ଏବେ କାହିଁକି 😡 ll ପରବ HIT/FLOOP ll Chinmay Mishra
ฝัง
- เผยแพร่เมื่อ 7 ก.พ. 2025
- ଏବେ କାହିଁକି 😡 ll ପରବ HIT/FLOOP ll Chinmay Mishra
Parab trailer : • ପରବ୍ | Parab | Officia...
On December 20, 2024, the much-awaited movie 'PARAB' finally hit theaters. Directed by Chinmay Das, this film features an incredible cast, including Sidhant Mohapatra, Anu Choudhury, Choudhury Jay Prakash Das, Suryamaye Mohapatra, and Dpanwit in lead roles.
The story of PARAB revolves around the border issues between Andhra and Odisha, making it a highly anticipated topic for many viewers. I couldn’t miss the chance to watch the first day, first show of this film.
In this video, I’ve shared my honest views on the movie and whether it lived up to my expectations. Watch now to know if I liked it or not!
LIKE ll SHARE ll SUBSCRIBE
Sir ଆପଣଙ୍କ କହିବା ଅନୁଯାୟୀ "ପରବ" ର trailer ଦେଖିଲି ମତେ ବହୁତ ଭଲ ଲାଗିଲା, ହେଲେ ଏମିତି ଭଲ ସିନେମା କୁ ଅଧିକ ପ୍ରଚାର କାହିଁ କରାଯାଉନି। ଧନ୍ୟବାଦ sir "ଜୟ ଜଗନ୍ନାଥ"
ଯାହାବି ହେଉ ଆପଣ ଭିଡିଓ ମାଧ୍ୟମରେ କହିଲେ ଯେ "ପରବ" ସିନେମାରେ ଓଡ଼ିଶା ମାଟିର ମହକ ଅଛି ସେଥି ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ ନିଜ ମାଟି କୁ ଏତେ ସମ୍ମାନ ଦେଇ ଥିବାରୁ। "ପରବ" ସିନେମା ତ ମୁ ନିଶ୍ଚୟ ଦେଖିଯିବି ହେଲେ sir ଆପଣ Direction ଦେଇଥିବା "ସମା ପାଜୁର ରଘୁ" ସିନେମା ଟି କେମିତି ଦେଖି ପାରିବି
Bhai tarang plus re achi free streaming re dekha samapaju ra Raghu mast film ta.... Parab Blukbuster❤❤❤❤❤
@akshaykumar786-y4f thanks 🙏 bhai
@@jatravilliannije jay jagannath 🙏Bhai ❤️🤗
ସମାପଜୁର ରଘୁ ଭଲ ସିନେମାଟିଏ.. 👌
@@sandhyatara1993 hn bht sundar kahani t a...
"ପରବ" ସିନେମା ଟି ବହୁତ୍ ସୁନ୍ଦର ହୋଇଛି । କିନ୍ତୁ ଆପଣଙ୍କ ସିନେମାର release date ସମ୍ପର୍କିତ ଥିବା ମନ୍ତବ୍ୟ ଉପରେ ଏକମତ ନୁହେଁ । ଆଉ କେତେଦିନ ଡରିବା ନିଜ ଓଡ଼ିଆ ଭାଷାର ସିନେମା କୁ ନିଜ ଓଡ଼ିଶା ରାଜ୍ୟରେ release କରିବାକୁ ? ଆଉ କେତେ ଦିନ ସାରା ଭାରତ ବର୍ଷର ସିନେମାର release date ଉପରେ ନିର୍ଭର ରହି ଆମ ଓଡ଼ିଆ ସିନେମା ନିଜ ରାଜ୍ୟରେ ରିଲିଜ କରିବା ? ଆମେ କାହିଁକି ଆମ ସିନେମାକୁ ନିଜ ରାଜ୍ୟରେ ପ୍ରଥମେ ପ୍ରାଧାନ୍ୟ ନ ଦେବା ? ଦମନ ପରଠୁ ଓଡ଼ିଆ ସିନେମା ଜଗତରେ ସମ୍ପୂର୍ଣ ପରିବର୍ତ୍ତନ ଆସି ଯାଇଛି କହିଲେ କିଛି ଭୁଲ ହେବ ନାହିଁ । ବର୍ତ୍ତମାନ ର ସିନେମା ସମସ୍ତ କାହାଣୀ ନିଛକ ଓଡ଼ିଆ କାହାଣୀ । ବର୍ତ୍ତମାନ ଯଦି କାହାଣୀ ନ ଚାଲିବ ତାହା ହେଲେ ସିଧା ସଳଖ ଦାୟୀ ରହିବେ ଓଡ଼ିଶା ବାସି ଓ ସିନେମା ହଲ ମାଲିକ ।
ହିନ୍ଦୀ ଭାଷୀ ଲୋକଙ୍କ ପାଇଁ ଖ୍ରୀଷ୍ଟମାସ ଓ ନୂଆବର୍ଷ କୁ ଆଖି ଆଗରେ ରଖି ବଲିଉଡ Baby John ସିନେମା କଲେ,ତାହା ବୋଲି କଣ ଆମେ ଆମ ଓଡ଼ିଆ ଓ ଓଡ଼ିଶା ରାଜ୍ୟ ପାଇଁ ଖ୍ରୀଷ୍ଟମାସ ଓ ନୂଆବର୍ଷ ଛୁଟି ସମୟରେ ସିନେମା ରିଲିଜ୍ କରିବାନି ? ଆମ ଓଡ଼ିଶା ବାସୀ ଯଦି ଖାଲି ମୌଳିକ କାହାଣୀର ସିନେମା ଉପରେ ଗୁରୁତ୍ବ ଦିଅନ୍ତି ତାହା ହେଲେ ଆମେ କାହିଁକି ତାମିଲ ସିନେମା "Theri" ର copy "Baby John" ସିନେମାକୁ ଦେଖିବାକୁ ଯିବା, ଆମେ କାହିଁକି ଆମ ମାଟିର କଥାର ସିନେମା "ପରବ" କୁ ଦେଖିବା ନାହିଁ । ଆମେ କାହିଁକି ଅନ୍ୟ ଭାଷାର ସିନେମାକୁ ବେଶୀ ସ୍କ୍ରିନ ଦେବା । ଦେଶର ପ୍ରତିଟି ରାଜ୍ୟ ଭିତରେ ସୀମା ବିବାଦ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତା ଉପରେ କୌଣସି ସିନେମା ହୋଇନାହିଁ ଯାହାକି ଆମ ଓଡ଼ିଆ ସିନେମା ଗୋଟିଏ ଭଲ making ସହିତ କରିକି ଦେଖେଇଲା ଆମକୁ ଗର୍ବ କରିବା କଥା । ଆମେ କାହିଁକି ଭାବିବା ଆମ ସିନେମା ଆମ ରାଜ୍ୟର ହଲ୍ କୁ business ଦେବ ନାହିଁ । ବର୍ତ୍ତମାନ ଓଡ଼ିଆ ସିନେମାର ଉନ୍ନତି ପାଇଁ ଓଡ଼ିଶା ବାସୀ ଏବଂ ହଲ୍ ମାଲିକ ମାନଙ୍କର ସହଯୋଗର ଆବଶ୍ୟକତା ରହିଛି ।
ଓଡ଼ିଶାରେ ଓଡ଼ିଆ ଲୋକ ଓଡ଼ିଆ ଭାଷା ଓ ଓଡ଼ିଆ ଚଳଚ୍ଚିତ୍ର କୁ ଯଦି ପ୍ରାଧାନ୍ୟ ନ ଦେବେ ତାହେଲେ କଣ ଅନ୍ୟ ରାଜ୍ୟ ଆମ ଭାଷାକୁ ପ୍ରାଧାନ୍ୟ ଦେବେ ? ଏହା ଉପରେ ଭାବିବା ଆବଶ୍ୟକ ।
Thanks Bhai ❤❤🔥🔥
Bht sundar bichara bhai apanakra❤❤❤❤
E diga re samaste dhyan deba Darkar.... nidaar hei ki ame ama Bhasa ra cinema ku release kreiba.....
❤❤❤❤Bande utkal janani❤❤❤❤
Pratyeka Odia apananka chinta dharaku follow kariba uchit .Odia hoi odia cinema ku bhala na paiba ...dukhara katha ..prakruta kalakaranku ethi sammana kahinki mile nahin ?
Right 👍👍👍
Bhai kete samaya lagila atiki comment lekhibaku😊
ଧନ୍ୟବାଦ ସାର୍ ଆପଣଙ୍କ ଭଲପାଇବା ଦେଖିକି ଖୁସି ଲାଗିଲା 🙏🙏
ଓଡ଼ିଆ ସବୁ ଖୋଡ଼ିଆ ଓଡ଼ିଆ ଭାଷା ପ୍ରତି ନା ଗର୍ବ ଅଛି ନା
ମାତୃ ଭୂମି ମାତୃ ଭାଷା ରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନୀ ରହିବେ କାହିଁ
ଓଡ଼ିଆ ମୂର୍ଖ ଙ୍କ ପାଇଁ ଆଜି ଗଙ୍ଗାଧର ମେହେରଙ୍କ ଏଇ କବିତା ର ଅଂଶଟି ପ୍ରଯୁଜ୍ୟ
Hindi ku National language Kariba pain ama Odia loka bi byasta but Amo Odia bhasa ku bi Rajadhani BBSR re kahiba pain loko laza karuchhanti
Today i went to watch PARAB movie to inorbit,hyderbada.Honestly speaking movie was superb and acting i love it.And the theater was fully occupied by odia audience.Nice to see this is our odia movie.
ଭାଇ କରନା ପରେ ବହୁତ ଗୁଡ଼ାଏ cenama ହଲ ବନ୍ଦ ହୋଇ ଯାଇଛି ସରକାର ଙ୍କୁ କହି ଖୋଲିଲେ ଭଲ ହୁଅନ୍ତା ସମସ୍ତେ ଯାଇ ଏହି ମୁଭି ଦେଖି ପରନ୍ତୁ ଜୟ ଜଗନ୍ନାଥ
ବହୁତ ସୁନ୍ଦର କଥା କହିଲ ଭାଇ 👍👌👌👌
Love ❤ from West Bengal. People need to know the real stories like this . And best wishes to the entire team of PARAB .
Super movie 🍿
1st time pain lagila odia cenema ete badhia heipariba
Movie blockbuster ❤❤❤ samastaka acting bahut bhala laguchi ❤hele suryamayee kandhei dele 😢😢😢😢😢😢😢 suryamayee maam ka acting ku salute ❤❤❤❤❤❤
ସୂର୍ଯ୍ୟମୟୀ no 1
@sandhyatara1993 right 👍
ଦାଦା ଆମ ବୌଦ୍ଧ ସୋନପୁର ଜିଲ୍ଲା ରେ ଫିଲ୍ମ୍ ହଲ୍ ନାହିଁ କେମିତି ଫିଲ୍ମ୍ ଦେଖିବୁ ପ୍ରଥମେ ହଲ୍ କରିବାକୁ ତମ ଓଡ଼ିଆ ଇନଡ଼ର୍ଷ୍ଟ୍ରି କୁ ଅନୁରୋଧ ରହିଲା plse ❤😊
ସରକାରକୁ
Waa ଭାଇ ତମ sheet ଆଗରେ ମୁ ବସିଥିଲି DN regalia ରେ ତମେ ସେଦିନ movie ର ମଜାକ ଉଡ଼ଉଥିଲ କହୁଥିଲ ହେ ବେକାର movie କଣ ଭାଇ ମୁ ଠିକ କହିଲି ତ
😂
Salati parama galuati tahele 😂
ଭାଇ ମୋର ସିନେମା ଟି ଦେଖିବାକୁ ବହୁତ ଇଛା କିନ୍ତୁ କିସ କରିବା ବାହାରେ ଦାଦନ ଖଟୁଚେ ଦେଖିପାରିବାନି😢😢
Aonext re vada re nei dekhi pariba 2 barsa pare... 😊 Jadi available. Hue ta
କିଙ୍ଗ 👑 ସିଦ୍ଧାନ୍ତ ସାର 🙏
Oliwood king sidhant Mohapatra ❤
ବହୁତ୍ ଭଲ କଥା ଟେ କହିଛନ୍ତି ମୋତେ ବି same feel ହୋଇଥିଲା,ଏଭଳି ଗୋଟେ ଭଲ ସିନେମା କୁ ଏ ସମୟ ରେ release କରିବାର ନଥିଲା tk producer ଯଦି wait କରାଯାଇଥାନ୍ତେ ବହୁତ୍ ଭଲ ହୋଇଥାନ୍ତା ବାକି ଏଭଳି ଏକ ଭଲ ସିନେମା କୁ ଆମ ଓଡ଼ିଆ ଙ୍କ support ନିହାତି ଆବଶ୍ୟକ ମୁଁ ଦେଖିକି ଆସିଛି ନୂଆ ନିର୍ଦ୍ଦେଶକ ହିସାବ ରେ ଫିଲ୍ମ ବହୁତ୍ ଭଲ ହୋଇଛି ବହୁତ୍ କିଛି ଶିକ୍ଷଣୀୟ କଥା ଅଛି👌
ଓଡିଆ ଚଳଚିତ୍ର ଚାଲୁ ଫଳରେ ଅନ୍ୟ ସବୁ ବନ୍ଦ ହେଇଯାଉ । ମନୋଜ ମିଶ୍ରକୁ ଧନ୍ୟବାଦ ଦିଆଯାଉ । ଗାଁ କୁ ଗାଁ ପ୍ରେକ୍ଷାଳୟ ଖୋଲ । ତମେ ପାଟିକଲେ ହବନି ।
Absolutely right sir .....jaha bi kahile pura perfect katha kahile...e movie ku e time re release karibar nathila .....
ଫିଲ୍ମ ଭଲ.... ଆପଙ୍କ ଉପସ୍ଥାପନ ବି ଭଲ... ହେଲେ ଆପଣଙ୍କ କଥା ଇକୋ ହଉଛି... ଟିକେ ଧ୍ୟାନ ଦିଅନ୍ତୁ....😅
ପରବ୍ ଟି ବହୁତ୍ ସୁନ୍ଦର୍ ଫିଲ୍ମ। ମୋର ଅନୁରୋଧ ସମସ୍ତେ ଦେଖନ୍ତୁ। ଜୀବନ୍ତ କାହାଣୀ ସହିତ ଜୀବନ୍ତ ଅଭିନୟ। Best actor JAYANT SANTRA 👌
Ekdam right bro
A must watch!
Parab - Brilliant direction and some brilliant performances with a unique heartfelt earthern tale! Another national award on its way! Those who are still in doubt about the movie, please request you guys to experience the movie. Proud to see such stories coming from Odia cinema ❤️
❤SUUPER HIT PARABA MOUVI ❤
Most honestly person Chinmay bhai❤
Super 👍👍👍
Right answer bhai kahicha❤❤❤
Super hit 🎉🎉🎉🎉
Thanks Bhai ....aame Hyderabad re rahiki dekhuchu baaki aame odisha pila. theatre khaji khaji jaiki dekhilu.. odisha re rahiki jodi a movie ku support karibeni ki dekhibeni taa hele taa bado murkha aau kehi nahi
ଠିକ୍ କହିଲ ଭାଇ 👌👌👌
Odia cinema bahut agaku jau jay jagannath 🙏🙏🙏🙏🙏 love parab 🎉🎉❤❤❤
❤️🙏
We support our Odia movie 👍👏👏👍👍👍👍👍👍👍👍
Only anubhav Mohanty Odisha king 👑👑👑👑👑👑👑👑👑❤❤❤❤❤❤❤❤❤❤❤❤❤
Sir Apana nka katha bohut bhala lage 💗😊
❤️🙏
Dekhili puspaa ku sabu show mili chii kn pai beby jhon
Odisha sinema industri badasaha king 👑 sidhant mahapatra
Perfect katha bhai
Bahut bholo kotha kohila bhai ❤❤❤👌👏👏👏👏👏👏
Ekdum thik katha kahichunti bhai...👍
Sorry ଭାଇ.. ମୁଁ ଦେଖି ପାରିବି ନାହିଁ.. କାରଣ.. ଦିନ ସମୟ ରେ ନିଜ ର କାମ ରହୁଛି.. ସନ୍ଧ୍ୟା ସମୟ ରେ ସୋ ଚାଲିଲେ ନିଶ୍ଚିନ୍ତ ଯିବି.. Angul re
Same here
Parab super hit❤
One only Siddhant Mohapatra ❤
Movie bahuta badhia lagila...
Movie blockbuster
I love you anubhav Bhai odisa King 👑👑👑👑👑👑👑👑👑👑👑👑❤❤❤❤❤❤❤❤❤❤❤❤❤❤❤❤❤❤❤❤
Mu jou dina trailer dekhili se dina hin decide karideithili ki movie asile nischaya dekhiba painee jibi. Au Berhampur re premiere show jaithili. Anu ma'am au Chinmay Dash director asithile. Bahut hi badhiya heichhi movie. Trailer dekhi toh mora goosebumps asi jaithila
ଅନୁଭବ ଭାଇ ଙ୍କ କିଛି ଫ୍ୟାନ ଏହି ପରଵ ଫିଲ୍ମ କୁ ଖରାପ୍ କହୁଛନ୍ତି କାହିଁକି ନା କର୍ମ ଫିଲ୍ମ ବେଳେ ପରଵ୍ ଫିଲ୍ମ ର ପ୍ରଯୋଜକ ସେତେବେଳେ ଦମନ ରି ରିଲିଜ କରିଥିଲେ ଏବଂ ଦିପେନ୍ଦ୍ର ସାମଲ୍ ଅନୁଭବ ମହାନ୍ତି କୁ chalega କରିଥିଲେ ଏଥିପାଇଁ ଅନୁଭବ ମହାନ୍ତି ଙ୍କ ଫ୍ୟାନ ମାନେ ରାଗ ରଖିଛନ୍ତି କିନ୍ତୁ ଅନୁଭବ ମହାନ୍ତି ଙ୍କ ଫ୍ୟାନ ମାନଙ୍କୁ ଅନୁରୋଧ କରୁଛି ଏହି ଫିଲ୍ମ କୁ ଥରେ ଦେଖନ୍ତୁ ତା'ପରେ ଭୋଲ କି ଖରାପ୍ କହିବେ ଜୟ ଜଗନ୍ନାଥ 🙏
Perfect
Anubhav fans ragichhanti sata but kehi negativity spread karunahanti ki Anya kahaku uskau nahanti film dekhi jaoni boli.Only result ku aneichhanti
@@DipunEntertainment right bhai
Copy copy ବୋଲି ଯେଉଁମାନେ ଓଡ଼ିଆ ଫିଲ୍ମ ଦେଖିବୁନି ବୋଲି ରଡି ପକାଉଥିଲେ ସେମାନେ ଯାଇ ଥରେ ପରବ ଦେଖନ୍ତୁ |ହିନ୍ଦୀର 90%ଫିଲ୍ମ south ର copy ଆମ ଓଡ଼ିଆ ମାନେ ତାକୁ ଦେଖି ବାଃ ବାଃ କରିବେ କିନ୍ତୁ ଓଡ଼ିଆର କେଉଁ ଫିଲ୍ମ ଯଦି 2/3 ଟା ସିନ copy ହୋଇଥିବ ଏମାନେ ନାକ ଟେକିବେ |ପ୍ରକୃତରେ ଏମାନେ ଓଡ଼ିଆ ଘରେ ଜନ୍ମ ହୋଇଛନ୍ତି ସତ କିନ୍ତୁ ଓଡ଼ିଆତ୍ବ ନାହିଁ ଏମାନଙ୍କର |ଆରେ ଆମ ପ୍ରିୟ ଓଡ଼ିଆ ପୁଷ୍ପା ଫିଲ୍ମକୁ 4/5 ଥର ଦେଖୁଛ ଗୋଟିଏ ଥର ଆମ ଓଡ଼ିଆ ଫିଲ୍ମ ଯାଇ ଦେଖ, ଏମିତିତ ତୁମେ 200/300 ଫାଲତୁ ରେ ଖର୍ଚ୍ଚ କରୁଛ |ତୁମେମାନେ ଯଦି hall କୁ ଆସି house full କରାଇବ ତେବେ hall ମାଲିକ ମାନେ hall ଦେବାକୁ ଏକରକମ ବାଧ୍ୟ ହେବେ |ବନ୍ଦେ ଉତ୍କଳ ଜନନୀ ❤
ଯେତେ like ଦେଲେ ବି କମ ହେବ.. ବଢିଆ କମେଣ୍ଟ
Its a serious film and a very good attempt to make something different in odia film, so let's encourage entire team
Odisha ra sabu district re kemiti gote Cinema hall heba sethi prati chesta karantu
Movie Blockbuster ❤❤❤❤❤
#Chinmay bhai apank miki mansingh nka character ta abe jaen bhuli hauni😁😜😁😜😁😜😁😜
Epic line from Parab
Agare sbu misimaasi ki rahuthilu agyan
1936 mashiha re ke gute aiki gira te kati dei epate andhra epate odisha kahi alga kri dei ki paleila agyan
Ekade chala chala china china problem kalcipunadi meer panchu darungunadi...
Odisha ra map nei ki Andhrapradesh ra bhagya nirdhaana kariba...
I will definitely watch yhis masterpiece
❤❤❤❤❤❤❤❤❤❤❤
Love u bhaiji for raising our voice regarding above serious concern about Our OliwooD.....hatsoff...
🥰🥰🥰🙏🙏🙏❤️❤️❤️🙌🙌🙌💐💐💐😍😍😍
Thank you so much sir!
Coming from you means a lot.
Movie super haichi
Bhai mic 🎤 gote bhala taa use karo, it will be very effective.
Such a beautiful movie with great content ❣️🫶
Nyc initiative
Support odia movie 🙏🙏🙏
❤️🙏
@@actorchinmaymishra thank you sir🙏🙏🙏
Bro mue Paschim Odisha ra mue support karucha balagir ra nae lage
@@actorchinmaymishrasir aapn kar katha heart ka touch karucha Paschim Odisha ra public kahuchan ja ama Odia film boycott karmu hater bad ka nae kena video banaun
ପରବ ବହୁତ ବହୁତ ଭଲ ହେଇଚି.. ଯାଆନ୍ତୁ ଦେଖନ୍ତୁ
Beautiful movie 🍿🍿🎥🎥
Parab ❤❤❤❤
Beutiful mind,thank you
Good
Movie blockbuster heychi
Honest review but please use good microphone, your voice is resounding.
Thank you for your feedback 🙏 I'll try to improve the audio quality in future videos ❤️
Thik katha bhai kahichha plz support to parab
Bhai honestly speaking..mu tuma channel ku subscribe Kariba ku badhiya heli..hats up to u..❤❤❤must lagila Tama vdo dekhiki
Congratulations 🎉.Am so proud to be an odia.
Right...
Bhai jadi bahara film ku dari dari ame cinema release karibani.. tahale kebe bi thik time milibani.. ye film hauchhi odia manankara tenu jie odia heithiba se nischaya dekhibaku jiba.. pushpa bhali telugu mass masala film ku dekhiki cool dekhei hauchhanti jaumane.. semane jadi Parab nadekhibe se odia re gana hebeni 🙏
Right bhai
Bahut badhia lagila mate movie..ta plz samaste support karantu
Bhai namaskar good job
I watched it and I found the best ever odia movie made ever. But I do not agree with your point of releasing time. We can not release other movies in festive season bcuz superstars's masala loud movies come during that time. Again pushpa came.. If we will see if any big bollywood or pan india movie timing then there will always be pan india and big bollywood movies release. Then when to release ?
Love from Bhadrak ❤.
ମୁଁ ଦେଖିଚି.. ଆଉ ଯଦି ସତ କହିବି.. ତେବେ ଆଖିରେ ଲୁହ ଆସିଗଲା ଭାଇ
Over Confident Bro Producernkara.... Mu jibi Boli But prime time re show nahi
ଘୋଡା ଗୀହ ତୁ consider କରୁଚୁ ନା promotion କରୁଚୁ ତତେ କେତେ ପଇସା ଦେଇଛନ୍ତି ଏଇ point ସବୁ କହିବାକୁ ୟୁଟ୍ୟୁବରେ । କେବେ ଲାଗିବନି ତୁ movie ର review କରୁଚୁ ବୋଲି।
ନିଜେ ଯଦି ଏତିକି କାମ movie ରେ କରନ୍ତୁ ତାହେଲେ ollywood କେବେ ବୁଡି ନଥାନ୍ତା,
ଲୋକପ୍ରିୟତା କମିଗଲା ପରେ ତୁ ଆସିଚୁ ଏକଜୁଟ କରିବାକୁ ହେଲେ ଗୋଟେ ହେଲେ କିଏ ଆଉ bilive କରିବେନି ମୋଭି କାହାଠୁ copy nuho ବୋଲି,
କାରଣ ତମେ ମୂଳରୁ କେବଳ copy କରିକି movie ର value କମେଇ ଦେଇଚ 😢
ଭକୁଆ cmt ଦେଲୁ 😅
Blockbuster movie paraba
Right
ସବୁ ବ୍ଲକରେ ସିନେମା ହଲ ହେବା ଦରକାର
I support odia film Jay Jagannath
Thanks sir your Support i really love you Please everyone keep support❤️❤️ movie bohut bhala heichi 🔥❤️🔥
Tq bhai🥰
❤❤
ଆମ ଓଡିଆ ସିନମା ରଜ ଦଶହରା ରେ ଚାଲୁଚି ଏମାନେ କାହିଁକି ରିଲିଜ୍ କରୁଥିଲେ
Daman producer bhabila j sabu movie daman bhalia hit heijiba..Karma movie bhalia advertise kariba katha.
Exactly, jadi kharaap content ku neiki complain karibaara right achi aamara, ta kichi bhala content aasile taaku support kariba darkaar, kichi na hele eete movie pachare eete loka nka effort paayeen nija taraf ru chaanda dauche boli bhabiki theatre re hi jaaiki dekhiba darkaar to promote this kind of content & to justify our previous comments against cheap contents.
Anubhav mohanty ku chalenge deithi la ta movie dekibu nai .. respect sidhanta megastar kintu producer Anubhav mohanty ku chalenge deithi seati pai ame deki bu nai ..jay Anubhav mohanty bhai❤
@@nadiabag5524 to ma ku mu gehichi mg kuta tu jalidi Mari bu
@@nadiabag5524 to maa ku mu gehichi boli tu janma hechu mg kuta
@@nadiabag5524Au to maku😅 ,parab producer 😅
ତୋ ମା ର ନାହିଁ କି ତା ମା କଣ କହୁଚୁ
@@jituandpayel6876 Jay ଟା ଭଗଵାନ ଙ୍କ ପୂର୍ବରୁ ଲଗେଇଲେ ଶୋଭା ପାଏ କୌଣସି ମଣିଷ ଙ୍କ ପୂର୍ବରୁ ନୁହଁ ।।
Parab super content...
Good job bro jaha thike saeta hi kahila
Chinmaya bhai, Parab ta bhal heiche, but the director and producer dont know what the audience wants to see in a theatre. There is always a hell lot of good actors in all industry even in bollywood but dont know what really attract people.i would say copy movie bhi chaliba, but its all about the presentation. like agnipath, don remake etc did. Irfan khan can give good perpormance with a great story which we like the most. but people want only entertainment and nothing else to. everybody need to understand this. paisaa basool honaa chahiye. After Covid people are now very much cautious to put their hard earning money.
right bhai.
ହଁ... ହଉ... ଭାଇ... ତମେ ଆଉ ରାଗିକି କାନ୍ଦି ପକାଅ ନି | ବର୍ଷା ଛାଡିଲେ ଆମେ ନିଶ୍ଚେ ଯିବୁ |😂😂ଆରେ ଭାଇ ଯାହାର ଯଉ ଦର୍ଶକ ସେମାନେ ଟାଣି ହେଇ ଯିବେ | କିଏ କାହାକୁ କହିଲେ କେହି ଆସିବେନି |
ଆରେ ଭାଇ ଆମ ଓଡ଼ିଆ ସିନେମା କୁ ଦେଖିବା ବୋଇଲେ ସିନା ଆଗକୁ ଯିବ କମେଡି cmt କଲେ କଣ ହେବ😢
Correct sir...
ଧନ୍ୟବାଦ୍ ଭାଇ
👍
Anubhav mohanty
Mg banda anubhav
@@mrutyunjaynayak1774to maa Ku sabu Odisha basi gehibu ,AAU tuma mannkra paini mu parab dekhibaku jauni Sala sabuti tume anubhav Ku Gali dauchha ,to maa Ku bhauni Ku ame samaste pelibu
Right sir
Chinmaya Mishra ❎ chinmaya dash ✅
ଓଡ଼ିଆ ସିନେମା ର ଅନେକ କଳାକାର, producer, director ମାନେ ମିଶିକି ଅନୁଭବ ଭାଇ ଙ୍କୁ ଅପମାନ ଆଉ ଅସମ୍ମାନ କରିଛନ୍ତି।ସବୁ interview ରେ କଳାକାର ମାନେ ଅନୁଭବ ଭାଇ ଙ୍କୁ ଖରାପ, ବାବୁଶାନ୍ କୁ ଭଲ କହିଛନ୍ତି ଯାହା ଅନୁଭବ ଭାଇ ଙ୍କୁ କଷ୍ଟ ଦେଇଥିବ ନିଶ୍ଚୟ ଆଉ ଆମକୁ ବି କଷ୍ଟ ହେଇଚି। ବାବୁଶାନ୍ ଅନୁଭବ ଭାଇ ଙ୍କ ଭଳି dailoug ଆଉ mass au high level acting କରିପାରିବେନି। ଅନୁଭବ ଭାଇ ଭଲ ଅଭିନୟ କରି କରି ଏତେ ବଡ଼ ଷ୍ଟାର ହେଇଛନ୍ତି।ସେ ସବୁବେଳେ ସମସ୍ତ ଙ୍କୁ ଭଲ ଆଉ ସମ୍ମାନ ଦେଇଛନ୍ତି । ସେ ବାବୁଶାନ୍ କୁ ଆଉ ଦମନ କୁ ବି ସପୋର୍ଟ କରିଥିଲେ ହେଲେ ବାବୁଶାନ୍ ସେତେବେଳେ villain କୁ ଆଉ ଏବେ ପରବ କୁ ସପୋର୍ଟ କଲା ହେଲେ କର୍ମ କୁ ସପୋର୍ଟ କଲାନି।ହେଲେ କିଛି କଥା ନାହିଁ କାହା ସପୋର୍ଟ ଦରକାର ନାହିଁ ଅନୁଭବ ଭାଇ ଙ୍କୁ। ସେ ଏକା କାଫୀ।ସେ ଜଣେ ସୁପରଷ୍ଟାର ହେଇ କି ବି ତାଙ୍କୁ ତମେ ମାନେ ସମ୍ମାନ ଦେଇନ ।ହିନ୍ଦୀ ରେ ସଲମାନ୍ ଖାନ୍ ଆଉ ଶାରୁଖ ଖାନ୍ ଙ୍କ ଭଳିଆ actor ଅମିତାଭ ବଚ୍ଚନ ସାର୍ ଙ୍କୁ ସବୁବେଳେ ସମ୍ମାନ ଦେଇଛନ୍ତି।ସେଥି ପାଇଁ ଆମେ ସବୁ ମୁଭି ଦେଖିବା ବନ୍ଦ କରିବୁ କେବଳ ଅନୁଭବ ଭାଇ ଙ୍କ ମୁଭି ଦେଖିବୁ।ଆମେ ଅନୁଭବ ଭାଇ ଙ୍କ ଓଡ଼ିଶା ସାରା ଆଉ ଓଡ଼ିଶା ବାହାରେ ଫ୍ୟାନ ଯେତିକି ଅଛୁ ସେ ଯେତେ କୋଟି ଖର୍ଚ୍ଚ କରି କି ଫିଲ୍ମ କରିବେ ଆମେ return ଦବୁ। ଶଳା ଦେଖିବା କାହାର ଦମ୍ କେତେ। ଶଳା ସମୟ ଥାଉ ଥାଉ ସୁଧୁରି ଯାଅ ସମସ୍ତ ଙ୍କୁ ଭଲ ଆଉ ସମ୍ମାନ ଦିଅ ନହେଲେ ଅନୁଭବ ଭାଇ ଙ୍କ fan craze କଣ ତମେ ଜାଣିଚ ଯଦି ଚାହିଁବେ ତମ ଫିଲ୍ମ ସବୁ ଭିକ ମାଗିବ। ସେ ବାବୁଶାନ୍ ର ସିନେମା ହଉ କି ସିଦ୍ଧାନ୍ତ ସାର୍ ଙ୍କ ର ।ଶେଷ ରେ କହିବି ସବୁ ଓଡ଼ିଆ ସିନେମା ଆଗକୁ ଯାଉ।
Banda chodiheigala seitu mg
Are Bhai taku maaf karide se podusar Ku , support Kara
One and only anubhav bhaijaan ❤❤
Only one bhaijaan Anubhav mohanty
Super star Anubhav mohanty