Sree Sree Thakur ଏକ ମାତ୍ର ରାସ୍ତା || ବହୁ ଦେବାଦେବୀ ପୂଜା କରିବା ମନା କି?||ଆମେମାନେ mental prostitute କି?||

แชร์
ฝัง
  • เผยแพร่เมื่อ 13 ต.ค. 2024
  • Sree Sree Thakur ଏକ ମାତ୍ର ରାସ୍ତା || ବହୁ ଦେବାଦେବୀ ପୂଜା କରିବା ମନା କି?||ଆମେମାନେ mental prostitute କି?||
    #satsangdeogharkirtansong #bhajankirtan #satsangdeogharkirtan #satsangdeoghar #thakuranukulchandra #satsangdeoghar #Satsang #deoghar #jayguru #bhajan #kirtan

ความคิดเห็น • 41

  • @SasirekhaBehera-n2v
    @SasirekhaBehera-n2v วันที่ผ่านมา +4

    Very nice video ଜୟ ଗୁରୁ🙏🙏🙏

  • @birajamohanta6633
    @birajamohanta6633 วันที่ผ่านมา +2

    Bandepurushottamam

  • @rohitsamal9398
    @rohitsamal9398 วันที่ผ่านมา +2

    Jai guru

  • @Rs.Raj-xu7j
    @Rs.Raj-xu7j วันที่ผ่านมา +3

    ଜୟଗୁରୁ 🙏🙏🙏🙏

  • @Pradeep-k8i
    @Pradeep-k8i 2 วันที่ผ่านมา +10

    ଆମେମାନେ ଧନ୍ଯଯେ ଆମେ ଠାକୁରଙ୍କୁ ଜୀବନରେ ସାକ୍ଷାତ ପରେମଶ୍ବରଙ୍କ ରୂପରେ ପାଈଛୁ ଆମମାନଙ୍କ ପାଇଁ ସେତିକି ବହୁତ ଆନନ୍ଦର କଥା❤

    • @brundabanmaharana3984
      @brundabanmaharana3984 วันที่ผ่านมา

      * ତାଙ୍କର ପେଳ ରେ ଟିକେ ଚନ୍ଦନ ବୋଳ ଆହୁରି ଅଧିକ ଆନନ୍ଦ ମିଳିବ,,,!!

    • @rskbmohapatra2364
      @rskbmohapatra2364 วันที่ผ่านมา

      ଯିଏ ଜଗନ୍ନାଥ ଙ୍କୁ ପାଇଛନ୍ତି। ଯଥା ପୂରୀ ଜଗନ୍ନାଥ ମନ୍ଦିର ରର ବଡ଼ପଣ୍ଡା ସେ କ'ଣ ମହା ଧନ୍ୟ ହୋଇ ନାହାନ୍ତି।

    • @Pradeep-k8i
      @Pradeep-k8i วันที่ผ่านมา +1

      @@rskbmohapatra2364 ଥରେ ଠାକୁରଙ୍କର ବାଡ଼ି ଦେଓଘର ଆସନ୍ତୁ

  • @ashokbehera-qz1xh
    @ashokbehera-qz1xh วันที่ผ่านมา +4

    ସବୁ ଦେବତାର ସମାହାରେ,,,ପୁରୁଷୋତ୍ତମ ର ସୃଷ୍ଟି ସହଜ ମଣିଷ,, ନର ରୂପେ କରନ୍ତି ଧୃତି ବୃଷ୍ଟି,,,

  • @bimalendunayak
    @bimalendunayak วันที่ผ่านมา +2

    Khub sundor
    Joyguru

  • @narsinghpanda9808
    @narsinghpanda9808 21 ชั่วโมงที่ผ่านมา +1

    Jay Guru 🙏

  • @BabluKumar-ff6xl
    @BabluKumar-ff6xl วันที่ผ่านมา +2

    जय गुरू

  • @SoudaminiMahapatra-l1d
    @SoudaminiMahapatra-l1d วันที่ผ่านมา +2

    Joy guru. Dada

  • @subashmishra5616
    @subashmishra5616 13 ชั่วโมงที่ผ่านมา

    ଯେ କୌଣସି ଗୁରୁ ଗ୍ରହଣ କରି ନିଷ୍ଠା ଆଚରଣ ପ୍ରେମ ଭକ୍ତି କଲେ ଜୀବନ ସଫଳ ହେବ ଜୟ ଗୁରୁ ଗୋବିନ୍ଦ ନମୋ ନମଃ ଜୟ ଜଗନ୍ନାଥ

  • @surendrakumarrout7934
    @surendrakumarrout7934 2 วันที่ผ่านมา +2

    ବହୁତ ସୁନ୍ଦର କଥା.
    ଜୟଗୁରୁ ଜୟଗୁରୁ 🎉🎉🎉

  • @porlladbiswas5880
    @porlladbiswas5880 วันที่ผ่านมา +2

    Bohut sundor allochona dada joy guru

  • @pushpanayak2823
    @pushpanayak2823 วันที่ผ่านมา +2

    Joy guru 🙏🙏🙏💖🌹🌹🌹🌹

  • @pramodbhoi509
    @pramodbhoi509 2 วันที่ผ่านมา +2

    Jay Guru

  • @OdishaFolk
    @OdishaFolk 20 ชั่วโมงที่ผ่านมา

    ଶୁଦ୍ଧି ଶବ୍ଦ :- "ନୈଷ୍ଠିକତା"

  • @surendrapanda325
    @surendrapanda325 วันที่ผ่านมา +2

    Jayguru🙏

  • @namitadas848
    @namitadas848 วันที่ผ่านมา +2

    🙏🏻🙏🏻🙏🏻👌👌👌🎉🎉🎉💖💖💖

  • @niharbalajena6836
    @niharbalajena6836 2 วันที่ผ่านมา +2

    JAYGURU bhai 🙏🙏 Ati sundar o Satya alochana 👌👌♻️👌👌

  • @sudarshanmaharana4387
    @sudarshanmaharana4387 2 วันที่ผ่านมา +2

    Jay guru pranam

  • @itskabita9076
    @itskabita9076 2 วันที่ผ่านมา +2

    Khub sundor alochana dada Jayguru 🙏

  • @subasswain-q8p
    @subasswain-q8p 7 ชั่วโมงที่ผ่านมา

    Very nice

  • @RoutDebasish
    @RoutDebasish วันที่ผ่านมา +2

    Nice initiative bro

  • @ayushrath8538
    @ayushrath8538 2 วันที่ผ่านมา +2

    🙏🙏🙏

  • @ଓଡ଼ିଆପୁଅ-ଠ7ମ
    @ଓଡ଼ିଆପୁଅ-ଠ7ମ 16 ชั่วโมงที่ผ่านมา +1

    ଭଗବାନ ଶ୍ରୀକୃଷ୍ଣ ଙ୍କ ବ୍ୟତୀତ ଏ ଦୁନିଆରେ କେହି ପୁରୁଷୋତ୍ତମ ନାହାନ୍ତି l

  • @rskbmohapatra2364
    @rskbmohapatra2364 วันที่ผ่านมา +1

    ଭୌତିକ ବିଜ୍ଞାନ କ୍ଷେତ୍ରରେ ବିଭିନ୍ନ ଗୁରୁ ଙ୍କ ର ଗ୍ରହଣ କରାଯାଇଛି।ଆତ୍ମିକ କ୍ଷେତ୍ରରେ ମଧ୍ୟ ନିଗମାନନ୍ଦ ପରମହଂସ ଦେଵ ବିଭିନ୍ନ ଜୀବନ୍ତ ଗୁରୁ ଗ୍ରହଣ କରି କ'ଣ ମାନସିକ ବ୍ୟଭିଚାର ଭକ୍ତ ହୋଇଛନ୍ତି କି। ଏଣୁ ଏହା ସମ୍ପୂର୍ଣ୍ଣ ଅଯୌକ୍ତିକ ଅଶୋଭନୀୟ। ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପରେ ଧରାପୃଷ୍ଠ କ'ଣ ଜୀବନ୍ତ ଗୁରୁ ଶୂନ୍ୟ ହୋଇଯାଇଛି କି?

  • @bibhutipradhan432
    @bibhutipradhan432 7 ชั่วโมงที่ผ่านมา

    ଭାଇ ମୁଁ ଵୁଝିପାରୁନି ତମ ଠାକୁର କହୁଛନ୍ତି ମୁଁ ଜଣେ ସାଧାରଣ ମଣିଷ କିନ୍ତୁ ଆପଣ ମାନେ ତାଙ୍କୁ,ତାଙ୍କ ପରିବାର ଲୋକେ ଙ୍କୁ ଵି ଭଗବାନ କହୁଛନ୍ତି

  • @rskbmohapatra2364
    @rskbmohapatra2364 วันที่ผ่านมา +1

    ଯେଉଁ ମାନେ ପୁରୁଷୋତ୍ତମ ଶ୍ରୀରାମ ଙ୍କୁ ଯେମିତି ଗୁରୁ ରୂପେ ମାନିଛନ୍ତି। ଶ୍ରୀ କୃଷ୍ଣ ଙ୍କୁ ମାନିଛନ୍ତି। ସେମିତି ପୁରୁଷୋତ୍ତମ ଠାକୁର ଅନୁକୂଳ ଚନ୍ଦ୍ର, ଶ୍ରୀରାମ, ଶ୍ରୀ କୃଷ୍ଣ ଙ୍କୁ ଆରାଧନା କରି ଚାଲିଛନ୍ତି। ଏଣୁ ଏମାନେ ସମସ୍ତେ ଜୀବନ୍ତ ଗୁରୁ ଙ୍କୁ ଧରିଛନ୍ତି ବୋଲି ଅମାନ୍ୟ କରିବା ସମ୍ଭବ ହେବ କି?

  • @sharatkumarbarik2599
    @sharatkumarbarik2599 21 ชั่วโมงที่ผ่านมา

    Do meditation with name and earn deep knowledge about Shri Shri Thakur andDharma then U may deliver speech

  • @Pralambari
    @Pralambari 6 ชั่วโมงที่ผ่านมา

    ଆପଣଙ୍କ ଗୁରୁ ସନାତନ ଧର୍ମ ର କେଉଁ ସମ୍ପ୍ରଦାୟ ରୁ ଆସନ୍ତି? ଆପଣଙ୍କ ଠାକୁର କେଉଁ ଗୁରୁ ପରମ୍ପରା ରୁ ଆସନ୍ତି। ଆପଣଙ୍କ ଠାକୁରଙ୍କ ଗୁରୁ ପରମ୍ପରା ର ପୂର୍ବ ପାଞ୍ଚ ପୀଢ଼ି ଗୁରୁଙ୍କ ନାମ କଣ ପ୍ରମାଣ ସହ ଦେବାକୁ ଅନୁରୋଧ।

  • @ShivaniJeena-k7z
    @ShivaniJeena-k7z 12 ชั่วโมงที่ผ่านมา

    Bhagwan ku chhadi manisa Puja karucha .nastika agydni . sastra napadhile jahuye seia heichi.darkar padile Anya dharma ku paleibe aye bhai.

  • @ghanteswarsatsongkendra5929
    @ghanteswarsatsongkendra5929 วันที่ผ่านมา +2

    ଜୟଗୁରୁ 🙏

  • @ManoranjanNayak-d7c
    @ManoranjanNayak-d7c 2 วันที่ผ่านมา +2

    Jay Guru

  • @pinkigadua7081
    @pinkigadua7081 2 วันที่ผ่านมา +2

    Jay guru 🙏🙏