Beautiful duets very nice best lyrics best music and best voice thanks to all from RUKMINI PRODUCTION BijayaKumarMishra GITIKARA puri jai jagannath jai 🙏
U have a sweet n Clear voice which is God's gift 🎁 plz God mujhe ekk bar meri Ira didi ke sath milado mujhe jadda sukun milega meri wish bhi full hojayega
ନୂଆଁ ଗାୟକ ଙ୍କୁ ସୁଯୋଗ ଦେଇଥିବାରୁ ମଳୟ ମିଶ୍ର ଙ୍କୁ ଧନ୍ୟବାଦ୍।
Thank you sar thank you so much a nuaa pilabi kaha thu bi kam nuhnnti all song super👌👌👌 masta
ବହୁତ ସୁନ୍ଦର ଲାଗୁଛି. ଯେତେ ଶୁଣିଲେ ବି ନୁଆ ନୁଆ ଲାଗୁଛି. ଧନ୍ୟବାଦ ସେ ଗୀତ ଲେଖକ, ସ୍ୱର ଏବଂ ଗୀତ ଗାଉଥିବା ବ୍ୟକ୍ତି ଙ୍କୁ. 🙏🙏🙏❤❤❤
Best of Malaya Mishra❤️🙏
ପୁଣି ସେ ଦିନ ର ଅନୁଭବ କରେଈ ଦେଉଛନ୍ତି ଏ ଗୀତ ଟି ଶୁଣି ଲେ ଗୋଟାଏ ଅଲଗା ପ୍ରକାର ଅନୁଭବ❤️
ସତରେ ୩୦ ବର୍ଷ ବିତିଗଲା ପରେ ବି ଆଜି ଅନୁଭବ ହେଉଛି ସେ ପୁରୁଣା ଦିନ କେବଳ ଏହି ପରି ପୁରୁଣା ଝାଟି ଆଉ ମାଟି ର ଶୁଦ୍ଧ ଓଡ଼ିଆ ଶଦ୍ଧ ରୁ,,,ବହୁତ୍ ସୁନ୍ଦର୍ ହେଇଛି ଗୀତ ଟି,,❤❤❤❤❤❤
ଏମିତି ଗୀତ ସବୁ ହେଲେ ନିଶ୍ଚୟ ଓଡ଼ିଆ ସିନେ ଓ ଆଲବମ ଜଗତ ଆଗାମୀ ଦିନରେ ରାଜ କରିବ ସଙ୍ଗୀତ ଦୁନିଆ ରେ। ଧନ୍ୟବାଦ୍ ମଳୟ ମିଶ୍ର ଭାଇ , ଇରା ଅପା ,ଅଭିଜିତ ।
ସତରେ ଇରା ମହାନ୍ତିଙ୍କ ର ନିଚ୍ଛକ ଓଡ଼ିଆ ସୁମଧୁର ଗୀତ, ବହୁତ ସୁନ୍ଦର
ସତରେ ଦିଲ୍ ଖୁସ୍ ହେଇଗଲା ଗୀତରେ ଚାର୍ମ ଅଛି ବହୁତ୍ ଭଲ ଲାଗିଲା
ଆଶାକରେ ଆଗକୁ ଏହି ଭଳି ଗୀତ ଆସୁ
ସତରେ ବହୁତ ଖୁସି ଲାଗିଲା ପୁଣି ଇରା ଅପା ଙ୍କୁ stage ଉପରେ ଏମିତି ଦେଖିକି ❤❤❤🙏🙏🙏
ୟାକୁ ହିଁ କୁହନ୍ତି ଗୀତ 👌👌 ସତରେ ମଜା ଆସିଗଲା,, ଏତେଦିନ ପରେ ଖାଣ୍ଟି ଓଡ଼ିଆ ଶବ୍ଦ ଭରା ସୁମଧୁର ପ୍ରେମଭରା ଗୀତ ମୁଁ ଶୁଣିଲି 🙏🙏 ଓଡ଼ିଆ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ନିଜ ମାତୃଭାଷାର ମର୍ଯ୍ୟାଦା ରକ୍ଷା ସ୍ଵରୁପ ଏହିଭଳି ଗୀତ ରଚନା କରିବା ଆବଶ୍ୟକ 🙏🙏 ଏ ଗୀତକୁ ସୃଷ୍ଟି କରିଥିବା ସମସ୍ତ କଳାକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏🙏 ଜୟ ଜଗନ୍ନାଥ 🙏
👍
ମୋ ଗୀତ କୁ ଏତେ ଭଲ ପାଇବା ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା 🙏(lyricist Narmada sahu)
Q
Ur right sir
Ur right I appreciate
ବହୁତ ସୁନ୍ଦର ଦମଦାର ଦେଖିବାର ପାଞ୍ଚଗୁଣ ଇତ୍ୟାଦି ସଂଗୀତକୁ ଦେଖି ଆମ୍ଭେ ଖୁସି
It's completely a Malaya Mishra Magic. Which makes all the difference. Singers absolutely amazing..
ଗୀତ ଟି ଗାଁ ର ନିଛକ ପ୍ରତିଛବିକୁ ମନେ ପକାଇ ଦେଲା। ସତ କହିବାକୁ ଗଲେ ଇରା ଅପା ଙ୍କ ସମଧୁର କଣ୍ଠସ୍ଵର ଆଉ ଗୀତ ଗାଇବା ଶୈଳୀ ନିଆରା।
A❤0😂😊😅🎉po
ସତରେ ଆମ ଓଡ଼ିଆ ଗୀତ ରତ୍ରାଧୁର ପ୍ରେମ ଭରା ଗୀତ ଅତିସୁନ୍ଦର 🙏🏻🙏🏻🙏🏻🙏🏻🙏🏻
ମଳୟ ମିଶ୍ର ଯେଉଁଠି ଅଛନ୍ତି... ସେଇଠି ଏଇଭଳିଆ hit ଗୀତ ମିଳିବା ସୁନିଶ୍ଚିତ |||
Jaha heu ete din pare jai ira mam nka voice sunili I'm proud
Outstanding performance and lyrics.. Odia vasa ra hit song...
Beautiful composition.... excellent singing
Outstanding.......it's different...not like today's cheap odia songs....it's Malaya mishra's magic...singers are brilliant..
√
Salute Malaya bhaina...aau Ira APA nku.
ଯେତେଥର ସୁଣିଲେବି କାହିଁ ଆଉଥରେ ସୁଣିବାକୁ ଇଛା ହୁଏ ଅତି ସୁନ୍ଦର ଭାବରେ ଗାଇଛନ୍ତି ସାର୍ ଜଗନ୍ନାଥ ଆପଣଙ୍କୁ ଭୁଲରେ ରଖନ୍ତୁ ଏତିକିକାମନା କରୁଛି ମୁଁ ସାଗର ମହାରଣା ଜୟ ଜଗନ୍ନାଥ
ଏତେ ସୁନ୍ଦର ଏ ଗୀତ ସତ କହୁଛି ମନ ଛୁଆଁ ❤ Evergreen 💐💐💐👌👌 ଶ୍ରେଷ୍ଠ ସାଲୁଟ ତୁମର mussic ଟିମ୍ କୁ ଏତେ ସୁନ୍ଦର Concept 🫡ଭଗବାନ ଙ୍କ ଆଶୀର୍ବାଦ ରହୁଥାଉ , ଏମିତି ସୁନ୍ଦର ଗୀତ ଶୁଣିବା ର ସୁଯୋଗ ମିଲୁଥାଉ 🎉🎉🎉
Male voice is much more better than other odia male singers
Wow.. my parents are loving it and me too. Thanks for such beautiful lyrics and music.
Satare bahut badhia laguchi...
Malay Sir
Ek no
Malay sir U are all time great sir for odia album industry ...
Composition outstanding.
Lyrics super...
ATI Sundar song
ମେତେତ ବହୁତ ଭଲ ଲାଗେ ଇରା ଦିଦି ଙ୍କ କଣ୍ଠ 👌👌👌
the one and only music director with unique identity with his music and versatile composer..mo pranaam grahan karantu guruji
Bahut Badhia.......
i never belief my self what a masterclass creation of malaya sir
Era didi gita kamal kari dela ❤❤❤ thanks to malaya sir and all musicsian
What a composition 👍👍 thanks the legendary Malaya Sir ❤️ .
Wonderful composition
ଓହୋ ଫାଣ୍ଟାଷ୍ଟିକ ❤️
Malaya sir nka ra Gita sabubele niara heithae❤❤❤❤❤
Ira mam voice unbelievable
Avijeet nk voice pura cute voice
Thank you Malaya sir puni music industry ku ferithibaru
ମସ୍ତ୍, ପୁରା ଜବରଦସ୍ତ୍,,,,ନୂଆ ସିଙ୍ଗର ବଢିଆ voice...
Very Nice Song ....I listen this song 5 times Daily...No one can take her place Very Talented And popular Singer Ira Mohanty Mam...
absolutely 👍👍👍
sabu gita manaku chhuin jauchi, ❤❤❤👌👌👌thanks to malaya sir., era didi, and new singer and all musicsian.
Chamatkar lekha sahita composition bi
ପ୍ରାକୃତିକ ସୁପର ହିଟ ଗୀତ ।।।।।
After a long time malaya mishra ji composed a beautiful song .I heart's of to u .🙏👍
ନିଚ୍ଛକ ଓଡ଼ିଆ ଗୀତ ଅତି ସୁନ୍ଦର 👌
Very nice 🎵 🎶 🎵
Awesome composition with beautiful lyrics. Powerful singing by Ira and Abhijeet
Beautiful composition......Malay Sir.....
soooo soothing voice's.... excellent lyric with village flavour ❤
💕💕💕💕💕💕💕love u outstanding ❤️❤️❤️❤️
ବହୁତ୍ ସୁନ୍ଦର୍ ହୋଇଛି...👌❤️
Very nice singing&very nice voice👍
Excellent... superb singing...Ira Apa
What a composition!! emiti bi Gita heipare 💖🧡💝😘😘😘😘😘
Fabulous Composition by Malay Sir & Spectacular executed by Melody Queen IRA appa & Abheej❤️👌❤️👌❤️👌❤️
Speechless singing both 👌👌👌👌👌👌👌👌
Great Composition. 🙏
Abhijeet bhai nka mu bahut bodo fan❤❤
Outstanding mind blowing on off my best Singer ira mam and nice composition
ସୁନ୍ଦର ଯେତେ ଶୁଣିଲେ ବି ନୂଆ ଲାଗୁଚି ❤❤🥰🥰👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️👌👌👌👌👌👌❤️❤️❤️❤️❤️👌👌👌👌👌ସୁପର 👌👌
Nice song..
Really very heartouching song..
Music milestone Malay Sir
ଗୀତ ଟିକୁ ଶୁଣିଲା ପରେ ଲାଗୁଛି ଦିଲ୍ଲୀ ଛାଡ଼ି ନିଜ ଗାଁ କୁ ଫେରି ଯାଆନ୍ତି କି !! 😰😰😰😰
ଭାଇ କେବେ ଯିବ ମୋ ଟିକଟ୍ ଟା କାଟିବ ସାଙ୍ଗ ହୋଇ ଯିବା
Beautiful composition sir 🙏
Heart Touching Song & I will always love "Malaya Mishra" very much. He is my very favorite Music Director.
Beautiful duets very nice best lyrics best music and best voice thanks to all from RUKMINI PRODUCTION BijayaKumarMishra GITIKARA puri jai jagannath jai 🙏
ସୁନ୍ଦର ଅତି ସୁନ୍ଦର ଗୀତ ମଳୟ ସାର୍
ଇରା ମହାନ୍ତି ଏବଂ ଅଭିଜିତ୍
Market ku malaya mishra ghantile. Pakka odia industry changa aasiba.
Jabardast 🥰🥰 100 time Listening
Excellent music by Malaya Sir 🙏
Bohut sundar soung and sundar music
Satare bahut dina pare khanti Odia gita suni baku milila❤❤❤❤❤❤
Wow Ira mm aapana satare pura khanti hira
U have a sweet n Clear voice which is God's gift 🎁 plz God mujhe ekk bar meri Ira didi ke sath milado mujhe jadda sukun milega meri wish bhi full hojayega
ଗୀତ ଟା ସୁପର୍ ହେଇଚି
ଅତି ସୁନ୍ଦର ❤
ଓଡ଼ିଆ ର ମହକରେ ଭରା ସଂଗୀତ
ଇରା ମହାନ୍ତି ଓଡ଼ିଶାର ଜଣେ ଆଗଧାଡିର ସଙ୍ଗୀତ ସିଳ୍ପୀ। ତାଂକ ସମକକ୍ଷ ଗାୟିକା ଓଡ଼ିଶାରେ ବହୁତ କମ୍ ଅଛନ୍ତି । ମାତ୍ର ତାଙ୍କ ସହିତ ଗାଉଥିବା ପିଲାଟି ଅତ୍ୟନ୍ତ ସୁନ୍ଦର ଗାଉଛି ଭବିଷ୍ୟତ ବହୁତ ଉଜ୍ବଳ । ପ୍ରଭୁ ଜଗନ୍ନାଥ ତା ଚଲାପଥରେ ସହାୟ ହୁଅନ୍ତୁ ।
It's outstanding sir 😍
Lyricist Santosh Mahapatro ❤️🙏
ବହୁତ ସୁନ୍ଦର ଗିତ❤️❤️❤️❤️❤️
Very Beautiful 😍 Song👍🏻..Nice Malaya Mishra Sir Direson
Bahoot bahoot badhia
Something different....simply great
ଆଇ ଲଭ ୟୁ ଅପା❤
Bahut badhiya lagla tamr gita
ସୁନ୍ଦର ମ୍ୟୁଜିକ୍
Best
Ira mdm nku nei au min 1000 songs karantu,plz,she is an emotion ❤
ସତରେ ଅତି ସୁନ୍ଦର ଗୀତଟିଏ
The great music director Malay mishra
ବହୁତ ସୁନ୍ଦର ଲାଗୁଛି ତୁମ ଗୀତ ହୃଦୟକୁ ଥରେଇ ଦେଉଛି ❤❤❤❤❤❤
Odia industries ra Jane dynamic music director
ବହୁତ ସୁନ୍ଦତ ଗୀତ
TH-cam re song dekhibaku ichha haunathila, voice queen nka voice again u-turn kareila utbe ku, outstanding voice till now also male voice
Superb outstanding what a mindblowing lyrics
Mu aau kichi kahuni khali atiki kahuchi wowwwww❤
Excellent, its just fabulous.
Mind Blowing Song,❤️🙏
Didi super duper hit
Mind blowing
🌹🌹ଭଲ ଲାଗିଲା 🌹🌹
ମଳୟ ମିଶ୍ରଙ୍କୁ କୋଟି କୋଟି ଧନ୍ୟବାଦ୍
Outstanding song Malaya sir 🎸🎸🎧🎧
ଓଡ଼ିଆ ଭାବେ ବହୁତ୍ ଗର୍ବିତ