Naba mo friend. Sathi hoi party te thilu but se sundar pila. Sabu charittaku se sabu bele realy karibaku pasand kare. Jaha falareki taku aji puraskara milichhi. Bhagaban taku valare rakhantu. God blesU
Manasa bhai mu ae nataka ta dekhili story ta bahut bhala hoichhi.mo jibanae mu kebe nataka ta last paryant dekhini kintu ae nataka ta pura sesha jai dekhili..place sahala yatra padiya dunguripali
Bhai tma party re manasa bhai singer nbr 1. Au naba bhai subash bhai avinaya pura jibanta avinaya a katha sata j. Ame hindu sina kahiba musalman nku hindu Kariba hele gote Musalman kebe b kahibani ame hindu nku musalman karibu.
Mansa Kumar Babu nku kuhantu se Natak plya Dina fendal abadha karibe plisss kalakar banchile Natak heba naba Babu Jay kala madichalll tek nija jiban mo bhai
ନବ ସାରେ ଆପଣଙ୍କ ଚିନ୍ତା ଧାରା ବହୁତୁ ସୁନ୍ଦର ଆପଣଙ୍କ ଏମିତି ଆଗକୁ ଯାନ୍ତୁ 🙏
ଗୋଇଠା ମାରିବାଟା ଉଚିତ୍ ନୁହେଁ ନବ ଭାଇ ବହୁତ ଭଲ ଲୋକ ମୁଁ ତାଙ୍କ ସହିତ କଥା ହେଇଚି ଆମ ଦୋକାନ ରେ ସାକ୍ଷାତ ହେଇଥିଲା ବାଲେଶ୍ଵର ରେ ସେ କହିଥିଲେ ତାଙ୍କ ଘର ହାତୀଗଡ ରାଇବଣିଆ ବିରୋଧ କରନ୍ତୁ କିନ୍ତୁ ଦୟାକରି ଗୋଇଠା ମାରନ୍ତୃନି
ଭାଇ ଦର୍ଶକ ଙ୍କୁ ଅନୁରୋଧ କରନ୍ତୁ ଏମିତି ନ କରିବା ପାଇଁ ନ ହେଲେ ସବୁ ଜାଗାରେ ଲୋକ ମାରିବେ
ଯାତ୍ରା କଳା କାର ମାନଙ୍କୁ ସମ୍ମାନ ଦିଅନ୍ତୁ ଏବଂ ଦେଖୁଥିବା ଦର୍ଶକ ଭାଈ ମାନେ ଏହାକୁ ଅଭିନୟ ମନେ କରନ୍ତୁ ଜୟ ଜଗନ୍ନାଥ
ଅଭିନୟ ସତ କିନ୍ତୁ ଧମିୟ ଭାବନାକୁ କୁଠାର ଘାତ କରନ୍ତୁ ନାହିଁ
ଡ଼ାଇଲଗ୍ ଚେଞ୍ଜ କର ନହଲେ ଏ ବର୍ଷ ଟା ଯୁଆଡେ ଯିବ ଖାଲି ମାଡ ଖାଇବ
Tuma no ta deba bhai
Subash behera is very good talented artiste
ହଁ ଭାଇ ସବୁ ଠିକ, କଳାକାର ସବୁ ଠିକ ହେଲେ, ନାଟକ ଲେଖିଥିବା ବ୍ୟକ୍ତି ହିନ୍ଦୁ ମାନଙ୍କୁ କଣ ଶସ୍ତା ଭାବୁଛନ୍ତି... କାହିଁ କେବେ ତ ମୁସଲମାନ ଙ୍କୁ ହିନ୍ଦୁ କରିବାକୁ ନାଟକ ଲେଖ...
ସହଲା ଯାତ୍ରା ପଡିଆରେ ତିନି ଦିନ ଖୁବ୍ ଧମାକା କରିଛି ଏହି ନାଟକ 😮😮😮😮😮😮😮😮😮😮😮😮😮😮
Sir ଆପଣଙ୍କ ଅଭିନୟ ବହୁତ ସୁନ୍ଦର
ଆପଣଙ୍କୁ ମାଡ ହେଲା ମୁଁ ମାଡ ଦେଖି ହସି ହସି ମୋର ପେଟ ବଥା ହେଇଗଲା
Very nice acting
ନାଟକ ଭଲ ହେଇଛି ବୋଲି ତ ମାଡ ହେଲା
TV ରେ ଦେଖିଲେ ନାଟକ TV ଭାଂଗି ଦେବେ
Naba mo friend. Sathi hoi party te thilu but se sundar pila. Sabu charittaku se sabu bele realy karibaku pasand kare. Jaha falareki taku aji puraskara milichhi. Bhagaban taku valare rakhantu. God blesU
ଭାଇ ମୁ ଏ dialug ଶୁଣିଲା ବେଳକୁ blood garam hauchhi
ନବ ଘୋଷ ଙ୍କ ଯାତ୍ରା ଏ ଠୁ full pickup ନେବ ସମୟ କେବେ କାହାକୁ କେଉ ଯାଗାରେ ରଖିବେ ତାହା ସମୟ କହିବ 🎉🎉
ମାନସ ଭାଇ ଆପଣ Camera କୁ ଚାହିଁ ଭିଡିଓ ବନାନ୍ତୁ ଆପଣ Screen କୁ ଚାହୁଁଛନ୍ତି ❤❤ ଧନ୍ୟବାଦ ଭାଇ
mast mast acting bahut vala lagila dialouge ta, go ahead ....
ନବ ଘୋଷ୍ neutral acter ବହୁତ୍ ବଢିଆ acter
ଆପଣ ମାନଙ୍କ ଅଭିନୟ ଜୀବନ୍ତ, ମାନସ ସାର ଙ୍କ ଗିତ ହୃଦୟ କୁ ଛୁଇ ଯାଏ। କେତେ ଦୁଃଖ ଦବୁ ଦେରେ କାଳିଆ ର ନାଟକ ର ସମସ୍ତ କଳାକାର ଉଚ୍ଚ କୋଟୀର ଅଭିନୟ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଛନ୍ତି।
ଏଭାଳି ନାଟକ ସମାଜରେ ବିଶୃଙ୍ଖଳା ହୁଏ। ନାଟକ ନଦେଖିଲେ କଣ ହବ,
Manasa bhai mu ae nataka ta dekhili story ta bahut bhala hoichhi.mo jibanae mu kebe nataka ta last paryant dekhini kintu ae nataka ta pura sesha jai dekhili..place sahala yatra padiya dunguripali
ଗୋଇଠା ମାରିକି ସେ ଠିକ୍ କରିଚି
Love you natak bhai
Ge nesh sir🙏apananka natak savu belle hit
Naba ghosh Jane very talented actor and best villan and jolly wood industry ra allrounder 🎉🎉🎉
ଯାତ୍ରା ରେ କାମ କରିବା ବହୁତ ଇଚ୍ଛା
I HAVE SEEN THE PLAY...I WAS PRESENT THAT DAY IN NAXAPALI...PINKY MAM STATEMENT IS CORRECT....
Naba sir jane vala manisha ❤❤❤
ଜୟ ଜଗନ୍ନାଥ 🙏
ମାନସ ଭାଇ ଆମେ ଯାଇଥିଲୁ Dungripali ପାଖରେ ଥିବା ସହଲା କେମ୍ପ କୁ ଯାଇଥିଲୁ ହେଲେ ସେଦିନ ଗରିବ ର ଦୁଃଖ କିଏ ଦେଖୁଛି
Super 😂😂😂
କିନ୍ତୁ ପ୍ରକୃତରେ କୌଣସି ଧାର୍ମିକ ପରମ୍ପରା ବିରୁଦ୍ଧରେ ସଂଳାପ ଲେଖିବା କିମ୍ବା ନାଟକ କରିବା ନିହାତି ବହୁତ ଦୁଃଖର ବିଷୟ।
ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ରେ ସେଥିପାଇଁ ପ୍ରତ୍ୟେକ ହିରୋ ହିରୋଇନ୍, ବିଲିଅନ୍, personal bodyguard , ରଖନ୍ତି, ଓ ଲାଇସେନ୍ସ gun , ପିସ୍ତଲ ରଖିଥାନ୍ତି ପବ୍ଲିକ ଜାଗା, ହାଟ ବଜାର ମଲ ବିଭିନ୍ନ ଷ୍ଟେଜ ଶୋ ରେ କିଏ ଆକ୍ରମଣ କଳା ସଙ୍ଗେ ସଙ୍ଗେ। ଗୋଡ ହାତ କୁ ଫାୟରିଂ କରି ଅରେଷ୍ଟ ଜେଲ୍ କରିଦିଅନ୍ତି
ଯାତ୍ରା କଳାକାର ଗରୀବ majbur ସେମାନେ ଏଠାରେ ଇନକମ୍ କରିନିଜ୍ ଜୀବିକା ପରିବାର ଚଳlନ୍ତି
ସେମାନଂକୁ ଏତେ ଛୋଟ୍, ହୀନ ଭାବନ୍ତୁ ନାହିଁ, ତାଙ୍କୁ ଆକ୍ରମଣ କରିବା । ବୋତଲ ଚେୟାର ଛାଡ଼ିବା କୌଣସି ଦର୍ଶକ ର ଅଧିକାର ନାହିଁ, mind it , ଏହା
ଗୋଟିଏ ଘୁଣ୍ୟ ଅପରାଧ
ଆଗକୁ ଏହା ଯେପରି ନହୁଏ ସବୁ ଦର୍ଶକ ଚେଷ୍ଟା କରିବା ଉଚିତ୍🖕🖕👍👍🙌🙌🙏🙏 ନିଖୁଣ, ଜୀବନ୍ତ ଚରିତ୍ର ଅଭିନୟ ପାଇଁ ଦମ୍ ଅଛିତ ଫୁଲ ତୋଡା, ଗିଫ୍ଟ ଦିଆଯାଉ
ମାରିବା, ବୋତଲ, ଚେୟାର ଛାଡ଼ିବା ୟେ ଶସ୍ତା ପଇସା ଖର୍ଚ୍ଚ ନହେବା ନୀତି ବଡ଼ ସହଜ , ବନ୍ଦ କର ୟେ ପ୍ରହସନ*
ସେଥିପାଇଁ ଓଡ଼ିଆଙ୍କୁ ଅନ୍ୟ ରାଜ୍ୟରେ ମୂର୍ଖ ଗୱାର ବୋଲି ନାମ ଦେଇଛନ୍ତି
କିନ୍ତୁ ଟିକେ dailak ରେ ପରିବର୍ତନ କରାନ୍ତୁ କାରଣ ଆମ ଓଡ଼ିଶା ବାସୀ ଙ୍କ ପ୍ରିୟ ମହାପ୍ରଭୁ ହେଲେ ଜଗନ୍ନାଥ , ତାଙ୍କୁ ଅପମାନ ହେଲେ କେହି ସହିବେ ନାହିଁ, ଦୟାକରି ଟିକେ ଡାଇଲକ୍ ରେ ପରିବର୍ତ୍ତନ ଆଣିବା ଉଚିତ୍।
Manas mu Sanjay bhai kahuchhi mahul pal .camp ru tu he real hero
I WAS PRESENT THERE...
Bhai ❤❤❤❤❤❤
Super ❤❤❤❤❤❤
Manash bhai ❤ nice
goodevening,dada,rama
Naba bhai best'
ଅତ୍ୟନ୍ତ ନିନ୍ଦନୀୟ ଘଟଣା
Natak dam achhi
Very nice
Sir apana bahuta bhl
Mu dekhichhi bhai khamar re bi chair phupadithe natak bholo hei6i first ru last seen ❤❤❤
ଫିଲ୍ମରେ ଇଣ୍ଡିଆ ଓ ପାକିସ୍ତାନ କୁ ନେଇ ଫିଲ୍ମ ବନାନ୍ତି । ସେହି ଫିଲ୍ମ ରେ ଅଭିନୟ କରୁଥିବା ଲୋକ ଭାରତୀୟ ଓ ହିନ୍ଦୁ,ସେ ଆତଙ୍କବାଦୀ ର ରୋଲ୍ କରି ଇଣ୍ଡିଆ ବିରୋଧରେ କହୁଛନ୍ତି । ଆମେ ତାଙ୍କୁ ପିଟିବା ଟା ଆମର ମୁର୍ଖାମି ।
ବଲାଙ୍ଗୀର ଜିଲ୍ଲା ରେ କ୍ୟାମ୍ପ ଅଛିକି
Naba sir miss you 😢😢😢😢
👌👌👌
Nice
Bhai tma party re manasa bhai singer nbr 1. Au naba bhai subash bhai avinaya pura jibanta avinaya a katha sata j. Ame hindu sina kahiba musalman nku hindu Kariba hele gote Musalman kebe b kahibani ame hindu nku musalman karibu.
ଶଳା ହିନ୍ଦୁ କୁ ଶସ୍ଥା ଭାବୁଚ ରାଇଟର୍ କୁ ମାଡ଼ ଦରକାର
Manasa babu police protection re jatra paribesana kara jau
Dilogue ta nangha lagila jaha kuha bhai
Jay jaghannath varasa
manasa,dada,madichala,
Thik
Mansa Kumar Babu nku kuhantu se Natak plya Dina fendal abadha karibe plisss kalakar banchile Natak heba naba Babu Jay kala madichalll tek nija jiban mo bhai
❤❤❤❤❤❤❤
Rengali re dekha heba
Bhi it's ok but controversial jatra enterteinment kariba katha nuhe ...ehita society re bad impact asiba.. please respect all religions...
Best natak
Rate badhib
Ama ku bi kharpa laguchi
Limited acting kara
Kalakar manaku sanmandiantu
Amiti ta dailog gardar movie re achi
Fixing
😢😢😢😢
Jay shree ram ☝️🚩🪓
Murtu danda natakre jabar dasta khalanayak bhumika re naba bhai abhi Naya Kari thile mo dekhichi
😢😢
Emiti chaalu
😢
Hindu aggenst ra emiti lakhiba tiki nuha
Manas bhai ea video delete karantu
Ea story ban kara
Bhai first view
Jate palebi tanuk abhab