ଅଜନ୍ମା ଜ୍ଞାନୀ | Badi Pala ManAcha EP 698 | Badi Pala | Prarthana
ฝัง
- เผยแพร่เมื่อ 18 ต.ค. 2024
- Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in
Bahut sundar❤
Very nice good sir thanks 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏👍👍🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Excellent gayak
Jena babu nka pala best...
Nice pala
Thank you
Both gayka paribesan best💯
jayjagannath🙏
Best wishes 😅
Jay satiy narayan swami jay
ଜଗବନ୍ଧୁ
ପାଢ଼ୀ ମହୋଦୟ ଶୋଳ୍କ ବୁଝିପାରିଲା ଭଳି ବୋଲନ୍ତୁ, ବହୁତ ଭଲ ଲାଗୁଛି ଦୁଇ ଗାୟକ ମାନଙ୍କର।
ଅତ୍ୟନ୍ତ ମନମୁଗ୍ଧକର ପାଲା ପରିବେଷଣ l
Jena sir best
ସତ୍ୟ ବାବୁ ଅଭିଶପ୍ତ ଚନ୍ଦ୍ର ଅଭିମନ୍ୟୁ ଭାବରେ ମର୍ତ୍ତ୍ୟରେ ଅବତୀର୍ଣ୍ଣ ହେବାପରେ, ଚନ୍ଦ୍ର ଙ୍କର ସ୍ଥିତି କଣ ଥିଲା???
Taa pare se chira Amar hei achanti. ........mahendra parbat re Tapasya rata achanti
Sundar paribesan bohut sundar
Ajira badi pala bahut manoranjan lagila
Bhagwan parshuram pura pruthibi ku dakhina deithile tanka guru kashyap nku
Nice performance
Fantastic best pala from both
Padhhi.babu.75
Padhi sir , uchharana re au tike clear darkar. Kichhi sloka clear subhuni..
ଭଲ ଲାଗିଲା ପାଲାଟି।🙏🙏
Satya sir best
Ki sundor swor satya sir
ପାଲା ଅତ୍ୟନ୍ତ ମନୋମୁଗ୍ଧ କର
Jay Jagannath 🙏👌
ଉଭୟ ଗାୟକ ଉତ୍ତମ ପରିବେଷଣ କଲେ । ମାତ୍ର ଜେନା ମହୋଦୟ ଦର୍ଶାଇଥିବା ଦ୍ରୋଣଙ୍କ ଅର୍ଜୁନଙ୍କୁ ବରଦାନ ପୁରାଣଭିତ୍ତିକ ଶଙ୍କା ଉପୁଜାଇଲା । ଆଉ ପାଢ଼ୀ ମହୋଦୟ ଯଦି ସପ୍ତରଥିଙ୍କ ସହ ଅଭିମନ୍ୟୁ ଯୁକ୍ତି ଉପସ୍ଥାପନ ପଦେ ପଦେ କରିଥାନ୍ତେ ଆହୁରି ବିଷୟ ପରିସ୍ଫୁଟନ ହୋଇଥାନ୍ତା । ତତ୍ ସହ ଭୀମଙ୍କ ଭୁମିକା ଉପସ୍ଥାପନ ହେଲାନାହିଁ ।
Satya sir best gayaka
Dhanyabad jena babu.sundar gaile.suni baku vala lagila.
JAY BHABANI
Excellent 👍 pala
Both Gayakas are competent. Chatuspadi by Brahma is unnecessary. I expect sholka from Byasa Mahavart. One doubt . No Gayak explain about Arjuna. Where is Arjuna at that time ?
ଦ୍ରୋଣ କହିଲେ-
ମୋଡି ଧଳାଦାଢି ଵୁଢା ଗଲା ଚିଡି
ରଡି ଦେଇ ରାଗେ କହେ
ଵାଘ ଆଗୁଁ ଵିନା ଦାଗରେ ନ ଯିଵୁ
ହେଵୁ ଯାଗ ଛାଗ ପ୍ରାୟେ
ରେ ଟୋକା
ମେରୁ ଗିରିକୁ ମଣିଛୁ ଟେକା
ଦ୍ରୋଣ ଵାଣ ତ ଅନଳ ଶିଖା
ପଡି ଦେହେ ହୋଇଵ ଫୋଟକା
ଅଭିମନ୍ୟୁ କହିଲେ-
ଚାଟ ପାଠ ପଢା ପ୍ରାୟେ ଵୁଝି ଵୁଢା
ଛିଡା ହୋଇଅଛୁ ରଣେ
ଟାଣରେ କହୁଛି ଵାଣ ମୁନେ ସିନା
ପ୍ରାଣ ଯିଵ ଅକାରଣେ
ହେ ଅଜା,
ଆଜି କରିଦେଵି ଵାଲି ଶଯ୍ୟା
ତହିଁ ଶୋଇ ମାରୁଥିଵ ମଜା
ଯମଗଣେ କରୁଥିଵେ ପୂଜା
Yaa
ଅତି ଉତ୍ତମ
ସୁନ୍ଦର୍ ପାଲା ପରିବେଷଣ ।
ଗାୟକ ବନ୍ଧୁ ମାନେ ସର୍ବଦା ପ୍ରମାଣ ସିଦ୍ଧ ତଥ୍ୟ ଓ ତତ୍ତ୍ଵ କୁ ଉପସ୍ଥାପନ କରିବାକୁ ଚେଷ୍ଟା କରନ୍ତୁ ।
ଏହା ଦ୍ବାରା ପାଲା ର ଆଦୃତି ବଢିବ ।
Lqqqqqqqqqqqqqqqqqqqqqqqqqqqqqqqqqqlljjl huh ja
Qqq1qqq likh
Jena. Babunka. Pala. Uchha. Kotira.
We want to see like this pala
ଯାହା ଆଶା କରିଥିଲି... ସେମିତି ହେଲା ନାହିଁ
କଣ ଆଶା କରି ଥିଲେ
DEFINITELY BOTH ARE TALENTED PERSONS BUT JENA BABU EXTRA PRIMIUM POWER NAMASTE
Ep 702 load karun
ଅତି ସୁନ୍ଦର
DUI gayaka sunder paribeshana kale yehibhali gayakamananku anithibaru dhanyabada
Superb performance
Niakar Boity, Argal,Kenndrapara.Enjoyed Pala.Thanks to both Gayaks and co-performers.
Chandra Sekhar sir nkara voice Bhala laguni au concept bi bhala nahi
Way of expression bi bhala nuhe
Tanka thu better satya sir
କାହା ପାଇଁ କର୍ଣ &କୁରୁରଜା କଥା ରହିଲା ନାହିଁ ଗାୟକଙ୍କୁ ପଚାରିଲି ଦୟାକରି ଜଣାଇବେ
Kou Katha rahila nahin bhai
Ati bhala
Padhi sir super ao ama ra jena sir bi bhala
ଅଭିମନ୍ୟୁ ବନ୍ଚିଲେ କୄଷ୍ନ ଅର୍ଜନ ମରିବେ କାରଣ ରଜତ୍ କରମହଦୟ କଣ ସମିକ୍ଷା କରୁଛନ୍ତି।
Jena mahashaya Abhimanyu badhakaribaku manakaribasatwe maraheba yukti ketedura sangata?
ରଢତ୍ କର କଣ ସମିକ୍ଷା କରୁଛନ୍ତି କି?
Jay Jagatanath.I like bad I palla very much because shi palma Purana bishay nasty adharita.Athiru anek shikshaniya bishay rahichhi.Bhakti bhabadhare shi palma shiksha niy ebm chitakarshak Madhya.Ahaku samaste dhyan dei suniba u hit.
Type re Bohol thibaru half Kari be.
Both Gayak's are talented
Besuria Sangita Sunile ayusa kame parthana chanel ra gyani jani nahanti ki, Bekaria Pala
@@arnapurnarout7501 ଆପଣଙ୍କୁ ଯଦି ଏ ପାଲା ଉଚକୋଟିର ଲାଗିଲା ତ ଆପଣ ପାଲା ଦେଖି ନାହାନ୍ତି, ମୋ ବାପା ଙ୍କ ଅଜା ହରି ନାଥ ଯିଏ ଵି ତାଙ୍କ ନାମ ଶୁଣିବେ ନତ ମସ୍ତକ ହେଵେ, ମୁଁ ତାଙ୍କୁ ଦେଖିନି, ମୋ ଵଡ ଵାପା ଗାୟକ ରତ୍ନାକର ଶ୍ରୀଯୁକ୍ତ ରଘୁନାଥ ଶର୍ମା ଯିଏକି ଓଡିଶା ପାଲା ସଂସ୍କୃତିର ଏକ ଅପାରାଯୟ ଗାୟକ, ଵାଦି ପାଲା ରେ କୌଣସି ଗାୟକ ତାଙ୍କୁ ହରାଇ ନାହିଁ, ପାଲା ଉପରେ ସେତିକି ଗ୍ୟାନ ନାହିଁ ତ ମୁଁ କହିଲି କଣ୍ ପାଇଁ, ଆପଣଙ୍କୁ ଗୋଟିଏ ପ୍ରଶ୍ନ
ଜ୍ୱାଇଁ ଯାଇଥିଲେ ଶଶୁର ଘରକୁ ବସି ଗଲେ ଶାଶୁ କୋଳେ, ସଳା ଆସି କରି ନମସ୍କାର କଲେ ବାପା ତୁମେ କେତେ ଵେଳେ, ସମାଧାନ କରିବାକୁ ହେବ ଆପଣଙ୍କୁ,
ସୂଚନା ଶିବ ପୁରାଣ
ଆଉ ଗୋଟିଏ ପ୍ରଶ୍ନ ଉଭୟ ଗାୟକ ମହାଶୟଙ୍କୁ
ଏକ ଵ୍ରହ୍ମ 2ୟ ନାସ୍ତି ଠିକ୍ କଥା
ଵ୍ରହ୍ମ କେତେ ଭାଗରେ ବିଭକ୍ତ କି କି ଵ୍ରହ୍ମ ଆଉ କୋଉ କୋଉ ଵ୍ରହ୍ମ ରେ କିଏ କିଏ ଯାଉଛନ୍ତି
ଯଦି କେହି ପାରିବେନି ପାଲା ଛାଡି ଅନ୍ୟ କାମରେ ମନ ଦିଅନ୍ତୁ,
ଜୟ ଜଗନ୍ନାଥ
@@arnapurnarout7501 ଆଉ ଗୋଟିଏ କଥା କୋଟି କୋଟି ଲୋକ ଦେଖିଛନ୍ତି କହିଲେ, କେତେ ଲୋକ ଦେଖିଛନ୍ତି 11k
ମୋର ଗୋଟିଏ ଗୋଟିଏ music video
8lakh 5 lakh vew ଅଛି,
@@arnapurnarout7501 କହିବା ପୋଛିବା ଗ୍ୟାନ ନୁହେଁ, ଆଖି ତରାଟିବା ଧ୍ୟାନ ନୁହେଁ
ଗାଇଲେ ପାଲା ଗପିଲେ ନୁହେଁ
ଆଉ ପାଲାକାର ହେବାକୁ 21 ଟି ଲକ୍ଷଣ ପ୍ରକାଶ ପାଇବା ଦରକାର,
ପା
ଲା
କା
ର
ସବୁ ଅକ୍ଷର ରେ ଶୋଳ୍କ ଅଛି 21ଟା ଲକ୍ଷଣ
@@matin.24ତୁମ ଗୀତଟି ର ନାମ କୁହନ୍ତୁ ତ
@@arnapurnarout7501 Mu Pala Katha kahini, Sangita Katha kahichi, Padhi Babu jou choupadi gaile kanaku Thik lagila ki, Jadi mo Katha Kharap lagila ta sorry
ଜଗବନ୍ଧୁ
Nice pala
Sundar bahut sundar paribesan
In; ifI'm in on
ରଢତ୍ କର କଣ ସମିକ୍ଷା କରୁଛନ୍ତି କି?