Tirtol Kujanga Paradip Sarala Mandal Gyankud, Hajipur Haripur ( Old name of Jagatsinghpur) Jagatsinghpur re maha kandala hoiba ( Sibakalpa Nirghanta)-Odisha Sthana Tatwa Nirupana. Bharata SthanaTatwa Nirupana Balasore - Mriga Mahadev Malkangiri - Mallikeswara Marichi Thakura Place Rasa nagar name changed to Rasika nagar near Salipur 🙏Jai Jagannath 🙏 🙏🙏🙏
baba mallipur malike swara mandira .maha nadi kule bhakta kichi achnty .cuttack disti. nemala ru kichi bhakta asithile bhetiba pai Mo bapa au Mo bada bapa nkn naa achi jai fula malikare🙏🙏🙏🙏🙏🙏.sudha kara bhoi au damodar bhoi.bada bapa bapankn naa
Jai jagannath Swami Prabhu Nayan patha gami Bhaba tume.
Jay Jagannath Jay pancha sakha 🙏🙏🙏🙏🙏🙏🙏
ଦିବାକର ବାବା ଓ ସତ୍ୟ ଭାଇ କୁ ପ୍ରଣାମ 🙏🙏 ମୁଁ ବରଗଡ଼ ଡିସ୍ଟିକ୍ ଭେଡେନ ବ୍ଲକ ଉଦେପୁର ଗ୍ରାମ ରୁ ସୁଦେଷ୍ଣା ଦାଶ ଦେଖୁଛି ଜୟେ ଜଗନ୍ନାଥ 🙏🙏🌺🌺 ଜୟେ ପଞ୍ଚସଖା 🙏🙏🌺🌺 ଜୟେ ଅଚ୍ୟୁତ 🙏🙏🌺🌺 ଜୟେ କଲ୍କୀ ରାମ 🙏🙏🌺🌺
ବାବା ସୁନ୍ଦର ଭାବରେ ବୁଝାଉ ଥିବାରୁ ଧନ୍ଯବାଦ,
Jay.jagannat.pravhu.panchhasakha
ମାଆ ଲୋ। ତୋର Jagatsinghpur। କୁ ରକ୍ଷା କର।🙏🏼🙏🏼🙏🏼🙏🏼
ବାବା ନମସ୍କାର, ଜଗତସିଂହପୁର ଜିଲ୍ଲା ର ବିଲିକୁଦାରେ କଣ ହେବ ଲେଖାଅଛି କି ,କଳିଯୁଗଶେଷରେ । ଟିକେvidio ମାଧ୍ୟମରେ ଜଣାଇବେ କି? ଅପେକ୍ଷା ରେ ରହିଲି ।(ନାମ-ଦେବେନ୍ଦ୍ର ନାଥ ରଦ)
ବାବା ଭୁଲ୍ ହେଇଗଲା,ବାଲିକୁଦା ପରିବର୍ତ୍ତ ପରିବର୍ତ୍ତେ ବିଲିକୁଦା ହୋଇଯାଇଛି,ଠିକ୍ କରି ପଢିବେ, ଭୁଲ ପାଇଁ କ୍ଷମା କରିବେ।
Malika Satya ,pranam baba Ji , Jaya jagannatha , Jaya panchasakha
ବହୁତ ଭଲ ଲାଗୁଚି ଆପଣ ଙ୍କ ମାଳିକା କଥା ଆପଣ ଏଏମିତି ଭିଡ଼ିଓ ଦ୍ୱାରା ସମସ୍ତ ଙ୍କୁ ଚେତାଇ ଦିଅନ୍ତୁ କି ଆଜ କୁ ପ୍ରାୟ 500 ସହ ବର୍ଷ ତଳେ ଯାହା ଦିବ୍ୟ ପୁରୁଷ ମାନେ ଲେଖି ଯାଇ ଥିଲେ ତାହା କୋଟି କୋଟି ସତ୍ୟ ଅଟେ..........
ଯେଉଁ ମାନେ ମାଳିକା କୁ ବିଶ୍ୱାସ କରେ ନାହିଁ ସେ ଭଗବାନ ଙ୍କୁ କେବେ ନିଜ ମନ ରୁ ବିଶ୍ୱାସ କରେନି କି ଡ଼ାକେନି....
ଆପଣ କୁ ନମସ୍କାର ଆଉ ବହୁତ ବହୁତ ଧନ୍ୟବାଦ ଏମିତି ଭିଡ଼ିଓ ଉପଲୋଡ କରନ୍ତୁ.. ଯେଉଁ ମାନେ ମାଳିକା ପ୍ରେମୀ ସେମାନେ ଶୁଣି ନିଜ ହୃଦୟ କୁ ପ୍ରଭୁ ଙ୍କ ପାଦ ତଳେ ସମର୍ପିତ କରନ୍ତୁ...
ମୁଁ ଏତିକି କହୁଛି ଧର୍ମ ବାଟରେ ସମସ୍ତେ ଚାଲନ୍ତୁ ନିଜେ ଦୁଃଖରେ ରୁହ ହେଲେ ଅନ୍ୟ କୁ ହସେଇ ବାରେ ଆନଂଦ ଥାଏ...
ଜଗନ୍ନାଥ ଙ୍କୁ ଏତିକି ପାର୍ଥନା ଯେ ସମସ୍ତେ ଖୁସିରେ ରୁହନ୍ତୁ... ଭଲ ରେ ରୁହନ୍ତୁ....
ସମସ୍ତ ଙ୍କୁ ଭଲ ପାଆ ନ୍ତୁ.....
ଆଉ ହଁ ଜଗନ୍ନାଥ ଠାକୁର କୁ ବି ଭୁଲନ୍ତୁ ନାହିଁ
ଜୟ ଜଗନ୍ନାଥ... 🙏🙏🙏🙏🙏🙏🌹🙏🙏
000
2247
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ବାମୀ ଜୟଶ୍ରୀ ରଘୁନାଥ
Baba pranam🙏.Apana nku dekha kari apana nka asirbad nebi
ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ,, ଶ୍ରୀ ଅଚ୍ୟୁତାନନ୍ଦ ଗୁରୁ ଦେବ,ନମଃ
ଓଁ ଜୈ ଜଗନ୍ନାଥ ସ୍ୱାମୀ
Tirtol
Kujanga
Paradip
Sarala Mandal
Gyankud, Hajipur
Haripur ( Old name of Jagatsinghpur)
Jagatsinghpur re maha kandala hoiba
( Sibakalpa Nirghanta)-Odisha Sthana Tatwa Nirupana. Bharata SthanaTatwa Nirupana
Balasore - Mriga Mahadev
Malkangiri - Mallikeswara
Marichi Thakura Place
Rasa nagar name changed to Rasika nagar near Salipur
🙏Jai Jagannath 🙏
🙏🙏🙏
ବାବାଙ୍କ ଆଲୋଚନା ଶୁଣି ଆନନ୍ଦ ଲାଭ କଲି ।
ତର୍ଜମା ପ୍ରଣିଧ୍ୟାନଯୋଗ୍ୟ ।
Baba Katha suniki anada au kan laguthiba na...
ବାବା ପ୍ରଣାମ 🙏
ଯାହା ହେଉ ମହାପୁରୁଷଙ୍କ ବାଣୀ ସତ ହେଲା
ଜୟ ଜଗନ୍ନାଥ 🙏🙏🙏
Satya bhai pranam 🙏baba pranaam 🙏Jay Jagannath🙏
ଜୟ ଜଗନ୍ନାଥ......
ଜୟ ପଞ୍ଚସଖା........
Baba sarala maa pitha ku asanti apana.
🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽
Baba pranam
ହର ହର ମହାଦେଵ
Maa Tu asi mo jibana nku rakshya kare To padatala re mu bhikshya maguchhi atiki👏👏👏👏👏👏👏🌺🌺🌺🌺🌺🌺🌺
କଣ ହେଇଚି ଆପଣଙ୍କର ?
Jai jagannath 🙏🙏
Jai Maa Sarala 🙏🙏
Jai Pancha Sakha 🙏🙏
Jai jagarnatha swami nayan patha gami bhaba tume jai panchasakha
Jay sree guru achyutaya 🙏🙏🙏🙏🙏🙏🙏
ମଣିଭଦ୍ରା ପାହାଡ଼, ଗଣିଆ ବ୍ଲକ ନୟାଗଡ଼ ଜିଲ୍ଳା ବିଷୟରେ କିଛି ସୂଚନା ଦିଅନ୍ତୁ...
କୁହଯାଏ ଏହି ପାହାଡ଼ ଉପରେ ଥିବା ଗୁମ୍ଫା ରୁ ସିଧାସଳଖ ବାଟ ଅଛି ପୁରୀ ଜଗନ୍ନାଥ ମନ୍ଦିର ଯାଏ...
ଏହା ସତ କି ମିଛ ଦୟାକରି ଜଣାନ୍ତୁ...
ଜୟ ଶ୍ରୀ ଜଗନ୍ନାଥ ଆପଣଙ୍କ ମୋବାଇଲ୍ ନବଂରଟା ଦିଅନ୍ତୁ
Guruji Pranam moro prasnna Sundergarh Rourkela kie bhakta achhanti 🙏🙏🙏
ବହି କୋଉଠି ମିଳିବ କହିପାରିବେ,ବହୁତ ଇଚ୍ଛା ହେଉଚି ପଢିବା ପାଇଁ,,, ଜୟ ଲଷ୍ମୀନୃସିଂହ
Dhanyabad baba
ସୁନ୍ଦରଗଡର ବଣେଇ ବିଷୟରେ ମାଳିକାରେ କିଛି ଅଛିକିସାର
Pravu samastanku kalyan Kara jai jaganathh om sai ram 🙏
Baba parnam
Jay jagarnath 🙏🏻🙏🏻🙏🏻
Baba vadrak Katha malikare lekha achhina Jay jagannath 🙏🙏🙏🙏
ବାବା ମୋର ପ୍ରଣାମ ଗ୍ରହଣ କରନ୍ତୁ, ନବରଙ୍ଗପୁର ଜିଲ୍ଲା ର ନିର୍ଦ୍ଦିଷ୍ଟ ସ୍ଥାନ ଏବଂ ଭକ୍ତମାନଙ୍କର ନାମ କୁହନ୍ତୁ।
🙏🙏JAY JAGNNATH SWAMI 🙏🙏
ମାଲକାନଗିରି ଵିସୟରେଟିକେ କତା କୁହନ୍ତୁ ଵାଵା
ବାବା ଜାଆନ୍ତ ଆଉ ଆମକୁ ମଧ୍ୟ ଦେଖାନ୍ତୁ ଆମେ ମଧ ଧନ୍ୟ ହେଵୁ
Jaygurudev
ଆମ ଗାଁ ର ନାମ ଅରିଲୋ ଏବେ ଗୋଟେ ପଞ୍ଚାୟତ ରେ ପରିଣତ ହେଇଛି କିନ୍ତୁ ମୋ ଜାଣିବାରେ ଆଗରୁ ଗରାମ ପଞ୍ଚାୟତ ଥିଲା । ଏହା ଜଗତସିଂହପୁର ରୁ ମାଛଗାଁ ରାସ୍ତା ରେ ବାଲିଭଉରି ଛକ ଠାରୁ ମାତ୍ର ୧କିଲୋମିଟର ଦୁରରେ ଅବସ୍ଥିତ । ଦୟାକରି କିଛି ମାଳିକା ତଥ୍ୟ ଆମ ଗାଁ ବିଷୟରେ କହିଲେ ମୁଁ କଋତୟୱ ହେବି।
Ama anchal Katha suni khusi lagila sir
Trahi achuta trahi Jagannath
Bohuta sundar bani
Sir jagatsinghpur nabapatana Katha upare video karantu please
🙏🙏 Jay jaganntha 🙏🙏
Jay jagannath🙏baba nku mora pranama🙏 ବାବା ଆପଣ କଟକର ନିଆଳୀ ବିଳାସୁଣୀ ବାକୀଂହାଟୀ ଅଂଚଳ ବିଷୟରେ କିଛି ମାଳିକାରେ ବଂନୀତ ଅଛିକି?ଏହି ଠାରେ ଗୋପାଳଜୀଉଙ୍କ ମଂଦିର ଅଛି !
ଜୟ ଜଗନ୍ନାଥ 🙏ବାବା ମୋ ପ୍ରଶ୍ନର ଉତ୍ତର ମିଳିଲା ନାହିଁ ।
Jaygajannath
Puri ମାଟିଆ ପଡା ଶିବ temple ମାଳିକା ଅଛି
ମୁଁ ଶ୍ରୀ ଦୁର୍ଯ୍ୟୋଧନ ନାଏକ ଗ୍ରାମର ନାମ କେନ୍ଦୁଆ ଯାହାକି କେନ୍ଦୁଝର ଗଡ ସ୍ଥିତ ରାଜ ପ୍ରାସାଦ ରେ କେନ୍ଦୁଆ ଦ୍ୱାର ରୂପେ ସ୍ଥାନ ପାଇଥିଲା ଗ୍ରାମର ରକ୍ଷା କାରିଣୀ ମାଆ ଶ୍ରୀମତୀ ଠାକୁରାଣୀ ଙ୍କ ନିର୍ଦେଶ ମତେ ସତ୍ୟରେ ରହିବ ବୋଲି କହୁଛନ୍ତି ଏହା ର ମାଳିକା ପ୍ରମାଣ କିଛି ଥିଲେ ଦୟାକରି ଜଣାଇବା ହେବେ.
Right baba thik katha
baba mallipur
malike swara mandira .maha nadi kule bhakta kichi achnty
.cuttack disti. nemala ru kichi bhakta asithile bhetiba pai
Mo bapa au Mo bada bapa nkn naa achi jai fula malikare🙏🙏🙏🙏🙏🙏.sudha kara bhoi au damodar bhoi.bada bapa bapankn naa
ରାମ ମା କୁ ପୂଜା କରିକି ଲଂକା ଯାଇଥିଲେ,
Baba namskar
Jay prabhu pnchhakh 🙏🙏🙏🙏🙏🙏
Jay Jagannath Jay panchasakha
Jay maa Sarala 🙏🙏🙏
Jay maa sarala
Jay maa sarala
Jay maa sarala
Baba apana Balanga Ashantu Dist.puri
ଜଗତସିଂହପୁର କଥା କୋଉ ମାଳିକା ରେ ଲେଖାନାହି
Jaya jaganatha
Jay maa sarala. 🙏🙏🙏🙏🙏🙏🙏
Jay jagannath swami
Baba ନୀଳଗିରି ବିଷୟରେ,ଜିଲ୍ଲା ବାଲେଶ୍ବର ଟିକେ କୁହନ୍ତୁ ।
Jai Jagannath jai pancha sakha 🙏🌻🌸
guruji nku koti koti pranam Jay jagannath sir Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath
BABA 🙏🙏NAYAGARH JILA PAIN KAHIBAKU BAHUT ANURODHA. JAY PANCHA SAKHA. JAY JAGNNATH SWAMI 🙏🙏
Jai jaganatha Jai panchasakha
satyajit prabhu mu tumaku ekantare dekhakaribaku chahuchhi
Jay jagannath
Jay Jagannath
Jay Jagannath
Nice video 👍👌 sar
ମୄଗ ମହାଦେବ ଯୋଡ଼ା ବିଲେଇପଦାଠାରୁଡାହାଣ କୁ
Rahama/Harepuru ra katha kuhantu
ବାଲେଶ୍ୱର ସୋର କଥା କହିବେ ଟିକିଏ ବାବା
Jay jagannath
Very powerful talking don't ignore
Jay maa sarala
JAY MAA SARALA...
⚫❗⚫🚩 Jay jagatnath
Tularam district malakangiri kata Malikheswer achi sir thanks❤ sir
Dhenkanal Grama talaberana jai jagannath
Jay Shrre jagannath 🙏
Jay jagannath🙏🙏🙏🙏🙏🙏🙏🙏
Jay jagnnatha
Jay jaganatha 🙏😊🙏
Bababalasore aisantu
Respected baba my heartiest pranam,kindly l know abut my place adaspur which is jaydev sadhana pitha
ଅନୁଗୋଳ ପାଇଁ କଣ ଲେଖାଅଛି ମାଳିକା ରେ କୁହନ୍ତୁ ଆପଣଙ୍କ
Jai shree kalki dev 🙏🙏🙏🙏🙏🙏🙏❤❤❤❤❤❤❤❤❤❤
ଜୟ ଜଗନ୍ନାଥ ଜୟ ଅଚ୍ୟୁତନ ଜୟ ମହାପୁରୁଷ ପଂଚ ସଖା ନମଃ ବାବା ଆମର ଯାହା କହିଲେ ଠିକ୍ ଆଜି ଆଧୁନିକ ସମାଜରେ ଆଧୁନିକ ସ୍କୁଲ କଲେଜ ପାଠ ପଢି ମାଷ୍ଟର ହୋଇଛନ୍ତି ସ୍କୁଲ କଲେଜରେ ଶିକ୍ଷକ ଯେମିତି ଛାତ୍ର ଛାତ୍ରୀ ପାଠ ପଢତି ସେମନ୍ତ ଗୁରୁ ପାଖରେ ଶିଷ୍ୟ ଦୀକ୍ଷା ନେଇ ଶୀକ୍ଷା ଦେଇଛନ୍ତି
Baba ama ghara sarala mandira pakhare Ama ghara haripur
Jai jagannath swami jai pancha sakha 🌹🙏🏽🙏🏽🙏🏽🙏🏽🙏🏽🙏🏽🙏🏽🌹berhampur bisayare malikare kichi name nahi ki guruji ?🙏🏽
ଭଲ କଥା....
❤️🙏🙏🙏
ଭାଇ ମୋ ଘର ତିର୍ତୋଲ
Jay maa sarala maa
Mika 100% Right.
,ବାବା ଆମ district ଗଜପତି ରେ କେମିତି ହେବ
Baba daya pubraka sriluti dhama thare aasantu. Dist nayagarh. Near Rana pur Block. Baba pranam. Samir..