Who is the Vibhishan in BJP? Working for BJD! । Nirbhay Gumara Katha

แชร์
ฝัง
  • เผยแพร่เมื่อ 8 ก.ย. 2024
  • Who is the Vibhishan in BJP? Working for BJD! । Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political TH-cam Channel.
    Odisha's Fastest Growing Political TH-cam Channel.
    Odisha's Fast Ever Only Political TH-cam Channel.
    Odisha's Most Popular Political TH-cam Channel.
    For Latest Odisha Political News Follow us:
    TH-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / nir
    PH NO -923739515

ความคิดเห็น • 554

  • @user-pg2pm4ls2q
    @user-pg2pm4ls2q 10 หลายเดือนก่อน +87

    କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ସବୁବେଳେ ବିଜେଡି ସହ ଭିତିରିଆ ସମ୍ପର୍କ ରଖିଛନ୍ତି ଓ ସେ 2024 ନିର୍ବାଚନ ଜିତିବାକୁ ବିଜେଡି ସହ ବୁଝାମଣା ମଧ୍ୟ କରି ସାରିଛନ୍ତି😮😮😮

  • @laxmidharapanda6086
    @laxmidharapanda6086 10 หลายเดือนก่อน +72

    ବିଜେପିର ବିଭୀଷଣ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ! ଓଡ଼ିଆ ଲୋକେ ଯେପରି ମାଗଣା ଅର୍ଥଲୋଭର ବଶବର୍ତ୍ତୀ ହୋଇ ଅନୀତିକୁ ସହଯୋଗ କରୁଛନ୍ତି, ଓଡ଼ିଶାର ବିଜେପି ଓ କଂଗ୍ରେସର ନେତାମାନେ ମାସିକିଆ ବଟିପାଇ ନବୀନ ସରକାର ପାଖରେ ନିଜକୁ ବିକ୍ରିକରି ସାରିଛନ୍ତି !

  • @salilkumar9703
    @salilkumar9703 10 หลายเดือนก่อน +57

    Dharmendra କୁ ହଟାଯାଉ ଦେଖିବେ ସବୁ ଠିକ ହୋଇଯିବ ଯାହାକୁ କୁହାଯାଏ ଅତି ବେକାରିଆ ଲୋକ

  • @AmitDas-su5rx
    @AmitDas-su5rx 10 หลายเดือนก่อน +50

    ଧର୍ମେନ୍ଦ୍ର ପ୍ରଧାନ ପାଣ୍ଡୁ ର ସାଙ୍ଗ ହେଇ କୋଟି କୋଟି ଟଙ୍କା ନେଇ ଓଡ଼ିଶାରେ ବିରୋଧି ଦଳ କୁ ନଷ୍ଟ କରି ଦେଇଛନ୍ତି । ସବୁ ଟଙ୍କାର ଖେଳ...

  • @saratsahoo268
    @saratsahoo268 10 หลายเดือนก่อน +23

    ଶାହା ଓ ଧର୍ମେନ୍ଦ୍ର ପ୍ରଧାନ , ଏ ଦୁଇ ଜଣ ଙ୍କ ଯୋଗୁ ଓଡ଼ିଶାରେ ବିଜେପି ଉଠି ପାରୁ ନାହିଁ।

  • @ananyaabhilipsasahoo-ny1ms
    @ananyaabhilipsasahoo-ny1ms 10 หลายเดือนก่อน +26

    ତାଙ୍କନା ହେଉଛି ବିଭୀଷଣ ପ୍ରଧାନ.ଏ କଥା ଓଡ଼ିଶାର ସବୁ ଲୋକ ଭଲରେ ଜାଣିଛନ୍ତି କିନ୍ତୁ ମୋଦି ଓ ସାହା ବୁଝିବା ଦରକାର

  • @dr.purnendutripathy5263
    @dr.purnendutripathy5263 10 หลายเดือนก่อน +23

    ଧର୍ମେନ୍ଦ୍ର ପ୍ରଧାନ ହିଁ ମୁଖ୍ୟ ଖଳନାୟକ। କେନ୍ଦ୍ର ର ସହଯୋଗ ବି ରହିଛି। ପାଣ୍ଡିଆନ ବାବୁ ଙ୍କୁ ତିନିଦିନ ମଧ୍ୟ ରେ VRS ସୁଯୋଗ ଦେବା, ଏକ ଅଭୂତପୂର୍ବ କାରନାମା।

  • @gayadharpatra3233
    @gayadharpatra3233 10 หลายเดือนก่อน +32

    Dharmendra Babu is the bibhisan of Odisha BJP.

  • @subasnayak1510
    @subasnayak1510 10 หลายเดือนก่อน +21

    ନବୀନ ପଟନାୟକ ଙ୍କର ବିଶ୍ଵସ୍ତ କୁତ୍ତା ମକୁଆ ଯୋଗୁ ଓଡିଶା ରେ ବିଜେପି ଉଠିପାରୁନି

  • @abineswarrout2568
    @abineswarrout2568 10 หลายเดือนก่อน +21

    ମୁକୁ ବିଭୀଷଣ ପ୍ରଧାନ

  • @ppsahoo123
    @ppsahoo123 10 หลายเดือนก่อน +6

    ଅପରାଜିତା ଙ୍କ ନେତୃତ୍ବରେ ଗୋଟେ ନୂଆ ଆଞ୍ଚଳିକ ଦଳ ହିଁ ଓଡ଼ିଶା ରେ ନୂଆ ବିପ୍ଳବ ଆଣି ପାରିବ

  • @ganeswarnayak7161
    @ganeswarnayak7161 10 หลายเดือนก่อน +14

    ମୋଦୀ ଏବଂ ଶାହା ଙ୍କ ପ୍ରିୟ ପୋଷ୍ଟର ବଏ ମୁକୁ ବାବୁ ହେଉ ଛନ୍ତି ଓଡ଼ିଶାର ଲୋକପ୍ରିୟ ବିଭୀଷଣ । ଜୟ ଜଗନ୍ନାଥ 🙏🏻🙏🇮🇳🙏🏻🙏

  • @khirodhota1440
    @khirodhota1440 10 หลายเดือนก่อน +12

    ଧର୍ମେନ୍ଦ୍ର ଆଉ ସାହା ହେଉଛନ୍ତି ଓଡ଼ିଶା ବିଜେପି ର ବିଭୀଷଣ।

  • @jagdishkumarrath4631
    @jagdishkumarrath4631 10 หลายเดือนก่อน +21

    ଆପଣ ଆଗରୁ କହି ସାରିଛନ୍ତି,ମୋଦି ଶାହ। ଓଡ଼ିଶା ରେ ଚାବି ହଜାଇ ସାରିଛନ୍ତି। ଲୋକେ ପରିବର୍ତ୍ତନ ଚାହିଁଲେ ମଧ୍ୟ ନିରୁପାୟ।

  • @sangramkishoredasdas2424
    @sangramkishoredasdas2424 10 หลายเดือนก่อน +10

    ଧର୍ମେନ୍ଦ୍ର ପ୍ରଧାନ ବିଜେପି ର କଣ୍ଟା

  • @debendrapattanayak9683
    @debendrapattanayak9683 10 หลายเดือนก่อน +7

    ଧମେନ୍ଦ୍ର ପ୍ରଧାନ ହିଁ ବିଭିଷଣ କାରଣ ବିଜେପିରେ ବହୁତ ଭଲ ନେତା ଅଛନ୍ତି କିନ୍ତୁ ଜଣଙ୍କ ପାଇଁ ସମସ୍ତେ ଆଜି down ସେ ଜଣକ କିଏ ଏ କଥା ସାରା ଓଡ଼ିଶା ବାସି ଜାଣିଛନ୍ତି

  • @niranjanchoudhury365
    @niranjanchoudhury365 10 หลายเดือนก่อน +17

    Dharmendra Pradhan is the real agent of bjd

  • @unlimitedstatus7362
    @unlimitedstatus7362 10 หลายเดือนก่อน +1

    ଧର୍ମେନ୍ଦ୍ର

  • @sushildash1265
    @sushildash1265 10 หลายเดือนก่อน +13

    ଓଡ଼ିଶାରେ ବିଜେପି ଦଳକୁ ଆଗେଇବାରେ ପ୍ରତିବନ୍ଧକ ସାଜିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଏବଂ ତାହା ମଧ୍ୟ ବିଜେଡି ଦଳର ଇଚ୍ଛାରେ।ଆଉ ଏହି କାର୍ଯ୍ୟପାଇଁ ଧର୍ମେନ୍ଦ୍ର ବାବୁଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି ଅମିତ୍ ସାହା। ଆପଣ ଙ୍କ ଭାଷାରେ ଆଗାମୀ ନିର୍ବାଚନ ଏକ ବିଚିତ୍ର ନିର୍ବାଚନ ହେବ ଏବଂ ବିଜେପି ଓଡ଼ିଶାରୁ ପ୍ରାୟ ମୂଳପୋଛ ହୋଇଯିବ କହିଲେ ଅତିୟୁକ୍ତି ହେବନାହିଁ।

  • @basantakumarnayak7432
    @basantakumarnayak7432 10 หลายเดือนก่อน +11

    ଆପଣଙ୍କର ବିଶ୍ଳେଷଣ କୁ ଅନୁଧ୍ୟାନ କରିବା ପରେ ଏହି ସିଦ୍ଧାନ୍ତ ରେ ଉପନୀତ ହେଲୁଯେ କଶ୍ମିନ କାଳେ ଓଡ଼ିଶାରେ ନେତୃତ୍ତ୍ୱ/ସରକାର ପରିବର୍ତ୍ତନ ହେବାର ପ୍ରଶ୍ନ ଉଠୁନାହିଁ। ଏହା ବହୁତ ପୂର୍ବରୁ ମନ ମଧ୍ୟରେ ଉଙ୍କି ମାରୁଥିଲା କିନ୍ତୁ ଆଜି ସ୍ପଷ୍ଟ ହୋଇଗଲା।

  • @sukadevmohanty8054
    @sukadevmohanty8054 28 วันที่ผ่านมา

    ଧର୍ମେନ୍ଦ୍ର ପ୍ରଧାନ

  • @chandankumarbal1308
    @chandankumarbal1308 10 หลายเดือนก่อน

    ଧର୍ମେନ୍ଦ୍ର ପ୍ରଧାନ, ଅମିତ ଶାହାଙ୍କ ଛତ୍ରଛାୟା ତଳେ ରହି ଏହି କାର୍ଯ୍ୟ ଚାଲିଛି

  • @sudhakardas2924
    @sudhakardas2924 10 หลายเดือนก่อน

    Correct

  • @chittaranjannayak3265
    @chittaranjannayak3265 10 หลายเดือนก่อน

    Yes right topic

  • @am9519
    @am9519 10 หลายเดือนก่อน +8

    ଆଜ୍ଞା.... ଓଡିଶା ବିଜେପି କଥା ଛାଡ ହେ... କେନ୍ଦ୍ରୀୟ ମୁଖ୍ୟ ନେତା ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ତ ମୁଖ୍ୟମନ୍ତ୍ରୀ ଙ୍କ ସଙ୍ଗେ କ୍ଷୀର ନୀର ସମ୍ପର୍କ.... ଏକଥା ସାଧାରଣ ଲୋକ ବି ଜାଣିସାରିଲେଣି....👎

  • @netajidash9367
    @netajidash9367 10 หลายเดือนก่อน +6

    ଆପଣ ସଠିକ୍ ପ୍ରଶ୍ନ ପଚାରିଲା ଯାହା ଦଳର ଆତ୍ମନିରୀକ୍ଷଣରେ ସହାୟକ ହୁଅନ୍ତା। ହେଲେ ମୋ ଭଳି ଅନେକ ବିଜେପି ସମର୍ଥକଙ୍କ ମନରେ ଲହଡ଼ି ମାରୁଥୁବା ପ୍ରଶ୍ନ ଆମ୍ଭମାନଙ୍କ ତରଫରୁ ପଚାରିଛନ୍ତି। ସେଥିପାଇଁ ଅଶେଷ ଧନ୍ୟବାଦ୍। ବିଭୀଷଣ ଜଣକ ସମ୍ବଲପୁର ବା ଢେଙ୍କାନାଳ ଲୈକସଭା ପାଇଁ ଆଶାୟୀ ପ୍ରାର୍ଥୀ ବୋଧେ। ତାଙ୍କ ବେକରେ ଝୁଲୁଥିବା ଗ୍ୟାସ ବିତରକ ଭାଇଙ୍କ ପାଇଁ ଏଭଳି ବିଭୀଷଣ ରୋଲ ବୋଧେ।

  • @umasahankarprasad2713
    @umasahankarprasad2713 10 หลายเดือนก่อน

    Absolutely correct.

  • @asitmohanty8492
    @asitmohanty8492 10 หลายเดือนก่อน +8

    Dharmendra Pradhan in the state and Amit Shah and his son in the centre. Lion share from Mines money 😅

  • @mankitaamzworld5704
    @mankitaamzworld5704 10 หลายเดือนก่อน +1

    Nice analysis sir, i was expecting the name of vivisana

  • @natabarmishra8367
    @natabarmishra8367 10 หลายเดือนก่อน +59

    Dharmendra pradhan geared by Shaha are responsible for the downfall of Odisha BJP. Bjp lovers will never pardon them. Dharmendra will never win election unless supported by BJD. Had Madhubabu been alive today,he must have written patriotic song on Dharmendra.

    • @mishrabisudhananda3551
      @mishrabisudhananda3551 10 หลายเดือนก่อน +2

      Shah would have kicked out Pradhan for his achievements during the period 2014 to 2023.But Modi for some unknown reason not letting any action on Pradhan,so Shah is silent.

  • @debendrapattanayak9683
    @debendrapattanayak9683 10 หลายเดือนก่อน +1

    ମଉସା ନାଁ କଣ ପାଇଁ କହୁନାହାନ୍ତି ଆପଣ ତ ଜଣଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିସାରିଲେଣି ସେ ଜଣକ ତ ଆମ ଧରମା

  • @AjayKumar-rr2mv
    @AjayKumar-rr2mv 10 หลายเดือนก่อน +22

    ମୁଁ କହିବି ଓଡିଶା ରେ ବିଜେପି ମୁଖ୍ୟ ବିରୋଧୀ ଦଳ ନୁହେଁ ବରଂ ମୁଖ୍ୟ ସହଯୋଗୀ ଦଳ, ରହିଲା ବିଭୀଷଣ କଥା! ଏଠିତ ଗଣ୍ଡା ଗଣ୍ଡା ବିଭୀଷଣ, ସବୁଠୁ ବଡ଼ ବିଭୀଷଣ ହେଉଛନ୍ତି ମୋଦି ସାହା, ଯେତେବେଳେ ମୋଦି ସାହା ଓଡିଶା ର ବିଜେପି କୁ ବନ୍ଧା ପକେଇ ବିଜେଡି କୁ ସୁରକ୍ଷା ଦେଇ ଦିଲ୍ଲୀ ଗାଦି ସୁରକ୍ଷିତ ରଖୁଛନ୍ତି ସେତେବେଳେ ଓଡିଶା ବିଜେପି ନେତା ଭିତିରି ବୁଝାମଣା କଲେ ଭୁଲ ରହିଲା କେଉଁଠି?

    • @sachidanandasahoo9836
      @sachidanandasahoo9836 10 หลายเดือนก่อน +1

      Absolutely right Bhai

    • @baikunthabehera3971
      @baikunthabehera3971 10 หลายเดือนก่อน +1

      Bhul karuchhanti votar .gandimarouchhanti sehi votar

    • @ramakantapanda6476
      @ramakantapanda6476 10 หลายเดือนก่อน

      Right

    • @naturesparadise8859
      @naturesparadise8859 10 หลายเดือนก่อน

      ଏକଦମ୍ ଠିକ୍ କଥା।

    • @baikunthabehera3971
      @baikunthabehera3971 10 หลายเดือนก่อน

      @@naturesparadise8859 abe mo dall re mohor bajiba na kanha ?

  • @ashokkumarsahoo7041
    @ashokkumarsahoo7041 2 หลายเดือนก่อน

    ସମସ୍ତେ ପ୍ରାୟତଃ ସଠିକ ଉତ୍ତର ଦେଇ ସାରିଛନ୍ତି. ସେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ

  • @anantakishoreparida59
    @anantakishoreparida59 10 หลายเดือนก่อน +10

    Dharmendra Pradhan is sole responsible for this.

  • @sukantidash180
    @sukantidash180 10 หลายเดือนก่อน +6

    Definitely Dharmendra Pradhan

  • @manoranjanbhuyan4826
    @manoranjanbhuyan4826 10 หลายเดือนก่อน +4

    ସେ ହେଲେ ଧର୍ମେନ୍ଦ୍ର ପ୍ରଧାନ

  • @pabitrakumarchinhara4101
    @pabitrakumarchinhara4101 10 หลายเดือนก่อน +5

    Sir pranam. ନବୀନ ଦାସ ଓଡିଶା ର ଗର୍ବ ଆଉ ଗୌରବ. ମୋଦୀ ଓ ଶାହା ର କୁକୁର ହେଲା ମୁକୁ. କୁକୁର ବିଭୀଷଣ ହେଲେ b ମୋଦୀ ଓ ଶାହା ମୁଖ୍ୟ ବିଭୀଷଣ.

  • @Jeevan_ek_paheli
    @Jeevan_ek_paheli 10 หลายเดือนก่อน +11

    One word- Dharmendra Pradhan

  • @trilochanpatnaik6321
    @trilochanpatnaik6321 10 หลายเดือนก่อน +3

    କେନ୍ଦ୍ର High command ନବୀନ ବାବୁ ଓ Pandian ବାବୁଙ୍କ ପାଇଁ ପୁରା ଘଣ୍ଟ ଘୋଡେ଼ଇ ରଖି ଛନ୍ତି। ତେଣୁ ଓଡ଼ିଶାବାସୀଙ୍କ ଭାଗ୍ୟ ଖରାପ ରହିବ ବୋଧେ ଆହୁରି ପାଞ୍ଚ ବର୍ଷ।

  • @arunjena7233
    @arunjena7233 10 หลายเดือนก่อน +8

    Dhamandar pradhaan

  • @prasantakumarswain3419
    @prasantakumarswain3419 10 หลายเดือนก่อน +7

    ଓଡ଼ିଶା bjp ଦାୟିତ୍ୱ ଅମିତ୍ ଶାହା ଙ୍କୁ ଦିଆ ଯାଉ, ଆଉ କେହି ନ ନେଲା ପର୍ଯ୍ୟନ୍ତ, ଦେଖିବା କେମିତି ଆସି ରୁଦ୍ଧଦ୍ୱାର ବୈଠକ କରି ଥିରି କିନା ପଳେଇବେ ?

  • @nababarika4028
    @nababarika4028 10 หลายเดือนก่อน +13

    Modi, Amiti Saha from centre Dharmendra Pradhan from odisha

  • @manmohanpadhi9778
    @manmohanpadhi9778 10 หลายเดือนก่อน +2

    Dharmendra Pandian.

  • @jyotirmayjena1869
    @jyotirmayjena1869 10 หลายเดือนก่อน +45

    ଧର୍ମେନ୍ଦ୍ର ପ୍ରଧାନ ଚାହାଁନ୍ତି ଓଡିଶାରେ ବିଜେପି କ୍ଷମତାକୁ ନଆସୁ । କାରଣ ବିଜେପି ଜିତିଲେ ଅପରାଜିତା ଷଡଂଗୀ ମୁଖ୍ଯମନ୍ତ୍ରୀ ହେବା ଥୟ । କିନ୍ତୁ ଏହା ତ ଧର୍ମେନ୍ଦ୍ର ବାବୁଙ୍କ ଦେହରେ ଯିବନି । ତାଙ୍କ ସପନତ ଅଧୁରା ରହିଯିବ । ତେଣୁ ତାଙ୍କର ଚକ୍ରାନ୍ତରେ ବିଜେପି ଓଡିଶା ରେ ମାଟି କାମୁଡି ପଡିଛି ।

    • @pratapdash4863
      @pratapdash4863 10 หลายเดือนก่อน +1

      ପୁରା ଠିକ୍

    • @ashwinisahu6584
      @ashwinisahu6584 10 หลายเดือนก่อน +1

      Se ta bjd ku birodha. Karuchhanti

  • @dasarathitada9591
    @dasarathitada9591 10 หลายเดือนก่อน

    ଧାର୍ମେଧର ପ୍ରଧାନ ହେଉଛନ୍ତି ବିଭୀଷଣ

  • @chandannayak9804
    @chandannayak9804 10 หลายเดือนก่อน +5

    Sir Namashkar🙏 ଓଡ଼ିଶା BJP ଚାହୁଁ ନାହିଁ ଏଠି ସରକାର ଗଢ଼ିବା ପାଇଁ ସେଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରଥମ ଭୂମିକା ରହିଛି ଓ ଅନ୍ୟଟି ହେଲା ଧର୍ମେନ୍ଦ୍ର ପ୍ରଧାନ ବାବୁ ଙ୍କର ନିଜେ କେମିତି ଜିତିଗଲେ ହେଲା , ଲୋକେ ଚାହୁଁଛନ୍ତି ପରିବର୍ତ୍ତନ କିନ୍ତୁ ଏମାନେ କରେଇଦେବେନାହି ସେଥିପାଇଁ ଆମେମାନେ ବି ବୁଝିଗଲୁ ଯେ ଆମେମାନେ ଚୁପ୍ ରହି ଯିବା ସବୁଠାରୁ ଭଲ ଯେମିତି ଚାଲିଛି ଚଳିଥାଉ ସେଥିପାଇଁ ତ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଭଳୀ ଦିଗଜ ନେତା ଚୁପ୍ ବସିପଡିଲେ , ଏବେ ଯଦି କେନ୍ଦ୍ର ସରକାର ଘୋଷଣା କରିଦିଅନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ର ମୂଖ୍ୟ ମନ୍ତ୍ରି ପଦ ପାଈଁ ବଛାଯାଇଛି ତାପରେ ଦେଖିବେ ବାବୁଙ୍କର ଖେଳେ କିନ୍ତୁ ଯେପର୍ଯ୍ୟନ୍ତ ଅପରାଜିତା ମାମ୍ , ମନମୋହନ ସାମଲ ଏବଂ ଜୟନାରାୟଣ ମିଶ୍ରଙ୍କୁ ଏକାଠି ନାହୋଇଛନ୍ତି ସେପର୍ଯ୍ୟନ୍ତ କିଛି ବି ହେବନାହିଁ 🙏

  • @sairajstudio5900
    @sairajstudio5900 10 หลายเดือนก่อน +4

    ଯେ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନ ବଜେପି ତଡା ନ ଖାଇଛନ୍ତି. ସେ ପର୍ଯ୍ୟନ୍ତ ବିଜେଡ଼ି ଶାସନ ଵା ତାମିଲ ଶାସନ ଚାଲିଥିବ

  • @rohitrn7716
    @rohitrn7716 10 หลายเดือนก่อน

    ଆମେ ତଳ ସ୍ତରର କାର୍ଯ୍ୟକାରୀତା ସବୁ ଜାଣି ଓଆର୍କ୍ ଓଭର ଦେବା ପାଇଁ ମନସ୍ଥ କରିଅଛୁ

  • @ramakantabarik4944
    @ramakantabarik4944 10 หลายเดือนก่อน +1

    ନିଶ୍ଚିତ ଧର୍ମେନ୍ଦ୍ର ପ୍ରଧାନ

  • @user-kt9nv9fd5j
    @user-kt9nv9fd5j 10 หลายเดือนก่อน +52

    Sir, due to Dharmendra Pradhan and Amit Saha Odisha BJP is unable counter BJD in Odisha. Though the situation is favourable for BJP to win in 2024 election but due to Dharmendra personal benefit he is obstructing others to go ahead. He has made a secret deal with BJD not to allow BJP to win for his personal win in MP. For Dharmendra BJP in Odisha will be vanished.

    • @mishrabisudhananda3551
      @mishrabisudhananda3551 10 หลายเดือนก่อน +8

      ମୁଁ କହିବି ଓଡ଼ିଶା ରେ ବିଜେପି ର ଏ ଅବସ୍ଥା ପାଇଁ ମୋଦୀ ଓ ଶାହା ହିଁ ଦାୟୀ।ସେମାନେ ନବୀନ ସହ ଅଘୋଷିତ ଚୁକ୍ତି କରିଛନ୍ତି ଓ ତାଙ୍କର ଓଡ଼ିଶା କୁ ନବା ଅପେକ୍ଷା କେନ୍ଦ୍ର କୁ ନବୀନ ଙ୍କ ଅକୁଣ୍ଠସମର୍ଥନ ସମର୍ଥନ କୁ ସର୍ତ୍ତ ରଖିଛନ୍ତି।ସେଥିପାଇଁ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ପ୍ରତିନିଧି ଭାବେ ରଖିଛନ୍ତି।ଯେଉଁ ଦିନ ଧର୍ମେନ୍ଦ୍ର ଙ୍କୁ ମୋଦୀ ଗେଟ୍ ଆଉଟ୍ କରିବେ ତା ପରଠୁ ବିଜେପି ନିଶ୍ଚୟ କ୍ଷମତା ପାଇବା ପାଇଁ ଅଗ୍ରସର ହେବ ଓ ବିଜେଡି ଓଡ଼ିଶାରୁ ଲୋପ ପାଇବ।ତେଣୁ ଧର୍ମେନ୍ଦ୍ର ବାବୁ ଙ୍କୁ କଣ ପାଇଁ ମୋଦୀ ଓ ଶାହା ଗେହ୍ଲାପୁଅ କରିଛନ୍ତି ଜଣା ପଡ଼ୁନି।

    • @bibhudattamishra2471
      @bibhudattamishra2471 10 หลายเดือนก่อน +2

      Neta manaku guli Kari mariba kotha tebe jae ki odisha develop hebo

    • @himansudash9149
      @himansudash9149 10 หลายเดือนก่อน

      ବିଜେପିର କେନ୍ଦ୍ର ସରକାର ଜାଣିଛି ଓଡିଶା ବିଜେପି ଅପାରଗ କେବଳ ଭୁକନ୍ତି ନିଜ ପାଇଁ ଦଳ ପାଇଁ ନୁହଁ। ସେଥିପାଇଁ ବିଜେଡି ଉପରେ ନିର୍ଭର କରୁଛନ୍ତି ସରକାର ବନେଇବା ପାଇଁ।

    • @baijnathagrawal3099
      @baijnathagrawal3099 10 หลายเดือนก่อน +2

      धर्मेन्द्र प्रधान के चलते हो रहा है

    • @mishrabisudhananda3551
      @mishrabisudhananda3551 10 หลายเดือนก่อน

      @@baijnathagrawal3099 ,ଅତି ଦୁର୍ନୀତି ଗ୍ରସ୍ତ ଓ ଅଯୋଗ୍ୟ ମନ୍ତ୍ରୀ।କଟକ ଠାରୁ ସମ୍ବଲପୁର ଜାତୀୟ ରାଜପଥ ର ଦୁର୍ଦ୍ଦଶା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଦାୟୀ। ନିତିନ ଗଡକରି ମଧ୍ୟ ମୋଦୀ ଙ୍କୁ ଡରି ଧର୍ମେନ୍ଦ୍ର ପ୍ରଧାନ ଙ୍କ ବିଷୟରେ କିଛି କହୁ ନାହାନ୍ତି।ଏଲ ଏନ ଟି ଏହି ରାଜପଥ କମ ଟଙ୍କାରେ , କମ ସମୟ ରେ ଓ ଭଲ କ୍ୱା ଲିଟୀ କାମ କରି ସାରିଥାନ୍ତI । ମାତ୍ର କମ୍ ଲାଞ୍ଚ ଦେଇଥାନ୍ତା ତେଣୁ ଧର୍ମେନ୍ଦ୍ର ବାବୁ ଚାପ୍ ପକାଇ ଗାୟତ୍ରୀ କନ୍ ଷ୍ଟ୍ରକ୍ସନ କୁ ଦେଇ ନିମ୍ନ ମାନର କାମ ଓ ବହୁତ୍ ବର୍ଷ ପରେ ମଧ୍ୟ ସରିନାହିଁ।

  • @hackgaming9839
    @hackgaming9839 10 หลายเดือนก่อน

    Namaskar

  • @bibhudattamoharana5947
    @bibhudattamoharana5947 10 หลายเดือนก่อน +3

    ଧରମା

  • @debiprasadrout4163
    @debiprasadrout4163 10 หลายเดือนก่อน +6

    Dharmendra Pradhan link and amit sha link for bjd

  • @ashmitsabat8090
    @ashmitsabat8090 10 หลายเดือนก่อน +9

    Dharmendra Pradhan is the main culprit

  • @rabindranathbehera5172
    @rabindranathbehera5172 23 วันที่ผ่านมา

    Give more & more analysis.

  • @prasantamohapatra7767
    @prasantamohapatra7767 10 หลายเดือนก่อน +5

    ବିଜେଡି ବିରୁଦ୍ଧରେ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ବି ମୁଖ୍ୟ ବିରୋଧୀ ବିଜେପିର strategy ଓଡିଶାରେ ସ୍ପଷ୍ଟ ନୁହେଁ, କାରଣ ଓଡିଶା ବିଜେପିର ବିଜେଡି ପ୍ରତି ଅଘୋଷିତ ସନ୍ଧି,କେନ୍ଦ୍ରୀୟ ବିଜେପିର ଅପରିଣାମଦର୍ଶିତା ଏବଂ ଓଡିଶା ବିଜେପି ସଭାପତିଙ୍କ ବିଷହୀନ ଫଣା l

  • @NarendraNarayanJena-tv2ic
    @NarendraNarayanJena-tv2ic 10 หลายเดือนก่อน +4

    ବିରୋଧୀ ଦଳ ନାହାନ୍ତି କାହିଁକି, ଅଛନ୍ତି.
    ମାତ୍ର cm ତ ଅନ୍ଧ, ମୁକ ଓ ବଧିର ଏବଂ ନିଦା ବିଷ୍ଣୁ.
    ବିରୋଧୀ ଙ୍କ ଅଭିଯୋଗ ବାୟୁ ରେ ବାୟୁ ରେ ମିଳାଇ ଯାଉଛି.
    ଓଡିଆ, ମାନେ ଆମେ ଓଡିଶା ବାସୀ, ମାଗଣା ଖିଆ,
    Modi ତ bjd mp ଙ୍କ ସମର୍ଥନ ପାଉଛନ୍ତି.
    Bjp ଓଡିଶା ରେ ମଲା କି ଗଲା ତାଙ୍କର ଢ଼ୋ.

  • @saswotakumar
    @saswotakumar 10 หลายเดือนก่อน +1

    Dharama

  • @thirdeye9492
    @thirdeye9492 10 หลายเดือนก่อน +2

    ଧରିଛି ଛପନ ଇଞ୍ଚ ତଳକୁ😢😅
    ଅମିତର ମିତ କାଳ ବେଳକୁ😂
    ସରପଞ୍ଚ ପାଇଁ ନୁହଁଇ ଯୋଗ୍ୟ🤪
    ଜୟଚନ୍ଦ୍ର ଭୂମିକା ରେ ଅଯୋଗ୍ୟ 😭

  • @prasadchandrasekhar
    @prasadchandrasekhar 10 หลายเดือนก่อน +6

    Dharmendra Pradhan Kendra mantri

  • @jayarajmohanty9486
    @jayarajmohanty9486 9 หลายเดือนก่อน +2

    Bijay Mohapatra & Aparajita Sarangi are the best team Leader of BJP.But centre not power to those persons.

  • @nabinkishorkartta1285
    @nabinkishorkartta1285 10 หลายเดือนก่อน +1

    ସତ କଥା କହିଲେ ସାର୍। ପ୍ରକୃତ କଥା ହେଲା ଆମେ ନିଜେ ହିଁ ତାଙ୍କୁ ପ୍ରଶୟ ଦେଉଛି।

  • @PravashkumarSahoo-ey4qm
    @PravashkumarSahoo-ey4qm 10 หลายเดือนก่อน +2

    Dharmendra pradhan is thr answer

  • @trilochanmohanty1917
    @trilochanmohanty1917 10 หลายเดือนก่อน +6

    Dharmendra selfie politician 😊😊😊

  • @manarath-on8zs
    @manarath-on8zs 10 หลายเดือนก่อน +1

    ଧର୍ମେନ୍ଦ୍ର ପ୍ରଧାନ ଘର ଭଙ୍ଗା ନିତୀ।

  • @jagannathpanigrahi5286
    @jagannathpanigrahi5286 10 หลายเดือนก่อน +5

    ଲାଗୁଛି ସେ ନିଶ୍ଚିତ ଭାବେ ଜଣେ କେନ୍ଦ୍ରୀୟ ନେତା ହୋଇଥିବେ। ୨. କେତେ ବିଭୀଷଣ ଥାନ୍ତୁନା କାହିଁକି ଶିକ୍ଷିତ ଲୋକଙ୍କ ମତ ବିଜେପି ପଟେ। ହେଲେ ମୁଁ ପଖାଳ ଖିଆ ଓଡ଼ିଆ ଆଜ୍ଞା। ମୂଲ୍ୟ ହିନ ଚାଉଳର ପଖାଳ କନ୍ସେ ମାରି ଦେଇଥିବି ଯଦି ନିଦ ଆସିଗଲା ଯଦି ନିଦ ଭାଙ୍ଗିଲା ବେଳକୁ ‌ନିର୍ଵାଚନର ବାସିଦିନ ହୋଇଯାଇ ଥିବ।

    • @santoshpradhan4520
      @santoshpradhan4520 10 หลายเดือนก่อน

      ବହୁତ୍ ବଢିଆ କଥା କହିଲେ ।

  • @bhubanmohanty3853
    @bhubanmohanty3853 10 หลายเดือนก่อน +5

    କେନ୍ଦ୍ର ବଡ଼ ବିଭିଷଣ

  • @manasdas5715
    @manasdas5715 10 หลายเดือนก่อน +1

    ଧିକ୍ ଧିକ୍ ବେଇମାନୀ ଙ୍କୁ ଇତିହାସ କେବେ କ୍ଷମା ଦେବନି, ଖଣି ଖାଇ କେତେ ଦିନ ତିଷ୍ଟିବ ଦେଖାଜାଉ ... ବନ୍ଦେ ଉତ୍କଳ ଜନନୀ 🙏

  • @sopanabadek5696
    @sopanabadek5696 10 หลายเดือนก่อน +3

    ଓଡ଼ିଶାରେ ଭାରତୀୟ ଜନତା ଦଳରେ ଲୋକ ପ୍ରିୟ ପ୍ରାର୍ଥୀ ଚୟନ ହୋଇ ପାରୁ ନାହିଁ ଓ ଅର୍ଥ ଭୋଟରଙ୍କ ପାଖକୁ ପହଞ୍ଚି ପାରୁନାହିଁ !!!!!!!!!!

  • @dibakarpanigrahy9369
    @dibakarpanigrahy9369 10 หลายเดือนก่อน +8

    Dharmendra Pradhan is the culprit....👉😎

  • @sanjulatadei3337
    @sanjulatadei3337 10 หลายเดือนก่อน +6

    EXCELLENT NEWS #ODISHA❤

  • @rabindranath2244
    @rabindranath2244 5 หลายเดือนก่อน

    ଏଥିପାଇଁ ଲୋକମାନେ ସଚେତନ ହେବା ଉଚିତ୍

  • @kaushiksahu1920
    @kaushiksahu1920 10 หลายเดือนก่อน

    #ଧମେଦ୍ର ପ୍ରଧାନ ନିଜର ସ୍ବାର୍ଥ ପାଇଁ ଓଡ଼ିଶା BJP କୁ ନିଲାମ କରିଛନ୍ତି

  • @sandhyaranimahanta8018
    @sandhyaranimahanta8018 10 หลายเดือนก่อน

    You are fantastic nabin das

  • @UtkalikaPradhan-ds6bl
    @UtkalikaPradhan-ds6bl 10 หลายเดือนก่อน +3

    Only Dharmendra pradhan hin dayee

  • @rabindranath2244
    @rabindranath2244 5 หลายเดือนก่อน

    ସହ। ଚାହୁ ନାହାନ୍ତି ଯେ ଓଡ଼ିଶାରେ BJP ସରକାର ହେଉ । କାରଣ ସୁରଟ ରେ ଦାଦନ ଶ୍ରମିକ କମିଜିବେ। ସେଥିପାଇଁ ବିଭୀଷଣ ସାଜିଛି ଧରମ। ।

  • @salilkumar9703
    @salilkumar9703 10 หลายเดือนก่อน +35

    He is the only neta Dharmendra Pradhan who is responsible for this

  • @bijayashankartripathy8748
    @bijayashankartripathy8748 10 หลายเดือนก่อน +3

    ଧମେନ୍ଦ୍ର ପ୍ରଧାନ ହେଉଛନ୍ତି ବିଭୀଷଣ କହିବା ଠିକ୍ ହେବନି କାରଣ ବିଭୀଷଣ ଧର୍ମ ପାଈ ଚେଷ୍ଟା କରିଥିଲେ ।କିନ୍ତୁ ଧାମେନ୍ଦ୍ର ପ୍ରଧାନ ନିଜ ସ୍ବାର୍ଥ ପାଇ ଅଧର୍ମ ପାଈ ଚେଷ୍ଟିତ ପରି ମନେହୁଏ । ମନମୋହନ ବାବୁ ଙ୍କର voice ନାହିଁ। ଶାହା ମୋଦି ଗୁପ୍ତ ଶତ୍ରୁ ଓଡ଼ିଶା ବିଜେପି ର । ଏଣୁ ଦ୍ଧମେନ୍ଦ୍ର ପ୍ରଧାନ ଜେଉ ଜାଗାରୁ ଠିଆ ହେଲେ ଉଚିତ୍ ଜବାବ ଦେବା ଉଚିତ୍।

  • @padarbindasamal4365
    @padarbindasamal4365 10 หลายเดือนก่อน

    World Class Setting Getting

  • @dipakpanda9075
    @dipakpanda9075 10 หลายเดือนก่อน +3

    ଧରମୁ ବିନା ଅନ୍ୟ କେହି ହୋଇ ନ ଥିବେ l

  • @himansupatra9717
    @himansupatra9717 10 หลายเดือนก่อน

    One & only Dharma

  • @user-go5mq4od4d
    @user-go5mq4od4d 10 หลายเดือนก่อน +2

    Only Dharmendra pradhan

  • @rajendra_behera89
    @rajendra_behera89 10 หลายเดือนก่อน +2

    ଧର୍ମେନ୍ଦ୍ର ପ୍ରଧାନ !

  • @nrusinhacharangajendra2993
    @nrusinhacharangajendra2993 10 หลายเดือนก่อน +1

    ଧର୍ମେନ୍ଦ୍ର ପ୍ରଧାନ ବିଜେଡି ଦଳ ସହ ଯୋଗାଯୋଗ ରେ ଅଛନ୍ତି

  • @santoshpradhan4520
    @santoshpradhan4520 10 หลายเดือนก่อน +6

    କେନ୍ଦ୍ରୀୟ ନେତା ମାନେ ରାଜ୍ୟ ବିଜେପି ଦଳ ଏଠାରୁ ଦଳ ଭଲ କରନ୍ତୁ ବୋଲି ଆଗ୍ରହ ପ୍ରକାଶ କରୁ ନାହାନ୍ତି ସେମାନେ ଚାହୁଁଛନ୍ତି ଲୋକସଭା ରେ ବିଜେଡି ସହଯୋଗ ରେ କେମିତି ଅଧିକ ଆସନ ପାଇବା ପାଇଁ ବ୍ୟାକୁଳ ।
    ପଶ୍ଚିମବଙ୍ଗ ରେ ଯେମିତି କେନ୍ଦ୍ର ର ଆଭିମୁଖ୍ୟ ଥିଲା ଏଠି ସେମିତି ନାହିଁ କହିଲେ ଚଳେ।
    କିଛି ହାତଗଣତି ବିଜେପି ନେତାଙ୍କୁ ଛାଡ଼ି ଦେଲେ ଅନ୍ୟ ମାନେ ବିଜେଡି ର ଟିକେଟ ପାଇବା ପାଇଁ ଲବି କରୁଛନ୍ତି। କିଛି ନେତା ଅଛନ୍ତି ନିଜ ସ୍ୱାର୍ଥ ପାଇଁ ବିଜେଡି ସହିତ ସାଲିସ କରି ନିଜେ କିପରି ଜିତିହେବ ସେ କଥା ଭାବୁଛନ୍ତି ।

  • @akshayakumarbhol4132
    @akshayakumarbhol4132 10 หลายเดือนก่อน +1

    ନାଁ ତା'ର ଧରମା । ସିଏ ଗୋଟେ ପରମା ।

  • @satishchandrabehera7291
    @satishchandrabehera7291 10 หลายเดือนก่อน

    ଓଡ଼ିଶାରେ ପଣ ପଣ ବିଭୀଷଣ।
    ତେଣୁ ତ ଓଡ଼ିଶା ଭୋଗୁଛି କଷଣ।।
    ଏକା କାହିଁକି ଦୋଷୀ ହେବେ ପ୍ରଧାନ।
    ସାମଲ, ଷଡ଼ଙ୍ଗୀ ନୁହେଁ କି ରଞ୍ଜନ???
    ଜୟ ଜଗନ୍ନାଥ!!!

  • @Tankdharbhoiofficial
    @Tankdharbhoiofficial 10 หลายเดือนก่อน +24

    ମୋଦି ଓ ସାହା ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କୁ ସମର୍ଥନ କରୁଥିବାରୁ ଓଡ଼ିଶାରେ ବିଜେପି ହାରୁଛି

    • @Tophan8916
      @Tophan8916 10 หลายเดือนก่อน +2

      Nihati Sata kahile

    • @ashwinisahu6584
      @ashwinisahu6584 10 หลายเดือนก่อน +1

      Hoipate

  • @hemantkumarsingh1387
    @hemantkumarsingh1387 10 หลายเดือนก่อน +5

    It's my guess Shri Dharmendra Pradhan is the BJP leader ,who is not having true spirit to fight against BJD in odisha.He wants to win but not interested party to win in odisha.

  • @yudhisthiraswain
    @yudhisthiraswain หลายเดือนก่อน

    Jay shree Ram 🎉🎉🎉

  • @chandipadapanda4707
    @chandipadapanda4707 10 หลายเดือนก่อน +1

    ବିଭିଷଣ ନଥିଲେ ବି ଜ ଦ ର ମୁଖିଆ ବେଫିକର ହୋଇ ବସି ନଥାନ୍ତେ ।

  • @upendranathswain2022
    @upendranathswain2022 10 หลายเดือนก่อน

    ବିଜେପିରେ ବ୍ୟକ୍ତିତ୍ୱ ଯୁଦ୍ଧ ତା'ର ଅସ୍ତିତ୍ବ ପ୍ରତି ବିପଦ ଭାବେ ଛିଡା ହୋଇଛି l

  • @saratsahoo268
    @saratsahoo268 10 หลายเดือนก่อน +1

    ବାତା ବରଣ ବିଜେଡି ବିରୋଧରେ ଥିଲେ ମଧ୍ୟ ଭୋଟ ନେବାକୁ bjp କି କଂଗ୍ରେସ ନେବାକୁ ଚାହାନ୍ତି ନାହିଁ। ବାସ୍ତବରେ ନବୀନ bjp ଓ କଂଗ୍ରେସ ର ସମ୍ପୂର୍ଣ ସହଯୋଗରେ ପଚିଶ ବର୍ଷ ହେବ ଓଡ଼ିଶାରେ ନିରଙ୍କୁଶ ଭାବରେ ଶାସନ କରୁଛନ୍ତି

  • @chandrakalasahu5085
    @chandrakalasahu5085 10 หลายเดือนก่อน +2

    Only one person, dharmendra pradhan. 😂😂

  • @mitrabhanudas8611
    @mitrabhanudas8611 10 หลายเดือนก่อน

    ଧର୍ମେନ୍ଦ୍ର ପ୍ରଧାନ ଓଡିଶା ବିଜେପି ର ବିଭୀଷଣ, ତାକୁ ଦଳରୁ ବାହାର କରାଯାଉ

  • @user-ii2pl3vl4d
    @user-ii2pl3vl4d 10 หลายเดือนก่อน

    ସେ ବ୍ଯକ୍ତି ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ

  • @hrusikeshmahapatra6735
    @hrusikeshmahapatra6735 10 หลายเดือนก่อน

    ଧର୍ମେନ୍ଦ୍ର ପ୍ରଧାନ ସବୁ ନାଟର ଗୋବର୍ଦ୍ଧନ

  • @itsbikram24
    @itsbikram24 10 หลายเดือนก่อน +1

    ବିଜେପି ର ଏହି ସ୍ଥିତି ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଦାୟୀ । ରାଜ୍ୟର ନେତା କେନ୍ଦ୍ରୀୟ ନେତୃତ୍ବ ଉପରେ ନୁହେଁ ।ସେ ଚାହିଁଲେ ସେ ନେତାଙ୍କୁ ବୁଝେଇ ପାରିବେ କିନ୍ତୁ କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାରେ ସରକାର ଆସୁ ନଚେତ୍ କେନ୍ଦ୍ର ବିଜେପି ସବୁ ସଜାଡି ପାରିବ।

  • @sarojsahoo9441
    @sarojsahoo9441 10 หลายเดือนก่อน +1

    God save Odisha

  • @rrsgamer5810
    @rrsgamer5810 10 หลายเดือนก่อน +2

    Dharmendra Padhan. Ek no kukur