ଉତ୍କର୍ଷ ଓଡ଼ିଶା ମଞ୍ଚରେ ମୂଲ୍ୟବାନ ମତ ରଖିଲେ ଓଟିଭି’ କାର୍ଯ୍ୟନିର୍ବାହୀ ସମ୍ପାଦକ | Odisha Reporter
ฝัง
- เผยแพร่เมื่อ 5 ก.พ. 2025
- ଉତ୍କର୍ଷ ଓଡିଶାର ଜନତା ମଇଦାନରେ ଏଡିଟର ରାଉଣ୍ଡ ଟେବଲ ବୈଠକ ଅନୁଷ୍ଠିତ ହୋଇଛି। ସୂଚନା ଲୋକ ସମ୍ପର୍କ ବିଭାଗର ସଚିବ ସଞ୍ଜୟ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି ବୈଠକ । ବୈଠକରେ ବିଭିନ୍ନ ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ ମିଡ଼ିଆର ଚିଫ୍ ଏଡ଼ିଟରଙ୍କ ସହ ବରିଷ୍ଠ ସାମ୍ବାଦିକମାନେ ସାମିଲ ହୋଇଥିଲେ । ଉତ୍କର୍ଷ ଓଡିଶା ପାଇଁ ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକମାନେ ନିଜର ମତାମତ ଏବଂ ପରାମର୍ଶ ରଖିଛନ୍ତି । ଏହି ଅବସରରେ 'ଓଟିଭି’ କାର୍ଯ୍ୟନିର୍ବାହୀ ସମ୍ପାଦକ ରାଧା ମାଧବ ମିଶ୍ର ଯୋଗ ଦେଇ ନିଜର ମୂଲ୍ୟବାନ ମତ ରଖିଛନ୍ତି । Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
TH-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #OTVEDITOR #RadhamadhabMishra #UtkarshOdisha
ଧନ୍ୟବାଦ୍ 🎉🎉🎉
ଧନ୍ୟବାଦ Otv
Thanks OTV❤🎉🎉🎉🎉
ଜୟ ମୋହନ ମାଝୀ 🙏
Thanks OTV 💐💐
ବହୁତ ବଢିଆ...
Thanks sir
Beautiful loka
ଓଡ଼ିଶାରେ ବିକାଶ ଗରିବ ଚାଷୀ ମୂଲିଆ ଙ୍କର ବିନାଶ
Kemiti..
Bahut Sundar postal
Good 👍
Nice proposal
ଜଣେ ବିଜେପି ନେତା ଭଳି କଥା କହୁଛ
Sabu bjp govt channel ra editors
Ganjam ପାଇଁ କ'ଣ ହେବ
Bepar bhai...electronic media be media janti....desha tamara rajya tamara jaha kahiba au
Pala chalichi ethi!!!
Kea lakhichi apana padhuchanti ama odisha Ra prati market Ra ganjae au bhanga bikri hauchi modi ki mohana babu kan janiparunahanti
Godi Media 😂😆😆😆
Mu jama sahiparibini😂😂
Tamar fatuchi na
Thanks OTV❤❤❤❤