ସୁମିତ ଭାଇ ଗୋଟେ ଝିଅ ଆପଣଙ୍କ ଘର ଆଗରେ ଦୁଇ ମାସ ହେଲା କୁକୁର ସହ ରହୁଛି ,କେବେ ତା ଖାଇବା କଥା ପଚାରିଛନ୍ତି ?

แชร์
ฝัง
  • เผยแพร่เมื่อ 4 ต.ค. 2024
  • Call On Toll Free Number To Book Ambulance 24x7-- 18002572115
    Download App To Book Online Ambulance--play.google.co...
    Visit Website- moambulance.in
    Toll Free No- 18002572115
    Follow Us On
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - ho...
    INSTAGRAM - / odishabhaskar
    #OdishaBhaskar #OdishaNews #BreakingNews #OdishaLatestNews

ความคิดเห็น • 944

  • @rintunayak156
    @rintunayak156 2 ปีที่แล้ว +44

    ଭାଇ ଗୋଟେ ନାରୀ ପେଟରୁ ଆମେ ଜନ୍ମ ହେଇଛୁ କହିଥିବାରୁ ଏବଂ ଗୋଟେ ନାରୀ ପ୍ରତି ଆପଣଙ୍କ ର ସଂମାନ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @susantapatamajhi
    @susantapatamajhi 2 ปีที่แล้ว +46

    ଧନ୍ୟବାଦ ବାବୁ ପ୍ରକୃତ ସତ୍ୟ କଥା କହୁଅଛନ୍ତି,ନିଜେ ନ୍ୟାୟ ଲୟର ଆଦେଶ ମାନିନାହାନ୍ତି ଘର ଭଡ଼ା ଖୋଜି ତାହାଙ୍କୂ ରଖି ନାହାଁନ୍ତି , କହୁଅଛନ୍ତି ନ୍ୟାୟଳୟ,ନ୍ୟା ୟଳୟ, ତାଙ୍କର ଓକିଲ ହେଉଅଛନ୍ତି ତାଙ୍କର ନ୍ୟାୟ ଳୟ

    • @umakantmallick6394
      @umakantmallick6394 2 ปีที่แล้ว

      Thanks

    • @sasmitacreation1996
      @sasmitacreation1996 2 ปีที่แล้ว

      Tapaswani ku jetebele sakhi center re rahibaku kuha heithila, se rahileni kn pain, tike ehi bisayare kahibe

  • @pranatipadhal8941
    @pranatipadhal8941 2 ปีที่แล้ว +22

    ବହୁତ ଧନ୍ୟବାଦ, ଏମିତି ଅଳ୍ପ ବୟସର ପୁଅ ମାନେ ଯଦି, ତପସ୍ୱିନୀର ଦୁଃଖ ବୁଝିପାରୁଛନ୍ତି ଜଣେ ବୟସ୍କ ଲୋକ ,ଯିଏ କି ତାପସ୍ୱିନୀଙ୍କ ଶ୍ବଶୁର, ସିଏ କାହିଁକି ଏତେ ଅବୁଝା, ପ୍ରମୋଦ ବାବୁ, ଦୟାକରି ପୁଅକୁ ବୁଝେଇ ବୋହୂକୁ ଘରକୁ ନିଅନ୍ତୁ ନା

  • @chandrakantanaik1651
    @chandrakantanaik1651 2 ปีที่แล้ว +99

    ସୁମିତ୍ ଘର ବାପ ପୁଅ ପୁରୁଷ ଜାତିର କଳଙ୍କ

  • @bhanumatibehera2006
    @bhanumatibehera2006 2 ปีที่แล้ว +48

    Right babu. Thank u, god bless u. Jay jagannath 🙏

  • @ସଚେତନନାଗରିକ
    @ସଚେତନନାଗରିକ 2 ปีที่แล้ว +162

    ସବୁ ଓଡ଼ିଆ ଭାଇ ଖରାପ ନୁହଁନ୍ତି, କିନ୍ତୁ କିଛି ଉଚ୍ଚ ଶିକ୍ଷିତ,ଉଚ୍ଚ ପଦରେ ଅବସ୍ଥାପିତ ସୁମିତ ସାହୁ ଭଳି ଲୋକମାନେ ନିଜ ଭୁଲ ମାନିବାକୁ ରାଜି ନୁହଁନ୍ତି.

    • @kalpanabehera7056
      @kalpanabehera7056 2 ปีที่แล้ว +2

      Right

    • @rabindra2338
      @rabindra2338 2 ปีที่แล้ว +2

      Bhai apana nku koti .. 🙏🙏🙏🙏🙏🙏🙏🙏🙏..........

    • @bahanbishoyi5578
      @bahanbishoyi5578 2 ปีที่แล้ว +2

      A pachhapate big look achhi tenu E court rayaku manileni aehar Karan Kan court Tharu urdhare .....loknk Naya Palika upare prsan bachhi srusti hoichhi are tenu loknk Manar khyob nayapalika Tharu urdhare hoibaru Sabu Bisam paristiti hoichhi court rayaku kanhiki se ab mana na karichhi are ethi ar bhul Ki tar bhul seha Nahi only court r niredesa kiye bhang Kala tebe a gantntra Kaha panyi ......tenu E jatraru janibaku Padilla je Nij pachare badlook kiye rahiba darkar Taha hele court rayaku abmanan kale hab...

    • @purnachandrabarik8240
      @purnachandrabarik8240 2 ปีที่แล้ว +2

      Right

    • @kabitameher8075
      @kabitameher8075 2 ปีที่แล้ว +2

      Ryt

  • @mukundakachhap7329
    @mukundakachhap7329 2 ปีที่แล้ว +47

    ଏ ସଳା ସୁମିତ୍ କୁ ମୁଣ୍ଡରେ ଦହି ଥିଲେ ସିନା ବୁଝିଥାନ୍ତେ
    ଏ କେମିତି ଡକ୍ଟର ହେଲେ କେଜାଣି ଆଉ କୋଉ ରୋଗୀ ତା ପାଖରେ ବସି କି ଟ୍ରିଟମେଣ୍ଟ ହେବ ତାକୁ ଜଣା ଆଉ ସେ ଉପରବାଲା କୁ ଜଣା

    • @ଖୁସିମୀନାସେଠୀ
      @ଖୁସିମୀନାସେଠୀ 2 ปีที่แล้ว

      ତାକୁ ଗୁଣି ହେଇଚି

    • @tunipravabehera6658
      @tunipravabehera6658 2 ปีที่แล้ว

      Right bro .🤣🤣sumit gote gaja murkha ta

    • @tunipravabehera6658
      @tunipravabehera6658 2 ปีที่แล้ว

      @@ଖୁସିମୀନାସେଠୀ nije jadi thik thiba na se guni bi kichi kama karibani

    • @rabindra2338
      @rabindra2338 2 ปีที่แล้ว

      😀😀😀😀😀

    • @ଖୁସିମୀନାସେଠୀ
      @ଖୁସିମୀନାସେଠୀ 2 ปีที่แล้ว

      @@tunipravabehera6658 ଏଇଟା ସତ କିନ୍ତୁ ଭଲ ପାଇ ବାହା ହେଇଥିଲା ଏମିତି କେବେ ବି କରିବନି

  • @mamalifestyle5303
    @mamalifestyle5303 2 ปีที่แล้ว +31

    Thanks bro 👍🙏👌apana gote jhia ku bujhi parile🙏

  • @ajupani9977
    @ajupani9977 2 ปีที่แล้ว +41

    କଣ କରିବା ଭାଇ ସୁମିତ କୁ ତ କୋଉ ଝିଅ ବାହା ହେବାର ଦୂରର କଥା ତାକୁ କୁକୁର ବି ପଚାରି ବ ନି

    • @Nmoon65
      @Nmoon65 2 ปีที่แล้ว

      Au gote ku phaseiba emotional blackmail kari.

    • @gopinathghadai5018
      @gopinathghadai5018 2 ปีที่แล้ว

      Jibanare baha hoba kon nihati joruri? Bhai

    • @subashchandrasidu3201
      @subashchandrasidu3201 2 ปีที่แล้ว

      ସତରେ ଭାଇ ତାକୁ କେହି ପଚାରିବେ ନାହିଁ

  • @devanshidas3153
    @devanshidas3153 2 ปีที่แล้ว +12

    U Hv a golden heart 🙏❤

  • @swatikumar712
    @swatikumar712 2 ปีที่แล้ว +4

    THANKS BRO🙏🙏🙏🙏I RESPECT UR MIND SET,UR WAY OF THINKING.EVERYBOY OF ODISHA SHOULD LEARN FROM U A LOT.UR MOTHER MUST BE PROUD OF U!!!GOOD SANSKAR GIVEN BY UR MOTHER.

  • @sanatanpal3607
    @sanatanpal3607 2 ปีที่แล้ว +42

    ଭାଇ ଠିକ୍ କହିଛନ୍ତି ସୁମିତ କୁ ଆଇନ ର ଛାଟ ବାଜିଲେ ବୁଦ୍ଧି ଆସିବ ସେତେବେଳ ଆଉ ଚାକିରି ନା ବାପା ଥିବେ ସେ ଥିବ କେବଳ ଜେଲ ରେ ଏବେବି ସମୟ ଅଛି ସୁମିତ ବାବୁ ଡିମ୍ପଲ କୁ ଆପଣାର କରିନୀୟ ତେବେ ପ୍ରଶଂସାର ଶୁଅ ଛୁଟିବ ତମ ନା ରେ

    • @ms.mistry8254
      @ms.mistry8254 2 ปีที่แล้ว

      Paisa dei se ain ku ta hata mutha ku nei jaichhi .seithi pain ta se ferar hei jaichhi kintu police taku khoju nahin

    • @bahanbishoyi5578
      @bahanbishoyi5578 2 ปีที่แล้ว

      ଆଉ ଭାଇ ଏହି jatraru ଗୋଟେ ଜିନିସ ଶିକ୍ଷା ମିଳିଲା ଏ ଗ ନ ତନ୍ତ୍ରକୁ ଯେ ତମର ପଛରେ ଯଦି kounsi ବଡଲୋକ୍ ଅଛି ତାହାହେଲେ କୋର୍ଟ ରାୟକୁ ଖାଥିରି କରିବ ନାହିଁ ଏସବୁ ସ୍ପଷ୍ଟ ବାରି ହେଉଛି ତେଣୁ ନିଜ ନିଜ ପଛରେ badlok ଖୋଜି ରଖିବା ଦରକାର

  • @akshayakumarsamantasinghar9469
    @akshayakumarsamantasinghar9469 2 ปีที่แล้ว +11

    Rightly said brother

  • @saikatbohidar7745
    @saikatbohidar7745 2 ปีที่แล้ว +34

    ସୁମିତ ଟିକେ ଶୁଣ ଏ ଭାଇ କଣ କହୁଛନ୍ତି ।

  • @snayak7837
    @snayak7837 2 ปีที่แล้ว +9

    ଠିକ୍ କଥା କହିଛ ଭାଇ❤️ ସୁମିତି ଡାକ୍ତର ନୁହେଁ ସେ ଗୋଟେ କୁକୁର ଠାରୁ ଆହୁରି ବୃଦ୍ଧି କମ ,ନାରୀ ଅଭିଶାପ ରେ ସେ ପରିବାର ଧ୍ଵଂସ ହେବା😭

  • @lipsitamishra1717
    @lipsitamishra1717 2 ปีที่แล้ว +15

    Right brother. Satare dimple prati bahut anyaya heuchi. God kebebi sumit familyku ksyama karibeni. Nari akhira luhare dhansa heijibe

  • @user-jv9rz9rv9n
    @user-jv9rz9rv9n 2 ปีที่แล้ว +9

    କୋଉ MLA ଭାଣିଜୀ କୁ ବାହା ହେବା କଥା ଯଦି ସତ ହେଇଥାଏ ତେବେ ସୁମିତ ବାବୁ ଆପଣ ବହୁତ ଭୋଗିବେ ଯଦି ତପସ୍ୱିନୀ ଠୀକ ବାଟରେ ଥିବେ ଆଉ ମନ ରଖନ୍ତୁ ସୁମିତ ବାବୁ ଆପଣ ଯେତେ ବଡ ଘର ଝିଅ କୁ ବାହା ହୁଅନ୍ତୁ ନା କାହିଁକି ଶାନ୍ତିରେ ରହି ପାରିବେ ନାହିଁ. ମନେ ରଖନ୍ତୁ ଭଗବାନ ସବୁ ଦେଖୁଛନ୍ତି. ଆପଣ ସବୁଠୁ ଖସି ଯିବେ କିନ୍ତୁ ତାପାଖରୁ ନୁହେଁ ଯିଏ ରାତି ଦିନ କରୁଚି. ଭଗବାନ ସଦବୁଦ୍ଧି ଦିଅନ୍ତୁ 🙏🏼ଜୟ ଜଗନ୍ନାଥ

  • @kamalakantamallick5567
    @kamalakantamallick5567 2 ปีที่แล้ว +13

    Very excellent speech brother

  • @signon312
    @signon312 2 ปีที่แล้ว +91

    God bless you brother! Very wel said! Thanks a lot for coming forward and for this video! You are an inspiration! What you said is 100% correct!

    • @bijayaniswain5614
      @bijayaniswain5614 2 ปีที่แล้ว

      👍

    • @subhadranayak6795
      @subhadranayak6795 2 ปีที่แล้ว

      Sabas bai

    • @bikashkumarparida2127
      @bikashkumarparida2127 2 ปีที่แล้ว

      Right brother

    • @prativanayak5594
      @prativanayak5594 2 ปีที่แล้ว

      ଦାନ୍ତ ଚିପି ମଧୁର କଣ୍ଠ ରେ ,କୋର୍ଟ ର ଆଦେଶ ମାନିବି କହି ବହୁତ ଚଲାକ ରେ ଖସିବାକୁ ଚେଷ୍ଟା କରୁଛି

  • @gitanjalinayak4196
    @gitanjalinayak4196 2 ปีที่แล้ว +18

    Right bro

  • @sachidanandarath2488
    @sachidanandarath2488 2 ปีที่แล้ว +30

    ଏପରି dhokabaj ପୁଅ ଓ ବାପା ପୃଥିବୀ ରେ ବିରଳ
    କିନ୍ତୁ, ହାୟ ନ୍ୟାୟ ତ କିଣି ହେବ ବଡ ବଡିଆଙ୍କ ଦ୍ଵାରା

  • @prasantakumarnayak2253
    @prasantakumarnayak2253 2 ปีที่แล้ว +13

    Right brother 👍👍🎉

  • @sujatasahu3196
    @sujatasahu3196 2 ปีที่แล้ว +11

    God bless you beta

  • @ଖୁସିମୀନାସେଠୀ
    @ଖୁସିମୀନାସେଠୀ 2 ปีที่แล้ว +75

    ଗୋଟେ କୁକୁର ବି ସୁମିତ ନାଁରେ ଭୁକୁ ନଥିବ

    • @nabamajhi8357
      @nabamajhi8357 2 ปีที่แล้ว +3

      Jiye soto kohibo....uporobala ta saath re thibo....dunia bhukile b...taro kichhi koparibo nahi...sumit ku hin nyaa milu....✍️

    • @chaahatManoj
      @chaahatManoj 2 ปีที่แล้ว

      Bhai tame media re viral heba lagi kahucha aame janichi kintu sumit jitiba...

    • @kshirasagarnayak5844
      @kshirasagarnayak5844 2 ปีที่แล้ว

      Jaha heu dui janaku nyayakaru bhagaban nahele 7 janmaparjanta dosi ku narkare jagamilu.khusilagiba duniaku

    • @sugyanipolai2734
      @sugyanipolai2734 2 ปีที่แล้ว +1

      Bhai kukura bhukiki kan kariba manisha ta sashita achanti

    • @ଖୁସିମୀନାସେଠୀ
      @ଖୁସିମୀନାସେଠୀ 2 ปีที่แล้ว

      @@nabamajhi8357 ଗୋଟେ ଝିଅ ପାଇଁ ତମର କି ଦୟା

  • @cutiemunu2090
    @cutiemunu2090 2 ปีที่แล้ว +6

    ଭାଇ ଯିଏ ଜେତେ କହିଲେ କଣ ହେବ ସେ କାହାରି କଥା ଶୁଣୁନାହିଁ କି ତାକୁ କିଛି ଫରକ୍ ପଡୁନି ସେ ନିଜ କୁ ଭଗବାନ ଭାବୁଛି।।।ଆଉ କିଛି ଘର ଭଙ୍ଗା ଲୋକ ଅଛନ୍ତି ସେମାନେ ଚାହୁଁ ନାହାନ୍ତି ସୁମିତ ଆଉ ଡିମ୍ପଲ ଙ୍କର ସଂସାର ପୁଣି ଥରେ ହସି ଉଠୁ ଏଠି ଘର ଭାଙ୍ଗିବା ଲୋକ ଵହୁତ୍ ଆଉ ଯୋଡିଵା ଲୋକ ଖୁବ୍ କମ୍

  • @gayatrimalik8330
    @gayatrimalik8330 2 ปีที่แล้ว +13

    Kya bata he bhaii...... Super msg

  • @railwaystudies3236
    @railwaystudies3236 2 ปีที่แล้ว +32

    Right bhai. 100% right.

    • @Kajalsoni-j4u
      @Kajalsoni-j4u 2 ปีที่แล้ว +1

      Bada bhai aapn nija mata rakhuchhanti ta thik kintu apan janati ki nahi ejhia prathame jaha video re achhi kahuchhi tumaku barbad karidebi,puni 498 case deichhi ,esabu nakri jadi ghar age aasithile hueta sumit bujhi thanta,Swami stree bibad dandare samadhan huena esabu jhia ghar Bhai ,bapa kichhi bhadra lokank madhyam re samadhan hue,aapn jeun kahile dandare kukur sahit soiba katha aapn nije kuhantu tume ta case deichha o sumit bhi divorce case deichhi se jhia bapa ghare Rahi case Ladi pariba dandare esabu Kariba kn darkar thila,ejeun video ebe chhadichhanti taku jadi bhi chhadithante agaru hueta sumit o ta bapa suni thante, jabardasti ghare pasi parinahanti boli ekandana ghare pasi jaithile aau kichhi aapn sunibaku paithante,498 case dei tar samadhan courtre nhela jayen kipari ghare rakhibe ?ete roll nkari age 498 case uthou

  • @devanshidas3153
    @devanshidas3153 2 ปีที่แล้ว +8

    Well said brother. 🙏🙏🙏

  • @rnstudio2812
    @rnstudio2812 2 ปีที่แล้ว +18

    ଯଦି ସୁମିତ ତପସ୍ୱିନୀ ଙ୍କୁ ଚାହିଁଥାନ୍ତେ କେବେ ତାଙ୍କ ଅଜଣାତରେ ତାଙ୍କ ଛୁଆ କୁ ନଷ୍ଟ କରି ନଥାନ୍ତେ ସୁମିତ ଆଜି ସିନା ତମେ ପଇସା ବଳରେ ସବୁକିଛି ଅଣଦେଖା କରୁଛ କିନ୍ତୁ ଭବିଷ୍ୟତରେ ଜଣେ ଭଲ ମଣିଷ ହେବା ହେବା ପାଇଁ ଚେଷ୍ଟା କର ଭଗବାନ ତମ ଦୁଇ ଜଣଙ୍କୁ ଏକାଠି କରିଦିଅନ୍ତୁ ବାସ ଏତିକି ଆଶା ରଖୁଛୁ ଯେଉଁ ସମୟ କୁ ତମେ ଅତିକ୍ରମ କରି ସାରିଛ ସେ ଦିନ ଗୁଡିକ ମାନେ ପକେଇ ଆଉ ନିଜକୁ ଏତେ କଷ୍ଟ ଦିଅନି plz

  • @nilakanthamahapatra4856
    @nilakanthamahapatra4856 2 ปีที่แล้ว +76

    Very good devotional judgement. God bless you.

    • @prafulladas9168
      @prafulladas9168 2 ปีที่แล้ว +2

      ଧନ୍ୟବାଦ ହିମାଂଶୁ ଭାଇ ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ। ଏହା ହିଁ ସୁପୁରୁଷ ଓମର୍ଦ୍ଦ ପଣିଆଁ ।କିନ୍ତୁ କେତେ ନାଫେଡା । ନିକମା, ଅଯୋଗ୍ୟ । ଅଧମ,ସ୍ଵର୍ଗରୁ ଖସିଲା ପରି ତପସ୍ଵିନୀ କୁ ନାନାଦି କୁତ୍ସିତ କଥା କହୁଛନ୍ତି । କୁ ଅରେ ବେଙ୍ଗ ପଡି ଚିକାର କରୁଛି । ଟେକା ପକାନ୍ତୁ ନାହିଁ

  • @ashishkumarjena382
    @ashishkumarjena382 2 ปีที่แล้ว +7

    Bhai ra bhari chinta

  • @ranjankumarmohanta2003
    @ranjankumarmohanta2003 2 ปีที่แล้ว +10

    ସୁମିତ୍ କୁ ମେଣ୍ଟାଲ୍ ହସ୍ପିଟାଲ୍ ନିଆଯାଉ

  • @debarajbehera8332
    @debarajbehera8332 2 ปีที่แล้ว +25

    ପ୍ରମୋଦ ମଉସା ଆପଣ ମୋ ବାପା ବୟସର ତେଣୁ ମୁ ଆପଣଙ୍କୁ ଅନୁରୋଧ କରୁଛୁ. ଆପଣ ଆପଣଙ୍କ ପୁଅକୁ ଭଲ ବୁଦ୍ଧି ଦିଅନ୍ତୁ. ଏଭଳିଆ ଖରାପ ବୁଦ୍ଧି ଦିଅନ୍ତୁ ନାହିଁ. ମୁ ଆପଣଙ୍କ ଗୋଟେ ଅନୁରୋଧ କରୁଛି ଆପଣ ସବୁବେଳେ ଷ୍ଟାଣ୍ଡାର୍ଡ ଚାହାଁନ୍ତି. ଆପଣ ଭାବିଲେ କାଲି ଆମେ ନ ଥିବା. କାରଣ ମଣିଷ ମରିଗଲା ପରେ କଣ ନବା ସବୁ ଛାଡି ଚାଲିଯିବା. ସୁମିତ ଭାଇ ଆପଣକୁ ମୋର ଅନୁରୋଧ ଯଦି କିଛି ବି ମିଛ କହୁଥାନ୍ତି ଆପଣ ଜନ ସାଧାରଣ ମାନକୁ ମିଛ କହିବେ. କିନ୍ତୁ ଭଗବାନ ଙ୍କୁ କେହି ବି ମିଛ କହି ନ ଥାନ୍ତି. ତେଣୁ ସେ ଲୋକ ସବୁ ଦେଖୁଛି.

    • @RakeshRana-je4ws
      @RakeshRana-je4ws 2 ปีที่แล้ว +2

      Se bhakuda sala pramoda sabu kilara guru au se kan kahiba sir, chora sala nija wifeku sethipain rakhini, amane ghare rahi deha kharap heuchi au jie bahare rahichi se safety ki,,, doctor na bhakuda sumit

    • @kshirasagarnayak5844
      @kshirasagarnayak5844 2 ปีที่แล้ว

      @@RakeshRana-je4ws pura bhakua

  • @laxmideo8534
    @laxmideo8534 2 ปีที่แล้ว +11

    Good advice

  • @pranatimishra4163
    @pranatimishra4163 2 ปีที่แล้ว +39

    Your are right, justice for Tapaswini

  • @mountain4936
    @mountain4936 2 ปีที่แล้ว +9

    Bhai Tuma hrudaya nirmala, Sethi pain tume epari bhabi parucha. I respect that. Kintu tapaswini j sampurna nirdosh kahi pariba ki. We should see both faces of the coin.

    • @RakeshRana-je4ws
      @RakeshRana-je4ws 2 ปีที่แล้ว +2

      Han jhiara dosa thila je se gote harami ku love kala au sabu deidela,,, ajikali jhianka mana amiti bhala puanku latamaribe pare amiti maribe

    • @priyankapanda1963
      @priyankapanda1963 2 ปีที่แล้ว +1

      dosa khali tapaswini ra nahi sumit ra bhi achi

  • @SahadevMajhi-jo2vp
    @SahadevMajhi-jo2vp 2 ปีที่แล้ว +45

    Very good bhai

  • @nkgiri8987
    @nkgiri8987 2 ปีที่แล้ว +15

    U r right

    • @Parthasarathilooking1534
      @Parthasarathilooking1534 2 ปีที่แล้ว +2

      U say .. right. Can you explain which way is right.. 😏😏😏😏

  • @upendrabagarti5155
    @upendrabagarti5155 2 ปีที่แล้ว +15

    Very good brother

  • @alokmangaraj4736
    @alokmangaraj4736 2 ปีที่แล้ว +10

    Super bhai

  • @manasbhutia6176
    @manasbhutia6176 2 ปีที่แล้ว +11

    ଏଟା କୁ ଭାଇ ଡାକୁଛ ଛି ଛି ଏଟା ମା ଘିଆ ଟା ବାପା ପୁଅ ଦି ଟା କୁ ଲଙ୍ଗଳା କରି ବାଡେ ଇଲେ ତଥାବି କମ ପଡ଼ିବ

  • @prabhatiprabhati8577
    @prabhatiprabhati8577 2 ปีที่แล้ว +19

    Thank you brother

  • @hariharanahak4639
    @hariharanahak4639 2 ปีที่แล้ว +15

    U R Right BRO

  • @ashoktripathy6975
    @ashoktripathy6975 2 ปีที่แล้ว +6

    ଏମିତି ଵୋପା କେଉଁ ପୁତ୍ରକୁ ନମିଳୁ

  • @DrSwapnaDevi
    @DrSwapnaDevi 2 ปีที่แล้ว +24

    Well said. Very well said.

  • @chandrapanda7222
    @chandrapanda7222 2 ปีที่แล้ว +23

    ସୁମିତ ଭଲ ପିଲା ଭାଇ କିନ୍ତୁ ତାର ମାଁ ଓ ବାପା ତ ଦୁଇ ଟି ପୁଅ ଜନ୍ମ କରି ଛନ୍ତି ବୋଲି ଗର୍ବ ରେ ଫାଟି ପଡୁଛନ୍ତି. ସୁମିତ ର ବାପା କଣ ଚାକିରୀ କରୁ ଥିଲେ ମୁଁ ଜାଣିନି କିନ୍ତୁ ସେ ଏତେ ଗର୍ବ କରୁଛନ୍ତି ଯେ,
    ଏ ବାପ ରେ ବାପ

  • @pyaarakrishu927
    @pyaarakrishu927 2 ปีที่แล้ว +17

    You are right..kehi gote pua tah bujhiparichhanti dukha gote jhiara, thank you bhai

    • @sumitsethi2809
      @sumitsethi2809 2 ปีที่แล้ว +1

      Ei toka 100 toki nku use n throw karuthiba ebe bhasan dauchi

  • @RAHULDEEPCREATION
    @RAHULDEEPCREATION 2 ปีที่แล้ว +6

    Vul dui side re thiba..Jhia ta sorry kahuchhi Sumit vai sister ku khsyama kara au dui side ru jete b case achhi duijana sabu case ku withdraw kara au puni new life arambha kara seita mor request.... 🙏🙏🙏🙏🙏🙏❤️❤️❤️

    • @RakeshRana-je4ws
      @RakeshRana-je4ws 2 ปีที่แล้ว +2

      Are bhakuda ta sumit se kan doctor ki mochi pari laguchi daily surgery au blood dekhiki lokanka kanda dekhiki amane pathara heigaleni au feeling kuade asiba sister ,,,, sorry for rude words but my word also correct

  • @pravasinisatapathy6341
    @pravasinisatapathy6341 2 ปีที่แล้ว +5

    ସୁମିତ ପୁଅ ମାନଙ୍କ ନାରେ କଳିଙ୍ଗ ଛି ତୋ ମା ବାପ ଜିଏ ଗୋଟିଏ ଝିଅର ଦୁଃଖ ବୁଝି ପାରିଲେ ନାହିଁ

  • @premking1971
    @premking1971 2 ปีที่แล้ว +25

    Right bhai tame bahut bhal

  • @swatipanigrahi9375
    @swatipanigrahi9375 2 ปีที่แล้ว +8

    Right

  • @shyamajena6637
    @shyamajena6637 2 ปีที่แล้ว +10

    Very good

  • @ms89563
    @ms89563 2 ปีที่แล้ว +19

    Right kahila vai sumit ku vagawan sadbudhi diontu

  • @arjunbehura5309
    @arjunbehura5309 2 ปีที่แล้ว +3

    ମୁଁ ବି ଇଲୋଟି୍ନିକି ରେ ଅଛି ଜଦିଦମ ଅଛି ଆସଗୋଟେ ଜାଗାରେ ବଶି ଏହି କତାରେ ଆଲୋଚନା କରିବା ଆସଭାଇ

  • @rudrichemistryacademy8781
    @rudrichemistryacademy8781 2 ปีที่แล้ว +2

    ସୁମିତି, ଭଗବାନଙ୍କ ସୃଷ୍ଟିରେ ଆମେ କାକୁ କଷ୍ଟ ଦେଇପାରିବା ନାହିଁ, ଆଉ ଗୋଟେ କଥା ଚିନ୍ତା କର ଯଦି ଏ ଝିଅକୁ ଏତେ କଷ୍ଟ ଦଉଚ ତେବେ ତୁମକୁ ଆଉ କୋ ଝିଅ ବାହା ହେବାକୁ ରାଜି ହେବନି କିଏ ଜଣେ ସେ ଝିଅକୁ ବି ଏମିତି ଅଧା ରାସ୍ତାରୁ ଛାଡି ଚାଲି ଯିବନି ବୋଲି

  • @bangimajhi7954
    @bangimajhi7954 2 ปีที่แล้ว +6

    Thank you Bhai, tapaswini didinku supert korithibaru

  • @nilanchalpanigrahi3841
    @nilanchalpanigrahi3841 2 ปีที่แล้ว +5

    Right👍

  • @dr.surendranathdash8861
    @dr.surendranathdash8861 2 ปีที่แล้ว

    Thanks for your positive comments Samalbabu, Sumit babu,please take ur wife home and continue ur life .God will bless U

  • @lambodarmajhi1913
    @lambodarmajhi1913 2 ปีที่แล้ว +10

    Right taking to the breather

  • @biranchisankarmund2551
    @biranchisankarmund2551 2 ปีที่แล้ว +1

    ଧନ୍ୟବାଦ ଭାଇ, ଭଲକଥା ଦିପଦ କହିଲ l
    ଭଗବାନ ଆପଣଂକୁ ତପସ୍ୱିନୀ ଭଳି ସୁନ୍ଦର
    ସ୍ତ୍ରୀ ଟିଏ ଦିଅନ୍ତୁ l

  • @manoranjandas5645
    @manoranjandas5645 2 ปีที่แล้ว +11

    bhai tamaku tapaswini bhalia jhia milu bhabisyatare

    • @Samar-papun
      @Samar-papun 2 ปีที่แล้ว +2

      @@geetum9387 sumit bhaali pila ku jadi Tapaswani ninduchi .ta jiba kebe au mrg Kari pari b ni

    • @Subinspectorsandhya1995
      @Subinspectorsandhya1995 2 ปีที่แล้ว

      @@geetum9387 mama tu kuade paleilu...call kale to phone switch off... Berhampur re achu na nai ...plz reply kare

    • @manoranjandas5645
      @manoranjandas5645 2 ปีที่แล้ว +1

      jhia mane daughter not wife

    • @manoranjandas5645
      @manoranjandas5645 2 ปีที่แล้ว +1

      sumit bhalia pila milu mate acceptable

  • @tablatips7555
    @tablatips7555 2 ปีที่แล้ว +3

    ବାବାରେ କି ପ୍ରବଚନ ,ଦୁର ପାହାଡ ସୁନ୍ଦର(ତପସ୍ଵିନୀ ) , reality କୁ ଦେଖ

  • @abhidas8340
    @abhidas8340 2 ปีที่แล้ว +11

    Verry good bahi...

  • @rabindra2338
    @rabindra2338 2 ปีที่แล้ว +8

    Bhagaban a bhai nku ghanta ghodae rakhithibe .a bhai sabu nari nka ashara alok .amiti b bhagbaan Rupa re ashanti .mu apana nku jete dhanyabaad dele b km haba 🙏🙏🙏🙏🙏

  • @bismaypradhan2253
    @bismaypradhan2253 2 ปีที่แล้ว +6

    Ohh bhai ohh.Bangalore Bhai, just look at yourself first .you are not court just wait and watch what the court will decide .so you don't have any idea .who is right or wrong. "Nijaku show-off karani bhai" kichi janina majhire kain video are opinion deucha.court achi .manyabar judge achanti decision neba pain.

  • @kalpanarout1053
    @kalpanarout1053 2 ปีที่แล้ว

    Thanks Bhai godbless u

  • @sandeepkumarsahoo9084
    @sandeepkumarsahoo9084 2 ปีที่แล้ว +4

    ତ ମଥାରେ ମସଲା ଅଛିତ ,ତୁ କଣ ଯାଣିଛୁ।

  • @satyamevjayate999
    @satyamevjayate999 2 ปีที่แล้ว +1

    Sumit speaking is the right

  • @dulamanesuna7550
    @dulamanesuna7550 2 ปีที่แล้ว +4

    Very good 👍 👏 👌

  • @kalakarsahoo2778
    @kalakarsahoo2778 2 ปีที่แล้ว

    Thank very nice word 👆👆👆

  • @bajendrapujari5828
    @bajendrapujari5828 2 ปีที่แล้ว +4

    ବାଡୁଅା ପିଲା, ସେ ମା ଛୁଆ ହେଲେ ଜାନିତାନତା, ଆଉ ତା ଭଉଣୀ ମାନେ ତିଲେ ଜାଣିତାନତା,,ବାଡକାଉ

  • @Harekrishna....947
    @Harekrishna....947 2 ปีที่แล้ว

    Thanks for the best

  • @arunakulesika4026
    @arunakulesika4026 2 ปีที่แล้ว +8

    Bhai 👌🙏

  • @VIVEKANANDACOACHINGCENTRE-j1u
    @VIVEKANANDACOACHINGCENTRE-j1u 2 ปีที่แล้ว +2

    କାହା ବିଷୟରେ ସଠିକ୍ ତଥ୍ୟ ନଜାଣି ନିଜ ନିଷ୍ପତ୍ତିକୁ ଏତେ ଦୃଢତାର ସହ କହିବା ଠିକ୍ ନୁହେଁ ।

  • @amulyachandrapanigrahi8227
    @amulyachandrapanigrahi8227 2 ปีที่แล้ว +9

    ନମସ୍ତେ🙏🙏🙏 ଧନ୍ଯବାଦ ଅର୍ପଣ ! ବପ ପୁଅ ଦି ଜଣ ଜଣେ ଶକୁନି ବାପ ଓ ପୁଅ ଦୁଉରଯଧନ! ନାରୀ ନିଆଁ େର

  • @YouTube.twice.
    @YouTube.twice. 2 ปีที่แล้ว

    Thanks Bhai tamaku,jaha b kahile sabu thick kahile..

  • @chittaccc
    @chittaccc 2 ปีที่แล้ว +3

    Bro Dr. Sumit has gonna to next level of society (Like film PK & his Gola) where he can play with the girls like toy. Perhaps he learnt from his ancestors.
    So Your revered & sacred saying may not tune this next level creature.
    👌

  • @Devanshi55
    @Devanshi55 2 ปีที่แล้ว

    Rightly said

  • @sunilkumarmallik547
    @sunilkumarmallik547 2 ปีที่แล้ว +7

    God emanka hisab karibe 🙏

  • @ummekulsum7500
    @ummekulsum7500 2 ปีที่แล้ว +4

    right

  • @radheshyampatra9024
    @radheshyampatra9024 2 ปีที่แล้ว

    U telling truth

  • @brana3577
    @brana3577 2 ปีที่แล้ว +8

    Very good thinking & I am salot in pramila maa.

  • @soubhaginipanda3344
    @soubhaginipanda3344 2 ปีที่แล้ว

    Very well said

  • @pravasinimaharana4202
    @pravasinimaharana4202 2 ปีที่แล้ว +5

    Bohut Sundar katha tie kahile Bhai , Right

  • @ratnaprabhasahu7576
    @ratnaprabhasahu7576 2 ปีที่แล้ว

    Thank you sar
    Very good

  • @alltechnical7741
    @alltechnical7741 2 ปีที่แล้ว +6

    ଜଣାପଡ଼ିଲା ସଂଜିତ୍ ବାରିକ୍ ବେଙ୍ଗଲୋର ରେ ଅଛନ୍ତି

  • @sarmisthaswain2347
    @sarmisthaswain2347 2 ปีที่แล้ว

    Tq vi for good msg

  • @KunalSingh-wi7ey
    @KunalSingh-wi7ey 2 ปีที่แล้ว +5

    👌

  • @jrpal9772
    @jrpal9772 2 ปีที่แล้ว

    Right kahile bhai 👏👏👏👏👏👏👏👏👏👏👏👏👏👏👏👏

  • @pkpradhan7789
    @pkpradhan7789 2 ปีที่แล้ว +7

    ସେ କି ଡାକ୍ତର ହୋ ନିଜ ଦେହକୁ ସଜାଡି ପାରୁନି

  • @subhasreedehuaryrupadehuar6276
    @subhasreedehuaryrupadehuar6276 2 ปีที่แล้ว

    Right vai thanks

  • @girishprasaddas5918
    @girishprasaddas5918 2 ปีที่แล้ว +4

    କିଛି ନଜାଣି ରାବଣ ରୋଲ କରେନା।

  • @preettissudhadas3453
    @preettissudhadas3453 2 ปีที่แล้ว

    Thank u so much bro

  • @itishreesenapati5102
    @itishreesenapati5102 2 ปีที่แล้ว +3

    Salute ......

  • @bighnarajmajhi1103
    @bighnarajmajhi1103 2 ปีที่แล้ว +1

    Well done

  • @kcbchannel8026
    @kcbchannel8026 2 ปีที่แล้ว +4

    ସୁମିତ ପାଇସା‌ ଦେଇକି‌ ହାତରେ ସମସ୍ତଙ୍କୁ ରଖିଛି

  • @suchitrapooja5336
    @suchitrapooja5336 2 ปีที่แล้ว

    ekdum right bhai

  • @bhaiteravlogbala
    @bhaiteravlogbala 2 ปีที่แล้ว +7

    ତୁ ଶଳା ବହୁତ୍ ଭାଷଣ ମାରୁଚୁ ଜାଣିଚୁ କିଛି ସେ ଝିଅ ବିସୟରେ ଆ ଆସିଲେ ଜାଣିବୁ ତୁ ଶଳା ସେଠି ବସିଛୁ ଭାଷଣ ମାରି ଭିଡିଓ କରିଦେଲୁ ଆଶିକି ବୁଝ ।

  • @lovefromodisha2582
    @lovefromodisha2582 2 ปีที่แล้ว

    Thik kahi cha bhai...

  • @akshayasahu4601
    @akshayasahu4601 2 ปีที่แล้ว +34

    Someone spoiled the "ART" of anyone's life.In return, anyone spoiled the "PART" of someone's life.. Nothing is wrong..

    • @fitnesschannel3368
      @fitnesschannel3368 2 ปีที่แล้ว +7

      Sumit ra life ku spoil kala tapaswini ?
      Wow.. Nice.. Harami bapaku Pachariki bhala pailani.. marriage pare kahinki bapaku pacjaruthila ?
      'Mo bapa bhadra...tu jemiti bhadra, to bapa semiti bhadra '

    • @humbleraj3308
      @humbleraj3308 2 ปีที่แล้ว

      Everything is wrong , Tapasheeni has been force to spoiled something from his husband because everything is wrong by sumit

    • @prajanadattaputhal7034
      @prajanadattaputhal7034 2 ปีที่แล้ว

      Bala tu kea

    • @gyanasahu8547
      @gyanasahu8547 2 ปีที่แล้ว +2

      Mora gote prashna, jadi tapswini sumit sangare rahibaku chahunchi, tahale taku au ta paribara ku jail pathaiba pain 498 case kahinki deuthila., auu jou stree swami ku jail pathaiba, ta pakhare kou swami rahiba. Tama manaka pari alajuka nalua mane rahibe.

    • @prajanadattaputhal7034
      @prajanadattaputhal7034 2 ปีที่แล้ว +1

      @@gyanasahu8547 tu naluata