ଜେଜେମାଙ୍କ ହାତ ତିଆରି ଆଗ କାଳର ନରମ ନରମ ଏଣ୍ଡୁରୀ ପିଠା | ହଳଦୀ ପତ୍ର ପିଠା | JejeMaa Handisala | Enduri Pitha

แชร์
ฝัง
  • เผยแพร่เมื่อ 7 ก.พ. 2025
  • ଜେଜେମାଙ୍କ ହାତ ତିଆରି ଆଗ କାଳର ନରମ ନରମ ଏଣ୍ଡୁରୀ ପିଠା | ହଳଦୀ ପତ୍ର ପିଠା |
    #enduripitha #haladipatrapitha #jejemaahandisala #villagecooking #villagelife
    ଏଣ୍ଡୁରୀ ପିଠା ସାଧାରଣତଃ ଓଡ଼ିଆଙ୍କ ପ୍ରିୟ ପର୍ବ ପ୍ରଥମାଷ୍ଟମୀରେ ତିଆରି କରାଯାଏ। ଏହା ହଳଦୀ ପତ୍ରରେ କରାଯାଇଥାଏ। ବିରି ଆଉ ଚାଉଳରେ ବିଭିନ୍ନ ପ୍ରକାରର ପୂର ଦେଇ ହଳଦୀ ପତ୍ରରେ ଏହାକୁ ସିଝା ଯାଇଥାଏ।

ความคิดเห็น • 5

  • @kajalpradhan2487
    @kajalpradhan2487 2 หลายเดือนก่อน +2

    Jejemaa bohut bhala rosei kale
    Happy prathamastami

  • @sarikakhadia9283
    @sarikakhadia9283 2 หลายเดือนก่อน +1

    Go

  • @mausumighadei2018
    @mausumighadei2018 2 หลายเดือนก่อน +1

    Prati video ra kichhi part shorts re bi chhadantu and Instagram reel re bi so that adhika audience jaen jejema nka video pahanchi pariba.