ଫାଷ୍ଟଫୁଡ୍ ଦୋକାନରୁ କିପରି ଗଢି ଉଠିଥିଲା ବାବାଙ୍କ କଳା ସମାଜ୍ୟ ସେନେଇ କ‘ଣ କହୁଛନ୍ତି ଜଣେ ଜଗନ୍ନାଥ ଭକ୍ତ ଶୁଣନ୍ତୁ

แชร์
ฝัง
  • เผยแพร่เมื่อ 24 ธ.ค. 2024

ความคิดเห็น • 192

  • @satyasibarout7881
    @satyasibarout7881 หลายเดือนก่อน +59

    ଭାଈ ମାନେ ମୁଁ ଜଗନ୍ନାଥଙ୍କ ପାଗଳ ଭକ୍ତ ମୁଁ ଏ ସବୁ ବିଶ୍ୱାସ କରେନି କିନ୍ତୁ ପ୍ରଭୁ ଜଗନ୍ନାଥ ସବୁ ସହିବେ କାହାର ଗର୍ବ ସହିବେନି।

  • @a.santoshpatra1157
    @a.santoshpatra1157 หลายเดือนก่อน +23

    ସାପେକ୍ଷିପ ତଦନ୍ତ ହେଉ , ଜଗନ୍ନାଥ ସଂସ୍କୃତିରେ କଳଙ୍କ ନ ଲାଗୁ । ସତ୍ୟ ଧର୍ମର ପୁନଃ ପ୍ରତିଷ୍ଠା ହେଉ ।

  • @NiranjanSethi-e3i
    @NiranjanSethi-e3i หลายเดือนก่อน +14

    ବାବୁମାନେ ସବୁକର ମହାପ୍ରଭୁ ଙ୍କ ନାମରେ କିଛି କରନି ମହାପ୍ରଭୁ ସହିବେନି ସବୁ ସାରି ଯିବ ହେଲା

  • @manaromaswain9328
    @manaromaswain9328 หลายเดือนก่อน +38

    କାଶିଆ ଓ ପାଣ୍ଡବ ଭଲ ଟଙ୍କା ରୋଜଗାର କରିଛନ୍ତି ଯାହା ଜଣା ପଡ଼ୁଛି

    • @sandhyamaharana1357
      @sandhyamaharana1357 หลายเดือนก่อน +1

      Se pandaba katha re hasa lage..mate totally Biswas huyeni taa katha re....😂

  • @laxmanpradhan632
    @laxmanpradhan632 หลายเดือนก่อน +7

    ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଉ।

  • @ashokkumarpattanaik1587
    @ashokkumarpattanaik1587 หลายเดือนก่อน +14

    ବାବାଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରନ୍ତୁ l

  • @pramodkumarrout1747
    @pramodkumarrout1747 หลายเดือนก่อน +6

    ପୋଲିସ କେସ ହେବା ଉଚିତ୍

  • @NoBro-tb1rb
    @NoBro-tb1rb หลายเดือนก่อน +11

    Pk ସିନେମା ଦେଖ ରେ ଅନ୍ଧ ଭକ୍ତ ଶଳେ ଭଗବାନଙ୍କୁ ଖାଜିବା ଆବଶ୍ୟକ ନାହିଁ ନିଜ ପାଖରେ ଅଛନ୍ତି ପୃଥିବୀ ର ସର୍ବ ଶ୍ରେଷ୍ଠ ଦେବୀ ଏବଂ ଦେବତା ହେଲେ ନିଜ ବାପା ମା
    ଆଉ ଦ୍ଵାରକା ପୁରୀ ବୃନ୍ଦାବନ ଯାଇକି ଦର୍ଶନ କର ଜୟ ଶ୍ରୀ ରାଧେ କୃଷ୍ଣ
    ଜୟ ସୀତା ରାମ
    ଜୟ ଜଗନ୍ନାଥ ମହା ପ୍ରଭୁ ⭕❗⭕🚩🚩🚩🙏🙏🙏

  • @biranchinarayanmaharana1656
    @biranchinarayanmaharana1656 หลายเดือนก่อน +5

    ମନୁଷ୍ଯ ଦେହେ ଦିବ୍ୟଜ୍ଞାନ ଦେଖି ସନ୍ତୋଷ ଭାଗବାନ. ମଣିଷ କେତେ ବେଇମାନ୍

    • @bhoiarun8802
      @bhoiarun8802 หลายเดือนก่อน

      Sir eha Madhya gotie prakara dibyagyana

  • @SashankaSekharPatel00
    @SashankaSekharPatel00 หลายเดือนก่อน +13

    ସେ "ସନ୍ଧାନ ପ୍ଲସ୍" ୟୁ ଟ୍ୟୁବ୍ ଚାନେଲ ବାଲାକୁ ପ୍ରଥମେ ଗିରଫ କରାଯାଉ...

    • @rajlaxmipatro4370
      @rajlaxmipatro4370 หลายเดือนก่อน +2

      Sie Ebe ya upare au video karuni sie ta anyatama kalki khojuchi au bhuta sabhapati pachare padichi sie kebe expose heba kejani

  • @bijoy86190
    @bijoy86190 หลายเดือนก่อน +9

    ଯେତେକ କୋଢ଼ିଆ ସବୁତକ ବାବାଙ୍କ ପାଖରେ ହାଜର😅

  • @ManahemBraita
    @ManahemBraita หลายเดือนก่อน +3

    ଏମିତି ବ୍ୟକ୍ତି ଏହି ଜଗତରେ ଜନ୍ମ ହେବା କଥା ନୁହଁ

  • @PrabhulalTandi-p4m
    @PrabhulalTandi-p4m หลายเดือนก่อน +3

    ଯେଉଁ ଲୋକମାନେ ଲୋକଙ୍କୁ ଭ୍ରମିତ କରି ଅର୍ଥ ଉପାର୍ଜନ କରୁଛନ୍ତି,ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ ।

  • @shiivammishra_madhav
    @shiivammishra_madhav หลายเดือนก่อน +9

    Thankyou vishwa sanatana Dharma seva trust pandit ji for bringing my life on the right track. I was into depression amd bad health but through trisandhya all these problems just vanished like they never existed. Forever grateful 🙏 mahaprabhu radhe radhe

    • @ANGELGABRIELTAROTS
      @ANGELGABRIELTAROTS หลายเดือนก่อน +2

      Pandit Kashinath Mishra is a true person he first time spread Bhavishya Malika whole world and taught how to read Shrimad bhagwat maha Puran he is a true soul

    • @studywithnayak6590
      @studywithnayak6590 หลายเดือนก่อน +1

      ​@@ANGELGABRIELTAROTSthen hightlight hela pare pua bhagawan sajei tanka income kariba start hela....sabu paise income kariba pain loka nku bhakua baneile.....mahaprabhu Jagannath kt Dina aue sahithante🙏

    • @theestudante5044
      @theestudante5044 หลายเดือนก่อน

      You are doing propaganda ​@@ANGELGABRIELTAROTS

  • @jyotimallick1339
    @jyotimallick1339 หลายเดือนก่อน +3

    ଗୋଟେ ବାବା world ରେ no1 ଆରତ ବାବା jagatasinghpur

    • @DR.samarjittripathy
      @DR.samarjittripathy หลายเดือนก่อน

      ଆର୍ତ୍ତତ୍ରାଣ ବାବା ମହାନ୍

  • @chakradharanaik7647
    @chakradharanaik7647 หลายเดือนก่อน +5

    ଗୋ ହତ୍ୟା କେବେ ବନ୍ଦ କରିବ

    • @badboyfacts1999
      @badboyfacts1999 หลายเดือนก่อน

      Cow bada hele kiniki neijao sabu
      Kebe b amiti habani

  • @animeshartsandfun3241
    @animeshartsandfun3241 หลายเดือนก่อน +8

    Satya ra hi joy heba

  • @biswajithota2524
    @biswajithota2524 หลายเดือนก่อน +3

    ବାବା ଯଦି ହାଥରେ ଛୁଇଁ ପିଲା କରେଇ ଦେଉଥିଲେ , ତାହେଲେ ତାଙ୍କ ହାଥରୁ କଣ ବୀର୍ଯ୍ୟ ବାହାରୁଥିଲା.

  • @asisgiri7021
    @asisgiri7021 หลายเดือนก่อน +5

    ଚୁର ଧରାପଡ଼ିବା ଭୟରେ ଏ 6 ମାସିଆ ଡ୍ରାମା କରାଯାଇଛି,😂😂😂😂😁😁😁

  • @amulya-123-in
    @amulya-123-in หลายเดือนก่อน +1

    ନନ୍ଦିଘୋଷ ଖୁବ୍ ଶିଘ୍ର ନଷ୍ଟ ହେଉଛି ।

  • @shiivammishra_madhav
    @shiivammishra_madhav หลายเดือนก่อน +5

    Pandit ji has taught us to follow the path of honesty and virtue. He gave us trisandhya dhara which is a sanjeevani booti through which my life transformed completely. Got to know the essence of dharma.

    • @ANGELGABRIELTAROTS
      @ANGELGABRIELTAROTS หลายเดือนก่อน

      Pandit Kashinath Mishra ek acche insan hai unhone Shrimad Bhagwat maha Puran ka prachar Kiya aur pahli bar Bhavishya Malika Granth ka bhi prachar kiya Puri duniya bhar mein vah ek sacche bhakt Hain

  • @hiteshahir9132
    @hiteshahir9132 หลายเดือนก่อน

    ସବୁଠାରୁ ସମ୍ମାନିତ ପଣ୍ଡିତଜୀ ଜଣେ divine ଶ୍ୱରୀୟ ତଥା ପବିତ୍ର ବ୍ରାହ୍ମଣ | ସେ ଏକ ମହାନ ଧାର୍ମିକ ଅବତାର ଭାବରେ ମାନ୍ୟତା ପାଇଲେ | ସେ ତାଙ୍କ ଜୀବନରେ ଅନେକ ଧାର୍ମିକ କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ଲୋକଙ୍କ ହୃଦୟରେ ଏକ ଅବିସ୍ମରଣୀୟ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇଛି | ସେ ମାନବିକତାର ଆଲୋକ ଏବଂ ଧର୍ମର ସୂର୍ଯ୍ୟର ଏକ ଅଂଶ ଭାବରେ ଦେଖାଯାଏ |
    StandWithPanditKashinathJi

  • @hiteshahir9132
    @hiteshahir9132 หลายเดือนก่อน

    ବ୍ୟକ୍ତିଗତ ଅଭିଜ୍ଞତାରେ ବିଶ୍ୱାସ ଗଭୀର ଭାବରେ ମୂଳତ। | ପଣ୍ଡିତ କାଶୀନାଥ ମିଶ୍ର ଜୀ କେବେବି ତାଙ୍କ ଉପରେ ପ୍ରଭାବ ପକାଇ ନାହାଁନ୍ତି
    ଦୃଶ୍ୟ, ଏବଂ ଏହିପରି ବିଶ୍ୱାସ ବ୍ୟକ୍ତିଗତ ଅଧିକାରର ବିଷୟ |
    StandWithPanditKashinathJi

  • @ganeshchandrabehera6367
    @ganeshchandrabehera6367 หลายเดือนก่อน +2

    Maa giha baba

  • @NiranjanSethi-e3i
    @NiranjanSethi-e3i หลายเดือนก่อน +5

    ଏ ଶଶୁର ପୁଅ ଙ୍କୁ ଠିଆ ଗୁଳି ଦରକାର

    • @RohitArt-p2i
      @RohitArt-p2i หลายเดือนก่อน

      Magiha babara chala tu bhai bhala kahichhanti

  • @hiteshahir9132
    @hiteshahir9132 หลายเดือนก่อน

    ପଣ୍ଡିତ କାଶୀନାଥ ମିଶ୍ର ଜୀ ଙ୍କ ଦ୍ୱାରା ଶିଖାଯାଇଥିବା ପରି ମାଧବ ନାମ ଜପ କରିବା ଦ୍ୱାରା ଗଭୀର ଶାନ୍ତି ଆଣିଛି |
    ଏବଂ ମୋ ଜୀବନରେ ଆଧ୍ୟାତ୍ମିକ ସ୍ୱଚ୍ଛତା | ପ୍ରତ୍ୟେକ ଥର ଯେତେବେଳେ ମୁଁ ଜପ କରେ, ମୁଁ ଭଗବାନ କୃଷ୍ଣଙ୍କ divine ଶ୍ୱରୀୟ ଉପସ୍ଥିତି ଅନୁଭବ କରେ, ମୋତେ ପୂର୍ଣ୍ଣ କରେ |
    ପ୍ରେମ ଏବଂ ଭକ୍ତି ସହିତ |
    StandWithPanditKashinathJi

  • @hiteshahir9132
    @hiteshahir9132 หลายเดือนก่อน

    ତ୍ରିଶୂଳ ଅଭ୍ୟାସ କରି ଏବଂ ଶ୍ରୀମଦ୍ ଭାଗବତ ମହାପୁରନ୍ ପ reading ି ମୁଁ ଅନୁଭବ କରିଛି |
    ଗଭୀର ଆଧ୍ୟାତ୍ମିକ ଅଭିବୃଦ୍ଧି | ପଣ୍ଡିତ କାଶୀନାଥ ମିଶ୍ର ଜୀଙ୍କର ମାର୍ଗଦର୍ଶନ ମୋତେ ନିକଟତର କରିଛି |
    ସର୍ବୋପରି ପ୍ରଭୁ, ମୋର ହୃଦୟକୁ ଭକ୍ତି ଏବଂ ଶାନ୍ତିରେ ପରିପୂର୍ଣ୍ଣ କରେ |
    StandWithPanditKashinathJi

  • @hiteshahir9132
    @hiteshahir9132 หลายเดือนก่อน

    ପଣ୍ଡିତଜୀଙ୍କ ଜୀବନ ହେଉଛି ଉଚ୍ଚ ମୂଲ୍ୟବୋଧ ଏବଂ ସଂସ୍କୃତିର ଦର୍ଶନ। ସେମାନେ ପ୍ରଭୁଙ୍କ ପ୍ରତି ସେମାନଙ୍କର ଭକ୍ତିରେ ସ୍ଥିର ଅଟନ୍ତି ଏବଂ ସେମାନଙ୍କର କାର୍ଯ୍ୟରେ ଅବିଶ୍ୱାସକୁ ଦୂର କରିଛନ୍ତି | ସେମାନେ ଏକ ଅଦ୍ଭୁତ divine ଶ୍ୱରୀୟ ବାର୍ତ୍ତା ଜଗତକୁ ବିସ୍ତାର କଲେ |
    StandWithPanditKashinathJi

  • @shiivammishra_madhav
    @shiivammishra_madhav หลายเดือนก่อน +5

    Panditji is a divine soul and he is doing selfless service for humanity to bring everyone on the dharma path. He is traveling across the globe to share the authentic interpretation of the Bhavishya Malika.

    • @ANGELGABRIELTAROTS
      @ANGELGABRIELTAROTS หลายเดือนก่อน

      Pandit Kashinath Mishra is a true soul he is a right person who spread Shrimad Bhagwat mahapuran

  • @MayankMishra-p8d
    @MayankMishra-p8d หลายเดือนก่อน +2

    Vishwa Sanatan Dharma is the only trust that teaches to follow Dharma and to renounce meat, alcohol, bad behaviour and adultery and to take refuge in Mahaprabhu.
    Hari Hari Bol🙏🏻

  • @hiteshahir9132
    @hiteshahir9132 หลายเดือนก่อน

    ଆଗା |ଯଦି ଗଣମାଧ୍ୟମ ସତ କହିପାରିବ ନାହିଁ ତେବେ ସେମାନଙ୍କ ପାଇଁ ଏତେ ମିଥ୍ୟା ପ୍ରଚାର କରିବାର କ is ଣସି ଆବଶ୍ୟକତା ନାହିଁ, ସମସ୍ତେ ସେମାନଙ୍କଠାରୁ ଭୁଲ ତଥ୍ୟ ଗ୍ରହଣ କରୁଛନ୍ତି |ଏହା ୟୁଟ୍ୟୁବ୍ ର ନିର୍ଦ୍ଦେଶାବଳୀ ବିରୁଦ୍ଧ ଅଟେ | ଏହି ଚ୍ୟାନେଲରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଅଛି |
    StandWithPanditKashinathJi

  • @jubeldalabehera7630
    @jubeldalabehera7630 หลายเดือนก่อน +1

    ହିନ୍ଦୁ ଧର୍ମ ପତନ ର କାରଣ😅😮😮😅😊

  • @hiteshahir9132
    @hiteshahir9132 หลายเดือนก่อน

    ଗଣମାଧ୍ୟମ ଲୋକଙ୍କଠାରୁ କ hope ଣସି ଆଶା ନଥିଲା, ଯେଉଁମାନେ କେବଳ ପ୍ରକୃତ ତଥ୍ୟ ବ୍ୟତୀତ ଏହି ମିଥ୍ୟା ପ୍ରଚାର କରୁଛନ୍ତି କାରଣ ପଣ୍ଡିତ କାଶୀନାଥ ଜୀ କିଏ ବୋଲି ଗଣମାଧ୍ୟମ ସତ୍ୟ ଜାଣିବାକୁ ଚେଷ୍ଟା କରୁନାହିଁ।ସେ ସମାଜରେ ଏତେ ସଂଖ୍ୟକ ଲୋକଙ୍କ ଜୀବନକୁ ବଦଳାଇ ଦେଇଛନ୍ତି, ଭବିଷ୍ୟତର ବାର୍ତ୍ତା ପ୍ରତ୍ୟେକ ମଣିଷକୁ ବିସ୍ତାର କରିଛନ୍ତି, ସମସ୍ତଙ୍କୁ ଭଗବତ ମହାପୁରନ୍ ପ to ିବାକୁ ଶିଖାଇଛନ୍ତି।ପଣ୍ଡିତ ଜୀ ବିଷୟରେ କେବଳ ମିଥ୍ୟା ପ୍ରଚାର କରାଯାଉଛି, ବର୍ତ୍ତମାନ ଗଣମାଧ୍ୟମ ଉପରେ ଆମର ବିଶ୍ୱାସ ନାହିଁ |
    StandWithPanditKashinathJi

  • @chandaneswarmarndi2746
    @chandaneswarmarndi2746 หลายเดือนก่อน +1

    ହେତୁବାଦି ହେଲେ ବୈଜ୍ଞାନିକ,,,,,ଆଉ ବାବା ମାନେ ସବୁ ଭଗବାନ ଉପରେ 😂

  • @SatyamevaJayate-h3e
    @SatyamevaJayate-h3e หลายเดือนก่อน

    ମିଥ୍ୟା ଖବର ପ୍ରଚାର କରୁଥିବା ଏବଂ ଟଙ୍କା ନେଇ ମିଥ୍ୟା ଇଣ୍ଟରଭ୍ୟୁ ଦେଉଥିବା ସମସ୍ତଙ୍କର ହିସାବ ହେବ | ଜୟ ଜଗନ୍ନାଥ।

  • @hiteshahir9132
    @hiteshahir9132 หลายเดือนก่อน

    ସମ୍ମାନିତ ପଣ୍ଡିତ ଜୀ ଶ୍ରୀ କାଶୀ ନାଥ ମିଶ୍ର ଜଣେ ପ୍ରକୃତ ଏବଂ ଉତ୍ତମ ବ୍ୟକ୍ତି। ତାଙ୍କ ହେତୁ ମୁଁ ଜାଣେ ନାହିଁ କେତେ ଜୀବନ ବଦଳିଛି ପଣ୍ଡିତ ଜୀ ଶୁଣିବା ପରେ ସେମାନେ ନିଶା ସେବନ କରିଥିଲେ ଭଗବାନଙ୍କୁ ପୂଜା କରିବା ଆରମ୍ଭ କଲେ ସେ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ କଷ୍ଟକର କାରଣ ସମ୍ମାନିତ ପଣ୍ଡିତ ଜୀ ଧର୍ମ ସହିତ ଏବଂ ସତ୍ୟ ସହିତ ଅଛନ୍ତି ଏବଂ ସମସ୍ତେ ଜାଣନ୍ତି ଯେ ଧର୍ମ ଏବଂ ସତ୍ୟର ରାସ୍ତା କଷ୍ଟସାଧ୍ୟ, ସତ୍ୟକୁ ବଙ୍କା କରାଯାଇପାରିବ ନାହିଁ | ପ୍ରତ୍ୟେକ ବ୍ୟକ୍ତି ଯିଏ ସତ୍ୟ ସହିତ ଅଛନ୍ତି ଏବଂ ଯିଏ ସନାତନଙ୍କ ସହିତ ଅଛନ୍ତି, ସେମାନେ ସମ୍ମାନିତ ପଣ୍ଡିତ ଜୀ ସହିତ ଠିଆ ହୋଇଛନ୍ତି ।
    StandWithPanditKashinathJi

  • @माधव_उपासक
    @माधव_उपासक หลายเดือนก่อน +3

    परम पूज्य श्री काशीनाथ मिश्रा जी हमारे लिए एक उच्च कोटि के मार्गदर्शक बनकर आए,जिनके मार्गदर्शन से हमारी जिंदगी में बहुत ही ज्यादा सकारात्मकता आई।वो बिना किसी निजी स्वार्थ से सबको सही दिशा दिखाते हैं।

  • @hiteshahir9132
    @hiteshahir9132 หลายเดือนก่อน

    ପଣ୍ଡିତ କାଶୀନାଥ ମିଶ୍ର ଜୀଙ୍କର ସତ୍ୟ ପ୍ରତି ପ୍ରତିବଦ୍ଧତା ତାଙ୍କୁ ଯେଉଁମାନେ vy ର୍ଷାପରାୟଣ କରିପାରିଛି
    ମିଥ୍ୟା ପ୍ରଚାର କର କିନ୍ତୁ କ amount ଣସି ପରିମାଣର ମିଥ୍ୟା ଅଭିଯୋଗ ସତ୍ୟକୁ ପରିବର୍ତ୍ତନ କରିପାରିବ ନାହିଁ |
    StandWithPanditKashinathJi

  • @bibekanandaray4591
    @bibekanandaray4591 หลายเดือนก่อน

    ସବୁ ସରକାରଙ୍କ ଜମିକୁ ବେଆଇନ କାର୍ଯ୍ୟ କରିବା ପାଇଁ ଆଶ୍ରମ କରିଛନ୍ତି ,ତୁରନ୍ତ ଭଂଗା ଯାଉ।

  • @ravihembram6983
    @ravihembram6983 หลายเดือนก่อน +4

    पंडित काशीनाथ मिश्रा जी इतने ज्यादा सरल व्यक्तित्व के व्यक्ति हैं, कि वो कभी भी किसी होटल में नहीं ठहरते,न ही किसी सभा के लिए पैसे लेते हैं।इतना ही नहीं,वो तो अपना और अपने साथ वाले लोगों का खाना भी खुद ही बनाते हैं।वो हर किसी से बड़े ही प्यार से मिलते हैं।उनके बारे में गलत बोलने और लिखने की बजाय एक बार उनसे मिलके फिर अपने विचार रखें।

  • @swarnapravaparida4345
    @swarnapravaparida4345 หลายเดือนก่อน

    ସନ୍ଧାନ ପ୍ଲସ ଚ୍ୟାନେଲ re କଳ୍କୀ ଲକ୍ଷ୍ମୀ ଜଗନ୍ନାଥଙ୍କ ଙ୍କ ଲୀଳା chaluchi sia bada bhakta ta
    Taku aga pahara darkar

  • @rajibmandal5623
    @rajibmandal5623 หลายเดือนก่อน

    Pandit Kashinath Mishra is a good person and pure soul

  • @abhayaranjansahani5019
    @abhayaranjansahani5019 หลายเดือนก่อน

    Thanks u.. Sachetan pain... ❤❤❤❤❤❤❤❤❤

  • @odiavlogs99
    @odiavlogs99 หลายเดือนก่อน +2

    Nabina dai bjd link

  • @arucharanpradhan5502
    @arucharanpradhan5502 หลายเดือนก่อน

    ଗାଁ ଗହଳିରେ ବିଭିନ୍ନ ସ୍ଥାନରେ କାଳସୀ ମାନେ ଲୋକଙ୍କୁ ଠକିବା ଏବଂ ଟଙ୍କା ଆଦାୟ କରିବା ପାଇଁ ଦୁଇ ତିନୋଟି ଲୋକଙ୍କୁ ନିଜର କରି ରଖିଥାନ୍ତି। ସେମାନେ ପ୍ରଚାର କରନ୍ତି ଓ ସେମାନଙ୍କୁ ସବୁ ଲୋକମାନଙ୍କ ଆଗରୁ ପ୍ରଥମେ ଭଲମନ୍ଦ କହନ୍ତି। ସମାନେ ସବୁ ତାଙ୍କର ଠିକ୍ ହେଲା ବୋଲି ଜଣାନ୍ତି।ପରଡା ମଧ୍ୟ ବାବାର ଚାମଚା।

  • @khulanapatra2412
    @khulanapatra2412 หลายเดือนก่อน +4

    Au jane biroja maa bahari leni

  • @madhumitapanigrahi2060
    @madhumitapanigrahi2060 หลายเดือนก่อน +1

    Jay Jagannath. Media re prachara heuthiba katha sampurna mithya.

  • @ashokkumarnayak7765
    @ashokkumarnayak7765 หลายเดือนก่อน

    ମୁଁ ଅନେକ channel youtube, Facebook ରୁ ଜାଣିଲି ବ୍ରାହ୍ମଣ ଙ୍କ ପୁର୍ବଜ yahudi ବଂଶଜ,
    ବ୍ରାହ୍ମଣ ବିଦେଶୀ ମୁଲଭରତୀୟ ନୁହନ୍ତି,

  • @PradeepKumarBhukta
    @PradeepKumarBhukta หลายเดือนก่อน

    ଭାଈ ଜାହା କହି ଛ ନ୍ତୀ ଭଲ କହିଛନ୍ତି, ଏହା କୁ ବି ରୋ ଧକରାଜିବାଉଚିତ🎉🎉🎉

  • @pabitrasahoo8563
    @pabitrasahoo8563 หลายเดือนก่อน

    Santa mana Silence dhire dhire dhyan automatic lagega aur paramatma ka anubhav milta hai aur sare question ka answer aur sare problem ka solution bhi milta hai yahi bastabikta hai aur satya hai.

  • @basudevsahoo3801
    @basudevsahoo3801 หลายเดือนก่อน

    ହିନ୍ଦୁ ଧର୍ମ ରେ 33କୋଟି ଦେବତା ଆଉ 100କୋଟି ବାବା ହେଲେ ଜଗତରେ ଜଣେ ଏକା ସତ୍ୟ ଇଶ୍ଵର ସେ ହେଲେ ପ୍ରଭୁ ଯୀଶୁ

  • @promadamishra1397
    @promadamishra1397 หลายเดือนก่อน

    ଭଲ ଲାଗିଲା ଆପଣଙ୍କ ଅଭିଜ୍ଞତା ବର୍ଣ୍ଣନା। କାରଣ ବହୁତ ଅଜଣା କଥା ଆପଣ ଜଣାଇଲେ।କିନ୍ତୁ 2017 ମସିହା ଘଟଣା କୁ ଜଣାଇ ବାକୁ 7ବର୍ଷ ଲାଗିଲା।ସେ କାଶୀ ମିଶ୍ର, ପାଣ୍ଡବ ସେ କୁନି ବାବା ତ ମହା ପାପୀ ସରକାରୀ ଜମି ହଡପ ଲୋକଙ୍କ ଆସ୍ଥା ସହ ଖେଳ ଭଗବାନଙ୍କ ନାମରେ ଲୋକଙ୍କୁ ଠକିବା ଇତ୍ୟାଦି ଅପରାଧ ପାଇଁ ଦଣ୍ଡ ସଂହିତା ଅଛି କିନ୍ତୁ ତା ଠାରୁ ଲାଭ ପାଇବା ପାଇଁ ଯାଇଥିବା ଭକ୍ତ ଙ୍କ କେଉଁ.ଦଣ୍ଡ ରେ ଦଣ୍ଡିତ କରାଯିବ। ଏ ବ୍ଯକ୍ତି ନିଜ ଭାଷାରେ ସାଧାରଣ ଭାବରେ ଉତ୍ତର ନ ରଖି ଭଲ ଭାଷା ରେ କହିବାକୁ ଚେଷ୍ଟାକରି ଭୁଲ କହୁଛନ୍ତି।contact କୁ contract ଅରାଜି କୁ ଅରାଜିତ, ମିରିକାଲ, ମୋଡିଭେସନ୍, ମେଣ୍ଟାଲିଙ୍ଗ ଏ ସବୁ ନିରର୍ଥକ ଶବ୍ଦ। କଥିତ ଭାଷାରେ କହିଲେ କଣ ସମ୍ମାନ ପଳେଇବ।

  • @amardeepsharma7209
    @amardeepsharma7209 หลายเดือนก่อน

    Pandit Kashinath Mishra is a good person Jay Shri Mahakal Jay Shri Mahakal Jay Shri Madhav Madhav Madhav Jay Shri Madhav❤❤

  • @ManojManoj-rf7tw
    @ManojManoj-rf7tw 22 วันที่ผ่านมา

    Kalki baba nka fast food pasand mora fast food pasand🐓🐔

  • @suryasadhika4157
    @suryasadhika4157 หลายเดือนก่อน

    ଗଜପତି ରାଜା ଏବେ ମାହାଳିଆ ରାଜା ତାର ଶାସନ ନାହିଁ। ମାଳିକା ଜଗନ୍ନାଥଙ୍କର ଆଦଶ ପତ୍ର ଦିବ୍ୟସିଂହ ଦେବ ସେ ଆଦଶ ଅନୁସାରେ ଚଳୁନି କିଛି କାମ କରୁନି । ଜଗନ୍ନାଥ ମାଲିକ ଦିବ୍ୟସିଂହ ସେବକ ମାଲିକ କଳ୍କୀ ଅବତାର ହେବ ସେବକର କୌଣସି ଦାୟିତ୍ବ ନାହିଁ ଏତେ ଏତେ ମିଥ୍ୟା ପ୍ରଚାର ହେଉଛି ଦିବ୍ୟସିଂହ କଣକରୁଛି ଜଗନ୍ନାଥଙ୍କ କାମପାଇଁ ଦିବ୍ୟସିଂହ ଅଯୋଗ୍ୟ ।

  • @silusahoo6433
    @silusahoo6433 หลายเดือนก่อน

    ତମେ ରାକ୍ଷସ ଗୁଡାକ କେତେ ମିଛ କହୁଛ କୁହ । ଦ୍ଵାପର ଯୁଗରେ ଶିଶୁପାଳ ପରି ଅବସ୍ଥା ତୁମରି ମଧ୍ୟ ହେବ ।

  • @नीरजमाधव-श1त
    @नीरजमाधव-श1त หลายเดือนก่อน +1

    There are many people who speak vile words and slander Pandit Kashinath Mishra ji, just to defame him. However, in all these years, he has never spoken a single word against anyone. He has always shown courage, smiled, forgiven, and moved forward. This is the true Dharma. But whatever is happening to him today, the wrong things being said about him, is Adharma.

  • @rajendrakumarmishra2885
    @rajendrakumarmishra2885 หลายเดือนก่อน

    ଆଗରୁ କହୁନଥିଇଲୁ ଏବେ କହୁଛୁ

  • @mamtag5739
    @mamtag5739 หลายเดือนก่อน

    Yes miracle is coming4:42

  • @rajatalenthunter1972
    @rajatalenthunter1972 หลายเดือนก่อน +2

    Malika sandhan

  • @SarojKumarMishra-gc1tl
    @SarojKumarMishra-gc1tl หลายเดือนก่อน

    ସିଏ heuchhi ପେଲ୍ଲେଙ୍କାରୁ ବାବା pluba ତାଙ୍କର କାର୍ଯ୍ୟ l ନାରୀ sahita ଶୟନ ତାଙ୍କର. ମୁଖ୍ୟ କାର୍ଯ୍ୟ l

  • @prithwindradas1099
    @prithwindradas1099 หลายเดือนก่อน +1

    Which is wrong and which is right time will show

  • @mamtag5739
    @mamtag5739 หลายเดือนก่อน

    Yes miracle is on the way

  • @chittaranjanpandey6404
    @chittaranjanpandey6404 หลายเดือนก่อน

    ହଁ ମୁଁ ତା ଦୋକାନ ରୁ ଭେଜ ମାନଚୁରିଆନ ଖାଇଛି

  • @prasantamohanty9569
    @prasantamohanty9569 หลายเดือนก่อน

    ସବୁ ମରିବା ସମୟ ଆସିଗଲାଣି

  • @AmulyaNayak-g3y
    @AmulyaNayak-g3y หลายเดือนก่อน

    ❤❤❤❤❤

  • @sabitrijena3794
    @sabitrijena3794 หลายเดือนก่อน +1

    ମାଡ

  • @Jaymadhaba
    @Jaymadhaba หลายเดือนก่อน

    ସତ୍ୟକୁ ଜାଣିବ,ଆଉ ତା'ପରେ ମରିବେ ସମସ୍ତେ

  • @AbhimanyuMallik-sn2xs
    @AbhimanyuMallik-sn2xs หลายเดือนก่อน

    ଭାଇ ତୁମେ ଏତେ ଜାଣି ଥିଲା ଆଗରୁ କହିଲନି

  • @ganeshprasadsarangi9013
    @ganeshprasadsarangi9013 หลายเดือนก่อน +1

    Pandab and kasinath, Baba nku fasi dia,

  • @AbhaykumarBhol-qx7im
    @AbhaykumarBhol-qx7im หลายเดือนก่อน +1

    Fir gaon ki mandir ki suraksha Sarkar kyon cheking nahin karte pujari aise kaam karte hai.raja ram

  • @amulya-123-in
    @amulya-123-in หลายเดือนก่อน

    ତୁ କେତେ ଟଙ୍କା ନେଇ କାଶୀନାଥ ମିଶ୍ରଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଉଛୁ

  • @Jitu-kh7ds
    @Jitu-kh7ds 25 วันที่ผ่านมา

    ତୁ ସବୁ ଜାଣିଚୁ ଖାଇବୁ ଦୁଇଟା 😮😮

  • @hiteshahir9132
    @hiteshahir9132 หลายเดือนก่อน

    ଏହି ଗଣମାଧ୍ୟମ ଯାହା ସମ୍ପୂର୍ଣ୍ଣ ମିଥ୍ୟା ପ୍ରଚାର କରୁଛି, ବର୍ତ୍ତମାନ ଗଣମାଧ୍ୟମରେ ମଧ୍ୟ କ trust ଣସି ବିଶ୍ୱାସ ନାହିଁ ଯାହା କେବଳ ଟିଆରପି ପାଇଁ କ proof ଣସି ପ୍ରମାଣ ବିନା ସମସ୍ତଙ୍କୁ ଭୁଲ ତଥ୍ୟ ଦେଉଛି, କିମ୍ବା ପଣ୍ଡିତ ଜୀ ତାଙ୍କ ପୁଅମାନଙ୍କୁ କହି ନାହାଁନ୍ତି ସମସ୍ତଙ୍କ ସାମ୍ନାରେ ଯେ ତୁଲସୀ ମାତାଙ୍କର ଫଟୋ ସଂପୂର୍ଣ୍ଣ ରୂପେ ସମ୍ପାଦିତ ହୋଇଛି ଏବଂ ଯେଉଁମାନେ ପଣ୍ଡିତ ଜୀଙ୍କୁ ଘୃଣା କରନ୍ତି ସେମାନେ ଏହି କାର୍ଯ୍ୟ କରୁଛନ୍ତି କିନ୍ତୁ ଗଣମାଧ୍ୟମ ସେହି ସତ୍ୟ ବିଷୟରେ ଅବଗତ ନୁହଁନ୍ତି | ଗଣମାଧ୍ୟମ ଥରେ ଦେଖିବା ଉଚିତ ଯେ ପଣ୍ଡିତ ଜୀ ଏତେ ଲୋକଙ୍କ ଜୀବନ ବଦଳାଇ ଦେଇଛନ୍ତି।
    StandWithPanditKashinathJi

    • @Nitu4839
      @Nitu4839 หลายเดือนก่อน

      Tame Jane bhakta ki????

  • @mamtag5739
    @mamtag5739 หลายเดือนก่อน

    No worry. You will see results.

  • @missbiswal..4595
    @missbiswal..4595 หลายเดือนก่อน

    5:34 baba kalki nkara KTM ra sound 😂

  • @rudrapratapdasrudra6271
    @rudrapratapdasrudra6271 หลายเดือนก่อน +1

    Satya ku duniya agaku anantu mithya ra neiki emite kahaku badnam karantu nai

  • @hemendrakumardalai5342
    @hemendrakumardalai5342 หลายเดือนก่อน +1

    Odisha re ahuri Kalaki baba baharibe Malika lekhichhi

  • @nscreation7822
    @nscreation7822 หลายเดือนก่อน

    Kalaki baba nahi kadali baba

  • @muktaranibehera7340
    @muktaranibehera7340 หลายเดือนก่อน

    Baba nuha kasinath bhanda

  • @surykantkharbade9834
    @surykantkharbade9834 หลายเดือนก่อน

    मीडियाने पंडित जी के ऊपर जितने भी आरोप लगाये है पंडित जी ने मीडिया को बतायेनुसार सभी टेस्ट करवा लिजिए
    सत्य सबको पता चल जाएगा

  • @ManojManoj-rf7tw
    @ManojManoj-rf7tw 22 วันที่ผ่านมา

    Kalki baba mo pakhaku 🖕 gopi pathantu mote jhia milu nanhi 🛐🛐🛐 karuchi

  • @priyambada_pati
    @priyambada_pati หลายเดือนก่อน

    Kasinath babu 10years councillar thele and se jane good debater

  • @prasankumarpani7825
    @prasankumarpani7825 หลายเดือนก่อน

    Second Pandu ,Pandab parida

  • @KrushnaMuduli-yu6nv
    @KrushnaMuduli-yu6nv หลายเดือนก่อน +1

    6mas.ghasaghasi.hele.haba.nahele.kemiti.haba

  • @spd7342
    @spd7342 หลายเดือนก่อน

    Kali juga ra ye heuchi sign sabu

  • @98rathore
    @98rathore หลายเดือนก่อน

    Accusations were made against Mother Sita too; Thousands of people are saying that the allegations against Pandit ji are false, so media should not involve in sin,

  • @sankernayak2220
    @sankernayak2220 หลายเดือนก่อน

    Baba nka karanama suni my kaba😂😂😂😂😂😂😂😂😂😂😂😂😂😂

  • @vijaykumarsagar8552
    @vijaykumarsagar8552 หลายเดือนก่อน +1

    Sab TRP ki daud me bhag rahe hai, bhago bahot bhago par kisiki badnami karke nahi satya aur dharm ke marg par chalkar.।

  • @Sankirtan-g3q
    @Sankirtan-g3q หลายเดือนก่อน +1

    Nabeen Sarkar hi Sabu procha han dau thila tenu Sabu baba mane Artha uparjan kari bare mahiri bbsr re

  • @pakhirajkumbhar3381
    @pakhirajkumbhar3381 หลายเดือนก่อน +2

    Bhanda baba

  • @NabkishorBarik
    @NabkishorBarik หลายเดือนก่อน

    By the name of Sri Jagannath BJD played the election game, We saw the result, Kashinath Mishra played by the name of Sri Jagannath as a result -----+

  • @abhaydhir9427
    @abhaydhir9427 หลายเดือนก่อน

    Se babaji Bapa puaku dharibatare chalet chalet pich😮a nali kari dia

  • @mamtag5739
    @mamtag5739 หลายเดือนก่อน

    Nothing will change with dogs barking, Lion will remain the same. Do not through bad words on pure soul pandit ji.

  • @bhabagrahisahoo7161
    @bhabagrahisahoo7161 หลายเดือนก่อน

    Aji jae kichi kahunathila

  • @avaypattnaik7965
    @avaypattnaik7965 หลายเดือนก่อน

    ଭଗବାନ ଜଗନ୍ନାଥ ସଂସ୍କୃତି ରେ କଣ ? କୌଣସି ଅଲୌକିକ ନୁହେଁ / ପଞ୍ଚ ତତ୍ତ୍ଵ ସତ୍ୟ ବାସ୍ତବ ଓ ବ୍ୟବହାରିକ ମାଧ୍ୟମରେ ଆଚାର ବିଚାର ବ୍ୟବହାର ଈଶ୍ଵରୀୟ ମାର୍ଗରେ /

  • @pknayak6641
    @pknayak6641 29 วันที่ผ่านมา

    Bhakta nku bi treatment hau,karana emane bi dayi

  • @modiji9382
    @modiji9382 หลายเดือนก่อน

    Bhai contract kn kala kuha

  • @SarojiniMakut
    @SarojiniMakut หลายเดือนก่อน

    Tr

  • @odiatubes
    @odiatubes หลายเดือนก่อน +1

    Bhai tamaku entry deleni. Kaha katha suni byte daucha 😂😂