Puri Ayirba || ପୁରୀ ଆୟିର୍ବା || New Soura Bhajan | Dhanu | Babita | Hemanti || AUM Studio
ฝัง
- เผยแพร่เมื่อ 8 ต.ค. 2024
- Puri Ayirba || ପୁରୀ ଆୟିର୍ବା || New Soura Bhajan | Dhanu | Babita | Hemanti || AUM Studio
💠 ଆଶା କରୁଛୁ କି ଆପଣମାନଙ୍କୁ ଖୁବ୍ ପସନ୍ଦ ହେବ.... ଆମର ଛୋଟ ପ୍ରୟାସକୁ ଆପଣ ସହଯୋଗ କରନ୍ତୁ..... || ଜୟ ଶ୍ରୀରାମ ||
💠 Follow Us on TH-cam :-
/ aumstudio
💠 Whatsapp :-
wa.me/message/...
💠 Facebook :-
/ sourageet
💠 Instagram :-
/ sorageet
💠 WhatsApp Group
wa.me/message/...
#AumMusicPresents #SouraGeet #aumstudio
💠 Contact us on Whatsapp
***********
💠 Debakant ~ 78479 47451
💠 Raja Bhai ~ 76849 29104
💠 ନମସ୍କାର ,
ଆମେ ଏହି ୟୁଟ୍ୟୁବ ଚେନେଲରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ନୂଆ ସଉରା ଗୀତ ଏବଂ ଶବର ସମାଜ ପ୍ରୋଗ୍ରାମ, ସଭା-ସମିତି ଇତ୍ୟାଦି ଭିଡ଼ିଓ ଛାଡ଼ିଥାଉ | ଏହି ସବୁ ଗୀତ ପାଇବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ଆମ Aum Music Presents TH-cam ଚାନେଲଟିକୁ ଲାଇକ ( Like ) , ଶେୟାର (share) ଏବଂ Subscribe କରି all notification ବଟନକୁ ମଧ୍ୟ ଦବାନ୍ତୁ , ଯାହା ଫଳରେ ଆମେ ଯେତେବେଳେ ଆମେ ଗୀତ Upload କରିବୁ ସେଇ ଗୀତ ଆପଣ ସର୍ବପ୍ରଥମେ ପାଇ ପାରିବେ | ଅଧିକ ଜାଣିବା ପାଇଁ କିମ୍ବା ଆମ ସହିତ ଯୋଗାଯୋଗ କରିବାକୁ ଚାହୁଁଥିଲେ ଉପରୋକ୍ତ ଫୋନ ନମ୍ବରରେ Dial ( ଫୋନ ) କରନ୍ତୁ |
ଏହି ଗୀତଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ; ଆମ ଚାନେଲଟିକୁ Subscribe କରିବାକୁ ଜମାରୁ ଭୁଲିବେନି |
Copyright Disclaimer Under Section 107 of the Copyright Act 1976, allowance is made for `Fair Use’ for purposes such as criticism, comment, news reporting, teaching, scholarship and research, Fair use is a permitted by copyright statute that might otherwise be infringing, Non-profit, educational or personal use tips the balance in favor of fair use
Thanks for Reading ........
ବହୁତ୍ ବଢିଆ ହେଇଛି ନୂତନ ସଙ୍ଗୀତ ପାଈ ଶ୍ରୋତା ମାନଙ୍କ ଦେଖିବା ଓ ଶୁଣିବା ପାଇଁ ହିଚ୍ଛୁକ୍ 🎉❤
Jay jagannath
Jai Jagannath ❤❤❤
Jay shree Ram ♥️ ❤Jay Jagannath ❤❤
ଜୟ ଶ୍ରୀ ରାମ
Proud to be the part of this amazing culture, the exposure that it provides is really outstanding.
Proud of you all the team members that put all your efforts for this mesmerizing devotional song. Keep going ahead. 🙏 May Lord Jagannath bless you all🙏Jai Jagannath 🙏
Thank you sir ❤❤❤
ଜୟ ଶ୍ରୀ ରାମ 💪ଆଗକୁ ମାଡିଚାଲ
❤❤❤❤❤❤
ବହୁତ୍ ବଢିଆ ହେଇଛି,puri ଆୟୀର୍ବ❤❤,ଜୟ ଜଗନ୍ନାଥ ଚଳିତ ଭଜନ jay kala
Jay jagannath krupa kartu appnane
ଭାବ ପୂର୍ଣ୍ଣ ସଙ୍ଗୀତ, ମନ ଛୁଆଁ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ
ଅତି ସୁନ୍ଦର ଆମ ସଉରା ଗୀତ ଏହା ଦ୍ବାରା ଜଗନ୍ନାଥ ସଂସ୍କୃତି ବଢିବ ଜୟ ଜଗନ୍ନାଥ ⭕❗⭕
Nice sabara samaja
Bahuta sundara gita heichi
Super songs and good bless you 🎉🎉🎉
ବହୁତ ସୁନ୍ଦର ହେଇଚି 💞💞💞💞
ବହୁତ ଭଲ ଖାଇଲ ଜୟ ଶ୍ରୀ ରାମ BJP
ବହୁତ ସୁଦର ଗୀତ ହେଲା prabhu
Thank you prabhu
ଗୀତ ଓ ସଙ୍ଗୀତ ଖୁବ୍ ସୁନ୍ଦର ହେଇଛି କିନ୍ତୁ ପ୍ରତି ସ୍ୱରରେ ମିଶ୍ରିତ ହେବା ଯୋଗୁଁ ଗାୟକ ଓ ଗାୟିକା ମାନଙ୍କର ନିଜସ୍ଵ ସ୍ୱର ଶ୍ରୋତା ମାନେ ଜାଣି ପାରୁ ନାହାଁନ୍ତି।
😂😂😂😂❤❤❤❤❤😊😊😊😊😊
ବହୁତ ସୁନ୍ଦର ହେଇଛି ❤❤❤ ପୁଣି ଥରେ ଚେଷ୍ଟା କରିବା ଆଗକୁ ବଢ଼ାଇବା ପାଇଁ
Ok bro sure Thank u 👍
ଗୀତ ସୁନ୍ଦର ହୋଇଛି
God bless u Munna bhaiii,I am from Goa
very nice song❤❤❤❤
My favorite Soura song 🎵 ❤❤
Super video song Bhajan sir
Nice song ଆହୁରି ଭଲ କରିବାପାଇଁ ପ୍ରଧାନୀ ଗୁରୁ ଆପଣଙ୍କୁ ବା ଆପଣଙ୍କ ଗ୍ରୁପ୍ କୁ ଆଶ୍ରୀବାଦ କରନ୍ତୁ
Thank you ❤❤
ଗୀତ ଟି ବହୁତ ବଢିଆ ହେଇଛି....ଅତି ଚମତ୍କାର ...ରଚନା ଶୈଳୀ,କଣ୍ଠସ୍ୱର ମଧ୍ୟ ବହୁତ ସୁନ୍ଦର । ସତରେ ଗୀତଟି ଅତ୍ୟନ୍ତ ମନଛୁଆଁ...। ଶେଷରେ କହି ରଖିବି ଆଧୁନିକତା ର ଶ୍ୱର୍ଷ ରେ ଆମ ଶବର ଜାତିର ସଂସ୍କୃତି, ପରମ୍ପରା ଓ ଭାଷା ଆଦି ଲୋପ ପାଇବାକୁ ବସିଛି କିନ୍ତୁ ଆପଣ ମାନେ ଏହାର ସୁରକ୍ଷା ପାଇଁ ଅଗ୍ରସର ହେଉଛନ୍ତି ଗଣମାଧ୍ୟମରେ ପ୍ରସାରିତ କରୁଛନ୍ତି ତେଣୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି। ଆହୁରି ମଧ୍ୟ ସୁନ୍ଦର ସୁନ୍ଦର ଭଜନ ସୃଷ୍ଟି କରି ଆଗକୁ ବଢନ୍ତୁ...😊😊
I Love you bro, thank you so much.... Visit again uor TH-cam channel and support us
ବହୁତ୍ ସୁନ୍ଦର୍ ଗୀତ ଏହିପରି ଗୀତ ଗାଇବା ପାଇଁ ପୁଣି ସେଷ୍ଟ କରନ୍ତୁ ସ୍ୱର୍ କୁ ଟିକେ ଭଲ ଶୁଣିବା ପରି thanks brooo
Bahut badhiya good blesse u bro 👍🚩🙏 Jay Jagannath
Thank you bro.. ❤❤
ଜୟ ଜଗନ୍ନାଥ
ଗୀତଟି ଭଲ ହୋଇଛି କିନ୍ତୁ atoton ଅଧିକ ହୁଇଛି sorry brother. ଗୀତଟି ସୁନ୍ଦର ହୋଇ ଛି Good bless you AUM music Present tim.
Nice song 👍🙏🚩🚩🚩🚩
❤❤❤❤❤ love it's a song🎵 👍👍👍👍👍👍👍👍👍👍
ଗୀତ ଖୁବ୍ ଭଲ ହେଇଛି କିନ୍ତୁ ସ୍ବରରେ Casio ସ୍ବର ମିଶାଅ ନ୍ତୁ ନାହିଁ
Jay Jagannath 🙏❤🎉
Bhauta bhala gaeila 👌🙏🙏🚩🚩🆑
Jay sri ram
Very nice 👍❤
Thanks 🤗
Adhika Autotone use karuna bhala rahiba💫💪
👏👏👏👏👌👌👌👌👍👍👍🙏🙏🙏🙏
Jay Sri Ram Jay sabar samaja
ଜଣେ ଗାଇଲେ ଭଲ ହୁଅନ୍ତା
Very nice voice sound and any time keep it🥰🥰❤️❤️❤️🚩
Thanks a lot 😊
Nice song ଜୟ soura
Supper
Thanks
Ooo very nice songs music brother
ଏମିତି ନିଜେ ସ୍ୱର କାଡିକି ଗାଇଲେ ବଲ୍ ଲାଗିବ ଭାଇ
Jay Jagarnnath ,, Mote bi ichha heuchhi Gaaibaku tike sujoga debebki Aagyan
ଆମକୁ ଯୋଗାଯୋଗ କର
ʲᵃʸ. jagannath
God bless you all
Jay jagannath🚩❤❤❤🙏🛕
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Nice video bro ❤❤❤🎉
Thanks for the visit
❤
❤❤❤❤❤❤❤😮😮😮😮🎉🎉🎉🎉🎉🎉🎉🎉🎉❤❤❤❤❤❤
Ac.st.kana.aeba.tamejanina
𝓥𝓮𝓻𝔂 𝓶𝓾𝓬𝓱 𝓙𝓪𝔂 𝓢𝓱𝓮𝓮𝓻 𝓡𝓪𝓶 👌🕉🙏🎧🎼🎤
ଆଉ ଟିକେ ଭଲ ହୋଇଥାନ୍ତା ଗୀତ
Nua pila jaka ଆଜ୍ଞା
ମାଲା ବୁୟାଁଙ୍ଗ୍ ର ଅର୍ଥ କଣ ବୁଝି ପାରୁନି
ମାଲା ବୁ୍ୟାଙ୍ଗ ଅର୍ଥ ଚାଲ ଭାଇ ଛୁଟ କଥା ମଧ୍ୟ ପ୍ରଶ୍ନ
Jai jagannath ❤❤❤
Jay jagannath🚩
Jay jagarnath prabu👍👍🙏
ଗୀତ ସୁନ୍ଦର ହୋଇଛି ବହୁତ
❤❤❤❤❤❤❤
Jay sri ram
Jay jagannath ❤❤❤❤❤
Jai jagannath ❤❤❤
Jai Jagannath ❤❤❤