ଚାଷୀଙ୍କ ବଢିଲା ଟଙ୍କା Paddy MSP for farmers will soon be hiked to Rs 3100 per quintal | BJP |Odia News
ฝัง
- เผยแพร่เมื่อ 19 มิ.ย. 2024
- ଚାଷୀଙ୍କ ବଢିଲା ଟଙ୍କା Paddy MSP for farmers will soon be hiked to Rs 3100 per quintal | BJP | Odia News
#mohanmajhi #bjp #paddy #msp #mspprice
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
Subscribe now and turn on notifications to stay connected with News18 Odia and stay ahead of the curve with our comprehensive news coverage. Stay informed, stay engaged, and stay connected with News18 Odia on TH-cam.
Download our News18 Mobile App - onelink.to/desc-youtube
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y46bt2fm
ହଁ ଧାନ କ୍ଵିଣ୍ଟାଲ 3100 ହେବ , କିନ୍ତୁ ଏବେ ଆଳୁ kg 30 , ପିଆଜ 50 , ମୁଢି 50 , ଏମିତି ନିତ୍ୟ ବ୍ୟବହୃତ ଜିନିଷ ଆକାଶ ଛୁଆଁ ହେଲାଣି । ଯାହାର ବିଲ ନାହିଁ , ଯିଏ ଭାଗ ଚାଷୀ ତାର ତ card ନାହିଁ , ସେ କି ସୁବିଧା ପାଇବ , ଆଉ ଏ ଜିନିଷ ଆକାଶ ଛୁଆଁ ହେଲାଣି , ଗୋଟେ middle class family ଚଳିବ କେମିତି
Right
One word for you paribartana darkar ama ku
Write kahila didi
A
ଵିଜେପି ଵାଲା ର ମୁଣ୍ଡ ସେଆ
ସାର କୁଇଣ୍ଟାଲ କେତେ ବଢିବ ।ଜମିଦାର ମାନେ ଲାଭ ପାଇବେ
ଚାଲ ସଭିଏ ଚାଷ କରିବା 😅😅😅😅
ଚାଉଳ ଆଉ କିଣି ହେବନି 😢😢😢😢
ଭଲ ହେଲା ଏବେ ବିଲ ପଡିଆ ପଡୁଥିଲା ଏବେ ସବୁ ଚାଷ କରିବେ। 1/- ଚାଉଳ ଖାଇକି ଲୋକ ଅଳସୁଆ ହେଉଥିଲେ।
ଖାଲି ଧାନ ବଢ଼େଇଦେଲେ ହେବନି ଚାଉଳ ମୂଲ୍ୟ ପୂର୍ବବତଃ ରହିଲେ ହେବ ନହେଲେ ପୁନଃ ସରକାର ବଦଳିବ
Jate MSP rate badhiba sete Chaula rate badhiba.
Right
କ୍ଷୁଦ୍ର ଚାଷୀ କାହାକୁ ଧାନ ବିକିବେ ମିଲ୍ ମାଲିକ ମାଲl ମାଲ ହେବେ ଚାଷୀ କିଛି ଲାଭ ପାଇବେ ନି
ସବୁ ରେଟ କରୁଛ ସାଧାରଣ ଲୋକ ଚଳିବ କେମିତ ଯିଏ ମାସକୁ 15,,20 ପାଉଛି ସେ କେମିତି ଚଳିବ ତାଙ୍କ ପାଇଁ ବି ପଇସା ବଡ଼ହା ଯାଉ
Chakiri ..chhadi chasa kara
@@chandinjena2638ଯାହର ଜମି ନଥିବ 😜😜😜
ଭଥା କଥା କହୁନୁ ୩୦୦୦ ଟଙ୍କା ଲେଖାଏଁ ଦେବାକୁ ମଧ୍ୟ
ସାଧାରଣ ଚାଉଳ କେଜି ପ୍ରତି ୬୦ ଟଙ୍କା ହେବ।
Jate MSP rate badhiba sete Chaula rate badhiba
Eita b thik
ମୁଖ୍ୟମନ୍ତ୍ରୀ ହେବତ ଏମିତି, ନାୟକ ଫିଲ୍ମର ଉଦାହରଣ ।
ଚାଉଳ କିଲ 70ଟଙ୍କା
ତେଲ ଦର କମାନ୍ତୁ
Great.... laguchhe odisha ra develop heba
Gote jami hina masha kimiti kiniki khaiba chaula kuha😢😢😢
ରାସନ କାର୍ଡ ରେ ଫ୍ରୀ ଦେବେ ଯଦି ତମେ ଗରିବ
ଆଉ ଜମି ପଡିଆ ପଡିବ ନାହିଁ ସବୁ ଭାଗ ଚାଷୀ ଭାଈ ମାନେ ଚାଷ କରିବେ ।ଭାଗ ଚାଷୀ ମାନଙ୍କର ରେସନ୍ କାର୍ଡ ବାତିଲ କରା ଜାଉ ।କାରଣ ସେମାନେ ହଜାର ହଜାର ଟଙ୍କାର ଧାନ ବେପାଋକୁ ବିକ୍ରୀ କରି ଥାଆନ୍ତି ।ସର୍ବ ପ୍ରଥମେ ତାଙ୍କୁ ଚିନ୍ନଟ କରି ବନ୍ୟା କି ମରୁଡି ର ଯେଉଁ ଟଙ୍କା ଜମି ମାଲିକ ପାସ୍ ବୁକ ରେ ଆସେ ତାକୁ ଭାଗଚାଶିଙ୍କୁ ବି ଦିଆଯିବାର ବବସ୍ତା କରା ଯିବା ନିହାତି ଦରକାର ।
ବାର୍ଦ୍ଧକ୍ୟ ଭତ୍ତା ଓ ବିକଳାଙ୍ଗ ଭତ୍ତା 3000ଟଙ୍କା କେବେ ହେବ। ନିର୍ବାଚନ ଇସ୍ତାହାର ଭୁଲିଗଲେଣି କି?
ହେଲେ ଭତ୍ତା ବୃଦ୍ଧି କେଭେ ହେବ।
ପ୍ରତି ପଞ୍ଚାୟତରେ ଚାଉଳ ଏଟିଏମ୍ ହବା ଦରକାର
ମାରିବ ନା କ'ଣ ଏତେ ଜୋରରେ ଚିଲ୍ଲେଉଛ କ'ଣ ଖବର ପଢୁଛ ନା ଆଉ କ'ଣ କରୁଛ
Great 👍
ମୂର୍ଖ ମାନେ ଜିଲ୍ଲାକୁ କିଏ ଚାଉଳ ଆଣିଯିବ
😂😂
🙏🏻🙏🏻🙏🏻🙏🏻🌷🌷🌷🌷🌷Very good system no one cannot be mis utilize.👏👏👏👏👏
ସବୁ ରାଜ୍ୟରେ ଖରି ପ ଚାଷ ହଉନି
Bank ATM Re Tala Jhuluchi Chaula ATM Kholi Ba.😅😅😅
😅😅😅😅
Jay Jagannath
Kichhi loka BPL chaula nei kg prati 20 tanka re bikuchhanti, semananka upare action niajau
30 tanka
good good good
Jate MSP rate badhiba sete Chaula rate badhiba
ବାଳ ନା
🌿
Don't be excited.plz read normally
Committee basiba final heba ebe nuhen
..❤
Sabu gp re haba darkar
ପଞ୍ଚାୟତ ରେ ଏଟିମ କର ଚାଉଳ ପାଁଇ କିଏ ଜିଲ୍ଲା କୁଜିବ
😂
❤
ସରକାର ଖାଲି 3100 ଟଙ୍କା ବଡା ଈ ଦେଲା ବୋଲି କୋହୁ ଚନ୍ତି କିନ୍ତୁ ଧାନ ଭୋର୍ତି କରିବା ପାଇଁ ବସ୍ତା କଥା ଭୁଲି ଯାଇ ଛନ୍ତି
ଖାଲି ଧାନ ଆଉ ମୁଗ ବିରି ହରଡ଼ ଏ ସବୁ କଣ ଚାଷ ରେ ଯାଉନି ତା ରେ ଟେ ଟା ଟିକେଏ କୁହ
ଯାହାର ବିଲ ନାହିଁ ସିଏ କିଣିବ ଜଦି
ସେ କାନ୍ଧିବ
ଦେଶର ୮୦ ଭାଗ ଲୋକ ଚାଷ କରନ୍ତି।
Dhanyabad
Jadi takar dam achhe ta pami pariba rete kamei Kari dekhu mui Jan bi satre bjb sarkar achhan Bali mui sadaran garib gar jhuai mui kahu chhe
Bahut hi bholo Jay bharat ❤❤
240
ଏ ସବୁ ମିଛ କଥା
When stop free rasan
Rasson card site open karajau new block re sarakara nku janaa
Nice 👍
ଧାନ 31ଟଙ୍କା ରେ କିଣିଲେ ସାର କେତେ ରେ ବିକିବେ ୟୁରିଆ ବିକିବେ 1500 ଡି ଏ ପି 2500 ଅନ୍ୟାନ 3000 ମୂଲ୍ୟ କଣ ରହିଲା
Dhana 3100 kari diantu , pariba ret badhei diantu , bhala lutu chhanti BJP
Right 🎉
Right Bhai
Good news
Amaku rasan card darakar CM sir
Gareba burdha kemiti jebe chaula pani jadi jilare gote meshine bashiba
🙏🌹🌹🙏👍💪👍💪
❤❤❤❤❤
Nayak
ଯଦି ଧାନ ret 3100 ଟଙ୍କା ତାହେଲେ ଚାଉଳ ret କେତେ ରହିବ
Sadharana Chaula 70
60 ru 70
ସରକାର କୁ ପଚରାଯାଉ
Good
😊
Good
Jay kishan 🙏🏻.
Neta enta hebar katha
Uparu remod chalile kahibe
ଭତା ୩୦୦୦ ଟଙ୍କା କେବେ ଦିଆଯିବ କ'ଣ BJP ଭୁଲି ଗଲାଣି ବୋଧେ
Aau pariba?????
ଚାଉଳ ଦର କେତେ ହେବ ମୁଁ ଚିନ୍ତା କରୁଛି ଏବେ ଦୁକାନ କୁ ଯାଇ ଥିଲି ଯେ ସାଧାରଣ ଚାଉଳ କୁ 50 ଟଙ୍କା ଉପର କହିଲ ଆଗକୁ ଆହୁରି ରେଟ ବଢିବା 70 80 ।
ଏପଟେ ପରିବା ଦର ବି ବହୁତ ବଢ଼ିଲାନି tk କମ୍ କରିବା ପାଇଁ କହିଲେ ଆହୁରି ବଢିବା କହୁଛନ୍ତି ବେପାରୀ ହେ ରାମ ଆମେ ଗରୀବ ଲୋକ ମାନେ କଣ କରିବୁ 😢😢😢
Jate MSP rate badhiba sete Chaula rate badhiba
Nabin patnek hebar kata ❤❤❤❤
Ebebi swapna dekhuchu 😂
Electric free hebo ?
ବାର୍ଦ୍ଧକ୍ୟ ଭତା 3000 କେବେ ହେବ ଧର୍ମେନ୍ଦ୍ର ବାବୁ ଗ୍ୟାରେଣ୍ଟି ଦେଇଥିଲେ
Athar au loka chakiri pachhare godeibeni chasa karibe
Kintu bbsr re aga chaula ATM use Kariba ta nihati darkar.karan smart City 🏙️
Kcc lon maff karajao odisha re please 🙏
Dan kuntal 3100 dele kai heba garib manku lutchhan Pani pari baba rate badei dei bjb sarkar
Rice kg prati kete tanka hebar mem?
😊
Agriculture income tax laga jau
😊😊
Cri
ଚାଉଳ କେତେ ହେବ
60 ru 70
Khali dhano msp badheile hebo nahi apano toh anya panipariba rate akaso chuan helani sethiprati bi dhyano diantu
Jahau khusi khabar
No 🏧
Quintal picha 5kg laka diyaa heuthila thaha bartaman kharip ruture Diya hoba na nahi ?
Jadi farmers dhana bikibe 3100 taha hele chaula rate kete rahibo
3100 tankare dhan chaul rate kete heba aou lokank majuri kete heba
Subhadra yojana sabu mahila paibe ta pls cm sir
Light bill କେବେ ଛାଡ ହେବ
Chawal to da
New ration card kebe miliba
Prti panchayat re atm darkar dilar bahut lotuchanti
Ebe atm re line lageibaku padiba
Rate kn lo maa,jemiti raduchi,ahuri munda kn heijauchi
Peribartana ta swada pita haijibani ta?????
Kein dactar aan .aurvedic,mbbs,ki dactar degree.dekhichan ki dr bali health minister dept deineichhan.mbbs doctor valia ne laagbaar ta bua.
3200 Heba katha
Pradhanmantri awash yujana kebedeba
Sarkara besidini nuhan bhanga heba sarkar
Loke jibe bbsr ru anibe
ରାଜୁ
Prati block ra loka ebe chaula pain jilla ku aasibe waha wah