ମୁଁ ଥରକୁ ଥର ଜନମ ନେବି ଓଡିଆ ହୋଇ : ସ୍ଵରୂପ୍ ନାୟକ |
ฝัง
- เผยแพร่เมื่อ 26 ต.ค. 2023
- ମୁଁ ଥରକୁ ଥର ଜନମ ନେବି ଓଡିଆ ହୋଇ : ସ୍ଵରୂପ୍ ନାୟକ | #InTheMemoryOfSwaroopNayak | Tarang Cine Productions
#InTheMemoryOfSwaroopNayak #RestInPeace #SwaroopNayak
_
SUBSCRIBE to TarangCineProductions channel for Latest Music and movie videos
goo.gl/Qd9Dv9
Like us on Facebook
/ tarangcineproductions
Circle on G+
goo.gl/ArUUGw
Follow us on Twitter
/ tarangtvodisha
Follow us on Instagram
/ tarangtv
Visit our website for further details: www.tarangtv.in - เพลง
ଅମର ଆତ୍ମା ସଦଗଦି କାମନା କରୁଛି 🙏🏻
ଯୋଉଠି ଥିଲେ ବି ଆପଣ ମୋ ପରିକା ଅନେକ ଓଡ଼ିଆ ଙ୍କ ହୃଦୟ ରେ ରହିଥିବେ 🙏🏻ଜୟ ଜଗନ୍ନାଥ 🙏🏻
ସତରେ ଆଉ ଏହିଭଳି କଳାକାର ଜନ୍ମ ହେବା ବୋଧେ ଅସମ୍ଭବ❤❤।।ଜୟ ଜଗନ୍ନାଥ 😭🙏
Muna bhai sabu hero Thu tk alaga amazing super👌👌
Real hero ❤❤ odisha ra muna bhai
🙏ଜୟ ଜଗନ୍ନାଥ🙏,ତାଙ୍କ ଅମର ଆତ୍ମା କୁ ସଦଗତି ଦିଅ ପ୍ରଭୁ 💐
(ସ୍ୱରୂପ ନାୟକ)ଆପଣଙ୍କୁ ଯେତେ ପ୍ରଶଂସା କରି ଲେଖିଲେ ବି କମ ହେବ। ସଂଗୀତ ଦୁନିଆର ମହା ସାଗର ଟିଏ ଆପଣ ଏ ମାଟି ଆଗାମୀ ୧୦୦୦ ବର୍ଷ ଯାଏଁ ମନେ ରଖିବ ଆପଣଙ୍କୁ।
ଅତି ସୁନ୍ଦର୍ କଥା ପଦେ କହିଲ
@@harishnayak8993tik katha aue aparika kalakar miliba asambhaba om shanti Jay jagannath
I miss you sir
Tarang cine production jahaku life time achievement dauchi.. se sansararu bidaya neuchhanti... Music Badshah Swaroop Nayak...my favourite music director
Au kn 15000 years banchiki ruhante ... 75 years ka aam hela
.. 😢❤
ଆମ ଓଡ଼ିଆ କଳା ଜଗତକୁ ବହୁତ ବଡ଼ ଅବଦାନ //ଜୟ ଜଗନ୍ନାଥ//
ଜୟ ଜଗନ୍ନାଥ ଆପଣଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ 🙏🙏🙏🙏🙏🙏🙏🙏🙏🙏🙏🙏🙏
The excellent and tremendous singer, music composer, and actor Odisha has lost who is incomparable. may lord Jagannath bless his soul.
ଜୟ ଜଗନ୍ନାଥ (ସ୍ଵରୂପ ନାୟକ) ଆଜ୍ଞା
ସତରେ କେତେ ସୁନ୍ଦର କଳାକାର ଟିଏ ଥିଲେ ଆଉ ଆଜି କଳା ଜଗତକୁ ଛାଡ଼ିଦେଇ ତୁର ରାଇଯକୁ ଚାଲିଗଲେ ଆଉ କେହି ନୁହେଁ ସେଇ ସୁରୁପ୍ ନାୟକ
We lost our legend Swaroop Nayak Sir RIP
ସତରେ ସେ ଥିଲେ ଏକା ଧାରରେ ଜଣେ ଅଭିନେତା, ସଙ୍ଗୀତକାର, ଗୀତିକାର। ତାଙ୍କ କଲମ ନିସୃତ ଆଉ ସେ ରୋମାଣ୍ଟିକ ଗୀତ ଆମକୁ ଆଉ ଶୁଣିବାକୁ ମିଳିବ ନାହିଁ। ଏହିପରି ଜଣେ ମହାନ୍ ବ୍ୟକ୍ତିତ୍ଵ କୁ ଆମେ ଆଉ ପାଇବା ନାହିଁ। ଭଗବାନ ତାଙ୍କର ଅମର ଆତ୍ମା କୁ ସବୁବେଳେ ଶାନ୍ତି ରେ ରଖନ୍ତୁ ଏହା ହିଁ ପ୍ରାର୍ଥନା।🙏
ସତରେ ଏମିତି ଏକ ମହାନ ବ୍ୟକ୍ତି ସବୁବେଳେ ମନେରହିବ.... ଜଗନ୍ନାଥ ମହାପ୍ରଭୂ ଆପଣଙ୍କ ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ... 🚩🕉️🙏
Excellent music director
ସତରେ ଦିନକୁ ଦିନ ପୁରୁଣା କଳାକାର ମାନେ ଏ ସଂସାର ରୁ ହଜିଯାଉ ଛନ୍ତି 😭😭 ଏଭଳି କଳାକାର ଆଉ ଆମ ଓଡ଼ିଶା ମାଟିରେ ଜନ୍ମ ନେବେ କି ନାହି ଆଉ ମିଳିବେ କି ନାହିଁ ସେ କଥା ଭାବି ମନକୁ ବହୁତ୍ କଷ୍ଟ ଲାଗୁଛି 😭😭😭😭😭😭
Again one legend left...RIP sir...puni ai odisha re odia pua heiki puni odia Gita ku odia odia basna re bharidiantu...🙏
ଅମର ଆତ୍ମାର ସଦ୍ଗତୀ କାମନା କରୁଛି 🙏🏽🙏🏽🙏🏽
Kebe marile ki
Jay Jagannath 🙏
Great personality great muzik
Jay Jagannath
ଜୟ ଜଗନ୍ନାଥ ଜୟ ବଳଭଦ୍ର ଜୟ ସୁଭଦ୍ରା ମା ଜୟ ମା ଲକ୍ଷ୍ମୀ ଜୟ ମା ତାରିଣୀ
Atma and god does not exist his work is fantastic mind blowing odisha will remember foreeber
Jay jagannath 🙏
Rip Legend swaroop Nayak
Sidhant sir singing is best🎉🎉🎉🎉
Bhagaban tanka atmaku shanti diantu 🙏🙏🙏
Legend never die 🙏🙏🙏🙏
Always super star of olywood industry all r fvrt sidhant mohapatra
Jay Jagannath🙏🙏🙏
Wow heart touching songs by swarup nayak,the legendary musicians
Odisha will miss you forever sir , Omm Shanti 🌹🌹🙏🙏
ମହାନାୟକ , ସଙ୍ଗୀତକାର , ଅଭିନେତା ଓ ନିର୍ଦ୍ଦେଶକ ଭାବରେ ସେ ଏକ ସ୍ମୃତି ହୋଇ ରହିବେ । ❤🙏🏻 The legend never dies it's the best line for him 🙏🏻
Great words, so proud of you sir
Jay jagannath prabhu 🙏🙏🙏
God bless your spirit
Jay jagnnath🙏
Satare great I miss you sir
Sidhant sir nka thu kichhi sikha new actor mane
Yes
Jay Jagannath Swami 🙏
Proud of you sir....
Solati faguna ra pahacha....mitate mita...ramare rama re...ooohhhhh deha re ebe bi siharana khelae e song sabu❤️❤️❤️❤️
ଓଡ଼ିଆ ସଙ୍ଗୀତ ଜଗତର ସ୍ରଷ୍ଟା ତାଙ୍କୁ ଯଦି କୁହାଯାଏ ତେବେ କିଛି ଅତୁକ୍ତି ହେବନି
ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମା କୁ ପୁନର୍ବାର ଓଡ଼ିଶା ରେ ଜନ୍ମ ଦିଅନ୍ତୁ🙏🙏🙏
All time favourite odia movie ❤❤❤❤❤❤❤❤❤❤😂
Swarup dada 😢🙏🙏
ଆଉ ଜଣେ ଓଡ଼ିଆ Industry ର legend କୁ ହରେଇଲା, ଅଶ୍ରୁଳ ଶ୍ରାଦ୍ଧଞ୍ଜଳି
miss u surup sir
ଜୟ ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବତୁମେ ନମଃ 🚩🕉️🙏
OMM Shanti 🙏🏻😔
Om Shanti 🕉 🌹 🙏
ଜୟ ଜଗନ୍ନାଥ ଜୟ ବଳଭଦ୍ର ଜୟ ସୁଭଦ୍ରା ମା ଜୟ ମା ଲକ୍ଷ୍ମୀ
Jay jagannath
Jay Shree Jagannath Swamy 📿⭕❗⭕🚩🙏
❤Lot Of Love From PuriDham 🚩🙏
Jay jagannath😢😢
Thank you very much sir. You are the one who took our odia litrature to the next level 🎉
ସତରେ ଆମେ ମାନେ ଭାଗ୍ୟବାନ..... ଏଇ ମାଟିରେ ଜନ୍ମ ନେଇ....
Jay shree radhe Krishna 🙏❤️🙏
RIP legend 🙏
ହେ ଜଗନ୍ନାଥ ମହାପ୍ରଭୁ ଆଉ ଥରେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ସ୍ୱରୂପ ନାୟକଙ୍କୁ ଜନ୍ମ ଦିଅ ମୋର ଆପଣଙ୍କ ପାଖରେ ଏତିକି ପାର୍ଥନ।
ଅତି ସୁନ୍ଦର ❤❤❤❤❤❤🎉🎉🎉🎉
Pravu Jagannath sir nk atma Ku sadgati deantu
Om santi 🙏🙏
End of an era
Legend never die.
Always Miss U Sir
God bless you
ଏ ଉତ୍କଳର ସାଂସକୃତିକ କଳାପାହାଡମାନଂକର ଝଗଡା ଭିତରେ ଏତେବଡ ମହାନାୟକ ଓଡିଆ ସଂଗୀତ ଜଗତର ମୁକୁନ୍ଦେଦେବଂକୁ ଟିକେ ଭଲ ରେ ଶ୍ରଦ୍ଧାଦେଲେନି ଓଡିଆମାନେ ।
ଜୟ ମହାବାହୁ 🙏
Om shanti 🙏😭
Jay jagannath❤❤❤❤❤❤
Excellent Sridhant Sir
super Nayak 🎉❤
Odishsa maa tara gote jewel ku hareila.Omm shanti.
Legendary ❤
Jay jaganath
Om Shanti 🙏
Jay shree ram 🙏
ଜୟ ଜଗନ୍ନାଥ
Thank you so much sir 🥰🙏🙏🥰👍🥰😍
Jay jaganaath
Om shanti
Legend never dies ❤❤❤
Pranam.sar
ସିଦ୍ଧାନ୍ତ ❤❤
Legend never dies ❤❤
Swurup Nayak is the my best musician
Jay jagannath sir apananka atmara sad gadi hau
Jay jagranath 🙏
Legend of ollywood
ଆପଣ ଆମ ହୃଦୟରେ 💓 ସଦା ସର୍ବଦା ରହିବେ
👏💐
Bahut sundar thila se dina, pheri bani
ସତରେ ମହାନ୍ 🙏 ସାର୍ ଆପଣ
One of the best music director of odias
Legend
E Gita gudika re mu Aapananku sabubele miss karibi
Really sir I miss you
Love you Siddhanta sir
ଏଇ ଭଳି ମଣିଷ ଓଡ଼ିଶା ମାଟିରେ ଆଉ କେବେ ଜନ୍ମ ନେବେନି,ଆପଣଙ୍କ ଗୀତ ସଂଗୀତ ଆଉ ସିନେମାକୁ ନେଇ ଓଡ଼ିଶା ବାସୀ ସାରା ଜୀବନ ମନେ ରଖିଥିବେ ଜୟ ଜଗନ୍ନାଥ
Supper stra sidhanta mohapatra
😢😢😢