ବିକ୍ରମ-ବିରେନଙ୍କ ଗୁଣ୍ଡରାଜ ! | Odisha Reporter

แชร์
ฝัง
  • เผยแพร่เมื่อ 6 ก.พ. 2025
  • ବିଜେପି ସମିତି ସଭ୍ୟ ପ୍ରାର୍ଥୀଙ୍କ କଲର ଧରି ପିଟିଲେ ଜଙ୍ଗଲମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସେପଟେ ଏଜେଣ୍ଟଙ୍କୁ ତଣ୍ଟିଆ ମାରି ମାରି ବୁଥରୁ ବାହାରକୁ ତଡି ଦେଲେ ମନ୍ତ୍ରୀଙ୍କ ଭାଇ ବିରେନ ଆରୁଖ। ମତଦାନ ସମୟରେ ମନ୍ତ୍ରୀଙ୍କ ଅବାଧ ପ୍ରବେଶକୁ ପ୍ରତିବାଦ କରିଥିଲେ ପ୍ରାର୍ଥୀ। ମାତ୍ର କଥା ଏତିକିରେ ମନ୍ତ୍ରୀଙ୍କ ରାଗ ପଞ୍ଚମ ଚଢ଼ିଗଲା, ବିଜେପି ସମିତି ସଭ୍ୟ ପ୍ରାର୍ଥୀ ଅଯୋଧ୍ୟ ନାଥ ମହାପାତ୍ରଙ୍କ କଲର ଧରି ମାଡ ମାରିଥିଲେ। ଖାଲି ସେତିକି ନୁହେଁ, ପ୍ରାର୍ଥୀଙ୍କ ମୋବାଇଲ ପିଟି ପିଟି ଭାଙ୍ଗିଦେଲେ ମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଜିଲୁଣ୍ଡି ପଞ୍ଚାୟତର ଅଗଝୋଳ ଗାଁର କିଛି ବୁଥ୍ର କ୍ୟାପଚର ହୋଇଥିବା ଅଭିଯୋଗ ଆଣିଛନ୍ତି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଏବଂ ସମିତିସଭ୍ୟ ପ୍ରାର୍ଥୀ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #CmoOdisha #PanchayatElection

ความคิดเห็น • 152

  • @prakashchandraacharya9303
    @prakashchandraacharya9303 2 ปีที่แล้ว +34

    କେମିତି ଚଳିବ ସଂସାର ବହୁତ ଖରାପ ଲାଗୁଛି ଯାହାକୁ ରାଜା ବନାଉଛୁ ସେମାନେ ଆମ ଉପରେ ଦାଦା ଗିରି

  • @AjayKumar-rr2mv
    @AjayKumar-rr2mv 2 ปีที่แล้ว +43

    ବିଡ଼ିଓ କି ଉପଜିଲ୍ଲାପାଳ କଣ କରିବେ, ଏମାନେ ତ ଗୋଟେ ଗୋଟେ ଦଳୀୟ କର୍ମୀ, କଥା ରେ ଅଛି "ତୁ ଗୁହାରି କରିବୁ ଯାହାକୁ ମୁଁ ଗିରସ୍ତ କରିଛି ତାହାକୁ "

  • @dillipkumarrout4797
    @dillipkumarrout4797 2 ปีที่แล้ว +34

    ଗାଁ ଲୋକ ସବୁ ମିଶି ସେ ବୁଲା କୁକୁରଙ୍କୁ ବାଡେଇଥିଲେ ବହୁତ ଭଲ ହୋଇ ଥାନ୍ତା, ସେମାନଂକୁ ଛାଡି ବହୁତ ଭୁଲ କଲ. 😍

  • @ghasinathpradhan9525
    @ghasinathpradhan9525 2 ปีที่แล้ว +29

    ଏମାନେ ମନ୍ତ୍ରୀ ନା ବିଜେଡ଼ିର ସବୁ ଗୋଟିଏ ଗୋଟିଏ ଚୋର, ମନ୍ତ୍ରୀ ନାମରେ ଓଡ଼ିଶାକୁ ଖାଇ ସାରିଲେଣି

  • @srikantaharichandan1464
    @srikantaharichandan1464 2 ปีที่แล้ว +11

    ପାପ ଚରମ ସୀମା ରେ ପହଞ୍ଚିଲାଣି। କ୍ଷମତା ର ଅହଙ୍କାର ରେ ଅନ୍ଧ ମାନଙ୍କର ସମୟ ସରିଆସୁଚି

  • @byangamanbalaram5651
    @byangamanbalaram5651 2 ปีที่แล้ว +22

    🌹ବ୍ୟାଙ୍ଗ ବାଣ 🌹
    ସଭିଏଁ ଗୋଟିଏ ଭାଡ଼ିର ପାରା
    ନବୀନ ବାବୁ ବି ବୁଥ୍ ଜବର ଦଖଲ
    କରୁଥିବେ ଏ କଥା କୁ ଏଡାଇ ଦେଇ
    ପାରି ହବନି,,,
    ଜୟ ଜଗନ୍ନାଥ
    🙏🙏🙏🙏🙏

    • @byangamanbalaram5651
      @byangamanbalaram5651 2 ปีที่แล้ว

      @@brajakishorepadhi4022
      🌹ଧନ୍ୟବାଦ sir 🌹
      ଦୁର୍ନୀତି ହଟାଅ
      ଦେଶ ବଞ୍ଚାଅ,,,
      ଜୟ ଜଗନ୍ନାଥ
      🙏🙏🙏🙏

  • @adityamallick7881
    @adityamallick7881 2 ปีที่แล้ว +17

    ଯେଉଁ ମାନେ ACF ସୌମ୍ୟ ରଞ୍ଜନ ଙ୍କ ପାଇଁ ବହୁତ୍ ଭାଷଣ ପତିଆରା social media ରେ ମାରୁଥିଲ।।।। ସେମାନେ ଏ ଜଙ୍ଗଲି ମନ୍ତ୍ରୀ ଙ୍କୁ BJD କୁ ଭୋଟ ଦେଇଛ ତ.... କହିବା ସହଜ କରିବା ନୁହେଁ। ନ୍ୟାୟ କଥା ସବୁ କୁହନ୍ତି ନିଜ ବେଳେ ଭୁଲି ଯାଆନ୍ତି।

  • @jayanteenanda768
    @jayanteenanda768 2 ปีที่แล้ว +4

    ଓଡ଼ିଶାରେ ଜଙ୍ଗଲ ରାଜ୍ ଚଲାଇଛି ବିଜୁବାବୁଙ୍କ ପୁତ୍ରମଣି

  • @chaitanyabariki810
    @chaitanyabariki810 2 ปีที่แล้ว +3

    ବୀକରମବାବୁ ଜଙ୍ଗଲ ମନ୍ତ୍ରୀ ଜଙ୍ଗଲ ରେ ରୁହନ୍ତ

    • @ashiksa4606
      @ashiksa4606 2 ปีที่แล้ว

      Yes Bhai thanks 👍👍👍👍👍👍👍👍👍👍

  • @biswajitsethi7008
    @biswajitsethi7008 2 ปีที่แล้ว +3

    ଜଙ୍ଗଲ ମନ୍ତ୍ରୀର ଜଙ୍ଗଲ ରାଜ୍...
    ତାକୁ ଦରକାର ପୁରା ଦେଶୁଆ ମାଡ଼।

  • @kanheicharanabehera3938
    @kanheicharanabehera3938 2 ปีที่แล้ว +13

    Immediately Action

  • @babupradhan1938
    @babupradhan1938 2 ปีที่แล้ว +6

    ଏମିତି ସବୁ ଘଟଣା ଘଟିଛି । ପ୍ରଶାସନ କଣ କରୁଛି। ଆମ 🗞️ ପାତ୍ର କାର ଭାଇ ମାନକୁ ଅନୁରୋଧ ଯେ ୟା ପରେ ପ୍ରଶାସନ କଣ କରୁଛି କି ନୁହଁ । ଖବର ଟି ଜଣେଇବେ।

  • @bharatiramabtar905
    @bharatiramabtar905 2 ปีที่แล้ว +11

    ଏ ସଳାକୁଂ ଧରମ ଛାଡିଲେକି ,ଚପଲ ମାଳ ଦିଅରେ ଛାଡୁ ଉପଚାର ଦରକାର

  • @DipuLucky
    @DipuLucky 2 ปีที่แล้ว +14

    ସେ ବେଧ ପୁଅ ଦୁଇ ଭାଇକି ଧରି ପ୍ରେଟୋଲ ପକେଇ ଜାଳି ଦଉନା କାଇଁକି ଡରନି ଜମା ଡରିଲେ ମରିବ,,,

  • @am9519
    @am9519 2 ปีที่แล้ว +4

    ଯୋଉଠି ସ୍ୱୟଂ ପ୍ରଭୁ ତାଙ୍କୁ ଓ ତାଙ୍କ ଦଳ କୁ ପ୍ରାଣ ପଣେ ସାହାଯ୍ୟ କରୁଛନ୍ତି... ସେଠି ଏ ସାଧାରଣ ଏଜେଣ୍ଟ କଣ ଟା କରିପାରିବ ହେ...😡😡😡.. କଳିଯୁଗ ରେ ଯିଏ ଯେତେ ଦୁର୍ନୀତି କରିବ.. ସେତିକି ଅୟସ.. ଆରାମ ରେ ବଂଚିବ.. 👎👎.

  • @ramanayak7620
    @ramanayak7620 2 ปีที่แล้ว +7

    ବିଜେଡି ସରକାରଙ୍କୁ ଓଡ଼ିଶାରୁ ଉଟାଅ ତାହା ପରେ ଓଡ଼ିଶାରେ ଗୁଣ୍ଡା ରାଜ ଚାଳିବନି

  • @bharatiramabtar905
    @bharatiramabtar905 2 ปีที่แล้ว +8

    ଏ ପରି ଭୋଊଣିଗିହା କୁ ଭୋଟ ଦେଇ ବଢେଇଥିଲେ ଭୋଉଣି ମାନେ

  • @chinkunayak5069
    @chinkunayak5069 2 ปีที่แล้ว +9

    ଏ ମାଘିଆ ବିଜେଡ଼ି ଗୁଣ୍ଡା ଙ୍କୁ ଗୁଳି କରିଦେବା କଥା।

  • @surendramoharana6643
    @surendramoharana6643 2 ปีที่แล้ว +4

    Jago public jago, it is right time

  • @sunakarsethy6921
    @sunakarsethy6921 2 ปีที่แล้ว +5

    କଣ ଚାଲିଛି ଏ ସବୁ ଓଡିଶା ପୋଲିସ୍ କଣ କରୁଛି

  • @pradeepmaharana7108
    @pradeepmaharana7108 2 ปีที่แล้ว +5

    Bikram arukha ku hatao bhanjanagar bachao

  • @babupradhan1938
    @babupradhan1938 2 ปีที่แล้ว +6

    ମିଡିଆ ଭାଇ ମାନକୁ ଅନୁରୋଧ । ଆଗକୁ କଣ ହବ ଟିକେ ଜଣେଇବେ। ନହେଲେ comments re କଣ କହିବୁ ଆପଣ ନିଜେ ବୁଝି ଯିବେ

  • @akshayvlogs6662
    @akshayvlogs6662 2 ปีที่แล้ว +9

    Se sala mantri somyaranjana Ku marichhi

  • @bharatiramabtar905
    @bharatiramabtar905 2 ปีที่แล้ว +7

    ଜୋର ଜାର ମୁଲକ ତାର

  • @pradipkumarrout316
    @pradipkumarrout316 2 ปีที่แล้ว +5

    Chora bjd

  • @umeshswaine4032
    @umeshswaine4032 2 ปีที่แล้ว +8

    Ata chora mantri

  • @bijayranjanrout3705
    @bijayranjanrout3705 2 ปีที่แล้ว +5

    ଷେଠି ପୋଲିସ ମାଗିଲେ କଣ ଛୋଡୁଥିଲେ

  • @babupradhan1938
    @babupradhan1938 2 ปีที่แล้ว +1

    ଓଡିଶା ରେ ବିଜେଡି ର ଫୁଲ ପାୱାର । କେହି କିଛି କରି ପାରୁନାହାନ୍ତି। ଖାଲି ଖବର ଆସିବ ଲୋକ ଦେଖିବେ । ଆଉ କିଛି ନୁହଁ । କେସ ହେଲା କୀ ନାହିଁ ଖବର ଆସିବ ବୋଲି ଅପେକ୍ଷା କରି ଅଛୁ ଆମେ। ଘଟଣା ଟି ହେଇଛି , ନିଜେ ଜଙ୍ଗଲ ମନ୍ତ୍ରୀ ସାମିଲ ଅଛନ୍ତି । ଦେଖିବା ପ୍ରଶାସନ କଣ କରୁଛି କି ନାହିଁ

  • @mr..ranjan7898
    @mr..ranjan7898 2 ปีที่แล้ว +2

    ସଲା ବିଜେଡି ହରମି

  • @chaitanyabariki810
    @chaitanyabariki810 2 ปีที่แล้ว +3

    ମିଶୁ ରାଜ୍ୟ ପାନଠୀ ମୋ ନିଜ ପାନଠିରେ ଚାଲି ଯିବି ରାଜ୍ୟ ବାସୀଙ୍କ ପିଠିରେ 🙏ଇତି🙏ବିକରମ

  • @laxmidhardas6096
    @laxmidhardas6096 ปีที่แล้ว

    ବିଜେଡି ଗୁଣ୍ଡା ଗିରି ହତ୍ୟା ଅପରାଧୀ ଏନମ୍ବର

  • @n.sandipchoudhury5624
    @n.sandipchoudhury5624 2 ปีที่แล้ว +2

    Quick action

  • @prafullamohanty4150
    @prafullamohanty4150 2 ปีที่แล้ว +7

    Not only a C M.but also mr.pattnaik plz look.into it

  • @chandankumardalai6187
    @chandankumardalai6187 2 ปีที่แล้ว +2

    Odisha loko sabu Nama nebe

  • @pritiparimita5591
    @pritiparimita5591 2 ปีที่แล้ว +4

    cash to high court

  • @pabitrakumar7727
    @pabitrakumar7727 2 ปีที่แล้ว +1

    Maha bjd

  • @soumyaranjanvlogs6874
    @soumyaranjanvlogs6874 2 ปีที่แล้ว +5

    Chora mantri

  • @harekrushnabehera5851
    @harekrushnabehera5851 2 ปีที่แล้ว +2

    Bikram Keshari Arukh nku dismiss kariba darkar.

  • @biranchinarayanapanda4215
    @biranchinarayanapanda4215 2 ปีที่แล้ว +4

    Bikram Aruk manisa na pasu ,mantri hele kan manisanku pasu bhali baby' Hara karibe ,BJD hatao Odissa Bancho ,

  • @raghunathpattanaik1001
    @raghunathpattanaik1001 2 ปีที่แล้ว +4

    Power always not sustain.

  • @ambikaprasadsethi3372
    @ambikaprasadsethi3372 2 ปีที่แล้ว +1

    Don no one

  • @Rkd6122
    @Rkd6122 2 ปีที่แล้ว +11

    Powerful people show their power
    What can be said ?

  • @manojdey7509
    @manojdey7509 2 ปีที่แล้ว +2

    King can do no wrong.😛

  • @jenasagar8536
    @jenasagar8536 2 ปีที่แล้ว +2

    Odisha ku bjp asile Sabu bhala haba

  • @Devid1432
    @Devid1432 2 ปีที่แล้ว +1

    Government power 🤣🤣🤣🤣🤣 bjd ସରକାର 🙏🙏🙏🙏🙏🙏

  • @monalisajena909
    @monalisajena909 2 ปีที่แล้ว +1

    ଏ ସଳାକୁ ବାହାର କର

  • @Meherbabu1
    @Meherbabu1 2 ปีที่แล้ว +4

    Police BDO ta BJD officers.....chhi chhiii..

  • @banamalinayak9917
    @banamalinayak9917 2 ปีที่แล้ว +2

    Bhaimane bjd ku puraa hatao ebe subidhaa nahele b. Mla vote re puraa parivartan hua bjd ku hatao bhaimane

  • @bachaspatimishra5261
    @bachaspatimishra5261 2 ปีที่แล้ว +2

    Odisha bjd gunda sabu

  • @chandrasekharbehera7127
    @chandrasekharbehera7127 2 ปีที่แล้ว +1

    ଚୋର

  • @BijayKumar-se1ce
    @BijayKumar-se1ce 2 ปีที่แล้ว

    ତମେ ପାରିବନି ମୁଜିବାଯାଏ ଅପେକ୍ଷା କର

  • @ashiksa4606
    @ashiksa4606 2 ปีที่แล้ว +2

    Bjd bala Hari jiba ta semete houchanti

  • @struggleman6913
    @struggleman6913 2 ปีที่แล้ว +1

    Bjd hatao , Odisha banchao

  • @santoshpanda4220
    @santoshpanda4220 2 ปีที่แล้ว +1

    Gundaraj

  • @swagatmohanty4353
    @swagatmohanty4353 2 ปีที่แล้ว +2

    Villagers same on uuu.

  • @rabindarkunarsur9180
    @rabindarkunarsur9180 2 ปีที่แล้ว +1

    Navin Sarkari immediately suspendisse Mantri...

  • @debiparasadvlogs1993
    @debiparasadvlogs1993 2 ปีที่แล้ว +2

    Dala ru bahara karajau

  • @sudammallick3052
    @sudammallick3052 2 ปีที่แล้ว +3

    Bhare apara naben sasan

  • @sudhansukumarbal3419
    @sudhansukumarbal3419 2 ปีที่แล้ว +3

    This is jungle raj

  • @himansubhushan2816
    @himansubhushan2816 2 ปีที่แล้ว +2

    Nondighosh tv kuade gola

  • @Adgjm222
    @Adgjm222 2 ปีที่แล้ว

    Prasansa jogya

  • @gandusalakishan8931
    @gandusalakishan8931 ปีที่แล้ว

    Bjd ku hato

  • @akhilchandrabarik6440
    @akhilchandrabarik6440 2 ปีที่แล้ว +1

    Odisha Panchayat election Zindabad. Achha din is going on?

  • @harekrushnabehera5851
    @harekrushnabehera5851 2 ปีที่แล้ว +1

    Bjd should be punished the deeds they had.

  • @pramodbehera1374
    @pramodbehera1374 2 ปีที่แล้ว +1

    କେଡେ ମାଘିଆ ରେ .....

  • @rameshkuamr6155
    @rameshkuamr6155 2 ปีที่แล้ว +2

    Jangal mantri nuhen . NIRLAJ . Tar bayash kete ?

  • @truptibarik3558
    @truptibarik3558 2 ปีที่แล้ว +2

    Kete dina kariba gunda raj kara

    • @Litupinkyvlogs
      @Litupinkyvlogs 2 ปีที่แล้ว +1

      Jou parjanta loke saschetan na hebe

  • @surendrapradhan3323
    @surendrapradhan3323 2 ปีที่แล้ว +2

    😂😂😂😂 BJD?

  • @anandprusty1591
    @anandprusty1591 2 ปีที่แล้ว +2

    Mg arukh tora binash sunischit

  • @Pranita90
    @Pranita90 2 ปีที่แล้ว +3

    Late ACF Soumaya ko murder case re b ye mantri involved thila kon pae yemiti lokoku mantri aasana diya hauchi?

  • @bunusamal6140
    @bunusamal6140 2 ปีที่แล้ว +1

    BJD is Gunda

  • @arunapradhan8763
    @arunapradhan8763 2 ปีที่แล้ว +1

    Dharma sahibani

  • @dinadinaso2750
    @dinadinaso2750 2 ปีที่แล้ว +1

    That is wrong

  • @sukantabasantaray1447
    @sukantabasantaray1447 2 ปีที่แล้ว

    Jagadeb bhali karidey

  • @chittaranjanray6449
    @chittaranjanray6449 2 ปีที่แล้ว +1

    Acf somyaranjan case ra na thilla taku crpf lagai jail ra purao 5 year dadagiri gundagiri charam simara pahanchi lani

  • @madhusmitabhola2711
    @madhusmitabhola2711 2 ปีที่แล้ว +1

    Mantri ku dhare seka

  • @tikabemal3764
    @tikabemal3764 2 ปีที่แล้ว +1

    Police kana karuchhi

  • @dasharathiroutray7176
    @dasharathiroutray7176 2 ปีที่แล้ว

    Bjd goondabahini will spoil Odisha

  • @ayushhealthfitness6089
    @ayushhealthfitness6089 2 ปีที่แล้ว

    Gundaraj ajiku 20 barsha

  • @featbapunakumar2262
    @featbapunakumar2262 2 ปีที่แล้ว +1

    BJD ra Dasa re Khudara pasila

  • @madhavanmadhavan772
    @madhavanmadhavan772 2 ปีที่แล้ว +3

    Apan.jaha kahile bi kehi suni beni b j d dalar samaste chor demand aji nuh Se pila dinaru chor

  • @sanatandas5160
    @sanatandas5160 2 ปีที่แล้ว +2

    Priya Odisa basi kindly see the popular govt administration in Odisa. Bhai BJP enjoy your own karma and action of Bhasmasur that you made in 22years back in a hotel inBBSR t

  • @susantanayak7186
    @susantanayak7186 2 ปีที่แล้ว

    Jangal na bia mantri

  • @pratimaparida4510
    @pratimaparida4510 ปีที่แล้ว

    Mantri chro,no,1

  • @saurabhatripathy4535
    @saurabhatripathy4535 2 ปีที่แล้ว +1

    Ame sebhali loka nku ama government re baseichhu, ame mada khaibuni ta au kie khaiba

  • @pramod5559
    @pramod5559 2 ปีที่แล้ว +3

    Prasasan ta rulling party chamche

  • @amrjitbiswal7243
    @amrjitbiswal7243 2 ปีที่แล้ว

    Mantri ku arest karajau

  • @radhekrushnapanda8547
    @radhekrushnapanda8547 2 ปีที่แล้ว +2

    M g sale

  • @amalendupradhan1583
    @amalendupradhan1583 2 ปีที่แล้ว +1

    🤩🤩🤩🤣🤣🤣🤣

  • @Lalatendu-i9g
    @Lalatendu-i9g 10 หลายเดือนก่อน

    BjdAuto karatubhai

  • @dharmendrajena4798
    @dharmendrajena4798 2 ปีที่แล้ว +1

    Kn chalichi bjd Raj gunda

  • @jagabandhunayak6745
    @jagabandhunayak6745 2 ปีที่แล้ว

    Nihati abhadra

  • @tariniprasadpanigrahi5137
    @tariniprasadpanigrahi5137 2 ปีที่แล้ว

    Ko nua katha

  • @bijayjena1345
    @bijayjena1345 ปีที่แล้ว

    Big planner this mumber.. arrest Now

  • @satyapriyaswain9394
    @satyapriyaswain9394 2 ปีที่แล้ว +1

    Tame kede magia

  • @bhaskarnaik5887
    @bhaskarnaik5887 2 ปีที่แล้ว

    Phula aasiba

  • @ramchandrahota2430
    @ramchandrahota2430 2 ปีที่แล้ว

    The pot of sin starts overflowing.

  • @gadadharbhoi2842
    @gadadharbhoi2842 2 ปีที่แล้ว +1

    Harami minister

  • @manaskumarmishra1338
    @manaskumarmishra1338 2 ปีที่แล้ว

    BJD chora Dala jaldi hatei dia bjd ku chi chi chi 👌👌 mantri sala bada chora achanti 👌

  • @satyanarayansubudhi6649
    @satyanarayansubudhi6649 2 ปีที่แล้ว

    Don't oppose Minister from rulling party.