🔴LIVE | ଖୋଲିବ ବଲେ ବଲେ ଢାବାର ଗୁମର ! | BJD | Illegal Dharamshala Dhaba | 28.06.24 | Odisha Reporter |
ฝัง
- เผยแพร่เมื่อ 30 ก.ย. 2024
- 🔴LIVE | ଖୋଲିବ ବଲେ ବଲେ ଢାବାର ଗୁମର ! | BJD | Illegal Dharamshala Dhaba | 28.06.24 | Odisha Reporter |
Odisha Reporter is one of the best Odia news portal in Odisha. Get all the news updates in Odia.
ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
TH-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#BJD #PranabBalabantray #FormerMLA #dharmashala #bjpmla #himanshusekharsahu #Illegal #dhaba #BJDMLA #liveodishareporter #livenews #liveodishareporter #liveupdates #odisha #odishareporter#odishacm #liveodishareporter #liveodishanews #live #odishanews #livenews2024 #odishareporterlivenews #livenews #live #breakingnews #todaynews #newsupdate #oriyanews #liveodishanews #live #odishanews #livenews2024 #OdishaElections2024 #Odisha #naveenpatnaik #vkpandian #odishapolitics #livenews #liveodishareporter #odishareporterlive #odishanews
ମୁଁ କେବେ କଳ୍ପନା କରିନଥିଲି ଯେ କି କେହି ଅବତାର ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବେ, ଭାରତ ଦେଶର ସନ୍ତାନ ଆମ୍ଭେ ଉତ୍କଳ ଆମ୍ଭର ଜନ୍ମ୍ ଭୂମି, 🙏🙏🙏🙏🙏🙏🙏🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳❤️❤️❤️❤️❤️
ବିଜେଡି ର କୁହାଲିଆ ନେତା ମାନେ କୁଆଡେ ଗଲେ ?
ଉପରେ ଉପରେ ଭଦ୍ରଲୋକ ଭିତରେ ସାଙ୍ଘାତିକ ଭ୍ରଷ୍ଟାଚାର କାମ ! ଆରେ ଆରେ ଏ ଗେଡୁ ଚନ୍ଦା ଗୋଟେ ଜଘନ୍ୟ କଳାକାର !
ଓଡ଼ିଶାରେ 60%ବିଜେଡି,ଅଫିସର, ଦୁର୍ଣ୍ଣିତିଅଛନ୍ତି, ୟାଙ୍କୁ ଜେଲ୍
ସାହୁ ସାର କହାକୁ କାହାକୁ ଛାଡୁନ୍ତୁ ନହି
ଶୀଘ୍ର ବିନାଶ କିନ୍ତୁ ଛାଡ ନାହିଁ
ପ୍ରଥମେ ଯୋଉ ଅଫିସର ଲାଞ୍ଚ ନେଇ ଏଭଳି କାର୍ଯ୍ୟ କରିଛନ୍ତି ଆଗେ ତାଙ୍କୁ ଜୈଲ ରେ ପୁରା.
ଏ BDO ବଦମାସ୍, ଆଗରୁ ଜାଣି ନଥିଲା ଏବେ ତଦନ୍ତ କରୁଛି
CBI କୁଆଡେ ଗଲା,
ଏସବୁ ସତ୍ୟ କଡା କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ
ଲିକୁ ଭାଇ କାମ କୁ ଜୋରଦାର କରାଯାଉ ଓଡିଶା ବାସି ସତ କଣ ଜାଣନ୍ତୁ.
Very good ନମସ୍ତେ
ସବୁ ସମସ୍ତଙ୍କ ଜାଣତରେ ଚାଲିଥିଲା
ସ୍ବର୍ଗତ କଳ୍ପତରୁ ଦାସ ଏକ ବସ କଣ୍ଡକ୍ଟର ଥିଲେ । ରାଜନୀତିର ଯୋଗ ଦେଇ ପ୍ରଥମେ କୋଣାର୍କ ଟିଭି କଂପାନୀ ଚଳୁ କଲେ । ଏହି କିଛିବର୍ଷ ମଧ୍ଯ ରେ ତାଙ୍କ ରୋଜଗାର ଦଶ ହଜାର କୋଟି ।କେତେ ଖଣି ଡୁଗୁରି ପାହାଡ ଲୁଟ କରିଛନ୍ତି ତାହାର ହିସାବ ନାହିଁ। ଚଞ୍ଚକତା କରି National highway ସାଇଡ ସରକାରି ଜମି ନିଜ ପରିବାର ସଦସ୍ଯ ଙ୍କ ନାମରେ କରାଯାଇ ଛି । ଭୁବନେଶ୍ବର ଘଂଗାପାଟଣା ଜମି କିଳଂକାରି କାହାକୁ ଅଜଣା ନାହିଁ । ସମସ୍ତ ଲୁଟ ହୋଇଥିବା ଟଙ୍କା ଜମି ଖଣି ଆଦାୟ କରାଯାଉ । ନହେଲେ ସର୍ବସାଧାରଣ ରେ ଧାରଣା ହେବ BJB ଏକ ନିକମା ସରକାର। ଆଗକୁ କଂଗ୍ରେସ ।
Nabeen Pattanayak mein Karpetdar.
Very good liku Bhai.namaste🙏🙏🙏
ଷ୍ଟାର୍ଟ now
Jogi sarkar pari hua
ଭାଇ ମୋତେ ଟିକେ କେହି କହିବେ କି ଯଦି ମୋ ଜାଗାରେ ଅନ୍ୟ କେହି ଇନ୍ଦ୍ରାବସ୍ କରେ ମୁଁ କଣ କରିବି ଆଉ କାହା ପାଖରେ କମ୍ପ୍ଲେନ୍ କରିବି,?
Super
Sabhi officer ku fhain karo
Liku babu you are so great, enquiry it and action on this case
All matter is true fact Please Very quickly Taken Action
Kalpataru jeun jami khaithila ghanga patana jami durniti seita kuade gala
Gote lokara name vajivaji jauchi dina.
Bjd ଵାଲା ଏତେ ଖରାପ ମୁଁ କେବେ ଭାବି ନଥିଲି. O my good. ହେ ମାଗିହା କୁ ଗୋଡେଇ ଗୋଡେଇ ଗୁଳି କରନ୍ତୁ. I love india. ଛି ଛି bjd. ସରକାର. ଘୃଣା ଲାଗୁଚି ତୁମକୁ ଛି.
Actually the judgment of odish Peoples wrongly Elected to BJD after Voting. 😢
Nimapada re heichi
ଅରଗସ୍ ଟିଭି ବାଲା ଙ୍କୁ ଧର୍ମେନ୍ଦ୍ର ପ୍ରଧାନ ନିଟ୍ ଓ ୟୁଜିସି ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହିତ ଯେଉଁ ଖେଳ ଖେଳି ଛି
ଆଲୋ ଚାନ୍ଦିନୀ କୁଆଡେ ଗଲୁ ଭିଡ଼ିଓ କରୁନୁ 🤣🤣ପ୍ରଦୀପ ପ୍ରାଣୀ ପଛରେ ପଡିଥିଲୁ କୁଆଡେ ଗଲୁ 😂😂😂
Nua nua sabu emiti hue.
୨୪ ବର୍ଷ ପୂର୍ବରୁ କୁଆଡେ଼ ଯାଇଥିଲା ମିଡ଼ିଆ ଵାଲା ଏବେ ସମସ୍ତ କଥା କାହାକୁ କହୁଛନ୍ତି
ନାଁ ରେ ନନ୍ଦିଘୋଷ ଚ୍ୟାନେଲ ପ୍ରସାରିତ କରୁଚି 24ବର୍ଷ, ହାରାମି ନବୀନ ପଟ୍ଟନାୟକ ଧୁଆଁ କହିଛନ୍ତି କେବଳ ନନ୍ଦିଘୋଷ ଚ୍ୟାନେଲ ପ୍ରସାରିତ କରିବ,ଗାଲୁଗାଲୁ, ବିଜେଡ଼ି ନେତ୍ରୀ ବିଆପ୍ରଦାନ 🎉
ଦଲାଲି କରିକି ଅଲାଜୁକିଆ ଭଳି କହୁଛନ୍ତି ଚୋର ମୁହଁ ଟାଣ
ବିଜେଡି ୨୪ ବର୍ଷ ହେଲା ଭଲ ଗଣିୂମାରୁଥିଲା
ଜୟ bjd ଭକ୍ତ, ଜୟ pandian jay ନବୀନ
Madcalo. Bhai
BDO ebang Police kaan agaru soi thila. Ebe jagrata hele. E sabu tadanta hei shskta karyanusthan nia jau. Kamal gaga ta dyas. Kete safa karibe. Dekha jau.
Tame kebal rangin karyakram ra khabar rakhuthila ajijaye kuade jaithila newsbala kn karuthile.
Tume BJP parivartan ku bhala ki
Why your BJP parivartan government sold odisha mining in lease to private company
ଯଥା ଶୀଘ୍ର ଆରେଷ୍ଟ କରାଯାଉ
Bhai sarkari kamore sabu gachha potiba arrange karantu ....sighra bhangatu
When your BJP will return people chitfund money and black money to India from Swiss bank account.
ଲାଗୁ ହେବ କି ଯୋଗି ସାସନ
Sabu micha bjd harila hele tank pain ate raga je sabu nalita ku bajeidejchanti
bjd 25 barsa hela odisha ku pura kangala kari chhadidela
Pratame officer ku satik karjya nei jaile karajauo
ଧର୍ମେନ୍ଦ୍ର ପ୍ରଧାନ କରିଥିବା ଚୋରି ଖବର ଏବେ ଜାତୀୟ ଗଣମାଧ୍ୟମ ର ମୁଖ୍ୟ ବିଷୟ ହୋଇଥିଲା ବେଳେ ତୁମର ଭିକମଙ୍ଗା ନିମଛତରା ସାମ୍ବାଦିକ ମାନେ ଏହି ଖବର ପ୍ରସାରଣ ନକରିବାର କାରଣ କଣ. ତୁମେ ଭାବୁଛ ପ୍ରସାରଣ ନକଲେ ଓଡିଶା ଜନସାଧାରଣ ଜାଣି ପାରିବେନି, ସବୁ ଜାଣିଲେଣି ତମ ମାଲିକର ଔକାତ କେତେ ବୁଝିଲେଣି
Tumaku badhuchhe ke ho
@@bhimsenbhoi2915 ସତ ଶୁଣିଲାରୁ ଗୋଲାମ ମାନଙ୍କର ପୋଡୁଛି
ମାଡ଼ି ଚାଲ
🎉🎉
BEO mane badhy karithile...
Sabu khoj.kada.jel bhitare pura
🙏
Orgus new ku congratulations 🎉😢😮😮😅😅😅
Kichi pramanna achhi taha hele Baja nahele tume Zell jiba
Pradhame bull dozer action niajau .
Kama karo
Balay balay dhaba ku Banda Kara ju
Bjd ro 25 years sason dekho
Congress government is the best 🙏🏻 forever
God bless you liku bhai and always keep it
Tu. Kouthi. Thil
Very.good. liku
Gotekhusi
Fake news...
World class BJD...MLA.
Micha.
Thank you MLA sir. We love u for the act of legal action.. 🙏🙏🙏
Odia asmita katha kuadegala
24 yrs au kichi rakhi nahanti
X xx✅