Brother, when the G20 conference was held, even there the name India was not written anywhere, it is written Bharat, we also go abroad and follow the Indian Constitution, when has the name of India been changed to Hindustan or Bharat?Has gone 😅
Aete jadi Odiya ashmita katha chinta hauchi..jou politician manakara pila ENGLISH MEDIUM school re taanka pilanku patha padhauchanti, semaane taanka pilanku Govt. School re patha padhantu..Tapare RAVENSHAW name ku change kariba katha bhaabiba
Revenswha collage kemiti gadha theithila se subjects re knowledge achhi na nai only bakbas comment add karuchha ...if nija knowledge upare doubts achhi gote channel achhi bibhu samantaray se detail's re bujhei deichhanti😂
ସୁବାଷ ଚନ୍ଦ୍ର ବୋଷ ନାଁ ରେ ନାମିତ ହେଉ ରେଭେନ୍ସା କଲେଜ... ଧନ୍ଯବାଦ
ବୋଷ ? ବଙ୍ଗାଳୀ ନାମ , ସୁଭାଷ ଚନ୍ଦ୍ର ବୋଷ ଜଣେ ବଙ୍ଗାଳୀ , ବଙ୍ଗାଳୀ ପରିବାରରେ ଜନ୍ମ ହେଇଥିଲେ, ବଙ୍ଗଳା କହୁଥିଲେ, କିଛି ବର୍ଷ ପରେ କଲିକତା ଚ଼ାଲିଗଲେ। ଆମ ଓଡ଼ିଆ ଲୋକଙ୍କ ନାମରେ ନାମିତ ହେଲେ ଓଡ଼ିଆ ଅସ୍ମିତା ରହିବ।
ଠିକ ନାଇ । କଟକ ୟୁନିଭର୍ସିଟି ଠିକ୍ ।
ଓଡ଼ିଆ ଓଡ଼ିଶା ବାସୀ ଙ୍କ ଅନୁଦାନ ରେ ନିର୍ମିତ ହେଇଛି ଆମ ମହାପୁରୁଷ ଙ୍କ ନାମ ରହିବା ଦରକାର୍ ଜୟ ଜଗନ୍ନାଥ
Jay Jagannath🙏🚩🚩🚩
Hindu Rakshak Gajapati Maharaj kapilendra Deva ki Jay🙏🚩🚩🚩
Right speech BJP
Right said Sri Mahatab
ରେଭେନ୍ସା ର ନାମ ବଦଳିବା ଦରକାର।
Thank you sir for this message. Spread this message all over Odisha through all channels of news for people. Name should be changed
ମୟୁରଭଞ୍ଜ ରାଜା ପଇସା ଦେଇ ଥିଲେପରା ? ତାଙ୍କର ନାମରେ ନାମିତ ହେଇପାରିବ, ନହେଲେ କଟକ ୟୁନିଭର୍ସିଟି ପୁରୁଣା ନାମ ଠିକହେବ ।
ଓଡ଼ିଶାର ଗର୍ବ ଗୌରବକୁ ଦଳି ମକଚି ତମ ଢମପଣିଆକୁ ଜାହିର
କରୁଛ ।ପୁଣି ତମର ବି ରେଭେନ୍ସା ପାଇଁ ପଇସାକର ଅବଦାନ ନାହିଁ ।ନାଁ ବଦଳାଇ ନିଜର ବେଙ୍ଗ ରୂପ ଦେଖାଇବାକୁ ଚାହୁଁଛ ।କେତେ ପେଟ ଫୁଲାଉଛ ଫୁଲାଅ ।କୋଟି କୋଟି ଓଡିଆ ହସୁଛନ୍ତି ।ତମ ନିଜ ବାପାଙ୍କ ନାଁ ବଦଳାଇ ପାରିବକି ?କୁଳାଙ୍ଗାର ସନ୍ତାନ ରୂପେ ନିଜକୁ ଏତେ ନିମ୍ନ ସ୍ତରକୁ ନିଅନା ।
I love Ravenshaw
ମାଗିଆ media ଵାଲା ଉର୍ନତ ଶିକ୍ଷା ପାଇଁ ବିତର୍କ କରୁନ l ନାମ ପରିବର୍ତନ ରେ କଣ ମିଳିବ l
କଟକ କଲେଜ୍ ନାମ ରେ ଥିଲା, କଟକ ଇଉନିଭର୍ସିଟି ହେଉ। ❤ମୁଁ ପୁର୍ବତନ ଛାତ୍ର।
ବିଜେପି ର କାମ ଦେଶ ଓ ରାଜ୍ୟ ର ଉର୍ନତି ପାଇଁ ଚିନ୍ତା ନାହିଁ ଖାଲି ନାମ ଓ ରଙ୍ଗ ପାରବର୍ତନ ପାଇଁ ଚିନ୍ତା କରୁଛି, 😂😂😂😂😂
Desha kemiti urnati haba ebe bi kichi golami achanti sethipain😂😂😂😂
Ye salata vikari congres
ଦେଶ, ଜାତିର ରକ୍ଷକ ମୋଦି ସରକାରଙ୍କୁ ଭଲ ପା। ସୁନା ପିଲା ଭଳି ପଳେଇ ଆ। ତୁ ଭଲ ପିଲାଟା। ତୁ ଜାତି ଧର୍ମ କୁ ଘୃଣା କରନା। ପଠାଣ ପ୍ରେମ ଛାଡିଦେ ବାବା।
ଆଉ ତୁମେ କଣ ଧନୀ, ବହୁତ ବହୁତ ଧନ୍ୟବାଦ
ଭତୃହରି ଙ୍କ ରେଭେନ୍ଶାର ନାମ ପରିବର୍ତନ ପାଇଁ ଏତେ ଜ଼ିଦ୍ଦି କାହିଁକି ? ହର ପ୍ରସାଦ ଦାସ କହିଲେ କି ଚମଚାଗିରିରେ ଆମର ପ୍ରସିଦ୍ଧି ରହିଛି ବୋଲି । ସତକଥା କହିଲେ ସେ। ନାମ ପରିବର୍ତନ ସପକ୍ଷବାଦୀ ଯୁକ୍ତି ଟି କେନ୍ଦ୍ର ମନ୍ତ୍ରୀଙ୍କ ର ଚମଚା ଗିରି କି ନୁହେଁଁ ?
Swagata jogya
ଏହା ଆମ ଓଡିଆର ଗର୍ବ ଓ ଗୌରବ
ବ୍ରିଟିଶ ମାନେ ଯେଉଁଆଡେ ଯାଇଛନ୍ତି ,ତାଙ୍କର ସନ୍ତାନ ଛାଡି ଯାଇଛନ୍ତି ।ନାମ ପରିବର୍ତ୍ତନକୁ ସେମାନଙ୍କୁ ଭଲଲାଗିବ କେମିତି ?
ପୁରା ଭାରତ ରେ ବିଜେପି ସରକାର ଦେଖିବାକୁ ମୁଁ ଚାହୁଁଚି
ମୋ ହିନ୍ଦୁମାନକୁ ସୁରକ୍ଷା ଆଉ ଧର୍ମର ସୁରକ୍ଷା ମୋ ଜଗନ୍ନାଥ ସଂସ୍କୃତି କୁ ସୁରକ୍ଷା କେବଳ bjp ଦେଇପାରିବ
British name ku hatajau
ମିଛୁଆ ଟିଭି ଚ୍ୟାନେଲ ମିଛୁଆ ସରକାର ଜନବିରୋଧୀ
ଦୟାକରି ଏହାକୁ ରାଜନୀତିକରଣ ନକରି ନାଗରିକମାନଙ୍କୁ ନିଷ୍ପତି ନବାକୁ ଦିଅନ୍ତୁ
ପରିବର୍ତ୍ତନରେ ହେଲେ ଭଲ ହେବ।
ନାମ ପରିବର୍ତନ ହେବା କଥା.. ଯେମିତି.
ଉଡ୍ର...
କଳିଙ୍ଗ..
ଉତ୍କଳ ରୁ
ଓଡିଶା.. ହେପାରିଲା...
You are Right,
Jay Jagannath Jay Sriram
ଠିକ୍ କପିଲେନ୍ଦ୍ର ଦେବଙ୍କ ନାମ ରେ ରଖା ଯାଉ
Good
Age..Bitarka...Tapare..Tarka........Sesare..ARKA.....Bahariba..💯💯💯🇮🇳🇮🇳🇮🇳
Best
Welcome to godi media
Right❤❤❤❤❤❤
ମୟୁରଭଞ୍ଜ ମହାରାଜ ଙ୍କ ନାମେ କରାଯାଉ
ରେଭେନ୍ସା ର ନାମ ବଦଳାଇବା ଦରକାର
Name should be changed into Baji Rout Little freedom fighter. We should consider the situation of odisha and India before 1947 and 1866
❤❤ ମ ୟୂ ରର୍ଭଞ୍ଜ MPC ନାମରେ ନାମିତ କଲେଜ ହୋଇ ଛି ଆମର ତାକୁ ବିର ବା ଜିରାଉତ୍ କଲେଜ ନାମରେ ହେଉ ଆଗାମୀ ନୂଆ ପୀଢ଼ି ପାଇଁ ତଥା ଯୁଗ ବ୍ୟାପି ଅମର ଗାଥା ର amratyu କୁ ବହନ କରୁ
The great news
ନାମ ଓ ରଙ୍ଗ ପରିବର୍ତ୍ତନ ର ସରକାର 😅😂😂😂
ତ?????
ପରିବର୍ତ୍ତନରେ ଓଡ଼ିଆ ଅଛି, ସ୍ବାଭିମାନ ଅଛି
ତୋ ଭଳି ଗେଣ୍ଡାଗିହାଁ ବୁଝି ପାରିବେନି 😂
Argus ନାମ ଟା ପରିବର୍ତ୍ତନ ହେଉ। ଓଡ଼ିଆ ନାମ ରହୁ।
ଇଂରେଜ ଶାସକଙ୍କ ନାମ change ହେଉଛି। ଇଂରାଜୀ ଶବ୍ଦ କାହିଁକି change ହେବ? 😂
Yes Right now
ବିଜେପିର କାମ ହଉଛି ନାମ ବଦଳାଇବା ଆଉ ରଙ୍ଗ ବଦଳାଇବା।
5t ପଇସା ରେ ହୋଇ ଥିବା ସ୍କୁଲ ଗୁଡିକୁ " ପାଣ୍ଡିଆନ " ଙ୍କ ନାମରେ ନାମିତ କରାଯାଉ 👍👍👌👌
🎉
ଇଣ୍ଡିଆ ର ନାମ ଭାରତ ହେଲାଣି। କି।?
Janina ki tame
Brother, when the G20 conference was held, even there the name India was not written anywhere, it is written Bharat, we also go abroad and follow the Indian Constitution, when has the name of India been changed to Hindustan or Bharat?Has gone 😅
Change Biju Patnaik airport as Mahatma Gandhi and Subhash Bose airport
👍👍👍👍👍👍
Maghia vartu kahithiba
ଇଏ ବିଜେପି, ନାମ ଓ ରଙ୍ଗ ପାରିବର୍ତ୍ତନର ପ୍ରତୀକ
जय श्री जगन्नाथ
ସନାତନ ଧର୍ମ ର ଉତ୍ଥାନ ଭା ଜ ପା ପାଇଁ
Only naming change BJP
Change IG airport name, because it is named after a person who imposed emergency
ସେମାନେ ପାରିବେନି
ଆରେ ଯିଏ କହୁଚି ରେଭେନ୍ସା ନା change ହବନି ଆରେ ମୁର୍ଖ history' ପଢ ରେଭେନ୍ସା କୋଉ ଟାଇପ୍ ର କୁକୁର ଥିଲା
No name should be named those outsider to odisha. First change IG park name
Jen ta jen hisabe a6 hetire kana problem a6 j sabu k change kara heu6 , kichhi bujhi nai hebar, mood kharap ay
Can we ban salabeg bhajan
English language k b change kara jau...and english language banned heu se
Na balaliba darkar❤💯☑️
ରେଭେନ୍ସା ନା ବଦଳାଇ ବିଜେପି ୟୁନିଭରସିଟି କରିଦିଅ ଭଲ ହବ😅😅
Nice decision
Revensa college ku subash chandra boss nama re dehulu
Ame sabu adani ghulami ru kebe Mukta heba se katha chinta kara. That is more important now.
MHHaraj....kapiLendr.Deba......Namare..Heu
🙏👍
British name change hau.
Bideshi bhasa ku bi pratyakhyan kara jau English sabu odiya hau odiya asmita banchiba jay bjp
Bjd has nothing else to comment... regarding Revenshaw... The party is already uprooted..
Dharmendra babu naa re karidiajau...
Aete jadi Odiya ashmita katha chinta hauchi..jou politician manakara pila ENGLISH MEDIUM school re taanka pilanku patha padhauchanti, semaane taanka pilanku Govt. School re patha padhantu..Tapare RAVENSHAW name ku change kariba katha bhaabiba
english ku kebe banda heba odia asmita pai english odua
Bjd. Karibani.taa.bapakariba
Subas boss rakha jau
British ନାମ kan british ro sobu product chadi amo varata product use kara dekhiba kaharo dom achi
Veer savarkar nam dehun
Jay Jagannath
Au name badlaa ni neta mane, mane rakhi ba pain brain ra capacity bahare
To bopa harekrushna mahataba
Kalani kahinki
It will.creat a bad message to world. It is taliban sentiment.
Name change heu.
Bjd kn pai karunathila 24 yr sarkar rahila
Aneka,pabitrakehatra,aebebi,paradhinaehaku,manayta,diajau.jenamanisahaoo,telkoi,keonjhar.
Odishra ra gota online mode ra mata sangra karajau
Odisha re free kichhi bi dia na jau...
Jo garib hai wo hai ..
Aur jo ....???????????????
Revenswha collage kemiti gadha theithila se subjects re knowledge achhi na nai only bakbas comment add karuchha ...if nija knowledge upare doubts achhi gote channel achhi bibhu samantaray se detail's re bujhei deichhanti😂
Ta namata badalaile kn asubidha heijiba he odia ganthuli buha birodhi mane