Former Odisha CM Naveen Patnaik urges people not to panic and to stay alert during cyclone || KTV
ฝัง
- เผยแพร่เมื่อ 5 ก.พ. 2025
- Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
TH-cam: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews
ମୋତେ ଏବେବି ଲାଗୁଛି ଓଡ଼ିଶା ର CM Nabin Pattanaik. ଓଡ଼ିଶାର ହୃଦସ୍ପନ୍ଦନ ନବୀନବାବୁ
Pura.thik.
😂😂😂😂😂😂
Abe mo pain cm
Mote bi😊 Mohan majhi name ku CM mu grahana Kari paruni se CM boli
Right kahila
ନବୀନ ବାବୁଙ୍କୁ କିଏ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ସେମାନେ ଲାଇକ୍ କରନ୍ତୁ
Mo
Kehi Chahu Nahanti
Please rest sir 🙏 @@ArabindaSahoo-r5q
😡😡😡😂😂😂😂 asikhita loko ra laxyan@@ArabindaSahoo-r5q
Ee katha kandhei ku dekhibare ichha nahi amara
ଜୟ ହୋ ନବୀନ ସାର 🙏🙏🙏
ଆପଣଙ୍କ ଉପଦେଶ ଆମ ଓଡ଼ିଆ ଙ୍କ ପାଇଁ ଅମୃତାବାଣୀ
ଆପଣ ଆମ କୋଟି କୋଟି ଓଡ଼ିଆ ଙ୍କ ହୃଦୟର ରାଜା 🙏🙏🙏
Jay NABIN
Balo na
I am from west bengal Nabin babu good development 😊☺️
କ୍ଷମତା ରେ ନଥାଇ ମଧ୍ୟ ଯଉ ନେତା ଓଡିଶା ର ଓଡିଶା ବାସି ଙ୍କର ଚୀନ୍ତାରେ ଥାଆନ୍ତି ସେ ହଉଛନ୍ତି ନବୀନ ପଟ୍ଟନାୟକ 🙏ନବୀନ ପଟ୍ଟନାୟକ ଜିନ୍ଦାବାଦ 🙌❤️🔥💚
ନିଶ୍ଚିତ ସାର ,ଓଡିଶାବାସୀଙ୍କ ସହିତ ଆପଣ ସବୁବେଳେ ଏମିତି ଥା'ନ୍ତୁ ।
ହସୁଛି ରାଜ୍ୟ ହସେ ଓଡ଼ିଆ ନବୀନ ବାବୁ ଭାରି ବଢ଼ିଆ 👌👌👌
@@KaliaSahu_Odisha kete tanka milila subhadra jojana re na mili nahin
@@samarkumar6466 ଆମର କାହାକୁ ବି ସୁଭଦ୍ରା ଯୋଜନା ମିଳିନି
@@samarkumar6466 ଭାଇ ମୋ କଥା ଛାଡ ତମକୁ ସୁଭଦ୍ରା ଯୋଜନା ପଇସା ମିଳିିଛି ନା ନାହିଁ
@@KaliaSahu_Odisha Ame chakiri karichu milibara chance nahin ki ame apply karinu
ଆଗାମୀ 2029 ନିର୍ବାଚନ ରେ କିଏ କିଏ ପୁଣି ଥରେ ନବୀନ sir ଙ୍କୁ ଶାସନ ରେ ଦେଖିବାକୁ ଚାହୁଛନ୍ତି ଲାଇକ ହେଇଯାଉ
Kn aau 25 barsha lutibe odisha ku
@@dillipbehera6679 nai re Bhai lutiba Katha kahunahi abe kara murkha mantri kn Sabu Karuchi dekhucha to...cement godam,cyber cafe, Oyo,hotel re Exam Karuchi seita khulam khula Post bikri kariki... Sabu sarkar semiti karuchanti but kichi Matra re Nabin Babu Bhala thile... Tara side Loka Mane Sina lutu thile Odisha ku...ajika date re Amiti Gandi mari khauna thiba sachha neta au kia achi Bhai kahila
Nikila demi .bhuli ja na
@@nilakanthgouda seta thik kintu a bjd govt ku bi dekhi sarilu ,aau bjp to faltu govt ebe congress ku thore chance dia jau
Aau thib je bala sunupampudi khaib
ଆପଣଙ୍କ ବିଷୟ ରେ ଯେତେ ଲେଖିଲେବି ଶବ୍ଦରେ ଅଭାବ ପଡିବ ମୋର ପ୍ରିୟ ମୁଖ୍ୟ ମନ୍ତ୍ରୀ ମୋତେ ଏବେ ବି ଅନୁଭବ ହୁଏ ଆପଣ ଏବେ ବି ଆମ ମୁଖ୍ୟ ମନ୍ତ୍ରୀ ଆଉ ସବୁଦିନ ପାଇଁ ଆମ ମନ ହୃଦୟ ରହିବେ ଭଗବାନ ଆପଣଙ୍କୁ ନିରୋଗ ଆଉ ଦୀର୍ଘାୟୁ କରନ୍ତୁ ଜୈ ଜଗନ୍ନାଥ 🙏🙏💐💐
ମୁଁ ପିଲାଟି ଦିନରୁ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ଦେଖୀ ଆସିଛି। ଛୋଟ ବାର୍ତ୍ତା ଦେଈ ଶେଷରେ ଜୟ ଜଗନ୍ନାଥ କୁହନ୍ତି। ☺️🙏🏻
ଆମର ସରକାର ନବୀନ ସରକାର
One and only Naveen Patnaik sir jay Jagannath 🙏
ଆପଣ ପରି କେହି ନାହାନ୍ତି ନବୀନ ବାବୁ
ଆପଣ ଅଛନ୍ତି ଆମେ କେବେ ଡରିବୁନି , thankyou so much sir 🙏
ଜେ ପଜ୍ୟନ୍ତ ଆପଣ ଅଛନ୍ତି ସେ ପଜ୍ୟନ୍ତ ଆମର ଶାହାଶ ଅଛି
Right❤
Miss you sir
ଆପଣ ଆଜି ବି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ❤
ସର୍ ଆପଣ ଅଛନ୍ତି ଅମେ ଡରିବୁ କଣ ପାଇଁ
My favourite nabin Babu
Right ❤
ଆପଣ ଆମର ମୁଖ୍ୟମନ୍ତ୍ରୀ ଥିଲେ ଆଉ ସବୁଦିନପାଇଁ ଆମ ହୃଦୟରେ ମୁଖ୍ୟମନ୍ତ୍ରୀ ଭାବେ ରହିବେ
ଆପଣ ଅଛନ୍ତି ଆମର ଡର ନାହିଁ କାରଣ ଏହା ପୂର୍ବରୁ ଆପଣ ଆମକୁ 7ଟି ବାତ୍ୟା ରୁ ବଞ୍ଚାଇ ଥିବାରୁ ଆପଣଙ୍କୁ ଧନ୍ୟବାଦ୍ ଜୟ ଜଗନ୍ନାଥ 🙏
ଓଡ଼ିଶାର ହୃଦସ୍ପନ୍ଦନ ନବୀନବାବୁ 🙏🏻ଜୟ ହୋ ନବୀନ ସାର 🙏🙏🙏
ବହୁତ ବହୁତ ଧନ୍ୟବାଦ୍ ନବୀନ ସାର୍ ଆପଣଙ୍କର ଟିକିଏ ସଜାଗ ସୂଚନା ପାଇଁ ଆମେ ବହୁତ ଖୁସି । ଆପଣ ଆମମାନଙ୍କୁ ପୂର୍ବରୁ ଝଡ଼ ବାତ୍ୟା କୁ କେମିତି ସାମ୍ନା କରିବା ଆମକୁ ଶିଖେଇ ଛନ୍ତି ସାର୍ ନିଶ୍ଚୟ ଭାବରେ ମୁକାବିଲା କରି ଅମୂଲ୍ୟ ଜୀବନ କୁ ସୁରକ୍ଷିତ ରଖିବୁ ଜୟ ନବିନ 🙏🙏🙏ଜୟ ଶ୍ରୀ ଜଗନ୍ନାଥ 🙏🙏🙏
ନବୀନ ପଟ୍ଟନାୟକଙ୍କ ପାଇଁ ❤❤❤❤❤❤❤❤❤❤❤
ଆପଣ ସବୁବେଳେ ଓଡିଶା ଲୋକ ଙ୍କ ସେବା ପାଇଁ ❤ ନବୀନ ପଟ୍ଟନାୟକ ❤❤❤
I LOVE HITMAN ❤❤❤❤
I LOVE NAVEEN SIR ❤️❤️❤️
ଜୟ ଜଗନ୍ନାଥ ନବୀନ ବାବୁ 🙏🙏🙏
ହେ ନବୀନ ବାବୁ ଆମେ ତମ fan ❤️🙏😍
ନବୀନ ବାବୁ ଙ୍କ ଉଚ୍ଚାରଣ ଖୁବ୍ ସୁନ୍ଦର ଲାଗିଲା,ଆପଣ ଓଡ଼ିଆ ଶିଖନ୍ତୁ,ବିରୋଧୀ ଚୁପ୍ ହେବେ, ଗତ 24ବର୍ଷରେ ଆପଣ ଓଡ଼ିଶା ପାଇ ଯଥେଷ୍ଟ କରିଛନ୍ତି,ମାଙ୍କ କୃପା।
Kichi korini
Ta BJP karichi badhe
💚ଏବେ ବି ଆମର ମନ ରେ ଅଛିନ୍ତ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 💚
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାତ୍ୟା,ବନ୍ୟା,ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା କୁ ସୁଦୃଢ କରିଦେଇଛନ୍ତି।
କେବଳ ତାମିଲ ପାଣ୍ଡୁ ପାଇଁ ସେ ହାରିଗଲେ।
ଜୟ ଜଗନ୍ନାଥ ❤
ନବୀନ ପଟ୍ଟନାୟକଙ୍କୁ କିଏ ପସନ୍ଦ
କରୁଛନ୍ତି ଏଠାରେ ଲାଇକ କରନ୍ତୁ।
ଜୟ ନବୀନ ପଟ୍ଟନାୟକ ସାର୍ ❤🙏🐚🌹 ଆପଣ କେବଳ ନେତା ନୁହନ୍ତି ସାର୍ ଆପଣ ଓଡ଼ିଆ ଙ୍କ ହୃଦୟ 🫀💞❤️🩹 ଆଉ ନିଜେ ଗୋଟେ ଯୋଦ୍ଧା 💪 ଆପଣ ଓଡ଼ିଶା ବାସୀଙ୍କ ବଳ ଆପଣ ଅଛନ୍ତି ମାନେ ଯେତେ ଝଡ ତୋଫାନ ଆସିଲେ ବି କିଛି କ୍ଷତି ହେବନାହିଁ ଜୟ ଜଗନ୍ନାଥ 🙏
ଆମ ନବୀନ ବାବୁ ହିରୋ
The emotions you are pouring on odia people........we will never forget you sir.....much much❤
ଏବେ ବି ଆମ ମୁଖ୍ୟମନ୍ତ୍ରୀ ଆପଣ ଅଟନ୍ତି ,
ଆପଣ ସବୁବେଳେ ଆମ ମୁଖ୍ୟମନ୍ତ୍ରୀ ହେଇ ରହିବେ , ଜୟ ନବୀନ ପଟ୍ଟନାୟକ ଜୟ ବିଜେଡି
2029 ରେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ତ.....
Yes yes
Kana authare gandi mareibaku 😅
ନାହିଁ ପାଣ୍ଡୁ ପଟ୍ଟନାୟକ ଙ୍କୁ କରିବା ❤
Hm
Yes bro
You are our Hope, strength and confidence etc.......
Thanking you for your active lines against upcoming Cyclon in the state of Odisha.
ନବୀନ ବାବୁ ଜୟ ଜଗନ୍ନାଥ ଆପଣଙ୍କର ଆୟୁଷ ଦ୍ରିଘାଉ ହଉ ଏତିକି ଜଗନ୍ନାଥଙ୍କର ପାଖରେ ମୋର ପ୍ରାର୍ଥନା 🙏🏿🙏🏿🙏🏿
ସତରେ ଆମେ କେବେବି ଭୁଲି ପାରି ବୁ ନାହିଁ ଆମ ଓଡ଼ିଶା ର ନବୀନ ପଟ୍ଟନାୟକ ସାର୍ କୁ ଆମ ଓଡ଼ିଶା ର ଭଗବାନ ହେଉ ଛନ୍ତି କେବଳ ନବୀନ ପଟ୍ଟନାୟକ ❤❤ ଧନ୍ୟବାଦ ସାର୍ ଆପଣ ଙ୍କୁ ଜୟ ଜଗନ୍ନାଥ ଜୟ ବିଜେଡି ❤❤
ଆପଣ ଥିଲେ ଓଡିଶା ର କିଛି ହବନି sir 🎉
😅😅😅😅
Yes
ନବୀନ ସାର୍ ଯେବେବି ଓଡିଶା କୁ ବାତ୍ୟା ଆସିବ ଲୋକମାନେ ଆପଣଙ୍କ କଥାକୁ ସବୁବେଳେ ଭାବିବେ
କିଏ କହୁଛି ନବିନ ଓଡିଆ କହିପାରୁନାହିଁ, ଧନ୍ୟବାଦ ନବିନବାବୁ,ଆପଣସଆପଣଙ୍କ ଆସନ ନିଶ୍ଚେ ପାଇବେ,ଠାକୁରଙ୍କୁ ପାର୍ଥନା କରୁଛି
@@pradeepkumarparida191 sapan.dekhuta.bhai
We love you and miss you sir❤❤😊😊
ପ୍ରଭୁ ଜଗନ୍ନାଥଙ୍କ ପାଖରେ ଗୁହାରୀ କରୁଛୁ କି ଆପଣ ସବୁ ବେଳେ ସୁସ୍ଥ ରୁହନ୍ତୁ ।
Miss you sir 🙏
ଆପଣଙ୍କ ଅବଦାନ ଓଡିଶା ପାଇଁ ମହାନ ଆଉ ଅତୁଲ ନିଅ ❤❤❤❤❤
ଆଇ ଲଭ୍ ୟୂ ନବିନ ବାବୁ ❤️❤️❤️🎉🎉🎉
ସାର୍ ଆପଣଙକ ଜାଗା କେହି ନେଇ ପାରିବେ ନାହିଁ ❤❤ ବିଶ୍ଵ ର cm No1❤
ଆପଣ ଓଡ଼ିଶା ବାସୀଙ୍କ ହୃଦୟରେ ଏବେ ବି ଅଛ ❤
Jay jagannath 🙏🙏
ଜୟ ନବୀନ 💚💚💚🙏🙏
❤❤❤Jai Naveen Ji❤❤❤Plz help and guide present Government to tackle this Cyclone ❤❤❤
Hm sir apana ta Odisha re India re 1st successfully disaster management team tiari karithile au management dekhi UN bi tariff karithila😊 you are the only leader who can see futuristic Odisha 😊
ଜୟ ଜଗନ୍ନାଥ 🙏 ଜୟ ନବୀନ ପଟ୍ଟନାୟକ ଅଭିନନ୍ଦନ ସୁବେଛା ଶୁଭକାମନା 🙏🇮🇳💯💐 ଜୟ ନବୀନ
The Great Honorable Cm Naveen Patnaik Sir 🙏
No 1cm Naveen Patnaik
1999 ରେ ଓଡ଼ିଶା ଭାଙ୍ଗି ପଡ଼ିଥିଲା ଆଜିର ଦିନରେ 1 ନମ୍ବର୍ ରାଜ୍ୟ ହୋଇଛି ଅପଣଙ୍କ ପାଇଁ, ଜୟ ନବୀନ ❤
Kie kahila odisha 1 rajaya heichi boli na mane mane kahuchu
@@officialeditchannel2138 ଦେଶର ମୁଖିଆ ନିଜେ କହିଛି ତୁ ଅନ୍ଧଭକ୍ତ ବାଳ କିଛି ଜାଣିନୁ
@@officialeditchannel2138Aji sambad news paper dekhuna odisha 1no rajya prize paichi Jala(water) karjya krama re au Bolangir 1 no dist heichi jala karjya krama re.Sabu ama nabin patnaik nka pain.
Andh bhakt mane sabu thi
@@officialeditchannel2138ମୋଦି ଆଉ ଅମିତ ସାହା ବା କହିଛନ୍ତି 1 କରିବେ ବୋଲି।
ନବୀନ ବାବୁ ଆପଣଙ୍କର ଭଲପାଇବା ସବୁଦିନ ଓଡ଼ିଶାବାସୀ ଙ୍କ ଉପରେ ଏମିତିଥାଉ... 🥰🥰🥰🥰🥰
ଆପଣ ଓଡିଶା. ପାଇ. ଯାହା. କରିଛନ୍ତି.. ବହୁତ. ଧନ୍ୟବାଦ. 🙏🙏
ସାଢେ ଚାରି କୋଟି ଓଡ଼ିଆ ଙ୍କ ମଉଡମଣୀ ଥିଲେ ଏବଂ ସବୁବେଳେ ପାଇଁ ରହିଥିବେ, ପ୍ରଭୁ ଆପଣ ଙ୍କୁ ସବୁବେଳେ ସୁସ୍ଥ ଏବଂ ସୁନ୍ଦର ରଖନ୍ତୁ
ସଜାଗ ରହିବା ସୁରକ୍ଷିତ ରହିବା
Nabin Babu ame tuma Fan For Ever ❤❤❤❤
Naveen is our hero.the undisputed leader in Indian politics
Sir ଆପଣଙ୍କୁ ଦେଖିଦେଲେ Fear ସବୁ ଦୁରେଇ ଯାଏ "ହେ ନବୀନ ବାବୁ ଆମେ ତୁମ Fan " 💚🐚💚
ଆପଣ ଙ୍କ ପରି କେହି ହେବେନି ,🙏
ଆପଣ ଗରିବ ଲୋକଙ୍କ ଜଣେ ପରିବାର ର ସଦସ୍ୟ 🙏
❤❤ Thank you sir... Odia re Apanka barta suni bhala lagila ❤🙏
ନବୀନ ସାର ଆପଣ ଓଡ଼ିସାର ମେରୁଦଣ୍ଡ
Right. You have done well in past and also awarded. Your inspiration is always useful.
ଆମ ଓଡ଼ିଶା ❤ ନବୀନ ଓଡ଼ିଶା
ନବୀନ ସାର ଆପଣ ଏମିତି ଆମକୁ ସବୁବେଳେ ମନେ ରଖନ୍ତୁ
ନବିନ ପଟ୍ଟନାୟକ ସାର ସବୁବେଳେ ଆମ ହୃଦୟରେ ❤❤❤
ଜୟ ହୋ ନବିନ ସାରେ
All India Hero No. 1
ଆମ ପ୍ରିୟ ନବୀନ ବାବୁ ❤❤❤
I am the biggest fan of Naveen sir like our previous cm
ଜୟ ନବୀନ.... ଜୟ ଓଡିଶା 🎉🎉
❤ """ଆମ ଓଡ଼ିଶା ନବୀନ ଓଡ଼ିଶା""""
ନବୀନ ପଟ୍ଟନାୟକ ❤️🙏
Love you sir 🙏 God bless you sir🙏🙏🙏
ଜୟ ନବୀନ ଜୟ ଓଡ଼ିଶା
No. 1 cm n. Pattanaik
India ka no 1 CM Naveen Patnayak ji hai aur rahenge. India ka Aadarsh CM Naveen Patnayak ji hai aur rahenge Jay Naveen sarkar
ନବୀନ ବାବୁ ଆପଣଙ୍କ ପରି କିଏ ହବ କୁହନ୍ତୁ🐚🐚🙏🙏🙏
Naveen The Real Leader of Odisha ..Power re thau ki na thau Odisha Loko pain Naveen sabu bele Ready 💪
So nice of you Sir... 🙏🏽
ଜୟ ଜଗନ୍ନାଥ 🙏🙏
You are Great sir
ଜୟ ହୋ ନବୀନ ସରକାର 🙏🙏🙏🙏🙏
Navin Sir Jindabad
ଜଉ ଭାଇ ଭଉଣୀ ମାନେ ନବୀନ ସାର କୁ ଭଲ ଲାଗେ। ଲାଇକ କରନ୍ତୁ
ଜୟ ନବୀନ ପଟ୍ଟନାୟକ
ସବୁ ବର୍ଷ ପରି ବର୍ଷ ମଧ୍ୟ ଆପଣ ଙ୍କ ଆଶ୍ୱସ୍ତି ପାଇଁ ଅନାଇ ବସିଥିଲୁ❤❤❤❤❤❤❤❤❤❤❤
Sir ta badhiaaa Odia kahuchhhanti ,mind blowing.
Really u are great hero of odisha. CM. Nabin Pattnaik.. I really miss u sir.. 🙏❤
ଆମେ ଏବେ ବି ଖୁସି କାରଣ ଆପଣ ଆମ ସହ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲେ ମଧ୍ୟ ଆପଣ ଆମ ପାଇଁ କାମ କରୁଛନ୍ତି🫡🫡🫡🫡🫡
mohan majhi to gandi re jiba pasi😮
@@spn7733ଭଗବାନ ପାଟି ଦେଇଛନ୍ତି ଭଲ କଥା କହିବାକୁ ତେଣୁ language thik kara ନଚେତ୍ ଭଗବାନ ତୁମ ପାଟି କୁ ସବୁଦିନ ପାଇଁ ବନ୍ଦ କରିଦେବେ
@@spn7733 Nai nai to pachhare aga pasiba...😂😂😂
Nabin sir no1 CM funi2029 re bi hebe .nabin sir ama Saha sabu bele achhanti life time rahibe🙏🙏🙏🙏Jay jagannath
Love you ନବୀନ sir
ନବୀନପଟ୍ଟନାୟକଙ୍କ ଶାସନରେ ଯୋଉପରି ବାତ୍ୟାର ସଫଳ ମୁକାବିଲାକରିଛନ୍ତି ଆପଣଙ୍କୁ ଧନ୍ୟବାଦ ଏବେବି ବିରୋଧୀ ଦଳରେ ଥାଇବି ଲୋକଙ୍କୁ ବାତ୍ରାଦେଇଥିବାରୁ ପୁଣି ଥରେ ହୁଦୟରୁ 🙏ନବୀନବାବୁଙ୍କ ଶାସନ କାଳରେ ନେତା ଖରାପ ହୋଇଥାଇପାରନ୍ତି କିନ୍ତୁ ନବୀନ ବାବୁନୁହଁନ୍ତି ଜଗନ୍ନାଥ ଆପଣଙ୍କୁ ସୁସ୍ଥ ରେ ରଖନ୍ତୁ ଜୟ ଜଗନ୍ନାଥ 🙏
THE WAY HE SAID JAYA JAGANNATH IT TOUCH MY HEART
ଜେତେ ହେଲେ ନବୀନ ବାବୁ❤❤
🙏💞🙏ଜୟ ଜଗନ୍ନାଥ 🙏💞🙏
ନବୀନ 💗💗💗
Naveen Pattanayak is King Of all odisha people. ❤❤ Kathare achi Hathi Banara rahile bi raja ra saebhali Naveen Pattanayak cm harile madhya se odisha loka mana ka CM
Jay Jagannath Jay Naveen sir 🙏🙏🙏🙏🙏🙏🙏🚩🚩🚩🚩🚩😢😢😢❤❤❤❤❤❤❤🙏🙏🙏🙏🙏
Thank you sir apana amo sahita sabu bele achanti love you sir
Again BJD ❤ Asiba....Next Time 100%
ନବୀନ ବାବୁ ତମ କଥାଶୁଣି ପୂର୍ବ କଥା 1999 ସୁନାମୀ ର ସହାୟତା ଓଡିଶା ପାଇଁ ବଳିଦାନ ଆଜିବି ହୃଦୟରେ ଅଭୁଲା ସ୍ମୃତି ହୋଇ କୁହୁଳୁଚି ସତରେ ନବୀନ୍ ବାବୁ ଆମେ ତୁମ ଫାନ୍ 🙏🙏🙏
Thank you sir