Mam 🙏 mam, apanank vdo samaj pain prerana. Mu apanank vdo ebe kichhi din hela dekhiba start karichhi. Jebe thu dekhuchi mate au kahar vdo dekhibaku ichha heuni. Mam apanaku mor gote request plz mam mate thik katha khibe. Mu bahut agaru Sai baba nk 9 gurubar brata karibaku manasik karithili. Kintu ebe ichha heuni.Karan mu mo nijaku mo Prabhu Jagannath nka charan re samarpita kari deichhi. Se mo bapa maa bhai sabu kichhi.Sethi pain mu chanhuni mo prabhu nk samnare Sai baba nk pooja karibaku.jadi brata na kare kichhi bhul heb ki mam plz kahibe🙏
Periods hele brata ra ape parana hoijaye karana au puja karajaye nahin.. Tathapi chari dina pare gadhoi sri hari bishnu nka uddesya re prarthana kari nirmalya tulasi grahana kari brata parana kari paribe
ଜୟ ଶ୍ରୀ ଜଗନ୍ନାଥ 🙏🏻ବହୁତ ଭଲ ଲାଗିଲା, ଆଜ୍ଞା ପୁଷ ମାସ କେବେ ସରିବ ଏବଂ କେତେ ତାରିଖ ଠାରୁ ଶୁଭ କାର୍ଯ୍ୟ କରାଯାଇପାରିବ, ଭଡା ଘର ପ୍ରବେଶ ତାରିଖ କେବେ ଜଣାଇବାର କୃପା କରିବେ ଆଜ୍ଞା 🙏🏻ଧନ୍ୟବାଦ 🙏🏻
ଧନ୍ୟବାଦ...ମକର ସଂକ୍ରାନ୍ତି (ଜାନୁଆରୀ ୧୪)ପରେ ଜାନୁଆରୀ ୨୦ ତାରିଖରୁ ଶୁଭ ତିଥି ରହିଛି ଗୃହ ପ୍ରବେଶ ପାଇଁ...
ଧନ୍ୟବାଦ...ମକର ସଂକ୍ରାନ୍ତି (ଜାନୁଆରୀ ୧୪)ପରେ ଜାନୁଆରୀ ୨୦ ତାରିଖରୁ ଶୁଭ ତିଥି ରହିଛି ଗୃହ ପ୍ରବେଶ ପାଇଁ...
@SwagatikaPani ଧନ୍ୟବାଦ ଆଜ୍ଞା 🙏🏻❤🙏🏻
🙏🙏🙏🙏bohut hii sundar bhabe explain kale mam 🙏🙏
ଧନ୍ୟବାଦ
Jay Jagannath Mam,🙏🏻🙏🏻🙏🏻🙏🏻
Apana nka sabda sanjojana bahut sundar.❤❤❤
ଧନ୍ୟବାଦ 👍
Beautiful topic mam💐
ଧନ୍ୟବାଦ
🙏
Mam, Jou 2 ti thali re bhoga dia jauchhi se thali 2 ti ku phula re Pani chhadei le,hebani
କରିପାରିବେ
ଦିଦି ମୋ ଶାଶୁଘରେ ଶାମ୍ବ ଦଶମୀ ପୂଜା ନାହିଁ । ମୁଁ କରିପାରିବି କି ଟିକେ କୁହନ୍ତୁ।
ନାଁ ଯଦି କରିବେ, ବ୍ରାହ୍ମଣଙ୍କୁ ଡାକି କୁଳ ଗୋତ୍ର ଶୁଦ୍ଧି ହୋମ ପୂଜା କରି ନୂଆ କରି ଆରମ୍ଭ କରିପାରିବେ
Mam 🙏 mam, apanank vdo samaj pain prerana. Mu apanank vdo ebe kichhi din hela dekhiba start karichhi. Jebe thu dekhuchi mate au kahar vdo dekhibaku ichha heuni. Mam apanaku mor gote request plz mam mate thik katha khibe. Mu bahut agaru Sai baba nk 9 gurubar brata karibaku manasik karithili. Kintu ebe ichha heuni.Karan mu mo nijaku mo Prabhu Jagannath nka charan re samarpita kari deichhi. Se mo bapa maa bhai sabu kichhi.Sethi pain mu chanhuni mo prabhu nk samnare Sai baba nk pooja karibaku.jadi brata na kare kichhi bhul heb ki mam plz kahibe🙏
ଯିଏ ମହାପ୍ରଭୁଙ୍କୁ ନିଜର ଭାବି ତାଙ୍କ ଶରଣରେ ପଶେ, ସିଏ ଉଚିତ ମାର୍ଗ ଦେଖାଇଥାନ୍ତି... ତେଣୁ ସେହି କାର୍ଯ୍ୟ କରିବା ପାଇଁ ଆପଣଙ୍କ ଅନ୍ତଃକରଣରେ ପ୍ରେରଣା ଆସୁନାହିଁ...ବିଳମ୍ବରେ ହେଲେ ମଧ୍ୟ ବୁଝିପାରିଛନ୍ତି, ତାହା ହିଁ ଯଥେଷ୍ଟ... ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଇଷ୍ଟ ଦେବତା ରୂପେ ଗ୍ରହଣ କରନ୍ତୁ.. ଆଉ ଯାହାଙ୍କ ବ୍ରତ ରଖିବା ପାଇଁ ଭାବୁଥିଲେ ତାଙ୍କ ପରି ରକ୍ତ ମାଂସ ଶରୀରଧାରୀ ଅନେକ ଗୁରୁ ବାବା ଅଛନ୍ତି, ତାଙ୍କ ପାଇଁ କେଉଁ ବ୍ରତ ? ଆମ ଶାସ୍ତ୍ରୀୟ ଧାରାରେ ଏହା ନିଷିଦ୍ଧ... ତେଣୁ ମହାପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ ସିଏ ଆପଣଙ୍କୁ ଉଚିତ ମାର୍ଗ ଦେଖାଇଛନ୍ତି
Thank u mam🙏
Sri Chaitanya nku ame bhagban manipariba ki tanku mahaprabhu kahinki kuhajaichi se ta rakta Mansa sarirare janma hoithile
ବୈଷ୍ଣବ ସମ୍ପ୍ରଦାୟରେ ଶ୍ରୀଚୈତନ୍ୟଙ୍କୁ "ମହାପ୍ରଭୁ" କହିବାର ପରମ୍ପରା ପ୍ରଥମେ ଆରମ୍ଭ ହୋଇଛି, ଯାହା ଠିକ ନୁହେଁ କାରଣ ସେ ମହାପ୍ରଭୁ ନୁହଁନ୍ତି... ଆମର ମହାପ୍ରଭୁ କେବଳ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଶ୍ରୀଲିଙ୍ଗରାଜ ମହାପ୍ରଭୁ 🙏ତେବେ ଶ୍ରୀଚୈତନ୍ୟ ଯେହେତୁ ଜଣେ ଅନନ୍ୟ କୃଷ୍ଣଭକ୍ତ ଥିଲେ, ତାଙ୍କୁ ସମ୍ମାନ ଜଣାଇ ବୈଷ୍ଣବମାନେ ତାଙ୍କୁ ତାଙ୍କର ଇଷ୍ଟ ଭାବେ ଗ୍ରହଣ କରି ମହାପ୍ରଭୁ ବୋଲି କହୁଛନ୍ତି ଆଉ ସେଇ ପରମ୍ପରା ଆଜି ଯାଏଁ ଯେଉଁମାନେ ଏହି କଥାକୁ ଜାଣିନାହାଁନ୍ତି ପ୍ରଚାର କରିଚାଲିଛନ୍ତି... ପ୍ରକୃତରେ ସିଏ ରକ୍ତ ମାଂସ ଶରୀର ଧାରୀ ଜଣେ ମଣିଷ ଓ ମହାପ୍ରଭୁଙ୍କର ଜଣେ ବିଦଗ୍ଧ ଭକ୍ତ ମାତ୍ର, ପଞ୍ଚସଖାଙ୍କ ପରି... ଏହା ହିଁ ସତ୍ୟ 👍
Shuda sa brat a Ganthi ra nama kana kana didi Please kahibe
E samparkare Video Upload heuchi.
ଦିଦି ଧନ୍ୟବାଦ link ଦିଅନ୍ତୁ
Mam🙏mam, periods re Ekadasi o paran kemiti kariba kahibe plz
Periods hele brata ra ape parana hoijaye karana au puja karajaye nahin.. Tathapi chari dina pare gadhoi sri hari bishnu nka uddesya re prarthana kari nirmalya tulasi grahana kari brata parana kari paribe
Thank u mam🙏
Madame yeha nihati
bastaba katha
Semane gyanaguru hoiparanti
Matra semane ista hoiparibe nahi
Sehi guru kahinahanti je tanku nei swartaparataku apaneineba uchit nuhe yeha aparadh matra
ନିଶ୍ଚିତ ରୂପେ.. ଏହା ହିଁ ସତ୍ୟ ମାତ୍ର ଅନେକ ଜାଗାରେ ସେହି କିଛି ଗୁରୁ ବି ନିଜ ଅନୁଗାମୀ ଶିଷ୍ୟଙ୍କ ଦ୍ୱାରା ଏସବୁ କରାଉଛନ୍ତି ଯାହା ଲୋକେ ସଚେତନ ହେଲେ ହିଁ ବୁଝିପାରିବେ... ଧନ୍ୟବାଦ