A koshli short film on nuankhai

แชร์
ฝัง
  • เผยแพร่เมื่อ 23 ม.ค. 2025

ความคิดเห็น • 50

  • @anandakumarsahu7051
    @anandakumarsahu7051 ปีที่แล้ว +3

    ଅତି ସୁନ୍ଦର, ସମସ୍ତଙ୍କୁ ନୂଆଁଖାଇ ଗୁହାର

  • @ADITYAGAMING.99
    @ADITYAGAMING.99 ปีที่แล้ว +3

    ବହୁତ ସୁନ୍ଦର ଲାଗଲା 🙏🙏🙏

  • @sushilmahalingbhajan8089
    @sushilmahalingbhajan8089 ปีที่แล้ว +1

    ବହୁତ୍ ସୁନ୍ଦର୍ 🎉🎉🎉ପ୍ରଣାମ

  • @sanghamitramallik3107
    @sanghamitramallik3107 ปีที่แล้ว +1

    ବହୁତ ସୁନ୍ଦର ଲାଗୁଛେ 👌

  • @sushilsatpathy1772
    @sushilsatpathy1772 ปีที่แล้ว +1

    ଖୁବ୍ ସୁନ୍ଦର ହେଇଛି ଜୟ ଶ୍ରୀ ରାମ

  • @bimalasankardash8322
    @bimalasankardash8322 ปีที่แล้ว +1

    ବହୁତ ଭଲ ହୋଇଛି

  • @saraswatibehera794
    @saraswatibehera794 ปีที่แล้ว +2

    ସୁନ୍ଦର କାର୍ଯ୍ୟକ୍ରମ, ସମସ୍ତ ଙ୍କୁ ଅଭିନନ୍ଦନ ଓ ନୂଆଖାଇ ଜୁହାର 🙏🙏🙏🙏💐💐💐💐

  • @chakradharofficial6837
    @chakradharofficial6837 ปีที่แล้ว +2

    ବହୁତ ଭଲ ଲାଗଲା

  • @SambalpuriJalwa
    @SambalpuriJalwa ปีที่แล้ว +1

    Samastanku Nuakhai juhar

  • @sanjuktaparichha8991
    @sanjuktaparichha8991 10 หลายเดือนก่อน +1

    ବହୁତ ବଢିଆ ଲାଗଲା ।ସବକୁ ଶୁଭେଚ୍ଛା ଆର୍ ଅଭିନନ୍ଦନ ।

  • @sarojmeher7967
    @sarojmeher7967 ปีที่แล้ว +2

    Bahut sundar heichee

  • @anjalinaik2849
    @anjalinaik2849 ปีที่แล้ว +1

    Aamar parampara aamar sanskruti enta hisabe ujjibito heikari thau ..sundar barta

  • @pustamjuadi5867
    @pustamjuadi5867 ปีที่แล้ว +2

    ବଢିଆ ହେଇଛେ

  • @mantuseth4454
    @mantuseth4454 ปีที่แล้ว +3

    ବହୁତ ସୁନ୍ଦର ଲାଗୁଛେ

  • @manojbag1139
    @manojbag1139 5 หลายเดือนก่อน +1

    Jay koshal

  • @bibekanandapradhan1401
    @bibekanandapradhan1401 ปีที่แล้ว +1

    Bhal laguche dekhuche

  • @upendrameher24
    @upendrameher24 ปีที่แล้ว +2

    ବହୁତ୍ ବଢିଆ ଲାଗୁଥିଲା ମାମୁଁ
    ସୁନ୍ଦର

  • @ssproduction6058
    @ssproduction6058 ปีที่แล้ว +2

    Super & Best kosali Film kurepater

  • @pinkumn6194
    @pinkumn6194 ปีที่แล้ว +2

    ବହୁତ ସୁନ୍ଦର ଭିଡିଓ ହେଇଛେ

  • @sriyacreation7967
    @sriyacreation7967 ปีที่แล้ว +1

    samku nuan khai juhar

  • @shesadevpanda5569
    @shesadevpanda5569 ปีที่แล้ว +4

    କୋଶଳାଞ୍ଚଳର ମହାପାର୍ବଣ ନୂଆଖାଇ ଉପରେ ଆଧାରିତ ମନୋଜ୍ଞ କାହାଣୀ "କୁରେ ପତର୍" ପାଠକଙ୍କ ହୃଦୟକୁ ଛୁଇଁପାରିଛି,ବନ୍ଧୁ । କଳାକାରଙ୍କ ଅଭିନୟ ଚିତ୍ତାକର୍ଷକ ଓ କାହାଣୀର ସଂରଚନା,ପ୍ରଯୋଜନା,ଉପସ୍ଥାପନା ଉଚ୍ଚକୋଟୀର ହୋଇଛି । ସାମାଜିକ ସଂପ୍ରୀତି ତଥା ବିଶ୍ବକଲ୍ୟାଣ ଭାବ ବହନ କରୁଛି । *କାଇଁଚ ପରିବାରକୁ ଅଭିନନ୍ଦନ,ଅଭିବାଦନ ଅଜସ୍ର*🙏🌹

  • @sachitraentertainment9282
    @sachitraentertainment9282 ปีที่แล้ว +2

    ବନେ ଶିଖଲା କଥା ଅଛେ , ଭଲ ଲାଗଲା । ଜଏ କୋଶଲ ଜଏ ଆମର ରିତ ନିତ ।

  • @youtubeno135
    @youtubeno135 ปีที่แล้ว +3

    Bahut Sundar lagla

  • @ganeswarbehera6198
    @ganeswarbehera6198 ปีที่แล้ว +2

    ଆମର ସଂସ୍କୃତି ପରମ୍ପରା କେ ବଅଁଚେଇ କରି ରଖବାର୍ ଗୁଟେ ସୁନ୍ଦର ପ୍ରାୟାସ୍ ଇ ସଟ୍
    ଫିଲ୍ମ " କୁରେ ପତର୍" । ଲେଖକ, ନିର୍ଦ୍ଦେଶକ ଓ ସମସ୍ତ କଳାକର୍ ମାନଙ୍କୁ ଅଭିନନ୍ଦନ ଓ ସ୍ଵାଗତ...ଜୟ କଳା ଜୟ କଳାକାର୍ ।

  • @bijayinijhankar3420
    @bijayinijhankar3420 ปีที่แล้ว +2

    Bahut badhhia lagla,sabhe mast karuchhan👌🏻👌🏻

  • @dillipkumarmohanty8895
    @dillipkumarmohanty8895 ปีที่แล้ว +2

    ଭଲ ଲାଗଲା...ଭଲ ବାର୍ତ୍ତା

  • @atpmedia9138
    @atpmedia9138 ปีที่แล้ว +3

    ମୋର୍ ତୋର୍ କାହୁଁ ଆଏଲା ଦଦା…ସବୁ ଜିନିଷ୍ ତ ଆମର୍ ….ବଢେଟେ ବାର୍ ତା 🎉🎉🎉

  • @lipupadhan2156
    @lipupadhan2156 ปีที่แล้ว +3

    Bhal lagela dada

  • @SOMComputerWorksTitilagarh
    @SOMComputerWorksTitilagarh ปีที่แล้ว +3

    ଦର୍ଶକ ମାନକର ଭଲପାଏବାର ଦେଖିକରି ବହୁତ ସୁନ୍ଦର ଲାଗଲା ଆଜ୍ଞା, କେତନିକେତେ ପ୍ରେମ ଭାବ ଲଟକେଇ କରି ସବକୁଁ ମୋର ନୂଆଖାଇ ଜୁହାର ...

  • @pravatsutar2343
    @pravatsutar2343 ปีที่แล้ว +3

    ବହୁତ ଭଲ ହୋଇଛି ।ଅଭିନନ୍ଦନ ଓ ଶୁଭେଚ୍ଛା ସମସ୍ତ କଳାକାରଙ୍କୁ।

  • @chandanaacharya6171
    @chandanaacharya6171 ปีที่แล้ว +2

    Abhinandan gopi bhai.bahut Sundar heichhe.samasta kalakarnku subhechha.💐💐

  • @bansidharmedia5150
    @bansidharmedia5150 ปีที่แล้ว +1

    ବଢିଆଁ ହେଇଛେ

  • @priyaparee
    @priyaparee ปีที่แล้ว +2

    ବହୁତ ବଢିଆ

  • @nancymama8708
    @nancymama8708 ปีที่แล้ว +1

    Badhia hei6..enta nua nua Film bahar kari ki amar paschim Odisha na rahu

  • @sureshdash4157
    @sureshdash4157 ปีที่แล้ว +2

    Badhia heichhe
    Amar parampara r
    Aru ma matir katha.
    Welldone. Keep it on.

  • @sonalipadhi5586
    @sonalipadhi5586 ปีที่แล้ว +2

    ବହୁତ୍ ବଢିଆ ହେଇଛେ ସମକିରର ଅଭିନୟ

  • @MUNILALGHIBHELA
    @MUNILALGHIBHELA 8 หลายเดือนก่อน

    Super vdo

  • @soumyaranjanmahaling2336
    @soumyaranjanmahaling2336 ปีที่แล้ว +3

    ନିମାଇଁ ମୋର ଛୋଟ ବେଳର ସାଙ୍ଗ ଆର ଗୋପୀ ମୋର ଭଣଜା ଆନ ଦୁଇ ଜଣକର ରୋଲ ବଢିଆ ହେଇଛେ

  • @chudamanimuduli9100
    @chudamanimuduli9100 ปีที่แล้ว +3

    ମୋର ସବୁ କଲାକାର ଆରୁ ଇ ପିଚୋ ସିନ୍'ମାର ଦେଖେନ୍'ହାରି ମାନକୁ ମୋର ଆରୁ ମୋର କୁଟୁମ୍ ବସିଆର ନୂଆଁଖାଇ ଜୁହାର, ଇ ପିଚୋ ସିନ୍'ମା କେ ଏତ୍'କି ଭଲପାଉଥିବାର ଲାଗି ଗୁର୍'ଦୁ ଗୁର୍'ଦୁ ଧଏନ୍'ବାଦ୍

  • @holiswardharua8366
    @holiswardharua8366 ปีที่แล้ว +2

    ଆମ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ରୀତିନୀତି କୁ ସବୁବେଳେ ଉଜ୍ଜୀବିତ ରଖିବା ପାଇଁଁ ଆପଣମାନଙ୍କ ନିରବଚ୍ଛିନ୍ନ ପ୍ତୟାସ ନିଶ୍ଚିତ ଭାବରେ ପ୍ରଶଂସନୀୟ।

  • @Adarsh96-u
    @Adarsh96-u 5 หลายเดือนก่อน +1

    ବହୁତ୍ ବଢ଼ିଆ ହେଇଛେ...ଆଉ ଟିକେ ଲମ୍ବା ହେଇ ଥିଲେ ଆଉ ଭଲ ଲାଗି ଥିତ।

  • @sushantakumarmishra7545
    @sushantakumarmishra7545 ปีที่แล้ว +3

    ବହୁତ ସୁନ୍ଦର ନୂଆଖାଇ ଉପରେ ଆଧାରିତ କୋଶଲି ଫିଲ୍ମ ପ୍ରକାଶ କରିଥିବାରୁ କାଇଚ ମିଡ଼ିଆ କୁ ଅଶେଷ ଧନ୍ୟବାଦ।

  • @tadka371
    @tadka371 4 หลายเดือนก่อน +1

    Sambalpuri galpa prakasit karbar lagi kem ken press achhe agayan

  • @Anweshancreations
    @Anweshancreations ปีที่แล้ว +2

    Nice

  • @rajivprasadbhoi485
    @rajivprasadbhoi485 ปีที่แล้ว +1

    ବଢ଼ିଆ ହେଇଛେ, ପିକ୍ଚର କ୍ବାଲିଟି ଏକ ନମ୍ବର। tv ରେ ଦେଖୁନ ଭଲ ଲାଗବା।

  • @creativebablumedia8830
    @creativebablumedia8830 ปีที่แล้ว +2

    Osm ❤ bhal lagla video ta second part kebe asba sir

  • @minaketanb
    @minaketanb ปีที่แล้ว +3

    ବହୁତ ବଢିଆ କଥାବସ୍ତୁ। ଆଧୁନିକତା ଆମର ସଂସ୍କୃତିକେ ଢାପିଆନୁଥିବାର ବେଲକେ 'କୁରେଇ ପତର' ସଚେତନ ସୃଷ୍ଟି କରବା।
    ସବୁ କଳାକାର ସୁନ୍ଦର ଅଭିନୟ କରିଛନ। ଚମତ୍କାର ଅଭିନୟ କରିଛନ ନିମେଇ ଆଜ୍ଞା ଆରୁ କୁମୁଦିନୀ ଦିଦି।

  • @bibekanandapradhan1401
    @bibekanandapradhan1401 ปีที่แล้ว +1

    Mate gute picho roll te ni dela gopi dada, mad lagmi

  • @dhananjayaseth7190
    @dhananjayaseth7190 7 หลายเดือนก่อน +1

    Bahut bahut ayen lagla

  • @SushamaBag-q6u
    @SushamaBag-q6u ปีที่แล้ว +1

    Bhal lagla Sabkar abhinaya