History Repeats as Conflict of Interest Scandal Haunts Naveen 33 Years After Biju Patnaik
ฝัง
- เผยแพร่เมื่อ 14 ต.ค. 2024
- BJD Party Office Land Scam 2: History Repeats as Conflict of Interest Scandal Haunts Naveen 33 Years After Biju Patnaik
#satyapatha #naveenpatnaik #bijupattnaik #bjd #sankhabhawan #odishapolitics #odishakhabar #bhubaneswar #naveenniwas #mohanmajhi #bjpodisha #satyaprakashnayak
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha...
TH-cam: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive
ଏହି ଏପିଶୋଡ ଦେଖି,ଦେବୀ ବାବୁ ଏବଂ ଲେନିନ ବାବୁ ଉତ୍ତର ରଖିଲେ ଖୁବ୍ ଭଲ ହୁଅନ୍ତା ।
Excellent Analysis & truthful presentation Congratulations We are proud of u justifying name of Ur Esteemed Channel Satya Patha Dear Satya Babu.
You are right
ବିଜେଡି ବୋକଚା ବୁହାଟା ଲେନିନ ମହାନ୍ତି l
How did the BDA approve the plan of Sankha Bhawan before mutation of the concerned land ?
Thank you Satya Babu
ବିଜୁ ପଟ୍ଟନାୟକ ସବୁ କରି ପ୍ରବାଦ ପୁରୁଷ ହେଲେ ଓ ଓଡ଼ିଆଙ୍କୁ ସଭ୍ୟତା ସଂସ୍କୃତି ଶିକ୍ଷା ଦେଲେ ମାତ୍ର ନବୀନ ନିବାସରେ ବସିଲେ ହେଲେ ନିଜ ପୁଅକୁ ଓଡିଆ ଭାଷା ଶିକ୍ଷା ଦେଇ ପାରିଲେ ନାହିଁ। ଯଦି ଏହା କରି ପାରି ନାହାଁନ୍ତି ତେବେ ସେ ସବୁ କ୍ଷେତ୍ରରେ ଅସଫଳ, ଭାରତୀୟ ଜବାନ ଅଭିନନ୍ଦନ ବର୍ଦ୍ଧନ ଠାରୁ ଅଧିକ ହୋଇ ନ ପାରନ୍ତି ତାହା ଛଡା ଅନ୍ତିମ କାଳରେ ତାଙ୍କ ଅବସ୍ଥା ସମସ୍ତଙ୍କୁ ଜଣା ଓ ଏତେ ବଡ଼ ନାମ ଓ ପରିବାର ହେଲେ ଶେଷ ଅବସ୍ଥା ଶୋଚନୀୟ। ଖାଲି ତାଙ୍କରି ନାମରେ ସବୁକିଛି କଲେ ଗୋପବନ୍ଧୁ କେଉଁ ଆଡେ ଯିବେ।
Bala katha kahani bhakta
ଅସଲ ଗଣ୍ଠି କଥାଟା ସତ୍ୟ ବାବୁ କହିଲେ l
ତଥାପି ଏତେ ସବୁ ବଡ଼ ବଡ଼ ଲୁଣ୍ଠନ, ଭ୍ରଷ୍ଟାଚାର ଓ ଶୋଷଣ କରିଥିବା ସତ୍ତ୍ବେ ବିଜୁ ଜନତା ଦଳର ମୁଖ୍ୟ ଓ ତାଙ୍କର ସମର୍ଥକଙ୍କୁ ଲଜ୍ଜା ସଙ୍କୋଚ ନଲାଗିବା ଓଡ଼ିଆ ଓ ଓଡ଼ିଶାପ୍ରତି ନିନ୍ଦନୀୟ ଏବଂ ଦୁର୍ଭାଗ୍ୟର ବିଷୟ ଅଟେ...
ବୁଲ୍ଡୋଜର କାମ ଆରମ୍ଭ ହେବା ଆବଶ୍ୟକ।ଯୋଗୀ ଙ୍କ ନୀତି ସବୁଠାରୁ ଭଲ।
Exceedingly nice presentation sir.Really it is highly appreciated.
ବୋପା ସମ୍ପତି ଭଳି ଶାସନ ଚଳେଇ ଥିଲେ l
ଲେଲିନ୍ ମହାଶୟ କଂର କେତେପାଠ କଣ ନବୀନ ବାବୁ ଜାଣି ନାହାଁନ୍ତି ?? ଅଳ୍ପ ପାଠ ଭୟଙ୍କର । ସୁରେଶ ପୁଜାରୀ ମହୋଦୟ କଂ ପାଖରେ ଲେଲିନ୍ ବାବୁ କଣ ସେ ଯାଣିଥିବେ ?????
ନିଜ କୁ ନିଜେ ପଚାରିବା ଟା ଭଲ ।
ଆମେ ଯେତେ ପାଟିକଲେ କି ଭାଷଣ ଦେଲେ କିଛି ହବନାହିଁ ଏ ଦୁଇ ଦଳ ପୁରା ମିଶା ମିଶି ଆମେ ଖାଲି ହଇରାଣ ହଉଛୁ 🙏
ଠିକ ଏହି କଥାଟି ମୁଁ କହିବା କୁ ଚାହୁଁଛି ବିକ୍ରି କଲେ ନବୀନ ଆଉ କିଣିଲେ ନବୀନ ବାଃ ବାଃ ରେ ରାଜନୀତି ପାଠ. କେତେ ତଳସ୍ତରକୁ ଯାଇପାରେ ଓଡିଶା ର ରାଜନୀତି
Naveen କଥା ଛାଡ ହୋ,ଯିଏ ହାରିଲା ମଲା ଗଲା ସେ କଥା ଛାଡ,ନୁଆ ସରକାର କେତେ employment ଦେଉଛନ୍ତି ଓଡ଼ିଶା ରେ ସେ କଥା ଦେଖ ।
ଖୋଦ ନବୀନ ନିବାସ ଅବୈଧ ଜମି ଉପରେ ଠିଆ ହେଇଛି। ସେଇଟା ମହାପ୍ରଭୁ ଲିଙ୍ଗରାଜ ଙ୍କ ଜମି ଯାହାକୁ ବିଜୁବାବୁ, ଭୁବନେଶ୍ୱର ବିମାନ ବନ୍ଦର ନିର୍ମାଣ ସମୟରେ ମାଡ଼ି ବସି ନବୀନ ନିବାସ କରିଥିଲେ। ଏକଥା ଅନେକେ ଜାଣିଛନ୍ତି। ତୁରନ୍ତ ଏ ବାବଦରେ କାର୍ଯ୍ୟାନୁଷ୍ଠାନ କରନ୍ତୁ ସରକାର।
ରାମେଶ୍ଵର ଶ୍ମଶାନ ଜବରଦଖଲ କାରୀ ଙ୍କୁ ଜାଣନ୍ତି ତ ❓❓❓❓❓
ଆପଣ ତିରିଶି ବର୍ଷ ପୂର୍ବେ ଚାଉଳ କିଲ କେତେ ଟଙ୍କାର ଖାଇଥିଲ,ଆପଣଙ୍କର କେଉଁ ଭଳିଆ ମୁଣ୍ଡ,, ବାଳ ଆଇନି,ସାଧାରଣ ଜନତାଙ୍କୁ ପଢ଼ାଉ ଛନ୍ତି
Very good anyliss sir
Many many thanks to you for telling justified fact.We are saluting you sir.
ଖବର ମାଧ୍ୟମରେ ସାଧାରଣ ଲୋକଙ୍କୁ କିପରି ବୋକା ବନା ଯାଇପାରେ ସେ ସାମ୍ବାଦିକ କଳା ଆପଣଙ୍କୁ ଭଲ ଭାବରେ ଜଣା. ଆପଣ ଖବରରେ ମାତ୍ର ଗୋଟେ ଦସ୍ତାବିଜ ଦେଖାଇଲେ କିନ୍ତୁ ଜାଗାର ନକ୍ସା ଦେଖାଇଲେ ନାହିଁ ଯୋଉଥିରେ ରହିଛି ସବୁ ରହସ୍ୟ ଓଡିଶା ଜନସାଧାରଣ ଜାଣିବା ପାଇଁ
ତଥ୍ୟ ଓ ପ୍ରମାଣ ସହିତ ସୁନ୍ଦର ବ୍ୟାଖ୍ୟା ।
ଏଇ ନୁଆ ସରକାର ବାଲା ନବୀନ ନବୀନ ହେଇକି 5 ବର୍ଷ ବିତେଇ ଦେବେ
ନୁଆ ସରକାର ନୁଆ କିଛି କରିବାର ଉପାୟ ନାହିଁ
ନବିନ ବାବୁ ସବୁ କରିଦେଇଛନ୍ତି
ଏମାନେ ଆଉ କନ କରିବେ ସ୍ବର୍ଗ କୁ ସିଢି ପକେଇବା ଟା ବାକି ରହିଗଲା 🙏🙏
ଲୋକଙ୍କୁ ଭୁଆଁ ବୁଲିବାରେ ଶକୁନି ମହାନ୍ତି ରାଜ୍ୟରେ ଏକ ନମ୍ୱର୍।
ସତ୍ୟ ପ୍ରକାଶ ଆଜି କାହିଁକି ଅପ୍ରିୟ ସତ୍ୟ କହୁଛନ୍ତି 🤔🤔🤔
Which Prime Minister of India recommended name of JN Nehru for Bharat Ratna??🤔
Right Analysis. Thanks.
Record ଦେଖି ଆଲୋଚନା କରନ୍ତୁ.
ସତ୍ୟ ବାବୁ ସତ୍ୟବାଦୀ ହୁଅନ୍ତୁ ଓ ଦୀର୍ଘାୟୁ ହୁଅନ୍ତୁ ।
ବାବୁ ସତ୍ୟ ଟିକେ ପୁରୁଣା ପଟ୍ଟନାୟକ ପରିବାର କେତେପ୍ଲଟ ରାଜଧାନୀ ରେ ସାଗମଚ୍ଚ ଦରରେ ନେଇ ଛନ୍ତି ଟା ବିଷୟରେ କହୁନ।
You are a true brave journalist. Salute you. 🙏
👍👌
Thanks
Thanks Pradeep babu
My favourite reporter ❤❤❤❤❤
Posh area Master Canteen chhaka Corner place Congress Bawan jaga zami ghara history upare media trial story karantu Satya Babu
Good news
Mr Satyababu tell something about the decision of Odisha government regarding Biju khelratna puraskar
Sankha bhabwan Khali naveen ra au odishar nuha
Sakha bhaban will represent Odisha Asmita.... It is not only a building of a popular political party but also a war room to fight for the cause of Odias
Fearless reporter of india
For running your channel you are behind BJD, you can't bend BJD, it is a big tree now. Even BJP CM is giving importance to Naveen Patnaik.
No brother, you think differently. It is sympathy to ex cm. Because once he was the longest time ruler of odisha till now
#ଶହ ଶହ ବର୍ଷ ର ଶାଖା ମେଲେଇ ଥିବା କେତେ ବରଗଛ ଆଜି ଭୂମି ରେ ଲୋଟିଲେ ,ରାସ୍ତା ଚଉଡା ପାଇଁ. ତେଣୁ ସବୁ ପରିବର୍ତ୍ତନ ଶିଳ.satyaranjan ବାବୁ ଠିକ୍ କହିଛନ୍ତି
ମିଳିମିଶି ଲୁଟ୍।
Congress ku b kichhi dia jau 😮
Nothing will be go against the matter,Only jhumpudi,vending zone will be demolished in entire Odisha,it is only duty of the elected govt to creat a mass unemployment & poor people. Thanks to GOD.
Sankha.vaban.ku..6No..Medical.sahita..misai..Medical.Colege..karajau.😊B.J.P.Sarkar..jadi.kari.Napariba..se..bjd.pari.safa.heba.😊Congress.Asile..kari.dekhideba.😊
Small persons casting aspersions on the iconic personalities of Odisha.
30 Barsa hela kuade jaithile
Naveen Pattanaik is a best enemy of Biju Pattnaik, so Naveen Pattanaik has no right to name the name of Biju Pattnaik.
Aou J.v Pattnaik nka kelenkari bisaya re kuha
Lenin gote kuhalia kritadas , pandu ra talachhata .
Au kichi nahi sabu nei jaichanti
Tell something about Padmabhavan if you are a right analyst
, mostly . newest listings and more than one of my resume
Mohon sarkar. A bjd Navin babu ku. Odissa ru bida karantu
This is in bad taste.
Sorkar bichar koro
BJD o BJP kelenkari ra pardaphas hava darkar
Naveen patnayak ❤❤
Lokanka nka vitare Danga kariba a loka ra kama
1963 SLOGAN.PUNI SEI SLOGAN ASIB.
😂😂😂😂😂😂😂😂
IAS Taradata sir bahara karitile
😂😂😂
Choro munha goja
Tama,magiha,bjd,Tam,bopa,sampativabucha
Phutania katha
Tume neet scam aue aso case ra kichhi news karicha ki
Godi