ଗାୟକ ଯୁବ ସମ୍ରାଟ ନୃସିଂହ ହୋତା ଆଇସିୟୁ ରେ ଅଛନ୍ତି, ଉତ୍କଳ ହସ୍ପିଟାଲ BBSR

แชร์
ฝัง
  • เผยแพร่เมื่อ 18 ต.ค. 2024

ความคิดเห็น • 602

  • @basantipanda7986
    @basantipanda7986 23 วันที่ผ่านมา +13

    ପ୍ରଭୁ ସତ୍ୟ ନାରାୟଣ ତାଙ୍କୁ ବଞ୍ଚେଇ ଦିଅ ନ୍ତୁ, ସେ ବଂବି ରହିଲେ ମୋ ପ୍ରଭୁଙ୍କ ର ଗୁଣ କୀର୍ତନ କରିବେ!🙏🙏🙏🙏🙏🙏🙏

  • @munnabini295
    @munnabini295 23 วันที่ผ่านมา +40

    ଭଗବାନ ଙ୍କୁ ପ୍ରାର୍ଥନା କରୁଛି ଶୀଘ୍ର ଆରୋଗ୍ୟ ହୋଇଯାଆନ୍ତୁ

  • @kambupanipradhan1473
    @kambupanipradhan1473 20 วันที่ผ่านมา +2

    ପ୍ରଭୁ ଜଗନ୍ନାଥ ତାଙ୍କୁ ଆରୋଗ୍ୟ କରି ଦିଅନ୍ତୁ

  • @parikhitamohapatra8714
    @parikhitamohapatra8714 23 วันที่ผ่านมา +23

    ଆଶୁ ଆରୋଗ୍ୟ କାମନା କରୁଛି।🙏🙏

  • @biswaranjantripathy1361
    @biswaranjantripathy1361 23 วันที่ผ่านมา +16

    ହେ ପ୍ରଭୁ ସତ୍ୟନାରାୟଣ ମହାପ୍ରଭୁ ହୋତାସାଙ୍କୁ ଭଲ କରିଦିନ୍ତୁ

  • @bijaymallick2124
    @bijaymallick2124 13 วันที่ผ่านมา

    ମହାପ୍ରଭୁ ଜଗନ୍ନାଥଙ୍କ ଦୟାରେ ସେ ଭଲ ସୁସ୍ଥ ହୋଇଯିବେ

  • @SatyanarayanGouda-k6u
    @SatyanarayanGouda-k6u 23 วันที่ผ่านมา +14

    ପ୍ରଭୁ ଜଗନ୍ନାଥ ଶୀଘ୍ର ଆରୋଗ୍ୟ କରନ୍ତୁ 🙏🙏🙏 ମୁ ପ୍ରଭୁଙ୍କ ପାଖରେ ଅଳି କରୁଛି

  • @AkshayaKumarRath
    @AkshayaKumarRath 21 วันที่ผ่านมา +9

    ଆଜି ଲିଭର ଟି ନଷ୍ଟ ହେବା ପାଇଁ ଯୁବ ସମ୍ରାଟ ସମ୍ପୂର୍ଣ୍ଣ ରୂପେ ଦାୟୀ। ପ୍ରଚୁର ମଦ୍ୟପାନ କରି ନିଜେ ନିଜର ଵିପଦକୁ ଆହ୍ଵାନ କରିଛନ୍ତି।ସମୁଦି ହିସାବ ରେ ଆପଣ ତାଙ୍କୁ ଏଥିରୁ ନିବ୍ରୃତ୍ତ କରିପାରିଲେ ନାହିଁ।ତଥାପି ଏତିକି ନିଵେଦନ ପ୍ରଭୁ ଜଗନ୍ନାଥ ତାଙ୍କୁ ଆଶୁ ଆରୋଗ୍ୟ କରନ୍ତୁ।

  • @lingarajsahoo1056
    @lingarajsahoo1056 20 วันที่ผ่านมา +2

    ଭକ୍ତ ଦେଖାଇଲା ସ୍ତମ୍ଭ କୁ ସ୍ତମ୍ଭୂ ହେଲ ଉତ୍ପତ୍ତି ତୁମ ନିଷ୍ପତ୍ତି କି ବିପତ୍ତି ଦେବା କାହା ଶକତି ଜୟ ଶ୍ରୀ ଜଗନ୍ନାଥଙ୍କର ଜୟ ❤❤❤

  • @kamalinidash7293
    @kamalinidash7293 20 วันที่ผ่านมา +1

    Omm Namo Narayanay❤

  • @suranjanpradhan1971
    @suranjanpradhan1971 23 วันที่ผ่านมา +21

    ମହାପ୍ରଭୃ ରକ୍ଷା କରନ୍ତୁ ....

  • @rameshnayak7537
    @rameshnayak7537 17 วันที่ผ่านมา

    ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ବାରି ଝରି ଯାଉ।

  • @pramodkumarswain665
    @pramodkumarswain665 20 วันที่ผ่านมา +1

    Pravu Jagannath gayak samrat Nrusingh Hotta nku ashirbad dei rogaru mukti diyntu .mor prathana Jay satyanarayan

  • @chaudhuryjena8446
    @chaudhuryjena8446 23 วันที่ผ่านมา +8

    ମହାପ୍ରଭୁଙ୍କ କୃପାରୁ ହୋତା ମହୋଦୟ ଶିଘ୍ର ସୁସ୍ଥ ହୋଇ ପୁନର୍ବାର ପାଲା ପରିବେଷଣ କରନ୍ତୁ 🙏

  • @dolagobindabarisal4837
    @dolagobindabarisal4837 22 วันที่ผ่านมา

    ପ୍ରଭୁ ଜଗନ୍ନାଥ ଙ୍କୁ ପ୍ରାର୍ଥନା ତାଙ୍କର ଶରୀର ଶୀଘ୍ର ରୋଗମୁକ୍ତ ହେଉ । 🙏🙏🙏

  • @BhargabiSahu-s4z
    @BhargabiSahu-s4z 23 วันที่ผ่านมา +1

    ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ରୂପକ ବର୍ଷାରେ ହୋତା ଭାଇଙ୍କର ଶରୀର ଓଦା ହୋଇଯାଉ

  • @amiyadalei7187
    @amiyadalei7187 17 วันที่ผ่านมา +1

    ପ୍ରଭୁ ଜଗତର ନାଥ ଜଗନ୍ନାଥ ତାଙ୍କ ଶରୀର ସୁସ୍ଥ କରିଦିଅନ୍ତୁ ଏହାହିଁ ମୋର ସତ୍ୟନାରାୟଣଙ୍କ ପାଖରେ ପ୍ରାର୍ଥନା 🙏

  • @SamarendraMohapatra-nn8hw
    @SamarendraMohapatra-nn8hw 22 วันที่ผ่านมา

    ମୋ ଜାଣିବାରେ ଜଣେ ପ୍ରତିଷ୍ଠିତ ମଦୁଆ ଗାୟକ

  • @RajendraKumar-tf9kg
    @RajendraKumar-tf9kg 20 วันที่ผ่านมา +1

    ମୁଁ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଥାନା କରୁଛି ହୋତା ସାରଙ୍କୁ ଶୀଘ୍ର ଆରୋଗ୍ୟ ହୋଇ ଫେରନ୍ତୁ ❤

  • @surendrakumardas9912
    @surendrakumardas9912 23 วันที่ผ่านมา +9

    ମା ଯୋଗେଶ୍ୱରୀ ନିଶ୍ଚୟ ଭଲ କରିବେ

  • @babuliangul123
    @babuliangul123 14 วันที่ผ่านมา +1

    ଜୟ ଜଗନ୍ନାଥ 🙏🙏

  • @uttamkumardas9409
    @uttamkumardas9409 17 วันที่ผ่านมา +1

    ପ୍ରଭୁ ଜଗନ୍ନାଥ ତାଙ୍କୁ ରକ୍ଷା କରନ୍ତୁ

  • @ajaypradhan4724
    @ajaypradhan4724 21 วันที่ผ่านมา

    ହେ ଭଗବାନ ତୁମର ଇଚ୍ଛା ମୋର ଭିକ୍ଷା ଆରୋଗ୍ୟ କରି ଦିଆ।

  • @bisumuduli8102
    @bisumuduli8102 22 วันที่ผ่านมา

    ରାଧାରାଣୀଙ୍କ କୃପାରୁ ତାଙ୍କର ଶରୀର ସୁନ୍ଦର ସୁସ୍ଥ ହେଇଯାଉ। ପୁଣି ଭଲ ପାଲା ପରିବେଷଣ କରିବେ। ଜଗନ୍ନାଥ 🙏🙏🙏🙏

  • @SanjayKumarBarik-c6x
    @SanjayKumarBarik-c6x 20 วันที่ผ่านมา +1

    Asuarogya kamana karuchi khub sighra bhala hoi aasantu ,eha jagannath nka nikatare Prarthana karuchi,Jay Shree Satyanarayana.

  • @brajeswarisingh909
    @brajeswarisingh909 18 วันที่ผ่านมา

    ନିଶ୍ଚିତ ଭଲ ହୋଇଯିବେ, ପ୍ରଭୁଙ୍କ ଆଶୀର୍ବାଦ ରୁ,ସମସ୍ତେ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ମୁଁ ବି ମାଆଙ୍କୁ ଜଣାଉଛି, 🙏🙏🙏

  • @khirod1238
    @khirod1238 12 วันที่ผ่านมา

    ପ୍ରଭୁ ଜଗନ୍ନାଥଙ୍କ କୃପା ରୁ ଭଲ ହେଇ ଯାଆନ୍ତୁ

  • @anirudhadas5118
    @anirudhadas5118 22 วันที่ผ่านมา

    ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ହୋତା ଭାଇନା ଭଲ ହେଇଯାନ୍ତୁ

  • @PadmanMohapatra
    @PadmanMohapatra 22 วันที่ผ่านมา

    ଜୟ ଜଗନ୍ନାଥ ଗାୟକ ମହାଶୟ ଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି

  • @AminaPalei-n1p
    @AminaPalei-n1p 23 วันที่ผ่านมา +9

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ହୋତା ଭାଇଙ୍କୁ ଭଲ କରି ଦିଅନ୍ତୁ

  • @nityanandamohanty6775
    @nityanandamohanty6775 21 วันที่ผ่านมา

    ହେ ଜଗନ୍ନାଥ ଆପଣଙ୍କ କରୁଣାରୁ କାଣିଚାଏ ଦାନ କରିବାକୁ ହାତ ଯୋଡୁଛି

  • @saraswatimathseducation
    @saraswatimathseducation 21 วันที่ผ่านมา

    ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଆଶୁ ଆରୋଗ୍ୟ କାମନା କରୁଛି

  • @niranjanbisoyi3757
    @niranjanbisoyi3757 21 วันที่ผ่านมา

    Satya narayana nka thare atike prathana se khub sighara arogya hoi puni pala iagata ku asantu Jaya jagannatha

  • @murali1723
    @murali1723 21 วันที่ผ่านมา

    ଭଗବାନଙ୍କ ନିକଟରେ ଗାୟକ ମହାଶୟଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

  • @ChintuMohanty-j6f
    @ChintuMohanty-j6f 21 วันที่ผ่านมา

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @manasranjansamal8317
    @manasranjansamal8317 21 วันที่ผ่านมา

    Nrusingha bhai sure bhala hebe Sri Jagannath karuna acchi tanka upare mu tankara Ashu arogya kamana karuchi Jay Jagannath.

  • @BiswamohanNayak-x9u
    @BiswamohanNayak-x9u 22 วันที่ผ่านมา

    Jai sriram ji 🙏🙏🙏

  • @tikelalgahir9901
    @tikelalgahir9901 22 วันที่ผ่านมา

    ଭଗବାନ ତାଙ୍କୁ ଶିଘ୍ର ଆରୋଗ୍ୟ କରନ୍ତୁ ଶୁଭ କାମନା

  • @truptichhotaray2814
    @truptichhotaray2814 23 วันที่ผ่านมา +2

    ଭଗବାନ ତାଙ୍କୁ ନିଶ୍ଚୟ ଭଲ କରିଦେବେ 🙏ଜୟ ଜଗନ୍ନାଥ 🙏

  • @bhagabandas2319
    @bhagabandas2319 21 วันที่ผ่านมา +1

    ପ୍ରଭୁ ଜଗନ୍ନାଥ ତାଙ୍କ ଦେହ ଭଲକରିଦିଅନ୍ତୁ

  • @SankarSahoo-z6k
    @SankarSahoo-z6k 22 วันที่ผ่านมา

    ଶ୍ରୀ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ପ୍ରଭୁଙ୍କ ଆଶ୍ରି ବାଦ୍ ରୁ ଭଲ ହୋଇ ଜନ୍ତୁ ମୁ ଭଗବାନ ଙ୍କ ପାଖରେ ପ୍ରଥାନା କରୁଚି ❤

  • @manaspraharaj-dg1fi
    @manaspraharaj-dg1fi 22 วันที่ผ่านมา

    Jay Jagannath swami.

  • @lingarajsahoo1056
    @lingarajsahoo1056 20 วันที่ผ่านมา +1

    ମହାପ୍ରଭୁଙ୍କ କୃପାରୁ ସେ ଖୁବ ଶିଘ୍ର ଆରୋଗ୍ୟ ଲାଭ କରନ୍ତୁ ❤❤❤

  • @arunkumarroutray0426
    @arunkumarroutray0426 20 วันที่ผ่านมา

    ହୋତା ସାର ନିଶ୍ଚିତ ଭଲହେବେ ଜଗତର ନାଥ କାଳିଆ ସାଆନ୍ତ ସିଂହାସନରୁ ଓଲ୍ଲାଇ ଆସିବେ ଓ ହୋତା ସାରଙ୍କୁ ନିଶ୍ଚିତ ଆଶ୍ରିବାଦ କରିବେ, ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @ramakantamohanty5990
    @ramakantamohanty5990 22 วันที่ผ่านมา

    He maha pravu tanka diha vala valahoi jau🙏

  • @saratchandranayak7893
    @saratchandranayak7893 22 วันที่ผ่านมา

    ପ୍ରଭୁ ନିଶ୍ଚିନ୍ତ କୃପା କରିବେ, ହୋତା ମହୋଦୟ ବହୁତ ଶୀଘ୍ର ଆରୋଗ୍ୟ ହୋଇଯିବେ 🙏🙏🙏

  • @nirodsamal2264
    @nirodsamal2264 22 วันที่ผ่านมา

    ନୃସିଂହ ସାରଙ୍କୁ ମୁଁ ମୋ ଅନ୍ତରେ ବହୁତ ଭଲପାଏ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ଶିଘ୍ର ଆରୋଗ୍ୟ କାମନା କରୁଛି

  • @abhinnasundara9373
    @abhinnasundara9373 22 วันที่ผ่านมา

    ସେ ନିଶ୍ଚୟ ଭଲ ହୋଇଯିବେ

  • @kanaklatasamal470
    @kanaklatasamal470 21 วันที่ผ่านมา

    ମହାପ୍ରଭୁଙ୍କ କୃପାରୁ ଶିଘ୍ର ସୁସ୍ଥ ହୋଇଯାଆନ୍ତୁ।
    ଜୟ ଜଗନ୍ନାଥ।

  • @ratikantabehera8987
    @ratikantabehera8987 22 วันที่ผ่านมา

    ଏ ଗୋଟେ ଭଲ ନାଟକ, ଏମିତି କିଛି ଦିନ ଚାଲିବ...

  • @rajanikantamishra2281
    @rajanikantamishra2281 22 วันที่ผ่านมา +1

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ନିଶ୍ଚୟ ହେବ.

  • @diptimayeedash2194
    @diptimayeedash2194 22 วันที่ผ่านมา +1

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସତ୍ୟ ନାରାୟଣ ମା ଦୁର୍ଗତି ନାଶିନୀ ମା ଶିବାନି ଙ୍କ ଚରଣ କମଳେ ହୋତା ମହଦୋୟ ଙ୍କ ସରିର ଆରୋଗ୍ୟ କାମନା କରୁଛୀ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ସତ୍ୟ ନାରାୟଣ

  • @AruBhatta
    @AruBhatta 21 วันที่ผ่านมา

    ଆସୁ ଆରୋଗ୍ୟ କାମନା କରୁଛି
    ଜୟ ଜଗନ୍ନାଥ

  • @sadabigyasahu9189
    @sadabigyasahu9189 21 วันที่ผ่านมา +1

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ଯେ ଆଉ ପାଲା ଜଗତକୁ ଏତିକି ଦୁଃଖ ନ ଦିଅନ୍ତୁ ଓ ଖୁବଶୀଘ୍ର ହୋତା ବାବୁ ସୁସ୍ଥ ହୋଇ ଆମ ମାନଙ୍କ ପାଖକୁ ଫେରନ୍ତୁ।

  • @gandharbanayak5660
    @gandharbanayak5660 21 วันที่ผ่านมา

    Pravu jagannath tanku sighra aarogya karidiantu jay satya narayana mahapravu🚩🚩🚩🙏🙏🙏

  • @jatirajpanda5413
    @jatirajpanda5413 21 วันที่ผ่านมา

    Lord Jagannath will bless him. He will come back to his family with highly good health.
    Jaya Jagannath

  • @krupasindhudasdas6744
    @krupasindhudasdas6744 22 วันที่ผ่านมา +1

    ହେ ପ୍ରଭୁ ତାଙ୍କୁ ମୋ ଆୟୁଷ ତାଙ୍କୁ ଦେଇ ଭଲ କରିଦିଅନ୍ତୁ

  • @SubhamTripathySubhamTrip-yw2rg
    @SubhamTripathySubhamTrip-yw2rg 21 วันที่ผ่านมา

    Prabhu jagatara nnatha Jagannath mangala karantu 🙏🙏

  • @kailashchandrapanda4966
    @kailashchandrapanda4966 22 วันที่ผ่านมา

    Jay Sairam
    Jay Jagannath
    ଭଗବାନଙ୍କୁ ପ୍ରାର୍ଥନା କରୁଛି ମହାଶୟଙ୍କ ଅତି ଶୀଘ୍ର ଆସୁ ଆରୋଗ୍ୟ କାମନା କରୁଛି
    Jay Jagannath

  • @dillipmallik3574
    @dillipmallik3574 23 วันที่ผ่านมา +6

    ହେ ନାରାୟଣ ମୋ ଭାଇନଙ୍କ ଦେହ ଭଲ କରିଦିଅ ଏଇ ଭଳି କଳାକାର ଆଉ ଜନ୍ମ ହେବେ ନାହିଁ

  • @HEMANTAKUMARJENA-pn6if
    @HEMANTAKUMARJENA-pn6if 21 วันที่ผ่านมา

    ଆଶୁ ଆରୋଗ୍ୟ କାମନା କରୁଛି।।ଜୟ ଜଗନ୍ନାଥ। ଜୟ ସାଇରାମ।

  • @rajanikantrout6181
    @rajanikantrout6181 22 วันที่ผ่านมา

    Vala heijibe vagawannka asirbad achhi Jay jagannath

  • @umeshchandraswain8578
    @umeshchandraswain8578 23 วันที่ผ่านมา +18

    ପ୍ରଭୁ ଜଗନ୍ନାଥ ନୃସିଂହ ହୋତା ବାବୁଙ୍କୁ ଦେହ ଭଲ କରି ଦିଅନ୍ତୁ

    • @dugubaba
      @dugubaba 22 วันที่ผ่านมา

      @@umeshchandraswain8578 sure se bhala hele ama odisha ra revenue sure badhiba

  • @pravatkumarpanda9947
    @pravatkumarpanda9947 21 วันที่ผ่านมา

    ମହାପ୍ରଭୁ ଶ୍ରୀ ଜଗନ୍ନାଥ ରକ୍ଷା କରନ୍ତୁ,ହେ ମଣିମା 🙏

  • @ranjitjena6022
    @ranjitjena6022 22 วันที่ผ่านมา

    ଆଶୁ ଆରୋଗ୍ୟ କାମନା କରୁଛି ଜୟ ଶ୍ରୀ ଜଗନ୍ନାଥ

  • @biswajitdash3379
    @biswajitdash3379 20 วันที่ผ่านมา

    ପ୍ରଭୁ ନୃସିଂହ ନାଥ ତାଙ୍କୁ ଆରୋଗ୍ୟ ଲାଭ କରନ୍ତୁ ମୋର ପ୍ରଭୁ ପାଦରେ ପ୍ରଣତୀ

  • @Jagannath.Mahima
    @Jagannath.Mahima 21 วันที่ผ่านมา

    ଆସୁ ଆରୋଗ୍ୟ କାମନା କରୁଛି , ମହାପ୍ରଭୁଙ୍କ ପାଖରେ, ଜୟ ଜଗନ୍ନାଥ 😢

  • @SarojMoharana-tm3be
    @SarojMoharana-tm3be 22 วันที่ผ่านมา

    ପ୍ରଭୁ ଜଗନ୍ନାଥ ତାଙ୍କୁ ନିଶ୍ଚୟ ଭଲ କରିଦେବେ। ମୋର ପ୍ରାର୍ଥନା

  • @pkdas9536
    @pkdas9536 21 วันที่ผ่านมา

    ଶ୍ରୀ ଗୋପାଳଙ୍କ କରୁଣାରୁ ହୋତା ମହୋଦୟଙ୍କ ଦେହ ସମ୍ପୂର୍ଣ୍ଣ ସୁସ୍ଥ ହେଉ। ଏତିକି ପ୍ରାଥନା।

  • @gopinathprusty5642
    @gopinathprusty5642 22 วันที่ผ่านมา

    ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତାଙ୍କୁ ଆଶୀର୍ବାଦ କରିବେ।

  • @sudhakaradebata9767
    @sudhakaradebata9767 19 วันที่ผ่านมา +1

    ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସେ ଆଶୁ ଆରୋଗ୍ୟ ଲାଭ କରନ୍ତୁ 🙏🙏

  • @RAKAbinash
    @RAKAbinash 20 วันที่ผ่านมา

    Jay jay jagannath ..

  • @parikshitsamal1025
    @parikshitsamal1025 22 วันที่ผ่านมา

    ପ୍ରଭୁ ଶ୍ରୀ ସତ୍ୟନାରାୟଣ ଭରସା

  • @khuntujharilaudikhelabapun3692
    @khuntujharilaudikhelabapun3692 22 วันที่ผ่านมา

    He prabhu satynarayan 👏👏👏👏 hota sirnku

  • @ranjanpradhan8423
    @ranjanpradhan8423 22 วันที่ผ่านมา

    ଭଗବାନ ନିଷ୍ଠୁର ନୁହେଁ ସେ ନିଶ୍ଚୟ ତାଙ୍କ ଦେହ ଭଲ କରିଦେବେ ଜୟ ଜଗନ୍ନାଥ 🙏🏻 🙏🏻🙏🏻ଜୟ ଜଗନ୍ନାଥ

  • @nityanandadas295
    @nityanandadas295 22 วันที่ผ่านมา

    Jay jagannath 🙏🙏🙏

  • @rabinarayan1
    @rabinarayan1 21 วันที่ผ่านมา

    ଜଗନ୍ନାଥଙ୍କ ନିକଟରେ ଆରୋଗ୍ୟ କାମନା କରୁଛୁ।

  • @pravakarrout3044
    @pravakarrout3044 22 วันที่ผ่านมา

    ଆଶୁ ଆରୋଗ୍ୟ ନିମନ୍ତେ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛି ।

  • @biswanathamantry9338
    @biswanathamantry9338 21 วันที่ผ่านมา

    Jay jagannath🙏🙏🙏🙏

  • @munabehera4783
    @munabehera4783 21 วันที่ผ่านมา

    Jay Jagannath saha hua prabhu

  • @sarojnayak2763
    @sarojnayak2763 21 วันที่ผ่านมา

    ଜଗନ୍ନାଥ ହୋତା ଭାଇଙ୍କୁ ଶିଘ୍ର ଆରୋଗ୍ୟ କରିଦିଅନ୍ତୁ। ଜୟ ଜଗନ୍ନାଥ।🙏🙏

  • @SudhirBehura-u4i
    @SudhirBehura-u4i 22 วันที่ผ่านมา

    Jay Jagannath Prabhu tanku asisa pradan Kari arogya karantu

  • @keshabchandralenka2162
    @keshabchandralenka2162 21 วันที่ผ่านมา

    ଜଗନ୍ନାଥ ମହାପ୍ରଭୁ ହୋତା ସାରଙ୍କୁ ଯଥାଶୀଘ୍ର ଆରୋଗ୍ୟ କରନ୍ତୁ !🙏🙏🙏

  • @PramodKumarDehuri-cz1ix
    @PramodKumarDehuri-cz1ix 23 วันที่ผ่านมา +6

    ହନୁମାନ ମହାପ୍ରଭୁ ତାଙ୍କୁ ଏ ଘୋର ସଙ୍କଟରୁ ଉଦ୍ଧାର କରନ୍ତୁ , ଜୈ ବଞ୍ଜରଗିବାଲି ।

  • @tapantripathy8203
    @tapantripathy8203 22 วันที่ผ่านมา +1

    ଆଶୁ ଆରୋଗ୍ୟ କାମନା କରୁଛି ଏହା ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା l

  • @susantkumarjena4253
    @susantkumarjena4253 22 วันที่ผ่านมา

    ଏ କଥା ଜାଣିବା ପରେ ବହୁତ୍ କଷ୍ଟ ଲାଗୁଛି ଯେ ଏଇ କିଛି ଦିନ ହେଲା ପ୍ରଭାତ ସାହୁ ଙ୍କୁ ହରେଇଛୁ । ପ୍ରଭୁ ଜଗନ୍ନାଥଙ୍କ ପାଖରେ କାମନା କରୁଛି ହୋତା ମହାଶୟ ଜଲଦି ଭଲ ହୋଇ ଜାନ୍ତୁ

  • @sarbeswarsathua7658
    @sarbeswarsathua7658 22 วันที่ผ่านมา

    ପ୍ରଭୁ ଜଗନ୍ନାଥଙ୍କ ପାଖରେ ପାର୍ଥନା କରୁଛି ତାଙ୍କୁ ସୁସ୍ଥ କରି ଘରକୁ ଫେରେଇ ଆଣନ୍ତୁ ଜୟ ଜଗନ୍ନାଥ 👏👏👏

  • @jatindrapatra5117
    @jatindrapatra5117 22 วันที่ผ่านมา

    Jay jagarnath prabhu bharasa 🙏🙏🙏

  • @shreerambhakti3084
    @shreerambhakti3084 23 วันที่ผ่านมา +1

    Bhagaban Narayana swami arogya karidiantu prabhu

  • @chandramanisaraf-z2p
    @chandramanisaraf-z2p 22 วันที่ผ่านมา

    ଭଗବାନଙ୍କ ନିକଟରେ ପ୍ରାଥନା କରୁଛି ଶୀଘ୍ର ଆରୋଗ୍ୟ ହୋଇଯାଆନ୍ତୁ

  • @jayashreedas8999
    @jayashreedas8999 22 วันที่ผ่านมา

    God bless him ,,se jaldi Bhala heijaantu

  • @brajabandhusahoo4936
    @brajabandhusahoo4936 23 วันที่ผ่านมา +1

    Prabhu Sri Satyanarayana
    Hota sir nku sighra bhal karidiantu
    Thakur nk pakhre mor koti,koti,prathna🙏🙏🙏🙏

  • @abhijitnayak8676
    @abhijitnayak8676 22 วันที่ผ่านมา

    He prabhu Jagannath Saha hu

  • @t.m.s.4175
    @t.m.s.4175 20 วันที่ผ่านมา

    Jay Jagnnath Bhagban hota Sirnku sighra bhalkaridiantu Jay Jagnnath

  • @sridhardas7527
    @sridhardas7527 22 วันที่ผ่านมา

    Jay jagannath mahaprabhu

  • @rnpatnaik4878
    @rnpatnaik4878 22 วันที่ผ่านมา

    God bless to Nrusingha Hota

  • @dinabandhupadhy286
    @dinabandhupadhy286 20 วันที่ผ่านมา

    ମହା ପ୍ରଭୁ ଯଥା ଶୀଘ୍ର ଆରୋଗ୍ୟ କରିଦେବେ

  • @rameshnayak7537
    @rameshnayak7537 22 วันที่ผ่านมา

    ସତ୍ୟ ନାରାୟଣ,ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ବାରି ଝରି ଯାଉ।ସରକାର ମହୋଦୟ ଙ୍କ କୃପା ରୁ ଗାୟକ ମହାଶୟ ଙ୍କୁ ସାହାଯ୍ୟ ମିଳୁ।ଜୟ ଜଗନ୍ନାଥ ସ୍ଵାମୀ।

  • @gourangmaharana7338
    @gourangmaharana7338 22 วันที่ผ่านมา +1

    ଜଗନ୍ନାଥ ତାଙ୍କୁ ଖୁବଶୀଘ୍ର ଆରୋଗ୍ୟ କରିଦିଅନ୍ତୁ, ତାଙ୍କର ପରିବାର ସହିତ ହସ ଖୁସି ରେ ରହିବାକୁ ଜଗନ୍ନାଥ ସହ ହୁଅନ୍ତୁ ଏତିକି କାମନା 🙏ବହୁତ ସୁନ୍ଦର, ପ୍ରତିଭାବାନ ପୁରୁଷ, ଅନ୍ୟତମ କହିଲେ ଅତ୍ୟୁକ୍ତି ହେବନାହିଁ 😭ଆସୁଆରୋଗ୍ୟ କାମନା କରୁଛି 🙏

  • @bijayswain2103
    @bijayswain2103 22 วันที่ผ่านมา

    ଜଗନ୍ନାଥଙ୍କ ଆଶୀର୍ବାଦ ରୁ ଖୁବ୍ ଶୀଘ୍ର ଭଲ ହୋଇଯିବେ🙏 ଜୟ ଜଗନ୍ନାଥ 🙏