Phula Tolibara Bidhaan । ଫୁଲ ତୋଳିବାର ବିଧାନ । Odia Prabachan । Prabachan । Bipini Bihari Samal ।

แชร์
ฝัง
  • เผยแพร่เมื่อ 27 ต.ค. 2024

ความคิดเห็น • 572

  • @puneshsenapati4969
    @puneshsenapati4969 5 ปีที่แล้ว +119

    ଜୟ ଜଗନ୍ନାଥ। ଆପଣଙ୍କ ମତ ତତ୍ବଦର୍ଶୀ। ଆପଣ ଶାସ୍ତ୍ର ବିଶ୍ଳେଷଣ କରି ସଠିକ୍ ତଥ୍ୟ ଉପସ୍ଥାପନ କରିଥିବାରୁ ଧନ୍ୟବାଦ। ଆପଣଙ୍କ ମତାନୁଯାୟୀ ଆମେ ମଧ୍ୟ ବହୁ ବର୍ଷ ପୁର୍ବରୁ ଏହି ସମାନ ବିଚାର କରି ସ୍ନାନ ପରେ ହିଁ ପୁଷ୍ପ ଚୟନ କରି ଥାଉ। ଆମେ ଏପରି ବିଚାର କରି ଥାଉ କି, ଶାସ୍ତ୍ର ପ୍ରସ୍ତୁତ ସମୟରେ ତତ୍ କାଳୀନ ସମୟ ରେ ଲୋକ ମାନେ ଶୈଚକ୍ରୀୟା ସମୟରେ ନାଭିପର୍ଯ୍ଯନ୍ତ ଶ୍ନାନ କ୍ରୀୟା କରୁଥିଲେ। ତେଣୁ ହୁଏତ ଅର୍ଦ୍ଧ ଶ୍ନାନ କାରଣରୁ ପୁଷ୍ପ ଚୟନ କରୁଥିଲେ। ଫଳରେ ଅଗାଧୁଆ ଫୁଲ ତୋଳିବା ପରମ୍ପରା ଥିଲା। ବର୍ତମାନ ସମୟରେ ଶ୍ନାନ ପରେ ପୁଷ୍ପ ଚୟନ ସପକ୍ଷରେ ଆମ ବିଚାର ରହିଛି। ତେଣୁ ଆମେ ମଧ୍ୟ କାହାରି ଯୁକ୍ତି ରେ ପ୍ରଭାବିତ ହୋଇ ନାହୁଁ। ସମସ୍ତ ମତ ଆପଣଙ୍କ ର ଯୁକ୍ତି ସଂଗତ। ଆପଣ ଙ୍କୁ ଜଗନ୍ନାଥଙ୍କ କୃପା ପ୍ରାପ୍ତି ହେଉ।

  • @ajayakumarjena9386
    @ajayakumarjena9386 2 ปีที่แล้ว +7

    ,ଏହି କାହାଣୀଟି ଆଗରୁ କେବେ ଶୁଣି ନଥୂଲ ଏହା
    ଅତ୍ୟନ୍ତ ସୁନ୍ଦର କଥା ଏବଂ ମନକୁ ଛୁଇଁଲା ପରି

  • @shantilatadei6735
    @shantilatadei6735 4 ปีที่แล้ว +7

    ଜୟ ଜଗନ୍ନାଥ.
    ଆପଣଙ୍କ ପ୍ରବଚନ ହୃଦୟସ୍ପର୍ଶୀ.

  • @ranikatha8581
    @ranikatha8581 3 ปีที่แล้ว +5

    ଫୁଲ ସ୍ନାନ କରିତୋଳି ବା ଭଲ କଥା
    କାହିଁକିନା ଧ।ରଇତି ଇତି ଧର୍ମ
    କର୍ମ ରେ ଶ୍ରେଷ୍ଠତା ସୁନ୍ଦରତା ,ଶାନ୍ତି ପବିତ୍ରତା ..ଇତ୍ୟାଦି ରଖିଲେ ନିଜ ପାଇଁ ସମାଜ ପାଇଁ ପ୍ରକୃତି ପାଇଁ ,ପର୍ୟବରଣ ପାଇଁ ଆମେ କର୍ମ କରିବା ହିଁ ଧାରଣ।
    ମାନେ ଧର୍ମ। ଆଜିକାଲି ପୂଜା କୁ ହି ଭାବୁଛ ନ୍ତି ଧର୍ମ।
    ମୋରି ଧନ ମୋତେ ଦେଇ ମଝିରେ ମୈତ୍ର ବନଇ ।
    ବିଷ୍ଣୁ ଙ୍କ ଚରଣ ରୁ ଫୁଲ ର ସୃଷ୍ଟି, ସୃଷ୍ଟିକର୍ତ୍ତା ସୃଷ୍ଟି ର ସୁନ୍ଦରତା ପାଇଁ ମଧ୍ୟ କିଛି ଜିନିଷ ତିଆ ରି କରିଛନ୍ତି କିଛି ଜିନିଷ ମନୁଷ୍ୟ ର ଆବଶ୍ୟକ ପାଇଁ କିନ୍ତୁ ତାକୁ ନଷ୍ଟ କରିବା , କଣ ଉଚିତି।
    ଫୁଲ କଣ ଚୋରି କରିବା ଉଚିତ?
    ଫୁଲ କଣ ଗଦାଏ ତୋଳି ଗଛଡ଼ାଳ ଭାଙ୍ଗିବ। ଉଚିତ
    ଫୁଲ କଣ ଜିଦି ଵ। ବାଦବୁଦ।ରେ ତୋଳିବା ଉଚିତ
    ଫୁଲ କଣ ତୋଳିବାରେ କଂପି6ଟସନ କରିବା ଉଚିତ
    ଫୁଲରେ କଣ ଏଫୁଲ ସେ ଫୁଲ କରିବା ଉଚିତ
    ଫୁଲ (କାଢ଼)କଣ ଦିନ 2-3 ଟା ବେଳେ ତୋଳି ରଖିବା କଥା
    ଏ ଗୁଡାକ ସବୁ ପୂଜା ନାଁରେ କୁସଂସ୍କାର ବ୍ୟାପିସାରିଲାଣି
    ଧର୍ମ ନାଁ ରେ ଅଧର୍ମ ଘୋର କଳି

  • @purnachandranaik2458
    @purnachandranaik2458 10 หลายเดือนก่อน +2

    ବହୁତ୍ ସୁନ୍ଦର ନୀତିବାଣୀ ଗୁରୁଦେବ ଜୟ ଶ୍ରୀରାମ

  • @sabitaranijena8057
    @sabitaranijena8057 8 หลายเดือนก่อน +1

    ଜୟ ଜଗନ୍ନାଥ ।। 🙏🌷👌ଅତି ଉତ୍ତମ ଉପସ୍ଥାପନ ।। ମନମୁଗ୍ଧକର ବିବେଚନା ।। ହାର୍ଦିକ ଶୁଭେଚ୍ଛା ।। 🙏🙏

  • @laxmidharapalai3130
    @laxmidharapalai3130 ปีที่แล้ว +2

    🎉Bhakta bandhu bipin bhainku jete dhany bad dele mandya came heb. Guruji Apananku Evali jana samajku prabataiba jaruri. Jagannath mangal karantu.

  • @sarojdash3214
    @sarojdash3214 4 ปีที่แล้ว +3

    ଅତି ସୁନ୍ଦର ଆଲୋଚନା କଲେ ।

  • @jchoudhury274
    @jchoudhury274 3 หลายเดือนก่อน

    ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ

  • @SumantaSahooSahoo
    @SumantaSahooSahoo หลายเดือนก่อน

    ଗୁରୁଜୀ ପ୍ରଣାମ

  • @NarendraKumarSethi-vx8hn
    @NarendraKumarSethi-vx8hn 6 วันที่ผ่านมา

    Jay jagnnath swami ❤
    Jay guru dev ❤

  • @Bibhutibhusanrout-bc4zy
    @Bibhutibhusanrout-bc4zy 2 หลายเดือนก่อน

    ଆପଣକଂ ମତାମତ ମାଧ୍ୟମରେ ଭଲଲାଗିଲା🎉ଜୟଜୟଜଗନାଥଜୟଜୟ🎉🎉🎉🎉

  • @debalaxmimohanty8825
    @debalaxmimohanty8825 ปีที่แล้ว +2

    ଜୟ ଜଗନ୍ନାଥ 🙏🙏🙏 ଜୟ ମହାପୁରୁଷ 🙏🙏🙏 ଜୟ ମା ସାରଳା 🙏🙏🙏 ଗୁରୁଜୀ ପ୍ରଣାମ 🙏

  • @sushilasahu1575
    @sushilasahu1575 4 ปีที่แล้ว +3

    ବହୁତ୍ ସୁନ୍ଦର୍ ପ୍ରବଚନ ଆପଣ ଙ୍କ ପ୍ରବଚନ ଶୁଣି ଆହୁରି ଅଧିକ ଶୁଣିବାକୁ ଇଚ୍ଛା ହଉଚି ଧନ୍ୟବାଦ

  • @GhasiramPatra-q7u
    @GhasiramPatra-q7u 2 หลายเดือนก่อน

    ହରି ଓମ୍ ନମସ୍ତେ

  • @astamibehera1972
    @astamibehera1972 5 หลายเดือนก่อน +1

    🙏 ati sundar .

  • @sureshsahoo1600
    @sureshsahoo1600 7 หลายเดือนก่อน

    ସର୍ବୋତ୍ତମ ଗୁରୁଦେବ ପ୍ରଣାମ

  • @kumadinipradhan7564
    @kumadinipradhan7564 2 หลายเดือนก่อน

    ସୁନ୍ଦର ଉପସ୍ଥାପନା
    ପ୍ରଣାମ

  • @priyankahans9372
    @priyankahans9372 3 ปีที่แล้ว +1

    Guruswami bhai 🙏🏻🙏🏻🙏🏻

  • @Dhanubehera8446
    @Dhanubehera8446 ปีที่แล้ว +2

    100 % right guru Jay Jagannath

  • @basudevmeher1320
    @basudevmeher1320 2 หลายเดือนก่อน

    ବହୁତ ସୁନ୍ଦର ଲାଗିଲା ଶାର୍ ଆପଣ ଙ୍କର କଥାଟିଏ ଶୁଣି ପ୍ରତିଦିନ ମୁଁ ଗାଧୋଇ ଫୁଲ ତୁଲେ ହେଲେ ମତେ ବହୂତ ଲୋକ ମନା କରୁଥିଲେ ମୁଁ କାହାକୁ ଫୁଲ ବିଷୟରେ ବୁଝୀବି କିଏ ମୋତେ ଫୁଲ ବିସୟ ରେଶଠୀକ୍ କଥା କହୀଦେବ ମୁଁ ଜାଣୀନ ଥିଲି ସାର୍ ହେଲେ ଆଜି ଜାଣୀଲି ମୁଁ ଯେଉଁ ଫୁଲ ଗାଧୋଇ ଫୁଲ ତୋଳୁଛୀ ସେଇଟା ଠିକ୍ ଅଛୀ ଆଗକୁ ମୁଁ କାହାରୀ କଥା ଶୁଣୀବି ନାହଁ ରହୀଲି ସାର୍ ଜୟ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ ଜୟ ଶ୍ରୀ ରାମ

  • @lataranirath7905
    @lataranirath7905 ปีที่แล้ว +1

    Guru Swami Bhai 🙏🙏 very nice alochona 👍🌹

  • @sanjitapatra5925
    @sanjitapatra5925 2 ปีที่แล้ว

    ଆପଣଙ୍କ ସୁ ମଧୁର ପ୍ରବଚନ ହୃଦୟ ଶାନ୍ତି ପ୍ରଦାୟନେ 🙏🙏🙏କିନ୍ତୁ ମୁଁ ଗୋଟେ କଥା ଵୁଝିପାରୁନି ନାନା ଶାସ୍ତ୍ର ମତେ ଅନେକ ଅନେକ ମତ ବିଧାନ ରହି ଅଛି କିଛି ଲୋକ ଗାଧେଇବା ଆଗରୁ ଫୁଲ ତୋଳି ଥାନ୍ତି ଆଉ କିଏ ଗାଧେଇବାପରେ ତୋଳି ଥାନ୍ତି କୋଉ ନିୟମ ମାନିବା ଉଚିତ 🙏🙏

  • @JadumaniMahanta-kg2cu
    @JadumaniMahanta-kg2cu 2 หลายเดือนก่อน

    Jay jagannatha ki sundra prabachana

  • @manasthanapati5018
    @manasthanapati5018 ปีที่แล้ว

    ଜୟ ଜଗନ୍ନାଥ

  • @sunilpradhan4015
    @sunilpradhan4015 4 ปีที่แล้ว +3

    Divya Chetna ...Jay Jay Gurudev Jay Sri raam ..

  • @AnDip-zo9dl
    @AnDip-zo9dl 3 ปีที่แล้ว

    ଅତି ସୁନ୍ଦର ଗୁରୁଜୀ ଧନ୍ୟବାଦ୍

  • @kamalakantamaharana7911
    @kamalakantamaharana7911 2 หลายเดือนก่อน

    Bahut sundar Katha kahile sir. Many many thanks. Pranam Guru ji

  • @padmnaraita
    @padmnaraita 4 หลายเดือนก่อน

    କେଶବାୟା଼ଃ ନମଃ

  • @jagannathtandia3359
    @jagannathtandia3359 3 ปีที่แล้ว +1

    ଗୁରୁସ୍ବାମୀ

  • @kalpanapanigrahi05
    @kalpanapanigrahi05 3 วันที่ผ่านมา

    Jay jagannath🙏🏼🙏🏼🙏🏼🙏🏼

  • @PanchananaBehera-hr2vp
    @PanchananaBehera-hr2vp 2 หลายเดือนก่อน

    Gurudeb,namana,,ma,ko,namana,jayasriram

  • @chakradharnayak1399
    @chakradharnayak1399 4 ปีที่แล้ว +12

    ସାର୍ ,ଏଭଳି ସୁନ୍ଦର କାହାଣୀ କେବେ ଶୁଣି ନ ଥିଲି।ବହୁତ ସୁନ୍ଦର କଥା , ଆଉ ଏହି ସୁନ୍ଦର କାହାଣିଟିକୁ କର୍ମରେ ଲଗାଇବାକୁ ଚେଷ୍ଟା କରିବି,ଧନ୍ଯବାଦ।

  • @tulsirammajhi3022
    @tulsirammajhi3022 ปีที่แล้ว

    ଜୟ ଜଗନ୍ନାଥ ଜୟ ମହାପୁରୁଷ

  • @saratjena4631
    @saratjena4631 2 ปีที่แล้ว

    Bipin bhai Ati sundar kathaa Kahile

  • @rajubehera8540
    @rajubehera8540 2 ปีที่แล้ว

    ଧନ୍ୟବାଦ ଗୁରୁଦେବ

  • @ratnapravadas3753
    @ratnapravadas3753 3 ปีที่แล้ว +1

    Jay Gagannatha

  • @SagarBiswal-r3s
    @SagarBiswal-r3s 6 หลายเดือนก่อน

    Bahut.sundar.bani

  • @akbarharijan6336
    @akbarharijan6336 3 หลายเดือนก่อน

    Alekha mahima saranam 🙏🙏🙏🙏🙏🙏🙏 🙏🙏🙏🎉🎉🎉🎉🎉

  • @gajendranathsahoo3408
    @gajendranathsahoo3408 ปีที่แล้ว

    Guruswami,phulatolibara bidhan ,alochanapain kruta gyanta janauchi, dhanyabad.

  • @JhiliBibekBlogs
    @JhiliBibekBlogs 3 หลายเดือนก่อน +1

    Very nice

  • @sarojinibehera3680
    @sarojinibehera3680 6 หลายเดือนก่อน +1

    ଆପଣଙ୍କର ଆଲୋଚନା ବହୁତ ଉଚ୍ଚକୋଟୀର ତେଣୁ ମୁଁ ଯାହା ଭାବୁଥିଲି ଆଜି ଠିକ୍ ବୋଲି ଯାଣି ପାରିଲି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ

  • @sanjaynayak7836
    @sanjaynayak7836 2 ปีที่แล้ว

    Jay jagannath gurooji mu apananka video ku bahut valapaye aneka aneka pranama

  • @nirupamamohanty2860
    @nirupamamohanty2860 3 ปีที่แล้ว

    Bahut Sundar upadeya tathya... Subhakamana..

  • @ajaykumarjena8104
    @ajaykumarjena8104 2 ปีที่แล้ว +1

    Baa ki chamatkar bichar

  • @gitanjalipatra521
    @gitanjalipatra521 5 ปีที่แล้ว +3

    Bahut Sundar bhabe bujhaithiba jagun aapanku dhanyabad . Jay Jagnnath.🙏🙏🙏🙏🙏

  • @RatikantaBehera-cm7kt
    @RatikantaBehera-cm7kt 6 หลายเดือนก่อน

    Jaya Sri ram ram ram ram jayamaa samlei sitaram Jaya jaganatha radhe Jaya Sri radhe bahut badhia

  • @balbhadranaik
    @balbhadranaik 6 หลายเดือนก่อน

    Bohutsundarkathaguruji🙏

  • @banalatabehera1899
    @banalatabehera1899 2 ปีที่แล้ว

    Namaskar bhaina apanankaprabochana bahuta bhala thank you so much

  • @aditiyatripathy645
    @aditiyatripathy645 4 ปีที่แล้ว +6

    ଆଜ୍ଞା ଆପଣଙ୍କ ଭିଡିଓ ଗୁଡ଼ିକ ଅତି ହୃଦୟ ସ୍ପର୍ଶ କରିବା ଭଳି ଓ ସମାଜ ଭିତରେ ଆଲୋକ ପ୍ରଦାନ
    କରିପାରୁଛନ୍ତି, ଆପଣଙ୍କ ର ବହୁତ ଭିଡିଓ ମୁଁ ଦେଖିଲିଣି ଭଲ ଲାଗୁଛି ତେବେ ମୋର ମନ ହେଉଛି ଆପଣଙ୍କ ସହିତ ଯୋଗାଯୋଗ କରିବାକୁ
    କେମିତି ହେଇପାରିବ ଜଦି ଆପଣଙ୍କ ପାଖରେ ସମୟ ଥାଏ,ଜୟ ଜଗନ୍ନାଥ

    • @aditiyatripathy645
      @aditiyatripathy645 4 ปีที่แล้ว

      ଜୟ ଜଗନ୍ନାଥ ଶରଣଂ ।

  • @sriharsamahapatra3793
    @sriharsamahapatra3793 3 ปีที่แล้ว

    Bahut bada khabar samaj panl

  • @niweditanaik1615
    @niweditanaik1615 5 ปีที่แล้ว +3

    Very nice prabchan, jay jagnath

  • @adityabehera6407
    @adityabehera6407 ปีที่แล้ว +3

    ବହୁତ ଭଲ ଲାଗିଲା

  • @prahalladswain6911
    @prahalladswain6911 ปีที่แล้ว

    Aajir samaj pain khub sundar upastapana

  • @tapaskhuntia1762
    @tapaskhuntia1762 4 ปีที่แล้ว +4

    NAMASKAR GURUJI, It is a best prabachana for Hindu samaja.MANY MEN MANY MIND, You don't care.

  • @rasmitaguru5762
    @rasmitaguru5762 6 หลายเดือนก่อน

    Jay jajanatha,

  • @niyatimondal9620
    @niyatimondal9620 4 ปีที่แล้ว +1

    Khub valo laagilo

  • @AshokPatnaik-mw7tg
    @AshokPatnaik-mw7tg 6 หลายเดือนก่อน

    Bahut Sundar Katha sraban Kari nijaku dhanya mane Kali
    Dhanyabad

  • @animefan83146
    @animefan83146 6 หลายเดือนก่อน

    Om gurudebaya namah 🙏

  • @aryan4213
    @aryan4213 2 ปีที่แล้ว

    jay guru swami

  • @RakeshKhuntia-cx4tg
    @RakeshKhuntia-cx4tg 10 หลายเดือนก่อน

    Guru Swami🙏🙏

  • @kailashswain2245
    @kailashswain2245 3 ปีที่แล้ว +3

    ସୁନ୍ଦର ଉପସ୍ଥାପନା । ଆପଣଙ୍କୁ ଅଶେଷ ଧନ୍ୟବାଦ ଓ ପ୍ରଣାମ 🙏🏽🙏🏽🙏🏽

  • @sarbeswarbehera8470
    @sarbeswarbehera8470 4 ปีที่แล้ว

    Ati sundar marmasparsi katha

  • @BinodiniMeher-k9y
    @BinodiniMeher-k9y 7 หลายเดือนก่อน

    Aapan nkar pravachan bahut bhal

  • @anilkumarpradhan2109
    @anilkumarpradhan2109 4 ปีที่แล้ว +1

    🌹🙏🏼Guruswami🌹🙏🏼

  • @ranjitdhmajhi9400
    @ranjitdhmajhi9400 6 หลายเดือนก่อน

    Om Keshav Narayan Kalki Ananta Narayan 🙏🙏🙏

  • @MUSICSTUDIO-y1k
    @MUSICSTUDIO-y1k ปีที่แล้ว

    Om guru swaami 🙏🙏🙏🙏🙏

  • @manirajanpatra130
    @manirajanpatra130 2 ปีที่แล้ว +1

    Jayjagannath

  • @madhabadasdsa9939
    @madhabadasdsa9939 2 ปีที่แล้ว

    Radhe Radhe

  • @udhabpangari
    @udhabpangari 9 หลายเดือนก่อน

    Very good suggestion pangari

  • @mamatasingh5697
    @mamatasingh5697 ปีที่แล้ว

    Om guruswami

  • @lopitaraj4659
    @lopitaraj4659 4 ปีที่แล้ว +1

    Jay jagannath swami nayan patha gami vaba tume

  • @AhalyaRaul-qv7rh
    @AhalyaRaul-qv7rh 9 หลายเดือนก่อน

    Jay shree Ram

  • @saraswatinag7308
    @saraswatinag7308 4 ปีที่แล้ว +1

    Jay jagannath sawami

  • @madhusmitadash839
    @madhusmitadash839 4 ปีที่แล้ว +3

    Ati sundara katha kahichanty apana 🙏 jay jagannath

  • @sasmitalifestyle76
    @sasmitalifestyle76 ปีที่แล้ว

    Guru swami bhai apanka bani bahut bhala lagila

  • @rakeshswain7345
    @rakeshswain7345 4 ปีที่แล้ว +3

    Sindar barnana bipin bhai.

  • @usharanimishra7281
    @usharanimishra7281 2 ปีที่แล้ว

    Nice description with logic.

  • @prasannapparida4091
    @prasannapparida4091 4 ปีที่แล้ว +1

    ଆଜ୍ଞା ନମସ୍କାର,ଜୟ ଶ୍ରୀ ରାମ, ମୋ ମନ ରେ ଏକ ସନ୍ଦେହ ଅଛି, ମୋର ଆଶା ଏବଂ ବିଶ୍ୱାସ ଆପଣ ସମାଧାନ କରିପାରିବେ, ଦୁନିଆରେ ସୁଖୀ ମଣିଷ କିଏ, ଆଉ ଶାନ୍ତି କେଉଁଠାରେ ପାଇବା,

  • @pranatidalai
    @pranatidalai 9 หลายเดือนก่อน

    Bahut bhala🙏🏼🙏🏼🙏🏼

  • @DuryodhanSwain-u1l
    @DuryodhanSwain-u1l 8 หลายเดือนก่อน

    Dhanyabada

  • @upendramund8688
    @upendramund8688 5 ปีที่แล้ว +5

    Prathama thara video dekhili ati sundara bhabare prasna ra uttara diajaichi ebang hrudaya sparshi heichi. Dekhiba dwara aneka gyana paiparili. sethi lagi apananku asesha dhanyabad. Hari om.

  • @niranjanbhuyan2683
    @niranjanbhuyan2683 4 ปีที่แล้ว +4

    Jay jagannatha satakoti pranam apanaku he guru swami jay kesaba hari narayana

  • @bijayakumarmallik1083
    @bijayakumarmallik1083 9 หลายเดือนก่อน

    Guru husband ❤❤❤

  • @lovelylakshita5063
    @lovelylakshita5063 3 ปีที่แล้ว

    Sir bahut bahut Dhanyabad....

  • @kabuliray6931
    @kabuliray6931 3 ปีที่แล้ว +1

    Thank you sir Good Advice

  • @rasmitanayak8169
    @rasmitanayak8169 3 ปีที่แล้ว

    Bahut sundar

  • @prabeengaming6976
    @prabeengaming6976 4 ปีที่แล้ว +1

    Guruswami

  • @SunilRout-f3v
    @SunilRout-f3v 9 หลายเดือนก่อน

    Tq sir Super Jay Jagannath💐🙏

  • @jagannathbarik8185
    @jagannathbarik8185 3 ปีที่แล้ว +2

    You are right post sir 🙏🌹❤️

  • @Makunda-hj3vw
    @Makunda-hj3vw 8 หลายเดือนก่อน

    Hari om tatsat

  • @monalisabehera6506
    @monalisabehera6506 4 ปีที่แล้ว

    Bahut Sundar prabachana

  • @jibanjayjena9845
    @jibanjayjena9845 3 ปีที่แล้ว +2

    Very good. 🙏🙏🙏🙏

  • @SabtaNayak
    @SabtaNayak ปีที่แล้ว

    Aapn ati manachhun prabachan suneile

  • @tutusahoo986
    @tutusahoo986 4 ปีที่แล้ว +1

    🙏🙏🙏ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏

  • @anatanayak5275
    @anatanayak5275 2 ปีที่แล้ว +1

    ବିପିନ ଭାଇ ଗାଧୋଇସାରି ଫୁଲ ତୋଳିବା କୁ ହେଲେ ପୁଣି ଥରେ ଗାଧୋଇବାକୁ ପଡିବ କାରଣ ବାଡିବଗିଚାରେ ଥିବା ଅସନା ଶରୀରଷ୍ପର୍ଶ କରିଲେ ଅବଷ୍ଯ ପୁନଃ ସ୍ନାନ ଆବଶ୍ଯକ ସେଥିପାଇଁ ଏହି ଯେଉଁ ପରାମର୍ଶ ଦେଲେ ତାହା ଗ୍ରହଣ କରିବା ସମ୍ଭବ ହେବିବୋଲି ମୁ ଭାବୁଛି ।

  • @aryan4213
    @aryan4213 2 ปีที่แล้ว

    jay sri guru wami

  • @anantadas6744
    @anantadas6744 3 ปีที่แล้ว

    Very very good speech Guru jee jay Jagannath jay ho🙏🙏🙏

  • @monalisabehera5192
    @monalisabehera5192 2 ปีที่แล้ว

    Guru Swami bhai 🙏

  • @rajrout104
    @rajrout104 ปีที่แล้ว

    Jay jaganatha