Dhana ra patrapoda roga ।। matia gundi poka ।। ପତ୍ରପୋଡା ରୋଗ ।।ମାଟିଆ ଗୁଣ୍ଡି ପୋକ ଦମନ ।

แชร์
ฝัง
  • เผยแพร่เมื่อ 31 ธ.ค. 2024

ความคิดเห็น • 67

  • @ranjan5893
    @ranjan5893 2 ปีที่แล้ว +1

    Thank you sir for this informative video.

  • @ranjan5893
    @ranjan5893 2 ปีที่แล้ว

    Thank you sir. Very informative video.

    • @Kurefultv
      @Kurefultv  2 ปีที่แล้ว

      Obliged on you

  • @sanjibakumarmaharana1889
    @sanjibakumarmaharana1889 ปีที่แล้ว

    Thank you sir for your best suggestion

    • @Kurefultv
      @Kurefultv  ปีที่แล้ว

      Always welcome

  • @satyajitmirdha1769
    @satyajitmirdha1769 3 ปีที่แล้ว +3

    Thanku sir

    • @Kurefultv
      @Kurefultv  3 ปีที่แล้ว +1

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ

  • @purushottamsahu5086
    @purushottamsahu5086 4 ปีที่แล้ว +1

    Good information

    • @Kurefultv
      @Kurefultv  4 ปีที่แล้ว

      ଧନ୍ୟବାଦ, ବହୁତ ଧନ୍ୟବାଦ

  • @milanJena-t8q
    @milanJena-t8q 3 หลายเดือนก่อน

    Nice video

    • @Kurefultv
      @Kurefultv  3 หลายเดือนก่อน

      Thanks

  • @lifeisbeautiful615
    @lifeisbeautiful615 4 ปีที่แล้ว +1

    Thanku.. sir

    • @Kurefultv
      @Kurefultv  4 ปีที่แล้ว

      Thanks sir obliged on you

  • @bidyadharsahu1827
    @bidyadharsahu1827 4 ปีที่แล้ว +1

    Thanks sir

    • @Kurefultv
      @Kurefultv  4 ปีที่แล้ว

      ଆପଣଙ୍କ ମତାମତ ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ ଆଜ୍ଞା

  • @harishankardhal3300
    @harishankardhal3300 ปีที่แล้ว

    Copper oxicloride sahita boron 20 dele kan heba

  • @manojkumarpalei6391
    @manojkumarpalei6391 ปีที่แล้ว

    Sir zink sulphate liqud na au kan

  • @harishankardhal3300
    @harishankardhal3300 ปีที่แล้ว

    Sir copper oxicloride adika parimana hele kan heba

  • @shitalkumarsahu7732
    @shitalkumarsahu7732 3 หลายเดือนก่อน

    Sir,mu copper oxicloride and steptocycle use karechi but mora sabu patra lal hoegola mu kn karebi??pls reply me.😢😢😢

    • @Kurefultv
      @Kurefultv  3 หลายเดือนก่อน

      ଏମିତି ନ ହେଵା କଥା, ଅନ୍ୟ କାରଣରୁ ହେବା ଜଣାଯାଏ, ମ୍ଯାଗ୍ନେସିୟମ୍ ସଲଫେଟ୍ ଦିଅନ୍ତୁ

  • @bishnucharanbehera4669
    @bishnucharanbehera4669 3 ปีที่แล้ว +1

    Sir ,I want to spray Haru with streptocyclin.

    • @Kurefultv
      @Kurefultv  3 ปีที่แล้ว

      Respected sir,
      You may spray this medicine,it would be worked, but for better results,Adexar medicine is best for fungicide, you may try if possible.thsnks

  • @purandrameher448
    @purandrameher448 4 ปีที่แล้ว +1

    Thanks for supporting

    • @Kurefultv
      @Kurefultv  4 ปีที่แล้ว

      We are proud of you for thanks of our kureful tv presentation, hope your guide and suggestions, that most valuable for us.

  • @gorachandsahu1329
    @gorachandsahu1329 2 ปีที่แล้ว

    Dhala puka lagi 6n 505 dea hei chi kam deba ki nai sir

    • @Kurefultv
      @Kurefultv  2 ปีที่แล้ว +1

      ନମସ୍କାର ଆଜ୍ଞା
      କାମ କରିଵା କଥା,ଭଲ କାମ କରେ

  • @benudharpadhan1484
    @benudharpadhan1484 ปีที่แล้ว

    ବକି ଲାଗୁଛି କାଣା କରମୁ ସାର୍

    • @Kurefultv
      @Kurefultv  ปีที่แล้ว

      ଫିପ୍ରୋନିଲ୍

  • @bignerana8527
    @bignerana8527 10 หลายเดือนก่อน

    Description re odia re roga ra naa au English re medicine naa lekhidele bhal heta

    • @Kurefultv
      @Kurefultv  10 หลายเดือนก่อน

      ଆଗକୁ ଦେଖି ପାରିବେ

  • @RabindrakumarSwain-h7j
    @RabindrakumarSwain-h7j 3 หลายเดือนก่อน

    ସାରେ ୮୦ ଦିନର ଧାନପତ୍ର ରୁଆରଭାଗ ନାଲି ପଡି ଯାଉଛି କେଉଁ ଔଷଧପକାଇବା

  • @amitkumarnaik689
    @amitkumarnaik689 3 ปีที่แล้ว

    Matia gundi k confidor super bayer company kam deva ki sir

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ପୁରା କାମ ଦେଵା ,ଇଥିରେ ଇମିଡାକ୍ଳୋଫ୍ରିଡ ଅଛେ, ଆରାମରେ ଦେଇପାରିବେ। ଯଦି ଆପଣ ପେକ୍ସାଲୋନ୍ ଦେଇ ପାରିବେ, ଆହୁରି ଭଲ ,ଇଟା ମାଟିଆ ଗୁଣ୍ଡି ପୋକ ର ଜମ ଆଏ ।

  • @samarjeetsa4408
    @samarjeetsa4408 4 ปีที่แล้ว

    Jou medicine kahile apana duiti rog pain taha duita rog pain aekathare duita medicine mishai pakai paribaki sir?

    • @Kurefultv
      @Kurefultv  4 ปีที่แล้ว

      ଧନ୍ୟବାଦ ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆପଣଙ୍କ ସଂଦେହ ପାଇଁ ଧ୍ୟାନ ଦିଅନ୍ତୁ, ଯଦି ମାଟିଆ ଗୁଣ୍ଡି ପୋକ/ଧୋପ ଗୁଣ୍ଡି ଦେଖୁଛନ୍ତି, ତେବେ ତିନୋଟି ଔଷଧ ରୁ ଯେକୋୖଣସି ଗୋଟିଏ, ଯାହା ଫ୍ଳୋନିକାମିଡ,ପାଇମେଟ୍ରୋଜିନ, ଓ ଡାଇନୋଟେଫ୍ଯୁରାନ , ଭିଡିଓ ରେ ଦର୍ଶାଯିଇଛି।ତା ବ୍ୟତୀତ ଯଦି ଵୀଜାଣୁ ଜନିତ ପତ୍ରପୋଡା ,ରୋଗ ଲାଗିଛି ,ତେବେ କପର ହାଇଡ୍ରୋକ୍ଳୋରାଟ ଲିଟରେ ପାଣି ୩ଗ୍ରାମ ହିସାବରେ, ଗୋଟିଏ ଔଷଧ ଦେଇପାରିବେ।ଏହା ଯଦି ମିଳୁନି ତେବେ, ଷ୍ଟ୍ରେପ୍ଟୋସାଇକ୍ଳିନ ଓ କପର ଅସ୍କିକ୍ଳୋରାଇଟ ଦୁଇଟି କୁ ମିଶାଇ ଦେଇପାରିବେ। ଅନୁପାତ ହେଲା,୦.୧ ଗ୍ରାମ ଷ୍ଟ୍ରେପ୍ଟୋ.. +୧ଗ୍ରାମ କପର ଅସ୍କିକ୍ଳୋରାଇଟ,୧ ଲିଟର ପାଣି ରେ । ତଥାପି ଯଦି ଡାଉଟ ଥାଏ କମେଣ୍ଟ କରିବେ ।ଆପଣ କାର୍ଯ୍ୟ ରେ ଲଗାଇ ଲାଭ ପାଇଲେ ଆମେ ଖୁସି ହେବୁ । ଧନ୍ୟବାଦ ଆଜ୍ଞା

  • @अपनागाँवअपनावेश
    @अपनागाँवअपनावेश 3 ปีที่แล้ว

    BLB के लिए दवा नही डालने पर क्या धान की बाली में खराब हो सकता ह क्या?

    • @Kurefultv
      @Kurefultv  3 ปีที่แล้ว +1

      नमस्कार जी,
      बि एलृ बी के लिए, आपको औषधि पकाना चाहिए , नही तो उसकी असर बालि पर पड़ सकता है।

    • @अपनागाँवअपनावेश
      @अपनागाँवअपनावेश 3 ปีที่แล้ว

      @@Kurefultv धन्यवाद sir

  • @Sahu-1980
    @Sahu-1980 3 ปีที่แล้ว

    12 gudia kita dhan baharila bele dhan kenda re laguchhe kana uso dema

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଧାନ ଵାହାରିଵା ପରେ ଗନ୍ଧି ପୋକ ଶ୍ରେଣୀ ର ପୋକ ଲାଗିଥାନ୍ତି, ଏଥିରେ ଆପଣ ପ୍ରୋଫେନ୍ ସୁପର ଔଷଧ ଦେଇ ପାରିବେ।

  • @murarisahu1693
    @murarisahu1693 3 ปีที่แล้ว

    Keu wousadha tar fato dekhaeba ki

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ପତ୍ର ପୋଡ଼ା ରୋଗ ଫଙ୍ଗସ୍ ଜନିତ ରୋଗ, ଏଥିରେ ଆପଣ ଆମିଷ୍ଟାର୍ ଟପ୍ ଔଷଧ ଦେଇ ପାରିବେ, ଅଧିକ ଜାଣିବା ପାଇଁ ଆପଣ ଆମକୁ ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।

  • @subalabariha7798
    @subalabariha7798 ปีที่แล้ว

    Chakra baile kenta ta sir

  • @dpksubudhi1
    @dpksubudhi1 2 ปีที่แล้ว +1

    ଧାନ ପତ୍ର ଧଳା ହେଇଯାଉଛି କଣ ଦେଲେ ପୋକ ମରିବେ

    • @Kurefultv
      @Kurefultv  2 ปีที่แล้ว

      ନିଶ୍ଚୟ ବଁକି ର ସମତ୍ସା, ଏହା ଉପରେ ଆଧାରିତ ଭିଡିଓ ଆମ ଚେନାଲ୍ ରେ ଅଛି, ଦୟାକରି ଦେଖିବାକୁ ଅନୁରୋଧ।

  • @rakeshbehera8594
    @rakeshbehera8594 3 ปีที่แล้ว

    Sir janhi gacha ra patrapoda kemite rokiba

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଜହ୍ନି ର ପତ୍ରପୋଡା ପାଇଁ,ମାଲାଥିଅନ୍ କିମ୍ବା ମନୋକ୍ରୋଟୋଫସ୍ ଦେଇପାରିବେ ,ପତ୍ର ତଳେ ପୋକ ଲାଗି ଥିଲେ,ଇମିଡାକ୍ଳୋଫ୍ରିଡ ଦେଇ ପାରିବେ , ଏହି ପରି ଆପଣ ଯତ୍ନ ନେଇପାରିବେ। ଧନ୍ୟବାଦ

  • @myselfmund
    @myselfmund 3 ปีที่แล้ว

    Dhan baharibar Aram hela na...e time re medicine spray Kari Heba Ken ?

    • @Kurefultv
      @Kurefultv  3 ปีที่แล้ว +1

      ନମସ୍କାର ଆଜ୍ଞା, ଦୟାକରି ଆପଣ ମୋବାଇଲ୍ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ,କମେଣ୍ଟ ରେ କଥା ହେବା ଯଥେଷ୍ଟ ନୁହେଁ।

  • @localvillagecooking2303
    @localvillagecooking2303 2 ปีที่แล้ว

    Mor sodha maruchhi, Kon koribi

    • @Kurefultv
      @Kurefultv  2 ปีที่แล้ว

      ନମସ୍କାର ଆଜ୍ଞା, ଆପଣଙ୍କ ପ୍ରଶ୍ନ ଦୟାକରି ସରଳ କରି ଲେଖନ୍ତୁ।

  • @user-bz8zg1bn5l
    @user-bz8zg1bn5l 2 ปีที่แล้ว

    Custodia dele haba

    • @Kurefultv
      @Kurefultv  2 ปีที่แล้ว

      ଦେଇ ପାରିବେ, ଦିଅନ୍ତୁ

  • @MNMIDIA129
    @MNMIDIA129 4 ปีที่แล้ว

    ଧନ୍ୟବାଦ ଆଜ୍ଞା

    • @Kurefultv
      @Kurefultv  4 ปีที่แล้ว

      Thanks sir, your pricious opinion is most valuable for us, thanks so much

  • @jjjjjj4116
    @jjjjjj4116 ปีที่แล้ว

    JApanag

    • @Kurefultv
      @Kurefultv  ปีที่แล้ว

      ଧନ୍ୟବାଦ

  • @user-bz8zg1bn5l
    @user-bz8zg1bn5l 2 ปีที่แล้ว

    Ripply me sir

  • @pinkupadhan1847
    @pinkupadhan1847 3 ปีที่แล้ว +1

    ପେକ୍ଲାଲୋନ ଥୀ 00.00.50 ଆଉ 00.52.34ମାର୍ ଲେ କଣା ଅସୁବିଧା ହେବା କେ

    • @Kurefultv
      @Kurefultv  3 ปีที่แล้ว

      ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଦେଖନ୍ତୁ, ଏହି ଦୁଇ ଔଷଧ ଅଲଗା ଅଲଗା ପ୍ରକାରର, ତେଣୁ ମିଶାଇ ଦେଇପାରିବେ ନାହିଁ, ଠିକ୍ ହେଵ ନାହିଁ। ଗୋଟିଏ ଲେଖାଏଁ ଦୁଇ ଥର ଦେଇ ପାରିବେ।

  • @prabhanjandanaik7896
    @prabhanjandanaik7896 4 ปีที่แล้ว

    ପତର ମୁଡ଼ି ହେଇ କରି ଭିତରେ ପୁକ୍ ଅଛନ୍ କେନ୍ ଉସଦେବି ଆଜ୍ଞାକହୁନ

    • @Kurefultv
      @Kurefultv  4 ปีที่แล้ว

      ପ୍ରଭଞ୍ଜନ ଆଜ୍ଞା ନମସ୍କାର, କୁରେଫୁଲ୍ ଟିଭି ଆପଣଙ୍କର ସେବାରେ , ଆପଣ ନିଜର ମୋବାଇଲ୍ ନମ୍ବର ଦଉନ ଆମେ ଯୋଗାଯୋଗ କରମୁ , ଧନ୍ୟବାଦ ଆଜ୍ଞା

    • @pradeepbarik5805
      @pradeepbarik5805 3 หลายเดือนก่อน

      Medicine ta kahun sir​@@Kurefultv

  • @dpksubudhi1
    @dpksubudhi1 2 ปีที่แล้ว

    ଆପଣ ଙ୍କ mobile ନ. ଦେଲେ ଭଲ ହୁଅନ୍ତା ସାଙ୍ଗେ ସାଙ୍ଗେ ଆମ ପ୍ରଶ୍ନ ର ଉତ୍ତର ପାଇ ପାରିବୁ

    • @Kurefultv
      @Kurefultv  2 ปีที่แล้ว

      ଚେନାଲ୍ ପେଜ୍ ରେ ଅଛି