ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ରବୀନ୍ଦ୍ର ଭାଇ ମୁ ଟିକିଏ ଆପଣଙ୍କୁ ଭେଟିବାକୁ ଚାହୁଁଛି ଜଗନ୍ନାଥଙ୍କ ଇଛା।
କବି ସମ୍ରାଟଙ୍କର ଟ୍ରଦିସନାଲ ଭଜନଟି ରବୀନ୍ଦ୍ରଙ୍କ କଣ୍ଠରେ ଏକ ସୁନ୍ଦର ପ୍ରତିଭାତ. Nice ଏଡିଟିଂ. Best wishes
ଜୟ ଜଗନ୍ନାଥ ରବି ଭାଇ ଭାବ ଭକ୍ତି ଭରା ଭଜନ ଆପଣ ଙ୍କ କଣ୍ଠ ରୁ ଗୋଟିଏ ପରେ ଗୋଟିଏ ଶୁଣି ବହୁତ ଭଲ ଲାଗୁଛି। ପ୍ରତ୍ୟେକ ଦିଗରୁ ଏହି ଭଜନ ଟି ବହୁତ ଭଲ ହୋଇଛି।ପ୍ରଭୁ ଜଗନ୍ନାଥଙ୍କୁ ନିବେଦନ କରୁଛି ଆପଣଙ୍କୁ ଶୁଭାଶିଷ ପ୍ରଦାନ କରନ୍ତୁ ଓ ସଦାବେଳେ ଆପଣଙ୍କ କଣ୍ଠରୁ ଭଜନାମୃତ ଝରୁଥାଉ।ଜୟ ଜଗନ୍ନାଥ।👌👌👌💐💐💐💐💐
ଅତି ସୁନ୍ଦର..ଗୀତଟି .ଯେତେଥର ଶୁଣିଲେ ବି ଆଉଥରେ ଶୁଣିବାକୁ ଇଛା ହେଉଛି..ମଣିଷ ର ଶେଷ ଇଛା ଏବଂ ଶେଷ ପ୍ରଣାମ ପ୍ରଭୁଙ୍କୁ 🙏ଅନନ୍ୟ ସଂଗୀତ..ଦରଦୀ କଣ୍ଠରେ ବିନତି ଜଗନ୍ନାଥ ଙ୍କୁ..ହୃଦୟ କୁ ଛୁଇଁଗଲା..ଧନ୍ୟବାଦ ରବୀନ୍ଦ୍ର ମହାପାତ୍ର ଙ୍କୁ.....🙏🙏🙏
ଭାବପୂର୍ଣ୍ଣ ଜଣାଣ ମୋ କାଳିଆ ସାମନ୍ତ ଙ୍କ ଶ୍ରୀଚରଣେ🙏ସୁନ୍ଦର ଲେଖା ସୁମଧୁର କଣ୍ଠସ୍ୱର ❤️ଜୟ ଶ୍ରୀ ଜଗନ୍ନାଥ 🙏
ଭାଷା ନାହିଁ ବର୍ଣ୍ଣନା କରିବା ପାଇଁ ଆପଣଙ୍କ ପରି ଜଣେ ସୁ ମଧୁର କଣ୍ଠ ଶିଳ୍ପୀ ପାଇଁ ଆଜି ଏ ଓଡିଶା ମାଟି ଗର୍ବିତ।
ଅବର୍ଣ୍ଣିୟ ମୋ ପ୍ରଭୁଙ୍କର ଭାଵ ଓ ବରଦା ଭାଇଙ୍କର ରଚନା ଶୈଳୀ ।ରବୀନ୍ଦ୍ର ମହାପାତ୍ରଙ୍କର ମଧୁର କଣ୍ଠରେ ରଚନାଟିର ଚାରଚାନ୍ଦ ଲାଗିଲା ଯିମିତି ।ଧନ୍ୟ ମୋ ପ୍ରଭୁଙ୍କର ଭାଵ ଓ ଭକ୍ତିର ବର୍ଣ୍ଣନା ।ଅଭିନନ୍ଦନ ବରଦା ଭାଇଙ୍କୁ 💐💐💐❤️❤️❤️
Shankar Pradhan goudia borda ganjam odisa Jay jagrnatha purunagita suni mana khusi khusi hoai gala thekiu
ଅତି ସୁନ୍ଦର ସ୍ୱର sir ଜୟ ଜଗନ୍ନାଥ
Bhai bahut bhabara gita aau apanka voice. Bahut santi. Mahaprabhu apananku sabubele santire rakhantu. 🙏🙏🙏🙏🙏🙏
Bahut sundar heichi apanankara Sabu song mora feborite . Koudina apananku jadi dekhibara sujog milanta nijaku dhanya mane karanti bhaina. Apananku mora👏👏👏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ👏👏👏ଭାଷା ନାହିଁ ବର୍ଣ୍ଣନା କରିବା ପାଇଁ ହେ ମନ ପାରାରେ ......👏👏
ଅତି ରୁ ଅତି ସୁନ୍ଦର ହୃଦୟସ୍ପର୍ଶୀ ସଙ୍ଗୀତ ତା ପୁଣି ରବିନ୍ଦ୍ରଭାଇ ଙ୍କ କଣ୍ଠ ରୁ ସବୁ ଦୃଷ୍ଟିରୁ ଉନ୍ନତ।🙏🏻ଜୟ ଜଗନ୍ନାଥ🙏🏻
Rabindra bhai ahi savi aapanakar Gito kamare sunile Hurdaya kandi uthey kahikina ahisabu Gito aau aashibo na aau kehi lekhibo....thanks for you... according to Dilip Giri jharkhand
ଅତି ସୁନ୍ଦର ସଂଗୀତ, ଗାୟନ ଚମତ୍କାର , ଗୀତ ରଚନା ଭାବପୂର୍ଣ୍ଣ । ସବୁ ଦୃଷ୍ଟିରୁ ଉନ୍ନତ ।
Apana nka kanthare swayang jagannath achhanti
ବହୁତ ସୁନ୍ଦର ..ଜୟ ଜଗନ୍ନାଥ
ଅତି ସୁନ୍ଦର ଭଜନ🙏 ଉଭୟ ଗାୟକ ଓ ଲେଖକଙ୍କୁ ନମସ୍କାର🙏
👍thankyou Rabindr ମହାପାତ୍ର
ରବୀନ୍ଦ୍ର ଭାଇ ଅତି ସୁନ୍ଦର
Apananka Kantha ru Gita tk sunibaku sabubele aneiki rahuchu ame mane🙏🏻🙏🏻
Bhajan samrat nka bhaba ra sphurana heuchi aapananka swararu.... Dhanya aapana...Jay Jagannath 🙏🏻🙏🏻🙏🏻
ବାଃ, ଖୁବ୍ ଚମତ୍କାର ହୋଇଛି ଗୀତ, କଣ୍ଠ ଓ ସଂଗୀତ। ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🌺🙏🏻🙏🏻🙏🏻🌺
ପ୍ରଭୁଙ୍କୁ ପ୍ରେମତ ସବୁବେଳେ ଅଛି, କିନ୍ତୁ ଆପଣଙ୍କ ଗୀତ ଶୁଣିଲେ ମନ ଅମାନିଆଁ ହେଇ ଯାଏ ମହାଶୟ ଆପଣଙ୍କୁ ମଧ୍ୟ ଶୁଦ୍ଧ ପ୍ରେମ ଓ ସମ୍ମାନ ❤️🙏🙏🙏🙏🙏🙏🙏🙏🙏
ଗୀତିକାର ଙ୍କ ପାଇଁ like ଦେବାକୁ ଅନୁରୋଧ... ନିଜକୁ ବହୁତ ଧନ୍ୟ ମନେ କରୁଚି ତୁମ କନ୍ୟା ହିସାବରେ...
Bahut sundara heichi Gita ti Rabi sir dhanyabada Rabi sir 🙏🙏🙏👍
ହେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦୟାମୟ 🙏🙏🙏🙏
Rabi Bhai jagarnath maha prabhu tumaku sabubele bhalaee rakhantu au emti tume amaku tuma sundar kanthare bhala bhala Gita sunautao 🙏🙏🙏
ଵହୁତ ହୃଦୟ ସ୍ପର୍ଶୀ । ଵହୁତ ଵହୁତ ଆଶୀର୍ବାଦ ତୁମକୁ ରଵିନ୍ଦ୍ର
Jay shree jagannath Bahut sunder
Jay Jagannath Sir 🙏. Gita re manaku bhabapurnna kari deba sahita Bhajan samrata nku madhya mana bhitaraku Tani anile. Bahut Sundar laguchi Sir keep it up 👍👍👍
ବହୁତ ସୁନ୍ଦର ହେଇଛି, ରବିବାବୁ
Bahut sundar lagila
Excellent lyrics and music in a soulful Divine voice Jagabandhu sada saha huantu Jai Jaganatha Swami Nayana Pathagami Bhabatume
ସୁନ୍ଦର ଗୀତ,ସୁର ଓ ସଙ୍ଗୀତ
❤❤❤ jay jagannatha❤❤❤
ଭିକାରି ବଳ ଙ୍କ ପରୀ କଣ୍ଠ 🙏🙏
ରବି ନନା ମହୋଦୟ,ଏଇମିତି ଗାଉଥାନ୍ତୁ। ଭଜନ ସମ୍ରାଟ ଙ୍କ ପ୍ରକୃତ ଉତ୍ତରାଧିକାରୀ ଆପଣ।ସେ ଭାବଗ୍ରାହୀ ଙ୍କ ଭାବରେ ଏଇମିତି ଭିଜୁଥାନ୍ତୁ ଓ ଆମକୁ ଭିଜଉଥାନ୍ତୁ।।ଜୟ ଜଗନ୍ନାଥ 🙏🙏🙏
A good deed always comes around!.God bless you😇. Jai Shri Ram 🙏🙏🙏💐💐💐
ଆଜ୍ଞା ଆପଣଙ୍କୁ ମୋର ଅନୁରୋଧ ମୋର ସବୁଠୁ ପ୍ରିୟ ଭଜନ। ଜୟ ଜୟ ଜଗନ୍ନାଥ। ଚଢି ନନ୍ଦିଘୋଷ ରଥ ଅନ୍ତର୍ଯ୍ୟାମି ଅନ୍ତର୍ଗତ ବାରତା ଜାଣ। ଏ ଭଜନ ଆପଣ ଗାଈକି ପୁଣି ଅପ୍ ଲୋଡ୍ କରନ୍ତୁ
ଜୟ କାଳିଆ ସାଆନ୍ତ
Ati madhura paribesana 👌👌jay Jagannath 🙏🏻🙏🏻
ଭାଇ ନମସ୍କାର ବହୁତ ସୁନ୍ଦର ଜୟ ଜଗନ୍ନାଥ🙏🙏
👌👌👌❤❤❤👏👏👏 ଅତି ସୁନ୍ଦର
ହୃଦୟସ୍ପର୍ଶୀ ଗୀତ.. ପ୍ରଭୁ ଜଗନ୍ନାଥ ସଭିଙ୍କ ମଙ୍ଗଳ କରନ୍ତୁ... Plz like share and subscribe this song...
Jay jaganath rabindra Bhai very good morning 🌅🌄🌅🌄🌅🌅🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଅତି ସୁନ୍ଦର ଭଜନ
Gayan chamtkar.lekha ti ati bhabapurna.jay jayjagannath
👏🙏ଜୟ ଜଗନ୍ନାଥ 🙏
🙏🙏🙏🙏❤️❤️from ସୋନପୁର
Dear Ravindra Mohapatra sir your voice record is extraordinary, melodious and devotional. Jay Jagannath may bless.
ଜୟ ଜଗନ୍ନାଥ 🙏🙏🙏
Bhai super
ବହୁତ ଭଲ ଲାଗିଲା
Super👍👍👍👍👍👏👏👏👏
Manamugdha helapari gita.👌💐🌺☀️🌕
👏Jay Shree Jagannath Swamy 📿⭕❗⭕🚩🙏
Bhai kn gaaila.... mind blowing 😍
Jay jagannath 🙏🙏🙏 Speechless sweet voice continue sir new Bhajan ever time ever green 🟢🟢🟢 Superbbbbb ❤
Very nice good morning thanks jai jagannath
Sooo peace ful sir....
Jay balabhadra Jay Maa subhadra
Jay jagannath,heart touchingsong& sweet voice,thank u !!
Beautiful song jay jagannth
Jay Jagannath 🙏🙏🙏👌
Jay jagannath swami
Ati Sundar Jay Jagannath 🙏🏽
Jay Jagannath 🎉🎉🎉
Mana parare kebe Kaha jibu tu a Olata brukshaku chhadi Sate ki ghumuribu jaai shiri mandirare chaka aakhi shuniba tote Kaliraja Prema chhadi
Bahut sundar
Jai Jagannatha swami
How emotional & devotional the song is! Beyond expression.
Heart Touching Voice
Jay jaganath
Special Voice
JAY JAGANNATH 🙏 🙏 🙏
Very nice.
ଜୟ ଜଗନ୍ନାଥ
Jay jagannath 🙏🙏🙏
Rabindra babu good
Really niceMagnificent... Heart touching
EXCELLENT AND HEART TOUCHING
🙏🙏🙏jayjaganntah
Sir dayakari ,Jaya Niladri nath Hari Bhajan full song upload karantu
Jay Sri Ram
Very good song
Jayjagannath
Om jay jagannath ji ♥️♥️♥️♥️♥️♥️🙏
Beautiful song sir
Jay Jagannath 🙏🏻🙏🏻🙏🏻🙏🏻
Super voice sir
So beautiful tone bhai
👍👏👏👏👏
Apana plz harmonium sikhantu online vdo re.... Waiting for the notations
Beautiful song ❤️❤️❤️
Jay Jagannath
Bhai namaskar
Bahut sundar rachana. Bhava purna gita
ବହୁତ ସୁନ୍ଦର ଭଜନ
Jay Jagannath 🙏 🙌
Very nice song
ରବୀନ୍ଦ୍ର ଭାଇ ମୁ ଟିକିଏ ଆପଣଙ୍କୁ ଭେଟିବାକୁ ଚାହୁଁଛି ଜଗନ୍ନାଥଙ୍କ ଇଛା।
କବି ସମ୍ରାଟଙ୍କର ଟ୍ରଦିସନାଲ ଭଜନଟି ରବୀନ୍ଦ୍ରଙ୍କ କଣ୍ଠରେ ଏକ ସୁନ୍ଦର ପ୍ରତିଭାତ. Nice ଏଡିଟିଂ. Best wishes
ଜୟ ଜଗନ୍ନାଥ ରବି ଭାଇ ଭାବ ଭକ୍ତି ଭରା ଭଜନ ଆପଣ ଙ୍କ କଣ୍ଠ ରୁ ଗୋଟିଏ ପରେ ଗୋଟିଏ ଶୁଣି ବହୁତ ଭଲ ଲାଗୁଛି। ପ୍ରତ୍ୟେକ ଦିଗରୁ ଏହି ଭଜନ ଟି ବହୁତ ଭଲ ହୋଇଛି।ପ୍ରଭୁ ଜଗନ୍ନାଥଙ୍କୁ ନିବେଦନ କରୁଛି ଆପଣଙ୍କୁ ଶୁଭାଶିଷ ପ୍ରଦାନ କରନ୍ତୁ ଓ ସଦାବେଳେ ଆପଣଙ୍କ କଣ୍ଠରୁ ଭଜନାମୃତ ଝରୁଥାଉ।ଜୟ ଜଗନ୍ନାଥ।👌👌👌💐💐💐💐💐
ଅତି ସୁନ୍ଦର..ଗୀତଟି .ଯେତେଥର ଶୁଣିଲେ ବି ଆଉଥରେ ଶୁଣିବାକୁ ଇଛା ହେଉଛି..
ମଣିଷ ର ଶେଷ ଇଛା ଏବଂ ଶେଷ ପ୍ରଣାମ ପ୍ରଭୁଙ୍କୁ 🙏
ଅନନ୍ୟ ସଂଗୀତ..ଦରଦୀ କଣ୍ଠରେ ବିନତି ଜଗନ୍ନାଥ ଙ୍କୁ..
ହୃଦୟ କୁ ଛୁଇଁଗଲା..ଧନ୍ୟବାଦ ରବୀନ୍ଦ୍ର ମହାପାତ୍ର ଙ୍କୁ.....🙏🙏🙏
ଭାବପୂର୍ଣ୍ଣ ଜଣାଣ ମୋ କାଳିଆ ସାମନ୍ତ ଙ୍କ ଶ୍ରୀଚରଣେ🙏ସୁନ୍ଦର ଲେଖା ସୁମଧୁର କଣ୍ଠସ୍ୱର ❤️ଜୟ ଶ୍ରୀ ଜଗନ୍ନାଥ 🙏
ଭାଷା ନାହିଁ ବର୍ଣ୍ଣନା କରିବା ପାଇଁ ଆପଣଙ୍କ ପରି ଜଣେ ସୁ ମଧୁର କଣ୍ଠ ଶିଳ୍ପୀ ପାଇଁ ଆଜି ଏ ଓଡିଶା ମାଟି ଗର୍ବିତ।
ଅବର୍ଣ୍ଣିୟ ମୋ ପ୍ରଭୁଙ୍କର ଭାଵ ଓ ବରଦା ଭାଇଙ୍କର ରଚନା ଶୈଳୀ ।ରବୀନ୍ଦ୍ର ମହାପାତ୍ରଙ୍କର ମଧୁର କଣ୍ଠରେ ରଚନାଟିର ଚାରଚାନ୍ଦ ଲାଗିଲା ଯିମିତି ।
ଧନ୍ୟ ମୋ ପ୍ରଭୁଙ୍କର ଭାଵ ଓ ଭକ୍ତିର ବର୍ଣ୍ଣନା ।
ଅଭିନନ୍ଦନ ବରଦା ଭାଇଙ୍କୁ 💐💐💐❤️❤️❤️
Shankar Pradhan goudia borda ganjam odisa Jay jagrnatha purunagita suni mana khusi khusi hoai gala thekiu
ଅତି ସୁନ୍ଦର ସ୍ୱର sir ଜୟ ଜଗନ୍ନାଥ
Bhai bahut bhabara gita aau apanka voice. Bahut santi. Mahaprabhu apananku sabubele santire rakhantu. 🙏🙏🙏🙏🙏🙏
Bahut sundar heichi apanankara Sabu song mora feborite . Koudina apananku jadi dekhibara sujog milanta nijaku dhanya mane karanti bhaina. Apananku mora👏👏👏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ👏👏👏ଭାଷା ନାହିଁ ବର୍ଣ୍ଣନା କରିବା ପାଇଁ
ହେ ମନ ପାରାରେ ......👏👏
ଅତି ରୁ ଅତି ସୁନ୍ଦର ହୃଦୟସ୍ପର୍ଶୀ ସଙ୍ଗୀତ ତା ପୁଣି ରବିନ୍ଦ୍ରଭାଇ ଙ୍କ କଣ୍ଠ ରୁ ସବୁ ଦୃଷ୍ଟିରୁ ଉନ୍ନତ।🙏🏻ଜୟ ଜଗନ୍ନାଥ🙏🏻
Rabindra bhai ahi savi aapanakar Gito kamare sunile Hurdaya kandi uthey kahikina ahisabu Gito aau aashibo na aau kehi lekhibo....thanks for you... according to Dilip Giri jharkhand
ଅତି ସୁନ୍ଦର ସଂଗୀତ, ଗାୟନ ଚମତ୍କାର , ଗୀତ ରଚନା ଭାବପୂର୍ଣ୍ଣ । ସବୁ ଦୃଷ୍ଟିରୁ ଉନ୍ନତ ।
Apana nka kanthare swayang jagannath achhanti
ବହୁତ ସୁନ୍ଦର ..ଜୟ ଜଗନ୍ନାଥ
ଅତି ସୁନ୍ଦର ଭଜନ🙏 ଉଭୟ ଗାୟକ ଓ ଲେଖକଙ୍କୁ ନମସ୍କାର🙏
👍thankyou Rabindr ମହାପାତ୍ର
ରବୀନ୍ଦ୍ର ଭାଇ ଅତି ସୁନ୍ଦର
Apananka Kantha ru Gita tk sunibaku sabubele aneiki rahuchu ame mane🙏🏻🙏🏻
Bhajan samrat nka bhaba ra sphurana heuchi aapananka swararu.... Dhanya aapana...Jay Jagannath 🙏🏻🙏🏻🙏🏻
ବାଃ, ଖୁବ୍ ଚମତ୍କାର ହୋଇଛି ଗୀତ, କଣ୍ଠ ଓ ସଂଗୀତ। ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🌺🙏🏻🙏🏻🙏🏻🌺
ପ୍ରଭୁଙ୍କୁ ପ୍ରେମତ ସବୁବେଳେ ଅଛି, କିନ୍ତୁ ଆପଣଙ୍କ ଗୀତ ଶୁଣିଲେ ମନ ଅମାନିଆଁ ହେଇ ଯାଏ ମହାଶୟ ଆପଣଙ୍କୁ ମଧ୍ୟ ଶୁଦ୍ଧ ପ୍ରେମ ଓ ସମ୍ମାନ ❤️🙏🙏🙏🙏🙏🙏🙏🙏🙏
ଗୀତିକାର ଙ୍କ ପାଇଁ like ଦେବାକୁ ଅନୁରୋଧ... ନିଜକୁ ବହୁତ ଧନ୍ୟ ମନେ କରୁଚି ତୁମ କନ୍ୟା ହିସାବରେ...
Bahut sundara heichi Gita ti Rabi sir dhanyabada Rabi sir 🙏🙏🙏👍
ହେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦୟାମୟ 🙏🙏🙏🙏
Rabi Bhai jagarnath maha prabhu tumaku sabubele bhalaee rakhantu au emti tume amaku tuma sundar kanthare bhala bhala Gita sunautao 🙏🙏🙏
ଵହୁତ ହୃଦୟ ସ୍ପର୍ଶୀ । ଵହୁତ ଵହୁତ ଆଶୀର୍ବାଦ ତୁମକୁ ରଵିନ୍ଦ୍ର
Jay shree jagannath Bahut sunder
Jay Jagannath Sir 🙏. Gita re manaku bhabapurnna kari deba sahita Bhajan samrata nku madhya mana bhitaraku Tani anile. Bahut Sundar laguchi Sir keep it up 👍👍👍
ବହୁତ ସୁନ୍ଦର ହେଇଛି, ରବିବାବୁ
Bahut sundar lagila
Excellent lyrics and music in a soulful Divine voice Jagabandhu sada saha huantu Jai Jaganatha Swami Nayana Pathagami Bhabatume
ସୁନ୍ଦର ଗୀତ,ସୁର ଓ ସଙ୍ଗୀତ
❤❤❤ jay jagannatha❤❤❤
ଭିକାରି ବଳ ଙ୍କ ପରୀ କଣ୍ଠ 🙏🙏
ରବି ନନା ମହୋଦୟ,ଏଇମିତି ଗାଉଥାନ୍ତୁ। ଭଜନ ସମ୍ରାଟ ଙ୍କ ପ୍ରକୃତ ଉତ୍ତରାଧିକାରୀ ଆପଣ।ସେ ଭାବଗ୍ରାହୀ ଙ୍କ ଭାବରେ ଏଇମିତି ଭିଜୁଥାନ୍ତୁ ଓ ଆମକୁ ଭିଜଉଥାନ୍ତୁ।।ଜୟ ଜଗନ୍ନାଥ 🙏🙏🙏
A good deed always comes around!.God bless you😇. Jai Shri Ram 🙏🙏🙏💐💐💐
ଆଜ୍ଞା ଆପଣଙ୍କୁ ମୋର ଅନୁରୋଧ ମୋର ସବୁଠୁ ପ୍ରିୟ ଭଜନ। ଜୟ ଜୟ ଜଗନ୍ନାଥ। ଚଢି ନନ୍ଦିଘୋଷ ରଥ
ଅନ୍ତର୍ଯ୍ୟାମି ଅନ୍ତର୍ଗତ ବାରତା ଜାଣ। ଏ ଭଜନ ଆପଣ ଗାଈକି ପୁଣି ଅପ୍ ଲୋଡ୍ କରନ୍ତୁ
ଜୟ କାଳିଆ ସାଆନ୍ତ
Ati madhura paribesana 👌👌jay Jagannath 🙏🏻🙏🏻
ଭାଇ ନମସ୍କାର ବହୁତ ସୁନ୍ଦର ଜୟ ଜଗନ୍ନାଥ🙏🙏
👌👌👌❤❤❤👏👏👏 ଅତି ସୁନ୍ଦର
ହୃଦୟସ୍ପର୍ଶୀ ଗୀତ.. ପ୍ରଭୁ ଜଗନ୍ନାଥ ସଭିଙ୍କ ମଙ୍ଗଳ କରନ୍ତୁ... Plz like share and subscribe this song...
Jay jaganath rabindra Bhai very good morning 🌅🌄🌅🌄🌅🌅🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଅତି ସୁନ୍ଦର ଭଜନ
Gayan chamtkar.lekha ti ati bhabapurna.jay jayjagannath
👏🙏ଜୟ ଜଗନ୍ନାଥ 🙏
🙏🙏🙏🙏❤️❤️from ସୋନପୁର
Dear Ravindra Mohapatra sir your voice record is extraordinary, melodious and devotional. Jay Jagannath may bless.
ଜୟ ଜଗନ୍ନାଥ 🙏🙏🙏
Bhai super
ବହୁତ ଭଲ ଲାଗିଲା
Super👍👍👍👍👍👏👏👏👏
Manamugdha helapari gita.👌💐🌺☀️🌕
👏Jay Shree Jagannath Swamy 📿⭕❗⭕🚩🙏
Bhai kn gaaila.... mind blowing 😍
Jay jagannath 🙏🙏🙏 Speechless sweet voice continue sir new Bhajan ever time ever green 🟢🟢🟢 Superbbbbb ❤
Very nice good morning thanks jai jagannath
Sooo peace ful sir....
Jay balabhadra Jay Maa subhadra
Jay jagannath,heart touchingsong& sweet voice,thank u !!
Beautiful song jay jagannth
Jay Jagannath 🙏🙏🙏👌
Jay jagannath swami
Ati Sundar
Jay Jagannath 🙏🏽
Jay Jagannath 🎉🎉🎉
Mana parare kebe Kaha jibu tu a Olata brukshaku chhadi Sate ki ghumuribu jaai shiri mandirare chaka aakhi shuniba tote Kaliraja Prema chhadi
Bahut sundar
Jai Jagannatha swami
How emotional & devotional the song is! Beyond expression.
Heart Touching Voice
Jay jaganath
Special Voice
JAY JAGANNATH 🙏 🙏 🙏
Very nice.
ଜୟ ଜଗନ୍ନାଥ
Jay jagannath 🙏🙏🙏
Rabindra babu good
Really nice
Magnificent... Heart touching