osap irb Age Relaxation ଦୁଃଖ ଖବର ଆସିଲା | osap irb age relaxation heighcout update

แชร์
ฝัง
  • เผยแพร่เมื่อ 24 ธ.ค. 2024

ความคิดเห็น • 174

  • @JAGABANDHUJENA-o4o
    @JAGABANDHUJENA-o4o 12 ชั่วโมงที่ผ่านมา +66

    ବେଦର ଗାର ପାଇଁ ଆଜି ସବୁ ହଇରାଣ ହେଲେ

    • @firstsk2408
      @firstsk2408 12 ชั่วโมงที่ผ่านมา +1

      😮😮😮😮😮

    • @Ananta6371
      @Ananta6371 12 ชั่วโมงที่ผ่านมา +7

      ବେଦ ର ଗାର ନୁହେଁ ବେଧ ର ଗାର

    • @srujankumarpradhan9779
      @srujankumarpradhan9779 11 ชั่วโมงที่ผ่านมา

      ବେଦର ଗାର କିଏ ଭାଇ

    • @minakhipanda166
      @minakhipanda166 10 ชั่วโมงที่ผ่านมา +5

      Se maghia sainik academy pai sabu hela

    • @chinmayareddy7748
      @chinmayareddy7748 10 ชั่วโมงที่ผ่านมา +1

      Thik katha bhai gandi mora kamo karuchi sabu se mg sainaik academy

  • @julusaha01
    @julusaha01 13 ชั่วโมงที่ผ่านมา +60

    ବେଦ ର ଗାର.....hetar lagi sabu henta hei che....😅😅😅

    • @adityanaik7056
      @adityanaik7056 13 ชั่วโมงที่ผ่านมา

      Sat a😂

    • @srujankumarpradhan9779
      @srujankumarpradhan9779 11 ชั่วโมงที่ผ่านมา

      ସେ ବେଦ ର ଗାର କିଏ ଭାଇ

  • @Okhe133
    @Okhe133 6 ชั่วโมงที่ผ่านมา +4

    ଆପଣ ସବୁ ଠିକ୍ କହିଲେ ସର୍। ବାକି ଗୋଟେ କଥା ମାନେ ରଖି ଥାଆନ୍ତୁ GOVT. ଆମ ପାଇଁ ଆମେ GOVT. ପାଇଁ ନୁହେଁ। Democracy for the people, of the people and by the people.

  • @jagabandhubehera164
    @jagabandhubehera164 13 ชั่วโมงที่ผ่านมา +15

    ସତ କଥା ରାକେଶ ଭାଇ ତୁମେ ହିଁ ଆମ real hero... Great salute ❤❤❤❤❤

  • @MUKUNDA-y4w
    @MUKUNDA-y4w 6 ชั่วโมงที่ผ่านมา +5

    ସାର୍ ଏହି ନିୟମ କଲେ ହାଇକୋର୍ଟ ରେ କେସ୍ ଲଢ଼ିଛନ୍ତି ଭୁଲ୍ କଲେ ଯଦି ଆପଣ ସମସ୍ତ ପାଇଁ ଲଢ଼ି ଥିଲେ ଭଲ ହୋଇ ଥାନ୍ତା । ଆପଣ ମାନେ ଏକାଡେମୀ ଗ୍ରୃପ ଖୋଲି ଛନ୍ତି ସବୁ ପିଲା ଏକାଠି ହୋଇ ଅଛନ୍ତି over age ଏବଂ ନୂଆଁ ପିଲା । ହେଲେ ଆଉ ଯେଉଁ ମାନେ ଗାଁ ଗହଳି ରେ ଅଛନ୍ତି ସେ ମାନଙ୍କୁ ଖବର ଆସି ନାହାନ୍ତି ,,,ୟେ ହାଇକୋର୍ଟ କେସ୍ କଲେ ବୟସ ବଢ଼ାଇ ବ ବୋଲି ,,,ଆଜି ସେ ମାନଙ୍କର ବି ଗୋଟିଏ ଅଶାନ୍ତି ହୋଇଛି ,,, ସରକାର ବି ଯଦି ନିୟମ କଲେ ସମସ୍ତ ଙ୍କ ପାଇଁ ସମାନ ଦେଖି ବାର କଥା ,,, ମୋର ସାଙ୍ଗ ହାଇକୋର୍ଟ କେସ୍ କରି ଆସିଲା ଆଉ ମତେ ନମ୍ବର ଦେଲା ତୁ ବି କଟକ କୁ ୟା ଓକିଲ ଧରି ଆଉ କେସ କରିବୁ ବୋଲି ମତେ କହିଲା ,,,କିନ୍ତୁ ଅଲ୍ପ ଦିନ ଥିଲା ଫର୍ମ ଅନଲାଇନ୍ କରିବାର୍ ଦିନ,,, ମୁଁ କରି ପାରିଲି ନାହିଁ 😢😢 ସେ ମତେ ନମ୍ବର ଦେଲା ଗୋଟିଏ ଓକିଲ ଙ୍କର ମୁଁ କଲ୍ କଲି ସେ ଓକିଲ କହିଲା ୪୦୦୦ ଲାଗିବ କହିଲା ମୁଁ ବହୁତ request କଲି ସେ ବୁଝିଲା ନାହିଁ ସେ ଓକିଲ କହିଲା ୧୦ ଟା ପିଲା ଧରି ବାରବାଟୀ ଷ୍ଟାଡିୟମ୍ କୁ ଆସ ଜଣ ଜଣ ପିଚ୍ଛା ୨୫୦୦ ଲାଗିବ କହିଲା ମୁଁ କେଉଁ ପିଲା ଖୋଜି ବି ଆଉ ନେବି ଆଉ ସମୟ ବି ନ ଥିଲା ସେଥିପାଇଁ ମୁଁ ଅଯୋଗ୍ୟ ହେଲି,,,ସେଥି ପାଇଁ ତ ଆଜି ଏମିତି ହେଉଛି,,,ପ୍ରଥମେ ୨୦୧୩ ରୁ ୨୦୧୮ ରେ ମୁଁ ଯେତେବେଳେ intrwive ଦେଉ ଥିଲି ପ୍ରଥମେ ଶାରୀରିକ ଦକ୍ଷତା ତାପରେ ପରୀକ୍ଷା ହେଉ ଥିଲା ଏବେ ତ ପ୍ରଥମେ ପରୀକ୍ଷା ପ୍ରଥମେ କରୁଛି ଯାହା ଫଲ ରେ ଅଧିକ ମାର୍କ ଯାଉଛି cutoff ଯାହା କି ଦ୍ବାରା ମଧ୍ୟବର୍ତ୍ତୀ ପିଲା ମାନେ ସେତେ ମାର୍କ ଆଣିବା ପାଇଁ କଷ୍ଟ ହେଉଛି ଜଣେ ଦଶମ ପାସ୍ ରେ ପଢି ୪ ବର୍ଷ ପଢା ବନ୍ଦ କରି ଦେଇ ଥିବ ସେ କ'ଣ ୧୦୦ ରୁ ୬୫ ମାର୍କ ଆଣି ପାରିବ କି । ଏଥିରେ ଏକାଡେମି ଏବଂ ଯେଉଁ ମାନେ CT...BED କରିଛନ୍ତି ସେ ମାନେ ବି ଓଡ଼ିଶା ପୋଲିସ୍ ରେ ଭାଗ ନେଉଛନ୍ତି ସେ ମାନଙ୍କ ପାଇଁ ପରୀକ୍ଷା ସହଜ ହେଇ ଯାଉଛି ସେଥି ପାଇଁ ବେଶି ମାତ୍ରା ରେ cutoff ଯାଉଛି ,,,ପ୍ରଥମେ ଯେଉଁ ରୋଲ୍ ଥିଲା ସେହି ନିୟମାବଳୀ ଅନୁସାରେ intrwive କଲେ ମଧ୍ୟମ ପିଲା ପାଇ ବା ରେ ସୁଯୋଗ ମିଲିବ ,,,ଯଦି age relaxation ଟୋଟାଲି ନ ଦେବାର ଥିଲା ଯେତିକି ନିଯୟ ଅଛି ସେତେ ରଖିବାର୍ ଥିଲା ୧୮ ରୂ ୨୮ ବର୍ଷ,,, ଓକିଲ ମାନଙ୍କର ଫାଇଡା ମିଲୁଛି ଯେଉଁ ପିଲା ମାନେ ହାଇକୋର୍ଟ ରେ କେସ୍ କରି ଲଢ଼ି ଛନ୍ତି ସେ ପିଲା ମାନେ ସତରେ ୧୦୦ ରୁ ୭୦ ମାର୍କ ଆଣି ପାରିବେ କି,,?

  • @deepakkumarroutdeepu5129
    @deepakkumarroutdeepu5129 12 ชั่วโมงที่ผ่านมา +21

    SAINIK DEFFENCE ACADEMY Re jou sir asuchi sei Loka ta Pain Amiti Hauchi. Famous Dialogue BEDA RA GARO

  • @jagabandhubehera164
    @jagabandhubehera164 13 ชั่วโมงที่ผ่านมา +16

    ଗୋଟେ case କରିଥିଲେ ଏ ଦିନ ଦେଖିବାକୁ ପଡି ନ ଥାନ୍ତା 😂😂😂😂😂😂

  • @Badaldesigymfitness21
    @Badaldesigymfitness21 12 ชั่วโมงที่ผ่านมา +15

    ସୈନିକ defence academy ❌,ସାଣ୍ଡୃପାଣ୍ଡୃ academy✅🤣

  • @rasmiranjan2569
    @rasmiranjan2569 8 ชั่วโมงที่ผ่านมา +2

    ସେ ଶଳା ସୈନିକ ଏକାଡେମୀ ମାଷ୍ଟର ଯୋଗୁ ହାରାମି ଶଳା

  • @GHASIRAMPATRA-zm3ji
    @GHASIRAMPATRA-zm3ji 13 ชั่วโมงที่ผ่านมา +7

    Right କଥା ରାକେଶ ଭାଇ tq your Information

  • @moonjena2492
    @moonjena2492 12 ชั่วโมงที่ผ่านมา +11

    ସେ ବେଦର ଗାର ପାଇଁ ସବୁ ହେଲା,,, ବେଦର ଗାର ସବୁବେଳେ ନିଜକୁ ନିଜେ ବଡ଼ କହି କି ଆଜି ଏମିତି ହେଲା ,,, ବେକାରୀଆ ଲୋକ ଟା ବେଦର ଗାର

  • @satrughnamallick9250
    @satrughnamallick9250 12 ชั่วโมงที่ผ่านมา +6

    Right sir besi garb deha paini bhala nai, apna sir kaha kataha sunatuni

  • @akshayajena2818
    @akshayajena2818 12 ชั่วโมงที่ผ่านมา +9

    Sainik defence academy pai sabu heichi se tanka pai pilanka bhabisata Saha kheluchi bhagawan sahibeni Taku

  • @tmcmedia8761
    @tmcmedia8761 13 ชั่วโมงที่ผ่านมา +5

    Jia pilanku bhadkeiba taku 10 ବର୍ଷ ଜେଲ ହେବ ଏମିତି Rule aniba katha..😊

  • @bhabisyatadhal9218
    @bhabisyatadhal9218 11 ชั่วโมงที่ผ่านมา +4

    ପିଲା ଖେଳ ପରି ଓଡ଼ିଶାରେ ସବୁ ଖେଳ ଚାଲିଛି ସରକାର କୁ ଲାଜ ନାହିଁ, ସେଇ କୋର୍ଟ କୁ ବି ଲାଜ ନାହିଁ।

  • @dhirajbidhar3252
    @dhirajbidhar3252 11 ชั่วโมงที่ผ่านมา +4

    Apana bhai kichi Jani nahanti sabu age relaxation miliba

  • @Monester7008
    @Monester7008 10 ชั่วโมงที่ผ่านมา +3

    Bedara gara aau se khaini pain amiti aji sabu heichi...prabhu pilankara sabu problrm solve heijau...

  • @tmcmedia8761
    @tmcmedia8761 13 ชั่วโมงที่ผ่านมา +15

    M*g sabu dhandha chaleichha jou exam hou khali case case.. 😪RI, AMIN ARI
    FIRE MAN
    ODISHA CIVIL CONSTABLE
    JT
    ETC... KN pain amiti karuchha plz stop this... 🙏🙏

    • @subbucreation2574
      @subbucreation2574 13 ชั่วโมงที่ผ่านมา

      Very good bro🎉

    • @rahuldalai8857
      @rahuldalai8857 7 ชั่วโมงที่ผ่านมา

      Aukn bala haba

  • @akshayajena2818
    @akshayajena2818 12 ชั่วโมงที่ผ่านมา +4

    Gute dialog paichi Bedar Gara pila picha 2000×candidates2000=4000000 lutichi

  • @Mithunkumar-tq7zz
    @Mithunkumar-tq7zz 13 ชั่วโมงที่ผ่านมา +15

    Sainik defence academy eithi pain dai

  • @m.msoren8929
    @m.msoren8929 7 ชั่วโมงที่ผ่านมา

    ସବୁ TH-camrs ମାନଙ୍କ ପାଇଁ ଆମେ ଏସବୁ ଅସୁବିଧାର ସମ୍ମୁଖିନ ହଉଛୁ ।

  • @judhistirsabar5921
    @judhistirsabar5921 3 ชั่วโมงที่ผ่านมา

    All rights sri all odisha age shabu pila ku Delani

  • @Rohit1234-w3q
    @Rohit1234-w3q 11 ชั่วโมงที่ผ่านมา +2

    ବେଧ ର ଗାର

  • @Tophan-i
    @Tophan-i 12 ชั่วโมงที่ผ่านมา +9

    Veda ra gara vdo karuni kn pai veda ra gara😅😅😅😅

  • @mradv-xh1ni
    @mradv-xh1ni 12 ชั่วโมงที่ผ่านมา +3

    Kahara jibabana bali paduni kebala 18-28 age ra pila mane bali paduchanti......sanika defence pain

  • @phudanmarndi7983
    @phudanmarndi7983 7 ชั่วโมงที่ผ่านมา +1

    Bedara gara ku dhoro kouthi ochhi... Bedara gara jogu volo pila sabu hairan houchhanti

  • @Mr.Smr01
    @Mr.Smr01 13 ชั่วโมงที่ผ่านมา +6

    Late hau bhala haba physical pain tk tym miliba 😢

    • @bikashsingh-g6o
      @bikashsingh-g6o 12 ชั่วโมงที่ผ่านมา +1

      Matra 3 ta ta event achi au kn 1yr daba tmku practice karibaku

    • @Way_of_life_1
      @Way_of_life_1 12 ชั่วโมงที่ผ่านมา +1

      Yess

    • @Mr.Smr01
      @Mr.Smr01 12 ชั่วโมงที่ผ่านมา +1

      @@bikashsingh-g6o bhai 3 ta event ra kichhi katha nahi event ta kete kasta seita hauchi katha kau state government re 6 minutes achhi 1600 kahila 80% pila katibe au high jump bi

    • @bikashsingh-g6o
      @bikashsingh-g6o 12 ชั่วโมงที่ผ่านมา

      @@Mr.Smr01 Bhai practice kara 2 time 👍👍👍
      Au gote Katha hele jau mane cut off high Kari deiki total physical dabaku hin asu nahanti ta tanku kn kuha jiba.
      Khali kn exam attend karibaku asithilu jiye paiba ra jogya se ta katiki ghare basila na.
      Sethi pai physical jete jaldi haba bhala haba

  • @UpendraN-y6q
    @UpendraN-y6q 11 ชั่วโมงที่ผ่านมา +2

    ସାର୍ ଏ ଥିରେ ତମ ୟୁ ଟ୍ୟୁ ବର୍ ମାନ ଙ୍କ ର ଭୁଲ ।ସବୁ ଗୋଟେ ଗୋଟେ ଦଳ ଗ ଢ଼ି ଫା ଇ ଦା ଉ ଠ ଉ ଚ । ଯଦି ସବୁ ୟୁଟ୍ୟୁ ବ ର ଏକ ହୋଇ ପିଲାଙ୍କୁ ସାହାର୍ଯ୍ୟ କରି ଥା ନ୍ତ । ଏ ମିତି ହୋଇ ନ ଥାନ୍ତା
    ଆ ପଣ ତ ସାଥ ଦେଲେନି ଆ ଉ ବଡ଼ ବ ଡ଼ ଭା ଷଣ ଦେଉଛନ୍ତି । ଯ ଦି ଆ ପ ଣ ଙ୍କ କେ ସ୍ ଉପରେ ଅ ଭିଜ୍ଞ ତା ଥିଲା , ତେବେ ଚୁପ୍ ହୋଇ କାହିଁକି ରହିଲ । ଆ ଉ ଅନ୍ୟ ର ବିପକ୍ଷ ରେ କଣ କହୁଚ .

  • @malaya_653
    @malaya_653 13 ชั่วโมงที่ผ่านมา +2

    Highcourt ନିଜ ଘର ବୋଲି ଭାବୁଛନ୍ତି ଯେ କୋନସି from ପଡ଼ିଲା ବେଳେ କେସ କରିଦେଉଛନ୍ତି, ଗୋଟେ ପ ସନ ଲଗାଇ ରଖିଥିଲେ ...

  • @Pusparaj-h5z
    @Pusparaj-h5z 12 ชั่วโมงที่ผ่านมา +3

    Government ra be atharire dosa se sabu pilanku kn pai delani age relaxation

  • @jubarajmohanty9230
    @jubarajmohanty9230 10 ชั่วโมงที่ผ่านมา

    All odisha deithile kichhibi heinathanta🎉

  • @AtoPradhan
    @AtoPradhan 7 ชั่วโมงที่ผ่านมา +1

    1. ଭାଇମାନେ ତୁମେ ରିକର୍ମେଣ୍ଟ ଚାଲିଲା ବେଳେ soithila କି
    2. Exam time ରେ ଘରେ kn chhudithile ki ? eina akhi kholila pare Case karuchhanti
    3. Puni exam sarila pare ଆମ ଗାଣ୍ଡୀ ମାରିବାକୁ/problem re ପକାଇବାକୁ Case କରୁଛ
    4. ପ୍ରଥମ ରୁ kn soithila na kichhi ଜାଣି nathila। ତମ ସକାଳ ଏଇନା ପାହୁଛି ସବୁ ସରିଲା ବେଳେ ଯେ ଆଜି asiki Case କରୁଛ
    5.ଭୁଲ କହୁଛି କି ଠିକ କହୁଛି ଭାଇମାନେ ଜଣାଇବେ😢😢😢😢 ବହୁତ୍ worried laguchhi🤔🤔 kn sabu ହେଉଛି ଦେଖିବାକୁ ପଡୁଛି 😟😟😟

  • @phudanmarndi7983
    @phudanmarndi7983 7 ชั่วโมงที่ผ่านมา +1

    Bedara gara confirm moribo

  • @Pusparaj-h5z
    @Pusparaj-h5z 12 ชั่วโมงที่ผ่านมา +1

    Jebe milila age relaxation government be deiparithanta sabu pilanku athi government ra sabu dosa panchayat election asuchi ame be dkhei dabu

  • @SusantaBehera-sm1pw
    @SusantaBehera-sm1pw 8 ชั่วโมงที่ผ่านมา

    Sara odisha ra bhai mane suni rakha jouthi 6year age badhiba cutt off high heba hele physical karila bele ku kehi jibeni hele ame physical karuthiba au under age pila b bali padiba court sara odisha bhai mana nka pain .jadi 6year age relax miliba ame b court re aga ku asuthiba chakiri pain first physical kariba pain court ra dwarasta hebu. Karana sabu chakiri pain ame bar bar case stay bahuta asubidha ra samurkhina helanu ame b athara court jibu au 6year age relax miliba jadi ama ra b kichhi anurodha ame janeibu.

  • @prakashkupatra3277
    @prakashkupatra3277 11 ชั่วโมงที่ผ่านมา +10

    ସବୁ ଭାଇ ମାନେ ଏକ୍ ଜୁଟୁ ହୁଅ ବେଦର ଗାର କୁ ମାରିବା 😅

    • @phudanmarndi7983
      @phudanmarndi7983 7 ชั่วโมงที่ผ่านมา

      We support

    • @pravansusahoocreation4553
      @pravansusahoocreation4553 4 ชั่วโมงที่ผ่านมา +1

      Report mara samaste ta I'd ku

    • @kumarB-kh5cf
      @kumarB-kh5cf 4 ชั่วโมงที่ผ่านมา

      Thik kahu6 bhi mg ae bedara gara

  • @LipunRout-r4n
    @LipunRout-r4n 13 ชั่วโมงที่ผ่านมา +2

    right katha

  • @BiswajitSamal-o1y
    @BiswajitSamal-o1y 13 ชั่วโมงที่ผ่านมา +4

    Kn pain sir khali prtison pila age paiba karan ja pakhare paisa achi se highcourt case ladhiba. All over age relaxation paiba darakar. Se gote Post hau ki 1000 post hau

  • @chiansahoo8355
    @chiansahoo8355 12 ชั่วโมงที่ผ่านมา +1

    Railway 3 yrs rpf si, constable deichi ,Ssc gd re 3 yrs centeral sabu thire dela au Odisha police kai deuni vai tk pila case kariki anuchanti au kn kara jiba bata kn achi

  • @studywithlife2.O
    @studywithlife2.O 13 ชั่วโมงที่ผ่านมา +1

    ଆପଣ କେସ take up କରିଥିଲେ ହୁଏତ ଭଲ ହୋଇଥାନ୍ତା ମୁଁ ବୋହୁତ କଷ୍ଟରେ ପଇସା ଆଣି ଦେଇଛି ହେଲେ ଆଜି ଏଇ ଦୁଃଖ ଦ ଖବର ମୋର ହୃଦୟ ପୁରା ଭାଙ୍ଗି ଗଲା

  • @MahendraNathNaik-ri9px
    @MahendraNathNaik-ri9px 10 ชั่วโมงที่ผ่านมา +1

    Sabu pila ku milibara thila

  • @soumyabhai9159
    @soumyabhai9159 13 ชั่วโมงที่ผ่านมา +4

    Sabu heuchi bedara gara pae 😂 taku sabu dhara

  • @Tapasjena777
    @Tapasjena777 12 ชั่วโมงที่ผ่านมา +1

    Bhai real Katha face Priyanka life smile😥😥😥

  • @CcjcjCiccici
    @CcjcjCiccici 12 ชั่วโมงที่ผ่านมา +3

    Sabu overage pila namaa nia🤭🤭🤭🤭🤭🤭

  • @minakhipanda166
    @minakhipanda166 10 ชั่วโมงที่ผ่านมา

    ଠିକ୍ ହେଇ ଚି ମଗିହା।।darkar ଏମିତି

  • @abinasbaral1743
    @abinasbaral1743 8 ชั่วโมงที่ผ่านมา

    Protocol rahiba darkar

  • @SoubhagyaranjanSamal-f4z
    @SoubhagyaranjanSamal-f4z 9 ชั่วโมงที่ผ่านมา

    Tame pilanku sahasa dia ta mana Bala bhagibara aadhikara nahi sir bujhila

  • @keshabapatra
    @keshabapatra 10 ชั่วโมงที่ผ่านมา

    semiti karuchanti jadhi difens chakiri bonth Karo total ate acting kora naie

  • @DeepakBehera-mm5wq
    @DeepakBehera-mm5wq 13 ชั่วโมงที่ผ่านมา +3

    Bhai actually 💯 percent bhul hela goment ra ,tame kn pilanku dosa daucha,,
    Bala 6 barsa re thare vacancy bahariba au age daba 18 ru 23..
    Kou angle ru aeta nyaya dekha jauchi...
    Oisf 8 barsa pare Abe aseba jadi age daba 18 ru 23 ,tahale tame nije kuha ame kn nian re mutithilu form pakei paribuni..

  • @biswajitsahoo3393
    @biswajitsahoo3393 11 ชั่วโมงที่ผ่านมา

    Sainik academy all other doing business all are exposed now

  • @ramakantabala-hl8sm
    @ramakantabala-hl8sm 13 ชั่วโมงที่ผ่านมา +2

    Thick katha ❤❤❤❤🎉

  • @PadmanDalei-c5i
    @PadmanDalei-c5i 10 ชั่วโมงที่ผ่านมา

    Bhala heichi aau thare online apply hau...

  • @sunilbehera5025
    @sunilbehera5025 8 ชั่วโมงที่ผ่านมา

    Bhai gapa Adhika heijauchi,

  • @statuslover2559
    @statuslover2559 12 ชั่วโมงที่ผ่านมา

    Jou pila ta physical hau nathiba semane ebe khusi…time paijibe physical paine

  • @deepakjena4475
    @deepakjena4475 7 ชั่วโมงที่ผ่านมา

    Great sir

  • @shonisha_education
    @shonisha_education 13 ชั่วโมงที่ผ่านมา +2

    physical re toh sabu anthei padibo

  • @job24.7
    @job24.7 12 ชั่วโมงที่ผ่านมา +1

    Sainik defence academy pai sabu heichi

  • @Live_Roster_Marndi-Ajay
    @Live_Roster_Marndi-Ajay 7 ชั่วโมงที่ผ่านมา

    Kete Case Kariba....Amiti Post bahariva Form pakeiba exams heba....Au Case Haba....Au Amey Exam debu Jiba Asiba Tex govt neba...

  • @santoshkumardas720
    @santoshkumardas720 11 ชั่วโมงที่ผ่านมา

    Sir samste khali aeya haechi seya haechi ea dosi ...kintu ebe kn kariba saeta bhabantu

  • @Dsdmvideos
    @Dsdmvideos 12 ชั่วโมงที่ผ่านมา +1

    Samastankara relax session hebaro thila moro 6 month pain rahigola

  • @biswajit_electrical_gallery
    @biswajit_electrical_gallery 13 ชั่วโมงที่ผ่านมา +3

    Beda ra gara paein sabu hae chi

  • @shibuhembram4798
    @shibuhembram4798 13 ชั่วโมงที่ผ่านมา

    karbar chali chi bhai ametha village pila amo pakore Poisa nhi kemithi Case koribu bhai

  • @rightggjg
    @rightggjg 13 ชั่วโมงที่ผ่านมา +1

    Sir si paien kichhi gotey karantu

  • @Vick0000
    @Vick0000 12 ชั่วโมงที่ผ่านมา +1

    Sainik defence academy ku case kora jau

  • @Pusparaj-h5z
    @Pusparaj-h5z 12 ชั่วโมงที่ผ่านมา

    Sabu government dauchi age relaxation odisha government kn pai debani ssc gd re age relaxation dauchi army re one time dela puni athire kn pai debani ...

  • @jitendradas6838
    @jitendradas6838 9 ชั่วโมงที่ผ่านมา

    Jadi gote case heeithanta ete pala heenathanta sala mana gya re mana ichha case kariba
    Ae pari hebaa😢😮😅

  • @Monester7008
    @Monester7008 10 ชั่วโมงที่ผ่านมา

    Rakesh bhai gote group kara na si pilanka pain...aau jadi na kariba kahucha kn pain..

  • @jaladharsahoo5245
    @jaladharsahoo5245 8 ชั่วโมงที่ผ่านมา

    Sanik academy ra paisa lova pain emiti heichi

  • @jagdishnayak4328
    @jagdishnayak4328 8 ชั่วโมงที่ผ่านมา +1

    ଅତି ରୁ ଇତି। ସବୁଥିରେ ଯଦି ନ୍ୟାୟାଳୟ ଯିବ ଏମିତି ହବ। ଶେଷ କୁ ସରକାର ବି ସୁଣିବନି

  • @abinasbaral1743
    @abinasbaral1743 8 ชั่วโมงที่ผ่านมา

    Sir real katha kete jana you tuber nija channel pain sabu amiti karuchhanti exam sarila pare case...... processing karei deu nahanti....

  • @Legendsgaming49-85
    @Legendsgaming49-85 12 ชั่วโมงที่ผ่านมา +1

    Bedara gara mg ku sodha sabu

  • @AtoPradhan
    @AtoPradhan 8 ชั่วโมงที่ผ่านมา

    You are right bro Aji ame samste hairan hauchhu
    Mu gote +3 last year student jajpur ra mu BATTALION EXAM DEICHHI puni mora 5th SEMESTER ACHI 13..1.2025 TO 20.01.2025 achhi PUNI BATTALION RESULT and PHYSICAL tension OR 5TH SEMESTER TENSION KN KARIBI Munda kharap heigalani😞😞😞😞 BHAI MANE GOVERNMENT JETIKA AGE RELAXATION DEICHHI SETIKA RE NUHA SC/ ST- 5 YEAR AGE RALAXSECTION/UR-3 YEAR AGE RALAXSECTION
    PLZ BHAI MANE AMAKU TENSION RE MARANTUNI

  • @laxmanlucky9064
    @laxmanlucky9064 10 ชั่วโมงที่ผ่านมา

    Bala vedio karucha bhai

  • @dilshanbenya5126
    @dilshanbenya5126 5 ชั่วโมงที่ผ่านมา

    Hele kn hobo amo bhabisyat sir ?

  • @AshokGiri-m3y
    @AshokGiri-m3y 12 ชั่วโมงที่ผ่านมา +1

    Sabu bhul youtuber manankara bro Karan sabu rasta TH-camr mane hni dekhauchhanti au pilanka life saha kheluchhanti

  • @shribantbishi7315
    @shribantbishi7315 9 ชั่วโมงที่ผ่านมา

    Sainik defence academy wala ku case kara sala ku jail re vara

  • @Parida.01
    @Parida.01 8 ชั่วโมงที่ผ่านมา

    Sainik academy mg sala puni si pain case kariba kahuchii . Khali bala case katha

  • @rushikantanial7344
    @rushikantanial7344 11 ชั่วโมงที่ผ่านมา

    You are Right Sir

  • @shortsnilu
    @shortsnilu 4 ชั่วโมงที่ผ่านมา

    6 year age dele ki bala ta khandia hei Gala vaccancy Asiba 6 year ku thare age dabani na...gote jinisa bhul Karichi bar bar jau age dei ki Exam karauchi apply karauchi....au baki age kahin ki daba nahi 6 year daba albat daba....jahara age haunahi tara dukha tome bujhipariba nahi tomaku bi TH-cam re daily video banei poisa income darkar...tome overage Pila dukha bujhiba kn

  • @Pusparaj-h5z
    @Pusparaj-h5z 12 ชั่วโมงที่ผ่านมา

    Oprb bhabauchi ame jaha kahibu sia heba..

  • @Badaldesigymfitness21
    @Badaldesigymfitness21 12 ชั่วโมงที่ผ่านมา +5

    ବେଦର ଗାର ❌,ବେଧର ଗାର ଯୋଗୁଁ ସବୁ ପିଲା ଅସୁବିଧାରେ ପଡୁଛନ୍ତି 😂😢ଆଥୁ😂 ଦଲାଲ୍ ଭଳି କାମ କରୁଛି ପଇସା ପାଇଁ 😢

    • @badal9204
      @badal9204 12 ชั่วโมงที่ผ่านมา

      😂😂

    • @soumyaranjandalai2034
      @soumyaranjandalai2034 12 ชั่วโมงที่ผ่านมา

      Sata katha

    • @Badaldesigymfitness21
      @Badaldesigymfitness21 11 ชั่วโมงที่ผ่านมา

      @@badal9204 are Bhai tamo name bi badal 🤝

    • @phudanmarndi7983
      @phudanmarndi7983 7 ชั่วโมงที่ผ่านมา

      Se bedara gara moribo confirm

  • @biswajitsahoo3393
    @biswajitsahoo3393 11 ชั่วโมงที่ผ่านมา

    Rakesh u r only one who give justice and finght for aspirants with out any profit motive all odisha aspirants take advantage for u only pls come again for si aspirants bhai

  • @brajajena2000
    @brajajena2000 13 ชั่วโมงที่ผ่านมา +1

    kn bala karibu bala aou rahihabani

  • @allinworld3647
    @allinworld3647 11 ชั่วโมงที่ผ่านมา

    Bhai civil constable kou month vitore asebo kuhontu tike

  • @AB_8457
    @AB_8457 13 ชั่วโมงที่ผ่านมา +1

    Badhiiaaa heichhiiiiii🎉

    • @Mr..KumarAditya
      @Mr..KumarAditya 11 ชั่วโมงที่ผ่านมา

      😡😡😡

  • @MANOJSAHU-xh5mh
    @MANOJSAHU-xh5mh ชั่วโมงที่ผ่านมา

    13 re pilankar physical haba

  • @bikashsingh-g6o
    @bikashsingh-g6o 12 ชั่วโมงที่ผ่านมา +1

    Gote dhanda chaleicha au nhi.
    Pila gandi mareibe wait kari kariki.
    Mg tmr kichi kama nhi ki be.
    Kou 4,5 barsha re thare bahariba recruitment tame gandi gala gala kariba case file kariki Court ku mamu ghara bhabucha nhi😡😡

  • @MANOJSAHU-xh5mh
    @MANOJSAHU-xh5mh ชั่วโมงที่ผ่านมา

    Au age dabani kahaku

  • @bijaybhoi7770
    @bijaybhoi7770 11 ชั่วโมงที่ผ่านมา

    Se mg pai ame pakeipariluni...

  • @Nkhi221
    @Nkhi221 13 ชั่วโมงที่ผ่านมา +1

    Sabu dosa Sainik defence academy ra hela

  • @Mr..KumarAditya
    @Mr..KumarAditya 11 ชั่วโมงที่ผ่านมา

    Bhai Nije Ta Job Karibani Kahaku V Kareidabani na Kn Sabu Bala Case Re jaha Name file heba kou Bala Se Emity Job Karipakeiba ki emity

    • @rahuldalai8857
      @rahuldalai8857 7 ชั่วโมงที่ผ่านมา

      Tu bahu pandita ta

  • @Loveyoutubefamily5725
    @Loveyoutubefamily5725 12 ชั่วโมงที่ผ่านมา

    Stay hebara karana sainik academy dai heba

  • @dhirajbidhar3252
    @dhirajbidhar3252 12 ชั่วโมงที่ผ่านมา

    Are babu jou pila above age achanti semanakara swartha nahin au tame kou swartha ta hin thik

  • @Legendsgaming49-85
    @Legendsgaming49-85 12 ชั่วโมงที่ผ่านมา

    See mg pai aame hairan heba

  • @allinworld3647
    @allinworld3647 11 ชั่วโมงที่ผ่านมา

    Bhai civil constable kebe asibo kuhontu tike

  • @dmrnd-0976
    @dmrnd-0976 8 ชั่วโมงที่ผ่านมา

    👍👍👍🏾

  • @ÂñîtáSámál-j7m
    @ÂñîtáSámál-j7m 12 ชั่วโมงที่ผ่านมา

    To pain. Sobu houchi

  • @jubarajmohanty9230
    @jubarajmohanty9230 10 ชั่วโมงที่ผ่านมา

    Right bro ❤

  • @kumarB-kh5cf
    @kumarB-kh5cf 4 ชั่วโมงที่ผ่านมา

    Bedara gara kheluchhi

  • @jitendrabarik4545
    @jitendrabarik4545 12 ชั่วโมงที่ผ่านมา

    Kichi ta youtube manka pani aji sabu haeran