ଗୋଦାମରୁ ସରିଗଲାଣି ଆଳୁ, ବ୍ୟବସାୟୀ କହିଲେ ଗୋଦାମରେ ନାହିଁ ଆଳୁ ! ପଶ୍ଚିମବଙ୍ଗରୁ ଆସୁନି... ଏବେ କଣ ହେବ...
ฝัง
- เผยแพร่เมื่อ 9 ก.ย. 2024
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
ସାମାନ୍ୟ ଆଳୁ ର ସମାଧାନ କରିପାରୁ ନାହାନ୍ତି ମୋହନ ସରକାର
ୟୁପି ଆଉ ପଞ୍ଜାବ ଆଳୁ କୁଆଡେ ଗଲା
ଭାଇ ପାକଳ ହେଇନି
ମନ୍ତ୍ରୀ କୁଳ ଦୁଇଟି ..... ଗର୍ବ ଅହଙ୍କାର ର ପରିମାଣ ଭୋଗୁଛନ୍ତି ଓଡିଆ
BJP
B - ବିଫଳ ସବୁଥିରେ
J - ଜାଲିଆତି ରେ ଆଗୁଆ
P - ପଇସା ଲୁଟିବାରେ ଆଗୁଆ
ବିଜେପି ର ମନମୁଗ୍ଧ ଭାଷଣ ରେ ପେଟ ପୁରିଯିବ, ଆଳୁ କଣ ସମ୍ପୂର୍ଣ ନଖାଇଲେ ବି ଚାଲିବ 😂
ଖାଲି ଆଳୁ ଖାଇ ଯଦି ବଞ୍ଚୁ ଛୋ ତାହେଲେ ଓଟା ଚାଉଳ ଡାଲି ନ ଆଣି ଖାଲି ଆଳୁ ଖାଅ... ଆଳୁ ଆଳୁ ଆଳୁ ଚାଷ କର ଖାଅ 24ଘଣ୍ଟା ଖଲି ଆଳୁ ଆଳୁ ନିଉଜ l
Supply minister resign dia
Jau mana alu alu hauchha chhasa kara
ନବୀନ ପଟ୍ଟନାୟକ ଓଡ଼ିଶା ଗରିବ ରାଜ୍ଯ ରେ ପରିଣତ କରିଦେଲେ।ଓଡ଼ିଶା ରାଜ୍ଯ ରେ ଆଳୁ ଚାଷକରିପାରୁନାହାନ୍ତି।ଲୋକେ ବସିକି ଖାଉଛନ୍ତି । ଚାଷ ବାଷ କିଛି କରୁନାହାନ୍ତି ।ମୁସଲିମ ମାନେ ହାଡଭଙ୍ଗା କଷ୍ଟ ପଡୁଛନ୍ତି ।
Mantri Dama Routa thare karithile aalu na khaile Odisha loka mari jibeni....aalu gote byanjana....
Aalu rate out side state re bi Rs. 40/50 kg pichha bikri hauchi. Sabu barsa yehi 3-4 masa aalu rate badhe ethire ete byasta hele kemiti heba. Odisha ku sabu khetra swabilambi hebaku padiba....ne hele emiti asubidha ra sammukhina hebaku padiba
Aloo khaibani
Eha sarkar Ra aparagata
ଏବେ ଭାସ୍କର ର ପ୍ରାଣ ପଳେଇବ ଆଳୁ ନ ଖାଇ
Mata laguchhi a odisha ra loka mana ka ra plan nuha ta Mohan sarkar ku badnam Kari ba pai
Bahapia krushn ch patra kuade gale
Ama alu khai buni ki bangali pakha ra Munda nuaibuni
Ea bjp sarakara kou bandaku sitala nuhan
BJP ୨୦୨୪
B - ବିକାଶ ବଦଳରେ ବିନାଶ ହଉଚି
J - ଜାଲିଆତି କରି ଲୋକ ମାନଙ୍କୁ ଠକା ଯାଉଚି
P - ପଇସା ଲୁଟିକି ଦେଶ କୁ ଖୋଳ କଲେଣି
ତମେ ଆମ ପାଇଁ ଏତେ ବ୍ଯସ୍ତ ହୂଅନାହି।ଆମେ ବିନା ଆଳୁରେ ଚଳିପାରିବୁ ,।ଯାହାର ଆଳୁପାଇଁ ଜିବନ ଚାଲିଜିବ ଭାବୁଛ ଶବମାନଙ୍କ ପେଳକୁ ଖାଅ
ଭାଇ ମୁଁ ଅନ୍ଧଭକ୍ତ ସବୁବେଳେ ଖୋଜି ଖୋଜି ଖାଏ ତୁମ ଉପଦେଶ ରେ କହିଥିବା ଜିନିଷ ଟି କୁ, ବିନା ଆଲୁରେ ସାଧାରଣ ଜନତା ଟେ ଚଳିପାରିବନି, ଆଳୁ ଖାଉନଥିବା ଲୋକଟି ଡାଇବେଟିସ ରୋଗୀ ହୋଇଥିବ ନଚେତ ଜୀବେ ଦୟା ଭାଷଣ ମାରୁଥିବା ଛଦ୍ମବେଶୀ ବିଲେଇ ଟେ ଯିଏ ହବିଷ ରେ ଆମିଷ ଛାଡ଼ିଛି କହି ଭକ୍ଷଣ କରୁଥିବା
Bhal hela BJP sarakar alu anideba khaiba mahalia
Sabu micha Katha
BJP maa bea ra achi😢😢
Mamata banerjee Nabin pattanyak ku I love kahuthila Abe mohan majhi jantar kalata Sethi pain mamata didiki bhalalaguni