୧ ଟଙ୍କା ନ ଆସିଥିଲେ ବି ସୁଭଦ୍ରା ଯୋଜନା ଟଙ୍କା ଆସିବ || Subhadra Yojana

แชร์
ฝัง
  • เผยแพร่เมื่อ 7 พ.ย. 2024

ความคิดเห็น • 176

  • @karuna7103
    @karuna7103 หลายเดือนก่อน +42

    ଅନ୍ ଲାଇନ୍ କରି ଥିବା ସମସ୍ତ ମହିଳା ଙ୍କୁ ସୁଭଦ୍ରା ଟଙ୍କା ଦିଆଯାଉ

  • @DasuniKhatua
    @DasuniKhatua หลายเดือนก่อน +10

    ବିଜେପି ପଇସା ଦବାର ଅଛି ଜଦି ଆକାଉଣ୍ଟ ସାଥୀରେ ଆଧାର ଲିଙ୍କ୍ ହବା କଣ ଦରକାର ଫରର୍ମ ଭରିଲାବେଳେ ଆକାଉଣ୍ଟ ନମ୍ବର ଭରିଥାନ୍ତେ ଆକାଉଣ୍ଟ ନମ୍ବରରେ ଛାଡିଥାନ୍ତେ ଖାଲି ଗରିବ ଖଟିଖୀଆ ଦିନ ମଜୁରୀଆ ଙ୍କୁ ହଇରାଣ କରିବା ବିଜେପିର ଇଛା ,ଜନସେବା କେନ୍ଦ୍ରରେରାତିପାହିଗଲା ଦିନବିସରିଗଲା ଦୁଇଦିନ ନିକିମା ପରେ ଫରର୍ମ ଆବେଦନ କଲେ ହେଲେ ଲାଭ କଣ ପୁଣି ବ୍ୟାଙ୍କରେ ଭିଡ଼ ଆଧାର ଲିଙ୍କ୍ ପାଇଁ, ସରକାରଙ୍କୁ ଅନୁରୋଧ ମା ମାନଙ୍କୁ ହଇରାଣ କରନ୍ତୁ ନାହି

  • @Zodnd1254
    @Zodnd1254 หลายเดือนก่อน +8

    ଆଶା କର୍ମୀ ଙ୍କ ର msg ଆସିଛି ୧ ଟଙ୍କାର,ସେମାନେ ବାର୍ଷିକ ୭୨ ହଜାର ପାଉଛନ୍ତି।❤❤❤❤❤❤

  • @nayankumarcreation3004
    @nayankumarcreation3004 หลายเดือนก่อน +33

    ଜଦି ସମସ୍ତଙ୍କ ଖାତାକୁ ଟଙ୍କା ଆସିବ ତେଣୁ ଗୋଟିଏ ଟଙ୍କା ପଠାଇ କାଇଁ ଲୋକଙ୍କୁ ଡରଉଛ

  • @143Travelindia
    @143Travelindia หลายเดือนก่อน +17

    ଭଲ ଭାବେ କୁହନ୍ତୁ OTP ନ ଆସିଲେ ବିନା KYC ଯେଉଁ ମାନେ ତାଙ୍କର ପେଣ୍ଡିଙ୍ଗ ଅଛି ତାଙ୍କର କଣ ପଇସା ଆସିବ? ତ 🙄

    • @manishmahar8106
      @manishmahar8106 หลายเดือนก่อน +3

      Pending thhai bi asuchhi 1rs
      Success thile bi asinahi

  • @gitanjalimallik4605
    @gitanjalimallik4605 หลายเดือนก่อน +3

    ଏଠି ସୁଭଦ୍ରା ପାଇଁ କିଛି ଟଙ୍କା ଦେଇକି ରାସନ ଦର ଆକାଶ ଛୁଆଁ ଇଏ କଉ ପ୍ରକାର ର ହିତ କରୁଛନ୍ତି ଓଡିଶା ବାସୀ ଙ୍କ ପାଇଁ......

  • @annuvideo
    @annuvideo หลายเดือนก่อน +25

    ମାଡାମ ଗୋଟେକଥା କ୍ଲିଅର କୁହନ୍ତୁ ଜେ ଯୋଉ ମାନଙ୍କ ଆକାଉଣ୍ଟ କୁ 1 ଟଙ୍କା ଆସୀ ନାହିଁ ସେମାନଙ୍କୁ କାଲି ଟଙ୍କା ମିଳିଵନାନାହିଁ ହଁ କି ନାହିଁ

    • @omsahoo4370
      @omsahoo4370 หลายเดือนก่อน

      kichi bhul form fillup kari thiba tame , KYC Bank re update hei nathiba .

    • @DeepakLenka-c8d
      @DeepakLenka-c8d หลายเดือนก่อน

      Kyc update kara aaga before form apply kahileni kanhiki ebe 1 tanka chhadi check karuchhanti janisuni sabu karuchhanti

  • @samayranjanmallik6598
    @samayranjanmallik6598 หลายเดือนก่อน +4

    Pending ଅଛି ଆଶନ୍ତ୍ରକାଲି ପଇସା ମିଳିିବ ନାହିଁ

  • @nabakishoredas143
    @nabakishoredas143 หลายเดือนก่อน +4

    Minister madam, ଏକ କାଳୀନ ସୁଭଦ୍ରା ଯୋଜନାର ଟଙ୍କା ଆସିଥିଲେ ,କିଛି ରୋଜଗାର ପନ୍ଥା ପାଇଁ ଚେଷ୍ଟା କରିଥାଆନ୍ତେ ।କିଛି ଲାଭ ନାହିଁ

  • @laxmipriyadalei8858
    @laxmipriyadalei8858 หลายเดือนก่อน +1

    Mora bi asini maa

  • @MohanBiro
    @MohanBiro หลายเดือนก่อน +1

    Madam ଖାଲି ନାରୀ ମାନଙ୍କ ପାଇଁ ଏତେ ସବୁ ସୁବିଧା ହେଲେ ଆମର ପୁରୁଷ ମାନଙ୍କ ପାଇଁ ସୁବିଧା କଣ???

  • @Godadhargouda
    @Godadhargouda หลายเดือนก่อน

    ପ୍ରୋତ୍ୟୋକ ଲୋକ ଅନଲାଇନ୍ କରିଛନ୍ତି କିନ୍ତୁ kyc ହୋଇନାହିଁ ସେଇଟା କଣ କୋରିବେ ପ୍ରୋଭାତି medom

  • @adityadeep5900
    @adityadeep5900 หลายเดือนก่อน

    ଯେଙ୍କୁ ମହିଲା ମାନେ 5000 ପାଇସନ ସେ ମହିଲା ମାନେ ଖୁସ ଯଙ୍କୁ ମହିଲା ମାନେ ପାଇନି କେମିତି କରିବେ ସରକାର କେଭେ ଭାଵିଛେ

  • @cric-up
    @cric-up หลายเดือนก่อน +3

    Declare JTs as regular on 17th sept madam

  • @gyanaranjanabehera3067
    @gyanaranjanabehera3067 หลายเดือนก่อน +53

    ମନ୍ତ୍ରୀ ମହୋଦୟା ଓଟିପି ଓ ବିନା ଓଟିପି ଏବଂ ସକସେସ ଓ ପେଣ୍ଡିଂ ବିଷୟରେ କିଛି କହୁନାହାନ୍ତି।

    • @Suryabhanu_Vlog
      @Suryabhanu_Vlog หลายเดือนก่อน +14

      Sata Kathaa Kichhi Kahu Naahanti

    • @sushantabhuyan1460
      @sushantabhuyan1460 หลายเดือนก่อน

      ବିନା ଓଟିପି ରେ ଯେଉଁମାନେ ପକାଇଛନ୍ତି ସେମାନଙ୍କର ଆସୁନି

    • @DebaprakashGochhayat
      @DebaprakashGochhayat หลายเดือนก่อน +4

      ଏମାନେ ପୂରା ଠକି ଦେଲେ.... ପ୍ରଥମେ ଯୋଉ ମାନେ aply କଲେ ସେମାନେ otp ଆଉ biomatric ରେ... ସେଥିରେ ପୁଣି net work ପ୍ରୋବ୍ଲେମ ରହିଲା.... ଦିନକୁ ୩ ଟା ଚାରିଟା aply ହେଲା.... ପରେ ଲୋକ ଗହଳି ଦେଖି ସମସ୍ତେ ବିନା otp ରେ aply କଲେ.... ପରେ ପଇସା ମିଳିବାର ଦି ଦିନ ପୂର୍ଵରୁ ପୁଣି bio matric ଲଗେଇ ଦେଲେ..... ଏବେ ଯୋଉ ମାନେ bio matric ଦେଇଛନ୍ତି ସେଇ ମାନଙ୍କ ଖାତାକୁ 1 ଟଙ୍କା ଆସିଲା... ଆଉ ସେମାନେ ପଇସା ପାଇବା ପାଇଁ ଯୋଗ୍ୟ ବିବେଚିତ ହେଲେ ଆଉ ଅନ୍ୟ ମାନେ ଭକୁଆ......

    • @jagatpatirana1990
      @jagatpatirana1990 หลายเดือนก่อน +2

      କେହିବି ନିଜର ଦୁର୍ବଳତା ପ୍ରକାଶ କରେ ନାହିଁ

    • @manishmahar8106
      @manishmahar8106 หลายเดือนก่อน +2

      Aji pending ra success heichhi chek kara

  • @dasarathakundu2277
    @dasarathakundu2277 หลายเดือนก่อน +2

    ମାଡାମ କୁ ମୁଖ୍ୟ ମନ୍ତ୍ରୀ କରିଥିଲେ ଭଲ ହେଇ ଥାnta

  • @MataKasturi
    @MataKasturi หลายเดือนก่อน +1

    ଯେତେ. କୁଟକପଟ. ପାଠ.. ପଢିଛ. ସବୁ. ରଣ୍ଡୁଆ. ଭାଦୁଅମାନେ. ରାଜନୀତୀରେ. ମିଶିଛ. ସେମିତି. କୁଟା. ହେଇଯିବ. ଏଇ. ପ୍ରଭୁଙ୍କର. ସଂସାର. ଖାଲ. ଵାଲା. ହେଇକି..

  • @RajalaxmiSwain-bc9kq
    @RajalaxmiSwain-bc9kq หลายเดือนก่อน

    ଡାହା ମିଛ କହୁଛି ଇଏ ଓଟିପି ଯାଉ ମାନଂକର ଆସିନି ସେ ମାଙ୍କର ପଇସା ଆସିନି

  • @MrLLB143
    @MrLLB143 หลายเดือนก่อน

    ଯାହା ପାଖ କୁ ପଇସା ଯାଇନି ସେମାନେ ନିଜର bank account ku ekyc ହେଇଛିକି ନାହିଁ check କରିନିଅନ୍ତୁ 🙏🙏

  • @ymediaentertainment4691
    @ymediaentertainment4691 หลายเดือนก่อน

    Right

  • @pramodkumarvlogs4429
    @pramodkumarvlogs4429 หลายเดือนก่อน +9

    କାହାକୁ ଟଙ୍କା ମିଳିବନି. କନ୍ଧମାଳ ଓ ମାଲକାନଗୀରି ର କିଛି ଲୋକ ମାନଙ୍କୁ ଦେବେ ହେଲେ ଆଉ କାହାକୁ ମିଳିବନି ସେମାନେ କହିବେ ଆମେ ସାରା ଓଡିଶାବାସୀ ର ସମସ୍ତଙ୍କ ମହିଳାଙ୍କୁ ସୁଭଦ୍ରା ଯୋଜନା ଟଙ୍କା ଦେଲୁ. ହେଲେ ଏ ଯୋଜନା ଗୋଟିଏ "ଭୂଆବୁଲା ଯୋଜନା" କାହାକୁ ମିଳିବନି.
    ଜୟ ଜଗନ୍ନାଥ

    • @prakashkumarjena.babusan.n3760
      @prakashkumarjena.babusan.n3760 หลายเดือนก่อน

      ତୋ ମାଙ୍କୁ ମିଳିବନି ରେ ଭାଡୁଆ 😂😂😂😂

    • @omsahoo4370
      @omsahoo4370 หลายเดือนก่อน

      BJD wala ka pai nuhe , BJD WALA APPLY KARA NAHI . NABINA DABA TAMAKU . CHORI KARI JOU RAKHICHI

  • @MrLLB143
    @MrLLB143 หลายเดือนก่อน

    ଯଉ ଭାଇ ଭଉଣୀ ମାନେ ନିଜ account କୁ ଆଧାର sange seeding ଆଉ bank re ନିଜ account ku EKYC check କରିନିଅନ୍ତୁ 🙏🙏

  • @umeshkumarsamal6512
    @umeshkumarsamal6512 หลายเดือนก่อน

    Many many happy returns of the day Modi ji 🎉

  • @Afterjob
    @Afterjob หลายเดือนก่อน

    ମେଡାମ ସର୍ଭର୍ କଉଠୀ ଅଛି ଟିକେ କୁହନ୍ତୁ 😂😂 ମୁଁ ତା ସାଙ୍ଗରେ ଟିକେ ଦେଖା କରିବି

  • @Afterjob
    @Afterjob หลายเดือนก่อน

    ମୋ ସ୍ତ୍ରୀ ଆକାଉଣ୍ଟ କୁ 5000 ଟଙ୍କା ଆସିଲେ ସେହି ଟଙ୍କାରେ ମୁ 5000 ଟଙ୍କାର GOLD ସାବୁନ କିଣିବି ଆଉ ଗlଧିଲା ବେଳେ ଲଗାଇବି 😂😂😂😂

  • @dasarathakundu2277
    @dasarathakundu2277 หลายเดือนก่อน +2

    ମାଡମ କୁ ମୁଖ୍ୟ ମନ୍ତ୍ରୀ କରିଥିଲେ ଭଲ ହେଇ ଥା nta

  • @gayatriparida3937
    @gayatriparida3937 หลายเดือนก่อน

    Jeu mane pakei nanhanti semane kebe paibe kuhantu kindly clear update all the information..

  • @ashoksend1717
    @ashoksend1717 หลายเดือนก่อน +10

    JAHARA RS. 1/- ASINAHI AU PENDING RE ACHI SEMANE KAN KARIBE ?

  • @ManajoSahoo-zk5rb
    @ManajoSahoo-zk5rb หลายเดือนก่อน +1

    Choro modi

  • @nandakatapalia5706
    @nandakatapalia5706 หลายเดือนก่อน +2

    ଆଧାର ଇ କେୟାସି ପେଣ୍ଡିଙ୍ଗ ଦେଖୋଉଛି. ପଇସା ଆସିବ କି ନାହିଁ ସେହି କଥା କୁହନ୍ତୁ ମେଡମ

  • @baidyanath4833
    @baidyanath4833 หลายเดือนก่อน

    ରାଜ୍ୟର ପ୍ରତେକ ମହିଳା ମାନଙ୍କୁ 50 ହଜାର ଟଙ୍କା ଦେବେ ବୋଲି କହିକି ମାତ୍ର 5000 ଟଙ୍କା ଦେବେ, ମିଛ ପ୍ରତିଶୃତି ଓଡ଼ିଶାର ମହିଳା ମାନଙ୍କୁ ବିଜେପି ସରକାର ଦେଲେ l

  • @allhadinipatel1655
    @allhadinipatel1655 หลายเดือนก่อน

    ହର ଘର ଜଳ darkar

  • @rojinadas1791
    @rojinadas1791 หลายเดือนก่อน +2

    Kou portal re check kari haba registration status tk kuhantu

  • @ksgaming7005
    @ksgaming7005 หลายเดือนก่อน

    ଯୋଗ୍ୟତା କିପରି ନିର୍ଦ୍ଧାରଣ କରିବେ?

  • @lovestatus9086
    @lovestatus9086 หลายเดือนก่อน

    Mu already form pkeisarichi but tapre dekhili ki mo aadhar bank saha link nai ta mora kn hebani?

  • @SambhunathDas-rp7cx
    @SambhunathDas-rp7cx หลายเดือนก่อน

    Those who have been registered long before 17 th should be given 1st instalment on 17th.

  • @PramilaDigal-lk6qr
    @PramilaDigal-lk6qr หลายเดือนก่อน

    ସୁଭଦ୍ରା ଟଙ୍କା ସୁଝା ନା.ଫ୍ରି

  • @SanjuktaMallick-ij4zz
    @SanjuktaMallick-ij4zz หลายเดือนก่อน +1

    Madam ମୋ ଖାତା କୁ ଆସିନି 1ଟଙ୍କା ମୁଁ କଣ ସୁଭଦ୍ରା ଯୋଜନା ର ଟଙ୍କା ପାଇବା ପାଇଁ ଯୋଗ୍ୟ ନୁହେଁ କି

  • @saiommbiswal1452
    @saiommbiswal1452 หลายเดือนก่อน +1

    Kebe milib kuha

  • @sudhansusekhardash9010
    @sudhansusekhardash9010 หลายเดือนก่อน +8

    ମା, ଛ ମାସରେ ପାଞ୍ଚ ହଜାର ଟଙ୍କା, ପ୍ରଗତି,
    ସମୃଦ୍ଧି, ଆତ୍ମନିର୍ଭରଶିଲ, ବହୁତ୍ ଦୁଃଖ ନାଁ ହସ।

    • @prakashkumarjena.babusan.n3760
      @prakashkumarjena.babusan.n3760 หลายเดือนก่อน

      ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର ଆଉ 24 ବର୍ଷ ର ଗର୍ବ ଅହଂକାର ଓଡିଶା କୁ ପୁରା ବରର୍ବାଦ କରିଦେଇ ସୋବୁ ସୀମା ଟପି ଯାଇଛନ୍ତି.....

    • @omsahoo4370
      @omsahoo4370 หลายเดือนก่อน

      APPLY KARA NAHI

  • @SabitaLenka-s8d
    @SabitaLenka-s8d หลายเดือนก่อน

    ଏତେ ମିଠା କଥାକୁ ହନି ଆମେମୁଖନୁହ

  • @prasantadas7051
    @prasantadas7051 หลายเดือนก่อน

    Next kou date re debe clear
    Karantu madam

  • @BapiBarik-i1g
    @BapiBarik-i1g หลายเดือนก่อน

    ମୋର 7ତାରିଖରେ apply ହେଇଥିଲା କିନ୍ତୁ status ରେ name show କରୁନି ଆଉ ଆଧାର ଦେଲେ ଲେଖୁଛି form already submited... କଣ କରିବା plz କୁହନ୍ତୁ

  • @rupalinayak.05
    @rupalinayak.05 หลายเดือนก่อน

    ଅପେକ୍ଷାରେ ରହିଥିଲି ଆଜି ଦିନ ପାଇଁ ହେଲେ ମୋ ମାଆ Account ରେ 50,00 କଣ 1 persent ବି ଆସିଲାନି। ମନ୍ତ୍ରୀ ମହାଶୟ ମର ଗୋଟେ କଥା କି ଆପଣ ଯଦି ଓଡ଼ିଶା ବାସି ଙ୍କ Account 5,000 tanka ପୋଠେଇଲ ଏକାଥରେ ପୋଠେଇଥାନ୍ତ କଣ ପାଇଁ କିଛି ମହିଳା ଙ୍କୁ ଦେଲେ ଆପଣ।ହେଲେ ଆଉ ମହିଳା ବହୁତ୍ ଦୁଃଖରେ ଅଛନ୍ତି। ଏଇୟା ସବୁ କଣ ଠିକ୍ ? ଯେହେତୁ ମହିଳା କିଛି ମୁର୍ଖ ଅଛନ୍ତି କିଛି ବୁଝିପ।ରୁନାହାନ୍ତି କହୁଚନ୍ତି ଆମୋକୁ କଣ ପାଇଁ ମିଳିଲାନି ?

  • @akshayakumarrout3221
    @akshayakumarrout3221 หลายเดือนก่อน +12

    Mor SBI re dbt link achhi kintu mor asilani tamaku dharma sahibani

  • @Tulsiramrana-ol1hg
    @Tulsiramrana-ol1hg หลายเดือนก่อน

    Bachan Diya aaa socha nehi
    Hoga Kiya parinaam
    Soch samajh kar kijea
    Jiban me har kammm
    ❤❤❤❤❤❤❤❤❤❤
    Jai shree Krishna

  • @SipraDas-mv4id
    @SipraDas-mv4id หลายเดือนก่อน

    Mu from pakeithili asilani

  • @rajnijani6819
    @rajnijani6819 หลายเดือนก่อน

    Mo seva kendra re poisa neuchonti madam action niya jau

  • @littlesuhani
    @littlesuhani หลายเดือนก่อน

    ମୋର ପ୍ରଶ୍ନ subhadra jou registration hela se kan without verification re Paisa miliba

  • @saiommbiswal1452
    @saiommbiswal1452 หลายเดือนก่อน +1

    😢😢😢😢😢

  • @mr.dillipkumar4854
    @mr.dillipkumar4854 หลายเดือนก่อน

    Mu bi boi branch ku bujhithili 10 tarikha re active achhi kahile bank employee but trial money msg asini

  • @sairamgeneralstore8217
    @sairamgeneralstore8217 หลายเดือนก่อน

    ଭଣ୍ଡ ସରକାର E-kyc କରିବା ମୂଲ ରୁ କହୁଥିଲେ ତ ବିନା OTP କାହିଁକି କହିଲେ।

  • @dandapatiganeshrao9755
    @dandapatiganeshrao9755 หลายเดือนก่อน

    Mission sakti, kalia jojona,students scholarship, 300 unit light free,3000 tanka old pension kuade gala

  • @GOJO_he1
    @GOJO_he1 หลายเดือนก่อน

    ଆଉ ଦିଅ BJP କୂ vote 😂😂😂

  • @SubhamMajhi-e6v
    @SubhamMajhi-e6v หลายเดือนก่อน +1

    Jau manaku 1 tanka aasinahi semane 5000 hajar paibeki nai kuhantu madam

  • @rohitrkentertainment3655
    @rohitrkentertainment3655 หลายเดือนก่อน

    କଣ ତମେ କଥା ରଖିଲ ୫୦୦୦୦ କେଶ ଭାଉଚର ମିଳିବ ସେଇଟା ଦୁଇ ବର୍ଷରେ ସାରିବ କହିଥିଲ କଣ ହେଲା ତମେ ତ ୫ ବର୍ଷରେ ୫୦୦୦୦ ଦେଉଛ
    ଆଉ ସେ ୩୦୦ unit electric ଟା କୁଆଡେ ଗଲା ବୋଧେ ଦିଲ୍ଲୀ ରୁ ଏ ଯାଏଁ ରିମୋଟ ଚିପା ହେଇନି

  • @MyHouse-dc2hd
    @MyHouse-dc2hd หลายเดือนก่อน

    Kintu mora asini medam

  • @SimiyaGamanga-rs1uo
    @SimiyaGamanga-rs1uo หลายเดือนก่อน +1

    ଏମାନେ ଗୋଟିଏ ଟଙ୍କା ଦେବେନି ଏମିତି ଲୋକଙ୍କୁ ହଇରାଣ କରି ଚାଲିବେ 300 ୟୁନିଟ ବିଜୁଳି କାଇଁ 3000 ଭତା କାଇଁ 50000 ସୁଭଦ୍ରା 2ବର୍ଷ ର ଭାଉଚର କାଇଁ ଚିନ୍ତା କରନ୍ତୁ ନରେନ୍ଦ୍ର ମୋଦି କହୁଥିଲା ସମସ୍ତେ ଙ୍କ ଆକାଉଣ୍ଟ ରେ 1500000 ଟଙ୍କା ଛାଡ଼ିବି 1500000 କାଇଁ ଗ୍ୟାସ କଂଗ୍ରେସ ବେଳକୁ 300 ଟଙ୍କା ଥିଲା ବିଜେପି 1200 କଲା ବର୍ତମାନ ମୋହନ ମାଝୀ ଆସୁ ଆସୁ ଆଳୁ କିଲୋ 60 କଲା ବିଜେପି ସରକାର କେବଳ ଘୁଷଣା କରିବ ବିଜେଡି କିଛି କହୁନଥିଲା କରିଚାଲୁଥିଲା

  • @SudarshanRout-o7u
    @SudarshanRout-o7u หลายเดือนก่อน

    Sekende kisthi kebe miliba

  • @RanjitaGouda-mz8qq
    @RanjitaGouda-mz8qq หลายเดือนก่อน

    Amma Odisha mukhymantri kaun kaun pradhanmantri

  • @narendragouda
    @narendragouda หลายเดือนก่อน

    3000 pension kebe debe odisha sarkar

  • @sinitidash2979
    @sinitidash2979 หลายเดือนก่อน +2

    Sonali Dash Mora pending dekhauchi online re . Karan kichi dekhaunahi . Cuttack sadar ru .

  • @prasantakhuntia1393
    @prasantakhuntia1393 หลายเดือนก่อน

    ଭଲ କାମ କଲେ ତାଳି ଭଲ କାମ ନ କଲେ ବୀଆ ବାଣ୍ଡ ଗାଳି

  • @GourikumariBhuyan
    @GourikumariBhuyan หลายเดือนก่อน +1

    medam. 11 tarikaru OTP kahainki band kale prathame kuntu

  • @MithunKumarofficial-oc8ig
    @MithunKumarofficial-oc8ig หลายเดือนก่อน

    ଯାହାର 1 ଟଙ୍କା ଆସିନାହିଁ ଖାଲି ତାକୁ ମିଳିବତ ଭାଇ ଟିକେ କୁହ

  • @saiommbiswal1452
    @saiommbiswal1452 หลายเดือนก่อน +2

    Mate bi 1ek taka milini kebe aasib ki khali 1eka taka aasile ki milib na hele milib na hele nahi

  • @JyotiraniJyoti-kx9dk
    @JyotiraniJyoti-kx9dk หลายเดือนก่อน

    Mam mara sabu document ra link thik achi hele mara message asini ta Mane mate kn millibani

  • @manashpanda7961
    @manashpanda7961 หลายเดือนก่อน

    Grievance is coming soon when it will come nobody knows.
    For aadhar mobile update charging Rs100 to Rs200 per customer.
    For applying the Subhadra scheme, the CSC centre charges Rs50 to Rs150 per customer while the govt is declared free of cost and they don't even give colour print receipts.
    Multiple misinformation circulating but the govt is not putting light on it.
    There r multiple problems but who cares.

  • @AjayaKumarSwain-c2f
    @AjayaKumarSwain-c2f หลายเดือนก่อน

    Sabu state ra collector kahiba kan thik madam

  • @harisbehera6158
    @harisbehera6158 หลายเดือนก่อน

    Didi mu onlion maadhyamare applay karichi kintu mara a/c ku mobail nombar link nahi aasiba ki nahi pliss didi ma te aasiba darakara atiki anuradha

  • @Pkjj-ly5wv
    @Pkjj-ly5wv หลายเดือนก่อน

    Katha Dei Thaki Deba Modi Ji Nka Kama. .Barskare 50,000 Asibara Thila Ebe 5 Barsare Asiba..Aau 300Unit Free Electricity Kuade Gala. Sabu Vote Pain Nata...... Madhya Ratri Re Subhadra Mane Jana Seva Kendra Re Masa Maruchanti Se Prati Tike Dhyana Diantu

  • @JhonMusha
    @JhonMusha หลายเดือนก่อน

    Agar from filap re pura vora hoenothile kodo hebo

  • @rajeshmalik8426
    @rajeshmalik8426 หลายเดือนก่อน

    ଆମର ଆଶିନି ମିଛ କହିବ କେତଦିନ

  • @binatigajendra1493
    @binatigajendra1493 หลายเดือนก่อน +4

    ହଁ ଆମେ ଯିବୁ ଡହରା କୁ ଦେଖିବାକୁ.

  • @sisirasahoo6561
    @sisirasahoo6561 หลายเดือนก่อน

    Jahara 1 rupees aasini Status re ekyc pending achhi semanankar Kan haba

  • @foreverrs4377
    @foreverrs4377 หลายเดือนก่อน

    Aga kahile 15 bhitare joumane karichhanti semane samaste 17 re paibe ebe kahucha pare pai pai jibe, na ame mane status check kariparuchu na help line re kichhi janouchhanti sabu confusion re rakhucha🙏🙏🙏

  • @DilipKumar-ym4rj
    @DilipKumar-ym4rj หลายเดือนก่อน

    17 th pare kebe Paisa deba na bhulijib prathm kisti deba Pani prabhati mem

  • @PradiptaParida-j2p
    @PradiptaParida-j2p หลายเดือนก่อน

    Are bhai ama gan re janankar 4wheeler achhi jou pari ghar ama gan re nahi au jananka ghar ku 1lakh darama monthly asuchi but semananku subhadra miluchi but garib ghar kete jana nkar asini a sabu bekaria dhanda

  • @saiommbiswal1452
    @saiommbiswal1452 หลายเดือนก่อน +2

    Emiti kana pai karucha mo hajibet bari psosa kajusu aasile mu kana kama le ଲଗେଇବି

  • @chartmasterodishatraders
    @chartmasterodishatraders หลายเดือนก่อน

    😂😂😂😂. Hae prabhu save us

  • @bobytudu5173
    @bobytudu5173 หลายเดือนก่อน

    Mara asini kebe asiba

  • @BanitaSethi-l1h
    @BanitaSethi-l1h หลายเดือนก่อน

    1tanka chaluni 2tanka diantu

  • @RajeswariJena987
    @RajeswariJena987 หลายเดือนก่อน

    Abe apply kari thiba member nk 1 rupees message Adichie
    8 September re kari ki semank Ra asini

  • @purnachandrasahu5333
    @purnachandrasahu5333 หลายเดือนก่อน

    Stutas pending achhi kana haba

  • @subadgiri9846
    @subadgiri9846 หลายเดือนก่อน

    Servor mane kn

  • @joyotshnarout851
    @joyotshnarout851 หลายเดือนก่อน +6

    Mora ration card nahin au jadi subhdra na asila mun bjp ku kebe bi vote debini 😂😂😂😂

    • @omsahoo4370
      @omsahoo4370 หลายเดือนก่อน +1

      BJP KEBE KAHI NAHI , SUBHDRA JOGANA PAI VOTE DIA , TANKA STATE GOVERMENT RA FUND RU DIA HAUCHI . MG CHOR NABIN BHALIA NUHE JE BJD OFFICE RU DELA BHLIA KAHIBA

  • @SASHIKANTA321
    @SASHIKANTA321 หลายเดือนก่อน

    Speech କହିଲା ବେଳେ ହଲୁଚ 😂 କାହିଁକି ky ରୋଗଅ

  • @dandapatiganeshrao9755
    @dandapatiganeshrao9755 หลายเดือนก่อน

    Subhadhra jojonare kahile kana auu karichhanti kana

  • @pinkybarik8108
    @pinkybarik8108 หลายเดือนก่อน

    Je u mane jogya kathi jae chhanti tanka pae complane kauthi karibe taha clear karantu

  • @bigyaninayak7633
    @bigyaninayak7633 หลายเดือนก่อน

    Tame au kuhani

  • @protibhadash6881
    @protibhadash6881 หลายเดือนก่อน

    Joumanonku 60 borso purichi semane subhodro jojona apply kori nahahanthi tebe se kemithi penson payibe

  • @dandapatiganeshrao9755
    @dandapatiganeshrao9755 หลายเดือนก่อน

    Madam ji bjp ra kathare kichhi clarity nahi

  • @rudradas5705
    @rudradas5705 หลายเดือนก่อน

    Modi Puja chado odisha katha chinta kara new generation young generation nka future kana heba dekha permanent job requirement baharkara all cetogory
    A subhadra Kalia balia yojana jaha ichha kara but yaad rakha only ladies ku focus karani gent's kana voto dainahanti na katha pathara sabu
    No Kariba upcoming situation tume sambhaliba

  • @nidhiramjena2398
    @nidhiramjena2398 หลายเดือนก่อน

    Modi asiba, odisha basi nku deba, odisha basi wait kari basichhanti....

  • @dandapatiganeshrao9755
    @dandapatiganeshrao9755 หลายเดือนก่อน

    Odisha ku bartaman gujrat chalauchhi

  • @DebendraNathSingh-v8n
    @DebendraNathSingh-v8n หลายเดือนก่อน +2

    M b k aau c r p mananku bahar kari diantu

  • @truptimayeechand3280
    @truptimayeechand3280 หลายเดือนก่อน

    50,000 kahi 5000 Dae Katha rakhile Modi ji....Taliaaa

  • @kasinathkasi5971
    @kasinathkasi5971 หลายเดือนก่อน

    Kebe daba kejani

  • @ommkarsahani107
    @ommkarsahani107 หลายเดือนก่อน

    JaUKmanakar bank vull heijaichi tanku au thare pakeibaku sojog diajau

  • @KuntiBaghel-r2d
    @KuntiBaghel-r2d หลายเดือนก่อน

    B j.p sabu thaka