@@friendshiprocks8673 tame bodhe se pua ra bhai sethi paen taku support karucho...se pua ta chua ku maintenance bi douni tahele ki bapo siye...sasu khai piand basi ki bi micho kohuchi ki bapo saman se...chii yemiti ghara ku nia lagu aauu taku support karuthiba loko ghare bi nia lagu
କାହାକୁ ଭଲ ଲାଗେ ଏହି ଜୀବନ ଦୋ ଛକିରେ ଆଶାର ଆଲୋକ ଲାଇକ୍ କର 👍👍
ଅତି ସୁନ୍ଦର ଅଭିନୟ ଝିଅ ଟିର / ମିହିର ବାହୁ ତୁମ ଠାରୁୁ ଅତି ଭଲ ଅଭିନୟ
😊😊😊😊😊😊😊😊😊😊😊
Right
Mo
ମୋତେ ବି ସେୟା ଲାଗୁଚି
ହେ ଭଗବାନ ମତେ ବହୁତ୍ ରାଗ ଆଉ ଡର ଲାଗୁଚି ଦୁନିଆରେ ଏସବୁ କଣ ହଉଚି ପ୍ରଭୁ ମୁଁ କିଛି ଜାଣିପାରୁନି ବାହା ହେଲେ କଣ ସତରେ ଏମିତି ହୁଏ ମୋର ଖାଲି ଏତିକି ପ୍ରାର୍ଥନା ପ୍ରଭୁ ମୋ ପାଇଁ କୌଣସି ପୁଅ ମୋ ଜୀବନସାଥି ହବାପାଇଁ ଜନ୍ମ ହେଇନଥାନ୍ତୁ ହେ ଭଗବାନ ଏ ଦୁନିଆରୁ ନେଇଯାଅ ମତେ ଏସବୁ ଦେଖି ଦେଖି ବାହାଘର କୁ ଘୃଣା ଲାଗିଲାଣି !
🤣🤣🤣
ସେ ଝିଅ ଟି ସତେ ଅଭିନେତ୍ରୀ ଟିଏ...
ବିଚକ୍ଷଣ ଅଭିନୟ 🙏🙏
This leady other atachament,,,,,
@@brahmanandasingh5546 aaaa
Right
ଏ ଝିଅ ତ ଭଲ ଅଭିନୟ କରୁଛି। ତ ଦୁନିଆ ରେ କଣ ସବୁ ପୁରୁଷ ମାନେ ଖରାପ, ଆଉ ନାରୀ ମାନେ ଭଲ 😏😏😏
All members is ok, ଝିଅ ta ବହୁତ ଖରାପ
ମା ପାଇଁ ଛୋଟ ଛୁଆର ଜିବନ ନଷ୍ଟ ହେଵ
Pursa pua samstnka agre khama magiche tathu bado dando au nahi lady is non seance
Ek no a jhio badamas
ମୋ ମତରେ ଝିଅ ଵହୁତ Acting ଜାଣିଛି। କିନ୍ତୁ ଏ ଝିଅ ର କଳା କୁ ଦେଖି ରାଷ୍ଟ୍ରପତି ପୁରସ୍କାର ଦେଇ ଦଵା ଦରକାର। ଏତେ ମିଛ ମୁଁ ଆଜି ପର୍ୟ୍ଯନ୍ତ ମୋ life ରେ ଦେଖି ନାହିଁ। ଏ ଝିଅ ଯାହାକୁ ଭଲ ପାଉଛି ତା ପାଖକୁ ଯିବା ପାଇଁ ଏମିତି ହେଉଛି।
Jhia swapna re ex paremeswar achanti
Right
Tamar bahuni nahi bade
Na hele eamiti sms karinathanta
@@somanathbehera6038 Aare bhai tume nije vdo dekha... Ok.. Jadi jhia kharap nahi tahale se ta jhia ra jibana nasta kari 9 thanta...
Pura sata
ମୋତେ ଲାଗୁଚି ଝିଅ ଟି ଭଲ ଅଭିନୟ କରୁଛି
ଏ ନାରି ଗୋଟିଏ ଭଲ ଅଭିନେତ୍ରୀ ମହିର୍ ସାର୍ ଆପଣ ଭଲ ଭାବେ ପରିକ୍ଷା କରନ୍ତୁ କି ଆଖିରେ ଗିଲସେରିନ୍ ବା ଅମ୍ରୁତାଅଞ୍ଜନ ଲଗେଇନି ତ
ବହୁତ ବଡ଼ ଅଭିନେତ୍ରୀ ଏଝିଅସବୁଜାଣିଛି🥵🥵🥵🥵🥵
ଗଲୁଆ ଝିଅ
ନିଶ୍ଚିତ ଭାବରେ ଝିଅର ଭୁଲ ଅଛି
ରେଣୁବାଳା ର ସୁନ୍ଦର ଅଭିନୟ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର ଦିଆଯାଉ
😂😂😂 right
🤭🤭🤭
ତିନି ଭାଗ ନାରୀ ଖରାପ ସାର ଏସରକାର ସାହସଦେଇ ନାରୀ ତିନିଭାଗ ମିଛ ହୋଇଗଲାଣି ସବୁ ବୁଲି ବୁଲି ଯଉତୁକ ଉପରେ ନିଅନ୍ତି, ଏଠି ପୁରଷ ରସିଲଗାଇ ମରୁଛି,,, ମୁଁ ସବୁନାରୀଙ୍କୁ କହୁନାହିଁ ମୁଁ ଜଣେ ନାରୀ ମୋ ସ୍ୱମୀପାଗଳ ମୋର ଶାଶୁ ଘରେ ବହୁତ ଦୁଃଖପାଇଛି ମୋର 4 ଟି ଛୁଆ ର ମା ସ୍ୱମୀ ପିଲାଙ୍କୁ ଦୁଃଖରେ ପୋଶୁଛି ଆଜି ସହିଥିଲି ବୋଲି ଇଶ୍ଵରଙ୍କର ବରାତରୁ ଭଲରେ ଅଛି,, ଏମିତି ଯଦି ଗୋଟେ ନାରୀ ଚାହିଁବ ପରିବାରକୁ ସୁଦ୍ଧାରିବ ମୁଁ ନାରୀ ମାନଙ୍କୁ ନମସ୍କାର ପୁରୁଷ ମାନଙ୍କୁ ଶାନ୍ତଦିଅନ୍ତୁ ମୋର ବୟସ 38 ମୋରୀ ନୀତି ନାରୀ ରଖନ୍ତୁ ଇଶ୍ଵର ଭଲରେ ରଖିବେ,,,
ଏ ଏପିସୋଡ୍ ଦେଖିଲା ପରେ ମୋର ଆଉ ବାହା ହେବାକୁ ଇଚ୍ଛା ହେଉନି ?
Same here bro
It is my advice to unmarried boys don't watch I Wii never watch this program again 🤣🤣🤣🤣🤣
It is my advice to unmarried boys don't watch I will never watch this program again. 🤣🤣🤣🤣
Bhai naa lo sabu jhia saman nuhanti re bhai..
@@pk4pratikkumar963 😊😊😊
ଝିଅ ଯଦି ସତ କହୁଛି , ତାହେଲେ ତା ପରିବାର ଲୋକ କେହି ଆସି ନାହାନ୍ତି କାହିଁକି । ଝିଅ ନାଟକ କରୁଛି
ଝିଅ ଟା ଭଲ ଅଭିନେତ୍ରୀ ଟିଏ
ଏତେ ଅଭିନୟ ଭଲ ନୁହଁ. ଏତେ କଣ show ଯେ ରହିବ ଯଦି ରହିବ ନହଲେ ନାହିଁ. ସମତଙ୍କ ଷ୍ଟେଜ ତଳକୁ ନେଇ ଯାଉଛି.ଯେମିତି ସେମାଙ୍କର ଲାଭଅଛି. ନିଜ ସଂସାର ଠିକ ହେବ ତାକୁ ସମସ୍ତେ ଅନୁରୋଧ କରିବାକୁ ପଡୁଛି ସମେସ୍ତେ ତା ଗୋଡ ତଳକୁ ଯିବେ ସେ ଝିଅ ଚାଁହୁଛି. ପୁଅ ବହୁତ ସରଳ ଜଣା ପଡୁଛି ତାକୁ ଫସେଇ ଦିଆଯାଉଛି ପୁଅ ହେଇ କି ବି ସେ କେତେ manage କରୁଛି ବୁଝାଉଛି. ଇଏ ଝିଅ କଉଥିରେ ରାଜି ନୁହଁ.ଖାଲି ଚଳେଇଚି ଖାଇବାକୁ ଦେଉନାହାନ୍ତି
ସ୍ୱାମୀ କୁ 2/2ଥର ଜେଲରେ ପୁରେଇବା ପରେ ଆଉ କଣ ସେ ସ୍ତ୍ରୀ ଠାରୁ ଆଶା କରାଯାଇ ପରେ... ଯୌତୁକ ଟା ବାହାନା ମାତ୍ର... ମୁଁ ଆଜିଯାଏ 50 ବର୍ଷ ରେ କେବେ ଶୁଣିବାକୁ ପାଇନି.. ପ୍ରହସନ ମାତ୍ର
Bajya jhiata
ଏ ଝିଅ ବହୁତ କଷ୍ଟ ପାଇବ ଭବିଷ୍ଯତ ରେ
ଏଇ ବହୁ ଟା ଭାରି ବିପଦ... ଭାରି acting କରୁଛି
ମୁଁ ବହୁତ ଲୋକଙ୍କ କମେଟ କରିଥିବା ପଢିଲି ଏବଂ ମୁଁ ନିଜେ ଏ ଏପିସୋଟଦେଖିକରି ଅନୁଭବ କଲିଯେ ଝିଅର କୋ କଥାକୁ ଟିକିଏ ହେଲେ ମଧ୍ୟ
ସତବୋଲି ନାହିଁ ଏବଂ ମୁଁ ବି କହୁନାହିଁ ଯେ ପୁଅଙ୍କର କିଛି ଦୋଷ ନାହିଁ ବୋଲି ହେଲେ ଆଜି କାଲି ଝିଅ ମାନଙ୍କର କୁମ୍ଭୀର କାନ୍ଦଣା ଦେଖି ସମସ୍ତେ ଭୋଳହୋଇଜାଇଥାନ୍ତି
Correct
Hahaha
Appana jau kathata kahile pura sata bhai,mu bi gote jhio but badya haeki kahibaku paduchi ki hm amo bhitaru kichi pila emiti bi thanti .
Right brother
Right bro
ଫାଲତୁ ସ୍ତ୍ରୀ ଲୋକ ରୋଲ ପ୍ରବଳ
ବେଧ,,ବେସି ଭୁଲେଈ,, ହଉଛି
ଏ ମିତୀ ଝିଅ ସ୍ତ୍ରୀ ହେବା ଦରକାର ନାଇ
ନାରୀ ନୁହେଁ ତୁ ନାରାୟଣୀ, ମହାନ ଫୁଲେଇ
E budhi micha kahuchi
Manas ranjan Dash auu bro right ans
Are Bhai ka ghare problem nahi. Adjust kariba darkar. Ghadhi janile ghara sundara.
Bhagaban karantu Abhalia stri kahaku na milu.
Right
ଏକ ନମ୍ବର ବେଈମାନ ଝିଅ
ଆକୁ ଏଠି ବେସି କିଳା ଦରକାର ଥୀଲା
ଭାଇ ଯଦି ସ୍ତ୍ରୀ ତମକୁ ସତରେ ଜେଲ ଦଇଛି ତାହେଲେ ଏଭଳି ସ୍ତ୍ରୀ କୁ ତା ବାଟରେ ଯିବାକୁ ଦିଅ
Jhiasuparakhelali
Right
Jail galaa pare aau kia ebhali stree ku rakhiba
Jhia badmas achhi bohut bekar jhia
Right
What a role doing this lady.... Best acting role goes to this lady
Right
Husband is very good Man
Best actress award goes to Renubala 😀😀😀
Hii urmila
ଝୀଅ ଆଉ କାହାକୁ ଭଲ ପାଉଥିଲା ତେଣୁ ରହିପାରୁନି
hey hey hey
@@ranjitkumarchhotaray6672 kn michha kahili ki
nai bhai 100 %correct
Right bro👍
ମିହିର sir salute you 🙏🙏🙏🙏🙏
ବଡ଼ ଦୁଃଖର କଥା, ଛୋଟ ଛୁଆଟିର ଭବିଷ୍ୟତ ଅନ୍ଧାର ହୋଇ ଯିବ, ମା'ର ହୃଦୟ ରେ ଟିକେ ବି ଦୟା ଆସୁନାହିଁ, କେବେବି ଖୁସିରେ ରହିପାରିବେ ନାହିଁ .ସ୍ବାମୀ କ୍ଷମା ମାଗିଲେ କିନ୍ତୁ ସ୍ତ୍ରୀ ବୁଝିପାରିଲେ ନାହିଁ.ହେ ପ୍ରଭୁ ଜଗନ୍ନାଥ ଏ ମାନଙ୍କୁ ସାହା ହୁଅନ୍ତି
କେବଳ ବୋହୁ ଟିକୁ ମଞ୍ଚ କୁ ଡାକିଥିବାରୁ,ଏଅଡୁଆ ତୁଟି ପାରିଲା ନାହିଁ କାରଣ ତା ବୋଉ ବାପା, ଭଉଣୀ ଆସିଥିଲେ ତାକୁ ବୁଝେଇ ଶୁଝେଇ ସ୍ଵାମୀ ସହ ଛାଡ଼ି ଥାନ୍ତେ।
ସେ ଅନେକେ ମିଛ କହୁଥିବା ରୁ
ଅଧାରୁ ମଞ୍ଚ ଛାଡ଼ି ଚାଲିଯାନ୍ତି।
ଏମିତି ଝିଅ ସମାଜ ପ୍ରତି କ୍ଷତିକାରକ । ଝିଅଟି କେବେ ସୁଖରେ ରହିପାରିବ ନାହିଁ ।
Good
Right Bhai
Best Actress of the Universe Award goes to Renubala.
This ladis ia a great actor yar
Emitika abhinaya pain gote like hau💯
Jhia ku bahut Kala Jana achi Pura full kalakar
ଏ ଝିଅ କୁ ଗୋପବନ୍ଧୁ ସାର୍ ସିଧା କରିପାରିବେ
ବଦମାସ ଝିଅ ଏ ଦୁନିଆରେ ସବୁ ଓଲଟା ଚାଲି ଛି ଭଲ ପୁଅକୁ ଖରାପ ଝିଅ ମିଳୁଛି ,ଖରାପ ପୁଅକୁ ଭଲ ଝିଅ ମିଳୁଛି
ବାହାଘର ପୂର୍ବରୁ ଝିଅ ଯାହା ଆଶା କରୁଥିଲା ତାହା ପାଇଁ ନି ଏବଂ ପୁଅ ଘରୁ ଯାହା ଆଶା କରୁଥିଲେ ତାହା ପାଇନାହାନ୍ତି । ପୁଅ ଝିଅ ପରସ୍ପରକୁ ବୁଝିପାରିଲେ ନାହିଁ ।
Yeita hi thik katha
ସବୁ ବେଳେ ମିଛ ସେମାନେ କହୁଛନ୍ତି ସ୍ତ୍ରୀ ଲୋକ ସବୁ ଠିକ କହୁଛି ବାଳ ନା ସ୍ତ୍ରୀ ଲୋକ ଟା ସବୁ ମିଛ କହୁଚୁ 😮😊😂
ଲୋ ମାଲୋ ଏ କି ଝିଅ। ଆକୁ ଦୁରୁ ଜୁଗାର
Right
Tame gote jhia ,au gote jhia mu kn Pai bejit karucha ,jadi ya jaga re tame thanta tahale
@@sasmitadas8458 madam jhia ti pua ku pasanda karu nahni....
Tame be jhina
@@sasmitadas8458 write
Mihir das sir u r great ....u r more than human being....u ll always be remembered
Salute mihir sir ....apananka first question 101 percent right ...
Jhia acting good
All comment s are right.
purusa comisino heba darkar aapn mane akamata one like
Jhia ra bahut best acting 👌👌👌👌
Mihir sir hauchanti great person.
What an expression this lady
Tiktok ru dekhiki asithiba bhai aau bhauni mananku swagata satare sabuthu best program
ଅଧିକ ଆକ୍ସନ କରୁଛି ଏ ଝିଅ ଟା
ଆଉ ଆଶାର ଆଲୋକ କିଛି ବି ସମାଧାନ ହୋଇ ପାରୁନି ଯେମିତି ଲାଗୁଛି କଳିଯୁଗ ଶେଷ
Mihir sir point 2 b point word, mihir sir ur great🙏🙏🙏
Thanks...asara Alok paribar
🙏🙏🙏🙏🙏🙏🙏🙏🙏🙏🙏
Mihira sir great
Bajya jhia
She deserves national award.
Oscar 😂😂😂
ସେ ଭଳି ଝିଅ ସମାଜ ପାଇଁ ଖରାପ ବହୁତ ମିଛ ଏବଂ ସୁନ୍ଦର ଅଭିନୟ କରୁଛନ୍ତି. ତାଙ୍କୁ ସିନେମା ରେ ସୁଯୋଗ ଦିଆଯାଉ
ସତୀ ସାବିତ୍ରୀ ପରି ହେଉଛି ଲଜ୍ୟା ସରମ କିଛି ବି ନାହିଁ।।।।। ଛି ଛି
ଝିଅ ର ସବୁ ଭୂଲ୍, ଆଉ ଗୋଟେ ରଖି ସ୍ବାମୀ ଜୀବନ ନଷ୍ଟ କରିସାରିଲାଣି
ସେ ମାଇକିନା ବେଧେଇ ବହୁତ ମିଛ ରୋଲ୍ କରୁଚି ତା କଥାରୁ ଜଣାପଡୁଚି
A leady satare gote mahan actor
Mihir uncle is great 🙏
Sadanahadamanata
He he maa taku 70 helani ie kn katha .
ମିହୀର ସାର ଭଗବାନଂକ ଦୂତ
ବିରାଟ ହ୍ରୁଦୟ/ସଂମ୍ବେଦନରେ ଭରପୂର
Jhia ta super acting janichi
Bahut Bhala acting karuchhi se jhia pura mast acting award paiba katha......
Bhagaban karantu emiti wife kahaki na milu......pua ta bhari simple.....o my god ...
ସାର ଏ ଦୃଷ୍ଟା ନାରୀ
ପୁରୁଷ commission କେବେ ହବ ?
Tate bodhe to wife ku divorce debara achhi
Habani lo bhai
Bhauni hele bhala huanta .
@@explorernabo5222 Bhai asara aloka Sabu episode dekha .... Tapare bujhi pariba ... Mu kahniki kahuchi ...
@@explorernabo5222 Bhai tame byasare bada ki sana mu janini .. tathapi tu ta karucha ... Okay nija loka kehi heithiba .. chaliba
Samaste micha kahuchanty tu hin eka sati sabitri. 😅
Eathi gopabandhu sir darkar
ବଦମାସ୍ ଝିଅ
ତୁ ଭୁଲ କରିନୁ ତାହାଲେ ଜେଲ୍ ଯିବାଟା ଭୁଲ ଗୋଟେ ପୁରୁଷ ଜେଲ୍ ଯାବି ଝିଅ କୁ ଭୁଲ ମାଗିଲା ଫିର ବି ଝିଅ ଅନାଇ ବାରେ ତାର ସେ ଭିତରେ ଆଉ କଣ ଅଛି
Wow kya acting kar raha hai 😂😂😂😂😂
ତୁ ଶାଳି ମାଈକିନିଆ ଖରାପ ,ତୋ ଭଳିଆ ବେଶ୍ୟା କାହାର ସ୍ତ୍ରୀ ନ ହୁଅନ୍ତୁ ଜଗନ୍ନାଥ ଙ୍କ ପାଖରେ ଏଇ ମୋର ପ୍ରାର୍ଥନା।
E bedha maikinia ku para ghaita darkar saethipaei nija ghaita vala laguni sea besya giri kari chalibKu chhahuchhi gota ranga hauchhi asiki
Missing gopabandhu Sir,
And Jhiata bhala kintu bahut strong mindset jhiatiku hin hairana re pakouchhi.
Puaghara Sabu Loka bahut badhia 🙏🙏🙏
I really miss Gopabandhu Sir here...
ଝିଅ ଭାରି ଚାଲାକ୍ ଭାରି ରାଗି
ଆକୁ ଜିଏ ରଖିବ ସିଏ ମରିବ
Bhala abhinaya jhiatira
Baap re danger nataka.... Ea Jhia ra... Jaha kahu6i... Confidentially ki6i kahi paruni... Agaru prepare heiki asi6i j mu jibini boli... Are 6ote Jhia ta ku dekha tapare nataka kar... Nonsense lady...
Yete bada stage re nije thare aaso tapare janibo natak kan sata kan
@@anusayapriyadarsini3605 ଆପଣଙ୍କୁ ତ ମଂଚରେ ଦେଖିଲା ପରି ଲାଗୁନି! କଥାରେ ଅଛି "ଶହେ ପଣ୍ଡିତଙ୍କୁ ବୁଝେଇ ହେବ, କିନ୍ତୁ ଗୋଟାଏ ମୂର୍ଖକୁ ବୁଝେଇ ହେବନି " ା ଅଙ୍ଗାର ଶତଧୌତେନ,ମଳିନତ୍ବଂ ନଯାୟତେ ା
Hii
@@anusayapriyadarsini3605 tame ta bhauni ki sanga bodhe taku support karucha. Sie hauchi parama michei, ta akhi sabu kahidauchi. Cheap lady
@@friendshiprocks8673 tame bodhe se pua ra bhai sethi paen taku support karucho...se pua ta chua ku maintenance bi douni tahele ki bapo siye...sasu khai piand basi ki bi micho kohuchi ki bapo saman se...chii yemiti ghara ku nia lagu aauu taku support karuthiba loko ghare bi nia lagu
Mihir dash sar is real god
Mihir sir is really great 👍
ଏ ଝିଅ ଯେମିତି ହରାମି ଆମ ଘରେ ବି ଏମିତି ଗୋଟେ ହରାମି ଅଛି। ଇଚ୍ଛା ହଉଚି ମୁହଁ ରେ ଗରମ ପାଣି ଢାଳି ଦେବାକୁ। ଅଭିନୟ ଏମିତି କରୁଛି ।
Bohu - Mu Sabu rosei karuchi
Sasu , sasura & swami - ame kichhi khainu..
He prabhu ethi ki pala chalichi mu bujhi paruni Sabu khaiba gala kuade khaila kie 🤔🤔🤔🤔
Rt! I also agree wid u
😂😂😂🤣🤣🤣🤣tah kukura ku deideithiba bodhee
ଖାଇବା ପାଇଁ ରନ୍ଧାହୋଇଥିଲେ ତ ସେ ପ୍ରଶ୍ନ ଆସିବ
@@rameshkumarsahoo4952 ବୋଧହୁଏ ସେଇଆ ହୋଇଥିବ ା
@@anusayapriyadarsini3605 ଆପଣ ବୋଧହୁଏ ସେଇଥିରୁ ଗୋଟିଏ ା
ଏ ଦିଦି ଜଣକ ଚମତ୍କାର ଆକଟିଂଗ କରୁଛନ୍ତି.
Love you mihir sir
Jharana madam Mora apananku gote question je pua mananku blem kale apananku Khushi lage bodhe.
E jhia ku emiti eka chadi dia ...agaku bhalse namaa neba
ବାଜେ ସ୍ତ୍ରୀ ଟା ।
Aei jhia maha fulei
ଝିଅ ଟା Acting କରୁଛି
JHIA TIRA KATHA MICHHA LAGUCHI
Sure
ସମ୍ଭବତଃ ସେ ଚାହୁଁନି ଏକ ହୋଇ ରହିବ ବୋଲି।
ଶ୍ଵଶୁର ଘରକୁ ଯିବନି କିମ୍ବା ଅଲଗା ରେ ବି ସ୍ବାମୀ ସହ ରହିବନି କିମ୍ବା ସମ୍ପର୍କ କୁ ଛିଡାଇ ବନି ।କାନୁନ୍ ଦ୍ଵାରା ହଇରାଣ କରାଇ ଚାଲିବା ଉଦ୍ଦେଶ୍ୟ।
😂😂😂 ସିଏ ଭଲ ଭାବରେ ଜାଣିଛି ଯୌତୁକ ନିର୍ଯାତନା କେଶ୍ ଦେଲେ ଅଦାଲତ କାନୁନ୍ ଅନୁସାରେ ଶେଷ ଯାଏ ଝିଅ ପିଲା କୁ ହିଁ ସପୋର୍ଟ ମିଳିବ ।
ଝିଅ ପିଲା ସ୍ତ୍ରୀ, ମାତା ସୀତା ଙ୍କ ଭଳି ହୋଇ ଥାଉ କିମ୍ବା ସୃପନଖା ଭଳି ହୋଇଥାଉ କାନୁନ୍ ନଜର ରେ ଝିଅ ( ସ୍ତ୍ରୀ) କୁ ମାତା ସୀତା ଭଳି ଦେଖାଯିବ/ ଗଣନା କରାଯିବ
ଠିକ୍ ସେପରି ପୁଅ ପିଲା ସ୍ବାମୀ ଶ୍ରୀ ରାମଙ୍କ ଭଳି ହୋଇ ଥାଉ କିମ୍ବା ରାବଣ ଭଳି ହୋଇ ଥାଉ କିନ୍ତୁ ପୁଅ ପିଲା ସ୍ବାମୀ କୁ ସର୍ବଦା କେବଳ ରାବଣ ଲେଖାରେ ଗଣନା କରାଯିବ।
ଶେଷରେ ଯାହା ହେଉଛି ହେଉ କିନ୍ତୁ ୯୯% ତ ପୁଅ ପିଲା କାନୁନ୍ ଆଗରେ ଉଠ ବସ୍ ଭଳି ହେବ ବୋଲି ସେଇ ଝିଅ ର ଭାବନା
ଯୌତୁକ ନିର୍ଯାତନା କେଶ୍ ଏଭଳି ଏକ କେଶ୍ ଯାହାକି ଆଜିର ସମୟରେ ବ୍ରମସ୍ତ୍ର କହିଲେ ବି ଚଳିବ।ଝିଅ ହାତରେ ବ୍ରହ୍ମ ସ୍ତ୍ର ରହିଛି ତେଣୁ ନାଟ
@@prasanakumarmishra1762 harami bouhu
@@prasanakumarmishra1762 ଆପଣ
ଠିକ୍ ତର୍ଜମ ାକରିଛନ୍ତି ା ଏଭଳି ଏକତରଫା ଆଇନ କେବଳ କେତେକ ମୁଷ୍ଟିମେୟ ସ୍ତ୍ତୈଣ ବ୍ୟକ୍ତିଙ୍କ ଦ୍ବାରା କରାଯାଇଛି
Kadali show Taah Tah ... Yaa Upare Bhi Commentry Haba .. Chutiya Log Chutiya show
Amitika jhia ku duraru gurujuhara ,au amitika vai ku Salam