାଇଁ ତ ସରକାର exchenge

  • @laxmidharmurmu8917
    @laxmidharmurmu8917 3 หลายเดือนก่อน

    Very nice comments, we hope opened the eyes of Shree Mohan Majhi for see these matters in open eyes. Thanks dear.

  • @saisaburi4004
    @saisaburi4004 3 หลายเดือนก่อน +6

    ବେଶୀ ଦୀନ ନୁହେଁ

    • @ghanashyammurmu3705
      @ghanashyammurmu3705 3 หลายเดือนก่อน

      ତୁ ଶଳା କଣ ମହା ପ୍ରଭୁ ନା କଣ...future katha କହି କରୁଛୁ

  • @rk2duofficial518
    @rk2duofficial518 3 หลายเดือนก่อน +1

    Mohan Charan Majhi best Cm👍👍👍👍👍

  • @satyajitsahu9488
    @satyajitsahu9488 3 หลายเดือนก่อน +5

    Agandia Raja ku pala chunta mantri😂😂😂😂

  • @padlamkhorra
    @padlamkhorra 3 หลายเดือนก่อน

    Thanks you sir Odisha Koraputia 🙏🙏🙏🌹

  • @BHANJDISOM7493
    @BHANJDISOM7493 3 หลายเดือนก่อน +6

    ମା ଘିଆ ତର ଚିନ୍ତା ଧାରା ଟା ବହୁତ ଛୋଟ୍

    • @suryanandasoren6659
      @suryanandasoren6659 3 หลายเดือนก่อน +1

      ଚିନ୍ତା ବଡ, ତର ଚିନ୍ତା ଛଟ

    • @callwarking
      @callwarking 3 หลายเดือนก่อน

      pagol sola

    • @sasmitajena4415
      @sasmitajena4415 3 หลายเดือนก่อน

      Tu hinta dara bahuta bada na

  • @hemantkumarroutray407
    @hemantkumarroutray407 3 หลายเดือนก่อน

    ଏହାକୁ ଆମେ ଭାବୁଥିଲୁ ସ୍ପଷ୍ଟବାଦୀ କିନ୍ତୁ ଏଇଟା ବିଜେପି ଦଳର ବିରୁଦ୍ଧାଚରଣକାରୀ ।

  • @pramodkumarnayak2720
    @pramodkumarnayak2720 3 หลายเดือนก่อน +11

    Naveen Pattanaik 🥰🥰🥰

  • @govindtudu4902
    @govindtudu4902 3 หลายเดือนก่อน +2

    ଚର୍ଚ୍ଚା ଯାହା ବି ହେଉ ସରକାର ଯିଏ ବି ହେଉ , ଆଦିବାସୀ କହିଲେ ଖାଲି ମାଝୀ କୋହ୍ଲ କୁ ବୁଝା ଯାଏ ନାହିଁ, ଏଠି ଚର୍ଚ୍ଚା ହେଉଛି ଆଦିବାସୀ ଲୋକ ଙ୍କ, ମାନେ ଭାରତ ଭଳି ରାଷ୍ଟ୍ର ରେ ପ୍ରାୟ ଆଦିବାସୀ ଙ୍କ ସଂଖ୍ୟା 10%above । ଆଦିମ ଅଧିବାସୀ ସେଇମାନଙ୍କୁ କୁହାଯିବ ଯେ ପୂର୍ବ କାଳ ରୁ ଏଦେଶ ର ବା ଏ ରାଜ୍ୟ ର ବାସିନ୍ଦା, କୈାଣସି ନିର୍ଦ୍ଦିଷ୍ଟ ଜାତି ନୁହେଁ

  • @bhagabanasahu4781
    @bhagabanasahu4781 3 หลายเดือนก่อน +11

    ଭାଇନା କିଛି ହେବନି କାରଣ ଆମ p.m. ଅଛନ୍ତି

  • @meritmyfoot.3013
    @meritmyfoot.3013 3 หลายเดือนก่อน +2

    ଶତ ପ୍ରତିଶତ ଠିକ କଥା।ଦକ୍ଷିଣାଭିମୁଖୀ ରାଜନୈତିକ ଦଳ କେବେ ବି ST /SC ହିତେଇସି ନୁହଁ।

  • @PrakashTarai-q9u
    @PrakashTarai-q9u 3 หลายเดือนก่อน +5

    ଆବେ ଘରଭଙ୍ଗା ଖଥା କହିବା ସିଖ୍ ତାପରେ ଭିଡିଓ ଭିଡିଓ ବନେଇବୁ, ମୁଁ ଦେଖୁଛି ସଳା BJP ଜେବେଠୁ ଜିତିଲାଣି ତୁ ମାଗିହା ସୋଇ ପାରୁନାହୁଁ ତୋ ଗାଣ୍ଡି ଫାଟି ସତର ଫାଳ,କିରେ ଗେଣ୍ଡା ଦଳର ଚମଚା ଆଦିବାସୀ ମାନେ ବେସି ଖୁସି ହେବେ କାହିଁକି ସିଏ କଅଣ ଏକଲା ଜିତେଇ ଦେଲେକି, ଆଉ ପିପିଲି କଥା ଟିକିଏ କୋହୁନୁ ପୋସ୍କୋ ଆସିଥିଲା କରେଇ ଦଲତ ନାହିଁ କେତେ ଖେୟ ଖେତି ହେଇ ପଡ଼ିଛି,ଚାଲୁଣି କୋହୁଛି ଛୁଞ୍ଚିକୁ ନିଜର କଣା କେଇଟାବେ ଦେଖିଲୁଣି, ବାଣ୍ଡ ଭାଷଣ ଚୋଦିଲା ତୁ ଜାଆ ତୋ ଘରେ ଜୋଉ ୯୦ ବର୍ଷର ବୁଢ଼ି ଅଛି ଭିଡିଓ ବନା ସଳା ମୁର୍ଖଟା,

  • @sureshchandan279
    @sureshchandan279 3 หลายเดือนก่อน

    You are correct I am very appreciate to your video to aware of our Mulnivasi society.❤. Going on your awareness video.

  • @bhupenkumarbehera6237
    @bhupenkumarbehera6237 3 หลายเดือนก่อน

    😢Thank you very much to Mohan charan majhi tume kaha kathha suniba darkaranai tuma kartaba kari chala sir Jaya Bharat Bande mataram

  • @allindianfacts1330
    @allindianfacts1330 3 หลายเดือนก่อน +4

    Gote Dina heinahi samalochana arambha

  • @Namhaiburu
    @Namhaiburu 2 หลายเดือนก่อน

    ଗରିବ ମାନଙ୍କୁ ତାଙ୍କ ଅଧିକାର ମିଳୁ 🙏🙏🙏🙏🙏

  • @abinashnayak8840
    @abinashnayak8840 3 หลายเดือนก่อน +5

    ମିଛ କୁହନି
    ଭୁଲ କଥା କୋହୁଚ

    • @prafullamishra5697
      @prafullamishra5697 3 หลายเดือนก่อน

      Sampurna thik katha kahichhanti sata kahile apana nku kasta laguchhi ki ?

    • @callwarking
      @callwarking 3 หลายเดือนก่อน

      magheya ta rE bhaii.

  • @SubodhaChandraMahalik
    @SubodhaChandraMahalik 3 หลายเดือนก่อน +1

    ଧନ୍ୟବାଦ୍

  • @MataSingKerai
    @MataSingKerai 3 หลายเดือนก่อน +3

    ଆମେ ଆଦିବାସୀ ସତ, ହେଲେ ବି ଆମେ ମଣିଷ ନା, ଏହି ସବୁ କଥା କହିବାର ଉଦ୍ଦେଶ୍ଯ କଣ।

    • @eswarmarndicreations8719
      @eswarmarndicreations8719 3 หลายเดือนก่อน

      Bhai politics ku bujhibaku podiba
      Ame jou dekhuchhu
      Seita black and white re dekhuchhu
      BJP ra chronology ku dekha
      Etihas no podhile etihas kmiti boneiba

    • @MataSingKerai
      @MataSingKerai 3 หลายเดือนก่อน

      ଭାଇ ଧର୍ଯ୍ୟ ନ ଥିେ୍ଲ ଦୁଇ ଦିନର କଥା ବି ଇତିହାସ ହେଇପାରେ

  • @nabakishorerana8844
    @nabakishorerana8844 3 หลายเดือนก่อน

    Mohan Majhi ଙ୍କୁ କି ବାଳ Challenge ?
    ସେ କେଉଁଝରର ଲଢୁଆ ଟୋକା l ସମାଜର ସର୍ବ ନିମ୍ନ ସ୍ତରର ଅବସ୍ଥା କଣ ସେ ଭଲ କରି ଜାଣନ୍ତି l ସେ ଜଣେ
    ଅନୁଭବୀ ମଣିଷ l ଏମିତି ମୁଖ୍ୟମନ୍ତ୍ରୀ ଗତ ଦୀର୍ଘ 50 ବର୍ଷ ଭିତରେ ଦେଖିବାକୁ ମିଳି ନଥିଲା l Mr. Majhi is full Talented C. M no doubt.

  • @djkoraputiaproduction
    @djkoraputiaproduction 3 หลายเดือนก่อน +1

    ବିରୋଧୀ ଦଳ ଅମିତି କହିବେ। ତମ କହିବା କଥା ଯେ INC ଆଉ BJD ଆସିଥିଲେ ଭଲ ହୋଇଥାନ୍ତା, INC ର 50 ବର୍ଷ ଦେଖିଲୁ, BJD ର 25 ବର୍ଷ ଦେଖିଲୁ, ଆପଣଙ୍କର ଯଦି ଅକାତ ଅଛି ତାହେଲେ MLA ରେ ଲଡ଼ିଥାନ୍ତ, ଆଉ ବିଧାନ ସଭାରେ attack କରିଥାନ୍ତ, ଆପଣଙ୍କ ର ତ
    ଅକାତ ନାହିଁ ବକବକ୍ ହେଲେ କଣ ହୋବ । ଜୟ ଆଦିବାସୀ ଜୟ ଶ୍ରୀ ରାମ

  • @santalientertainment903
    @santalientertainment903 3 หลายเดือนก่อน +3

    ତୁ ଶଳା ଗାନ୍ଡି ମରା ବିଜେପି ର ପ୍ରଚାର କରୁଥିଲୁ। ଏବେ ଏବେ ଗାନ୍ଡି ଗଲୁ ହେଉଛି।

  • @shreeOldcoin
    @shreeOldcoin 3 หลายเดือนก่อน +1

    ସର୍ବେ ଭବନ୍ତୁ ସୁଖିନଃ।
    ଜୟ ଜଗନ୍ନାଥ।
    ଜୟ ପ୍ରକୃତି ମା'। ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ
    ଶ୍ରୀଯୁକ୍ତ ମୋହନ ମାଝୀ ମହୋଦୟ ଙ୍କ ସେବକ ଜୀବନ ସୁଗମ ହେଉ।
    ସଦା ପ୍ରଭୁ ଶ୍ରୀ ଜଗନ୍ନାଥ ଆଉ ପ୍ରଭୁ ଶ୍ରୀରାମ ତଥା ସକଳ ଦେବା ଦେବୀ ଓ ବିଜ୍ଞ ପ୍ରାଜ୍ଞ ପଣ୍ଡିତ ପଣ୍ଡିତା ଗୁରୁ ଜନ ଙ୍କ ଆଶିଷ ପ୍ରାପ୍ତ ‌ରହୁ।
    ପ୍ରଖ୍ୟାତ ବିଚାର ଧାରା ରେ ପ୍ରକୃତି ମାତା ଙ୍କ ସେବା ସୁରକ୍ଷା ନିରନ୍ତର ରହୁ।
    ଜୟ ପ୍ରକୃତି ମା'।
    ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମହଦୟା ଙ୍କ ଶପଥ ଗ୍ରହଣ ଦିବସ ର
    ଅଭିଭାଷଣ ର ପାଞ୍ଚୋଟି ଶବ୍ଦ ଆମ ହୃଦୟ ରେ ଅଭୁଲା ହୋଇ ରହି ଯାଇଛି -
    ," ପ୍ରକୃତି ପ୍ରଗତି ହିଁ ଦେଶର ପ୍ରଗତି"
    କେହି ଭୁଲନ୍ତୁ ନାହିଁ।
    ଗଛ ଗଛ ଗଛ
    ଆଉ ସବୁ ସେବା ପଛ।

  • @jajneswarpradhan9187
    @jajneswarpradhan9187 3 หลายเดือนก่อน

    Appreciated. Styrment

  • @SurendraSurendra-ym8mi
    @SurendraSurendra-ym8mi 3 หลายเดือนก่อน +3

    100%Right sir

  • @DarshanaSingh123
    @DarshanaSingh123 3 หลายเดือนก่อน

    ଆଦିବାସୀ ମାନଙ୍କୁ ମାତ୍ର 10 ଟଙ୍କାରେ ବିକ୍ରି ହୁଅନ୍ତି

  • @surathachandrajena9514
    @surathachandrajena9514 3 หลายเดือนก่อน +1

    ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ସମଗ୍ର ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ସାଧନ ।।ସେ ଜ୍ଞାନ
    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କର ଯଥେଷ୍ଟ ଅଛି ।ସମୟକୁ ଅପେକ୍ଷା କରିବା ଉଚିତ । BktS.
    Mahima Alekha Niranjan

  • @abinashnayak8840
    @abinashnayak8840 3 หลายเดือนก่อน +4

    ତୁମେ କିଛି ଜାଣିନା
    ଭୁଲ ତଥ୍ୟ ଦେଇକି ଲୋକଙ୍କୁ ଠକନି

  • @jadunathhembram4974
    @jadunathhembram4974 3 หลายเดือนก่อน +1

    Good messages for aadivasi community in all over orisha state. Thanks you.

  • @bhabanidash72
    @bhabanidash72 3 หลายเดือนก่อน

    Why are you worried ? For every govt all problems will be challenged. We have experience of 70 years to solve the unsolved problems. Wishing the best in the changing administration.

  • @RabiJakaka-rd2cr
    @RabiJakaka-rd2cr 3 หลายเดือนก่อน +2

    100% right Katha sir

  • @ranjanapanda6538
    @ranjanapanda6538 3 หลายเดือนก่อน

    ଆଦିବାସୀ ଭାଇମାନେ ସାରା ରାଜ୍ଯର ମେଳିହେଇଗଲେ ଆଦାନି ଅମ୍ବାନୀ ସବୁ ଉଡ଼ିଯିବେ। କଥାରେ ଅଛି ପରା ଗାଁ ମେଳିକୁ ରଜାମେଳି ସମାନ ନାହିଁ।।

  • @sanjaykumarrout5819
    @sanjaykumarrout5819 3 หลายเดือนก่อน

    Bahut Sundar Bhagaban Apanankara mangala karantu bhalare rakhantu Jay jagannath Mohaprabhu 🙏🙏🙏🙏🙏🙏

  • @kanusahoo3037
    @kanusahoo3037 3 หลายเดือนก่อน +1

    Good advice sir❤❤❤❤

  • @sarbeswarsethi7633
    @sarbeswarsethi7633 2 หลายเดือนก่อน

    ଯାହା ହେବ ଠିକ୍ ହେବ ,ଆପଣ
    ଠିକ୍ କହୁଛନ୍ତି ।

  • @prafullamishra5697
    @prafullamishra5697 3 หลายเดือนก่อน

    Sampurna thik katha kahichhanti bhai apana Modi Sarkar kebala adibasi nku vote bank bhabe use kare Aau sabu party bi SEI bhali karanti apana nku bahut bahut dhanyabad❤❤❤

  • @ghanashyamswain2222
    @ghanashyamswain2222 3 หลายเดือนก่อน +1

    ମୋହନ ସରକାର ଶପଥ ନେଇନାହନ୍ତି ---- ଆପଣ ଙ୍କ ଅଜ୍ଞାନୀ ବିଶ୍ଳେଷଣ ମୋହନ ସରକାର ବିରୁଦ୍ଧରେ ଜନମତ ସୃଷ୍ଟି ପାଇଁ ଜଣାପଡୁଛି । ଏସବୁ ଠିକ୍ କଥା ନୁହେଁ । ନିବୃତ ରୁହନ୍ତୁ ।ରହିଲେ ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ହେବ ।

  • @anandacharanmohanty7745
    @anandacharanmohanty7745 3 หลายเดือนก่อน

    ଶଙ୍କର ବାବୁ ଆପଣ ଙ୍କ ମୋବାଇଲ ନମ୍ବର

  • @dmirumajhi2103
    @dmirumajhi2103 3 หลายเดือนก่อน

    Thanks।yio

  • @debendraram603
    @debendraram603 3 หลายเดือนก่อน

    ଧନ୍ୟବାଦ ସାନଭାଇ ଆପଣଙ୍କ କଥାକୁ ସ୍ୱୀକାର କରୁଛି

  • @ramakantatripathy4826
    @ramakantatripathy4826 3 หลายเดือนก่อน

    Bhal hoechhi gram sabha stop. ,manamukhi chaluthila...

  • @prasantahota6659
    @prasantahota6659 3 หลายเดือนก่อน

    BJD ସରକାର ସମୟରେ ଏ ଲୋକ ଟା କଉଠି ଥିଲା।

  • @PrashnaNayak-xf6pw
    @PrashnaNayak-xf6pw 3 หลายเดือนก่อน

    ଏବେ ଜାଗା ଦେଖି ବାଜିଛି ଶଲଟି ବାଜିଛି

  • @mohanhembram427
    @mohanhembram427 3 หลายเดือนก่อน

    ନିରାଟ ସତ୍ୟ କଥା ବୋହୁତ ବହୁତ ଧନ୍ୟବାଦ୍ 👍👍✔️👌❤️

  • @budhuraysingh5186
    @budhuraysingh5186 3 หลายเดือนก่อน

    Thañkyou shankarbabu

  • @SankirtankanharSankar
    @SankirtankanharSankar 3 หลายเดือนก่อน +1

    ଅଚ୍ୟୁତ ସାମନ୍ତ ସବୁ ତ ଲୋଟିଲା ପ୍ରତ୍ୟେକ ଜିଲ୍ଲାରେ ଲୋଟିଛି ଏବଂ D brothers ଦୁଇ ଭାଇ ଲୋଟିଲେ ଶଙ୍କର ମାଡ଼ର ଭାଷା ବାହାରୁ ନ ଥିଲା ।

  • @pradeepmohanty1905
    @pradeepmohanty1905 3 หลายเดือนก่อน

    Sundar upasthapana pain dhanyabaad ,aagaku madi chala

  • @basantajena8803
    @basantajena8803 3 หลายเดือนก่อน

    Bhai jalaidala ma thanks

  • @hemendranathhansdah1903
    @hemendranathhansdah1903 3 หลายเดือนก่อน +1

    ଏମାନେ କେବେ ଚାହାନ୍ତି ନାହିଁ ଆଦିବାସୀ ମାନେ ବଡବଡ ପଦବୀ ରହନ୍ତୁ। ଏଇଟା ତାର ନମୁନା।

  • @prakashmahapatra2182
    @prakashmahapatra2182 3 หลายเดือนก่อน +1

    ସମୟ କୁ ଅପେକ୍ଷା କରନ୍ତୁ. ବୁଝି ପାରିବେ.

  • @evenswarpradhan6329
    @evenswarpradhan6329 3 หลายเดือนก่อน

    🎉 ଆପଣ ଏହାକୁ କେଉଁ ଦଳ ର ପ୍ରାର୍ଥୀ ପାଇଁ ମୁଖ୍ୟମନ୍ତ୍ରୀ ପାଇଁ ଇଛା ଥିଲା

  • @neherulakra9377
    @neherulakra9377 3 หลายเดือนก่อน

    Good discussion

  • @arabindabiswal7609
    @arabindabiswal7609 3 หลายเดือนก่อน

    ତୋ ମାଆ କୁ ନବୀନ ପଟ୍ଟନାୟକ ଗେହିଲା ❤

  • @premanandabariha745
    @premanandabariha745 3 หลายเดือนก่อน

    ବିଲକୁଲ ସତକଥା ଧନ଼୍ୟବାଦ