ไม่สามารถเล่นวิดีโอนี้
ขออภัยในความไม่สะดวก
'ରତ୍ନଭଣ୍ଡାର ଭିତରେ କୋକିଶିଆଳି ଆଉ ନେଉଳ ଭର୍ତ୍ତି ହୋଇଛନ୍ତି' | Odisha Reporter
ฝัง
- เผยแพร่เมื่อ 13 ก.ค. 2024
- 46 ବର୍ଷ ପରେ ଆଜି ରତ୍ନଭଣ୍ଡାର ଖୋଲିଛି । ବାହାର ରତ୍ନଭଣ୍ଡାରର ରତ୍ନ ସ୍ଥାନାନ୍ତର କରାଯାଇଥିବା ବେଳେ ଭିତର ରତ୍ନଭଣ୍ଡାରରୁ ସମୟ ନହେବା କାରଣରୁ ରତ୍ନ ସ୍ଥାନାନ୍ତର ହୋଇନି । ଏହାରି ଭିତରେ ରତ୍ନଭଣ୍ଡାର ପାଖରେ ଥିବା ଜଣେ ସେବାୟତ ଗଣେଶ ସିଂହାରୀ ଅନେକ ରହସ୍ୟ ବିଷୟରେ କହିଛନ୍ତି । ତାଙ୍କ କହିବା ଅନୁସାରେ ରତ୍ନଭଣ୍ଡାର ଭିତରେ ସାତ ମୁଣ୍ଡିଆ ନାଗ ଓ କଙ୍କଡ଼ା ବିଛା ଅଛି । ଶୁଣନ୍ତୁ ସେ ଆଉ କଣ କହୁଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
TH-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Ratnabhandar #Puri #Srimandir #sebayat
ଇଏ ପାଗଳଟା।.......
ଅଧିକ ଭାଙ୍ଗ ହୋଇ ଯାଇଛି ବୋଧେ
ବିଜେଡି ଚମଚା
ସାମ୍ବାଦିକଙ୍କ ସାଧାରଣ ଜ୍ଞାନର ଅଭାବ
E mahasaya nku jagannath bharasa
Neelam thile Sapa kemiti rahibe
ଇଏ ବଉରା ଟା 😂 ଫୁଲ୍ ଗଞ୍ଜେଇ ମାରିଚି ବୋଧେ 😂😂
Bhitaraku jai pachara bara loka ku pachari khababara dekhaiba thik nuha
Nana tregeri tala mela kiye j bhanga hela kiye nela answer dio
Thik loka tharu sunile bhala
Bhangiba ta kahuchonty tregeri chabi ta nela kiye se katha kahi kahuno Nana
Aku Ranchi patha.😅
Pagal
Bekar loka ku pacharu6 ho
To maikina achhi ta bhitare
Neula....
Eita bhanga khaichhi..
Baiata, dimak kharap
Aku pagala thanare pura