ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Bahut sundar paribesan sir
Sir. Namaskar. Odishi3 sajana 1acre jamire kete ghacha lagaheba. And kete feet distence re lagaheba.
Sir bahut sundar mu lageiba ku chahuchhi
Sir ofc 3 best germinating seed kauthu anile bhala haba tk idea diantu 🙏
Sir 🙏,Mora odc 3 drumstick re pod fly attack re sabu drumstick kharap heijaichhi, control Kariba pai kou medicine spray karibi tike kuhntu
Ahara chara keuthu miliba
Sir chara kauthu miliba
ODC3 Moringaa seeds apan nka pakhare acchi ki? Sir plz give your mobile number to contact.
Yes brother
ODC3 variety original seed I need can u provide me
Kadali gachha manjakila mariner Karan o pratikara kana ?
odc3 ଚାରା ବା ମଞ୍ଜି କୋଉଠୁ ମିଳିବ।
Contact me
E-fatminf Agri cart Baripada
Sir sajana chuin Patu mati re lagi pariba ki?
Where can i get odishi -3 drum stick?
Nadiya gachhare 😮kipai hormon diyajib
odc 3 manji kauthi milibo
Kandul cha sare pulasamayre kneu ousada diya jaye lingaraj
Sir we are planted 9.2 hect before I year, but till it has not given fruit variety PKM 1,But in this year have we planted ODISHI 3.is it correct.
Please tell about marketing not only farming
Sajana ofc 3 keutharu miliba ? Seedsru heba or chararu heba ?
ମହାଶୟ ନମସ୍କାର,ମହାଶୟ ODC 3 ବିହନ ପାଇବା ପାଇଁ link provide କରନ୍ତୁ
Online ରେ ମଗାଇ ପାରିବେ।Flipcart
@@krushisampada ପାଇଲୁ , ଧନ୍ୟବାଦ 👏
Link tike share karantu
@@JijarSunpokhari bhai Kemiti paile
Japanag gourgoth ❤❤
Manji ru kemiti chara kari heba
ସଜନା ତଳି କେମିତି ପ୍ରସ୍ତୁତ କରିବା।
Sir mo pakhare kebala patu mati jami achi. Dhana chasa bhala hauchi kintu mu Horticulture karibaku chahunchi. Kau phala gacha success hei pariba please help 🙏
ବର୍ଷା ଦିନ ରେ ଗୋଟେ ବି fruit set ହେଉ ନାହିଁ। ଭାଇ ମାନେ, କିଏ ଏହି ସଜନା ଚାଷ କରିଛନ୍ତି ଦୟ କରି ଉପାୟ କୁହୋନ୍ତୁ।
Sir high-density farming aupare fura gyana diantu
Sajana chara keuthi miliba
Marketing kipari and kouthi karajiba
Sir,kemitiMatire,odcsajana,chasaheba,
ସାର୍ ଏହାର ମିଞ୍ଜି କୋଉ ପାଖରୁ ପାଇ ପାରିବୁ
୧୮୦ଗ୍ରାମ୍ ODC3 ସଜନା ମଞ୍ଜି ର ଦାମ୍ କେତେ?
Sir bihan paibara address debe please
Sir 100pic Chara ra price kete asiba
Sir odc3 kandhamal re haba ki
Kandamal ରେ ଚାଷ ହୋଇ ପାରିବ
Sir kanaapan seeds patheidebeki?
Flipcart ରେ ମଗାଇ ପାରିବେ
@@krushisampada thanku
ସାର ଫୁଲ ହେଉଛି କିନ୍ତୁ ଫଳ ରହୁ ନାହିଁ କଣ ଓଷଧ ଦିଆ ଯିବ ଜଣାଇବେ
Sir ODC 3 Verity seeds apana provide kari paribe ki
Online ରେ ମାଗନ୍ତୁ
ପ୍ରଥମ ଥର ଫଳ ଆସିଥିବା ଗଛ ରୁ ମଞି ରଖି ଗଛ ଲଗାଇ ଲେ ହବ କି odc3
Price kete odro koriba
ଜୟ ଜଗନ୍ନାଥ ସାର
Sir sajana chara kemiti paiba.jadi banya pani 2 ru 4din rahile kan heba asubidha.
ସଜନା ଗଛ ମୂଳରେ ପାଣି ଜମିଲେ ଗଛ ଝାଉଁଳି ଯାଇଥାଏ।ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ। Copper oxychloride 50% WP lit ପ୍ରତି 2.5gm ସହିତ Plantomycine 1gm ମିଶାଇ ଗଛ ମୂଳକୁ ସ୍ପ୍ରେ କରନ୍ତୁ।
ପତ୍ର ହଳଦିଆ ହେଲେ କଣ କରିବ
Sir odc3 kisamara manji chara kouthi miliba
Name k k panigrahi
Bhai Amaku Chara kemiti Miliba
Online ରେ ମଗାଇ ପାରିବେ
Chara kouthi miliba
Khara dinare fulakabi habaki
ଚାରା କେମିତି ପାଇବା please say
Sir..... Manji kouthi miliba....??? Plz.... Kahibe
Online ରେ ମଗାଇ ଦିଅନ୍ତୁ
Kruthi odc 3 seeds miliba
Online ରେ ମଗାଇ ଦିଅନ୍ତୁ।
Ok
Sir ODC3 ସଜନା ଗଛ ମୂଳରେ ପାଣି ଜମୁ ନାହିଁ ଏବଂ ଗଛ ଗୁଡ଼ିକ ପୃନିଙ୍ଗ କଲା ପରେ ଭଲ ଝଙ୍କାଳିଆ ହୋଇଥିଲା...ବର୍ତମାନ ପ୍ରତେକ ଗଛର ପତ୍ର ହଳଦିଆ ପଡ଼ି ସବୁ ପତ୍ର ଝଡ଼ି ପଡ଼ୁଛି l ଦୟାକରି ଏହାର ପ୍ରତିକାର ଏବଂ ସବିଶେଷ ତଥ୍ୟ ଦିଅନ୍ତୁ 🙏
କଉଠି ମିଲୁଛି କୁହନ୍ତୁ ସାର
Odc 3 sajana chasa jami prastuti
ସାର୍ odc ଚାରା କୋଉଠି ମିଳିପାରିବ କହିପାରିବେ କି
ସାର ମଞ୍ଜି କୋଉଟି ମିଳିବ.
Sir jia kauthi miliba
ehi chasa koraput re Samba ba ki
Koraput ମଧ୍ୟ ହୋଇ ପାରିବ
Thanks 🙏 sar
Sir odisi 3 re phula aasichhi hele kasi kichhi rahuni
ଗଛ ମୁଳରୁ 1ft ଛାଡି 6ଇଞ୍ଚ ଓସାର ଓ ଗଭୀର ନାଳ କରନ୍ତୁ।2ଝୁଡ଼ି ଗୋବର ଖତ, 200gm DAP , 100gm potash ଓ 100gm urea ପ୍ରାୟୋଗ କରି ଜଳସେଚନ କରନ୍ତୁ।ଗଛ ରେ NPK 0;52:34 lit ପ୍ରତି 5gm ସହିତ Boron 20% 1gm ମିଶାଇ ସ୍ପ୍ରେ କରନ୍ତୁ।3ଦିନ ପରେ hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir gote gote gachhare phula aasuni
Sir chara ବା ମଞ୍ଜି କୋଉଠି ମିଳିବ
Online ରେ ମଞ୍ଜି କୁ ମଗାଇପାରିବେ।Flicart
Sir ଅମୃତଭଣ୍ଡା ଉପରେ କିଛି କୁହନ୍ତୁ
ଆଜ୍ଞା କେଉଁ ଠାରୁ ପାଇବୁ odc କିସମ୍
Online ରେ ମଗାନ୍ତୁ
Kaunthi miliba sir
Seed online ରେ ମଗାଇ ପାରିବେ।Flipcart ।ଚାରା private nursery ରୁ ପାଇ ପାରିବେ
ଓ ଡି ସୀ 3 ପ୍ରକେଟରେ ଲେଖା ଆସେ ନାଁ ପେନ୍ ଆସେ ଟିକେ କୁହ
ଆପଣଂକର ନମ୍ବର ଦିଅନ୍ତୁ ସାର
ODC 3ମଞ୍ଜି କେଉଠି ମିଳିବ ଦୋକାନ ରେ ଉପଲବ୍ଧ କି ?
ସାଧାରଣ ସଜନା ଗଛରେ ଫଳ ହେଉନି, କଣ କରିବି?
ଫଳ ଅମଳ ପରେ କେଉଁ ମାସ ରେ ଡାଳ କୁ କାଟିଲେ ଭଲକାଟିବା ସମୟ ରେ କଣ ସାର ଔଷଧ ଦବା
Thanks you
ଚାରା କେମିତି ପାଇ ବା. ସିର. ମୋବାଇଲ ନୁମ୍ବରଦିଅନ୍ତୁ.
Basumati bihan utpàdan kàríbu bíhàn darakar mate sahajoga katantu
E gachh miliba kemiti
ମୁଁ କରିବା ପାଇଁ ଇଛୁକ କିନ୍ତୁ ଜଗା ଜଗ ହଁ ଇପାରୁନି
Mnspaisa
Odc 3 bihan keuthi paiba
ସଜନା ଭିତରେ ଝୁଡ଼ଙ୍ଗ କଲେ ହବ କି
କେଉଁଠି ସଜନା ଚରା ମିଳିବ
E farming odisha re call karantu milijiba
Keuthi miliba odc3 sajana gachha
Private farm ସହ ଯୋଗାଯୋଗ କରନ୍ତୁ।
Link share karantu
Odc 3 seeds how I find
Online ରେ ପାଇ ପାରିବେ
ଖରାଦିନରେ ଲେଖା ଗଛ ପତ୍ର ମଡିଯାଉଛି ପୋତିକରୋ
Odc3 keuthi miliba
Sir ମଞ୍ଜି darakar
6382273383 whatsapp ରେ ମାଗନ୍ତୁ
@@krushisampada price kete
Odc3. Matedarkar. Kantaktkdia
ଗଛକୁ କେତେ ବେଳେ କାଣ୍ଡ କାଟିବା
ସାର୍ ଏହି ବିହନ କେଉଁଠୁ ପାଇବୁ
Online ରେ ମଗାନ୍ତୁ।
Will you please tell me from where to get seed of odc 3? If you will not give,I win not see your blog and desubsribe your krushi sampada.
Can get by online
କେଉଁଠି ମିଳିବ ଠିକଣା
online re asiba ki sir
Sar phon nombar vidiore dele bhalahuanta
ନମସ୍କାର sir ଚାରା କିମ୍ବା ବିହନ କେଉଁଠାରେ ମିଳିବ | ମୁଁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟ ପାତ୍ରପୁର ବ୍ଲକ ଅଂଚଳର ଚାଷୀ ଅଟେ | ମୋତେ ODC-3 ଚାରା ଦରକାର | ଆପଣଙ୍କ mobile no ଦେଲେ ଯୋଗାଯୋଗ କରିପାରନ୍ତି |
କେଉଁଠି ମଞ୍ଜି ମିଳିବ
Online re milijiba
ଭାଇ ଶାଖା ହିଁ ସବୁ ଜାଗା ରେ ଲଗେଇ ପାରିବେ
ମୋପାଖରେ ଗୋଟିଏ ସଜନା ଗଛ ଅଛି ଫଳଧରି ଝଡିଗଲା କହଣ କଲେ ଝଡିବ ନାହିଁ
ପ୍ରତି ବର୍ଷ ସାର ଓ ଗୋବର ଖତ ପ୍ରୟୋଗ କରନ୍ତୁ ।ବର୍ତ୍ତମାନ NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Please send me the on line phone no from where l can get the ODC 3 drumstick seeds
Agri bergi ba Big hat
Joy Kissan
Jai kissan
Sir ଆଜି ମୁ online order କରିଛି ହେବ କି ନାହିଁ
ହେବ
କଉଠି ମିଳିବ ସଜନା ଚାରା
ଏହି କିସମ ସଜନା ମଞ୍ଜି online ରେ ମଗାଇ ପାରିବେ।
Sir apanak number diantu mu Katha hebi
50 odc sagana gacha lagaichu 2 month heba
କୋଉଠୁ ଚାରା ପାଇବୁ
Horticulture officer ଙ୍କ ସହ ଯୋଗାଯୋଗ କରନ୍ତୁ।
ବସୁମତୀ ବିହନ କେଉଁଠି ମିଳିବ
ଯୋଗାଯୋଗ କରନ୍ତୁ Jayanta Das 7873599252
Odc 3bihan abasyaka
Online seed order kale duplicate miluchiPhala asuni
ସ୍ୱର୍ଣ୍ଣ ସୋଗୁଆନ କୋଉଠି ମିଳିବ sir
ମୁଁ ଜଗତସଂହପୁର ରୁ କହୁଚି
ଗଛ ଭଲ ହୋଇଛି 5ମାସ ର ଫୁଲ ଆସୁନି କଣ କରିବା
Hormone Fantac Plus lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ
@@krushisampada ପାଣି ଦବାକୁ ପଡ଼ିବ କିମୂଳ ସୁଖି ମେଲା ହୋଇ ଯାଇଛି
ଫୁଲ ଆସିଲା ହେଲେ ଫଳ ହଉନିଫୁଲ ପୋଡି ଯାଉଛି ପତ୍ର ହଳଦିଆ ରଙ୍ଗ ହୋଇ ଝଡି ଯାଉଛିକଣ କରିବା
ଏହି ODC 3 ସଜନା ମଞି କୁ ବର୍ଷ ର କେଉଁ ସମୟରେ ଓ କେମିତି ଲଗେଇବା କଥା detail knowledge ଦିଅନ୍ତୁ
Chara kamiti milibo
Bahut sundar paribesan sir
Sir. Namaskar. Odishi3 sajana 1acre jamire kete ghacha lagaheba. And kete feet distence re lagaheba.
Sir bahut sundar mu lageiba ku chahuchhi
Sir ofc 3 best germinating seed kauthu anile bhala haba tk idea diantu 🙏
Sir 🙏,Mora odc 3 drumstick re pod fly attack re sabu drumstick kharap heijaichhi, control Kariba pai kou medicine spray karibi tike kuhntu
Ahara chara keuthu miliba
Sir chara kauthu miliba
ODC3 Moringaa seeds apan nka pakhare acchi ki? Sir plz give your mobile number to contact.
Yes brother
ODC3 variety original seed I need can u provide me
Kadali gachha manjakila mariner Karan o pratikara kana ?
odc3 ଚାରା ବା ମଞ୍ଜି କୋଉଠୁ ମିଳିବ।
Contact me
E-fatminf Agri cart Baripada
Sir sajana chuin Patu mati re lagi pariba ki?
Where can i get odishi -3 drum stick?
Nadiya gachhare 😮kipai hormon diyajib
odc 3 manji kauthi milibo
Kandul cha sare pulasamayre kneu ousada diya jaye lingaraj
Sir we are planted 9.2 hect before I year, but till it has not given fruit variety PKM 1,But in this year have we planted ODISHI 3.is it correct.
Please tell about marketing not only farming
Sajana ofc 3 keutharu miliba ? Seedsru heba or chararu heba ?
ମହାଶୟ ନମସ୍କାର,
ମହାଶୟ ODC 3 ବିହନ ପାଇବା ପାଇଁ link provide କରନ୍ତୁ
Online ରେ ମଗାଇ ପାରିବେ।Flipcart
@@krushisampada ପାଇଲୁ , ଧନ୍ୟବାଦ 👏
Link tike share karantu
@@JijarSunpokhari bhai Kemiti paile
Japanag gourgoth ❤❤
Manji ru kemiti chara kari heba
ସଜନା ତଳି କେମିତି ପ୍ରସ୍ତୁତ କରିବା।
Sir mo pakhare kebala patu mati jami achi. Dhana chasa bhala hauchi kintu mu Horticulture karibaku chahunchi. Kau phala gacha success hei pariba please help 🙏
ବର୍ଷା ଦିନ ରେ ଗୋଟେ ବି fruit set ହେଉ ନାହିଁ। ଭାଇ ମାନେ, କିଏ ଏହି ସଜନା ଚାଷ କରିଛନ୍ତି ଦୟ କରି ଉପାୟ କୁହୋନ୍ତୁ।
Sir high-density farming aupare fura gyana diantu
Sajana chara keuthi miliba
Marketing kipari and kouthi karajiba
Sir,kemitiMatire,odcsajana,chasaheba,
ସାର୍ ଏହାର ମିଞ୍ଜି କୋଉ ପାଖରୁ ପାଇ ପାରିବୁ
୧୮୦ଗ୍ରାମ୍ ODC3 ସଜନା ମଞ୍ଜି ର ଦାମ୍ କେତେ?
Sir bihan paibara address debe please
Sir 100pic Chara ra price kete asiba
Sir odc3 kandhamal re haba ki
Kandamal ରେ ଚାଷ ହୋଇ ପାରିବ
Sir kanaapan seeds patheidebeki?
Flipcart ରେ ମଗାଇ ପାରିବେ
@@krushisampada thanku
ସାର ଫୁଲ ହେଉଛି କିନ୍ତୁ ଫଳ ରହୁ ନାହିଁ କଣ ଓଷଧ ଦିଆ ଯିବ ଜଣାଇବେ
Sir ODC 3 Verity seeds apana provide kari paribe ki
Online ରେ ମାଗନ୍ତୁ
ପ୍ରଥମ ଥର ଫଳ ଆସିଥିବା ଗଛ ରୁ ମଞି ରଖି ଗଛ ଲଗାଇ ଲେ ହବ କି odc3
Price kete odro koriba
ଜୟ ଜଗନ୍ନାଥ ସାର
Sir sajana chara kemiti paiba.jadi banya pani 2 ru 4din rahile kan heba asubidha.
ସଜନା ଗଛ ମୂଳରେ ପାଣି ଜମିଲେ ଗଛ ଝାଉଁଳି ଯାଇଥାଏ।ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ। Copper oxychloride 50% WP lit ପ୍ରତି 2.5gm ସହିତ Plantomycine 1gm ମିଶାଇ ଗଛ ମୂଳକୁ ସ୍ପ୍ରେ କରନ୍ତୁ।
ପତ୍ର ହଳଦିଆ ହେଲେ କଣ କରିବ
Sir odc3 kisamara manji chara kouthi miliba
Name k k panigrahi
Bhai Amaku Chara kemiti Miliba
Online ରେ ମଗାଇ ପାରିବେ
Chara kouthi miliba
Khara dinare fulakabi habaki
ଚାରା କେମିତି ପାଇବା please say
Sir..... Manji kouthi miliba....??? Plz.... Kahibe
Online ରେ ମଗାଇ ଦିଅନ୍ତୁ
Kruthi odc 3 seeds miliba
Online ରେ ମଗାଇ ଦିଅନ୍ତୁ।
Ok
Sir ODC3 ସଜନା ଗଛ ମୂଳରେ ପାଣି ଜମୁ ନାହିଁ ଏବଂ ଗଛ ଗୁଡ଼ିକ ପୃନିଙ୍ଗ କଲା ପରେ ଭଲ ଝଙ୍କାଳିଆ ହୋଇଥିଲା...
ବର୍ତମାନ ପ୍ରତେକ ଗଛର ପତ୍ର ହଳଦିଆ ପଡ଼ି ସବୁ ପତ୍ର ଝଡ଼ି ପଡ଼ୁଛି l ଦୟାକରି ଏହାର ପ୍ରତିକାର ଏବଂ ସବିଶେଷ ତଥ୍ୟ ଦିଅନ୍ତୁ 🙏
କଉଠି ମିଲୁଛି କୁହନ୍ତୁ ସାର
Odc 3 sajana chasa jami prastuti
ସାର୍ odc ଚାରା କୋଉଠି ମିଳିପାରିବ କହିପାରିବେ କି
ସାର ମଞ୍ଜି କୋଉଟି ମିଳିବ.
Sir jia kauthi miliba
ehi chasa koraput re Samba ba ki
Koraput ମଧ୍ୟ ହୋଇ ପାରିବ
Thanks 🙏 sar
Sir odisi 3 re phula aasichhi hele kasi kichhi rahuni
ଗଛ ମୁଳରୁ 1ft ଛାଡି 6ଇଞ୍ଚ ଓସାର ଓ ଗଭୀର ନାଳ କରନ୍ତୁ।2ଝୁଡ଼ି ଗୋବର ଖତ, 200gm DAP , 100gm potash ଓ 100gm urea ପ୍ରାୟୋଗ କରି ଜଳସେଚନ କରନ୍ତୁ।ଗଛ ରେ NPK 0;52:34 lit ପ୍ରତି 5gm ସହିତ Boron 20% 1gm ମିଶାଇ ସ୍ପ୍ରେ କରନ୍ତୁ।3ଦିନ ପରେ hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir gote gote gachhare phula aasuni
Sir chara ବା ମଞ୍ଜି କୋଉଠି ମିଳିବ
Online ରେ ମଞ୍ଜି କୁ ମଗାଇପାରିବେ।Flicart
Sir ଅମୃତଭଣ୍ଡା ଉପରେ କିଛି କୁହନ୍ତୁ
ଆଜ୍ଞା କେଉଁ ଠାରୁ ପାଇବୁ odc କିସମ୍
Online ରେ ମଗାନ୍ତୁ
Kaunthi miliba sir
Seed online ରେ ମଗାଇ ପାରିବେ।Flipcart ।ଚାରା private nursery ରୁ ପାଇ ପାରିବେ
ଓ ଡି ସୀ 3 ପ୍ରକେଟରେ ଲେଖା ଆସେ ନାଁ ପେନ୍ ଆସେ ଟିକେ କୁହ
ଆପଣଂକର ନମ୍ବର ଦିଅନ୍ତୁ ସାର
ODC 3ମଞ୍ଜି କେଉଠି ମିଳିବ ଦୋକାନ ରେ ଉପଲବ୍ଧ କି ?
ସାଧାରଣ ସଜନା ଗଛରେ ଫଳ ହେଉନି, କଣ କରିବି?
ଫଳ ଅମଳ ପରେ କେଉଁ ମାସ ରେ ଡାଳ କୁ କାଟିଲେ ଭଲ
କାଟିବା ସମୟ ରେ କଣ ସାର ଔଷଧ ଦବା
Thanks you
ଚାରା କେମିତି ପାଇ ବା. ସିର. ମୋବାଇଲ ନୁମ୍ବରଦିଅନ୍ତୁ.
Basumati bihan utpàdan kàríbu bíhàn darakar mate sahajoga katantu
E gachh miliba kemiti
Online ରେ ମଗାଇ ପାରିବେ
ମୁଁ କରିବା ପାଇଁ ଇଛୁକ କିନ୍ତୁ ଜଗା ଜଗ ହଁ ଇପାରୁନି
Mnspaisa
Odc 3 bihan keuthi paiba
Online ରେ ମଗାଇ ପାରିବେ
ସଜନା ଭିତରେ ଝୁଡ଼ଙ୍ଗ କଲେ ହବ କି
କେଉଁଠି ସଜନା ଚରା ମିଳିବ
E farming odisha re call karantu milijiba
Keuthi miliba odc3 sajana gachha
Private farm ସହ ଯୋଗାଯୋଗ କରନ୍ତୁ।
Link share karantu
Odc 3 seeds how I find
Online ରେ ପାଇ ପାରିବେ
ଖରାଦିନରେ ଲେଖା ଗଛ ପତ୍ର ମଡିଯାଉଛି ପୋତିକରୋ
Odc3 keuthi miliba
Online ରେ ମଗାଇ ପାରିବେ
Sir ମଞ୍ଜି darakar
6382273383 whatsapp ରେ ମାଗନ୍ତୁ
@@krushisampada price kete
Odc3. Matedarkar. Kantaktkdia
ଗଛକୁ କେତେ ବେଳେ କାଣ୍ଡ କାଟିବା
ସାର୍ ଏହି ବିହନ କେଉଁଠୁ ପାଇବୁ
Online ରେ ମଗାନ୍ତୁ।
Will you please tell me from where to get seed of odc 3? If you will not give,I win not see your blog and desubsribe your krushi sampada.
Can get by online
କେଉଁଠି ମିଳିବ ଠିକଣା
online re asiba ki sir
Online ରେ ମଗାଇ ଦିଅନ୍ତୁ
Sar phon nombar vidiore dele bhalahuanta
ନମସ୍କାର sir ଚାରା କିମ୍ବା ବିହନ କେଉଁଠାରେ ମିଳିବ | ମୁଁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟ ପାତ୍ରପୁର ବ୍ଲକ ଅଂଚଳର ଚାଷୀ ଅଟେ | ମୋତେ ODC-3 ଚାରା ଦରକାର | ଆପଣଙ୍କ mobile no ଦେଲେ ଯୋଗାଯୋଗ କରିପାରନ୍ତି |
କେଉଁଠି ମଞ୍ଜି ମିଳିବ
Online re milijiba
ଭାଇ ଶାଖା ହିଁ ସବୁ ଜାଗା ରେ ଲଗେଇ ପାରିବେ
ମୋପାଖରେ ଗୋଟିଏ ସଜନା ଗଛ ଅଛି ଫଳଧରି ଝଡିଗଲା କହଣ କଲେ ଝଡିବ ନାହିଁ
ପ୍ରତି ବର୍ଷ ସାର ଓ ଗୋବର ଖତ ପ୍ରୟୋଗ କରନ୍ତୁ ।ବର୍ତ୍ତମାନ NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Please send me the on line phone no from where l can get the ODC 3 drumstick seeds
Agri bergi ba Big hat
Joy Kissan
Jai kissan
Sir ଆଜି ମୁ online order କରିଛି ହେବ କି ନାହିଁ
ହେବ
କଉଠି ମିଳିବ ସଜନା ଚାରା
ଏହି କିସମ ସଜନା ମଞ୍ଜି online ରେ ମଗାଇ ପାରିବେ।
Sir apanak number diantu mu Katha hebi
50 odc sagana gacha lagaichu 2 month heba
କୋଉଠୁ ଚାରା ପାଇବୁ
Horticulture officer ଙ୍କ ସହ ଯୋଗାଯୋଗ କରନ୍ତୁ।
ବସୁମତୀ ବିହନ କେଉଁଠି ମିଳିବ
ଯୋଗାଯୋଗ କରନ୍ତୁ Jayanta Das 7873599252
Odc 3bihan abasyaka
Online seed order kale duplicate miluchi
Phala asuni
ସ୍ୱର୍ଣ୍ଣ ସୋଗୁଆନ କୋଉଠି ମିଳିବ sir
ମୁଁ ଜଗତସଂହପୁର ରୁ କହୁଚି
ଗଛ ଭଲ ହୋଇଛି 5ମାସ ର
ଫୁଲ ଆସୁନି କଣ କରିବା
Hormone Fantac Plus lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ
@@krushisampada
ପାଣି ଦବାକୁ ପଡ଼ିବ କି
ମୂଳ ସୁଖି ମେଲା ହୋଇ ଯାଇଛି
ଫୁଲ ଆସିଲା ହେଲେ ଫଳ ହଉନି
ଫୁଲ ପୋଡି ଯାଉଛି ପତ୍ର ହଳଦିଆ ରଙ୍ଗ ହୋଇ ଝଡି ଯାଉଛି
କଣ କରିବା
ଏହି ODC 3 ସଜନା ମଞି କୁ ବର୍ଷ ର କେଉଁ ସମୟରେ ଓ କେମିତି ଲଗେଇବା କଥା detail knowledge ଦିଅନ୍ତୁ
Chara kamiti milibo
Online ରେ ମଗାଇ ପାରିବେ