ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Aji Guru Madhulita Mahapatra nku dekhi ascharya chakit.Ati saralal sada sidha madam.Bahu dinara asha puran hoigala.Eapari simple .....Jay Jagannatha.
Breathtakingly beautiful ❤
Thank you
Total computraition dance.Muskil programs......Jay Jagannatha.
this is brilliant...pure joy
Guru Madhulita madam and her disciple Debarati Madam, done ki liye mera Holi ki dher sari subh kamana.
ଆଜି ପର୍ୟନ୍ତ୍ ଏ ପ୍ରୋଗ୍ରାମ କାହିଁକି ଦେଖାଉ ନା ଥିଲେ।ମନ ଆପଣ ଛାୟେନ୍ ଟାନି ହୋଇ ଚାଲି ଯାଉଛି।vocal sir ନକର ଯେଉଁ ନିର୍ଦ୍ଦେଶନା ଓଟ ସାଙ୍ଗକୁ ମର୍ଡାଲ ବାଦନ ଭୋକ ଶୋଷ ଭୁଲି ଯିବେ।ସବୁବେଳେ ଉଜ୍ବଳ ମୟ ଭବିଷ୍ୟତ କୁ ଧ୍ୟାନ ଦେବାକୁ ଅନୁରୋଧ।।।।।।ଜୟ ଜଗନ୍ନାଥ।
ଗୁରୁ madhulita madam ଜଣେ ଅତି ଉଚ୍ଚକୋଟୀର ଗୁରୁ,ମୁଁ ନୃତ୍ୟ ପ୍ରଦର୍ଶନ ରୁ ଜାଣି ଗଲି।କାରଣ ସେ ତାଙ୍କ ଅଭିନୟ କରିବା ସଙ୍ଗେ ସଙ୍ଗେ ଅନ୍ୟ ଜଣଙ୍କୁ ବହୁତ୍ ଅନୁକରଣ କରୁଛନ୍ତି।ସେ କଥା ଏଠାରେ ଲକ୍ଷ କର ଯାଇପାରେ।ଜୟ ଜଗନ୍ନାଥ।
ସମ୍ପୂର୍ଣ ଉତ୍କଳୀୟ କଳାରେ ପରିପୂର୍ଣ୍ଣ ଓଡ଼ିଶୀ ନୃତ୍ୟ ଅତ୍ୟନ୍ତ ମନମୁଗ୍ଧକର ଓ ମନଲୋଭା। ଯେତେ ପ୍ରଶଂସା କଲେ ମଧ୍ୟ ଆହୁରି ବାକି ରହି ଯିବ।ପୁଣି ଆରଥରକୁ।ଜୟ ଜଗନ୍ନାଥ,ଯେପରି ମୋଲେଖାର କୌଣସି ଭୁଲ ନହେଉ।ଆଜି ଏତିକି।ଉଭୟଙ୍କୁ ମୋର ଅନେକ ଶୁଭେଚ୍ଛା।
ସବୁ ସ୍ଥାନରେ ଗୁରୁଜୀ ଙ୍କର ସ୍ଵତନ୍ତ୍ର ପରିଚୟ ଅଛି।ଏଠାରେ ଠିକ୍ ସେହିଭଳି।ଦେଖନ୍ତୁ କିପରି ସ୍ୱର୍ଗୀୟ ଅଭିନୟ।ଗୁରୁ ଯେପରି ତାଙ୍କ disciplay ମଧ୍ୟ ସମାନ ଧରଣର।।।।।।ଜୟ ଜଗନ୍ନାଥ।
ଗୁରୁ madhulita madam ଆପଣ ନୃତ୍ୟ ମାଧ୍ୟମରେ ଦର୍ଶକ ମାନଙ୍କୁ କିଛି ଗୋଟାଏ ଅକୁହା କଥା କହିବାକୁ ଚାହାନ୍ତି, ତାହା ମୋତେ ଜଣା ଅଛି।କିନ୍ତୁ ପ୍ରକାଶ କରି ପାରିବି ନାହିଁ।।।।।ଜୟ ଜଗନ୍ନାଥ ଆପଣଙ୍କ ଜୟ ଯାତ୍ରା ଜାରି ରହୁ ଏହାହିଁ ମୋର ଠାକୁରଙ୍କ ପାଖରେ ପ୍ରାର୍ଥନା।
ଏହା କୌଣସି ମନୁଷ୍ୟ କୃତ ନୃତ୍ୟ ପରିବେଷଣ ନୁହେଁ।ଦେବ ଲୋକରେ ଏଭଳି ନୃତ୍ୟ ଦେଖିବାକୁ ମିଳେ।ଅତ୍ୟନ୍ତ ଉଚ୍ଚକୋଟୀର ନୃତ୍ୟ।କେହି ଜଣେ ପ୍ରଶ୍ନ ପଚାରିବେ, ଦେବ ଲୋକ କଥା ତୁମେ କିପରି ଜାଣି ଗଲ,ଉତ୍ତର ବହୁ ଚଳଚ୍ଚିତ୍ର ମାଧ୍ୟମରେ।।।।ଜୟ ଜଗନ୍ନାଥ ସେହି ପରି ଚାଲୁ ରହି ଥାଉ।
ବର୍ତମାନ ମୋ mobile ର କେନ୍ଦ୍ର ବିନ୍ଦୁ ଗୁରୁ Smt.ମଧୁଲିତା ମହାପାତ୍ର ଆଉ ତାଙ୍କ disciply ।
Guru Madhulita, apanka sahit apanka disciply jeun dance karuchhanti,taha uparu Debata mane madhya nirikshan karuchhanti.Khali jaha Pushpa brusty Kariba baki achhi.Mun apanku sarba shresthha Guru boli mani sarichhi...Jay Jagannatha.
Madam apnar academy kothay?
Amar Guru Bangalore based. Apni amake mail korte paren debarati89.datta@gmail.com. Ami apnake detail e respond korbo.
Om Hling Bagalamukhi sarba dustanang bachang mukhang stambay jihwa kilay kilay budhing nashang Om Hling phat swaha.
Madam ଆପଣଙ୍କ ଏ ଅତି ମନଲୋଭା ଡାନ୍ସ ପ୍ରୋଗ୍ରାମ ଦେଖି ଦର୍ଶକ ମାନେ କିପରି ଅନୁଭବ କରୁଥିବେ, ମୁଁ ତାହା ଠିକ୍ ଅନୁମାନ କରିପାରୁଛି।ମୋର ଦୁର୍ଭାଗ୍ୟ ଏହି ପ୍ରୋଗ୍ରାମ ସ୍ବଚକ୍ଷୁରେ ଦେଖି ପାରିନାହିଁ।କିନ୍ତୁ ବର୍ତ୍ତମାନ ।।।।।।ଜୟ ଜଗନ୍ନାଥ।