ରାଣ୍ଡି ପୁଅ ଅନନ୍ତା କେ ନେଇ ଘିଚା ଟନା ଇ ଉପରେ ମତ ରଖିଲେ ପଦ୍ମଶ୍ରୀ ହଳଧର ନାଗ

แชร์
ฝัง
  • เผยแพร่เมื่อ 11 ม.ค. 2025

ความคิดเห็น • 857

  • @KoshalGaonKhabar
    @KoshalGaonKhabar หลายเดือนก่อน +243

    ହଲଧର୍ ନାଗ ଦଦା ଜୁହାର୍ ଜୟ 🙏🚩👍

    • @manoj-jb5lk
      @manoj-jb5lk หลายเดือนก่อน +3

      Mu banda weastren odisha
      Magiha paschim odisha re 98% tukel ( jhia)mane sabu dari ( besya Dhanda wali)
      Balangir patna garh meher pada Daya nidhi Meher daughter supriti meher gote dhanda wali bessya dari
      Supriti meher 20 husband ko nei khela karuchi Paisa lage

    • @PitambarKumbhar-qm1pe
      @PitambarKumbhar-qm1pe หลายเดือนก่อน

      Gute rendi lagi sabu rendi hele ke 😡 je kahuchu

    • @KoshalGaonKhabar
      @KoshalGaonKhabar หลายเดือนก่อน +9

      @@manoj-jb5lk ମାଲିସାହି ର୍ ଜାରଜ୍ ସନ୍ତାନ୍ ମାନେ ହୀନ୍ ବିଆ ଖିଆ ଲୋକ ତୁମେ କାଣା ଜାନରେ କନିଏ ପୁହେ

    • @santoshsuna5558
      @santoshsuna5558 หลายเดือนก่อน +2

      Right bhai ​@@KoshalGaonKhabar

    • @Basudev-t1i
      @Basudev-t1i หลายเดือนก่อน

      ​​@@manoj-jb5lkMali sahira randi pua ananta @manoj-jb5lk😂

  • @Durbadal_official
    @Durbadal_official หลายเดือนก่อน +302

    ହଲଧର ନାଗ ଆମର୍ ଲାଗି ମହାନ୍ ଆଏ
    ଜୟ ମା ସମଲେଇ
    ଜୟ କୋଶଳ

    • @humdevdutt2801
      @humdevdutt2801 หลายเดือนก่อน +10

      Bhai mor samiya, ତମେ first ହଳଧର nag କେ ଇ ବିବାଦ ଥି ନାଇ anbar କଥା, ତମେ trp ଲାଗି ଲୋକମାନଙ୍କର ଇଯତ ପ୍ରତି ନାଇ ଖେଳ, ଯଦି ହଳଧର ସିର k ଇ ବୟାନ ଲାଗି କିଏ କିଛି କହିଦେଲେ ହଳଧର nag ର ବା ପଦ୍ମଶ୍ରୀ ପୁରସ୍କାର ର ଅସମ୍ମାନ ହେବା,

    • @rakeshbagha-xv7zf
      @rakeshbagha-xv7zf หลายเดือนก่อน

      Sat katha ​@@humdevdutt2801

    • @Travelwithuttam-hz6zl
      @Travelwithuttam-hz6zl หลายเดือนก่อน

      Hae ho agia jetebele balia baba bibadiya bayan desi au bahut midia mane prachar karuthisan sete bele kena suithisa tame ho​@@humdevdutt2801

    • @PrasnnaSingh
      @PrasnnaSingh หลายเดือนก่อน

      ​@@humdevdutt2801thik katha.

    • @Sahityapanda
      @Sahityapanda หลายเดือนก่อน

      ତୋର୍ ବୁଆର୍ ବାଲ୍

  • @prakashchandrapradhan6305
    @prakashchandrapradhan6305 หลายเดือนก่อน +107

    ଆରେ ଭାଇ ଏଇଟା ଫକୀରମୋହନଙ୍କ ଗୋଟେ ଗପର ନାମ.. ସବୁ ରାଜନୀତି

    • @gudugarcia1852
      @gudugarcia1852 หลายเดือนก่อน +11

      Bashhh..bash...thk kahicha bhaii...maghya mane rajaneeti chaleichnti...ctckia sambalpuria Kari Kari manoj mishra election harigala....Hele bhi Tara guna jauni

    • @jitendrasha3096
      @jitendrasha3096 หลายเดือนก่อน

      Thik bhai ​@@gudugarcia1852

  • @myselflulu742
    @myselflulu742 หลายเดือนก่อน +58

    ରାଣ୍ଡିପୁଅ ଅନନ୍ତା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଏକ ଅନନ୍ୟ ଅବଦାନ ଆମ ଭାଷା ପାଇଁ। ଯିଏ ଓଡ଼ିଆ ଭାଷାର ସେନାପତି ରୁପରେ ନିରବିଚ୍ଛିନ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ଶବ୍ଦ ଉପରେ ବିଶ୍ଳେଷଣ କରିବା ପୂର୍ବରୁ ଅନେକ ପରିଶିଳନ କରିବା କଥା। ମନହୁଏ ଏହା ଏକ ପାଖିଆ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ।

  • @AMAODISHAAMASAHITYA
    @AMAODISHAAMASAHITYA หลายเดือนก่อน +10

    ଫକୀର ମୋହନ ସେନାପତି ଙ୍କ ଯୋଗ୍ୟ କେହିନାହାନ୍ତି
    ରାଣ୍ଡି ପୁଅ ଅନତା ବହୁତ ସୁନ୍ଦର ଗଳ୍ପ
    ବହୁତ ଭଲ
    ଆମେ ସମସ୍ତେ ଓଡ଼ିଶା ବାସି 🙏🙏

  • @SuryaP489
    @SuryaP489 หลายเดือนก่อน +34

    ପଦ୍ମଶ୍ରୀ ଭୂଷିତ ହୋଇ ଏପରି କହିବା ନିଜକୁ ନିନ୍ଦା ।

  • @samaruhernna4118
    @samaruhernna4118 หลายเดือนก่อน +62

    ହଲଧର ଆଜ୍ଞା କେ ଜୁହାର ଜଗନ୍ନାଥ ଭଗବାନ ତମକୁ ଭଳି ସେ ରଖିଥାଉ ଜୟ ଜଗନ୍ନାଥ

  • @swapnilraja1409
    @swapnilraja1409 หลายเดือนก่อน +6

    ଭାଷା ଭାଷା ଭିତରେ ମତଭେଦ କିଛି ନାଇନ🙏🙏🙏ମଣିଷ ମଣିଷ କେ ଚିହ୍ନବାରେ ଅଛେ ❤❤❤ଜୟ ମା ସମଲେଇ

  • @sunilkumarpattnayak4340
    @sunilkumarpattnayak4340 หลายเดือนก่อน +17

    ମହାନ୍ କବି ଗଙ୍ଗାଧର ମେହେର ବୋଧେ ବୋକା ଥିଲେ ଓଡ଼ିଆ ଭାଷାରେ ରଚନା କରୁଥିଲେ। ଠିକ୍ ଅଛି ହଳଧର ନାଗ୍ ମହାଶୟ ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର କରନ୍ତୁ। କିନ୍ତୁ ଯୋଉ ଭାଷା ଓଡ଼ିଶାର ମାନ ତଥା ରାଷ୍ଟ୍ରର ଶାସ୍ତ୍ରୀୟ ମାନ୍ୟତା ପାଇଛି, ତାକୁ ନିନ୍ଦା କରିବା କୋଉ ପ୍ରକାର ଜ୍ଞାନ?

  • @Arrsoubhagya
    @Arrsoubhagya หลายเดือนก่อน +131

    ପଦ୍ମଶ୍ରୀ ପାଇଥିବା ଶ୍ରେଷ୍ଠ ବ୍ୟକ୍ତି ଆପଣ କିନ୍ତୁ ଓଡ଼ିଆ କୁ ସମ୍ବଲପୁରୀ ସହିତ ତୁଳନା କରି ଓଡ଼ିଆ କୁ ତାଛଲ୍ୟ କହୁଛନ୍ତି ଆପଣ ବୋଧେ ଜାଣି ନାହାନ୍ତି ଓଡ଼ିଆ ଗୋଟେ classical language ସମ୍ବଲପୁରୀ ନୁହେଁ , ଆପଣଙ୍କର ନିଜ ମାତୃଭାଷା ପ୍ରତି ଦୁର୍ବଳତା ରହିବା ସ୍ଵାଭାବିକ ମାତ୍ର ରାଜ୍ୟର ଭାଷା ଓଡ଼ିଆ ପ୍ରତି ଏତେ ବିତୃଷ୍ନା ନିନ୍ଦନୀୟ, ଜଣେ ସାଧାରଣ ବ୍ୟକ୍ତି e ମନ୍ତବ୍ୟ ଦେଇ ଥିଲେ ମୁ comment ଦେଇନଥାନ୍ତି କିନ୍ତୁ ଆପଣ ତ ପଦ୍ମଶ୍ରୀ 🎉

    • @sawanbebarta2704
      @sawanbebarta2704 หลายเดือนก่อน +4

      Odia bangla bhasa 😂

    • @happyd6145
      @happyd6145 หลายเดือนก่อน +22

      ​@@sawanbebarta2704 Sambalpuri chhatisgarhi bhasa 😂😂😂😂

    • @sawanbebarta2704
      @sawanbebarta2704 หลายเดือนก่อน

      @@happyd6145 sambalpuri kosli bhasa cg to kuch saal hua bana hai

    • @happyd6145
      @happyd6145 หลายเดือนก่อน +12

      ​@@sawanbebarta2704kosli nuha Kosala saga😂😂😂....Odisha loka Odia kahiba... Karnataka loka Kannada kahiba sarila katha !

    • @happyd6145
      @happyd6145 หลายเดือนก่อน

      @@sawanbebarta2704 kosali na mo bala

  • @subhendudash1991
    @subhendudash1991 หลายเดือนก่อน +17

    I salute Ganga Dhar Mehera. He can do same work, what Haldhar Nag is doing, but he gave many master pieces in odia literature and United our state. No sambalpuri No Kataki. Are simple katha 50 km re katha kahiba ra style tike alaga, kintu analysis kale sabu ta odia. Jemti Baripada baleswar re gote style ra katha kuha, badhark re gote, berahmpore re gote, cuttack re gote, puri re gote, semti sambalpur bargada, jharsugada gote gote jhunka odia bhasa ra, but overall sabu ta Odia😊

    • @aryasiddharth7659
      @aryasiddharth7659 หลายเดือนก่อน

      ଭାଷାକୁ ନେଇ ମୋ ଭଳି ଚିନ୍ତାଧାରା ଆପଣଙ୍କର❤🙏

  • @malayaranjansahoo2294
    @malayaranjansahoo2294 หลายเดือนก่อน +22

    ମାଙ୍କଡ ହାତେ ଶାଳଗ୍ରାମ।

  • @XYZ-jn4mz
    @XYZ-jn4mz หลายเดือนก่อน

    Odia sabuthu badhia......jai jagannath....bande utkala janani....

  • @khusirajalaxmidiptiexpress5041
    @khusirajalaxmidiptiexpress5041 หลายเดือนก่อน +17

    ପୁରା ରାଜ୍ୟର ଭାଷାକୁ ବିଚାର ନେଲେ ନାହିଁ ଖାଲି ସମ୍ବଲପୁରୀ ଭାଷା ପ୍ରତି ସମ୍ନାନ ରହିବା କାହାର କାମ ନାହିଁ କିନ୍ତୁ ସବୁ କ୍ଷେତ୍ରରେ କିଛି ଲୋକଙ୍କ ପାଇଁ ସମ୍ବଲପୁରୀ କଟକିଆ ଏମିତି ବିବାଦୀୟ ରହିବା କେତେ ଦୂର ଠିକ, ରାଜ୍ୟ ହିତ ପାଇଁ ଯେତିକି ଚିନ୍ତା ନାହିଁ ମୋର ତୋର ବିଚାର କଲେ ବହୁତ ହେବ, ପ୍ରକୁତରେ କିଛି ସମାଜ ପ୍ରତିଷ୍ଠିତ ବେକ୍ତି ନିଜର ଗର୍ବ ପାଇଁ ଖଣ୍ଡ ବିଖଣ୍ଡିତ ବକ୍ତବ୍ୟ ଦେଇ ରାଜନୀତି କରଣ କରିବାକୁ ଚେଷ୍ଟା କରୁଛନ୍ତି ଯାହା ଜଣା ପଡୁଛି ଅନୁମାନ.....
    ଜୟ ଶ୍ରୀଜଗନ୍ନାଥ 🚩ଜୟ ମା ସମଲେଶ୍ୱରୀ🚩

  • @Babu9181.
    @Babu9181. หลายเดือนก่อน +62

    ଦାଦା 🙏❤️🙏
    ସୋହେଲା କେ ଯେଭେ ବି ଆସବ୍ ଟିକେ, ପୋଷ୍ଟ ଟେ ଛାଡବ ଦାଦା 🙏❤️🙏
    ମୋର୍ ସମିୟା କେ ଟିକେ ପାଖୁ ଦେଖବାର୍ ଅଛେ।

  • @srikant5862
    @srikant5862 หลายเดือนก่อน +5

    ସବୁ କଥା ରେ ରାଜନୀତି ନାଇ କର । ଫକୀର ମୋହନଙ୍କ କାଳଜୟୀ ରଚନା ଆୟେ ରାଣ୍ଡି ପୁଅ ଅନନ୍ତା ।

  • @Top_status_video_Amg
    @Top_status_video_Amg หลายเดือนก่อน +27

    ହଳଧର ନାଗ କି ଜୟ ହଉ

  • @sibunaik5851
    @sibunaik5851 หลายเดือนก่อน

    Kichi kharap nuhe jiajemiti bhabiba tapaisemitiheba jay Jagannath🙏🙏🙏

  • @PRAKASHBROTHER-gy3rm
    @PRAKASHBROTHER-gy3rm หลายเดือนก่อน +17

    Thanks For Mor Samiya

  • @er.sidharthdas2928
    @er.sidharthdas2928 หลายเดือนก่อน +16

    ସମ୍ବଲପୁରୀ ଗୋଟେ ଉପଭାଷା ଓଡିଆ ଭାଷା ସାହିତ୍ୟ କୁ ଛୋଟ କହିବା କମ୍ କହିବା ଭୁଲ୍ କଥା
    ଓଡ଼ିଆ ଭାଷା ମା ହେଲେ ସମ୍ବଲପୁରୀ ତା ପୁଅ ଏହି ପରି ନିଚ ବୁଦ୍ଧିମତା ରଖି କଥା ବାର୍ତ୍ତା କରି ବା ଭୁଲ୍
    ଓଡ଼ିଆ ଭାଷା ରୁ ସମ୍ବଲପୁରୀ ର ସୃଷ୍ଟି ସମସ୍ତେ ସବୁ ବେଳେ ମାନେ ରଖିବା ଦରକାର ।

    • @jaganmohanz
      @jaganmohanz หลายเดือนก่อน +1

      He is a devider।

    • @ସାଧନା2729
      @ସାଧନା2729 หลายเดือนก่อน +1

      ଆପଣଙ୍କ କଥା ସମ୍ପୂର୍ଣ ଭାବେ ଠିକ୍।
      ସମଲ୍ପୁରି ଭାଷା ଓଡ଼ିଆ ଭାଷାର ଗୋଟେ ଅଙ୍ଗ।
      ତେଣୁ ଏହିପରି ବାଦ କରିବା ଠିକ୍ ନୁହେଁ।

    • @GodFather-s8j
      @GodFather-s8j หลายเดือนก่อน

      @@er.sidharthdas2928 odia bhasa Bengali bhasa ra gote Anga 🤣🤣 bhasa nuhe 🤣🤣🤣 e ti pher kete katkie kar gandi chiyeba ✅

  • @anandasahu472
    @anandasahu472 หลายเดือนก่อน +45

    ଜୟ କୋଶଳ 🚩 ଜୟ ମାଁ ସମଲେଇ 🙏

    • @happyd6145
      @happyd6145 หลายเดือนก่อน +3

      Jay Kosala saga😂😂😂😂

    • @sandeepdehury1236
      @sandeepdehury1236 หลายเดือนก่อน

      ​@@happyd6145jai udia pudia chutkala utpela😂😅

    • @classicviral2474
      @classicviral2474 หลายเดือนก่อน +2

      @@happyd6145 to maa utkal bia Banda khao 😁👊

    • @happyd6145
      @happyd6145 หลายเดือนก่อน

      @@classicviral2474 toh mai aau maiipo kosali biia k katki baand😂😂😂

    • @classicviral2474
      @classicviral2474 หลายเดือนก่อน +1

      @@happyd6145 Abe katkia chhaka Tate to utkal Banda mane pelanti na chhaka magiha katkia Tate au to maa bhauni bia peli Deni re chhaka sala bengali pasu 😁🤣

  • @nrupamajhi9654
    @nrupamajhi9654 หลายเดือนก่อน +68

    ହଳଧର ଆଜ୍ଞା ଠିକ କଥା କହିଛନ l

  • @subrat7828
    @subrat7828 หลายเดือนก่อน +16

    OK 🆗
    Mor samiya🎙️ Zindabad

  • @bikramsandha8038
    @bikramsandha8038 หลายเดือนก่อน +6

    ଯୋଗ୍ୟତା ଥିବା ଲୋକଙ୍କୁ ପଦ୍ମଶ୍ରୀ ଦେବା କଥା। ରାଜନୀତି ପାଇଁ ଯାହାକୁ ନାହିଁ ତାକୁ ଦେଇଦେଲେ ହବନି।

    • @prakashrana5885
      @prakashrana5885 หลายเดือนก่อน

      Tui politics kri kina award te aani dekh.kene pau chhu baile

    • @bikramsandha8038
      @bikramsandha8038 หลายเดือนก่อน

      ଘରର ମୂରବୀ କେବେ ନାଇଁ କହେ ବଡ଼ ପୁଅ ମୋର ସାନ ପୁଅ ତୋର । ଘରର ମୂରବୀ ସମସ୍ତଙ୍କୁ ସମାନ ନଜରରେ ଦେଖେ। ନାଗ ଆଜ୍ଞା ଖାଲି ପଶ୍ଚିମ ଓଡ଼ିଶାର ନୁହେଁ ସେ ସମଗ୍ର ଓଡ଼ିଶାର। ବକ୍ତବ୍ୟ ଟା ସେଇଭଳି ଦେବା ଦରକାର।

  • @Makeforself
    @Makeforself หลายเดือนก่อน +56

    ହଳଧର ଆଜ୍ଞା ସମ୍ବଲପୁରୀ ଭାଷା ର ଗୋଟେ ଆଇକନ୍ ଆଇ। ଓଡ଼ିଆ ଭାଷା ଆଉ ସମ୍ବଲପୁରୀ ଭାଷା ଭିତରେ ଫରକ୍ କାଣା ଯେ ଫଟିକ୍ ଜଣା ପଡୁଛେ।

    • @ranjankumarmallick1157
      @ranjankumarmallick1157 หลายเดือนก่อน

      @@Makeforself ସମ୍ବଲପୁରୀ ନାଇଁ ସେଇଟା କୋଶଳୀ ଭାଷା 🤣🤣

    • @Basudev-t1i
      @Basudev-t1i หลายเดือนก่อน +1

      ​​@@ranjankumarmallick1157sambalpuri au Koshli same jemiti India/ bharata

    • @ranjankumarmallick1157
      @ranjankumarmallick1157 หลายเดือนก่อน +2

      @Basudev-t1i ଆରେ ଭାଇ ଭାଷା କଥା ପଡ଼ିଛି ଦେଶ କି ରାଜ୍ୟ ନାମ କହୁନି... ଯେମିତି ଗୋଟେ ହିନ୍ଦୀ, ପଞ୍ଜାବୀ, ଓଡ଼ିଆ, ବଙ୍ଗାଳୀ.... ସେମିତି ତୁମର ସେଇଟା କୋଶଳୀ ନା ସମ୍ବଲପୁରୀ?? ତମେ sambalpur କୁ ଗଲେ କୋଶଳୀ ଭାଷା କହିଲେ ଗୋଡେଇ ପିଟିବେ ସେଠାକାର ଲୋକ କାରଣ ତୁମେ ମାନେ ଆମ ସମ୍ବଲପୁରୀ ଭାଷା କୁ କୋସଲି ମାନ୍ୟତା ଦେଇ ସମ୍ବଲପୁରୀ ର ମହତ୍ତ୍ଵ କୁ ବୁଡ଼ାଇ ଦେଉଛ

    • @sandeepdehury1236
      @sandeepdehury1236 หลายเดือนก่อน

      ​@@ranjankumarmallick1157tume kebethu sambalpuri hai gala..tumar na mallik ru Jana paduchi tume gote katkia..au katkia hai ki koshali bhasha ke au sahi pariba ki..sethi pain asi Kari KOSHAL na sunle badhuchi au😂...jai KOSHAL jai sambalpuri 😊..

    • @Basudev-t1i
      @Basudev-t1i หลายเดือนก่อน

      @@ranjankumarmallick1157 bhai tama katha ru jani heuchhe tame sambalpuria nai se au sambalpuri au koshali same language,jenta jane lokar na 2 ta thaA name au nickname senta amar sambalpuri au koshali

  • @RBICHITRA
    @RBICHITRA หลายเดือนก่อน +10

    କଟକି ଭାଷା କୋଉଠି ଅଛି କି....ମୋତେ ଦୟାକରି କହିବେ ପଦ୍ମଶ୍ରୀ haladhar nag

  • @dhirendraproduction2912
    @dhirendraproduction2912 16 วันที่ผ่านมา

    ଆଜ୍ଞା " ରାଣ୍ଡି ପୁଅ ଅନନ୍ତା " ଏଇଟା ସବ୍ୟସାଚୀ ଆଜ୍ଞା ଙ୍କ ଲେଖା ନୁହେଁ ଏଇଟା ହେଉଛି ବ୍ୟାସକବି ଫକୀରମୋହନ ସେନାପତି ଙ୍କ ଗପ ଏଥିରେ ଏତେ ତର୍କ ବିତର୍କ କରିବା ଠିକ ନୁହେଁ,
    ଜୟ ମା ସମଲେଇ 🌺🙏🌺

  • @amiyapriyabhoi7651
    @amiyapriyabhoi7651 หลายเดือนก่อน +21

    Cuttack language no 1 ❤ cuttack Raja in Odisha... Odisha ka Dil (heart) Cuttack Cuttack.......❤❤❤❤❤

    • @ashishkumarsethy-z7g
      @ashishkumarsethy-z7g หลายเดือนก่อน

    • @bikashsingh5714
      @bikashsingh5714 หลายเดือนก่อน

      Sabu district ra kicchi na kicchi speciality rahicchi khali Cuttack hi sabu kicchi emiti kahiba anuchit.

    • @ashishkumarsethy-z7g
      @ashishkumarsethy-z7g หลายเดือนก่อน

      @@bikashsingh5714 right bro Cuttack re Khali special achhi ame kebe kahinu ame respect karu sabu district kuuu... kintu kichhi kharap loka nka jogu ama Cuttack badnam hauchi kete ta jajpuria uthiki asiki Cuttack re rahiki Raj karuchhnti au nahale Cuttack ra blood jaha deha re bohuchi se kebe au kahaku kharab kahibani .........au rahila pachima odisha katha ....kebala Manoj Mishra nuhne pachima odisha ra sabu loka ama Cuttack ku chidanti

  • @balaramsahoo-rp8wk
    @balaramsahoo-rp8wk หลายเดือนก่อน +1

    Dhanyabad haladhara Naga Maharaj ❤❤❤❤ bhagwan jaganatha mahaprabhu sankata Mochana Hanuman apanankara mangala karantu❤❤❤❤

  • @arushdigal5770
    @arushdigal5770 หลายเดือนก่อน

    ସତରେ ଆଦର୍ଶ ମଣିଷ ଟେ ହିଁ ପକୃତ ମଣିଷ ସେ ଯୋଉ ଜାତି ବା ଧର୍ମର ହେଉ |

  • @UMaharana-ok3mx
    @UMaharana-ok3mx หลายเดือนก่อน +4

    ହଳଧର ନାଗ ମଉସାଙ୍କୁ ମୋର କୋଟି ପ୍ରଣାମ,, 🙏🙏ରାଣ୍ଡି ପୁଅ ଅନନ୍ତା ବହୁତ ଆଗରୁ ଟେଲି ମୁଭି ହେଇଛି ସେତେବେଳ ଆପଣ କଣ ଓଡିଶା ରେ ନଥିଲେ,,,, ନାଁ ଆପଣଙ୍କୁ ନିଦ ହେଇଯାଇଥିଲା,,, ଏବେ ନିଦ ଭାଂଗିଲା,,,, ଆପଣ ଯାହା କଥାରେ ଡେଉଁ ଛନ୍ତି ଭୁଲ କରୁଛନ୍ତି,,,,

    • @Chudamaniseth-pm4hg
      @Chudamaniseth-pm4hg หลายเดือนก่อน +1

      Are bhai sonpur ra sabyasachi sir koshar ra katkia nai se

  • @speed7721
    @speed7721 หลายเดือนก่อน +51

    Proud Of Our Odisha ❤️
    The Legend Haldhar Nag Sir 😊

  • @Sujata_Dash_
    @Sujata_Dash_ หลายเดือนก่อน +9

    ସାହିତ୍ୟ ସମାଜର ପ୍ରତିଛବି ତେଣୁ ଏ ସବୁ ଭାଷାର ପ୍ରୟୋଗ ନିହାତି ରହିବ। ଯଦି ଏସବୁକୁ ଦେଖି ବା ତେବେ ଗଙ୍ଗାଧର ମେହେର ଙ୍କ ଉପରେ ? ବାଚୀ ଆପେ ଆପେ ଆସିଯିବ। ତେଣୁ ଏସବୁ ଫାଲତୁ ଆଲୋଚନା ବନ୍ଦ କର

  • @bikashdalbehera6994
    @bikashdalbehera6994 หลายเดือนก่อน +14

    Jay koshal jay maa samlei dada

  • @madhucreation706
    @madhucreation706 หลายเดือนก่อน +8

    Best news mor samiya news

  • @bhakalutandi8959
    @bhakalutandi8959 หลายเดือนก่อน +35

    ପଶ୍ଚିମ ଓଡ଼ିଶା ରେ ଗୋଟିଏ ଜିଲ୍ଲାରେ ଗୋଟିଏ ଭାଷା ଅଛେ, ନୂଆପଡ଼ା ଅଲଗା, କଳାହାଣ୍ଡିଆ ଭାଷା ଅଲଗା ଏ ସମ୍ବଲପୁର ର ଅଲଗା ଭାଷା, କୋରାପୁଟ ଜିଲ୍ଲାର ଅଲଗା ଭାଷା, ସୁନ୍ଦର ଗଡ଼ ର ଅଲଗା ଭାଷା ଅଛେ, ହେଲେ ସମ୍ବଲପୁରୀ ଆ ଭାଷା ଆମକୁ ଠିକ୍ ନେଇ ଲାଗେ ଆମେ କହିବି ନେଇପାରୁ, ସମ୍ବଲପୁରୀ ଆ ଲୋକ କୋରା ପୁଟିଆ ଭାଷା କହି ନେଇପାରେ, ଇହାଦେ ଖାଇଲନ ଗଳନଇ ଭାଷା ଅନ୍ୟ ଜିଲ୍ଲାରେ ବୁଝିଲେ ବି କହି ନେଇପାରେ ଭାଷା ଉପରେ ବେଶି ଚର୍ଚ୍ଚା ନେଇ ହେଉ ଜନ୍ମ ମାଟିର ଭାଷା ହିଁ କହିବା, ପଶ୍ଚିମ ଓଡ଼ିଶା ରେ ସବୁଜିଲାରେ ସମ୍ବଲପୁରୀ ନେଇ ଚଳେ

    • @bunudash
      @bunudash หลายเดือนก่อน +4

      Tui jen bhasa re katha hauchu heta kain bhasa 😂😂

    • @shankarbhai1055
      @shankarbhai1055 หลายเดือนก่อน +2

      Tui badhe ଜ୍ଞାନୀ ରେ ବାବୁ ବହି ଲେଖ୍ ନ​@@bunudash

    • @bunudash
      @bunudash หลายเดือนก่อน +1

      @@shankarbhai1055 mui kain bhasa re katha hauche kahi parbu kain 1st ...bhasa gyani 😂😂😂 au ken district re mui j???

    • @trilochanentertainment5965
      @trilochanentertainment5965 หลายเดือนก่อน +2

      Mui ken ଜିଲ୍ଲା ର ଟିକେ କହ ତ ବୋ makkhan tun

    • @anvlog1851
      @anvlog1851 หลายเดือนก่อน +2

      ହଁ ଟିକେ ଟିକେ ଫରକ ଅ ଛେ

  • @MadanaNayak-z3f
    @MadanaNayak-z3f หลายเดือนก่อน

    Great Haldar ñag

  • @Netural277
    @Netural277 หลายเดือนก่อน +6

    ପଦ୍ମ ଶ୍ରୀ ହଲଧର ନାଗ ଆଜ୍ଞା କେ 🙏🙏🙏 ❤❤❤ ।। କଟକିଆ ମାନକର ଵେଲଜୟା ଭାଷା ଶବ୍ଦ କେ ଟୁଣେ ନାଇ ନେଲେ ଭଲ ଭି ହେଲା ।

  • @Anandtv75
    @Anandtv75 หลายเดือนก่อน +7

    ଜୟ ମାଁ ସମଲେଇ ଜୟ କୋଶଳ ଜୟ ଯାଦବ ଜୟ ମାଧବ ❤ From kudasingha pothalpada। ଗୌର ପିଲା like 👍 କର

  • @vabanisankar8016
    @vabanisankar8016 หลายเดือนก่อน +1

    ରାଣ୍ଡି ପୁଅ ଅନନ୍ତା ହଉଛି ବ୍ୟାସ କବି ଫକୀରମୋହନ ସେନାପତିଙ୍କ କାଳଜୟୀ ରଚନା ମଧ୍ୟରୁ ଅନ୍ୟତମ ଯୋଉଥିରେ ସତେବେଳ ସମୟର ନିଛକ ଓଡ଼ିଆ ଘର, ପରିବାର ଓ ସମାଜର ଚରିତ୍ର ପ୍ରତିଫଳିତ ହୋଇଛି ଯାହା ଉପରେ ଏହି ଚଳଚିତ୍ର ପର୍ଯ୍ୟବେଷିତ l ଅଯଥାରେ ସବୁ କଥାରେ କଟକି, ଓଡ଼ିଆ, କୋଶଳୀ ଆଦି ପୁରେଇ ବିବାଦ ସୃଷ୍ଟି କରାଯାଉଛି

  • @skumr-um5xf
    @skumr-um5xf หลายเดือนก่อน +4

    Jay koshal ❤
    Jay ma samalei 🙏
    Jay haldharnag ❤

  • @pradyumnasidarjaihindjaibh3198
    @pradyumnasidarjaihindjaibh3198 หลายเดือนก่อน +7

    ଠିକ୍ କହୁଛନ ହଳଧର ଆଜ୍ଞା❤

  • @sunilkumarbehera1825
    @sunilkumarbehera1825 หลายเดือนก่อน

    Haldar Nag one of the greatest person in India ....❤❤❤

  • @krishnamahapatra1723
    @krishnamahapatra1723 หลายเดือนก่อน +4

    Jay maa samaleswari 🙏💞juhar haldar angya 🙏

  • @radheradhe0803
    @radheradhe0803 หลายเดือนก่อน +4

    ଜୟ ହଳଧର ସାର୍, ଜୟ ମନୋଜ୍ ସାର୍ ।

  • @soukialarout2900
    @soukialarout2900 หลายเดือนก่อน +8

    Nibesh dada jay

  • @KapilchandraDurga
    @KapilchandraDurga หลายเดือนก่อน +3

    Sir apan jenedine livene ashi jen katha kahithila man bahuth dukhathila aji news dekhilapare bahuth khushilagla🎉

  • @rabindrakumarmohanty9415
    @rabindrakumarmohanty9415 หลายเดือนก่อน +8

    ଦେଶକେ ଫାଙ୍କେ,ନ‌ଈକେ ଵାଙ୍କେ, ବାଲେଶ୍ଵର ଜିଲ୍ଲାର ପ୍ରଚଳିତ ଭାଷା କୁ ନେଇ ବ୍ୟାସକବି ଗଳ୍ପ ଟିକୁ ଲେଖିଥିଲେ ତାଙ୍କ ରଚିତ ଗଳ୍ପ ଗୁଡିକ ସରଳ ଓ ଗାଉଁଲି ଭାଷାରେ ଲେଖା ହୋଇଛି ଓ ହୃଦୟ କୁ ଛୁଇଁ ଯାଏ। ଓଡ଼ିଆ ଗୋଟିଏ ଭାଷା କିନ୍ତୁ ବିଭିନ୍ନ ଅଞ୍ଚଳରେ ଉଚ୍ଚାରଣ ରେ ପାର୍ଥକ୍ୟ ତା ଦେଖାଯାଏ ଯେପରିକି କି ସମ୍ବଲପୁର,କଟକ, ବ୍ରହ୍ମପୁର, ପୁରୀ ଓ ବାଲେଶ୍ଵର ରେ ଭାଷାର ପାର୍ଥକ୍ୟ ତା ଦେଖାଯାଏ।

    • @TrinathaNayak-wx8gh
      @TrinathaNayak-wx8gh หลายเดือนก่อน

      ଭାଈ ଯାହା କହିଲ ଠିକ୍ କଥା ବାଲେଶ୍ବର ଜିଲ୍ଲାର ଭାଷା ବ୍ରହ୍ମପୁର କଟକ ଅନୁଗୁଳ ମୟୂରଭଞ୍ଜ ଜିଲ୍ଲାର ଭାଷା ଓଡ଼ିଆ କିନ୍ତୁ କହିବା ଟିକିଏ ଛାଡିବ ❤ ଭାଈ ଆମେ ଓଡ଼ିଆ ଭାରି ବଢିଆ ❤ ଜୟ ଜଗନ୍ନାଥ 🙏🙏🙏 ଜୟ ମା ସମ୍ବଲେଇ 🙏🙏🙏

    • @RabiKumar-g1x
      @RabiKumar-g1x หลายเดือนก่อน

      Oucha hebar Pani karajebe aasa ouchakara aage matru bhasha

    • @manasipanda5748
      @manasipanda5748 หลายเดือนก่อน

      Right👍

  • @debasisrout6126
    @debasisrout6126 หลายเดือนก่อน +14

    ଆପଣ ମାନେ ଗୋଟେ କାମ କରନ୍ତୁ , ପଶ୍ଚିମ ଓଡିଶାର ଲୋକ ସବୁ ମିସିକି ଓଡିଶା ସରକାର ଆଉ କେନ୍ଦ୍ର ସରକାର ଙ୍କୁ କୁହନ୍ତୁ କି କୋଶଲ ରାଜ୍ୟ ବନେଇ ଦେବେ , ମନୋଜ ମିଶ୍ର ଆଜ୍ଞା ଙ୍କୁ ମୁଖ୍ୟମନ୍ତ୍ରୀ କରିଦେବେ ମିସିକି । ସେ ବଢ଼ିଆ ଶାସନ କରିବେ ।

  • @UPENDRABHUE-tp1vi
    @UPENDRABHUE-tp1vi หลายเดือนก่อน +7

    Haldhar Nag, talking is right.

  • @Nirmal12080
    @Nirmal12080 หลายเดือนก่อน +1

    ବହୁତ୍ ଖରାପ ଲାଗୁଚି ନାଟା

  • @hariharmeher9670
    @hariharmeher9670 หลายเดือนก่อน +2

    Haldhar nag our Odisha proud......🙏🙏🙏🙏🙏

  • @Chaitanvlog-fq5pf
    @Chaitanvlog-fq5pf หลายเดือนก่อน +6

    Very good 👍

  • @adhyatmiksafar515
    @adhyatmiksafar515 หลายเดือนก่อน +5

    Western upendra bhanja thanku sir

  • @prasantakumarchhanda541
    @prasantakumarchhanda541 หลายเดือนก่อน +4

    Padmashree Kabi sri Haldhara Nag nku koti pranam🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ShatatGahir
    @ShatatGahir หลายเดือนก่อน +7

    I will ❤ love nibesh dada

  • @Mood.6900
    @Mood.6900 หลายเดือนก่อน +5

    Haldhar Nag ❤Manoj Mishra ❤

  • @MadanaNayak-z3f
    @MadanaNayak-z3f หลายเดือนก่อน

    Very good news

  • @soom.k3059
    @soom.k3059 หลายเดือนก่อน +4

    Super post.aamar vasa ne chhadbar katha

  • @MituBadatya-v7q
    @MituBadatya-v7q หลายเดือนก่อน +2

    ଆପଣ କହିଲେ ଯେ ଓଡ଼ିଆ ରୁ ଦୁଇ ଗୁଣ ସବ୍ଦ ଆପଣଙ୍କ ପାଖରେ ଅଛି
    ବାହାଘର କୁ ଯେମିତି ବିହାଘର୍ କହୁଚ
    ସେମିତି ପ୍ରସଁସନୀୟ କୁ ଅପଣଙ୍କ ଭାଷା ରେ କଣ କହୁଚନ୍ତି
    ଓଡ଼ିଆ ଭାଷା ରୁ କିଛି ଅଂଶ ନେଇକି ସମ୍ବଲପୁରୀ ଭାଷା ସୃଷ୍ଟି
    ଓଡ଼ିଆ ଭାଷା ବି କିଛି ଟା ଅଲଗା ଭାଷା ନେଇକି ତିଆରି ହୋଇଛି ସେମିତି ଯଦି ବିବାଦ ହବ ପୁରା ଭାରତରେ ଯେତେ ବି ଭାଷା ଅଛି କିଛି ନା କିଛି ଅଲଗା ଭାଷା କୁ ନେଇକି ହେଇଚି
    ବିବାଦର କୌଣସି ପ୍ରଶ୍ନ ନାହିଁ

  • @RanjitJyotishofficial143
    @RanjitJyotishofficial143 หลายเดือนก่อน +2

    Right 👍 katha e .... Ame Western Odisha basi ra lagi ... Amr bhasa amke Sundar e❤

  • @ashiskumargochhayat7764
    @ashiskumargochhayat7764 หลายเดือนก่อน

    Jay maa samalei
    Jay Jagannath

  • @କେନ୍ଦ୍ରାପଡ଼ାଟୋକା-01
    @କେନ୍ଦ୍ରାପଡ଼ାଟୋକା-01 หลายเดือนก่อน +10

    ରାଣ୍ଡି ପୁଅ ଅନନ୍ତା ର ମାନେ ସେ ପୁଅର ନା ଅନନ୍ତା ଯେ ଗୋଟେ ରାଣ୍ଡି ବା ବିଧବା ର ପୁଅ ଅଟେ.
    ଆପଣଙ୍କ କହିବା କଥା ଫକୀର ମୋହନ ସେନାପତି ଅଭଦ୍ର ଥିଲେ ନା କଣ ଛି ଛିଃ କହିବାକୁ ଖରାପ ଲାଗୁଚି ଏଇଥି ପାଇଁ ଓଡ଼ିଆ ଆଉ ଓଡିଶା ଆଗକୁ ଯାଇ ପାରୁନି ବହୁତ ଖରାପ ଲାଗିଲା ସବୁଥିରେ ରାଜନୀତି

    • @ranjansahu2428
      @ranjansahu2428 หลายเดือนก่อน +2

      ଭାଇ ମୁଇଁ ବି ବୁଝି ନେଇ ପାରି ରାଣ୍ଡିପୁଅ ଅନନ୍ତା ରେ କାନା ଅସଭ୍ୟ ଅଛେ । ଫକୀର ମୋହନ ଏତେ ବର୍ଷ ପୂର୍ବେ ଇଟାକେ ରଚନା କଲେ କିଏ ଏତେଦିନ ଖରାପ ନେଇ କହେଲା ବହୁତ୍ ପ୍ରସିଦ୍ଧ ବି ହେଲା ଏବେ କେଜେ ଏତେ ଫୁର୍ଲି କରୁଛ ତମେ ମାନେ । ରାଣ୍ଡିପୁଅ ଅନନ୍ତା ରେ କାଣା ଖରାପ ଶବ୍ଦ ଅଛେ ଆମର କୋଶଳ ର । କିଛି ଖରାପ ଭାଷା ନେଇନା । ରାଣ୍ଡି କେ କହୁଛ କେଁ ରାଣ୍ଡି ବେଳେ ତୋ ବିଧବା । ସତକଥା , କିଛି ଅସୁବିଧା ନେଇନ ।

    • @Mr.prakashmajhi
      @Mr.prakashmajhi หลายเดือนก่อน

      Sambalpuri re randi mane kharap bhai hele odia re nai Bhai bhal kina bujha

    • @Mr.prakashmajhi
      @Mr.prakashmajhi หลายเดือนก่อน

      Tume kichhi alga kahu chha aame kichhi alga

    • @କେନ୍ଦ୍ରାପଡ଼ାଟୋକା-01
      @କେନ୍ଦ୍ରାପଡ଼ାଟୋକା-01 หลายเดือนก่อน

      @manasipanda5748 ତମକୁ କଣ ଜଣା ନାହିଁକି, କେମିତି ବା ଜାଣିବ କୂଅ ରେ ରହିବା ଲୋକ ମହାସାଗର କୁ ବୁଝି ପାରେନି, its not your foult.

    • @IS---RajeshKumarMangual
      @IS---RajeshKumarMangual หลายเดือนก่อน

      ​@@ranjansahu2428Sei ta katha kintu manoja Babu,Padamshree haladhara nag mahasaya,ainijibi mahasayanku Khali eita badhuchhi je randi ta gote kharap sabda ..

  • @ShatatGahir
    @ShatatGahir หลายเดือนก่อน +7

    Dhanyawad dada

  • @nalinibehera9328
    @nalinibehera9328 หลายเดือนก่อน

    ହା ହା ନାଗ ମହାଶୟ ଆସିଗଲେ ଫଣା ମେଲାଇ

  • @Gurubachan688
    @Gurubachan688 หลายเดือนก่อน +3

    ହଲଧର ନାଗ ବାବୁ, ଆପଣ ଜାଣି ନାହାନ୍ତି ବୋଧେ , ଭାରତର କେତଟି ମାତ୍ର ଶାସ୍ତ୍ରୀୟ ଭାଷା ମଧ୍ୟରୁ ଅନ୍ୟତମ ଭାଷା ହେଉଛି ମୋ ମାତୃଭାଷା ଓଡିଆ । ତୁମକୁ ମୁ ପ୍ରତ୍ୟକ୍ଷ ରେ ଖୋଲା ଆହ୍ଵାନ ଦେଉଛି ତୁମ କୋଶଳୀ ଭାଷାକୁ ଶାସ୍ତ୍ରୀୟ ଭାଷା ର ମାନ୍ୟତା ଦିଅ । ଆଉ ଏକ ହଜାର ବର୍ଷ ସଂଗ୍ରାମ କଲେ ବି ତୁମେ ଅଯୋଗ୍ୟ ଘୋଷିତ ହେବ । ତମରୂ ଏକ ଅନାଧେୟ ଭାଷାର ବ୍ୟାକରଣ ଟା ଟିକେ ଦେଖାଇବ । ଓଡିଆ ଭାଷା ର ଶବ୍ଦ କୁ ଗଣି ହିସାବ କରିଡା କୁ ତୁମର ଆୟୁଶ ନାହିଁ । ତମେ କ'ଣ କହିବ ଦେଢ଼ଶହ ଶବ୍ଦ ଅଧିକ ଅଛି ।

  • @pradeepdharua607
    @pradeepdharua607 หลายเดือนก่อน

    ❤❤❤❤❤❤❤❤❤ heart touching Haldar Naag

  • @RakeshPanda944
    @RakeshPanda944 หลายเดือนก่อน +38

    Bhai kenta hela BDO ra halchal

  • @MahendraMatari-p2l
    @MahendraMatari-p2l หลายเดือนก่อน +1

    Jay koshal ❤❤
    Jay maa samalei❤❤

  • @keshabjhankar1875
    @keshabjhankar1875 หลายเดือนก่อน +5

    Thank you sir

  • @JIBANJIBKA
    @JIBANJIBKA หลายเดือนก่อน +4

    ❤❤ JAI BHASHA JAI KALA JAI SASKRUTI❤❤

  • @RohitArt-p2i
    @RohitArt-p2i หลายเดือนก่อน

    Khob bhal lagla tamar Katha sunikari

  • @AmlanBabu-et6wn
    @AmlanBabu-et6wn หลายเดือนก่อน

    Jay koshal jay maa samlei 🚩🚩🚩

  • @nboy9584
    @nboy9584 หลายเดือนก่อน +2

    Thank you very much nivesh da.....

  • @HemantKumar-jk2hs
    @HemantKumar-jk2hs หลายเดือนก่อน +1

    ଓଡ଼ିଶା ର ଦୁଇ ପ୍ରାନ୍ତ କୁ ଭାଷା ମାଧ୍ୟମ ରେ ଭାଗ କରିବାକୁ ଚେଷ୍ଟା ଚାଲିଛି , ଆଉ ହଳଧର ବାବୁ ନିଜକୁ ବଡ଼ କବି କହିଲେ ହେବନି ସାରା ଓଡ଼ିଶା ପାଇଁ ବଡ଼ ମନ ଦେଖାଇ ବାକୁ ପଡ଼ିବ....

  • @JayantaSabar-b4u
    @JayantaSabar-b4u หลายเดือนก่อน +6

    ଦଦା ଜୁହାର 🙏🙏🙏...

  • @SudamBariha-ck7ic
    @SudamBariha-ck7ic หลายเดือนก่อน +3

    Haldhar Nag 🙏🙏🙏🙏🌹

  • @damodharsahu4111
    @damodharsahu4111 หลายเดือนก่อน +3

    Right sir 👍👍

  • @rabindragiri565
    @rabindragiri565 หลายเดือนก่อน

    He bhagwan padmashree

  • @sujitofficial8987
    @sujitofficial8987 หลายเดือนก่อน +2

    Jay koshal ❤❤jay MAA samalei

  • @padmalochanmishra1120
    @padmalochanmishra1120 หลายเดือนก่อน +11

    ସବ୍ୟସାଚୀ ମହାପାତ୍ର ଆରୁ ହଲଧର ନାଗ୍ ଆଜ୍ଞା ଦୁଇ ଝନ୍ କୋଶଲ୍ ସାନ୍ ।ଦୁଇ ଝନର୍ ଭିତରେ ମାର୍ ଲଗାବାର୍ ଠିକ୍ ନାଇଁସେ। ସବ୍ୟସାଚୀ ଆଜ୍ଞା ରାଣ୍ଡିପୁଅ ଅନନ୍ତା ଫିଲ୍ମ ଓଡିଆ ଭାଷାନେ ବନଉଛନ୍ ।କୋଶଲିନେ ନାଇଁ ବନାବାର୍ ।

    • @ganeshpati22
      @ganeshpati22 หลายเดือนก่อน +1

      ହଁ ବନାଉଛନ୍ କିନ୍ତୁ ରାଣ୍ତି ର ଅର୍ଥ କାଣା ଯାହାର ସ୍ବାମୀ ମୃତ୍ୟୁ ବରଣ କରିଥିବା ନାଇଁ କୁ କହାଯାଉଛେ ତେବେ ଏହା ମାଁ,ଭଉଣୀ ପାଇଁ ଅସମ୍ମାନ ଆୟେ।

    • @chittcreativity
      @chittcreativity หลายเดือนก่อน +1

      Ta western odisha re he film banned ae...

    • @beherac4742
      @beherac4742 หลายเดือนก่อน

      Ta problem kana hela tar income jenthi adhika heba se banala😅😅😅

  • @jogeswarimahanand515
    @jogeswarimahanand515 หลายเดือนก่อน

    Jay maa sambalei ❤❤❤

  • @SudamKumbhar-m8k
    @SudamKumbhar-m8k หลายเดือนก่อน +8

    ❤❤❤

  • @RajeshPadhee
    @RajeshPadhee หลายเดือนก่อน +2

    Legend Haldhar Nag Sir ❤️ Jay koshal jay ma Samalei ❤️🙏Randi Hatbar Katha

  • @Sahu_Santanu_24
    @Sahu_Santanu_24 หลายเดือนก่อน +4

    ହଳଧର ଆଜ୍ଞା ଆପଣଙ୍କୁ ନମସ୍କାର 🙏
    ଆମର କୋଶଳୀ ବା ସମ୍ବଲପୁରୀ ଭାଷା ର ବର୍ଣ୍ଣ ବୋଧ ବାଗୀ ବହି ତିଆରି କର । ଆଊ ବର୍ଣ୍ଣ ବୋଧ କେ ବିରୋଧ କର । ଯଦି ସମ୍ବଲପୁରୀ ଭାଷା ରେ ସବୁ ଅଛେ ବଳେ ?
    ବର୍ଣ୍ଣ ବୋଧ ରେ ତ ସବୁ ଓଡ଼ିଆ ହିଁ ଲେଖା ହେଇଛେ , ଯେଣ୍ଟା ପଢିଲା ପରେ ସମ୍ବଲପୁରୀ ଭାଷା ବି ଲେଖି ହେଉଛେ । ହେନ୍ତା ସମ୍ବଲପୁରୀ ବର୍ଣ୍ଣବୋଧ ତିଆରି କର ।

  • @tankadharamahapatra3780
    @tankadharamahapatra3780 หลายเดือนก่อน

    Jay koshal Jay maa samlei

  • @RajeshSahu-en5rh
    @RajeshSahu-en5rh หลายเดือนก่อน +4

    ଘେସ କେ ଆସିଥିବା ଲାଗି ବହୁତ୍ ବହୁତ୍ ଧନ୍ୟବାଦ୍ ଦାଦା

  • @ranjansahu2428
    @ranjansahu2428 หลายเดือนก่อน +2

    ଭାଇ ମୁଇଁ ବି ବୁଝି ନେଇ ପାରି ରାଣ୍ଡିପୁଅ ଅନନ୍ତା ରେ କାନା ଅସଭ୍ୟ ଅଛେ । ଫକୀର ମୋହନ ଏତେ ବର୍ଷ ପୂର୍ବେ ଇଟାକେ ରଚନା କଲେ କିଏ ଏତେଦିନ ଖରାପ ନେଇ କହେଲା ବହୁତ୍ ପ୍ରସିଦ୍ଧ ବି ହେଲା ଏବେ କେଜେ ଏତେ ଫୁର୍ଲି କରୁଛ ତମେ ମାନେ । ରାଣ୍ଡିପୁଅ ଅନନ୍ତା ରେ କାଣା ଖରାପ ଶବ୍ଦ ଅଛେ ଆମର କୋଶଳ ର । କିଛି ଖରାପ ଭାଷା ନେଇନା । ରାଣ୍ଡି କେ କହୁଛ କେଁ ରାଣ୍ଡି ବେଳେ ତୋ ବିଧବା । ସତକଥା, କିଛି ଅସୁବିଧା ନେଇନ

  • @PramodNag-tn7kt
    @PramodNag-tn7kt หลายเดือนก่อน +6

    First like daa ❤❤❤

  • @prasannadihudi143
    @prasannadihudi143 หลายเดือนก่อน

    ହଳଧର ନାଗ ମହୋଦୟ ଖାଲି କୋଶଳି ଭାଷା ବିଷୟରେ ହିଁ ଜାଣିଛନ୍ତି ; ମାତ୍ର ଓଡି଼ଆ ଭାଷା ବିଷୟରେ ଅଜ୍ଞ।

  • @baidyarajjaganathodisa6244
    @baidyarajjaganathodisa6244 หลายเดือนก่อน

    ପୂର୍ବ ଓଡିଶା ଆଉ ଦକ୍ଷିଣ ଓଡିଶା ରେ ଅସଭ୍ୟ ଭାଷା କୁହନ୍ତି କାରଣ ସେମାନେ ସେହି ପରିବେଶ ରେ ବଢୁଛନ୍ତି କିନ୍ତୁ ପଶ୍ଚିମ ଓଡିଶା ଆଉ ଉତ୍ତର ଓଡିଶା ରେ ସଭାତା ଥାଏ

  • @MANASSIR24
    @MANASSIR24 หลายเดือนก่อน +16

    ହଳଧର ମହାଶୟଙ୍କୁ ରିପୋଟର ଭୁଲ ତଥ୍ୟ ଦେଇ ବୁଝାଉଛନ୍ତି ।
    ଚଳଚ୍ଚିତ୍ରଟି ଓଡିଆ ଭାଷା ର । ସବ୍ୟସାଚୀ ମହାପାତ୍ର ସମ୍ୱଲପୁର ର ଲୋକ ହୋଇଥିଲେ ବି ସେ ଓଡିଆ ଚଳଚିତ୍ର କରିଛନ୍ତି । ସମ୍ୱଲପୁର ବି ଓଡିଶା ର ଏକ ଅଂଶ ।

    • @chittcreativity
      @chittcreativity หลายเดือนก่อน +3

      Jadi Odisha ra ansha... Tahele aehi word use kariba katha nuhan

    • @MANASSIR24
      @MANASSIR24 หลายเดือนก่อน +3

      @chittcreativity ରାଣ୍ଡିପୁଅ ଅନନ୍ତାର ପ୍ରକୃତ ଅର୍ଥ ଶାସନର ବାହାରେ । ଏହା ଓଡିଆ ସାହିତ୍ୟର ଏକ ରୁଢି । ତେଣୁ ଏହା କୋୖଣସି ମହିଳାକୁ ଅସମ୍ମାନ କରୁ ନାହିଁ ।

    • @chittcreativity
      @chittcreativity หลายเดือนก่อน

      @MANASSIR24 ame emiti rudhi ku manibu nahin... Rudhibadi manasikata change karibaku padiba

    • @weaverboy9435
      @weaverboy9435 หลายเดือนก่อน

      ହେଲେ ସେଟା ସମଲ୍ପୁରି ଭାଷା କେ ଅସମ୍ମାନ କରୁଛେ​@@MANASSIR24

    • @MANASSIR24
      @MANASSIR24 หลายเดือนก่อน

      @@weaverboy9435 ଇ ଟା ସବଲପୁରୀ ଭାଷାକେ ଅସମ୍ମାନ ନେଇ କରିବାର । ଇ ଟା ଓଡିଆ ଭାଷା ର ଫିଲ୍ମ ଆଏ । ଭାଷା କେ ନେଇ ଦେଖ୍ କରି ଫିଲ୍ମ ଦେଖବାର କଥା

  • @samarkumar6466
    @samarkumar6466 หลายเดือนก่อน

    Best channel Mor Semiya

  • @NabinBishi-wq9so
    @NabinBishi-wq9so หลายเดือนก่อน

    Nibesh Dada ❤ 🙏

  • @p.b.ranishorts546
    @p.b.ranishorts546 หลายเดือนก่อน +1

    Jai sriram

  • @Chaitanvlog-fq5pf
    @Chaitanvlog-fq5pf หลายเดือนก่อน +6

    ❤❤❤❤❤

  • @dhabaleswarnaik189
    @dhabaleswarnaik189 หลายเดือนก่อน +1

    Jai shree Ram

  • @Happyboy.bibhuti
    @Happyboy.bibhuti หลายเดือนก่อน +1

    ଶୁଣନ୍ତୁ ରାଣ୍ଡି ପୁଅ ଅନନ୍ତା ଓପନ୍ୟାସ ଟି ଲେଖି ଛନ୍ତି
    ଫକୀର ମୋହନ ସେନାପତି
    ଯଦି ରାଣ୍ଡିପୁ ଅନନ୍ତା ଖରାପ ଉପନ୍ୟାସ ତେବେ କେମିତି ଲେଖିଲେ
    (ଆଉଥରେ ଉପନ୍ୟାସ ପଢନ୍ତୁ ଆଜ୍ଞା
    ଆପଣ ଏଠି ପୂର୍ଵ ପଶ୍ଚିମ ଉତ୍ତର ଦକ୍ଷିଣ ଦର୍ଶାନ୍ତୁ ନାହିଁ ଆଜ୍ଞା ଆମର ଗୁଟିଏ ଓଡିଶା )
    🙏🏻❤️ଜୟ ଜଗନ୍ନାଥ ❤️🙏🏻

  • @user-usepunyarajrana
    @user-usepunyarajrana หลายเดือนก่อน +9

    ଆମର ପଶ୍ଚିମ ଓଡିଶା ର ଲୋକ ସେକଥା କେ ମାଇଣ୍ଡ ନାଇଁ ଦେଇ ହେତିର ଲାଗି ହରିଶଙ୍କର ଭଳିଆ ଜାଗାରେ ରାଣ୍ଡି ଭଳିଆ ଶବ୍ଧ କେ ସ୍ଥାନ ଦେବାର ଟା ବହୁତ ଖରାପ ଲାଗୁଛେ, ରାଣ୍ଡି ପୁଅ ଅନନ୍ତା କେ ବୟ କଟ କରାଯାଉ ପଶ୍ଚିମ ଓଡିଶା ରେ 🙏🙏🙏🙏

    • @Mēruparbatam
      @Mēruparbatam หลายเดือนก่อน

      ସମ୍ବଲପୁରରେ ବିବାହ କେ କାଣା କହେସନ୍?

  • @mr.sunilsethi829
    @mr.sunilsethi829 หลายเดือนก่อน +1

    ସମ୍ବଲପୁରୀ ଯଦି ମାଆ ର ଭାଷା ହେଲା ତାହାଲେ ଓଡ଼ିଆ କଣ.... ହବ କୁହ ହେ ହଳଧର ନାଗ...... ଓଡ଼ିଆର ଅବଦାନ ନଥିଲେ ସମ୍ବଲପୁରୀ ଭାଷା ଆଉ ଲୋକଙ୍କୁ ବେଙ୍ଗଲୀ ସଭ୍ୟତା ଆଳୁ ଭର୍ତ୍ତା ବନେଇ ଦେଇଥାନ୍ତା...