U r right..but u just could be aware of this fact ...n u will also spread all these things...no media will discuss over all these things...as the stamped incident of Kumbha mela is also not tele casted...anyway everybody should wait n when should be conscious
It's just like the old English movie "TEN COMMANDMENTS " Where the Employer Orders (Shouts) "More speed" more speed and some of the slaves falls down (dies).It doesn't make any difference to the Commander . The same thing is going to happen in our Country shortly , which an intellectual person like you Satish babu could visualize well ahead... 🎉🎉🎉 GOD BLESS 🙏 you JAY SHREE JAGANNATH 🙏🙏🙏
Wah ! Wonderful Analysis. Thanks my dear Brother. No word to praise you. Very factual real topic. Mr Satish is one of the bests amongst few jourbalists for Analytical discussion. But I'm differed in Kejriwal case. To defeat BJP , Kejriwal should go vanish in Delhi Election for the great interest of Nation.
BISWA ITIHAS RA SABUTHARU KALANKITA DAKAYAT JIYA NIJA MAA KU BANK 🏦 LINE ➖ RE 500/- , 2000/- TANK BADALEYEBA PAIEN ROAD RE THIYA KARE YE DELA SE BHARAT MAA KU DUNIYA SAMUKHARE ULAGNA KARI THIYA KAREYE SARILANI AGGA RA KAHANI NADEKHIBA VALA
Thanks shatish Babu . Please clear me about double engined govt. I know only goods cared ( Mal bahi ) trains are travel with double engines due to one engine is incapable to Poole the loaded buggies . Is our govt. So weak ? That why double engine is requested?
ଅତି ସୁନ୍ଦର ବିଶ୍ଳେଷଣ 👍👍👍
Satish sir you are great କିନ୍ତୁ ଆମ ଲୋକମାନେ ଏତେ ବୋକା ଆମେ ବି ଓଡ଼ିଶାରେ ବୋକା ହେଇଗଲୁ ସମସ୍ତଙ୍କୁ ଭାବିବାର ସମୟ ଆସିଯାଇଛି
ବହୁତ୍ ସୁନ୍ଦର ଉପସ୍ଥାପନ କରିଛନ୍ତି ସାର୍ 👍👍👍👍💯🙏🙏
ଅତି ପ୍ରାଞ୍ଜଳ ପରିବେଷଣ। ଅଶେଷ ଅଶେଷ ଧନ୍ୟବାଦ।
ଆପଣଙ୍କୁ ଧନ୍ୟବାଦ ଯେ ସତ୍ କଥା କହନ୍ତି
ସତୀଶ ମିଶ୍ର ମହାଶୟ।
ଠିକ୍ ଠିକ୍ କହିଛନ୍ତି -
ଆମେ କେତେ ଅସହାୟ!!!
Very nice sir
ଓଃ ସତିଶ୍ ସାର୍, ଜବରଦସ୍ତ ହେଇଛି ଏହି କଟାକ୍ଷ ଟା......👌👍🙏
ସତୀଶ ସାର୍ ବହୁତ୍ ବହୁତ୍ ଧନ୍ୟବାଦ୍
ଦେଶ ରେ ମୂର୍ଖ ମାନେ ଶାସନ କଲେ ଯାହା ଅବସ୍ଥା ହେବା କଥା ହେବ. ମୂର୍ଖ ହଟାଓ ଦେଶ ବଞ୍ଚାଓ
ଅନ୍ଧ, ଅଶିକ୍ଷିତ, ଅର୍ଦ୍ଧଶିଖିତ, ଓ ସ୍ବାର୍ଥବାଦୀ ଶିକ୍ଷିତ ଲୋକଙ୍କ ସଂଖ୍ୟା ଏତେ ଅଧିକ, ଆପଣ ମାନଙ୍କ ପରି ହାତଗଣତି ଲୋକ ଚିତ୍କାର କଲେ କଣ ହେବ। ଆପଣ ଯାହା କହୁଛନ୍ତି ସବୁ ତଥ୍ୟ ଭିତ୍ତିକ। ଏହି ତଥ୍ୟ କୁ ଯଦି ଗଣମାଧ୍ୟମ ମାନେ ଲୋକଲୋଚନକୁ ଆଣନ୍ତେ, ହୁଏତ କିଛି ପରିବର୍ତ୍ତନ ହୋଇପାରନ୍ତା। ସେମାନେ ଦଲାଲି କରିବାରେ ବ୍ୟସ୍ତ
U r right..but u just could be aware of this fact ...n u will also spread all these things...no media will discuss over all these things...as the stamped incident of Kumbha mela is also not tele casted...anyway everybody should wait n when should be conscious
Semane pora Andha Bhakta category ra sir 😢😢
It's just like the old English movie "TEN
COMMANDMENTS "
Where the Employer
Orders (Shouts) "More speed" more speed and some of the slaves falls down (dies).It doesn't make any difference to the Commander . The same thing is going to happen in our Country shortly , which an intellectual person like you Satish babu could visualize well ahead... 🎉🎉🎉 GOD BLESS 🙏 you JAY SHREE JAGANNATH 🙏🙏🙏
Sir Apananka Bislesana Bahut Sundar,Thanks
ଦିଲ୍ଲୀରେ ଆପ୍ ଐତିହାସିକ ବିଜୟ ଲାଭ କରିବ 🎉
True your analysis. There is no way about frustration.
Wah ! Wonderful Analysis. Thanks my dear Brother. No word to praise you. Very factual real topic. Mr Satish is one of the bests amongst few jourbalists for Analytical discussion. But I'm differed in Kejriwal case. To defeat BJP , Kejriwal should go vanish in Delhi Election for the great interest of Nation.
Excellent and informative analysis.Satish Babu you are the journalist of the people.🙏
Very truth 👏
Thank you sir for your bold discussion
Right sir🙏🙏🙏🙏 I always support to you ,sir.
ଏତେ ସୁନ୍ଦର ଉପସ୍ଥାପନା ଧନ୍ୟ ଆପଣଙ୍କୁ
Very good Analysis dear Mishra Sir..
Right sir.🙏
ନମସ୍କାର ସାର୍ 🙏🙏
Namaskar
Thank you sir for your boldness.
Best analysis of the budget.
100% Right
ଗେରୁଆଙ୍କର କେଜରିୱାଲ୍ ଙ୍କୁ ବହୁତ ଭୟ..............!!!!
Correct information. The people of india should realise it.
ଓଡ଼ିଶାର ସବୁ ରେଳଅଞ୍ଚଳ ପୂର୍ବତଟ ରେଳପଥରେ ନାହିଁ: ଓଡ଼ିଆ ଅସ୍ମିତା ଦୈ।ଡେ ଧାଇଁ ଧାଇଁ
One of the best analysts in Odia.
ତଥାପି ଲାଜ ଲାଗୁନି,ଭାଷଣ ଦେବାବେଳେ ମୋଦୀଙ୍କ ପାଟିରେ ବାଟୁଳି ବାଜୁନି
Perfect Said Sir🙏🏻
Absolutely right sir 👍🙏
Odisha ku budget chinta aau nahi ...CM sabu aade buli buli khaiba khai safa Jhia khoju thantu ! Very good paribartan
Sir apananka bislesana bahut uchakotira apananku bahut bahut dhanyawad 🙏🙏🙏
22 ପରିବାର ଆମ ଦେଶର 50%ସମ୍ପତି ର ମାଲିକ!ସେମାନଙ୍କ ଲୋନ ଛାଡ଼କରି, ଟାକ୍ସ କମ କରି, ଆମ ଦେଶର PSU କୁ କମ ଦାମ ରେ ଦେଇ ମୋଦି ସେମାନଙ୍କୁ ଏହି ସ୍ଥାନରେ ପହଂଚେଇଛନ୍ତି!
Thank you so much for your right opinion ☺️
Thanks your right news
Excellent hundred percent true kahuchhanti sir
Good Analysis
Right sir 👍
1001 %right kahichanti
ଏ ବର୍ଷ କେତେ ଏମ୍ ବି ବି ଏସ୍ ସିଟ୍ ବିକ୍ରି କରିବେ ଶିକ୍ଷା ମନ୍ତ୍ରୀ?
Excellent analysis sir. Thank you.
Very welcome
Great job 👍
Right sir ❤
Right❤sir
Every episode of (analysis of situation) Satish Babu is very important for people,so thankful him
Exllence sir
Good jab sir🎉
ବିହାର ପାଇଁ ଟେଣ୍ଡର ଚାଲିଛି
Right sir
ଜୟ ଜଗନ୍ନାଥ
ଦେଶ ବିକା ଦଳ ର ଡାହା ମିଛ ସବୁ ଲୋକ ଜାଣିଗଲେଣି
କେବଳ ଇଭିଏମ ହିଁ ସାହାରା ଜୁମଲା ଦଳକୁ
ଭାଇ ପାନିଆ ବିକ୍ରି କଥା ଟା 🤣🤣🤣💋ବହୁତ ମଜା ଲାଗିଲା
ନିଜର ଆସନ ଚାଲିଯିବା ଭୟରେ ବିହାର କୁ ଏ ଅନୁକମ୍ପା , ଏ ବଜେଟ୍ କେବଳ ବିହାର ପାଇଁ ଥିଲା
Thank you sir 🙏❤👍💯
Most welcome
Sir satare
Correct
Sir expect you about the Mahakumbh (Holly deep ) tragedy
Excellent expression
He prabhu andha bhakta nku maridia nhele desha bhasijiba
ମୋଦିଜୀ ଓ ଭୋଟର ରାଜି
କ୍ୟା କରେଗୋ ଆପ୍ କାଜୀ?
Thanks sir
Welcome
Good evening
Good evening sir
ଅଋଣ ଜେଟଲୀ କହିଥିଲେ " ଅବସର ଗ୍ରହଣ ପୂର୍ବର ନିଷ୍ପତ୍ତି ଅବସରପରର ନିଯୁକ୍ତି ଉପଲକ୍ଷେ ପ୍ରେରିତ ଥାଏ"। ମୂଖ୍ୟ ନିର୍ବାଚନ ଆୟୁକ୍ତ ସେହି ଆଦର୍ଶକୁ ଆପଣେଇଥାନ୍ତି।
" ସାଧନା ନିସ୍ଫଳ ସିନା ,ଜଳଧି ମିଳନ ବିନା , ... ... " ଯୁବପିଢି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କର୍ମସଂସ୍ଥାନ ରେ ଅବସ୍ଥାପିତ ନହୋଇ ପାରିବା ପର୍ଯ୍ୟନ୍ତ ବିକାଶ ହୋଇଛି ବୋଲି କୁହାଯାଇପାରିବ ନାହିଁ ।
❤❤❤❤❤❤❤
ମୋଦୀ ଯାହା କରନ୍ତି ତାହା ସାଧାରଣ ଲୋକ ବୁଝି ପାରନ୍ତି ନାହିଁ l ଯେହେତୁ ଆମ ଦେଶର ଲୋକମାନେ ମୁର୍ଖ l ଆମ ଲୋକମାନେ ସିନେମା ବା ଯାତ୍ରା ଷ୍ଟାଇଲ ରେ ଭାଷଣ ଶୁଣିବାକୁ ପସନ୍ଦ କରନ୍ତି l
ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ
👍
Ki ନାଟକ କରୁଛନ୍ତି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ,,,,,ଆପଣ ଯଦି ଏତେ ଜ୍ଞାନୀ ନେତା heijaunahanti chodipakeibe ,,,ସେତେବେଳେ ଜଣାପଡ଼ିବ କେତେ ଚୋଡୁଛନ୍ତି
ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |
ଗୋଟିଏ କ୍ଷେତ୍ରରେ ବିଜେପି ଗୁରୁତ୍ୱପୂର୍ଣ୍ଣ ଭାବରେ ବିଫଳ ହେଉଛି ଏବଂ ତାହା ଅର୍ଥନୀତି ପରିଚାଳନା ଭାବରେ ଦେଖାଯାଉଛି କିନ୍ତୁ ଅଧିକାଂଶ ନ୍ୟୁଜ୍ ମିଡିଆ ଏହି ସତ୍ୟକୁ ସାଧାରଣ ଲୋକଙ୍କ ନିକଟରେ ପ୍ରଦର୍ଶିତ କରୁନାହାଁନ୍ତି।
@@kalingaranjan2074semane pora Godi Media,jhanjopita media !
Correct. 14:29
ଚମତ୍କାର ଉପସ୍ଥାପନା
😂Sir... Apananka bhali mora bi..... Nahin.... Mu ta Pania kinini.... Apana bi kini nathibe... Tenu pania kina badhila kemiti....😅
ଗୋଟିଏ କ୍ଷେତ୍ରରେ ବିଜେପି ଗୁରୁତ୍ୱପୂର୍ଣ୍ଣ ଭାବରେ ବିଫଳ ହେଉଛି ଏବଂ ତାହା ଅର୍ଥନୀତି ପରିଚାଳନା ଭାବରେ ଦେଖାଯାଉଛି କିନ୍ତୁ ଅଧିକାଂଶ ନ୍ୟୁଜ୍ ମିଡିଆ ଏହି ସତ୍ୟକୁ ସାଧାରଣ ଲୋକଙ୍କ ନିକଟରେ ପ୍ରଦର୍ଶିତ କରୁନାହାଁନ୍ତି।
ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |
PRIVATE SCHOOL KALE SCHOOL MD A/C KU NOTE PATHEYEBE O SEYE TANKA VOTER NKU BANTI ELECTION'S JITIBE
BISWA ITIHAS RA SABUTHARU KALANKITA DAKAYAT JIYA NIJA MAA KU BANK 🏦 LINE ➖ RE 500/- , 2000/- TANK BADALEYEBA PAIEN ROAD RE THIYA KARE YE DELA SE BHARAT MAA KU DUNIYA SAMUKHARE ULAGNA KARI THIYA KAREYE SARILANI AGGA RA KAHANI NADEKHIBA VALA
ଆମର ପ୍ରଗତି ଦରକାର ନାହିଁ।
କୁମ୍ଭରେ ବୁଡ଼ ପକେଇଲେ ମୁକ୍ତି ମିଳିଯିବ।
ମସଜିଦ ଖୋଳି ମନ୍ଦିର ବାହାର କରିଦେଲେ ସମସ୍ତଙ୍କର ଭୋଗ ମରିଯିବ।
ବିଶ୍ବବିଦ୍ୟାଳୟ ତିଆରି ନକରି ମନ୍ଦିର ତିଆରି କଲେ ବେକାରୀ ହଟିଯିବ।
ଯେମିତି ଥାଳି ତାଟିଆ ବାଡେଇଲେ କରୋନା ପଳେଇଲା।😂😂😂😂😂
ଗୁଣ କଥା ସରକାର ବାହାଦୂର ମାନିଲେ ହେଲା।
There is no reality on central government 's declaration. It is only for coming Delhi and Bihar election.
Thanks shatish Babu . Please clear me about double engined govt. I know only goods cared ( Mal bahi ) trains are travel with double engines due to one engine is incapable to Poole the loaded buggies . Is our govt. So weak ? That why double engine is requested?
ଅରାଜକତା
Ture wordsgretsir
Pratidin Modi 108 thara Michha kuhanti.108**11Barsa =. Jaha hela ,satiki thar michha kahi world record kari chhanti.
Manji katha ta rahila
Pania pani gst chadhabadarakara
Nama ku bajate Thank you😊
Welcome 😊
Modi rupi mahishasura ra anta nischaya haba kintu se jayen janatanku tike kasta sahibaku padiba 😢
Modi ki guarantee 😂
Sir.
.babu.. sing..lathi....thenga...re...tike....mashla...dei...tike...video...karntu
Modi deshaku biki deba sir
Michhua guarantées bjp govt. Hatao sambhidhan,ganatantra desha banchàao.
Odishara sarakari sikhya chuliku jaichhi pandababu akhi kana futijaichhi dhili re kohuchha odishare sikhya sajada tapare bahare kahib
Ye gujurati thhoki thhoki chaalichi ..aau loko zombie bholia budhhi bibeko mari thhoko pochhore chalichonti ...wah
B j p government jumala party
Idiot party
Odisha park bhakua hele delhire bi bjp jitiba
Ye Modi Mahamurkha hai...