ବିଜେଡି ସରକାର ବିରୋଧରେ ବିଜେଡିର ଆନ୍ଦୋଳନ

แชร์
ฝัง
  • เผยแพร่เมื่อ 3 พ.ย. 2024

ความคิดเห็น • 192

  • @anneytimenewscheck5536
    @anneytimenewscheck5536 2 ปีที่แล้ว +59

    ଆଦିବାସୀ ନେତାଙ୍କୁ ଧରି ବିଜେଡି ବହୁତ ବଢିଆ
    ନାଟକ କରୁଛି ! ଏ ମାଝୀମାନେ ବୁଝିପାରୁନାହାନ୍ତି !

    • @chaingond5401
      @chaingond5401 2 ปีที่แล้ว +1

      You are telling correct bhai

    • @kalia4402
      @kalia4402 2 ปีที่แล้ว

      ଇଏ ହେଲେ କାୟାଁ ଵାଲା, ତାଙ୍କୁ ଯେମିତି କହିବ, ସେମିତି ଚାଲିବେ,

  • @ramakantapradhan9605
    @ramakantapradhan9605 2 ปีที่แล้ว +39

    ପ୍ରଥମ କାରଣ ହେଉଛି ଗୋଟିଏ ସରକାର କ'ଣ ପାଇଁ ୨୨ ବର୍ଷ ସାଶନ କରିବ ଆଉ ପାଞ୍ଚବର୍ଷ ସାଶନ କରିବ ଶବୁ ଓଡ଼ିଆ ମରିବ

    • @lipsa23
      @lipsa23 2 ปีที่แล้ว

      Ama public ku semane hatei neuchanti ....... Election purbaru jojana upare jojana ...... Election pare sabu sesa.... Voteter attack hei vote dele ......

    • @sairanjansatapathy8530
      @sairanjansatapathy8530 2 ปีที่แล้ว

      Ur right

  • @tarzan2565
    @tarzan2565 2 ปีที่แล้ว +47

    ପ୍ରଦୀପ ମାଝୀ ଏଇଥିପାଇଁ ବଜେଡିରେ ସାମିଲ୍ ହେଇଥିଲେ ।ଭଲ

  • @sharalatutorial3056
    @sharalatutorial3056 2 ปีที่แล้ว +15

    ଯଦୁ ବଂଶ, ନିଜ ହାତରେ ନାଶ

  • @jagamallick7710
    @jagamallick7710 2 ปีที่แล้ว +2

    ହଁ ଭାଇ ଓ ଭଉଣୀମାନେ ନିହାତି ଆନ୍ଦୋଳନ କରିବା ଉଚିତ୍ 🚩💪👍🏻

  • @cutybabyangel7092
    @cutybabyangel7092 2 ปีที่แล้ว +21

    ଏଟା କୋଉ ନାଟକ, ଯଦି ଏତେ ନାଟକ ହେଇଛି, ସେହି ଅଂଚଳର ବିଧାୟକ କଣ କରୁଛନ୍ତି?

  • @gobindapangi4602
    @gobindapangi4602 2 ปีที่แล้ว +3

    ଏହି ବିଜେଡି ସରକାର ବହୁତ ଗର୍ବ ହେହିଗଲାଣି . ଏହି ସରକାର କୁ ହୁଚିତ ଜବାବ ଦେବା ଦରକାର

  • @rathbasudev6965
    @rathbasudev6965 2 ปีที่แล้ว +15

    Chora Kahuchhi Chora Paleila

  • @alltypesvideo7333
    @alltypesvideo7333 2 ปีที่แล้ว +11

    Election ପାଖ ପହଞ୍ଚିଲାଣି ତ ସେଥି ପାଇଁ ନାଟକ, ଏହି ଲାଟ୍ରିନ୍ ଟଙ୍କା ଗତ ବର୍ଷ ତେଲେ କଂଗ୍ରେସ ଅଭିଯୋଗ କରି ରାଲି କରିଥୀଲା ସେତେବେଳେ କୌଣସି ନେତାଙ୍କର ପାଟି ପିଟିଲାଣି ହେବେ ନିଜକୁ ନିଜ ଚୋର ଚୋରୁଣି ଲୁଚ କାଳି। ବା ବା ରେ ନେତା।

  • @byangamanbalaram5651
    @byangamanbalaram5651 2 ปีที่แล้ว +34

    🌹ବ୍ୟାଙ୍ଗ ବାଣ 🌹
    ନିଜ ଗୋଡ଼କୁ କୁରାଢ଼ୀ ମାରିବାର
    ଆରମ୍ଭ ହେଇଗଲେଣି
    ହାଃରେ ବିଜେଡ଼ି
    🤫🤫🤫🤫

    • @kalia4402
      @kalia4402 2 ปีที่แล้ว

      ମେଞ୍ଚାଏ କୁକୁର ଯେତେବେଳେ ଏକାଠି ଥାନ୍ତି, ସେତେବେଳେ ତାଙ୍କ ଭିତରେ ସମ୍ପର୍କ ଭଲ ଥାଏ, ମୁର୍ଦାର ଟିଏ ଦେଖିଲେ ତାଙ୍କ ଭିତରେ କାମୁଡା କାମୁଡି ହେଇ ଖଣ୍ଡିଆ ଖାବାରା ହେଇ ଥାନ୍ତି ଖାଇବା ପାଇଁ, ଠିକ ସେହିପରି ୟାଙ୍କର ଅବସ୍ଥା,

    • @byangamanbalaram5651
      @byangamanbalaram5651 2 ปีที่แล้ว

      @@kalia4402
      🌹ଧନ୍ୟବାଦ 🌹
      ଆପଣଙ୍କର ବାର୍ତ୍ତା ରୁ
      ଆନେକ କିଛି ଶିଖିବାକୁ ମିଳିଲା
      ଏଇ ଭଳି ଲେଖା ଆଗକୁ ଜାରି ରୋହୁ
      ଜୟ ଜଗନ୍ନାଥ
      🙏🙏🙏🙏

    • @kalia4402
      @kalia4402 2 ปีที่แล้ว +1

      @@byangamanbalaram5651 ବିଜେଡି ଵାଲା ଙ୍କ ଭିତରେ ଖାଇବା ପ୍ରକ୍ରିୟା ଜୋର ସୋରରେ ଚାଲିଛି, ପୁରୁଣା ଖାଉଟିଆଙ୍କୁନବୀନ ଟିକେ ଅଣଦେଖା କରୁଛନ୍ତି, ନୂଆନୂଆ ଯୋଉ ମାନେ ବିଜେଡ଼ରେ ପାଦପକାଉଛନ୍ତି, ତାଙ୍କ ମୁହଁ ମିଠା କଲା ବେଳକୁ, ପୁରୁଣା ଵାଲା ଆଉ ସହି ପାରୁନାହାନ୍ତି, ବାଧ୍ୟ ହେଇ ରାଜରାସ୍ତାକୁ ଚାଲିଆସୁଛନ୍ତି,

    • @byangamanbalaram5651
      @byangamanbalaram5651 2 ปีที่แล้ว

      @@kalia4402
      🌹ବ୍ୟାଙ୍ଗ ବାଣ 🌹
      ଦୁଃଖର ବିଷୟ ବିଜେଡ଼ି ର
      ପତନ ଘଟିଲା ବେଳକୁ ପ୍ରଦୀପି ମାଝି
      ବିଜେଡି ର ଯୋଗ ଦେଉଛନ୍ତି,,,
      ବାବୁଙ୍କର ଆଶା ,,, ଆଶାରେ ରହିଯିବ
      ଅନେଇ ଥିବ ଜଳକା
      ମାରିନେବେ ମହାପାତ୍ରେ
      ରହିବନି କିଛି ବଳକା,,,,
      🙏🙏🙏🙏

  • @rameshmohanty1211
    @rameshmohanty1211 2 ปีที่แล้ว +28

    ଓଡ଼ିଶାର ଅଫିସର ରାଜ୍ ଶାସନ ରେ ତୁମ ବିଜେଡି ନେତା ମନ୍ତ୍ରୀ ମାନଙ୍କୁ ପଚାରେ କିଏ,valueless ବିଜେଡି ନେତା ମନ୍ତ୍ରୀ

  • @TarunDas-f4s
    @TarunDas-f4s ปีที่แล้ว +1

    ଆୟାମରମ୍ଭ ଆଉ ଏକ ସକାଳର❤
    ବି ଜେ ଡି ବିରୁଦ୍ଧରେ ବିଜେଡି 😅

  • @balabhadradash1980
    @balabhadradash1980 2 ปีที่แล้ว +5

    ସାରା ଓଡ଼ିଶାରେ ସବୁ ବ୍ଲକ୍ ରେ ଖାଲି ପାଇଖାନା ନୁହେଁ , ପ୍ରଧାନମନ୍ତ୍ରୀ ଆବାସ, ଗାଁ ରାସ୍ତା , ଆଉ ଯେତେ ପାଣ୍ଡ୍ୟା ଯୋଜନା , ସବୁ ବିଭାଗରେ କେବଳ ଲୁଟ୍ ଚାଲିଛି । ଜୟ ଜଗନ୍ନାଥ ।

    • @lipsa23
      @lipsa23 2 ปีที่แล้ว

      Right

  • @pintubag7477
    @pintubag7477 2 ปีที่แล้ว +2

    Thank you for Great leader pradeep majhi and other all ଏଇମାନେ ଆମ ଓଡ଼ିଶା ରେ ଭଲ କାମ କରିବେ

  • @binakanaik3123
    @binakanaik3123 2 ปีที่แล้ว +3

    Je ଏକ ହଜାର ଟଙ୍କା ଆଗ ନେବ all ନବରଙ୍ଗପୁର ସମାନ କଥା

  • @sambitmm7287
    @sambitmm7287 2 ปีที่แล้ว +7

    ନବୀନ ପଟ୍ଟନାୟକ କ'ଣ ପଢ଼ିଛନ୍ତି-------ଵି ଏ...BA

  • @bhimasenmunda3016
    @bhimasenmunda3016 2 ปีที่แล้ว +6

    He Kalia thakura tame hin Yan ku sadbudhi dia.nachet gariba nka abhisap durnitikor neta mananku dhulissat kari deba.jay jagannath.

  • @jagannathpanigrahi5931
    @jagannathpanigrahi5931 2 ปีที่แล้ว +6

    ଏସବୁ କିଛି ନାହିଁ ଦେଖେଇ ହେଉ
    ଉଛନ୍ତ ନେତା ସବ୍ଲ ସ୍ବତ୍ସ ଆଉ ଅଫିସର ଖାଉ। ବିଧାୟକ, ସାଂସଦ କରୁଥିଲେ କଣ?. ମୁଖିଆଙ୍କ କାମ କ'ଣ?.

  • @jnanranjandas8425
    @jnanranjandas8425 2 ปีที่แล้ว +13

    Thanks to pradeep majhi and others as result naveen babu be alloted and be dismissed those who are currpted about this issue.

  • @kamarajmallick4535
    @kamarajmallick4535 ปีที่แล้ว

    ସେଥିପାଇଁ sarakara paribartan kara ଏବେ BJD ରୁ BJP ku palei asa. ଧନ୍ୟବାଦ

  • @lokanathdas22
    @lokanathdas22 ปีที่แล้ว +1

    ଯେବେଠୁ ସରକାର 5T ଆରମ୍ଭ କଲେ । 5T ସଚିବ ପାଞ୍ଚଗୁଣା ଟଙ୍କା ଖାଇବାର ସୁଯୋଗ ପାଇଲେ । ସେ ହେଲେ 5T( ପାଞ୍ଚଗୁଣା ଟଙ୍କା ) ଖାଇବା ସଚିବ । ତାଙ୍କ ସଭାକୁ ନେତା ମନ୍ତ୍ରୀଙ୍କୁ ଯିବାକୁ ମନା ।

  • @bidhubhusansamantasinghar4792
    @bidhubhusansamantasinghar4792 2 ปีที่แล้ว

    ସଚୋଟ ନେତା ସର୍ବତ୍ର ପୂଜିତ, thanks

  • @puspa6904
    @puspa6904 2 ปีที่แล้ว +1

    ସବୁ ଗଞ୍ଜାମ MLA ଦୁର୍ନୀତି garasta

  • @puspa6904
    @puspa6904 2 ปีที่แล้ว +1

    ଓଡିଶା ବାସୀ ସୁଧୁରି ଜାୟ

  • @MrBarik-gd3ee
    @MrBarik-gd3ee 2 ปีที่แล้ว +2

    ଠିକ ଲୋକଙ୍କୁ ବାଛ

  • @ranjankumarprusti7950
    @ranjankumarprusti7950 ปีที่แล้ว

    ଏକଥା ଝାରସୁଗୁଡ଼ା ର ସାଧାରଣ ଭୋଟର୍ ଜାଣିଵା ଦରକାର। ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ରାଜନୀତି।

  • @rameshbarikikapileswarpur1247
    @rameshbarikikapileswarpur1247 2 ปีที่แล้ว +11

    Naveen hatao

  • @rameshnayak6188
    @rameshnayak6188 ปีที่แล้ว

    ଆଜ୍ଞା ମାଲକାନଗିରି କୋରାପୁଟ ବି ସେମିତି

  • @Mykrishna13222
    @Mykrishna13222 2 ปีที่แล้ว +7

    Chora chora ... Mausi pua bhai ..., Jilapala ..au bjd hand in gloves..

  • @sahusaroj8787
    @sahusaroj8787 2 ปีที่แล้ว +2

    Very nice ...bahut vala heichi nabin para

  • @sankarsangochhayat1765
    @sankarsangochhayat1765 2 ปีที่แล้ว +5

    BJD ro aha pharsh lokadekhania

  • @prasadmajhi5559
    @prasadmajhi5559 2 ปีที่แล้ว +1

    🌅 ଜୟ ଆଦିବାସୀ ଆବା ଜହରା 🗽

  • @sureshkumar5555
    @sureshkumar5555 2 ปีที่แล้ว +3

    5t. Govt

  • @sanjibdurga6085
    @sanjibdurga6085 2 ปีที่แล้ว +5

    Thank you to this real leader of state for this movement to eradicate such like this garbage policy and exploitation 🙏, this is first and best step to develop the state against own government 🙏

  • @kalia4402
    @kalia4402 2 ปีที่แล้ว

    ଯୋଉମାନେ ବିରୋଧ କରୁଛନ୍ତି, ସେ ବି ଖାଇଲା ଵାଲା, ବୋଧେ ଭାଗ ପଡିନି,ସେଇଠିପାଇଁ କିଳିବିଳଉ ଛନ୍ତି,

  • @prananathpati9976
    @prananathpati9976 2 ปีที่แล้ว +4

    ଗେଣ୍ଡା ପଲ ଖାଇଗଲେରେ ଓଡ଼ିଶାକୁ। ଓଡ଼ିଶା ବଞ୍ଚାଅ। ଶିଖଣ୍ଡି ହଟାଅ।

  • @pipunpal5931
    @pipunpal5931 2 ปีที่แล้ว +1

    ଏବେ କୁଆଡେ ଗଲେ ପ୍ରମିଳା ନାନୀ ଆଉ ଏସ୍ପିତା ଦିଦି ଦେଖନ୍ତୁ କଣ ହଉଚି

  • @kahnaicharanparida6441
    @kahnaicharanparida6441 2 ปีที่แล้ว

    କିଛି ଦିନପରେ ବାବୁମାନେ ଚୁପ ହୋଇଯିବେ

  • @shantununayak2918
    @shantununayak2918 2 ปีที่แล้ว

    Thank you Pradeep majhi

  • @SanatanchattarChattar
    @SanatanchattarChattar 8 หลายเดือนก่อน

    ନିରାଟ ସତ

  • @anantasahu7929
    @anantasahu7929 2 ปีที่แล้ว +10

    Naveen hatao odisha banchao

  • @kalandinayak463
    @kalandinayak463 2 ปีที่แล้ว +1

    . Satya mev Jayate.

  • @kick3834
    @kick3834 2 ปีที่แล้ว +5

    Pc odisha sara chaluchi, lakhe re 20k percentage, jee, bdo, block chairmam sabu govt staff aeithiru chalu, pc nadele bill nahi

  • @ratnakarmahanta3081
    @ratnakarmahanta3081 2 ปีที่แล้ว +1

    Sara Odisha re hoichi kintu muha khulunahanti

  • @biswaranjanparida297
    @biswaranjanparida297 ปีที่แล้ว

    ନବରଙ୍ଗପୁର ନୁହେଁ, ସାରା ଓଡ଼ିଶା ରେ ଏହି ଦୁର୍ନୀତି ହୋଇଛି।

  • @Sudhir2288
    @Sudhir2288 8 หลายเดือนก่อน

    Majhi Babu Very nice

  • @debasishmohapatra3444
    @debasishmohapatra3444 2 ปีที่แล้ว

    ସବୁ ରାଜନୀତି...

  • @ranjankumarprusti7950
    @ranjankumarprusti7950 ปีที่แล้ว

    ହନୁ ମଲାଵେଳେ ସତ କହିଲା,

  • @lipsa23
    @lipsa23 2 ปีที่แล้ว

    Thanks pradeep majhi ...... And others..... Tame mane hi neta heba pai jogya .... Gariba manaka pai bahut kam loka thanti..... Ajika date re sarapanta padabi paila pare... Sarapancha sadharana loka manaku akhi dekhaichi ....... Apana mane bahut bhala ..... Loka manaku help karuchanti .....god bless ....

  • @kalpatarudash2770
    @kalpatarudash2770 ปีที่แล้ว

    Etedina pare pradeep babunku dhanyabad. Sadak dalare Rahi sasaknku birodha.

  • @PiyushKumar-mq2mx
    @PiyushKumar-mq2mx 7 หลายเดือนก่อน

    ତମର, ବିଜେଡି, ଖାଇଛନ୍ତି

  • @bipinpaltasingh4885
    @bipinpaltasingh4885 2 ปีที่แล้ว +1

    Good news sir

  • @krushnagkb9521
    @krushnagkb9521 2 ปีที่แล้ว +1

    ଲାଜ ନାହିଁ ଶଳେ

  • @ajaybadjena6799
    @ajaybadjena6799 ปีที่แล้ว

    ସୁଲତା ଦେ କୂଆଡେ ଗଲୁ ,ନିଜର ଦଳ କିପରି ‌ପାଇଖାନ କାମରେ ଦୃର୍ନୀତ ହୋଇଅଛି,ପ୍ରତାପ ଜେନା‌‌ କୁଆଡେ‌ଗଲୁ କି

  • @sanjayabidika8085
    @sanjayabidika8085 2 ปีที่แล้ว

    Bjd.ର,ଏ ଯେଉଁ ମହାପ୍ରପଜାଲ,mahabharat.sunkuni.ଅଟେ,

  • @rameshchnaik9192
    @rameshchnaik9192 2 ปีที่แล้ว

    ଭଲ ଭଲ

  • @RabindraPatra-zb2es
    @RabindraPatra-zb2es 2 หลายเดือนก่อน

    Durgabhai congratulations

  • @ranjankumarprusti7950
    @ranjankumarprusti7950 ปีที่แล้ว

    ଏ ଭାଇ କ'ଣ ତମେ ଜାଣି ପାରୁନ ନା କ'ଣ ଦୁବାଇ ଯିବା ପାଇଁ କ'ଣ ତମ ବାପା ଦେଇଥାନ୍ତା ଟଙ୍କା, ତମେ କହିଲନି ତମ ଭାଗ ନେଇଯାଇ ଥାନ୍ତ ।

  • @SantoshMeher-v4h
    @SantoshMeher-v4h ปีที่แล้ว

    ଏମାନେ କିଛି ଟଙ୍କା ପାଇ ନଥିଲେ।

  • @s.b.gamerlovefromindia2541
    @s.b.gamerlovefromindia2541 ปีที่แล้ว

    ସେହୀ ଡରରେ ପ୍ରଦୀପୀ୍ ମାଝୀ ବୀଜେଡୀ କୁ ଜାଈଛୀ କୀ

  • @netranetra4111
    @netranetra4111 2 ปีที่แล้ว

    ତମକୁ ଲାଜ ଲାଗୁନି ବିଜେଡି ନେତା ମନ୍ତ୍ରୀ ମାନଙ୍କୁ

  • @chandikaprasadmohanty9313
    @chandikaprasadmohanty9313 2 ปีที่แล้ว +1

    Mantri Panchayatraj should resign.

  • @sudhakarnayak7517
    @sudhakarnayak7517 2 ปีที่แล้ว +2

    Bahuta bhala
    Maru BJD

  • @nikunapex8977
    @nikunapex8977 2 ปีที่แล้ว +1

    B J D khaichhi

  • @prabhatguin4478
    @prabhatguin4478 ปีที่แล้ว

    August news hundred percent truth news

  • @rabinrasahu8403
    @rabinrasahu8403 2 ปีที่แล้ว

    Police କୁ ଦେଖାଯାଉ ନାହିଁ କି କିଏ ବି ମାସ୍କ ପିନ୍ଧି ନାହାନ୍ତି

    • @anneytimenewscheck5536
      @anneytimenewscheck5536 2 ปีที่แล้ว +1

      ବିଜେଡି ବାଲାଙ୍କୁ କୋରନା ହେବନି ! ପୋଲିସ ଏକଥା ଆଗରୁ ଜାଣିଛି !

  • @DeepakKumar-mh2vu
    @DeepakKumar-mh2vu 2 ปีที่แล้ว

    Jay jaganath amiti agaku bjd phatijau

  • @dhananjayakhilar3888
    @dhananjayakhilar3888 ปีที่แล้ว

    Good Sarkaar

  • @sureshbiswal1554
    @sureshbiswal1554 2 ปีที่แล้ว

    ମାଝୀ ପାରିଲେ ବୁଝି

  • @ritanjalisamal8492
    @ritanjalisamal8492 2 ปีที่แล้ว +5

    Natak sabu

  • @interestingodisha4045
    @interestingodisha4045 2 ปีที่แล้ว +3

    Jadu Bansa lopa paithila tike matra bhula re..aau ethi ta hatya hatya o hatya karichalochanti ...emane adicjaldi dhwansa hebe ...

  • @niranjanpanda8574
    @niranjanpanda8574 2 ปีที่แล้ว

    CM should resign without delay.

  • @mrcsj1557
    @mrcsj1557 2 ปีที่แล้ว

    ରାଇଘର ବ୍ଲକ ରେ ତୁମ କୁ ପାଇଖାନା ଦୁର୍ନୀତି ଦେଖା ଯାଉଛି ଆଗ ଝରିଗାଁ ବ୍ଲକ ରେ ବି ଟିକେ ଦେଖ
    Vote ପାଇଁ ସବୁ ପାଲା ମାଡ଼ି ଚାଲ..

  • @rajeshbiswal6358
    @rajeshbiswal6358 2 ปีที่แล้ว +2

    BJD ra gote drama, e drama aau chaliba nahi 2024 re drama chhadijiba.

  • @AmiyaMallick-js7qy
    @AmiyaMallick-js7qy 7 หลายเดือนก่อน

    ମୋର ତିନୋଟି ପରିବାରକୁ ୩ଟି ଲାଟିନ ଆସିଥିଲା,ମୋର ନିଜ ଟଙ୍କାରେ ତିଆରି କଲି,ଚୋର ସରକାର ଟଙ୍କାଟିଏ ବିଲ କରି ଦେଲେ ନାହିଁ,ଯିଏ ଇଟା କାଦୁଅରେ କରି ଫୋଟ ଦେଖିଦେଇ ବିଲ କରିଦେଲ କେତେ ଜଣଙ୍କୁ ଡବଲ ଟଙ୍କା ଛାଡ଼ି ଦେଲା ମୁଁ ଭଲ କାମ କରିଦେଖେଇଲି ସିନା ପ୍ରକୃତରେ ଭଲଟା ଏ ସରକାର କୁ ଆଖିକୁ ଦିଶିଲା ନାହିଁ,କେବଳ ଖରାପ ଜିନିଷ କୁ ଚିହ୍ନି ଛନ୍ତି,ଭକୁଆ ସରକାର,

  • @savitasahoo7014
    @savitasahoo7014 2 ปีที่แล้ว

    Right

  • @HLSTATUSWORLD
    @HLSTATUSWORLD 2 ปีที่แล้ว

    Mo good Sarkar corruption is the Mott of govt Sabu mora Mo sarkar

  • @kamaleshmandal9567
    @kamaleshmandal9567 2 ปีที่แล้ว

    Right Sir

  • @nilakanthapradhan3816
    @nilakanthapradhan3816 2 ปีที่แล้ว

    Nice sir...

  • @prabhatguin4478
    @prabhatguin4478 ปีที่แล้ว

    August news welcome welcome welcome

  • @kamallochannayak9660
    @kamallochannayak9660 9 หลายเดือนก่อน

    Good

  • @DILLIPKUMAR0082
    @DILLIPKUMAR0082 2 ปีที่แล้ว +1

    AMA anchalare v heuchi

  • @abhilashchhatria7592
    @abhilashchhatria7592 2 ปีที่แล้ว

    Dhanyabad Pradip majhi bjd ku hata a

  • @bantybabafakir8890
    @bantybabafakir8890 2 ปีที่แล้ว +2

    Binas Bela BJD ra

  • @sanjibakumardash7246
    @sanjibakumardash7246 ปีที่แล้ว

    Pradip Majhi will bring disaster to his present party.

  • @manojakumarsahoo2180
    @manojakumarsahoo2180 2 ปีที่แล้ว

    ok good job

  • @subhransumaharana3691
    @subhransumaharana3691 2 ปีที่แล้ว

    ପ୍ରଦୀପ ମାଝୀ and Co
    ତୁମେ ଠିକ୍ କହୁଛ
    କାରଣ
    ତୁମେ ଠିକ୍ ସମୟରେ ତୁମର and Co
    ଆଉ କୋଉ ଦଳକୁ ଯିବାର ଅଛି କି ?
    ସମୟ ଆସିଗଲା

  • @User5-z6m
    @User5-z6m 8 หลายเดือนก่อน

    Bjd sarkar kali mo odisha mo school mo hospital mo bank mo bus mo gaon mo desha mo train mo trak mo market aahuri anek achhi saba sesare mo khola bag boli dekhei hauchhi

  • @a.r.sgamer4051
    @a.r.sgamer4051 2 ปีที่แล้ว +1

    ସବୁ ଟାଉଟର ଭୋଟର ଙ୍କୁ ଭକୁଆବନ

  • @dibyasinghamahapatro3994
    @dibyasinghamahapatro3994 2 ปีที่แล้ว

    Confusion

  • @pikunray4561
    @pikunray4561 2 ปีที่แล้ว

    Govt officernku bada aga

  • @bhagabanpradhanbhagabanpra5497
    @bhagabanpradhanbhagabanpra5497 2 ปีที่แล้ว

    I had paid 2000 as commission to Block Chairman

  • @smitadas9471
    @smitadas9471 2 ปีที่แล้ว

    Very good 👍

  • @sudhakarnayak7517
    @sudhakarnayak7517 2 ปีที่แล้ว +1

    Eha sabu mamita mehera case ra
    Phala

  • @sadboypapu3753
    @sadboypapu3753 2 ปีที่แล้ว

    BJD Hatao Odisha Banchao

  • @marutinayak3588
    @marutinayak3588 2 ปีที่แล้ว

    ଆଗ ଭୁଲିଯାଇ ଥିଲା ବିଜେଡି ସରକାର ଏବେ ମନେପଡିଲା କି

    • @anneytimenewscheck5536
      @anneytimenewscheck5536 2 ปีที่แล้ว

      ୟେ ଚାଲକୁ ତମେ ବୁଝିପାରିଲ ନାହିଁ କି ? ମାନେ
      ବିଜେଡି ଦୁର୍ନୀତି କୁ ଜମା ପ୍ରଶୟ ଦିଏ ନାହିଁ !ଓଡିଶା ରେ କୋଉଠି ଦୁର୍ନୀତି ନାହିଁ କେବଳ ମାଝୀ ବାବୁଙ୍କ ଏରିଆ ରେ ହୋଇଛି ! ବିଚରା
      ମାଝୀ ବୁଝି ପାରୁନି ପାଣ୍ଡିଆନ ଆଉ ପ୍ରଣବ ପ୍ରକାଶ ଦାସ ଙ୍କ ଚାଲକୁ ! ବାହାରି ଆସିଛି ଦୁର୍ନୀତି ସାଙ୍ଗରେ ଯୁଦ୍ଧ୍ୟ କରିବାକୁ ନିଜେ ମରିବ !😄😄😄😄😄😄😄😄😄😄😄😄😄

  • @prasantkumarsahoo1054
    @prasantkumarsahoo1054 2 ปีที่แล้ว

    Pratap jena,pratap dev,arun sahoo pari neta bjd ku sarbanash kari sarichanti

  • @bhubanpanka5984
    @bhubanpanka5984 2 ปีที่แล้ว

    Khuda jhai pradeep majhi

  • @prabhatguin4478
    @prabhatguin4478 ปีที่แล้ว

    August news current news

  • @gandharbbiswal6649
    @gandharbbiswal6649 ปีที่แล้ว

    ବିଲେଇ ଜଗିଛି ମାଛ ପୁଡ଼ିଆ