Natia Comedy Part 179 || Ratha Jatra

แชร์
ฝัง
  • เผยแพร่เมื่อ 9 ก.ค. 2021
  • Gendu white T-shirt -www.sofikart.com/page/product...
    Gendu black T-shirt - www.sofikart.com/page/product...
    Gendu Yellow T-shirt - www.sofikart.com/page/product...
    Kumfu Panda t-shirt - www.sofikart.com/page/product...
    Tree Print T-Shirt - www.sofikart.com/page/product...
    Men Bear Print T-Shirt - www.sofikart.com/page/product...
    Men Silence Print T-Shirt - www.sofikart.com/page/product...
    Men Love Laugh Print T-Shirt - www.sofikart.com/page/product...
    Order Natia T-shirt at - www.sofikart.com/index.php?ro...
    Order more T-shirt - www.sofikart.com/page/shirts
    Order Natia Comic Book Now from - www.sofikart.com
    Like our Facebook Page - / utkalcartoonworld
  • ภาพยนตร์และแอนิเมชัน

ความคิดเห็น • 7K

  • @jagannathbarikofficial8599
    @jagannathbarikofficial8599 3 ปีที่แล้ว +670

    Seriously mun kahuchi mun 2thara kandi sarilini video dekhi. Manibaku padiba tom &jerry ku takar dela bhalia video karuchanti. God bless you all team. Je ki amaku bahut sundar entrainment karuchanti. Thank u natia team. Love you all.

  • @sameernayak7996
    @sameernayak7996 3 ปีที่แล้ว +47

    ଏ ପୋଡା ମୁହାଁ କରୋନା ପାଈଁ ଆମ ପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା ଭକ୍ତ ବିହୀନ ହେଇ କରିବାକୁ ପଡ଼ୁଚି ବୋହୁତ ଦୁଃଖ ଲାଗୁଚି

  • @anirvanmohapatra_x_1251
    @anirvanmohapatra_x_1251 2 ปีที่แล้ว +12

    "ନୀଳାଚଳେ ନିବାଶୟ ନିତ୍ୟାୟ ପରମାତ୍ମନେ,ବଳଭଦ୍ର ସୁଭଦ୍ରାଭ୍ୟମ ଜଗନ୍ନାଥାୟତେ ନମଃ।"
    🙏🌺Jaya Jagannath 🌺🙏
    ⭕❗⭕

  • @abdulnasimaktar4862
    @abdulnasimaktar4862 2 ปีที่แล้ว +10

    ରଥଯାତ୍ରା ଉପଲକ୍ଷେ ସମଗ୍ର ଜଗନ୍ନାଥ ପ୍ରେମୀ ଓ ନଟିଆ ଟିମ ଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା...💐

  • @harapriyatripathy4297
    @harapriyatripathy4297 3 ปีที่แล้ว +12

    ସତରେ ଗାନ୍ଦୁ ର ବାପା ଜଗନ୍ନାଥ ଙ୍କ ଏଡ଼ ବଡ଼ ଭକ୍ତ ଯେ ସେଥିପାଇଁ ଜଗନ୍ନାଥ ତାଙ୍କୁ ଅପେକ୍ଷା କଲେ ତାଙ୍କ ରଥ ଟାଣିବା ପାଇଁ।ସେଇ ସମୟ ରେ ସତରେ ଆଖିରୁ ଲୁହ ବାହାରିଗଲା😭🙏

  • @hindustanitiger9844
    @hindustanitiger9844 3 ปีที่แล้ว +77

    ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କ ଲୀଳା ଅତୁଳନୀୟ..... ଏମିତି ଲୀଳା କରନ୍ତୁ ଯେମିତି କି ଆମେ ଆପଣଙ୍କ ରଥ ଟାଣିବା ସ୍ଵଭାଗ୍ୟ ପାଇବୁ ଦୀର୍ଘ 2 ବର୍ଷ ହେବ ଏଇ କରୋନା ପାଇଁ ଆମେ ଆପଣଙ୍କର ରଥ ଟାଣି ପାରୁନୁ ଦୟାକରି ଯେମିତି ଆମେ ଆସନ୍ତା ବର୍ଷକୁ ଆମେ ସମସ୍ତେ ରଥ ଟାଣି ପାରୁ.... ଜୟ ଜଗନ୍ନାଥ🙏🙏🙏

    • @Smile_creation2275
      @Smile_creation2275 3 ปีที่แล้ว

      😭😭😭😭😭😭 he pravu jagata ra natha jaganntha kichi gote kara 🙏🙏🙏🙏🙏

  • @aniruddhatiadi4322
    @aniruddhatiadi4322 3 ปีที่แล้ว +51

    ଆଜି ବହୁତ୍ ଦୀନ ପରେ କାନ୍ଦିଲି । ଆଉ ସିଏ ଜଗନ୍ନାଥ ଙ୍କ ଭକ୍ତି ର 🙏🙏🙏

  • @sbharatireddy_
    @sbharatireddy_ 3 ปีที่แล้ว +3

    କାଳିଆ ରେ ଟିକିଏ ଡୋରି ଲଗେଇ ଦେ ତତେ ଦେଖିବାକୁ ଭାରି ମନ ହେଉଛି 🥺

  • @DjAryaRemixX
    @DjAryaRemixX 3 ปีที่แล้ว +75

    """"ଭଗବାନ କରନ୍ତୁ ସମସ୍ତ ଙ୍କ ପରିବାର ଖୁସୀ ଏବଂ ସୁଖ ରେ ରୁଅନ୍ତୁ""""🙏🙏🙏 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମି ଭଃବ ତୁମୀ»»“”

  • @Devildplayboy
    @Devildplayboy 3 ปีที่แล้ว +12

    ଯାହାକୁ ପସନ୍ଦ ଆସିନି, ଜଗନ୍ନାଥ ତାକୁ ଭଲରେ ରଖନ୍ତୁ ।।।

  • @Nishikant_Bhadrakia143
    @Nishikant_Bhadrakia143 3 ปีที่แล้ว +28

    ବହୁତ୍ ଦୀନ ପରେ ଗୋଟେ ସୁନ୍ଦର ଜଗା ଭଜନ ଶୁଣିବାକୁ ପାଇଲି 🙏 #ଜୟ_ଜଗନ୍ନାଥ🙏

  • @harekrishna5291
    @harekrishna5291 3 ปีที่แล้ว +4

    ଜୟ ଭକ୍ତ ସାଲବେଗ ଙ୍କ ର....ଜୟ ଭକ୍ତ ବାତ୍ସଲ ଭଗଵାନ ଶ୍ରୀ ଜଗନ୍ନାଥ ଙ୍କ ର🙏🏻🙌🏻

  • @munarana2614
    @munarana2614 2 ปีที่แล้ว +3

    କାଳିଆ ର ମହିମା ଅପାର ତାଙ୍କ ଇଚ୍ଛା ବିନା ଗଛର ପତ୍ର ବି ହଲେ ନାହିଁ 🚩🙏🏻ଜୟ ଜଗନ୍ନାଥ🙏🏻 🚩 ତାଙ୍କ ପାଦ ତଳେ ଗୋଟି ଗୋଟି ନମସ୍କାର 🙏🏻🙏🏻🙏🏻🙏🏻🙏🏻

  • @MukeshKumar-wc2ru
    @MukeshKumar-wc2ru 3 ปีที่แล้ว +16

    ନଈର ଗଭୀର ନାଉରୀକୁ ଜଣା
    ବାଟଇକୁ ଜଣା ନାହିଁ ,
    ତୋ ମାୟା ଖାଲି ତୋତେ ସିନା ଜଣା
    ଜଗତକୁ ଜଣା ନାହିଁ ।
    🙇 ଜୟ ଜଗନ୍ନାଥ ସ୍ବାମୀ 🙏

  • @legendrider800
    @legendrider800 3 ปีที่แล้ว +214

    କିଏ କିଏ ଛୋଟବେଳେ ସାଙ୍ଗମାନଙ୍କ ସହିତ ଛୋଟ ରଥ କରି ଗାଁ ଗାଁ ବୁଲି ରଥ ବୁଲାଇଛ ଲାଇକ କର ସାଙ୍ଗ ବେଳର ଅଭୁଲା ସ୍ମୁତି 😊 ଜୟ ଜଗନ୍ନାଥ 🙏🚩ସବୁ ସେଇ ଯୋଗା ର ଲୀଳା 🙏

    • @babulihansda7260
      @babulihansda7260 3 ปีที่แล้ว +4

      ❤❤

    • @okilkumarnayak1808
      @okilkumarnayak1808 3 ปีที่แล้ว +2

      Ganjam block jagannath prasad My village Tarapha I am bhabani kumar mu bi chota bele ratha Kari mahabahu sri jagannath nku dakichi

    • @pujadas9250
      @pujadas9250 3 ปีที่แล้ว +1

      Hi

    • @legendrider800
      @legendrider800 3 ปีที่แล้ว +2

      @@pujadas9250 hello

    • @susantasahu7194
      @susantasahu7194 3 ปีที่แล้ว

      Thank you

  • @babu_is_here9172
    @babu_is_here9172 3 ปีที่แล้ว +7

    ମୋ ପାଖେ ଶବ୍ଦ ନାଇ କହିବାକୁ
    Good Job all team members
    ଜୟ ଜଗନ୍ନାଥ।

  • @rajukumarnayak1478
    @rajukumarnayak1478 3 ปีที่แล้ว +20

    The consept and song was really Nice...
    Thanks to whole team 🤠☺️

  • @channel-nv3tf
    @channel-nv3tf 3 ปีที่แล้ว +11

    Jay Jagannath ନଟିଆ କମେଡି ରଥଯାତ୍ରା ବହୁ ତ ଭଲ ହୋଇଛି। ମୁ ଆସା କରୁଛି ଯେ ନଟିଆ କମେଡି ଆଗକୁ ବଢ଼ାଇବା ଆଉ ଦିନେ part 1000 କରିଦେଖାଇବେ ଆପଣ ମାନେ ଜଗନ୍ନାଥଙ୍କୁ ସତରେ ଭଲପାଅ ତେବେ ମୋତେ 👍👍👍👍 like ଦେବେ Jay Jagannath

  • @powerfullentertainment2056
    @powerfullentertainment2056 3 ปีที่แล้ว +9

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏
    Thank You Utkal cartoon world 👍👍🎉🙏

    • @sukantidash9468
      @sukantidash9468 3 ปีที่แล้ว

      Ati sundar heichi vedio ti.gitati ati manachhuan heichi. Samasta kalakara o karjyakartanku asesh dhanyabada. Jie gitatiku compose karichhanti tanku bi thanks. Jaya jagannath🙏🙏💐💐

  • @durgaprasadkar9276
    @durgaprasadkar9276 3 ปีที่แล้ว +40

    One of the best episodes. Salute to these guys making us proud being a odia.

  • @sushreepriyadarshanimahapa1766
    @sushreepriyadarshanimahapa1766 3 ปีที่แล้ว +19

    When natia said.....mora kichi hebani...mo saha ba mo kalia acchi....then... really one word cames to my mind...Jay Jagannath..🙏🙏🙏...🥰 The name is really most powerful 💞

  • @chandanbadatya9827
    @chandanbadatya9827 3 ปีที่แล้ว +41

    “ ଭାଇ ଭଉଣୀ ସଙ୍ଗେ ଜଗା କାଳିଆ
    ଶ୍ରୀ ରଥ ଉପରେ ବିଜେ
    ରଥରେ ଯାତ୍ରା କରି ଚତୁର୍ଦ୍ଧାମୂର୍ତ୍ତି
    ମାଁ ଗୃହେ ପହଣ୍ଡି ବିଜେ ”
    ‼️
    ⭕ ⭕
    🪔🚩🚩🚩🛕🛕🛕🚩🚩🚩🪔
    ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣ ମାନଙ୍କୁ ମୋର ଆନ୍ତରିକ ଭିତରୁ ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏🙏🙏🙏

    • @manikabehera4022
      @manikabehera4022 3 ปีที่แล้ว +1

      Ki sundara hoichhi kabita

    • @chandanbadatya9827
      @chandanbadatya9827 3 ปีที่แล้ว +1

      ଧନ୍ୟବାଦ 🙏🏻🙏🏻🙏🏻 ଭାଇ

  • @bikashranjanmallick5959
    @bikashranjanmallick5959 3 ปีที่แล้ว +50

    ହେ ଜଗନ୍ନାଥ ଏଇ କାଜ୍ୟକ୍ରମ କୁ ବହୁତ୍ ଆଗକୁ ନାଇଯାଓ

  • @saswat04
    @saswat04 2 ปีที่แล้ว +13

    One of the best episodes. Very heart touching and music, lyrics are mind blowing. Excellent work. Best wishes to "The Natia Group".

  • @Ntg1752
    @Ntg1752 3 ปีที่แล้ว +34

    It would be better if this episode would be in hindi so that it can be seen and understood by every Indian
    And let every Indian child know the culture of Odisha

    • @geetapani1517
      @geetapani1517 2 ปีที่แล้ว

      U can watch natia in Hindi also

  • @bisnuprasadrana6319
    @bisnuprasadrana6319 3 ปีที่แล้ว +72

    କି ପାଠ ପଢା? ପ୍ରଭୁ ଙ୍କ ନାମ ହ୍ନି ମୋ ପାଠ l🙏ଜୟ ଜଗନ୍ନାଥ 🙏

  • @sumiteats9119
    @sumiteats9119 3 ปีที่แล้ว +56

    ଜୟ ଜଗନ୍ନାଥ ସ୍ଵାମୀ
    ନୟନ ପଥଗାମୀ
    ଭବତୁ ମେ ଭବତୁ ମେ ଭବତୁ ମେ..🙏🙏🙏
    ଆନନ୍ଦେ ଏକ ବାର ହରି ହରି ବୋଲ..🙂🙂🙂

  • @prachisaurav1784
    @prachisaurav1784 3 ปีที่แล้ว +7

    Jay Jagannath ❤️ 🙏.... this is not a video only, it is a emotion for all of us. The content of this video is very heart touching ❤️... 🙏ଜୟ ଜଗନ୍ନାଥ🙏

  • @FULLBOBAL-bh1lp
    @FULLBOBAL-bh1lp 3 ปีที่แล้ว +11

    ହେ ଲୀଳା ମୟ କାଳିଆ ସାଆନ୍ତ ତୁମ କୁ କୋଟି କୋଟି ପ୍ରଣାମ 🙏🙏🙏 ମୁ ତୁମର ଏକ ତୁଚ୍ଛ ଭକତ ମୋ ପ୍ରଣାମ ପ୍ରଭୁ ଜୟ ଜଗନ୍ନାଥ 🙏🙏🙏

  • @balangiryoddhaff
    @balangiryoddhaff 3 ปีที่แล้ว +32

    ଜଗା ଡୋରିରେ ବନ୍ଧା ଏ ଦୁନିଆ 🙏🙏ଜୟ ଜଗନ୍ନାଥ

  • @sunitasahoo8977
    @sunitasahoo8977 3 ปีที่แล้ว +22

    Very very beautiful song... 🙏🏻❤Many many thanks to all members of utkal cartoon team. 😄😄😄😄

    • @prasanta143u
      @prasanta143u 3 ปีที่แล้ว

      Heart touching vdo, thanks for utkal cartoon team.

  • @sibaparsaddas3055
    @sibaparsaddas3055 3 ปีที่แล้ว +9

    Really without God 🙏 bless can't do anything

  • @laxmidhargiri8269
    @laxmidhargiri8269 3 ปีที่แล้ว +55

    ହେ ଜଗନ୍ନାଥ ଏ କରୋନା କୁ ସିଧା ପୃଥିବୀରୁ ଦୁରେଇ ଦିଅନ୍ତୁ ଜୟ ଜଗନ୍ନାଥ 🙏🙏🙏

  • @Diptimanmohapatra09
    @Diptimanmohapatra09 3 ปีที่แล้ว +40

    କି ପାଠ ପଢା , ଏବେ ମହାପ୍ରଭୁଙ୍କ ନାମ ହିଁ ମୋର ପାଠ , 😊ଜୟ ଜଗନ୍ନାଥ । 🙏🙏🙏

  • @shantanupanda1017
    @shantanupanda1017 3 ปีที่แล้ว +7

    13.45 word just tuch my heart

  • @deepikanaik4895
    @deepikanaik4895 2 ปีที่แล้ว +5

    Really I get frequent goosebumps......lord jagannath always bless you whole natia comedy team☺♥

  • @somanathpanda1214
    @somanathpanda1214 3 ปีที่แล้ว +423

    ଭିଡିଓ ଟିକୁ ଦେଖିଲା ବେଳେ ମୋ ଦେହ ଶୀତେଇ ଉଠୁଛି
    ପ୍ରଭୁ ଜୟ ଜଗନ୍ନାଥ 🙏

  • @sgoutham8705
    @sgoutham8705 3 ปีที่แล้ว +11

    After this episode kalia will surely bless utkal cartoon for its 1crore subscribers.. 😍

  • @princesukanta2052
    @princesukanta2052 2 ปีที่แล้ว +1

    ଜୟ ଜଗନ୍ନାଥ 🙏🙏🙏 ହେ ପ୍ରଭୁ 🙏🙏 ସମସ୍ତଙ୍କ ମନ କାମନା ପୂରଣ କରପ୍ରଭୁ 🙏🙏🙏
    ସମସ୍ତଙ୍କୁ ଖୁସିରେ ରଖିଥାଅ 🙏🙏🙏

  • @debabratapanda5259
    @debabratapanda5259 3 ปีที่แล้ว +16

    ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 😍😍

  • @mrraju237
    @mrraju237 3 ปีที่แล้ว +8

    😍 ହେ ନୀଳମାଧବ... ତୁମର ଲୀଲା ଅତୁଳଣିୟ...🙏🙏 Jai Jagannath Swami ki Jay💞

  • @swarupsrichandan8134
    @swarupsrichandan8134 2 ปีที่แล้ว +1

    ମୋ ଲାଗି ବଡ଼ଦାଣ୍ଡ ମନା ରେ କାଳିଆ ସୁନା.....I can't control my tears while watching this episode...I miss u re kalia....I am not able to see you... thank u so much team natia for this heart touching episode.... ଜୟ ଜଗନ୍ନାଥ 🙏

  • @sabitaranajit4078
    @sabitaranajit4078 3 ปีที่แล้ว +10

    Great work & please try to convert some episode in hindi so that all over India can know our culture bless from by bottom of my heart ❣️

  • @AllhaSuarwala
    @AllhaSuarwala 3 ปีที่แล้ว +10

    ଭକ୍ତ ସାଲବେଗ ଏବଂ ତାଙ୍କ ଭଜନ ମନେ ପଡିଗଲା 😢
    ଜୟ ଜଗନ୍ନାଥ ❤🙏😭

  • @deepakrout8585
    @deepakrout8585 3 ปีที่แล้ว +14

    ସତରେ ଏ ଗୀତ ଶୁଣି ଆଖି ରେ ଲୁହ ଆସିଗଲା। କି ସୁନ୍ଦର ଲୀଳା ତାଙ୍କର। ଜୟ 💐ଜଗନ୍ନାଥ। ନଟିଆ ଗ୍ରୁପଙ୍କୁ ଅନେକ ଶୁଭେଚ୍ଛା। ଏହିପରି ଜାରି ରଖନ୍ତୁ।

  • @Betterversion09
    @Betterversion09 3 ปีที่แล้ว

    ଆପଣ ମାନେ ବହୁତ କଷ୍ଟରେ ଆମମାନଙ୍କ ପାଇଁ ଏତେ ସୁନ୍ଦର ଭିଡିଓ ପଠଉ ଥିବା ରୁ ନଟିଆ କମେଡି ର ସବୁ ସଦ୍ୟସ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ.

  • @bishnupriyasardar5445
    @bishnupriyasardar5445 ปีที่แล้ว +3

    Vry gd mrng. All of you today is my best day ❤❤ aji ratha re jagannath nku darshan karichi 😊😊

  • @raazcreation1432
    @raazcreation1432 3 ปีที่แล้ว +108

    ସମସ୍ତ ଙ୍କୁ ରଥ ଯାତ୍ରା ର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ଜଗନ୍ନାଥ🙏🙏

    • @diles9063
      @diles9063 3 ปีที่แล้ว +1

      Dhanyavaad

  • @senapatilyricsstatus1711
    @senapatilyricsstatus1711 3 ปีที่แล้ว +34

    12 ସେକେଣ୍ଡ ରେ 105 Like....ନଟିଆ କମେଡି Super........ ❤❤❤❤❤👍👍👍😊😊😊

  • @bhakta871
    @bhakta871 3 ปีที่แล้ว +15

    Hats off to all of Utakal Gourav #all natia team..it's a superb episode 🙏🙏🙏once again heartily thnx to all of u ❤️

  • @seemstrue6545
    @seemstrue6545 3 ปีที่แล้ว +19

    Every single time I watch this video, my eyes get wet. Gandu's father utter devotion to Mahaprabhu Jagannath and his journey to the moment when Rath moves only after he comes to pull... It's so beautiful and heartfelt. Stupendous work, Team Utkal Cartoon World.

  • @Devildplayboy
    @Devildplayboy 3 ปีที่แล้ว +11

    06:13
    So emotional situation... ଆଖି ରେ ଲୁହ ଆସିଗଲା ।। ଭାଗ୍ୟ ରେ ଥିଲେ ଦର୍ଶନ ମିଳେ ।। ନଟିଆ ର ସବୁଠାରୁ ବେଷ୍ଟ୍ ଭିଡିଓ ।।।

  • @Devildplayboy
    @Devildplayboy 3 ปีที่แล้ว +31

    ଏମିତି ଭିଡିଓ ପରି ଆଉ ଆସିବନି ।।।2021 ର ବେଷ୍ଟ ଭିଡିଓ ।।। ଭିଡିଓ ଟି ମୋତେ କନ୍ଦେଇ ଦେଲା।।।

  • @user-nq4mx6ur7h
    @user-nq4mx6ur7h 2 ปีที่แล้ว +2

    ଜୟ ଜଗନ୍ନାଥ ❤🙏🙏🙏🙏🙏🙏🙏🙏

  • @sekharrout4040
    @sekharrout4040 8 วันที่ผ่านมา +1

    କୁନା ଜାଣି ନାହିଁ ଯେଣୁ ତୋ ପରି କେହି ନ କହନ୍ତି ଏହାର ଅନେକ ଗୁଡ଼ିଏ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟର ପ୍ରବେଶ କରନ୍ତି ❤😊😊

  • @debabratapanda5259
    @debabratapanda5259 3 ปีที่แล้ว +737

    ବହୁତ୍ କାନ୍ଦ ଲାଗିଲା ଯେତେ ବେଳେ ଗେଣ୍ଡୁ ବାବା ଙ୍କ ପାଇଁ ଜାଗା ରଥ ଗଡ଼ିଲାନି 😥😥😉😍😍 ପ୍ରକୃତ ରେ ଆମ ଜାଗା ଭକତ ବତ୍ସଳ 😍

  • @Soumyarray
    @Soumyarray 3 ปีที่แล้ว +39

    କୌଣସି ଓଡ଼ିଆ ଏ ଭିଡିଓ ଦେଖିବା ପରେ ନିଜ ଲୁହ କୁ ଅଟକେଇ ପାରିବେନି।ମୁଁ ନିଜେ ବି ଜାଣି ପାରୁନି ,ଆଖିରେ ଲୁହ କେମିତି ପଳେଇ ଆସିଲା। ଏତେ ସୁନ୍ଦର ରଚନା ,ପର୍ଯ୍ୟବେଷଣ .....ସତରେ ଓଡ଼ିଆ ଜାତି ମହାନ୍।
    ଉତ୍କଳ କାର୍ଟୁନ୍ ଟିମ୍ ଙ୍କୁ ହୃଦୟରୁ ଧନ୍ୟବାଦ।🙏

  • @kaminimohanty4884
    @kaminimohanty4884 3 ปีที่แล้ว +4

    Thanks for this video,,🥰🥰😍🥰🥰🥰😍😍🥰🥰

  • @jnanaranjanbarik5178
    @jnanaranjanbarik5178 2 ปีที่แล้ว +1

    ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମଣିମା🙏❤🙌

  • @soumyaranjanlenka1145
    @soumyaranjanlenka1145 3 ปีที่แล้ว +7

    🙏🏻 ପବିତ୍ର ରଥ ଯାତ୍ରା ର ହାର୍ଦିକ ଅଭିନଦନ

  • @pritilataprusty2865
    @pritilataprusty2865 3 ปีที่แล้ว +22

    ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐💐🙏🙏🙏💐💐 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ଜୟ ଜଗନ୍ନାଥ🙏🙏🙏

    • @SameerKumar-oe5un
      @SameerKumar-oe5un 3 ปีที่แล้ว +1

      ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ

  • @rashmitanaik9306
    @rashmitanaik9306 3 ปีที่แล้ว +8

    Really it's feel like I am in puri..🙏🥺🥺

  • @Santoshmuna1991
    @Santoshmuna1991 2 ปีที่แล้ว +1

    Its really one of the best devotional song sang by two famous singer ... I really like to listen dis song in the morning ...plz team bring a song like this in this year rathyatra too.. plz.....

  • @RKTechSolution2022
    @RKTechSolution2022 3 ปีที่แล้ว +32

    ସମସ୍ତଙ୍କୁ ମୋ ତରଫରୁ ଆପଣଙ୍କ ପରିବାରକୁ ଆଉ ଆପଣମାନଙ୍କୁ ହାପି ରଥ ଯାତ୍ରା ❤️❤️❤️ ଜୟ ଜଗନ୍ନାଥ 🙏🙏🙏

  • @mrnihar3603
    @mrnihar3603 3 ปีที่แล้ว +408

    ପୁରୀ ତ ଯାଇ ହେଲାନି କିନ୍ତୁ ଏଇ ଭିଡ଼ିଓ ଟି ମନକୁ ଉପଭୋଗ କରାଇଲା ଜୟ ଜଗନ୍ନାଥ 🙏🙏🙏🙏 ସମସ୍ତଙ୍କୁ ଭଲ ରେ ରଖିଥାଅ ଏ ବର୍ଷ ଭଲ ରେ କଟୁ

  • @sameerkumardash7546
    @sameerkumardash7546 2 ปีที่แล้ว +2

    Awesome story... I watched it late but i m glad and proud "I watched it". Good work Utkal...🙏 jay jagannath 🙏

  • @bishnunayak3047
    @bishnunayak3047 2 ปีที่แล้ว +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ତୁମେ

  • @sonalika5537
    @sonalika5537 3 ปีที่แล้ว +29

    Jay Jagannath 🙏🙏🙏ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଖୁସି ରେ ରଖନ୍ତୁ। ମହାବାହୁ ଙ୍କ ଅପାର କରୁଣାରୁ କରୋନା ମହାମାରୀ ଦୂରୀଭୂତ ହେଉ।

  • @subashbehera4447
    @subashbehera4447 3 ปีที่แล้ว +3

    ସବୁ ସେଇ କାଳିଆ ର ଲୀଳା 🙏🙏🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏 ସମସ୍ତଙ୍କୁ ରଥ ଯାତ୍ରା ର ହାର୍ଦିକ ଶୁଭେଚ୍ଛା ଓ ଶୁଭ କାମନା 🙏🙏🙏🙏

  • @abinashguru3643
    @abinashguru3643 3 ปีที่แล้ว +3

    Natia has become a integral part of every family of Odisha

  • @odia4270
    @odia4270 2 ปีที่แล้ว +2

    ଜୟ ଜଗନ୍ନାଥ

  • @senapatilyricsstatus1711
    @senapatilyricsstatus1711 3 ปีที่แล้ว +65

    ପୂର୍ବ ବର୍ଷ ନଟିଆ ର ରଥ ଯାତ୍ରା ପାର୍ଟ 86 ରେ ଏବଂ ଏହି ବର୍ଷ 179 ରେ ରଥ ଯାତ୍ରା........ ❤❤❤❤❤❤❤❤❤❤

    • @puripigeonclub1050
      @puripigeonclub1050 3 ปีที่แล้ว

      Wow Our Inspiration Puri Lord Jagannath Car Festival Jay Jagannath 🙏🙏

    • @skb7123
      @skb7123 3 ปีที่แล้ว

      Hl hchhchcchhchhchchchchchcchhchchchcchchhchchchchchcyj Kahan vala asleep pow what

    • @puripigeonclub1050
      @puripigeonclub1050 3 ปีที่แล้ว

      @s priyadarshni padhan Ry8

    • @rameshchandrasutar7263
      @rameshchandrasutar7263 3 ปีที่แล้ว

      Heart touching video, superb, marvrellous.Tears rolls on automatically while viewing the video. Jay Jagannath. Long live Utkal Cartoon World..

  • @phakiraraut478
    @phakiraraut478 3 ปีที่แล้ว +23

    ପ୍ରଭୁ ଜଗନ୍ନାଥଙ୍କ ଲୀଳା ଅପାର
    ଜୟ ଜଗନ୍ନାଥ 🙏🙏🙏🙏
    ବହୁତ ଦୁଃଖ ଲାଗିଲା ଯେତେବେଳେ କି ଗାଣ୍ଡୁ ର ବାପା ରଥ ଟାଣିବା ଆସିବା ସମୟ ରେ ବହୁତ ଅସୁବିଧାର ସମ୍ମୁଖୀନ ହେଲେ

  • @adeitahati5605
    @adeitahati5605 3 ปีที่แล้ว +2

    ସୁପର ଭିଡ଼ିଓ ତବଲାତୋଡ ଅତି ସୁନ୍ଦର ଜୟ ଜଗନ୍ନାଥ ଜୟ କାଳିଆଶାନ୍ତ ଜୟ ମହାବାହୁ

  • @jyotirekhanaik3309
    @jyotirekhanaik3309 3 ปีที่แล้ว +2

    Sobu sei maha probhu nkaro echha jai jagannath 🙏🙏🙏🙏

  • @otgl6753
    @otgl6753 3 ปีที่แล้ว +10

    ଗୀତ ଶୁଣି ମୋ ଆଖି ରେ ଲୁହ ଆସିଗଲା । ୟେ ହେଲା ପ୍ରଭୁ କର ଲୀଳା Jay Jaganath ।

  • @skj495
    @skj495 3 ปีที่แล้ว +52

    କିଏ ସେ ଚାଣ୍ଡlଳ ଏମିତିକା କରୁଛି ଲାଇକ କରୁନି ଏମିତି ସୁନ୍ଦର ଭିଡିଓ କୁ ❤️❤️❤️❤️❤️

  • @soumyaranjanbehera7788
    @soumyaranjanbehera7788 2 ปีที่แล้ว +1

    ମହା ପ୍ରଭୁ ଜଗନ୍ନାଥଙ୍କର ଜୟ ହେଉ

  • @jemaneesabar1490
    @jemaneesabar1490 2 ปีที่แล้ว +1

    ବହୁତ୍ ସୁନ୍ଦର ଭଜନ ଆଜି ଶୁଣି ବାକୁ ମିଳିଛି

  • @smile_suchitra8640
    @smile_suchitra8640 3 ปีที่แล้ว +44

    Literally when Gandu's farher touched the ratha then the ratha become running.
    ଜଗତର ନାଥ ଜଗନ୍ନାଥଙ୍କ ଏହା ଏକ ଅପୂର୍ବ ଲିଳା। ଜୟ ଜଗନ୍ନାଥ।

  • @mr.bibhuprasad
    @mr.bibhuprasad 3 ปีที่แล้ว +15

    ରଥ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲି ମୋ ର ପ୍ରିୟ ଓଡିଆ ଭାଇ ଓ ଭଉଣୀ ମାନଙ୍କୁ ❤️
    ଆମେ ଓଡ଼ିଆ ଭାରି ବଢିଆ 😀

  • @user-yz6nx2lm1n
    @user-yz6nx2lm1n 22 วันที่ผ่านมา

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ❤❤❤

  • @rajendrapradhan6981
    @rajendrapradhan6981 2 ปีที่แล้ว +1

    ଜୟ...jaganntha.... ସ୍ବାମୀ.....🙏🙏🙏🙏🙏🙏🙏

  • @swarupkumardas5192
    @swarupkumardas5192 3 ปีที่แล้ว +62

    " ଗଡୁ ତୋର ନନ୍ଦିଘୋଷ
    ଉଡୁ ତୋର ବାନା 🚩
    ହେଲେ ପଛେ ହେଉ ମତେ ବଡ ଦାଣ୍ଡ ମନା "🙏
    ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା, ଜୟ "ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ !" 🛐
    ⚫‼️⚫

  • @ankitatripathy3780
    @ankitatripathy3780 3 ปีที่แล้ว +10

    🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻
    ପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରାଙ୍କ କୃପାରୁ ଆପଣମାନଙ୍କ ଦିନ ଟି ମଙ୍ଗଳମୟ ହେଉ।
    ଶୁଭ ରଥଯାତ୍ରା ବନ୍ଧୁଗଣ।

  • @sourajeetsahoo26
    @sourajeetsahoo26 2 ปีที่แล้ว +3

    I dont know why, but everytime on the day of Rath Yatra it rains !!
    Really science fails!! Jay Jagannath🙏🏻

  • @mirnalindas4641
    @mirnalindas4641 3 ปีที่แล้ว +9

    It's outstanding..... fabulous....I am from Puri... feeling very proud of our Lord....also I do odishi dance in front of lord Jagannath chariot 🙏

  • @amitdasmohapatra7580
    @amitdasmohapatra7580 3 ปีที่แล้ว +9

    ରଥ ଗଡିଲାନି, ଚକରା ଦାଦା ଆସିଲା ପରେ ରଥ ଗଡିଲା, ସେତିକି ବେଳେ ଆଖିରେ ଲୁହ ଆସିଗଲା, ଷ୍ଟୋରୀ ଲେଖିକଙ୍କୁ ଆମର ପ୍ରଣାମ 🙏

  • @debasishswain2356
    @debasishswain2356 3 ปีที่แล้ว +51

    ହୃଦୟ ସ୍ପର୍ଶି ଭଜନ.. ଜୟ ଜଗନ୍ନାଥ..🙏🙏କିଛି dislike କରୁଛନ୍ତି. ହେଲେ କାରଣ କଣ ମୁଁ ବୁଝି ପାରୁନି. ବଡ଼ ଅଜବ କଥା ଜଗନ୍ନାଥ ଙ୍କ ଭଜନ ବି ତାଙ୍କୁ ଭଲ ଲାଗୁନି..

  • @manishamallick1651
    @manishamallick1651 3 ปีที่แล้ว +2

    So nice song I really enjoy this song sweet voice jay Jagannath 🙏🙏

  • @lizakhamari3040
    @lizakhamari3040 2 ปีที่แล้ว +1

    ଜୟ ଜଗନ୍ନାଥ 🙏🙏🙏

  • @bablunayak1196
    @bablunayak1196 3 ปีที่แล้ว +73

    How can a person can dislike this kind of wonderful video and I think those who disliked this video need to join in Mental Hospital 😡

  • @motivation_kumaranil6552
    @motivation_kumaranil6552 3 ปีที่แล้ว +37

    ଏହି ଭିଡିଓ କୁ ଦେଖି ସତ ସତିକା ପୁରୀ ର ରଥଯାତ୍ରା ପରି ଲାଗିଲା। ଛବି ଗୁଡିକ ଅତି ସୁନ୍ଦର ମନଲୋଭା ଦୃଶ୍ୟ ହୋଇଛି ❤️। ଏହି ଭିଡିଓ କୁ ଯେଉଁ ମାନେ ଦେଖୁଛନ୍ତି.. ଭକ୍ତି ରେ ଥରେ ଜୟ ଜଗନ୍ନାଥ ବୋଲି କୁହ। ଧନ୍ୟବାଦ ଉତ୍କଳ କାର୍ଟୁନ୍ ପରିବାର ଜୟ ଜଗନ୍ନାଥ।

  • @gopalbhanja3023
    @gopalbhanja3023 2 ปีที่แล้ว +1

    ଜୟ ଜଗନ୍ନାଥ 🌺🌺🙏🙏🙏

  • @gayatrimohapatra8207
    @gayatrimohapatra8207 3 ปีที่แล้ว +2

    ଖୁବ୍ ସୁନ୍ଦର😀😀

  • @suryakantapani3926
    @suryakantapani3926 3 ปีที่แล้ว +54

    I couldn't stop my tear 😢 while see the video 🙏🙏🙏

  • @jatrapagal4281
    @jatrapagal4281 3 ปีที่แล้ว +14

    ସତରେ ଭାଇ ଏମିତିକା ଭିଡ଼ିଓ ହୃଦୟକୁ ଛୁଇଁ ଯାଉଚି ବହୁତ ଭଲ ଲାଗୁଛି ରଥ ଯାତ୍ରା

  • @satyaprakashbehera3984
    @satyaprakashbehera3984 3 ปีที่แล้ว +1

    ଜୟ ଜଗନ୍ନାଥ ପ୍ରଭୁ 🙏🙏🙏

  • @user-fo6zy9fx4n
    @user-fo6zy9fx4n 9 วันที่ผ่านมา +1

    Aee 2024 rea ta chadi leani mu puruna taku deakhuchi😢❤❤❤❤❤❤❤

  • @adityadas5037
    @adityadas5037 3 ปีที่แล้ว +52

    It's really heart touching. ସତରେ ସାଙ୍ଗ ମୁଁ ବି ନ କାନ୍ଦି ରହି ପାରିଲିନି। ସତରେ ଭାବର ଠାକୁର ସିଏ ଏଇ ବର୍ଷ ଏଇ ଆଖି ଦେଖି ପାରୁନି ଜଗା କୁ। ଜଗା ରେ ଯଦି ଆର ବର୍ଷ ମୋ ଦେହରେ ପିଣ୍ଡ ରଖିବୁ ତେବେ ନିହାତି ଡୋର ଲଗେଇବୁ। ଜୟ ଜଗନ୍ନାଥ।।।।